Difference between revisions of "Drupal/C3/Table-of-Fields-with-Views/Oriya"

From Script | Spoken-Tutorial
Jump to: navigation, search
 
(One intermediate revision by the same user not shown)
Line 5: Line 5:
 
|-
 
|-
 
|00:01
 
|00:01
| Views ସହିତ Fieldsର Table ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Views ସହିତ Fieldsର Table ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:07
 
|00:07
| ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ Fieldsର Table କ୍ରିଏଟ୍ କରିବା ବିଷୟରେ ଶିଖିବା
+
|ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ Fieldsର Table କ୍ରିଏଟ୍ କରିବା ବିଷୟରେ ଶିଖିବା
 +
 
 
|-
 
|-
 
|00:12
 
|00:12
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍Drupal 8 ଓ Firefox ୱେବ୍ ବ୍ରାଉଜର୍
ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
+
 
Drupal 8 ଓ
+
Firefox ୱେବ୍ ବ୍ରାଉଜର୍
+
 
|-
 
|-
 
|00:23
 
|00:23
| ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
 
|00:27
 
|00:27
| ଏବେ ଆମେ ଶିଖିବା Fieldsର Table କ’ଣ
+
|ଏବେ ଆମେ ଶିଖିବା Fieldsର Table କ’ଣ
 +
 
 
|-
 
|-
 
|00:31
 
|00:31
| ମନେକରନ୍ତୁ, ଏହିପରି ଏକ Tableରେ ଆମେ ଭବିଷ୍ୟତ ଇଭେଣ୍ଟସ୍ ର ଏକ ତାଲିକା ପ୍ରଦର୍ଶିତ କରିବାକୁ ଚାହୁଁଛେ  
+
|ମନେକରନ୍ତୁ, ଏହିପରି ଏକ Tableରେ ଆମେ ଭବିଷ୍ୟତ ଇଭେଣ୍ଟସ୍ ର ଏକ ତାଲିକା ପ୍ରଦର୍ଶିତ କରିବାକୁ ଚାହୁଁଛେ  
 +
 
 
|-
 
|-
 
|00:38
 
|00:38
| ଏଠାରେ, Eventsର ବିବରଣୀ ଓ ସେଗୁଡ଼ିକର ସମ୍ୱନ୍ଧିତ ତାରିଖ ଦେଖାଯାଇପାରିବ  
+
|ଏଠାରେ, Eventsର ବିବରଣୀ ଓ ସେଗୁଡ଼ିକର ସମ୍ୱନ୍ଧିତ ତାରିଖ ଦେଖାଯାଇପାରିବ  
 +
 
 
|-
 
|-
 
|00:45
 
|00:45
| ଏଠାରେ ପ୍ରଦର୍ଶିତ Fields, Events' Content Typesରେ ଅଛି
+
|ଏଠାରେ ପ୍ରଦର୍ଶିତ Fields, Events' Content Typesରେ ଅଛି
 +
 
 
|-
 
|-
 
|00:50
 
|00:50
| ଏଠାରେ, ଆମେ କିଛି Eventsର କେବଳ Fields ପ୍ରଦର୍ଶିତ କରିବା
+
|ଏଠାରେ, ଆମେ କିଛି Eventsର କେବଳ Fields ପ୍ରଦର୍ଶିତ କରିବା
 +
 
 
|-
 
|-
 
|00:55
 
|00:55
| ଆମେ କେବଳ ସେହି Events ରଖିବା, ଯେଉଁଥିରେ ସାମ୍ପ୍ରତିକ ସମୟ ପରେ ତାରିଖ ଥିବ  
+
|ଆମେ କେବଳ ସେହି Events ରଖିବା, ଯେଉଁଥିରେ ସାମ୍ପ୍ରତିକ ସମୟ ପରେ ତାରିଖ ଥିବ  
 +
 
 
|-
 
|-
 
|01:02
 
|01:02
| Contentsର ଏହିପରି ଏକ ଚୟନିତ ତାଲିକାକୁ, ଅନ୍ୟ ପ୍ରୋଗ୍ରାମ୍ ରେ Reports କିମ୍ୱା Query Results ବୋଲି କୁହାଯାଏ
+
|Contentsର ଏହିପରି ଏକ ଚୟନିତ ତାଲିକାକୁ, ଅନ୍ୟ ପ୍ରୋଗ୍ରାମ୍ ରେ Reports କିମ୍ୱା Query Results ବୋଲି କୁହାଯାଏ
 +
 
 
|-
 
|-
 
|01:11
 
|01:11
| ଏବେ ଆମେ, Fieldsର Table ପାଇଁ ଏକ View କ୍ରିଏଟ୍ କରିବା
+
|ଏବେ ଆମେ, Fieldsର Table ପାଇଁ ଏକ View କ୍ରିଏଟ୍ କରିବା
 +
 
 
|-
 
|-
 
|01:16
 
|01:16
| ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
+
|ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
 +
 
 
|-
 
|-
 
|01:21
 
|01:21
| Shortcuts ପରେ Viewsକୁ ଯାଇ Add New View କ୍ଲିକ୍ କରନ୍ତୁ
+
|Shortcuts ପରେ Viewsକୁ ଯାଇ Add New View କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:28
 
|01:28
| ଏହାକୁ ଆମେ Upcoming Events ନାମ ଦେବା.  Content of Typeକୁ Allରୁ Eventsକୁ ବଦଳାନ୍ତୁ
+
|ଏହାକୁ ଆମେ Upcoming Events ନାମ ଦେବା.  Content of Typeକୁ Allରୁ Eventsକୁ ବଦଳାନ୍ତୁ
 +
 
 
|-
 
|-
 
|01:37
 
|01:37
| ଯେକୌଣସି Content Type - Log Entries, Files, Content Revisions, Taxonomy Terms, Users, Custom Blocks ଆଦି ପାଇଁ ଆମେ ଏହା କରିପାରିବା
+
|ଯେକୌଣସି Content Type - Log Entries, Files, Content Revisions, Taxonomy Terms, Users, Custom Blocks ଆଦି ପାଇଁ ଆମେ ଏହା କରିପାରିବା
 +
 
 
|-
 
|-
 
|01:50
 
|01:50
| ଏବେପାଇଁ ଆମେ, Sorted Byକୁ Newest First ଭାବେ ଛାଡ଼ିଦେବା
+
|ଏବେପାଇଁ ଆମେ, Sorted Byକୁ Newest First ଭାବେ ଛାଡ଼ିଦେବା
 +
 
 
|-
 
|-
 
|01:55
 
|01:55
| Create a Page ଚେକ୍ କରନ୍ତୁ ଏବଂ Display Formatରେ Table of Fields ଚୟନ କରନ୍ତୁ
+
|Create a Page ଚେକ୍ କରନ୍ତୁ ଏବଂ Display Formatରେ Table of Fields ଚୟନ କରନ୍ତୁ
 +
 
 
|-
 
|-
 
|02:03
 
|02:03
| Items to Displayରେ ଡିଫଲ୍ଟ ଭାଲ୍ୟୁକୁ 10 ରଖନ୍ତୁ
+
|Items to Displayରେ ଡିଫଲ୍ଟ ଭାଲ୍ୟୁକୁ 10 ରଖନ୍ତୁ
 +
 
 
|-
 
|-
 
|02:09
 
|02:09
| ଏହାପରେ, Use a Pager ଓ Create a Menu Link ଉପରେ ଚେକ୍ କରନ୍ତୁ
+
|ଏହାପରେ, Use a Pager ଓ Create a Menu Link ଉପରେ ଚେକ୍ କରନ୍ତୁ
 +
 
 
|-
 
|-
 
|02:17
 
|02:17
| Menuରେ ଆମେ, Main Navigation ଚୟନ କରିବା ଓ Link Textକୁ Upcoming Events ନାମ ଦେବା
+
|Menuରେ ଆମେ, Main Navigation ଚୟନ କରିବା ଓ Link Textକୁ Upcoming Events ନାମ ଦେବା
 +
 
 
|-
 
|-
 
|02:28
 
|02:28
| ଆମର ମେନୁଗୁଡ଼ିକ ଏବେ ସୁବ୍ୟବସ୍ଥିତ ନାହିଁ, କିନ୍ତୁ ଶୀଘ୍ର ଆମେ ତାହା କରିବା
+
|ଆମର ମେନୁଗୁଡ଼ିକ ଏବେ ସୁବ୍ୟବସ୍ଥିତ ନାହିଁ, କିନ୍ତୁ ଶୀଘ୍ର ଆମେ ତାହା କରିବା
 +
 
 
|-
 
|-
 
|02:34
 
|02:34
| Save and Editରେ କ୍ଲିକ୍ କରନ୍ତୁ.
+
|Save and Editରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|02:37
 
|02:37
| ଚାଲନ୍ତୁ, ଆମର 5ଟି ପ୍ରଶ୍ନ ଦେଇ ଯିବା.   
+
|ଚାଲନ୍ତୁ, ଆମର 5ଟି ପ୍ରଶ୍ନ ଦେଇ ଯିବା.  Display ହେଉଛି ଗୋଟିଏ ପେଜ୍
Display ହେଉଛି ଗୋଟିଏ ପେଜ୍
+
 
 
|-
 
|-
 
|02:42
 
|02:42
| Format ହେଉଛି ଗୋଟିଏ Table
+
|Format ହେଉଛି ଗୋଟିଏ Table
 +
 
 
|-
 
|-
 
|02:45
 
|02:45
| Fields ଅନ୍ତର୍ଗତ Title ଅଛି
+
|Fields ଅନ୍ତର୍ଗତ Title ଅଛି
 +
 
 
|-
 
|-
 
|02:48
 
|02:48
| Filter Criteriaରେ ଆମକୁ କେବଳ Upcoming Events ଦରକାର, ତେଣୁ ଆମେ ତାହାକୁ ବଦଳାଇବା
+
|Filter Criteriaରେ ଆମକୁ କେବଳ Upcoming Events ଦରକାର, ତେଣୁ ଆମେ ତାହାକୁ ବଦଳାଇବା
 +
 
 
|-
 
|-
 
|02:55
 
|02:55
| Sort Criteria ଭୁଲ୍ ଅଟେ, କାରଣ ଆମେ ତାକୁ Event Date କ୍ରମରେ ରଖିବାଖୁ ଚାହୁଁଛେ, Published Date କ୍ରମରେ ନୁହେଁ
+
|Sort Criteria ଭୁଲ୍ ଅଟେ, କାରଣ ଆମେ ତାକୁ Event Date କ୍ରମରେ ରଖିବାଖୁ ଚାହୁଁଛେ, Published Date କ୍ରମରେ ନୁହେଁ
 +
 
 
|-
 
|-
 
|03:03
 
|03:03
| ଆରମ୍ଭ କରିବା ପାଇଁ Save ଉପରେ କ୍ଲିକ୍ କରନ୍ତୁ
+
|ଆରମ୍ଭ କରିବା ପାଇଁ Save ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:06
 
|03:06
| ଏଠାରେ, ମଝିରେ, ଆମର Page Settings ଅଛି
+
|ଏଠାରେ, ମଝିରେ, ଆମର Page Settings ଅଛି
 +
 
 
|-
 
|-
 
|03:10
 
|03:10
| ଆମ ପାଖରେ Path, Menu, Access Permission ଅଛି, ଆଉ ଏବେ ସମସ୍ତେ ଲେଣ୍ଡିଙ୍ଗ୍ ପେଜ୍ କୁ ଆକ୍ସେସ୍ କରିପାରିବେ
+
|ଆମ ପାଖରେ Path, Menu, Access Permission ଅଛି, ଆଉ ଏବେ ସମସ୍ତେ ଲେଣ୍ଡିଙ୍ଗ୍ ପେଜ୍ କୁ ଆକ୍ସେସ୍ କରିପାରିବେ
 +
 
 
|-
 
|-
 
|03:20
 
|03:20
| ଏଠାରେ ଥିବା Add ବଟନ୍ସରେ କ୍ଲିକ୍ କରି ଆମେ, ଏକ Header କିମ୍ୱା Footer ଆଡ୍ କରିପାରିବା
+
|ଏଠାରେ ଥିବା Add ବଟନ୍ସରେ କ୍ଲିକ୍ କରି ଆମେ, ଏକ Header କିମ୍ୱା Footer ଆଡ୍ କରିପାରିବା
 +
 
 
|-
 
|-
 
|03:27
 
|03:27
| ଯଦି କିଛି ପରିଣାମ ନଥିବ, ତେବେ ଆମେ କ’ଣ କରିବା ଆଡ୍ କରିପାରିବା
+
|ଯଦି କିଛି ପରିଣାମ ନଥିବ, ତେବେ ଆମେ କ’ଣ କରିବା ଆଡ୍ କରିପାରିବା
 +
 
 
|-
 
|-
 
|03:31
 
|03:31
| Pageରେ କେତେ ଆଇଟମ୍ସ ଦେଖାଇବା, ଆଉ, View ତଳେ ଥିବା  
+
|Pageରେ କେତେ ଆଇଟମ୍ସ ଦେଖାଇବା, ଆଉ, View ତଳେ ଥିବା  
 +
 
 
|-
 
|-
 
|03:36
 
|03:36
| Read More Link ସହିତ ତଳେ ଏକ Pager ରହିବ କି ନାହିଁ ତାହା ଆମେ ନିର୍ଦ୍ଦିଷ୍ଟ କରିପାରିବା
+
|Read More Link ସହିତ ତଳେ ଏକ Pager ରହିବ କି ନାହିଁ ତାହା ଆମେ ନିର୍ଦ୍ଦିଷ୍ଟ କରିପାରିବା
 +
 
 
|-
 
|-
 
|03:44
 
|03:44
| Advanced ଟାବ୍ ରେ ଥିବା ଜିନିଷଗୁଡ଼ିକୁ ଆମେ ଏହି ଟ୍ୟୁଟୋରିଆଲ୍ ରେ କଭର୍ କରିବା ନାହିଁ
+
|Advanced ଟାବ୍ ରେ ଥିବା ଜିନିଷଗୁଡ଼ିକୁ ଆମେ ଏହି ଟ୍ୟୁଟୋରିଆଲ୍ ରେ କଭର୍ କରିବା ନାହିଁ
 +
 
 
|-
 
|-
 
|03:50
 
|03:50
| ଆମେ, Events ଓ User Groups କନେକ୍ଟ କରିସାରିଛେ
+
|ଆମେ, Events ଓ User Groups କନେକ୍ଟ କରିସାରିଛେ
 +
 
 
|-
 
|-
 
|03:54
 
|03:54
| ତେଣୁ, ଆମର Eventsକୁ ପ୍ରଯୋଜିତ କରୁଥିବା User Groupsରୁ ଆମେ ସୂଚନା ଆଣି   
+
|ତେଣୁ, ଆମର Eventsକୁ ପ୍ରଯୋଜିତ କରୁଥିବା User Groupsରୁ ଆମେ ସୂଚନା ଆଣି  ଏହି Viewରେ ରଖିପାରିବା
ଏହି Viewରେ ରଖିପାରିବା
+
 
 
|-
 
|-
 
|04:03
 
|04:03
| ଏହାକୁ, Relationship ଓ Context ବ୍ୟବହାର କରି କରାଯାଇପାରିବ, ଯାହାକୁ ଆମେ କ୍ରିଏଟ୍ କରିଥିଲେ
+
|ଏହାକୁ, Relationship ଓ Context ବ୍ୟବହାର କରି କରାଯାଇପାରିବ, ଯାହାକୁ ଆମେ କ୍ରିଏଟ୍ କରିଥିଲେ
 +
 
 
|-
 
|-
 
|04:10
 
|04:10
| ଏବେ ଚାଲନ୍ତୁ, ଆମେ ଆମ Tableରେ ଆବଶ୍ୟକ କରୁଥିବା Fields ଆଡ୍ କରିବା
+
|ଏବେ ଚାଲନ୍ତୁ, ଆମେ ଆମ Tableରେ ଆବଶ୍ୟକ କରୁଥିବା Fields ଆଡ୍ କରିବା
 +
 
 
|-
 
|-
 
|04:15
 
|04:15
| Add ବଟନ୍ ରେ କ୍ଲିକ୍ କରନ୍ତୁ ଓ Event Date Field ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ
+
|Add ବଟନ୍ ରେ କ୍ଲିକ୍ କରନ୍ତୁ ଓ Event Date Field ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ
 +
 
 
|-
 
|-
 
|04:21
 
|04:21
| Content Type Name ବ୍ୟବହାର କରି ମୁଁ, ମୋର Fieldsକୁ ବହୁତ ଧ୍ୟାନପୂର୍ବକ ଲେବଲ୍ କରିଛି
+
|Content Type Name ବ୍ୟବହାର କରି ମୁଁ, ମୋର Fieldsକୁ ବହୁତ ଧ୍ୟାନପୂର୍ବକ ଲେବଲ୍ କରିଛି
 +
 
 
|-
 
|-
 
|04:27
 
|04:27
| ପରେ, Viewsରେ ମୂଁ ସେଗୁଡ଼ିକୁ ସହଜରେ ପାଇପାରିବି
+
|ପରେ, Viewsରେ ମୂଁ ସେଗୁଡ଼ିକୁ ସହଜରେ ପାଇପାରିବି
 +
 
 
|-
 
|-
 
|04:32
 
|04:32
| Event Dateରେ ଚେକ୍ ମାର୍କ ଦେଇ Apply ଉପରେ କ୍ଲିକ୍ କରନ୍ତୁ
+
|Event Dateରେ ଚେକ୍ ମାର୍କ ଦେଇ Apply ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:37
 
|04:37
| ଏଠାରେ ଆମେ କିଛି ସେଟିଙ୍ଗ୍ସ ଚୟନ କରିବା
+
|ଏଠାରେ ଆମେ କିଛି ସେଟିଙ୍ଗ୍ସ ଚୟନ କରିବା
 +
 
 
|-
 
|-
 
|04:41
 
|04:41
| ଏବେପାଇଁ, Create a Label ଓ Place a Colon ଅପ୍ସନ୍ସ ଚେକ୍ ହୋଇ ଅଛି
+
|ଏବେପାଇଁ, Create a Label ଓ Place a Colon ଅପ୍ସନ୍ସ ଚେକ୍ ହୋଇ ଅଛି
 +
 
 
|-
 
|-
 
|04:47
 
|04:47
| ଏଠାରେ Date Formatକୁ ଡିଫଲ୍ଟ ଭାବେ ଛାଡ଼ିଦିଅନ୍ତୁ; ଅନ୍ୟ ଶବ୍ଦରେ Medium Date
+
|ଏଠାରେ Date Formatକୁ ଡିଫଲ୍ଟ ଭାବେ ଛାଡ଼ିଦିଅନ୍ତୁ; ଅନ୍ୟ ଶବ୍ଦରେ Medium Date
 +
 
 
|-
 
|-
 
|04:53
 
|04:53
| ଏବେ, ସେଗୁଡ଼ିକ ମଧ୍ୟରୁ କୌଣସିଟି ବିଷୟରେ ଚିନ୍ତା କରନ୍ତୁ ନାହିଁ
+
|ଏବେ, ସେଗୁଡ଼ିକ ମଧ୍ୟରୁ କୌଣସିଟି ବିଷୟରେ ଚିନ୍ତା କରନ୍ତୁ ନାହିଁ
 +
 
 
|-
 
|-
 
|04:57
 
|04:57
| ଆଉ ଶେଷରେ, Apply All Displays ବଟନ୍ କ୍ଲିକ୍ କରନ୍ତୁ
+
|ଆଉ ଶେଷରେ, Apply All Displays ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:02
 
|05:02
| ଏବେ, ଆମ ପାଖରେ 2ଟି କଲମ୍ସ ଅଛି - Title ଓ Event Date
+
|ଏବେ, ଆମ ପାଖରେ 2ଟି କଲମ୍ସ ଅଛି - Title ଓ Event Date
 +
 
 
|-
 
|-
 
|05:08
 
|05:08
| ଆମର ପରବର୍ତ୍ତୀ ଫିଲ୍ଡ ଆଡ୍ କରିବା.  Add କ୍ଲିକ୍ କରନ୍ତୁ ଓ ଏଥରକ Event Logo ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ
+
|ଆମର ପରବର୍ତ୍ତୀ ଫିଲ୍ଡ ଆଡ୍ କରିବା.  Add କ୍ଲିକ୍ କରନ୍ତୁ ଓ ଏଥରକ Event Logo ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ
 +
 
 
|-
 
|-
 
|05:17
 
|05:17
| ତାହାକୁ ସିଲେକ୍ଟ କରି Apply କ୍ଲିକ୍ କରନ୍ତୁ
+
|ତାହାକୁ ସିଲେକ୍ଟ କରି Apply କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:21
 
|05:21
| ଏବେ, Create A Label ଅପ୍ସନ୍ ଅନଚେକ୍ କରନ୍ତୁ
+
|ଏବେ, Create A Label ଅପ୍ସନ୍ ଅନଚେକ୍ କରନ୍ତୁ
 +
 
 
|-
 
|-
 
|05:25
 
|05:25
| Thumbnailର ଏକ Image Style ଚୟନ କରନ୍ତୁ
+
|Thumbnailର ଏକ Image Style ଚୟନ କରନ୍ତୁ
 +
 
 
|-
 
|-
 
|05:30
 
|05:30
| ତା’ପରେ, Link Image To ଡ୍ରପ୍-ଡାଉନ୍ ରେ Content ବାଛନ୍ତୁ
+
|ତା’ପରେ, Link Image To ଡ୍ରପ୍-ଡାଉନ୍ ରେ Content ବାଛନ୍ତୁ
 +
 
 
|-
 
|-
 
|05:36
 
|05:36
| ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ, ଏହି ଲେଆଉଟ୍ ପାଇଁ ଏକ ନୂଆ Image Style କ୍ରିଏଟ୍ କରିବା ବିଷୟରେ ଶିଖିବା.  କିନ୍ତୁ ଏବେପାଇଁ ଆମେ, Thumbnail ଚୟନ କରନ୍ତୁ
+
|ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ, ଏହି ଲେଆଉଟ୍ ପାଇଁ ଏକ ନୂଆ Image Style କ୍ରିଏଟ୍ କରିବା ବିଷୟରେ ଶିଖିବା.  କିନ୍ତୁ ଏବେପାଇଁ ଆମେ, Thumbnail ଚୟନ କରନ୍ତୁ
 +
 
 
|-
 
|-
 
|05:45
 
|05:45
| Apply କ୍ଲିକ୍ କରନ୍ତୁ.  ଏବେ, Previewରେ ଆମେ, ପ୍ରତ୍ୟେକ Event ପାଇଁ Devel ଦ୍ୱାରା ଜେନେରେଟ୍ କରାଯାଇଥିବା Thumbnail ଦେଖିବା ଦରକାର
+
|Apply କ୍ଲିକ୍ କରନ୍ତୁ.  ଏବେ, Previewରେ ଆମେ, ପ୍ରତ୍ୟେକ Event ପାଇଁ Devel ଦ୍ୱାରା ଜେନେରେଟ୍ କରାଯାଇଥିବା Thumbnail ଦେଖିବା ଦରକାର
 +
 
 
|-
 
|-
 
|05:55
 
|05:55
| ପଛକୁ ଫେରିଯାଇ ପୁଣିଥରେ Add କ୍ଲିକ୍ କରନ୍ତୁ.  ଏଥରକ, ସ୍କ୍ରୋଲ୍ ଡାଉନ୍ କରି ଗୋଟିଏ ଥରରେ ଏକାଧିକ Field ଚୟନ କରନ୍ତୁ
+
|ପଛକୁ ଫେରିଯାଇ ପୁଣିଥରେ Add କ୍ଲିକ୍ କରନ୍ତୁ.  ଏଥରକ, ସ୍କ୍ରୋଲ୍ ଡାଉନ୍ କରି ଗୋଟିଏ ଥରରେ ଏକାଧିକ Field ଚୟନ କରନ୍ତୁ
 +
 
 
|-
 
|-
 
|06:04
 
|06:04
| Event Topics ଓ Event Website ଚୟନ କରନ୍ତୁ  ଆଉ ତା’ପରେ, Apply All Displays ବଟନ୍ କ୍ଲିକ୍ କରନ୍ତୁ
+
|Event Topics ଓ Event Website ଚୟନ କରନ୍ତୁ  ଆଉ ତା’ପରେ, Apply All Displays ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:13
 
|06:13
| ପରବର୍ତ୍ତୀ ପେଜ୍ ରେ, ସବୁକିଛିକୁ ସେହିପରି ଛାଡ଼ିଦେଇ Apply କ୍ଲିକ୍ କରନ୍ତୁ
+
|ପରବର୍ତ୍ତୀ ପେଜ୍ ରେ, ସବୁକିଛିକୁ ସେହିପରି ଛାଡ଼ିଦେଇ Apply କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:18
 
|06:18
| ଧ୍ୟାନଦିଅନ୍ତୁ ଯେ, ଏବେ ଆମେ Viewsରେ ଗୋଟିଏ ଥରରେ 2ଟି Fields ସେଟ୍ କରିପାରିବା ଏବଂ ପ୍ରତ୍ୟେକର ନିଜସ୍ୱ Settings Screen ରହିବ
+
|ଧ୍ୟାନଦିଅନ୍ତୁ ଯେ, ଏବେ ଆମେ Viewsରେ ଗୋଟିଏ ଥରରେ 2ଟି Fields ସେଟ୍ କରିପାରିବା ଏବଂ ପ୍ରତ୍ୟେକର ନିଜସ୍ୱ Settings Screen ରହିବ
 +
 
 
|-
 
|-
 
|06:27
 
|06:27
| ପୁଣିଥରେ Apply All Displays ଉପରେ କ୍ଲିକ୍ କରନ୍ତୁ
+
|ପୁଣିଥରେ Apply All Displays ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:32
 
|06:32
| ଏବେ ଆମ ପାଖରେ Event Topics ଓ Event Website ଅଛି  
+
|ଏବେ ଆମ ପାଖରେ Event Topics ଓ Event Website ଅଛି  
 +
 
 
|-
 
|-
 
|06:37
 
|06:37
| ଆମ ପାଖରେ ଆମର Title, Date, Topics ଓ Website ଅଛି.  Save ଉପରେ କ୍ଲିକ୍ କରନ୍ତୁ  
+
|ଆମ ପାଖରେ ଆମର Title, Date, Topics ଓ Website ଅଛି.  Save ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|06:45
 
|06:45
| ବାରମ୍ୱାର ଫାଇଲ ସେଭ୍ କରିବା ହେଉଛି ଏକ ଭଲ ଅଭ୍ୟାସ
+
|ବାରମ୍ୱାର ଫାଇଲ ସେଭ୍ କରିବା ହେଉଛି ଏକ ଭଲ ଅଭ୍ୟାସ
 +
 
 
|-
 
|-
 
|06:49
 
|06:49
| ଚାଲନ୍ତୁ ଯାଞ୍ଚ କରିବା.  ଆମର Display ହେଉଛି ଗୋଟିଏ ପେଜ୍
+
|ଚାଲନ୍ତୁ ଯାଞ୍ଚ କରିବା.  ଆମର Display ହେଉଛି ଗୋଟିଏ ପେଜ୍
 +
 
 
|-
 
|-
 
|06:53
 
|06:53
| ଆମର Format ହେଉଛି ଗୋଟିଏ Table
+
|ଆମର Format ହେଉଛି ଗୋଟିଏ Table
 +
 
 
|-
 
|-
 
|06:56
 
|06:56
| ଆମର Fieldଗୁଡ଼ିକ ହେଉଛି ସେଟ୍  
+
|ଆମର Fieldଗୁଡ଼ିକ ହେଉଛି ସେଟ୍  
 +
 
 
|-
 
|-
 
|06:59
 
|06:59
| Filter Criteria ଓ Sort Criteria ତଥାପି ଭୁଲ୍ ଅଛି
+
|Filter Criteria ଓ Sort Criteria ତଥାପି ଭୁଲ୍ ଅଛି
 +
 
 
|-
 
|-
 
|07:04
 
|07:04
| Filter Criteria ଆଡ୍ କରିବା ପାଇଁ Add ବଟନ୍ କ୍ଲିକ୍ କରନ୍ତୁ
+
|Filter Criteria ଆଡ୍ କରିବା ପାଇଁ Add ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:08
 
|07:08
| Event Date ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ.  ତା’ପରେ Event Date ଚୟନ କରି Apply କ୍ଲିକ୍ କରନ୍ତୁ
+
|Event Date ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ.  ତା’ପରେ Event Date ଚୟନ କରି Apply କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:17
 
|07:17
| ଏହି ସ୍କ୍ରୀନ୍ ହେଉଛି ବହୁତ ମହତ୍ୱପୂର୍ଣ୍ଣ
+
|ଏହି ସ୍କ୍ରୀନ୍ ହେଉଛି ବହୁତ ମହତ୍ୱପୂର୍ଣ୍ଣ
 +
 
 
|-
 
|-
 
|07:20
 
|07:20
| Operator ଡ୍ରପ୍-ଡାଉନ୍ ଅନ୍ତର୍ଗତ ଆମେ, Is Greater Than or Equal To ସିଲେକ୍ଟ କରିବା
+
|Operator ଡ୍ରପ୍-ଡାଉନ୍ ଅନ୍ତର୍ଗତ ଆମେ, Is Greater Than or Equal To ସିଲେକ୍ଟ କରିବା
 +
 
 
|-
 
|-
 
|07:26
 
|07:26
| Value Type ଅନ୍ତର୍ଗତ, ଯଦି ଆମେ ଆଜିର ତାରିଖ ରଖୁଛେ, ତାହା ଅସୁବିଧାଜନକ ହେବ
+
|Value Type ଅନ୍ତର୍ଗତ, ଯଦି ଆମେ ଆଜିର ତାରିଖ ରଖୁଛେ, ତାହା ଅସୁବିଧାଜନକ ହେବ
 +
 
 
|-
 
|-
 
|07:32
 
|07:32
| ତା’ପରେ ଆମକୁ ଦୈନିକ ନୂଆ ତାରିଖ ରଖିବାକୁ ହେବ.  କିନ୍ତୁ ଆମେ, An Offset of the Current Time... ଚୟନ କରିବା   
+
|ତା’ପରେ ଆମକୁ ଦୈନିକ ନୂଆ ତାରିଖ ରଖିବାକୁ ହେବ.  କିନ୍ତୁ ଆମେ, An Offset of the Current Time... ଚୟନ କରିବା   
 +
 
 
|-
 
|-
 
|07:40
 
|07:40
| ଆଉ, Value ଫିଲ୍ଡରେ ଟାଇପ୍ କରନ୍ତୁ Now   
+
|ଆଉ, Value ଫିଲ୍ଡରେ ଟାଇପ୍ କରନ୍ତୁ Now   
 +
 
 
|-
 
|-
 
|07:45
 
|07:45
| ଏହାର ଅର୍ଥ, ସାମ୍ପ୍ରତିକ ସମୟ ପରେ କେବଳ ସେହି Events ପ୍ରଦର୍ଶିତ ହେବ
+
|ଏହାର ଅର୍ଥ, ସାମ୍ପ୍ରତିକ ସମୟ ପରେ କେବଳ ସେହି Events ପ୍ରଦର୍ଶିତ ହେବ
 +
 
 
|-
 
|-
 
|07:51
 
|07:51
| ସାମ୍ପ୍ରତିକ ସମୟ, ସେହି ସମୟ ନୁହେଁ, ଯେତେବେଳେ ଆମେ ଏହାକୁ କ୍ରିଏଟ୍ କରୁଛେ.  ଏହା ହେଉଛି ସେହି ସମୟ, ଯେତେବେଳେ ୟୁଜର୍ ଏହାକୁ ଦେଖନ୍ତି  
+
|ସାମ୍ପ୍ରତିକ ସମୟ, ସେହି ସମୟ ନୁହେଁ, ଯେତେବେଳେ ଆମେ ଏହାକୁ କ୍ରିଏଟ୍ କରୁଛେ.  ଏହା ହେଉଛି ସେହି ସମୟ, ଯେତେବେଳେ ୟୁଜର୍ ଏହାକୁ ଦେଖନ୍ତି  
 +
 
 
|-
 
|-
 
|07:59
 
|07:59
| ତେଣୁ, କେବଳ ୟୁଜର୍ ହିଁ ଭବିଷ୍ୟତ Events ଦେଖିପାରିବେ
+
|ତେଣୁ, କେବଳ ୟୁଜର୍ ହିଁ ଭବିଷ୍ୟତ Events ଦେଖିପାରିବେ
 +
 
 
|-
 
|-
 
|08:03
 
|08:03
| Apply କ୍ଲିକ୍ କରନ୍ତୁ
+
|Apply କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:05
 
|08:05
| ଆମେ ଯେପରି ଦେଖିପାରୁଛେ, Devel ଦ୍ୱାରା ଜେନେରେଟ୍ ହୋଇଥିବା ଡମୀ କଣ୍ଟେଣ୍ଟଗୁଡ଼ିକ ଆମକୁ କୌଣସି ଭବିଷ୍ୟତ ତାରିଖ ଦେଇନାହିଁ
+
|ଆମେ ଯେପରି ଦେଖିପାରୁଛେ, Devel ଦ୍ୱାରା ଜେନେରେଟ୍ ହୋଇଥିବା ଡମୀ କଣ୍ଟେଣ୍ଟଗୁଡ଼ିକ ଆମକୁ କୌଣସି ଭବିଷ୍ୟତ ତାରିଖ ଦେଇନାହିଁ
 +
 
 
|-
 
|-
 
|08:13
 
|08:13
| ତେଣୁ, ଆମର View ଠିକ୍ ଭାବେ କାମ କରୁଥିବାର ସୁନିଶ୍ଚିତ ହେବାପାଇଁ ଆମର କିଛି Eventsକୁ ଚାଲନ୍ତୁ ମାନୁଆଲୀ ଆପଡେଟ୍ କରିବା
+
|ତେଣୁ, ଆମର View ଠିକ୍ ଭାବେ କାମ କରୁଥିବାର ସୁନିଶ୍ଚିତ ହେବାପାଇଁ ଆମର କିଛି Eventsକୁ ଚାଲନ୍ତୁ ମାନୁଆଲୀ ଆପଡେଟ୍ କରିବା
 +
 
 
|-
 
|-
 
|08:20
 
|08:20
| କିଛି Events ଖୋଜନ୍ତୁ ଓ Event Dateକୁ ଭବିଷୟରେ କିଛିକୁ ବଦଳାନ୍ତୁ
+
|କିଛି Events ଖୋଜନ୍ତୁ ଓ Event Dateକୁ ଭବିଷୟରେ କିଛିକୁ ବଦଳାନ୍ତୁ
 +
 
 
|-
 
|-
 
|08:25
 
|08:25
| Contentକୁ ଯାଆନ୍ତୁ,  Event Type ଦାରା Filter କରନ୍ତୁ
+
|Contentକୁ ଯାଆନ୍ତୁ,  Event Type ଦାରା Filter କରନ୍ତୁ
 +
 
 
|-
 
|-
 
|08:31
 
|08:31
| ଯେକୌଣସି Event ଚୟନ କରି Edit କ୍ଲିକ୍ କରନ୍ତୁ.  ତା’ପରେ ଏକ ଭବିଷ୍ୟତର ଏକ ତାରିଖକୁ ବଦଳାନ୍ତୁ
+
|ଯେକୌଣସି Event ଚୟନ କରି Edit କ୍ଲିକ୍ କରନ୍ତୁ.  ତା’ପରେ ଏକ ଭବିଷ୍ୟତର ଏକ ତାରିଖକୁ ବଦଳାନ୍ତୁ
 +
 
 
|-
 
|-
 
|08:39
 
|08:39
| Save ଉପରେ କ୍ଲିକ୍ କରନ୍ତୁ
+
|Save ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:42
 
|08:42
| ଟ୍ୟୁଟୋରିଆଲ୍ କୁ ଏଠାରେ ରୋକି ପ୍ରାୟ 6 କିମ୍ୱା 7ଟି Events ଅପଡେଟ୍ କରନ୍ତୁ  
+
|ଟ୍ୟୁଟୋରିଆଲ୍ କୁ ଏଠାରେ ରୋକି ପ୍ରାୟ 6 କିମ୍ୱା 7ଟି Events ଅପଡେଟ୍ କରନ୍ତୁ  
 +
 
 
|-
 
|-
 
|08:49
 
|08:49
| ତାହା ସରିବା ପରେ, ଟ୍ୟୁଟୋରିଆଲ୍ କୁ ଫେରିଆସନ୍ତୁ
+
|ତାହା ସରିବା ପରେ, ଟ୍ୟୁଟୋରିଆଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
 
|08:53
 
|08:53
| Shortcutsକୁ ଯାଆନ୍ତୁ,  Views ଉପରେ କ୍ଲିକ୍ କରନ୍ତୁ.  Upcoming Events ଖୋଜନ୍ତୁ.  Edit ଉପରେ କ୍ଲିକ୍ କରନ୍ତୁ
+
|Shortcutsକୁ ଯାଆନ୍ତୁ,  Views ଉପରେ କ୍ଲିକ୍ କରନ୍ତୁ.  Upcoming Events ଖୋଜନ୍ତୁ.  Edit ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:01
 
|09:01
| ଏବେ ଆମେ, View Editingକୁ ଫେରିଯିବା, ଯେଉଁଠାରେ ଛାଡ଼ିଥିଲେ
+
|ଏବେ ଆମେ, View Editingକୁ ଫେରିଯିବା, ଯେଉଁଠାରେ ଛାଡ଼ିଥିଲେ
 +
 
 
|-
 
|-
 
|09:06
 
|09:06
| ପ୍ରିଭ୍ୟୁ ଦେଖିବା ପାଇଁ ସ୍କ୍ରୋଲ୍ ଡାଉନ୍ କରନ୍ତୁ
+
|ପ୍ରିଭ୍ୟୁ ଦେଖିବା ପାଇଁ ସ୍କ୍ରୋଲ୍ ଡାଉନ୍ କରନ୍ତୁ
 +
 
 
|-
 
|-
 
|09:10
 
|09:10
| Greater Than or Equal To Now ହେବାପାଇଁ ଆମେ ଏବେ ଆମର Event Dateକୁ ଠିକ୍ ଭାବେ ଫିଲ୍ଟର୍ କରୁଛୁ
+
|Greater Than or Equal To Now ହେବାପାଇଁ ଆମେ ଏବେ ଆମର Event Dateକୁ ଠିକ୍ ଭାବେ ଫିଲ୍ଟର୍ କରୁଛୁ
 +
 
 
|-
 
|-
 
|09:17
 
|09:17
| ଏହାପରେ ଆମେ Sort Criteria ଚେକ୍ କରିବା
+
|ଏହାପରେ ଆମେ Sort Criteria ଚେକ୍ କରିବା
 +
 
 
|-
 
|-
 
|09:22
 
|09:22
| ଡିଫଲ୍ଟ ଭାବରେ Drupal, ହ୍ରାସିତ କ୍ରମରେ ଅଥରିଙ୍ଗ୍ ତାରିଖ ଦ୍ୱାରା କଣ୍ଟେଣ୍ଟକୁ ସର୍ଟ କରିଥାଏ
+
|ଡିଫଲ୍ଟ ଭାବରେ Drupal, ହ୍ରାସିତ କ୍ରମରେ ଅଥରିଙ୍ଗ୍ ତାରିଖ ଦ୍ୱାରା କଣ୍ଟେଣ୍ଟକୁ ସର୍ଟ କରିଥାଏ
 +
 
 
|-
 
|-
 
|09:30
 
|09:30
| Events ପାଇଁ, ବର୍ଦ୍ଧିତ କ୍ରମରେ Event Date ରଖିବା ଉପଯୋଗୀ ଅଟେ
+
|Events ପାଇଁ, ବର୍ଦ୍ଧିତ କ୍ରମରେ Event Date ରଖିବା ଉପଯୋଗୀ ଅଟେ
 +
 
 
|-
 
|-
 
|09:37
 
|09:37
| ଏହାକୁ ବଦଳାଇବା ପାଇଁ Authored ଉପରେ କ୍ଲିକ୍ କରି Remove ଉପରେ କ୍ଲିକ୍ କରନ୍ତୁ
+
|ଏହାକୁ ବଦଳାଇବା ପାଇଁ Authored ଉପରେ କ୍ଲିକ୍ କରି Remove ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:44
 
|09:44
| ପୁଣିଥରେ Add କ୍ଲିକ୍ କରନ୍ତୁ ଓ Event Date ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ
+
|ପୁଣିଥରେ Add କ୍ଲିକ୍ କରନ୍ତୁ ଓ Event Date ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ
 +
 
 
|-
 
|-
 
|09:51
 
|09:51
| Apply କ୍ଲିକ୍ କରନ୍ତୁ.
+
|Apply କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|09:53
 
|09:53
| ଏବେ, Order ତଳେ ଥିବା Sort Ascending ସିଲେକ୍ଟ କରନ୍ତୁ.  ତାହା, ଆଜି ପରଠାରୁ ଆମ Eventsକୁ ସର୍ଟ କରିଥାଏ
+
|ଏବେ, Order ତଳେ ଥିବା Sort Ascending ସିଲେକ୍ଟ କରନ୍ତୁ.  ତାହା, ଆଜି ପରଠାରୁ ଆମ Eventsକୁ ସର୍ଟ କରିଥାଏ
 +
 
 
|-
 
|-
 
|10:03
 
|10:03
| Apply କ୍ଲିକ୍ କରନ୍ତୁ.
+
|Apply କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|10:05
 
|10:05
| ଏବେ ଆମେ, ଆମର Events ଅପଡେଟ୍ କରିଦେଲେ ଓ ଠିକ୍ ଭାବେ Sort Criteria ସେଟ୍ କରିଦେଲେ
+
|ଏବେ ଆମେ, ଆମର Events ଅପଡେଟ୍ କରିଦେଲେ ଓ ଠିକ୍ ଭାବେ Sort Criteria ସେଟ୍ କରିଦେଲେ
 +
 
 
|-
 
|-
 
|10:11
 
|10:11
| ଆମର ତାଲିକା ଏହିପରି କିଛି ଦେଖାଯାଉଥିବା ଉଚିତ
+
|ଆମର ତାଲିକା ଏହିପରି କିଛି ଦେଖାଯାଉଥିବା ଉଚିତ
 +
 
 
|-
 
|-
 
|10:16
 
|10:16
| ଭବିଷ୍ୟତର ସମସ୍ତ Events, Event Date କ୍ରମରେ ତାଲିକାଭୁକ୍ତ ହୋଇଛି
+
|ଭବିଷ୍ୟତର ସମସ୍ତ Events, Event Date କ୍ରମରେ ତାଲିକାଭୁକ୍ତ ହୋଇଛି
 +
 
 
|-
 
|-
 
|10:23
 
|10:23
| ଆଗକୁ ବଢ଼ିବା ପୂର୍ବରୁ Save କ୍ଲିକ୍ କରନ୍ତୁ
+
|ଆଗକୁ ବଢ଼ିବା ପୂର୍ବରୁ Save କ୍ଲିକ୍ କରନ୍ତୁ
 +
 
 
|-
 
|-
 
|10:27
 
|10:27
| ସେଥିରେ ଆଉ ଗୋଟିଏ ଜିନିଷ ଅଛି, ଯାହାକୁ ଆମେ ଏହି ନିର୍ଦ୍ଦିଷ୍ଟ View ସହିତ କରିବାକୁ ଯାଉଛେ
+
|ସେଥିରେ ଆଉ ଗୋଟିଏ ଜିନିଷ ଅଛି, ଯାହାକୁ ଆମେ ଏହି ନିର୍ଦ୍ଦିଷ୍ଟ View ସହିତ କରିବାକୁ ଯାଉଛେ
 +
 
 
|-
 
|-
 
|10:32
 
|10:32
| Title ଓ Logo କଲମ୍ କୁ ଏକାଠି କରିଦେଇ Title ଓ Event Dateକୁ ସର୍ଟଯୋଗ୍ୟ କରିବା
+
|Title ଓ Logo କଲମ୍ କୁ ଏକାଠି କରିଦେଇ Title ଓ Event Dateକୁ ସର୍ଟଯୋଗ୍ୟ କରିବା
 +
 
 
|-
 
|-
 
|10:41
 
|10:41
| ଯେତେବେଳେ ଆମେ ଏହାକୁ କରୁ, ଜଣେ ୟୁଜର୍ Title ଉପରେ କ୍ଲିକ୍ କରିପାରିବ ଓ ଏହା, ସେହି ଫିଚର୍ ଦ୍ୱାରା ସର୍ଟ ହୋଇଯିବ
+
|ଯେତେବେଳେ ଆମେ ଏହାକୁ କରୁ, ଜଣେ ୟୁଜର୍ Title ଉପରେ କ୍ଲିକ୍ କରିପାରିବ ଓ ଏହା, ସେହି ଫିଚର୍ ଦ୍ୱାରା ସର୍ଟ ହୋଇଯିବ
 +
 
 
|-
 
|-
 
|10:48
 
|10:48
| ଉପରକୁ ସ୍କ୍ରୋଲ କରନ୍ତୁ.  | Format Tableକୁ ଯାଆନ୍ତୁ ଓ ତା’ପାଖରେ ଥିବା Settings ଉପରେ କ୍ଲିକ୍ କରନ୍ତୁ
+
|ଉପରକୁ ସ୍କ୍ରୋଲ କରନ୍ତୁ.  | Format Tableକୁ ଯାଆନ୍ତୁ ଓ ତା’ପାଖରେ ଥିବା Settings ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|10:57
 
|10:57
| Content Event Logoରେ, Column ଡ୍ରପ୍-ଡାଉନ୍ କୁ Titleରେ ବଦଳାନ୍ତୁ
+
|Content Event Logoରେ, Column ଡ୍ରପ୍-ଡାଉନ୍ କୁ Titleରେ ବଦଳାନ୍ତୁ
 +
 
 
|-
 
|-
 
|11:03
 
|11:03
| ଏଠାରେ ଥିବା Separator ପାଇଁ, କେବଳ ଗୋଟିଏ ସରଳ Line Break ରଖନ୍ତୁ
+
|ଏଠାରେ ଥିବା Separator ପାଇଁ, କେବଳ ଗୋଟିଏ ସରଳ Line Break ରଖନ୍ତୁ
 +
 
 
|-
 
|-
 
|11:08
 
|11:08
| ବର୍ଦ୍ଧିତ କ୍ରମରେ, Title ଓ Event Dateକୁ Sortable କରି Apply ଉପରେ କ୍ଲିକ୍ କରନ୍ତୁ
+
|ବର୍ଦ୍ଧିତ କ୍ରମରେ, Title ଓ Event Dateକୁ Sortable କରି Apply ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|11:17
 
|11:17
| ଏବେ, ଗୋଟିଏ କଲମ୍ ରେ ଆମର Title ଓ Logo ରହିଛି ଓ ଉଭୟ Title ଓ Event Date ଏବେ Sortable ଅଟେ
+
|ଏବେ, ଗୋଟିଏ କଲମ୍ ରେ ଆମର Title ଓ Logo ରହିଛି ଓ ଉଭୟ Title ଓ Event Date ଏବେ Sortable ଅଟେ
 +
 
 
|-
 
|-
 
|11:26
 
|11:26
| ଏବେ ଚାଲନ୍ତୁ, Titleକୁ Event Nameରେ ବଦଳାଇବା
+
|ଏବେ ଚାଲନ୍ତୁ, Titleକୁ Event Nameରେ ବଦଳାଇବା
 +
 
 
|-
 
|-
 
|11:31
 
|11:31
| Title ଉପରେ କ୍ଲିକ୍ କରନ୍ତୁ ଓ Labelରେ, Titleକୁ Event Nameରେ ବଦଳାନ୍ତୁ.  
+
|Title ଉପରେ କ୍ଲିକ୍ କରନ୍ତୁ ଓ Labelରେ, Titleକୁ Event Nameରେ ବଦଳାନ୍ତୁ. ତା’ପରେ Apply ଉପରେ କ୍ଲିକ୍ କରନ୍ତୁ
ତା’ପରେ Apply ଉପରେ କ୍ଲିକ୍ କରନ୍ତୁ
+
 
 
|-
 
|-
 
|11:40
 
|11:40
| ପ୍ରିଭ୍ୟୁ ଏରିଆକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ.  ଆମର Event Name, Logo ଓ Date ସବୁଯାକ ସେଟ୍ ହୋଇଗଲା
+
|ପ୍ରିଭ୍ୟୁ ଏରିଆକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ.  ଆମର Event Name, Logo ଓ Date ସବୁଯାକ ସେଟ୍ ହୋଇଗଲା
 +
 
 
|-
 
|-
 
|11:48
 
|11:48
| ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଆମେ, ଆମର Logoଗୁଡ଼ିକୁ ଆଉ ଟିକିଏ ସୁନ୍ଦର କରିବା ପାଇଁ, ତାହାର ଆକାର ବଦଳାଇବା ବିଷୟରେ ଶିଖିବା
+
|ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଆମେ, ଆମର Logoଗୁଡ଼ିକୁ ଆଉ ଟିକିଏ ସୁନ୍ଦର କରିବା ପାଇଁ, ତାହାର ଆକାର ବଦଳାଇବା ବିଷୟରେ ଶିଖିବା
 +
 
 
|-
 
|-
 
|11:55
 
|11:55
| ଏବେପାଇଁ Save କ୍ଲିକ୍ କରନ୍ତୁ ଓ ଚାଲନ୍ତୁ ଆମର Viewକୁ ଟେଷ୍ଟ କରିବା
+
|ଏବେପାଇଁ Save କ୍ଲିକ୍ କରନ୍ତୁ ଓ ଚାଲନ୍ତୁ ଆମର Viewକୁ ଟେଷ୍ଟ କରିବା
 +
 
 
|-
 
|-
 
|11:59
 
|11:59
| Homepageକୁ ଯିବାପାଇଁ Back To Site କ୍ଲିକ୍ କରନ୍ତୁ
+
|Homepageକୁ ଯିବାପାଇଁ Back To Site କ୍ଲିକ୍ କରନ୍ତୁ
 +
 
 
|-
 
|-
 
|12:03
 
|12:03
| Upcoming Events ଉପରେ କ୍ଲିକ୍ କରନ୍ତୁ
+
|Upcoming Events ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|12:06
 
|12:06
| ଆପଣ, କେବଳ ଭବିଷ୍ୟତରେ ଆସିବାକୁ ଥିବା Eventଗୁଡ଼ିକ ସୁନ୍ଦର ଭାବେ ସଜାଯାଇଥିବା ଏକ Table ଦେଖିବେ
+
|ଆପଣ, କେବଳ ଭବିଷ୍ୟତରେ ଆସିବାକୁ ଥିବା Eventଗୁଡ଼ିକ ସୁନ୍ଦର ଭାବେ ସଜାଯାଇଥିବା ଏକ Table ଦେଖିବେ
 +
 
 
|-
 
|-
 
|12:13
 
|12:13
| Event Name ଓ Event Date ଦ୍ୱାରା ଆପଣ ସର୍ଟ କରିପାରିବେ ବୋଲି ମଧ୍ୟ ଆପଣ ଦେଖିପାରିବେ
+
|Event Name ଓ Event Date ଦ୍ୱାରା ଆପଣ ସର୍ଟ କରିପାରିବେ ବୋଲି ମଧ୍ୟ ଆପଣ ଦେଖିପାରିବେ
 +
 
 
|-
 
|-
 
|12:20
 
|12:20
| ଏଥିସହିତ ଆମେ, ଆମର ପ୍ରଥମ Table View ସମ୍ପୂର୍ଣ୍ଣ କଲେ.  
+
|ଏଥିସହିତ ଆମେ, ଆମର ପ୍ରଥମ Table View ସମ୍ପୂର୍ଣ୍ଣ କଲେ.  
 +
 
 
|-
 
|-
 
|12:24
 
|12:24
| ସଂକ୍ଷିପ୍ତରେ,
+
|ସଂକ୍ଷିପ୍ତରେ,
 +
 
 
|-
 
|-
 
|12:26  
 
|12:26  
| ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ Fieldsର Table କ୍ରିଏଟ୍ କରିବା ବିଷୟରେ ଶିଖିଲେ
+
|ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ Fieldsର Table କ୍ରିଏଟ୍ କରିବା ବିଷୟରେ ଶିଖିଲେ
 +
 
 
|-
 
|-
 
|12:41
 
|12:41
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
 
|12:51
 
|12:51
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
 
|12:58
 
|12:58
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|13:07
 
|13:07
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ
+
 
NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
+
 
|-
 
|-
 
|13:19  
 
|13:19  
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 12:32, 4 April 2017

Time Narration
00:01 Views ସହିତ Fieldsର Table ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ Fieldsର Table କ୍ରିଏଟ୍ କରିବା ବିଷୟରେ ଶିଖିବା
00:12 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍
00:23 ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:27 ଏବେ ଆମେ ଶିଖିବା Fieldsର Table କ’ଣ
00:31 ମନେକରନ୍ତୁ, ଏହିପରି ଏକ Tableରେ ଆମେ ଭବିଷ୍ୟତ ଇଭେଣ୍ଟସ୍ ର ଏକ ତାଲିକା ପ୍ରଦର୍ଶିତ କରିବାକୁ ଚାହୁଁଛେ
00:38 ଏଠାରେ, Eventsର ବିବରଣୀ ଓ ସେଗୁଡ଼ିକର ସମ୍ୱନ୍ଧିତ ତାରିଖ ଦେଖାଯାଇପାରିବ
00:45 ଏଠାରେ ପ୍ରଦର୍ଶିତ Fields, Events' Content Typesରେ ଅଛି
00:50 ଏଠାରେ, ଆମେ କିଛି Eventsର କେବଳ Fields ପ୍ରଦର୍ଶିତ କରିବା
00:55 ଆମେ କେବଳ ସେହି Events ରଖିବା, ଯେଉଁଥିରେ ସାମ୍ପ୍ରତିକ ସମୟ ପରେ ତାରିଖ ଥିବ
01:02 Contentsର ଏହିପରି ଏକ ଚୟନିତ ତାଲିକାକୁ, ଅନ୍ୟ ପ୍ରୋଗ୍ରାମ୍ ରେ Reports କିମ୍ୱା Query Results ବୋଲି କୁହାଯାଏ
01:11 ଏବେ ଆମେ, Fieldsର Table ପାଇଁ ଏକ View କ୍ରିଏଟ୍ କରିବା
01:16 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
01:21 Shortcuts ପରେ Viewsକୁ ଯାଇ Add New View କ୍ଲିକ୍ କରନ୍ତୁ
01:28 ଏହାକୁ ଆମେ Upcoming Events ନାମ ଦେବା. Content of Typeକୁ Allରୁ Eventsକୁ ବଦଳାନ୍ତୁ
01:37 ଯେକୌଣସି Content Type - Log Entries, Files, Content Revisions, Taxonomy Terms, Users, Custom Blocks ଆଦି ପାଇଁ ଆମେ ଏହା କରିପାରିବା
01:50 ଏବେପାଇଁ ଆମେ, Sorted Byକୁ Newest First ଭାବେ ଛାଡ଼ିଦେବା
01:55 Create a Page ଚେକ୍ କରନ୍ତୁ ଏବଂ Display Formatରେ Table of Fields ଚୟନ କରନ୍ତୁ
02:03 Items to Displayରେ ଡିଫଲ୍ଟ ଭାଲ୍ୟୁକୁ 10 ରଖନ୍ତୁ
02:09 ଏହାପରେ, Use a Pager ଓ Create a Menu Link ଉପରେ ଚେକ୍ କରନ୍ତୁ
02:17 Menuରେ ଆମେ, Main Navigation ଚୟନ କରିବା ଓ Link Textକୁ Upcoming Events ନାମ ଦେବା
02:28 ଆମର ମେନୁଗୁଡ଼ିକ ଏବେ ସୁବ୍ୟବସ୍ଥିତ ନାହିଁ, କିନ୍ତୁ ଶୀଘ୍ର ଆମେ ତାହା କରିବା
02:34 Save and Editରେ କ୍ଲିକ୍ କରନ୍ତୁ.
02:37 ଚାଲନ୍ତୁ, ଆମର 5ଟି ପ୍ରଶ୍ନ ଦେଇ ଯିବା. Display ହେଉଛି ଗୋଟିଏ ପେଜ୍
02:42 Format ହେଉଛି ଗୋଟିଏ Table
02:45 Fields ଅନ୍ତର୍ଗତ Title ଅଛି
02:48 Filter Criteriaରେ ଆମକୁ କେବଳ Upcoming Events ଦରକାର, ତେଣୁ ଆମେ ତାହାକୁ ବଦଳାଇବା
02:55 Sort Criteria ଭୁଲ୍ ଅଟେ, କାରଣ ଆମେ ତାକୁ Event Date କ୍ରମରେ ରଖିବାଖୁ ଚାହୁଁଛେ, Published Date କ୍ରମରେ ନୁହେଁ
03:03 ଆରମ୍ଭ କରିବା ପାଇଁ Save ଉପରେ କ୍ଲିକ୍ କରନ୍ତୁ
03:06 ଏଠାରେ, ମଝିରେ, ଆମର Page Settings ଅଛି
03:10 ଆମ ପାଖରେ Path, Menu, Access Permission ଅଛି, ଆଉ ଏବେ ସମସ୍ତେ ଲେଣ୍ଡିଙ୍ଗ୍ ପେଜ୍ କୁ ଆକ୍ସେସ୍ କରିପାରିବେ
03:20 ଏଠାରେ ଥିବା Add ବଟନ୍ସରେ କ୍ଲିକ୍ କରି ଆମେ, ଏକ Header କିମ୍ୱା Footer ଆଡ୍ କରିପାରିବା
03:27 ଯଦି କିଛି ପରିଣାମ ନଥିବ, ତେବେ ଆମେ କ’ଣ କରିବା ଆଡ୍ କରିପାରିବା
03:31 Pageରେ କେତେ ଆଇଟମ୍ସ ଦେଖାଇବା, ଆଉ, View ତଳେ ଥିବା
03:36 Read More Link ସହିତ ତଳେ ଏକ Pager ରହିବ କି ନାହିଁ ତାହା ଆମେ ନିର୍ଦ୍ଦିଷ୍ଟ କରିପାରିବା
03:44 Advanced ଟାବ୍ ରେ ଥିବା ଜିନିଷଗୁଡ଼ିକୁ ଆମେ ଏହି ଟ୍ୟୁଟୋରିଆଲ୍ ରେ କଭର୍ କରିବା ନାହିଁ
03:50 ଆମେ, Events ଓ User Groups କନେକ୍ଟ କରିସାରିଛେ
03:54 ତେଣୁ, ଆମର Eventsକୁ ପ୍ରଯୋଜିତ କରୁଥିବା User Groupsରୁ ଆମେ ସୂଚନା ଆଣି ଏହି Viewରେ ରଖିପାରିବା
04:03 ଏହାକୁ, Relationship ଓ Context ବ୍ୟବହାର କରି କରାଯାଇପାରିବ, ଯାହାକୁ ଆମେ କ୍ରିଏଟ୍ କରିଥିଲେ
04:10 ଏବେ ଚାଲନ୍ତୁ, ଆମେ ଆମ Tableରେ ଆବଶ୍ୟକ କରୁଥିବା Fields ଆଡ୍ କରିବା
04:15 Add ବଟନ୍ ରେ କ୍ଲିକ୍ କରନ୍ତୁ ଓ Event Date Field ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ
04:21 Content Type Name ବ୍ୟବହାର କରି ମୁଁ, ମୋର Fieldsକୁ ବହୁତ ଧ୍ୟାନପୂର୍ବକ ଲେବଲ୍ କରିଛି
04:27 ପରେ, Viewsରେ ମୂଁ ସେଗୁଡ଼ିକୁ ସହଜରେ ପାଇପାରିବି
04:32 Event Dateରେ ଚେକ୍ ମାର୍କ ଦେଇ Apply ଉପରେ କ୍ଲିକ୍ କରନ୍ତୁ
04:37 ଏଠାରେ ଆମେ କିଛି ସେଟିଙ୍ଗ୍ସ ଚୟନ କରିବା
04:41 ଏବେପାଇଁ, Create a Label ଓ Place a Colon ଅପ୍ସନ୍ସ ଚେକ୍ ହୋଇ ଅଛି
04:47 ଏଠାରେ Date Formatକୁ ଡିଫଲ୍ଟ ଭାବେ ଛାଡ଼ିଦିଅନ୍ତୁ; ଅନ୍ୟ ଶବ୍ଦରେ Medium Date
04:53 ଏବେ, ସେଗୁଡ଼ିକ ମଧ୍ୟରୁ କୌଣସିଟି ବିଷୟରେ ଚିନ୍ତା କରନ୍ତୁ ନାହିଁ
04:57 ଆଉ ଶେଷରେ, Apply All Displays ବଟନ୍ କ୍ଲିକ୍ କରନ୍ତୁ
05:02 ଏବେ, ଆମ ପାଖରେ 2ଟି କଲମ୍ସ ଅଛି - Title ଓ Event Date
05:08 ଆମର ପରବର୍ତ୍ତୀ ଫିଲ୍ଡ ଆଡ୍ କରିବା. Add କ୍ଲିକ୍ କରନ୍ତୁ ଓ ଏଥରକ Event Logo ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ
05:17 ତାହାକୁ ସିଲେକ୍ଟ କରି Apply କ୍ଲିକ୍ କରନ୍ତୁ
05:21 ଏବେ, Create A Label ଅପ୍ସନ୍ ଅନଚେକ୍ କରନ୍ତୁ
05:25 Thumbnailର ଏକ Image Style ଚୟନ କରନ୍ତୁ
05:30 ତା’ପରେ, Link Image To ଡ୍ରପ୍-ଡାଉନ୍ ରେ Content ବାଛନ୍ତୁ
05:36 ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ, ଏହି ଲେଆଉଟ୍ ପାଇଁ ଏକ ନୂଆ Image Style କ୍ରିଏଟ୍ କରିବା ବିଷୟରେ ଶିଖିବା. କିନ୍ତୁ ଏବେପାଇଁ ଆମେ, Thumbnail ଚୟନ କରନ୍ତୁ
05:45 Apply କ୍ଲିକ୍ କରନ୍ତୁ. ଏବେ, Previewରେ ଆମେ, ପ୍ରତ୍ୟେକ Event ପାଇଁ Devel ଦ୍ୱାରା ଜେନେରେଟ୍ କରାଯାଇଥିବା Thumbnail ଦେଖିବା ଦରକାର
05:55 ପଛକୁ ଫେରିଯାଇ ପୁଣିଥରେ Add କ୍ଲିକ୍ କରନ୍ତୁ. ଏଥରକ, ସ୍କ୍ରୋଲ୍ ଡାଉନ୍ କରି ଗୋଟିଏ ଥରରେ ଏକାଧିକ Field ଚୟନ କରନ୍ତୁ
06:04 Event Topics ଓ Event Website ଚୟନ କରନ୍ତୁ ଆଉ ତା’ପରେ, Apply All Displays ବଟନ୍ କ୍ଲିକ୍ କରନ୍ତୁ
06:13 ପରବର୍ତ୍ତୀ ପେଜ୍ ରେ, ସବୁକିଛିକୁ ସେହିପରି ଛାଡ଼ିଦେଇ Apply କ୍ଲିକ୍ କରନ୍ତୁ
06:18 ଧ୍ୟାନଦିଅନ୍ତୁ ଯେ, ଏବେ ଆମେ Viewsରେ ଗୋଟିଏ ଥରରେ 2ଟି Fields ସେଟ୍ କରିପାରିବା ଏବଂ ପ୍ରତ୍ୟେକର ନିଜସ୍ୱ Settings Screen ରହିବ
06:27 ପୁଣିଥରେ Apply All Displays ଉପରେ କ୍ଲିକ୍ କରନ୍ତୁ
06:32 ଏବେ ଆମ ପାଖରେ Event Topics ଓ Event Website ଅଛି
06:37 ଆମ ପାଖରେ ଆମର Title, Date, Topics ଓ Website ଅଛି. Save ଉପରେ କ୍ଲିକ୍ କରନ୍ତୁ
06:45 ବାରମ୍ୱାର ଫାଇଲ ସେଭ୍ କରିବା ହେଉଛି ଏକ ଭଲ ଅଭ୍ୟାସ
06:49 ଚାଲନ୍ତୁ ଯାଞ୍ଚ କରିବା. ଆମର Display ହେଉଛି ଗୋଟିଏ ପେଜ୍
06:53 ଆମର Format ହେଉଛି ଗୋଟିଏ Table
06:56 ଆମର Fieldଗୁଡ଼ିକ ହେଉଛି ସେଟ୍
06:59 Filter Criteria ଓ Sort Criteria ତଥାପି ଭୁଲ୍ ଅଛି
07:04 Filter Criteria ଆଡ୍ କରିବା ପାଇଁ Add ବଟନ୍ କ୍ଲିକ୍ କରନ୍ତୁ
07:08 Event Date ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ. ତା’ପରେ Event Date ଚୟନ କରି Apply କ୍ଲିକ୍ କରନ୍ତୁ
07:17 ଏହି ସ୍କ୍ରୀନ୍ ହେଉଛି ବହୁତ ମହତ୍ୱପୂର୍ଣ୍ଣ
07:20 Operator ଡ୍ରପ୍-ଡାଉନ୍ ଅନ୍ତର୍ଗତ ଆମେ, Is Greater Than or Equal To ସିଲେକ୍ଟ କରିବା
07:26 Value Type ଅନ୍ତର୍ଗତ, ଯଦି ଆମେ ଆଜିର ତାରିଖ ରଖୁଛେ, ତାହା ଅସୁବିଧାଜନକ ହେବ
07:32 ତା’ପରେ ଆମକୁ ଦୈନିକ ନୂଆ ତାରିଖ ରଖିବାକୁ ହେବ. କିନ୍ତୁ ଆମେ, An Offset of the Current Time... ଚୟନ କରିବା
07:40 ଆଉ, Value ଫିଲ୍ଡରେ ଟାଇପ୍ କରନ୍ତୁ Now
07:45 ଏହାର ଅର୍ଥ, ସାମ୍ପ୍ରତିକ ସମୟ ପରେ କେବଳ ସେହି Events ପ୍ରଦର୍ଶିତ ହେବ
07:51 ସାମ୍ପ୍ରତିକ ସମୟ, ସେହି ସମୟ ନୁହେଁ, ଯେତେବେଳେ ଆମେ ଏହାକୁ କ୍ରିଏଟ୍ କରୁଛେ. ଏହା ହେଉଛି ସେହି ସମୟ, ଯେତେବେଳେ ୟୁଜର୍ ଏହାକୁ ଦେଖନ୍ତି
07:59 ତେଣୁ, କେବଳ ୟୁଜର୍ ହିଁ ଭବିଷ୍ୟତ Events ଦେଖିପାରିବେ
08:03 Apply କ୍ଲିକ୍ କରନ୍ତୁ
08:05 ଆମେ ଯେପରି ଦେଖିପାରୁଛେ, Devel ଦ୍ୱାରା ଜେନେରେଟ୍ ହୋଇଥିବା ଡମୀ କଣ୍ଟେଣ୍ଟଗୁଡ଼ିକ ଆମକୁ କୌଣସି ଭବିଷ୍ୟତ ତାରିଖ ଦେଇନାହିଁ
08:13 ତେଣୁ, ଆମର View ଠିକ୍ ଭାବେ କାମ କରୁଥିବାର ସୁନିଶ୍ଚିତ ହେବାପାଇଁ ଆମର କିଛି Eventsକୁ ଚାଲନ୍ତୁ ମାନୁଆଲୀ ଆପଡେଟ୍ କରିବା
08:20 କିଛି Events ଖୋଜନ୍ତୁ ଓ Event Dateକୁ ଭବିଷୟରେ କିଛିକୁ ବଦଳାନ୍ତୁ
08:25 Contentକୁ ଯାଆନ୍ତୁ, Event Type ଦାରା Filter କରନ୍ତୁ
08:31 ଯେକୌଣସି Event ଚୟନ କରି Edit କ୍ଲିକ୍ କରନ୍ତୁ. ତା’ପରେ ଏକ ଭବିଷ୍ୟତର ଏକ ତାରିଖକୁ ବଦଳାନ୍ତୁ
08:39 Save ଉପରେ କ୍ଲିକ୍ କରନ୍ତୁ
08:42 ଟ୍ୟୁଟୋରିଆଲ୍ କୁ ଏଠାରେ ରୋକି ପ୍ରାୟ 6 କିମ୍ୱା 7ଟି Events ଅପଡେଟ୍ କରନ୍ତୁ
08:49 ତାହା ସରିବା ପରେ, ଟ୍ୟୁଟୋରିଆଲ୍ କୁ ଫେରିଆସନ୍ତୁ
08:53 Shortcutsକୁ ଯାଆନ୍ତୁ, Views ଉପରେ କ୍ଲିକ୍ କରନ୍ତୁ. Upcoming Events ଖୋଜନ୍ତୁ. Edit ଉପରେ କ୍ଲିକ୍ କରନ୍ତୁ
09:01 ଏବେ ଆମେ, View Editingକୁ ଫେରିଯିବା, ଯେଉଁଠାରେ ଛାଡ଼ିଥିଲେ
09:06 ପ୍ରିଭ୍ୟୁ ଦେଖିବା ପାଇଁ ସ୍କ୍ରୋଲ୍ ଡାଉନ୍ କରନ୍ତୁ
09:10 Greater Than or Equal To Now ହେବାପାଇଁ ଆମେ ଏବେ ଆମର Event Dateକୁ ଠିକ୍ ଭାବେ ଫିଲ୍ଟର୍ କରୁଛୁ
09:17 ଏହାପରେ ଆମେ Sort Criteria ଚେକ୍ କରିବା
09:22 ଡିଫଲ୍ଟ ଭାବରେ Drupal, ହ୍ରାସିତ କ୍ରମରେ ଅଥରିଙ୍ଗ୍ ତାରିଖ ଦ୍ୱାରା କଣ୍ଟେଣ୍ଟକୁ ସର୍ଟ କରିଥାଏ
09:30 Events ପାଇଁ, ବର୍ଦ୍ଧିତ କ୍ରମରେ Event Date ରଖିବା ଉପଯୋଗୀ ଅଟେ
09:37 ଏହାକୁ ବଦଳାଇବା ପାଇଁ Authored ଉପରେ କ୍ଲିକ୍ କରି Remove ଉପରେ କ୍ଲିକ୍ କରନ୍ତୁ
09:44 ପୁଣିଥରେ Add କ୍ଲିକ୍ କରନ୍ତୁ ଓ Event Date ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ
09:51 Apply କ୍ଲିକ୍ କରନ୍ତୁ.
09:53 ଏବେ, Order ତଳେ ଥିବା Sort Ascending ସିଲେକ୍ଟ କରନ୍ତୁ. ତାହା, ଆଜି ପରଠାରୁ ଆମ Eventsକୁ ସର୍ଟ କରିଥାଏ
10:03 Apply କ୍ଲିକ୍ କରନ୍ତୁ.
10:05 ଏବେ ଆମେ, ଆମର Events ଅପଡେଟ୍ କରିଦେଲେ ଓ ଠିକ୍ ଭାବେ Sort Criteria ସେଟ୍ କରିଦେଲେ
10:11 ଆମର ତାଲିକା ଏହିପରି କିଛି ଦେଖାଯାଉଥିବା ଉଚିତ
10:16 ଭବିଷ୍ୟତର ସମସ୍ତ Events, Event Date କ୍ରମରେ ତାଲିକାଭୁକ୍ତ ହୋଇଛି
10:23 ଆଗକୁ ବଢ଼ିବା ପୂର୍ବରୁ Save କ୍ଲିକ୍ କରନ୍ତୁ
10:27 ସେଥିରେ ଆଉ ଗୋଟିଏ ଜିନିଷ ଅଛି, ଯାହାକୁ ଆମେ ଏହି ନିର୍ଦ୍ଦିଷ୍ଟ View ସହିତ କରିବାକୁ ଯାଉଛେ
10:32 Title ଓ Logo କଲମ୍ କୁ ଏକାଠି କରିଦେଇ Title ଓ Event Dateକୁ ସର୍ଟଯୋଗ୍ୟ କରିବା
10:41 ଯେତେବେଳେ ଆମେ ଏହାକୁ କରୁ, ଜଣେ ୟୁଜର୍ Title ଉପରେ କ୍ଲିକ୍ କରିପାରିବ ଓ ଏହା, ସେହି ଫିଚର୍ ଦ୍ୱାରା ସର୍ଟ ହୋଇଯିବ
10:48 Format Tableକୁ ଯାଆନ୍ତୁ ଓ ତା’ପାଖରେ ଥିବା Settings ଉପରେ କ୍ଲିକ୍ କରନ୍ତୁ
10:57 Content Event Logoରେ, Column ଡ୍ରପ୍-ଡାଉନ୍ କୁ Titleରେ ବଦଳାନ୍ତୁ
11:03 ଏଠାରେ ଥିବା Separator ପାଇଁ, କେବଳ ଗୋଟିଏ ସରଳ Line Break ରଖନ୍ତୁ
11:08 ବର୍ଦ୍ଧିତ କ୍ରମରେ, Title ଓ Event Dateକୁ Sortable କରି Apply ଉପରେ କ୍ଲିକ୍ କରନ୍ତୁ
11:17 ଏବେ, ଗୋଟିଏ କଲମ୍ ରେ ଆମର Title ଓ Logo ରହିଛି ଓ ଉଭୟ Title ଓ Event Date ଏବେ Sortable ଅଟେ
11:26 ଏବେ ଚାଲନ୍ତୁ, Titleକୁ Event Nameରେ ବଦଳାଇବା
11:31 Title ଉପରେ କ୍ଲିକ୍ କରନ୍ତୁ ଓ Labelରେ, Titleକୁ Event Nameରେ ବଦଳାନ୍ତୁ. ତା’ପରେ Apply ଉପରେ କ୍ଲିକ୍ କରନ୍ତୁ
11:40 ପ୍ରିଭ୍ୟୁ ଏରିଆକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ. ଆମର Event Name, Logo ଓ Date ସବୁଯାକ ସେଟ୍ ହୋଇଗଲା
11:48 ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଆମେ, ଆମର Logoଗୁଡ଼ିକୁ ଆଉ ଟିକିଏ ସୁନ୍ଦର କରିବା ପାଇଁ, ତାହାର ଆକାର ବଦଳାଇବା ବିଷୟରେ ଶିଖିବା
11:55 ଏବେପାଇଁ Save କ୍ଲିକ୍ କରନ୍ତୁ ଓ ଚାଲନ୍ତୁ ଆମର Viewକୁ ଟେଷ୍ଟ କରିବା
11:59 Homepageକୁ ଯିବାପାଇଁ Back To Site କ୍ଲିକ୍ କରନ୍ତୁ
12:03 Upcoming Events ଉପରେ କ୍ଲିକ୍ କରନ୍ତୁ
12:06 ଆପଣ, କେବଳ ଭବିଷ୍ୟତରେ ଆସିବାକୁ ଥିବା Eventଗୁଡ଼ିକ ସୁନ୍ଦର ଭାବେ ସଜାଯାଇଥିବା ଏକ Table ଦେଖିବେ
12:13 Event Name ଓ Event Date ଦ୍ୱାରା ଆପଣ ସର୍ଟ କରିପାରିବେ ବୋଲି ମଧ୍ୟ ଆପଣ ଦେଖିପାରିବେ
12:20 ଏଥିସହିତ ଆମେ, ଆମର ପ୍ରଥମ Table View ସମ୍ପୂର୍ଣ୍ଣ କଲେ.
12:24 ସଂକ୍ଷିପ୍ତରେ,
12:26 ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ Fieldsର Table କ୍ରିଏଟ୍ କରିବା ବିଷୟରେ ଶିଖିଲେ
12:41 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
12:51 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
12:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
13:07 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
13:19 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep