Difference between revisions of "Drupal/C2/Displaying-Contents-using-Views/Oriya"

From Script | Spoken-Tutorial
Jump to: navigation, search
 
(2 intermediate revisions by the same user not shown)
Line 5: Line 5:
 
|-
 
|-
 
|00:01
 
|00:01
| Views ବ୍ୟବହାର କରି Displaying Contents ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Views ବ୍ୟବହାର କରି Displaying Contents ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:07
 
|00:07
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Views, Teaser ସହିତ ଗୋଟିଏ ପେଜ୍ ଓ ଏକ ସରଳ Block View
* Views
+
 
* Teaser ସହିତ ଗୋଟିଏ ପେଜ୍ ଓ  
+
* ଏକ ସରଳ Block View
+
 
|-
 
|-
 
|00:15
 
|00:15
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ , Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
* ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
+
 
* Drupal 8 ଓ  
+
* Firefox ୱେବ୍ ବ୍ରାଉଜର୍
+
ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
 
|-
 
|-
 
|00:31
 
|00:31
| ପ୍ରଥମେ ଆମେ Views ବିଷୟରେ ଶିଖିବା.  
+
|ପ୍ରଥମେ ଆମେ Views ବିଷୟରେ ଶିଖିବା. ସମାନ କଣ୍ଟେଣ୍ଟର ପ୍ରଦର୍ଶନ ପାଇଁ Views ବ୍ୟବହାର କରାଯାଏ ବିଭିନ୍ନ ଫର୍ମାଟ୍ସରେ Views ପ୍ରଦର୍ଶିତ କରିହେବ, ଯେପରି -  
* ସମାନ କଣ୍ଟେଣ୍ଟର ପ୍ରଦର୍ଶନ ପାଇଁ Views ବ୍ୟବହାର କରାଯାଏ  
+
 
* ବିଭିନ୍ନ ଫର୍ମାଟ୍ସରେ Views ପ୍ରଦର୍ଶିତ କରିହେବ, ଯେପରି -  
+
 
|-
 
|-
 
|00:43
 
|00:43
|
+
|Table, List, Gallery ଆଦି
* Table
+
 
* List
+
* Gallery ଆଦି
+
 
|-
 
|-
 
|00:49
 
|00:49
| ଏହା ଆମର କଣ୍ଟେଣ୍ଟକୁ ଆମ ଦ୍ୱାରା ପରିଭାଷିତ ମାନଦଣ୍ଡ ଆଧାରରେ Select, Order, Filter ଓ Present କରିପାରେ.  
+
|ଏହା ଆମର କଣ୍ଟେଣ୍ଟକୁ ଆମ ଦ୍ୱାରା ପରିଭାଷିତ ମାନଦଣ୍ଡ ଆଧାରରେ Select, Order, Filter ଓ Present କରିପାରେ. Viewsକୁ ଅନିବାର୍ଯ ଭାବରେ ଅନ୍ୟ ସଫ୍ଟୱେର୍ ରେ Reports କିମ୍ୱା Query Results ଭାବରେ ଜଣାଯାଇଥାଏ
Viewsକୁ ଅନିବାର୍ଯ ଭାବରେ ଅନ୍ୟ ସଫ୍ଟୱେର୍ ରେ Reports କିମ୍ୱା Query Results ଭାବରେ ଜଣାଯାଇଥାଏ
+
 
 
|-
 
|-
 
|01:04
 
|01:04
| ଉଦାହରଣସ୍ୱରୂପ, ଯଦି ଆପଣ ଲାଇବ୍ରେରୀକୁ ଯାଇ ଲାଇବ୍ରେରିଆନ୍ କୁ, ନିମ୍ନ ମାନଦଣ୍ଡ ସହିତ ବହିର ଥୋକ ବିଷୟରେ ପଚାରନ୍ତି:  
+
|ଉଦାହରଣସ୍ୱରୂପ, ଯଦି ଆପଣ ଲାଇବ୍ରେରୀକୁ ଯାଇ ଲାଇବ୍ରେରିଆନ୍ କୁ, ନିମ୍ନ ମାନଦଣ୍ଡ ସହିତ ବହିର ଥୋକ ବିଷୟରେ ପଚାରନ୍ତି: 1905 ପୂର୍ବରୁ ପ୍ରକାଶିତ M ସହିତ ଆରମ୍ଭ ହେଉଥିବା ଲେଖକଙ୍କ ଶେଷ ନାମ
* 1905 ପୂର୍ବରୁ ପ୍ରକାଶିତ
+
 
* M ସହିତ ଆରମ୍ଭ ହେଉଥିବା ଲେଖକଙ୍କ ଶେଷ ନାମ
+
 
|-
 
|-
 
|01:19
 
|01:19
|* 100ରୁ ଅଧିକ ପୃଷ୍ଠା ଥିବା ବହି ଓ * ନାଲି କଭର୍ ବିଶିଷ୍ଟ
+
|100ରୁ ଅଧିକ ପୃଷ୍ଠା ଥିବା ବହି ଓ ନାଲି କଭର୍ ବିଶିଷ୍ଟ
 +
 
 
|-
 
|-
 
|01:25
 
|01:25
| ଏପରି ପଚାରିଲେ, ଆପଣଙ୍କୁ ଲାଇବ୍ରେରୀରୁ ବାହାରକୁ କାଢିଦିଆଯିବ.  କିନ୍ତୁ Drupalରେ, Views ସହିତ ଏହା ବହୁତ ସହଜରେ କରିହେବ
+
|ଏପରି ପଚାରିଲେ, ଆପଣଙ୍କୁ ଲାଇବ୍ରେରୀରୁ ବାହାରକୁ କାଢିଦିଆଯିବ.  କିନ୍ତୁ Drupalରେ, Views ସହିତ ଏହା ବହୁତ ସହଜରେ କରିହେବ
 +
 
 
|-
 
|-
 
|01:34
 
|01:34
| ଆମର Views ସେଟ୍ କରିବା ପାଇଁ ଆମ ପାଖରେ 5ଟି ସରଳ ପଦାଙ୍କ ପ୍ରକ୍ରିୟା ଅଛି.  Viewsର Workflow ହେଉଛି -
+
|ଆମର Views ସେଟ୍ କରିବା ପାଇଁ ଆମ ପାଖରେ 5ଟି ସରଳ ପଦାଙ୍କ ପ୍ରକ୍ରିୟା ଅଛି.  Viewsର Workflow ହେଉଛି - ଆପଣଙ୍କର Display ଚୟନ କରନ୍ତୁ ଆପଣଙ୍କର Format ସେଟ୍ କରନ୍ତୁ
* ଆପଣଙ୍କର Display ଚୟନ କରନ୍ତୁ
+
 
* ଆପଣଙ୍କର Format ସେଟ୍ କରନ୍ତୁ
+
 
|-
 
|-
 
|01:45
 
|01:45
|* ଆପଣଙ୍କ Fieldsର ଅନୁମାନ କରନ୍ତୁ
+
|ଆପଣଙ୍କ Fieldsର ଅନୁମାନ କରନ୍ତୁ ଗୋଟିଏ Filter ଲାଗୁ କରନ୍ତୁ ଓ   ପରିଣାମକୁ Sort କରନ୍ତୁ
* ଗୋଟିଏ Filter ଲାଗୁ କରନ୍ତୁ ଓ
+
 
* ପରିଣାମକୁ Sort କରନ୍ତୁ
+
 
|-
 
|-
 
|01:53
 
|01:53
| ଏବେ, ଏକ ସରଳ Drupal ସାଇଟ୍ ରେ ସାଧାରଣ Views କ୍ରିଏଟ୍ କରିବା ବିଷୟରେ ଶିଖିବା
+
|ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ  
|-
+
 
|01:53
+
| ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ  
+
 
|-
 
|-
 
|01:58
 
|01:58
| ଚାଲନ୍ତୁ, ଏକ ସରଳ Drupal ସାଇଟ୍ ରେ ସାଧାରଣ Views କ୍ରିଏଟ୍ କରିବା ବିଷୟରେ ଶିଖିବା
+
|ଚାଲନ୍ତୁ, ଏକ ସରଳ Drupal ସାଇଟ୍ ରେ ସାଧାରଣ Views କ୍ରିଏଟ୍ କରିବା ବିଷୟରେ ଶିଖିବା
 +
 
 
|-
 
|-
 
|02:04
 
|02:04
| Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ  
+
|Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|02:09
 
|02:09
| Drupalରେ ଅନେକ Built-in Views ଅଛି.  ଉଦାହରଣସ୍ୱରୂପ - କଣ୍ଟେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ Administratorକୁ Content View ଅନୁମତି ଦେଇଥାଏ
+
|Drupalରେ ଅନେକ Built-in Views ଅଛି.  ଉଦାହରଣସ୍ୱରୂପ - କଣ୍ଟେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ Administratorକୁ Content View ଅନୁମତି ଦେଇଥାଏ
 +
 
 
|-
 
|-
 
|02:20
 
|02:20
| Custom block library, Files, Frontpage, People, Recent comments, Recent content, Taxonomy terms, Who’s new ଓ Who’s online ସହିତ ସମାନ ଜିନିଷ
+
|Custom block library, Files, Frontpage, People, Recent comments, Recent content, Taxonomy terms, Who’s new ଓ Who’s online ସହିତ ସମାନ ଜିନିଷ
 +
 
 
|-
 
|-
 
|02:37
 
|02:37
| ଏହିସବୁ Drupal ସହିତ ଆସୁଥିବା Views ଅଟେ, ଯାହାକୁ ଆମେ Update କିମ୍ୱା Edit କରିପାରିବା
+
|ଏହିସବୁ Drupal ସହିତ ଆସୁଥିବା Views ଅଟେ, ଯାହାକୁ ଆମେ Update କିମ୍ୱା Edit କରିପାରିବା
 +
 
 
|-
 
|-
 
|02:44
 
|02:44
| ପ୍ରଥମେ ଆମେ, Teasers ସହିତ ଏକ ସରଳ ପେଜ୍ କ୍ରିଏଟ୍ କରିବା.  ଏହା, ଆମର Events Content Type ପାଇଁ ଏକ Landing Page ହେବ
+
|ପ୍ରଥମେ ଆମେ, Teasers ସହିତ ଏକ ସରଳ ପେଜ୍ କ୍ରିଏଟ୍ କରିବା.  ଏହା, ଆମର Events Content Type ପାଇଁ ଏକ Landing Page ହେବ
 +
 
 
|-
 
|-
 
|02:54
 
|02:54
| Add New View କ୍ଲିକ୍ କରି ତା’ର ନାମ Events Sponsored ଦିଅନ୍ତୁ
+
|Add New View କ୍ଲିକ୍ କରି ତା’ର ନାମ Events Sponsored ଦିଅନ୍ତୁ
 +
 
 
|-
 
|-
 
|03:02
 
|03:02
| କଣ୍ଟେଣ୍ଟ ଟାଇପ୍ କୁ Allରୁ Eventsକୁ ଓ Sorted Byକୁ Newest Firstରେ ବଦଳାନ୍ତୁ  
+
|କଣ୍ଟେଣ୍ଟ ଟାଇପ୍ କୁ Allରୁ Eventsକୁ ଓ Sorted Byକୁ Newest Firstରେ ବଦଳାନ୍ତୁ  
 +
 
 
|-
 
|-
 
|03:11
 
|03:11
| Create a Page କ୍ଲିକ୍ କରନ୍ତୁ.  Teaserର Display Formatକୁ Unformatted List ଭାବରେ ଛାଡ଼ିଦିଅନ୍ତୁ
+
|Create a Page କ୍ଲିକ୍ କରନ୍ତୁ.  Teaserର Display Formatକୁ Unformatted List ଭାବରେ ଛାଡ଼ିଦିଅନ୍ତୁ
 +
 
 
|-
 
|-
 
|03:20
 
|03:20
| ଏହାର କାରଣ ହେଉଛି, ଆମେ ଆମର Manage Displayରେ Teaser Mode ସେଟ୍ କରିସାରିଛେ
+
|ଏହାର କାରଣ ହେଉଛି, ଆମେ ଆମର Manage Displayରେ Teaser Mode ସେଟ୍ କରିସାରିଛେ
 +
 
 
|-
 
|-
 
|03:26
 
|03:26
| Creat Menu Link ଦେଖନ୍ତୁ ଓ ତା’ପରେ Menu ଡ୍ରପ୍-ଡାଉନ୍ ରେ Main Navigation ଚୟନ କରନ୍ତୁ
+
|Creat Menu Link ଦେଖନ୍ତୁ ଓ ତା’ପରେ Menu ଡ୍ରପ୍-ଡାଉନ୍ ରେ Main Navigation ଚୟନ କରନ୍ତୁ
 +
 
 
|-
 
|-
 
|03:35
 
|03:35
| ଏହା, ଆମେ ଆମ ସାଇଟ୍ ରେ ଆଡ୍ କରିଥିବା ସମସ୍ତ Events ଦେଖିବାରେ ଆମକୁ ସାହାଯ୍ୟ କରିବ
+
|ଏହା, ଆମେ ଆମ ସାଇଟ୍ ରେ ଆଡ୍ କରିଥିବା ସମସ୍ତ Events ଦେଖିବାରେ ଆମକୁ ସାହାଯ୍ୟ କରିବ
 +
 
 
|-
 
|-
 
|03:41
 
|03:41
| Save and Editରେ କ୍ଲିକ୍ କରନ୍ତୁ.  ଏବେ ଆମକୁ Screenକୁ ଆକ୍ସେସ୍ ମିଳିଲା, ଯାହା ଆମେ ପରିଚୟରେ ଉଲ୍ଲେଖ କରିଥିଲୁ
+
|Save and Editରେ କ୍ଲିକ୍ କରନ୍ତୁ.  ଏବେ ଆମକୁ Screenକୁ ଆକ୍ସେସ୍ ମିଳିଲା, ଯାହା ଆମେ ପରିଚୟରେ ଉଲ୍ଲେଖ କରିଥିଲୁ
 +
 
 
|-
 
|-
 
|03:51
 
|03:51
| ଏହି ସ୍କ୍ରୀନ, ଏକ Page ପ୍ରଦର୍ଶିତ କରେ, ଯାହାର Format ହେଉଛି Teaserର ଏକ Unformatted List
+
|ଏହି ସ୍କ୍ରୀନ, ଏକ Page ପ୍ରଦର୍ଶିତ କରେ, ଯାହାର Format ହେଉଛି Teaserର ଏକ Unformatted List
 +
 
 
|-
 
|-
 
|03:59
 
|03:59
| ଏଠାରେ ଆମକୁ କୌଣସି Fields ଦରକାର ନାହିଁ, କାରଣ ଆମେ ଆମର Teaser Mode ସେଟ୍ କରିଦେଇଛେ
+
|ଏଠାରେ ଆମକୁ କୌଣସି Fields ଦରକାର ନାହିଁ, କାରଣ ଆମେ ଆମର Teaser Mode ସେଟ୍ କରିଦେଇଛେ
 +
 
 
|-
 
|-
 
|04:05
 
|04:05
 
|FILTER CRITERIA ହେଉଛି Published Events ଓ Sort Criteria ହେଉଛି Descending କ୍ରମରେ ପ୍ରକାଶନ ତାରିଖ
 
|FILTER CRITERIA ହେଉଛି Published Events ଓ Sort Criteria ହେଉଛି Descending କ୍ରମରେ ପ୍ରକାଶନ ତାରିଖ
 +
 
|-
 
|-
 
|04:16
 
|04:16
| ଯଦି ଆମେ ସ୍କ୍ରୋଲ୍ ଡାଉନ୍ କରିବା, ତେବେ ଏଠାରେ Preview ଦେଖିପାରିବା
+
|ଯଦି ଆମେ ସ୍କ୍ରୋଲ୍ ଡାଉନ୍ କରିବା, ତେବେ ଏଠାରେ Preview ଦେଖିପାରିବା
 +
 
 
|-
 
|-
 
|04:21
 
|04:21
| ଯଦି ଆପଣଙ୍କୁ ଏହା ଭଲ ଲାଗୁନାହିଁ, ତେବେ ଏହାକୁ ବଦଳାଇବା ଅତି ସହଜ.  ତାହାକୁ ଆମେ ଅନ୍ୟ ଟ୍ୟୁଟୋରିଆଲ୍ ରେ କଭର୍ କରିବା
+
|ଯଦି ଆପଣଙ୍କୁ ଏହା ଭଲ ଲାଗୁନାହିଁ, ତେବେ ଏହାକୁ ବଦଳାଇବା ଅତି ସହଜ.  ତାହାକୁ ଆମେ ଅନ୍ୟ ଟ୍ୟୁଟୋରିଆଲ୍ ରେ କଭର୍ କରିବା
 +
 
 
|-
 
|-
 
|04:28
 
|04:28
| ଏବେପାଇଁ, Save ଉପରେ କ୍ଲିକ୍ କରନ୍ତୁ.  Back to Site ଉପରେ କ୍ଲିକ୍ କରନ୍ତୁ.
+
|ଏବେପାଇଁ, Save ଉପରେ କ୍ଲିକ୍ କରନ୍ତୁ.  Back to Site ଉପରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|04:35
 
|04:35
| ମେନ୍ ମେନୁରେ, ଆମର ସମସ୍ତ Eventsର ତାଲିକା ସହିତ Events ନାମକ ଏକ ଟାବ୍ ଅଛି
+
|ମେନ୍ ମେନୁରେ, ଆମର ସମସ୍ତ Eventsର ତାଲିକା ସହିତ Events ନାମକ ଏକ ଟାବ୍ ଅଛି
 +
 
 
|-
 
|-
 
|04:44
 
|04:44
| ଏଠାରେ, ଭିନ୍ନ ପ୍ରକାର ଓ ଆକାରର ସମସ୍ତ Event Logos ଅଛି
+
|ଏଠାରେ, ଭିନ୍ନ ପ୍ରକାର ଓ ଆକାରର ସମସ୍ତ Event Logos ଅଛି
 +
 
 
|-
 
|-
 
|04:50
 
|04:50
| ଆମ ପାଖରେ Event Website ଓ Event Date ଅଛି
+
|ଆମ ପାଖରେ Event Website ଓ Event Date ଅଛି
 +
 
 
|-
 
|-
 
|04:55
 
|04:55
| ମନେରଖନ୍ତୁ, Events Content Type ପାଇଁ ଆମର Teaser Modeରେ ଆମେ ଏହାକୁ ଅପଡେଟ୍ କରିପାରିବା, ଯଦି ଆମେ ଏହାକୁ ବଦଳାଇବାକୁ ଚାହିଁବା
+
|ମନେରଖନ୍ତୁ, Events Content Type ପାଇଁ ଆମର Teaser Modeରେ ଆମେ ଏହାକୁ ଅପଡେଟ୍ କରିପାରିବା, ଯଦି ଆମେ ଏହାକୁ ବଦଳାଇବାକୁ ଚାହିଁବା
 +
 
 
|-
 
|-
 
|05:04
 
|05:04
| ଏତିକି!  ଆମର ସମସ୍ତ Events ପାଇଁ ଏହା ହେଉଛି ଲେଣ୍ଡିଙ୍ଗ୍ ପେଜ୍
+
|ଏତିକି!  ଆମର ସମସ୍ତ Events ପାଇଁ ଏହା ହେଉଛି ଲେଣ୍ଡିଙ୍ଗ୍ ପେଜ୍
 +
 
 
|-
 
|-
 
|05:09
 
|05:09
| Drupalରେ ଏକ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି, ଆମ ୱେବ୍ ସାଇଟ୍ ର Block Regions କିମ୍ୱା
+
|Drupalରେ ଏକ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି, ଆମ ୱେବ୍ ସାଇଟ୍ ର Block Regions କିମ୍ୱା   Side Barରେ ସୂଚନା ସ୍ଥାପିତ କରିବାର ସାମର୍ଥ୍ୟତା
Side Barରେ ସୂଚନା ସ୍ଥାପିତ କରିବାର ସାମର୍ଥ୍ୟତା
+
 
 
|-
 
|-
 
|05:19
 
|05:19
| ପୂର୍ବେ, ଯଦି ଆମେ ଏକ ନୂଆ Event ଆଡ୍ କରିଥାନ୍ତେ, ତେବେ ଆମକୁ ପ୍ରତ୍ୟେକ ପେଜ୍ ରେ ଥିବା Sidebarରେ ଆସିବାକୁ ପଡ଼ିଥାନ୍ତା, ଯାହା ଅନ୍ ଥାଏ ଓ ସାଇଡ୍ ବାର୍ କୁ ଅପଡେଟ୍ କରେ
+
|ପୂର୍ବେ, ଯଦି ଆମେ ଏକ ନୂଆ Event ଆଡ୍ କରିଥାନ୍ତେ, ତେବେ ଆମକୁ ପ୍ରତ୍ୟେକ ପେଜ୍ ରେ ଥିବା Sidebarରେ ଆସିବାକୁ ପଡ଼ିଥାନ୍ତା, ଯାହା ଅନ୍ ଥାଏ ଓ ସାଇଡ୍ ବାର୍ କୁ ଅପଡେଟ୍ କରେ
 +
 
 
|-
 
|-
 
|05:31
 
|05:31
| ଏବେ, ଆମର କଣ୍ଟେଣ୍ଟକୁ Views ଆପେ ଆପେ ଅପଡେଟ୍ କରେ
+
|ଏବେ, ଆମର କଣ୍ଟେଣ୍ଟକୁ Views ଆପେ ଆପେ ଅପଡେଟ୍ କରେ
 +
 
 
|-
 
|-
 
|05:36
 
|05:36
| Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ
+
|Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:41
 
|05:41
| ଯେହେତୁ ଆମକୁ ଏଠାକୁ ବହୁତ ଥର ଆସିବାକୁ ହୁଏ, Star କ୍ଲିକ୍ କରି ଚାଲନ୍ତୁ ଏହାକୁ ଆମର ଶର୍ଟକଟ୍ ରେ ଆଡ୍ କରିଦେବା.  ଏବେ, Add New View ଉପରେ କ୍ଲିକ୍ କରନ୍ତୁ
+
|ଯେହେତୁ ଆମକୁ ଏଠାକୁ ବହୁତ ଥର ଆସିବାକୁ ହୁଏ, Star କ୍ଲିକ୍ କରି ଚାଲନ୍ତୁ ଏହାକୁ ଆମର ଶର୍ଟକଟ୍ ରେ ଆଡ୍ କରିଦେବା.  ଏବେ, Add New View ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:53
 
|05:53
| View Nameରେ ଟାଇପ୍ କରନ୍ତୁ:  Recent Events Added.  ଏହା, ଆମ ସାଇଟ୍ ରେ ଆମେ ଆଡ୍ କରିଥିବା ଲାଟେଷ୍ଟ Eventsର ଏକ ତାଲିକା ହେବ
+
|View Nameରେ ଟାଇପ୍ କରନ୍ତୁ:  Recent Events Added.  ଏହା, ଆମ ସାଇଟ୍ ରେ ଆମେ ଆଡ୍ କରିଥିବା ଲାଟେଷ୍ଟ Eventsର ଏକ ତାଲିକା ହେବ
 +
 
 
|-
 
|-
 
|06:04
 
|06:04
| ଏବେ, Content of Typeକୁ Allରୁ Eventsକୁ ବଦଳାଇଦିଅନ୍ତୁ
+
|ଏବେ, Content of Typeକୁ Allରୁ Eventsକୁ ବଦଳାଇଦିଅନ୍ତୁ
 +
 
 
|-
 
|-
 
|06:09
 
|06:09
| Create a Block ଚୟନ କରନ୍ତୁ.  Sorted Byକୁ Newest First ଭାବରେ ଛାଡ଼ିଦିଅନ୍ତୁ
+
|Create a Block ଚୟନ କରନ୍ତୁ.  Sorted Byକୁ Newest First ଭାବରେ ଛାଡ଼ିଦିଅନ୍ତୁ
 +
 
 
|-
 
|-
 
|06:18
 
|06:18
| Block Titleରେ ଟାଇପ୍ କରନ୍ତୁ:  "Recently Added Events", କେବଳ ଏହା ଦେଖାଇବା ପାଇଁ ଯେ, ଆମେ ଭିନ୍ନ ନାମ ଓ ଟାଇଟଲ୍ ରଖିପାରିବା
+
|Block Titleରେ ଟାଇପ୍ କରନ୍ତୁ:  "Recently Added Events", କେବଳ ଏହା ଦେଖାଇବା ପାଇଁ ଯେ, ଆମେ ଭିନ୍ନ ନାମ ଓ ଟାଇଟଲ୍ ରଖିପାରିବା
 +
 
 
|-
 
|-
 
|06:28
 
|06:28
| Viewsର ବିଭିନ୍ନ Styles କ୍ରିଏଟ୍ କରିବାକୁ Drupal ଆମକୁ ଅନୁମତି ଦେଇଥାଏ.  Block ପିଛା 5 ଆଇଟମ୍ସ ସହିତ ଏହାକୁ ଆମେ Unformatted List ଭାବରେ ଛାଡ଼ିଦେବା
+
|Viewsର ବିଭିନ୍ନ Styles କ୍ରିଏଟ୍ କରିବାକୁ Drupal ଆମକୁ ଅନୁମତି ଦେଇଥାଏ.  Block ପିଛା 5 ଆଇଟମ୍ସ ସହିତ ଏହାକୁ ଆମେ Unformatted List ଭାବରେ ଛାଡ଼ିଦେବା
 +
 
 
|-
 
|-
 
|06:40
 
|06:40
| Use a Pager ଚେକ୍ କରନ୍ତୁ ନାହିଁ.  ଯଦି ସେପରି କରିବା, ତେବେ ଆମେ ଆମର Block ତଳେ Page One of Three, Two of Three ଆଦି ପରି ନମ୍ୱର୍ସ ପାଇବା
+
|Use a Pager ଚେକ୍ କରନ୍ତୁ ନାହିଁ.  ଯଦି ସେପରି କରିବା, ତେବେ ଆମେ ଆମର Block ତଳେ Page One of Three, Two of Three ଆଦି ପରି ନମ୍ୱର୍ସ ପାଇବା
 +
 
 
|-
 
|-
 
|06:53
 
|06:53
| Save and Editରେ କ୍ଲିକ୍ କରନ୍ତୁ.  ପ୍ରିଭ୍ୟୁକୁ ଦେଖନ୍ତୁ.  ଏହା, ନିକଟରେ ଆଡ୍ ହୋଇଥିବା Events ଟାଇଟଲ୍ସର ଏକ ତାଲିକା ପ୍ରଦର୍ଶିତ କରେ
+
|Save and Editରେ କ୍ଲିକ୍ କରନ୍ତୁ.  ପ୍ରିଭ୍ୟୁକୁ ଦେଖନ୍ତୁ.  ଏହା, ନିକଟରେ ଆଡ୍ ହୋଇଥିବା Events ଟାଇଟଲ୍ସର ଏକ ତାଲିକା ପ୍ରଦର୍ଶିତ କରେ
 +
 
 
|-
 
|-
 
|07:05
 
|07:05
| ଏଠାରେ ତାହା ଏକ Block ପ୍ରଦର୍ଶିତ କରୁଛି.  Format ହେଉଛି ଏକ Unformatted List.  Fieldଗୁଡ଼ିକ ହେଉଛି Title Fields
+
|ଏଠାରେ ତାହା ଏକ Block ପ୍ରଦର୍ଶିତ କରୁଛି.  Format ହେଉଛି ଏକ Unformatted List.  Fieldଗୁଡ଼ିକ ହେଉଛି Title Fields
 +
 
 
|-
 
|-
 
|07:16
 
|07:16
| ଆଉ Filter Criteria ହେଉଛି, ପ୍ରକାଶନ ତାରିଖର Descending Orderରେ Published Events
+
|ଆଉ Filter Criteria ହେଉଛି, ପ୍ରକାଶନ ତାରିଖର Descending Orderରେ Published Events
 +
 
 
|-
 
|-
 
|07:24
 
|07:24
| Save ଉପରେ କ୍ଲିକ୍ କରନ୍ତୁ.  ଏହା କେଉଁଠାରେ ଦେଖାଯିବ ନାହିଁ, କାରଣ ଆମେ ଏପର୍ଯ୍ୟନ୍ତ Block ସ୍ଥାପିତ କରିନାହେଁ
+
|Save ଉପରେ କ୍ଲିକ୍ କରନ୍ତୁ.  ଏହା କେଉଁଠାରେ ଦେଖାଯିବ ନାହିଁ, କାରଣ ଆମେ ଏପର୍ଯ୍ୟନ୍ତ Block ସ୍ଥାପିତ କରିନାହେଁ
 +
 
 
|-
 
|-
 
|07:33
 
|07:33
| Structure ଓ Block Layout ଉପରେ କ୍ଲିକ୍ କରନ୍ତୁ.  Sidebar First Regionରେ Blockକୁ ରଖନ୍ତୁ
+
|Structure ଓ Block Layout ଉପରେ କ୍ଲିକ୍ କରନ୍ତୁ.  Sidebar First Regionରେ Blockକୁ ରଖନ୍ତୁ
 +
 
 
|-
 
|-
 
|07:43
 
|07:43
| Place Block ଉପରେ କ୍ଲିକ୍ କରନ୍ତୁ.  ଯେତେବେଳେ ଆମେ Scroll Down କରିବା, Recent Events Added ନାମକ Block ଦେଖିବା.  Place Block ଉପରେ କ୍ଲିକ୍ କରନ୍ତୁ.
+
|Place Block ଉପରେ କ୍ଲିକ୍ କରନ୍ତୁ.  ଯେତେବେଳେ ଆମେ Scroll Down କରିବା, Recent Events Added ନାମକ Block ଦେଖିବା.  Place Block ଉପରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|07:54
 
|07:54
| ଯେହେତୁ ଆମେ Blocksକୁ ସବିଶେଷ ଭାବେ ଏପର୍ଯ୍ୟନ୍ତ ଜାଣିନେ, ତେଣୁ ଏବେପାଇଁ କେବଳ Save କ୍ଲିକ୍ କରିବା.  ଏହା ପ୍ରତ୍ୟେକ ପେଜ୍ ରେ ଦେଖାଦେବ.  ଆମେ, ପରେ ତାକୁ ଏଡିଟ୍ କରିବା
+
|ଯେହେତୁ ଆମେ Blocksକୁ ସବିଶେଷ ଭାବେ ଏପର୍ଯ୍ୟନ୍ତ ଜାଣିନେ, ତେଣୁ ଏବେପାଇଁ କେବଳ Save କ୍ଲିକ୍ କରିବା.  ଏହା ପ୍ରତ୍ୟେକ ପେଜ୍ ରେ ଦେଖାଦେବ.  ଆମେ, ପରେ ତାକୁ ଏଡିଟ୍ କରିବା
 +
 
 
|-
 
|-
 
|08:06
 
|08:06
| ଏହା, Search ପରେ କ୍ରମରେ ପ୍ରଦର୍ଶିତ ହେବ.  Save Blocks କ୍ଲିକ୍ କରନ୍ତୁ
+
|ଏହା, Search ପରେ କ୍ରମରେ ପ୍ରଦର୍ଶିତ ହେବ.  Save Blocks କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:13
 
|08:13
| Back to Site କ୍ଲିକ୍ କରନ୍ତୁ.  ଆଉ, ପ୍ରତ୍ୟେକ ପେଜ୍ ରେ ଏକ ନୂଆ Block ରହିବ, ଯାହା ଆମ ସାଇଟ୍ ରେ ଅତି ନିକଟରେ ଆଡ୍ ହୋଇଥିବା Events ଦେଇଥାଏ
+
|Back to Site କ୍ଲିକ୍ କରନ୍ତୁ.  ଆଉ, ପ୍ରତ୍ୟେକ ପେଜ୍ ରେ ଏକ ନୂଆ Block ରହିବ, ଯାହା ଆମ ସାଇଟ୍ ରେ ଅତି ନିକଟରେ ଆଡ୍ ହୋଇଥିବା Events ଦେଇଥାଏ
 +
 
 
|-
 
|-
 
|08:24
 
|08:24
| ଏହାକୁ ପୁଣିଥରେ କନଫିଗର୍ କରିବାର ଆବଶ୍ୟକତା ନାହିଁ.  ଆପଣ ଏହାକୁ, ଯେଉଁଠାରେ ଚାହିଁବେ ରଖିପାରିବେ ଓ ଏହା ସବୁବେଳେ ଅପ୍-ଟୁ-ଡେଟ୍ ରହିବ
+
|ଏହାକୁ ପୁଣିଥରେ କନଫିଗର୍ କରିବାର ଆବଶ୍ୟକତା ନାହିଁ.  ଆପଣ ଏହାକୁ, ଯେଉଁଠାରେ ଚାହିଁବେ ରଖିପାରିବେ ଓ ଏହା ସବୁବେଳେ ଅପ୍-ଟୁ-ଡେଟ୍ ରହିବ
 +
 
 
|-
 
|-
 
|08:33
 
|08:33
| ତାହା ହେଉଛି, ପ୍ରକାଶନ ତାରିଖ କ୍ରମରେ ଆମର Event Content Type ବ୍ୟବହାର କରି Block Viewର ଏକ ଉଦାହରଣ
+
|ତାହା ହେଉଛି, ପ୍ରକାଶନ ତାରିଖ କ୍ରମରେ ଆମର Event Content Type ବ୍ୟବହାର କରି Block Viewର ଏକ ଉଦାହରଣ
 +
 
 
|-
 
|-
 
|08:42
 
|08:42
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
 
|-
 
|-
 
|08:46
 
|08:46
| ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
+
|ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Views, Teaser ସହିତ ଗୋଟିଏ ପେଜ୍ ଓ ଏକ ସରଳ Block View
* Views
+
 
* Teaser ସହିତ ଗୋଟିଏ ପେଜ୍ ଓ  
+
* ଏକ ସରଳ Block View
+
 
|-
 
|-
 
|09:01
 
|09:01
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
 
|09:12
 
|09:12
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.  ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.  ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|09:29
 
|09:29
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
 +
 
 
|-
 
|-
 
|09:42
 
|09:42
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 12:24, 4 April 2017

Time Narration
00:01 Views ବ୍ୟବହାର କରି Displaying Contents ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Views, Teaser ସହିତ ଗୋଟିଏ ପେଜ୍ ଓ ଏକ ସରଳ Block View
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ , Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:31 ପ୍ରଥମେ ଆମେ Views ବିଷୟରେ ଶିଖିବା. ସମାନ କଣ୍ଟେଣ୍ଟର ପ୍ରଦର୍ଶନ ପାଇଁ Views ବ୍ୟବହାର କରାଯାଏ ବିଭିନ୍ନ ଫର୍ମାଟ୍ସରେ Views ପ୍ରଦର୍ଶିତ କରିହେବ, ଯେପରି -
00:43 Table, List, Gallery ଆଦି
00:49 ଏହା ଆମର କଣ୍ଟେଣ୍ଟକୁ ଆମ ଦ୍ୱାରା ପରିଭାଷିତ ମାନଦଣ୍ଡ ଆଧାରରେ Select, Order, Filter ଓ Present କରିପାରେ. Viewsକୁ ଅନିବାର୍ଯ ଭାବରେ ଅନ୍ୟ ସଫ୍ଟୱେର୍ ରେ Reports କିମ୍ୱା Query Results ଭାବରେ ଜଣାଯାଇଥାଏ
01:04 ଉଦାହରଣସ୍ୱରୂପ, ଯଦି ଆପଣ ଲାଇବ୍ରେରୀକୁ ଯାଇ ଲାଇବ୍ରେରିଆନ୍ କୁ, ନିମ୍ନ ମାନଦଣ୍ଡ ସହିତ ବହିର ଥୋକ ବିଷୟରେ ପଚାରନ୍ତି: 1905 ପୂର୍ବରୁ ପ୍ରକାଶିତ M ସହିତ ଆରମ୍ଭ ହେଉଥିବା ଲେଖକଙ୍କ ଶେଷ ନାମ
01:19 100ରୁ ଅଧିକ ପୃଷ୍ଠା ଥିବା ବହି ଓ ନାଲି କଭର୍ ବିଶିଷ୍ଟ
01:25 ଏପରି ପଚାରିଲେ, ଆପଣଙ୍କୁ ଲାଇବ୍ରେରୀରୁ ବାହାରକୁ କାଢିଦିଆଯିବ. କିନ୍ତୁ Drupalରେ, Views ସହିତ ଏହା ବହୁତ ସହଜରେ କରିହେବ
01:34 ଆମର Views ସେଟ୍ କରିବା ପାଇଁ ଆମ ପାଖରେ 5ଟି ସରଳ ପଦାଙ୍କ ପ୍ରକ୍ରିୟା ଅଛି. Viewsର Workflow ହେଉଛି - ଆପଣଙ୍କର Display ଚୟନ କରନ୍ତୁ ଆପଣଙ୍କର Format ସେଟ୍ କରନ୍ତୁ
01:45 ଆପଣଙ୍କ Fieldsର ଅନୁମାନ କରନ୍ତୁ ଗୋଟିଏ Filter ଲାଗୁ କରନ୍ତୁ ଓ ପରିଣାମକୁ Sort କରନ୍ତୁ
01:53 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
01:58 ଚାଲନ୍ତୁ, ଏକ ସରଳ Drupal ସାଇଟ୍ ରେ ସାଧାରଣ Views କ୍ରିଏଟ୍ କରିବା ବିଷୟରେ ଶିଖିବା
02:04 Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ
02:09 Drupalରେ ଅନେକ Built-in Views ଅଛି. ଉଦାହରଣସ୍ୱରୂପ - କଣ୍ଟେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ Administratorକୁ Content View ଅନୁମତି ଦେଇଥାଏ
02:20 Custom block library, Files, Frontpage, People, Recent comments, Recent content, Taxonomy terms, Who’s new ଓ Who’s online ସହିତ ସମାନ ଜିନିଷ
02:37 ଏହିସବୁ Drupal ସହିତ ଆସୁଥିବା Views ଅଟେ, ଯାହାକୁ ଆମେ Update କିମ୍ୱା Edit କରିପାରିବା
02:44 ପ୍ରଥମେ ଆମେ, Teasers ସହିତ ଏକ ସରଳ ପେଜ୍ କ୍ରିଏଟ୍ କରିବା. ଏହା, ଆମର Events Content Type ପାଇଁ ଏକ Landing Page ହେବ
02:54 Add New View କ୍ଲିକ୍ କରି ତା’ର ନାମ Events Sponsored ଦିଅନ୍ତୁ
03:02 କଣ୍ଟେଣ୍ଟ ଟାଇପ୍ କୁ Allରୁ Eventsକୁ ଓ Sorted Byକୁ Newest Firstରେ ବଦଳାନ୍ତୁ
03:11 Create a Page କ୍ଲିକ୍ କରନ୍ତୁ. Teaserର Display Formatକୁ Unformatted List ଭାବରେ ଛାଡ଼ିଦିଅନ୍ତୁ
03:20 ଏହାର କାରଣ ହେଉଛି, ଆମେ ଆମର Manage Displayରେ Teaser Mode ସେଟ୍ କରିସାରିଛେ
03:26 Creat Menu Link ଦେଖନ୍ତୁ ଓ ତା’ପରେ Menu ଡ୍ରପ୍-ଡାଉନ୍ ରେ Main Navigation ଚୟନ କରନ୍ତୁ
03:35 ଏହା, ଆମେ ଆମ ସାଇଟ୍ ରେ ଆଡ୍ କରିଥିବା ସମସ୍ତ Events ଦେଖିବାରେ ଆମକୁ ସାହାଯ୍ୟ କରିବ
03:41 Save and Editରେ କ୍ଲିକ୍ କରନ୍ତୁ. ଏବେ ଆମକୁ Screenକୁ ଆକ୍ସେସ୍ ମିଳିଲା, ଯାହା ଆମେ ପରିଚୟରେ ଉଲ୍ଲେଖ କରିଥିଲୁ
03:51 ଏହି ସ୍କ୍ରୀନ, ଏକ Page ପ୍ରଦର୍ଶିତ କରେ, ଯାହାର Format ହେଉଛି Teaserର ଏକ Unformatted List
03:59 ଏଠାରେ ଆମକୁ କୌଣସି Fields ଦରକାର ନାହିଁ, କାରଣ ଆମେ ଆମର Teaser Mode ସେଟ୍ କରିଦେଇଛେ
04:05 FILTER CRITERIA ହେଉଛି Published Events ଓ Sort Criteria ହେଉଛି Descending କ୍ରମରେ ପ୍ରକାଶନ ତାରିଖ
04:16 ଯଦି ଆମେ ସ୍କ୍ରୋଲ୍ ଡାଉନ୍ କରିବା, ତେବେ ଏଠାରେ Preview ଦେଖିପାରିବା
04:21 ଯଦି ଆପଣଙ୍କୁ ଏହା ଭଲ ଲାଗୁନାହିଁ, ତେବେ ଏହାକୁ ବଦଳାଇବା ଅତି ସହଜ. ତାହାକୁ ଆମେ ଅନ୍ୟ ଟ୍ୟୁଟୋରିଆଲ୍ ରେ କଭର୍ କରିବା
04:28 ଏବେପାଇଁ, Save ଉପରେ କ୍ଲିକ୍ କରନ୍ତୁ. Back to Site ଉପରେ କ୍ଲିକ୍ କରନ୍ତୁ.
04:35 ମେନ୍ ମେନୁରେ, ଆମର ସମସ୍ତ Eventsର ତାଲିକା ସହିତ Events ନାମକ ଏକ ଟାବ୍ ଅଛି
04:44 ଏଠାରେ, ଭିନ୍ନ ପ୍ରକାର ଓ ଆକାରର ସମସ୍ତ Event Logos ଅଛି
04:50 ଆମ ପାଖରେ Event Website ଓ Event Date ଅଛି
04:55 ମନେରଖନ୍ତୁ, Events Content Type ପାଇଁ ଆମର Teaser Modeରେ ଆମେ ଏହାକୁ ଅପଡେଟ୍ କରିପାରିବା, ଯଦି ଆମେ ଏହାକୁ ବଦଳାଇବାକୁ ଚାହିଁବା
05:04 ଏତିକି! ଆମର ସମସ୍ତ Events ପାଇଁ ଏହା ହେଉଛି ଲେଣ୍ଡିଙ୍ଗ୍ ପେଜ୍
05:09 Drupalରେ ଏକ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି, ଆମ ୱେବ୍ ସାଇଟ୍ ର Block Regions କିମ୍ୱା Side Barରେ ସୂଚନା ସ୍ଥାପିତ କରିବାର ସାମର୍ଥ୍ୟତା
05:19 ପୂର୍ବେ, ଯଦି ଆମେ ଏକ ନୂଆ Event ଆଡ୍ କରିଥାନ୍ତେ, ତେବେ ଆମକୁ ପ୍ରତ୍ୟେକ ପେଜ୍ ରେ ଥିବା Sidebarରେ ଆସିବାକୁ ପଡ଼ିଥାନ୍ତା, ଯାହା ଅନ୍ ଥାଏ ଓ ସାଇଡ୍ ବାର୍ କୁ ଅପଡେଟ୍ କରେ
05:31 ଏବେ, ଆମର କଣ୍ଟେଣ୍ଟକୁ Views ଆପେ ଆପେ ଅପଡେଟ୍ କରେ
05:36 Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ
05:41 ଯେହେତୁ ଆମକୁ ଏଠାକୁ ବହୁତ ଥର ଆସିବାକୁ ହୁଏ, Star କ୍ଲିକ୍ କରି ଚାଲନ୍ତୁ ଏହାକୁ ଆମର ଶର୍ଟକଟ୍ ରେ ଆଡ୍ କରିଦେବା. ଏବେ, Add New View ଉପରେ କ୍ଲିକ୍ କରନ୍ତୁ
05:53 View Nameରେ ଟାଇପ୍ କରନ୍ତୁ: Recent Events Added. ଏହା, ଆମ ସାଇଟ୍ ରେ ଆମେ ଆଡ୍ କରିଥିବା ଲାଟେଷ୍ଟ Eventsର ଏକ ତାଲିକା ହେବ
06:04 ଏବେ, Content of Typeକୁ Allରୁ Eventsକୁ ବଦଳାଇଦିଅନ୍ତୁ
06:09 Create a Block ଚୟନ କରନ୍ତୁ. Sorted Byକୁ Newest First ଭାବରେ ଛାଡ଼ିଦିଅନ୍ତୁ
06:18 Block Titleରେ ଟାଇପ୍ କରନ୍ତୁ: "Recently Added Events", କେବଳ ଏହା ଦେଖାଇବା ପାଇଁ ଯେ, ଆମେ ଭିନ୍ନ ନାମ ଓ ଟାଇଟଲ୍ ରଖିପାରିବା
06:28 Viewsର ବିଭିନ୍ନ Styles କ୍ରିଏଟ୍ କରିବାକୁ Drupal ଆମକୁ ଅନୁମତି ଦେଇଥାଏ. Block ପିଛା 5 ଆଇଟମ୍ସ ସହିତ ଏହାକୁ ଆମେ Unformatted List ଭାବରେ ଛାଡ଼ିଦେବା
06:40 Use a Pager ଚେକ୍ କରନ୍ତୁ ନାହିଁ. ଯଦି ସେପରି କରିବା, ତେବେ ଆମେ ଆମର Block ତଳେ Page One of Three, Two of Three ଆଦି ପରି ନମ୍ୱର୍ସ ପାଇବା
06:53 Save and Editରେ କ୍ଲିକ୍ କରନ୍ତୁ. ପ୍ରିଭ୍ୟୁକୁ ଦେଖନ୍ତୁ. ଏହା, ନିକଟରେ ଆଡ୍ ହୋଇଥିବା Events ଟାଇଟଲ୍ସର ଏକ ତାଲିକା ପ୍ରଦର୍ଶିତ କରେ
07:05 ଏଠାରେ ତାହା ଏକ Block ପ୍ରଦର୍ଶିତ କରୁଛି. Format ହେଉଛି ଏକ Unformatted List. Fieldଗୁଡ଼ିକ ହେଉଛି Title Fields
07:16 ଆଉ Filter Criteria ହେଉଛି, ପ୍ରକାଶନ ତାରିଖର Descending Orderରେ Published Events
07:24 Save ଉପରେ କ୍ଲିକ୍ କରନ୍ତୁ. ଏହା କେଉଁଠାରେ ଦେଖାଯିବ ନାହିଁ, କାରଣ ଆମେ ଏପର୍ଯ୍ୟନ୍ତ Block ସ୍ଥାପିତ କରିନାହେଁ
07:33 Structure ଓ Block Layout ଉପରେ କ୍ଲିକ୍ କରନ୍ତୁ. Sidebar First Regionରେ Blockକୁ ରଖନ୍ତୁ
07:43 Place Block ଉପରେ କ୍ଲିକ୍ କରନ୍ତୁ. ଯେତେବେଳେ ଆମେ Scroll Down କରିବା, Recent Events Added ନାମକ Block ଦେଖିବା. Place Block ଉପରେ କ୍ଲିକ୍ କରନ୍ତୁ.
07:54 ଯେହେତୁ ଆମେ Blocksକୁ ସବିଶେଷ ଭାବେ ଏପର୍ଯ୍ୟନ୍ତ ଜାଣିନେ, ତେଣୁ ଏବେପାଇଁ କେବଳ Save କ୍ଲିକ୍ କରିବା. ଏହା ପ୍ରତ୍ୟେକ ପେଜ୍ ରେ ଦେଖାଦେବ. ଆମେ, ପରେ ତାକୁ ଏଡିଟ୍ କରିବା
08:06 ଏହା, Search ପରେ କ୍ରମରେ ପ୍ରଦର୍ଶିତ ହେବ. Save Blocks କ୍ଲିକ୍ କରନ୍ତୁ
08:13 Back to Site କ୍ଲିକ୍ କରନ୍ତୁ. ଆଉ, ପ୍ରତ୍ୟେକ ପେଜ୍ ରେ ଏକ ନୂଆ Block ରହିବ, ଯାହା ଆମ ସାଇଟ୍ ରେ ଅତି ନିକଟରେ ଆଡ୍ ହୋଇଥିବା Events ଦେଇଥାଏ
08:24 ଏହାକୁ ପୁଣିଥରେ କନଫିଗର୍ କରିବାର ଆବଶ୍ୟକତା ନାହିଁ. ଆପଣ ଏହାକୁ, ଯେଉଁଠାରେ ଚାହିଁବେ ରଖିପାରିବେ ଓ ଏହା ସବୁବେଳେ ଅପ୍-ଟୁ-ଡେଟ୍ ରହିବ
08:33 ତାହା ହେଉଛି, ପ୍ରକାଶନ ତାରିଖ କ୍ରମରେ ଆମର Event Content Type ବ୍ୟବହାର କରି Block Viewର ଏକ ଉଦାହରଣ
08:42 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:46 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Views, Teaser ସହିତ ଗୋଟିଏ ପେଜ୍ ଓ ଏକ ସରଳ Block View
09:01 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
09:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:29 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
09:42 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep