Drupal/C3/Table-of-Fields-with-Views/Oriya
From Script | Spoken-Tutorial
| Time | Narration |
| 00:01 | Views ସହିତ Fieldsର Table ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ Fieldsର Table କ୍ରିଏଟ୍ କରିବା ବିଷୟରେ ଶିଖିବା |
| 00:12 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ |
| 00:23 | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
| 00:27 | ଏବେ ଆମେ ଶିଖିବା Fieldsର Table କ’ଣ |
| 00:31 | ମନେକରନ୍ତୁ, ଏହିପରି ଏକ Tableରେ ଆମେ ଭବିଷ୍ୟତ ଇଭେଣ୍ଟସ୍ ର ଏକ ତାଲିକା ପ୍ରଦର୍ଶିତ କରିବାକୁ ଚାହୁଁଛେ |
| 00:38 | ଏଠାରେ, Eventsର ବିବରଣୀ ଓ ସେଗୁଡ଼ିକର ସମ୍ୱନ୍ଧିତ ତାରିଖ ଦେଖାଯାଇପାରିବ |
| 00:45 | ଏଠାରେ ପ୍ରଦର୍ଶିତ Fields, Events' Content Typesରେ ଅଛି |
| 00:50 | ଏଠାରେ, ଆମେ କିଛି Eventsର କେବଳ Fields ପ୍ରଦର୍ଶିତ କରିବା |
| 00:55 | ଆମେ କେବଳ ସେହି Events ରଖିବା, ଯେଉଁଥିରେ ସାମ୍ପ୍ରତିକ ସମୟ ପରେ ତାରିଖ ଥିବ |
| 01:02 | Contentsର ଏହିପରି ଏକ ଚୟନିତ ତାଲିକାକୁ, ଅନ୍ୟ ପ୍ରୋଗ୍ରାମ୍ ରେ Reports କିମ୍ୱା Query Results ବୋଲି କୁହାଯାଏ |
| 01:11 | ଏବେ ଆମେ, Fieldsର Table ପାଇଁ ଏକ View କ୍ରିଏଟ୍ କରିବା |
| 01:16 | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ |
| 01:21 | Shortcuts ପରେ Viewsକୁ ଯାଇ Add New View କ୍ଲିକ୍ କରନ୍ତୁ |
| 01:28 | ଏହାକୁ ଆମେ Upcoming Events ନାମ ଦେବା. Content of Typeକୁ Allରୁ Eventsକୁ ବଦଳାନ୍ତୁ |
| 01:37 | ଯେକୌଣସି Content Type - Log Entries, Files, Content Revisions, Taxonomy Terms, Users, Custom Blocks ଆଦି ପାଇଁ ଆମେ ଏହା କରିପାରିବା |
| 01:50 | ଏବେପାଇଁ ଆମେ, Sorted Byକୁ Newest First ଭାବେ ଛାଡ଼ିଦେବା |
| 01:55 | Create a Page ଚେକ୍ କରନ୍ତୁ ଏବଂ Display Formatରେ Table of Fields ଚୟନ କରନ୍ତୁ |
| 02:03 | Items to Displayରେ ଡିଫଲ୍ଟ ଭାଲ୍ୟୁକୁ 10 ରଖନ୍ତୁ |
| 02:09 | ଏହାପରେ, Use a Pager ଓ Create a Menu Link ଉପରେ ଚେକ୍ କରନ୍ତୁ |
| 02:17 | Menuରେ ଆମେ, Main Navigation ଚୟନ କରିବା ଓ Link Textକୁ Upcoming Events ନାମ ଦେବା |
| 02:28 | ଆମର ମେନୁଗୁଡ଼ିକ ଏବେ ସୁବ୍ୟବସ୍ଥିତ ନାହିଁ, କିନ୍ତୁ ଶୀଘ୍ର ଆମେ ତାହା କରିବା |
| 02:34 | Save and Editରେ କ୍ଲିକ୍ କରନ୍ତୁ. |
| 02:37 | ଚାଲନ୍ତୁ, ଆମର 5ଟି ପ୍ରଶ୍ନ ଦେଇ ଯିବା. Display ହେଉଛି ଗୋଟିଏ ପେଜ୍ |
| 02:42 | Format ହେଉଛି ଗୋଟିଏ Table |
| 02:45 | Fields ଅନ୍ତର୍ଗତ Title ଅଛି |
| 02:48 | Filter Criteriaରେ ଆମକୁ କେବଳ Upcoming Events ଦରକାର, ତେଣୁ ଆମେ ତାହାକୁ ବଦଳାଇବା |
| 02:55 | Sort Criteria ଭୁଲ୍ ଅଟେ, କାରଣ ଆମେ ତାକୁ Event Date କ୍ରମରେ ରଖିବାଖୁ ଚାହୁଁଛେ, Published Date କ୍ରମରେ ନୁହେଁ |
| 03:03 | ଆରମ୍ଭ କରିବା ପାଇଁ Save ଉପରେ କ୍ଲିକ୍ କରନ୍ତୁ |
| 03:06 | ଏଠାରେ, ମଝିରେ, ଆମର Page Settings ଅଛି |
| 03:10 | ଆମ ପାଖରେ Path, Menu, Access Permission ଅଛି, ଆଉ ଏବେ ସମସ୍ତେ ଲେଣ୍ଡିଙ୍ଗ୍ ପେଜ୍ କୁ ଆକ୍ସେସ୍ କରିପାରିବେ |
| 03:20 | ଏଠାରେ ଥିବା Add ବଟନ୍ସରେ କ୍ଲିକ୍ କରି ଆମେ, ଏକ Header କିମ୍ୱା Footer ଆଡ୍ କରିପାରିବା |
| 03:27 | ଯଦି କିଛି ପରିଣାମ ନଥିବ, ତେବେ ଆମେ କ’ଣ କରିବା ଆଡ୍ କରିପାରିବା |
| 03:31 | Pageରେ କେତେ ଆଇଟମ୍ସ ଦେଖାଇବା, ଆଉ, View ତଳେ ଥିବା |
| 03:36 | Read More Link ସହିତ ତଳେ ଏକ Pager ରହିବ କି ନାହିଁ ତାହା ଆମେ ନିର୍ଦ୍ଦିଷ୍ଟ କରିପାରିବା |
| 03:44 | Advanced ଟାବ୍ ରେ ଥିବା ଜିନିଷଗୁଡ଼ିକୁ ଆମେ ଏହି ଟ୍ୟୁଟୋରିଆଲ୍ ରେ କଭର୍ କରିବା ନାହିଁ |
| 03:50 | ଆମେ, Events ଓ User Groups କନେକ୍ଟ କରିସାରିଛେ |
| 03:54 | ତେଣୁ, ଆମର Eventsକୁ ପ୍ରଯୋଜିତ କରୁଥିବା User Groupsରୁ ଆମେ ସୂଚନା ଆଣି ଏହି Viewରେ ରଖିପାରିବା |
| 04:03 | ଏହାକୁ, Relationship ଓ Context ବ୍ୟବହାର କରି କରାଯାଇପାରିବ, ଯାହାକୁ ଆମେ କ୍ରିଏଟ୍ କରିଥିଲେ |
| 04:10 | ଏବେ ଚାଲନ୍ତୁ, ଆମେ ଆମ Tableରେ ଆବଶ୍ୟକ କରୁଥିବା Fields ଆଡ୍ କରିବା |
| 04:15 | Add ବଟନ୍ ରେ କ୍ଲିକ୍ କରନ୍ତୁ ଓ Event Date Field ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ |
| 04:21 | Content Type Name ବ୍ୟବହାର କରି ମୁଁ, ମୋର Fieldsକୁ ବହୁତ ଧ୍ୟାନପୂର୍ବକ ଲେବଲ୍ କରିଛି |
| 04:27 | ପରେ, Viewsରେ ମୂଁ ସେଗୁଡ଼ିକୁ ସହଜରେ ପାଇପାରିବି |
| 04:32 | Event Dateରେ ଚେକ୍ ମାର୍କ ଦେଇ Apply ଉପରେ କ୍ଲିକ୍ କରନ୍ତୁ |
| 04:37 | ଏଠାରେ ଆମେ କିଛି ସେଟିଙ୍ଗ୍ସ ଚୟନ କରିବା |
| 04:41 | ଏବେପାଇଁ, Create a Label ଓ Place a Colon ଅପ୍ସନ୍ସ ଚେକ୍ ହୋଇ ଅଛି |
| 04:47 | ଏଠାରେ Date Formatକୁ ଡିଫଲ୍ଟ ଭାବେ ଛାଡ଼ିଦିଅନ୍ତୁ; ଅନ୍ୟ ଶବ୍ଦରେ Medium Date |
| 04:53 | ଏବେ, ସେଗୁଡ଼ିକ ମଧ୍ୟରୁ କୌଣସିଟି ବିଷୟରେ ଚିନ୍ତା କରନ୍ତୁ ନାହିଁ |
| 04:57 | ଆଉ ଶେଷରେ, Apply All Displays ବଟନ୍ କ୍ଲିକ୍ କରନ୍ତୁ |
| 05:02 | ଏବେ, ଆମ ପାଖରେ 2ଟି କଲମ୍ସ ଅଛି - Title ଓ Event Date |
| 05:08 | ଆମର ପରବର୍ତ୍ତୀ ଫିଲ୍ଡ ଆଡ୍ କରିବା. Add କ୍ଲିକ୍ କରନ୍ତୁ ଓ ଏଥରକ Event Logo ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ |
| 05:17 | ତାହାକୁ ସିଲେକ୍ଟ କରି Apply କ୍ଲିକ୍ କରନ୍ତୁ |
| 05:21 | ଏବେ, Create A Label ଅପ୍ସନ୍ ଅନଚେକ୍ କରନ୍ତୁ |
| 05:25 | Thumbnailର ଏକ Image Style ଚୟନ କରନ୍ତୁ |
| 05:30 | ତା’ପରେ, Link Image To ଡ୍ରପ୍-ଡାଉନ୍ ରେ Content ବାଛନ୍ତୁ |
| 05:36 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ, ଏହି ଲେଆଉଟ୍ ପାଇଁ ଏକ ନୂଆ Image Style କ୍ରିଏଟ୍ କରିବା ବିଷୟରେ ଶିଖିବା. କିନ୍ତୁ ଏବେପାଇଁ ଆମେ, Thumbnail ଚୟନ କରନ୍ତୁ |
| 05:45 | Apply କ୍ଲିକ୍ କରନ୍ତୁ. ଏବେ, Previewରେ ଆମେ, ପ୍ରତ୍ୟେକ Event ପାଇଁ Devel ଦ୍ୱାରା ଜେନେରେଟ୍ କରାଯାଇଥିବା Thumbnail ଦେଖିବା ଦରକାର |
| 05:55 | ପଛକୁ ଫେରିଯାଇ ପୁଣିଥରେ Add କ୍ଲିକ୍ କରନ୍ତୁ. ଏଥରକ, ସ୍କ୍ରୋଲ୍ ଡାଉନ୍ କରି ଗୋଟିଏ ଥରରେ ଏକାଧିକ Field ଚୟନ କରନ୍ତୁ |
| 06:04 | Event Topics ଓ Event Website ଚୟନ କରନ୍ତୁ ଆଉ ତା’ପରେ, Apply All Displays ବଟନ୍ କ୍ଲିକ୍ କରନ୍ତୁ |
| 06:13 | ପରବର୍ତ୍ତୀ ପେଜ୍ ରେ, ସବୁକିଛିକୁ ସେହିପରି ଛାଡ଼ିଦେଇ Apply କ୍ଲିକ୍ କରନ୍ତୁ |
| 06:18 | ଧ୍ୟାନଦିଅନ୍ତୁ ଯେ, ଏବେ ଆମେ Viewsରେ ଗୋଟିଏ ଥରରେ 2ଟି Fields ସେଟ୍ କରିପାରିବା ଏବଂ ପ୍ରତ୍ୟେକର ନିଜସ୍ୱ Settings Screen ରହିବ |
| 06:27 | ପୁଣିଥରେ Apply All Displays ଉପରେ କ୍ଲିକ୍ କରନ୍ତୁ |
| 06:32 | ଏବେ ଆମ ପାଖରେ Event Topics ଓ Event Website ଅଛି |
| 06:37 | ଆମ ପାଖରେ ଆମର Title, Date, Topics ଓ Website ଅଛି. Save ଉପରେ କ୍ଲିକ୍ କରନ୍ତୁ |
| 06:45 | ବାରମ୍ୱାର ଫାଇଲ ସେଭ୍ କରିବା ହେଉଛି ଏକ ଭଲ ଅଭ୍ୟାସ |
| 06:49 | ଚାଲନ୍ତୁ ଯାଞ୍ଚ କରିବା. ଆମର Display ହେଉଛି ଗୋଟିଏ ପେଜ୍ |
| 06:53 | ଆମର Format ହେଉଛି ଗୋଟିଏ Table |
| 06:56 | ଆମର Fieldଗୁଡ଼ିକ ହେଉଛି ସେଟ୍ |
| 06:59 | Filter Criteria ଓ Sort Criteria ତଥାପି ଭୁଲ୍ ଅଛି |
| 07:04 | Filter Criteria ଆଡ୍ କରିବା ପାଇଁ Add ବଟନ୍ କ୍ଲିକ୍ କରନ୍ତୁ |
| 07:08 | Event Date ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ. ତା’ପରେ Event Date ଚୟନ କରି Apply କ୍ଲିକ୍ କରନ୍ତୁ |
| 07:17 | ଏହି ସ୍କ୍ରୀନ୍ ହେଉଛି ବହୁତ ମହତ୍ୱପୂର୍ଣ୍ଣ |
| 07:20 | Operator ଡ୍ରପ୍-ଡାଉନ୍ ଅନ୍ତର୍ଗତ ଆମେ, Is Greater Than or Equal To ସିଲେକ୍ଟ କରିବା |
| 07:26 | Value Type ଅନ୍ତର୍ଗତ, ଯଦି ଆମେ ଆଜିର ତାରିଖ ରଖୁଛେ, ତାହା ଅସୁବିଧାଜନକ ହେବ |
| 07:32 | ତା’ପରେ ଆମକୁ ଦୈନିକ ନୂଆ ତାରିଖ ରଖିବାକୁ ହେବ. କିନ୍ତୁ ଆମେ, An Offset of the Current Time... ଚୟନ କରିବା |
| 07:40 | ଆଉ, Value ଫିଲ୍ଡରେ ଟାଇପ୍ କରନ୍ତୁ Now |
| 07:45 | ଏହାର ଅର୍ଥ, ସାମ୍ପ୍ରତିକ ସମୟ ପରେ କେବଳ ସେହି Events ପ୍ରଦର୍ଶିତ ହେବ |
| 07:51 | ସାମ୍ପ୍ରତିକ ସମୟ, ସେହି ସମୟ ନୁହେଁ, ଯେତେବେଳେ ଆମେ ଏହାକୁ କ୍ରିଏଟ୍ କରୁଛେ. ଏହା ହେଉଛି ସେହି ସମୟ, ଯେତେବେଳେ ୟୁଜର୍ ଏହାକୁ ଦେଖନ୍ତି |
| 07:59 | ତେଣୁ, କେବଳ ୟୁଜର୍ ହିଁ ଭବିଷ୍ୟତ Events ଦେଖିପାରିବେ |
| 08:03 | Apply କ୍ଲିକ୍ କରନ୍ତୁ |
| 08:05 | ଆମେ ଯେପରି ଦେଖିପାରୁଛେ, Devel ଦ୍ୱାରା ଜେନେରେଟ୍ ହୋଇଥିବା ଡମୀ କଣ୍ଟେଣ୍ଟଗୁଡ଼ିକ ଆମକୁ କୌଣସି ଭବିଷ୍ୟତ ତାରିଖ ଦେଇନାହିଁ |
| 08:13 | ତେଣୁ, ଆମର View ଠିକ୍ ଭାବେ କାମ କରୁଥିବାର ସୁନିଶ୍ଚିତ ହେବାପାଇଁ ଆମର କିଛି Eventsକୁ ଚାଲନ୍ତୁ ମାନୁଆଲୀ ଆପଡେଟ୍ କରିବା |
| 08:20 | କିଛି Events ଖୋଜନ୍ତୁ ଓ Event Dateକୁ ଭବିଷୟରେ କିଛିକୁ ବଦଳାନ୍ତୁ |
| 08:25 | Contentକୁ ଯାଆନ୍ତୁ, Event Type ଦାରା Filter କରନ୍ତୁ |
| 08:31 | ଯେକୌଣସି Event ଚୟନ କରି Edit କ୍ଲିକ୍ କରନ୍ତୁ. ତା’ପରେ ଏକ ଭବିଷ୍ୟତର ଏକ ତାରିଖକୁ ବଦଳାନ୍ତୁ |
| 08:39 | Save ଉପରେ କ୍ଲିକ୍ କରନ୍ତୁ |
| 08:42 | ଟ୍ୟୁଟୋରିଆଲ୍ କୁ ଏଠାରେ ରୋକି ପ୍ରାୟ 6 କିମ୍ୱା 7ଟି Events ଅପଡେଟ୍ କରନ୍ତୁ |
| 08:49 | ତାହା ସରିବା ପରେ, ଟ୍ୟୁଟୋରିଆଲ୍ କୁ ଫେରିଆସନ୍ତୁ |
| 08:53 | Shortcutsକୁ ଯାଆନ୍ତୁ, Views ଉପରେ କ୍ଲିକ୍ କରନ୍ତୁ. Upcoming Events ଖୋଜନ୍ତୁ. Edit ଉପରେ କ୍ଲିକ୍ କରନ୍ତୁ |
| 09:01 | ଏବେ ଆମେ, View Editingକୁ ଫେରିଯିବା, ଯେଉଁଠାରେ ଛାଡ଼ିଥିଲେ |
| 09:06 | ପ୍ରିଭ୍ୟୁ ଦେଖିବା ପାଇଁ ସ୍କ୍ରୋଲ୍ ଡାଉନ୍ କରନ୍ତୁ |
| 09:10 | Greater Than or Equal To Now ହେବାପାଇଁ ଆମେ ଏବେ ଆମର Event Dateକୁ ଠିକ୍ ଭାବେ ଫିଲ୍ଟର୍ କରୁଛୁ |
| 09:17 | ଏହାପରେ ଆମେ Sort Criteria ଚେକ୍ କରିବା |
| 09:22 | ଡିଫଲ୍ଟ ଭାବରେ Drupal, ହ୍ରାସିତ କ୍ରମରେ ଅଥରିଙ୍ଗ୍ ତାରିଖ ଦ୍ୱାରା କଣ୍ଟେଣ୍ଟକୁ ସର୍ଟ କରିଥାଏ |
| 09:30 | Events ପାଇଁ, ବର୍ଦ୍ଧିତ କ୍ରମରେ Event Date ରଖିବା ଉପଯୋଗୀ ଅଟେ |
| 09:37 | ଏହାକୁ ବଦଳାଇବା ପାଇଁ Authored ଉପରେ କ୍ଲିକ୍ କରି Remove ଉପରେ କ୍ଲିକ୍ କରନ୍ତୁ |
| 09:44 | ପୁଣିଥରେ Add କ୍ଲିକ୍ କରନ୍ତୁ ଓ Event Date ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ |
| 09:51 | Apply କ୍ଲିକ୍ କରନ୍ତୁ. |
| 09:53 | ଏବେ, Order ତଳେ ଥିବା Sort Ascending ସିଲେକ୍ଟ କରନ୍ତୁ. ତାହା, ଆଜି ପରଠାରୁ ଆମ Eventsକୁ ସର୍ଟ କରିଥାଏ |
| 10:03 | Apply କ୍ଲିକ୍ କରନ୍ତୁ. |
| 10:05 | ଏବେ ଆମେ, ଆମର Events ଅପଡେଟ୍ କରିଦେଲେ ଓ ଠିକ୍ ଭାବେ Sort Criteria ସେଟ୍ କରିଦେଲେ |
| 10:11 | ଆମର ତାଲିକା ଏହିପରି କିଛି ଦେଖାଯାଉଥିବା ଉଚିତ |
| 10:16 | ଭବିଷ୍ୟତର ସମସ୍ତ Events, Event Date କ୍ରମରେ ତାଲିକାଭୁକ୍ତ ହୋଇଛି |
| 10:23 | ଆଗକୁ ବଢ଼ିବା ପୂର୍ବରୁ Save କ୍ଲିକ୍ କରନ୍ତୁ |
| 10:27 | ସେଥିରେ ଆଉ ଗୋଟିଏ ଜିନିଷ ଅଛି, ଯାହାକୁ ଆମେ ଏହି ନିର୍ଦ୍ଦିଷ୍ଟ View ସହିତ କରିବାକୁ ଯାଉଛେ |
| 10:32 | Title ଓ Logo କଲମ୍ କୁ ଏକାଠି କରିଦେଇ Title ଓ Event Dateକୁ ସର୍ଟଯୋଗ୍ୟ କରିବା |
| 10:41 | ଯେତେବେଳେ ଆମେ ଏହାକୁ କରୁ, ଜଣେ ୟୁଜର୍ Title ଉପରେ କ୍ଲିକ୍ କରିପାରିବ ଓ ଏହା, ସେହି ଫିଚର୍ ଦ୍ୱାରା ସର୍ଟ ହୋଇଯିବ |
| 10:48 | Format Tableକୁ ଯାଆନ୍ତୁ ଓ ତା’ପାଖରେ ଥିବା Settings ଉପରେ କ୍ଲିକ୍ କରନ୍ତୁ |
| 10:57 | Content Event Logoରେ, Column ଡ୍ରପ୍-ଡାଉନ୍ କୁ Titleରେ ବଦଳାନ୍ତୁ |
| 11:03 | ଏଠାରେ ଥିବା Separator ପାଇଁ, କେବଳ ଗୋଟିଏ ସରଳ Line Break ରଖନ୍ତୁ |
| 11:08 | ବର୍ଦ୍ଧିତ କ୍ରମରେ, Title ଓ Event Dateକୁ Sortable କରି Apply ଉପରେ କ୍ଲିକ୍ କରନ୍ତୁ |
| 11:17 | ଏବେ, ଗୋଟିଏ କଲମ୍ ରେ ଆମର Title ଓ Logo ରହିଛି ଓ ଉଭୟ Title ଓ Event Date ଏବେ Sortable ଅଟେ |
| 11:26 | ଏବେ ଚାଲନ୍ତୁ, Titleକୁ Event Nameରେ ବଦଳାଇବା |
| 11:31 | Title ଉପରେ କ୍ଲିକ୍ କରନ୍ତୁ ଓ Labelରେ, Titleକୁ Event Nameରେ ବଦଳାନ୍ତୁ. ତା’ପରେ Apply ଉପରେ କ୍ଲିକ୍ କରନ୍ତୁ |
| 11:40 | ପ୍ରିଭ୍ୟୁ ଏରିଆକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ. ଆମର Event Name, Logo ଓ Date ସବୁଯାକ ସେଟ୍ ହୋଇଗଲା |
| 11:48 | ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଆମେ, ଆମର Logoଗୁଡ଼ିକୁ ଆଉ ଟିକିଏ ସୁନ୍ଦର କରିବା ପାଇଁ, ତାହାର ଆକାର ବଦଳାଇବା ବିଷୟରେ ଶିଖିବା |
| 11:55 | ଏବେପାଇଁ Save କ୍ଲିକ୍ କରନ୍ତୁ ଓ ଚାଲନ୍ତୁ ଆମର Viewକୁ ଟେଷ୍ଟ କରିବା |
| 11:59 | Homepageକୁ ଯିବାପାଇଁ Back To Site କ୍ଲିକ୍ କରନ୍ତୁ |
| 12:03 | Upcoming Events ଉପରେ କ୍ଲିକ୍ କରନ୍ତୁ |
| 12:06 | ଆପଣ, କେବଳ ଭବିଷ୍ୟତରେ ଆସିବାକୁ ଥିବା Eventଗୁଡ଼ିକ ସୁନ୍ଦର ଭାବେ ସଜାଯାଇଥିବା ଏକ Table ଦେଖିବେ |
| 12:13 | Event Name ଓ Event Date ଦ୍ୱାରା ଆପଣ ସର୍ଟ କରିପାରିବେ ବୋଲି ମଧ୍ୟ ଆପଣ ଦେଖିପାରିବେ |
| 12:20 | ଏଥିସହିତ ଆମେ, ଆମର ପ୍ରଥମ Table View ସମ୍ପୂର୍ଣ୍ଣ କଲେ. |
| 12:24 | ସଂକ୍ଷିପ୍ତରେ, |
| 12:26 | ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ Fieldsର Table କ୍ରିଏଟ୍ କରିବା ବିଷୟରେ ଶିଖିଲେ |
| 12:41 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
| 12:51 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 12:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 13:07 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
| 13:19 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |