Difference between revisions of "Drupal/C2/User-group-and-Entity-Reference/Oriya"

From Script | Spoken-Tutorial
Jump to: navigation, search
 
Line 1: Line 1:
{| Border =1  
+
{| border = 1
| <center>Time</center>
+
|'''Time'''
| <center>Narration</center>
+
|'''Narration'''
  
 
|-
 
|-
| 00:01
+
|00:01
| '''User Group and Entity Reference''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
+
|'''User Group and Entity Reference''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
 +
 
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: '''User Group Content type''' କ୍ରିଏଟ କରିବା
+
|ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: '''User Group Content type''' କ୍ରିଏଟ କରିବା
 +
 
 
|-
 
|-
| 00:11
+
|00:11
| '''User Group''' fields ଆଡ୍ କରିବା ଏବଂ '''Content types''' ସହ '''Entity reference''' ସଂଯୋଗ କରିବା
+
|'''User Group''' fields ଆଡ୍ କରିବା ଏବଂ '''Content types''' ସହ '''Entity reference''' ସଂଯୋଗ କରିବା
 +
 
 
|-
 
|-
| 00:18
+
|00:18
| ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି: '''Ubuntu Operating System''', '''Drupal 8''' ଏବଂ '''Firefox''' ୱେବ୍ ବ୍ରାଉଜର
+
|ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି: '''Ubuntu Operating System''', '''Drupal 8''' ଏବଂ '''Firefox''' ୱେବ୍ ବ୍ରାଉଜର
 +
 
 
|-
 
|-
| 00:27
+
|00:27
| ନିଜ ଇଚ୍ଛା ଅନୁସାରେ ଯେକୌଣସି ୱେବ୍ ବ୍ରାଉଜର ବ୍ୟବହାର କରିପାରିବେ
+
|ନିଜ ଇଚ୍ଛା ଅନୁସାରେ ଯେକୌଣସି ୱେବ୍ ବ୍ରାଉଜର ବ୍ୟବହାର କରିପାରିବେ
 +
 
 
|-
 
|-
| 00:32
+
|00:32
| ପୂର୍ବ ଟ୍ୟୁଟୋରିଆଲରେ କ୍ରିଏଟ କରିଥିବା '''Events Content type''' ମନେପକାନ୍ତୁ
+
|ପୂର୍ବ ଟ୍ୟୁଟୋରିଆଲରେ କ୍ରିଏଟ କରିଥିବା '''Events Content type''' ମନେପକାନ୍ତୁ
 +
 
 
|-
 
|-
| 00:38
+
|00:38
| ଏଠାରେ ପ୍ରଦର୍ଶିତ ପ୍ରଥମ ପାଞ୍ଚଟି '''fields''' କ୍ରିଏଟ କରାଯାଇଛି
+
|ଏଠାରେ ପ୍ରଦର୍ଶିତ ପ୍ରଥମ ପାଞ୍ଚଟି '''fields''' କ୍ରିଏଟ କରାଯାଇଛି
 +
 
 
|-
 
|-
| 00:42
+
|00:42
| '''Event Sponsor field''' କ୍ରିଏଟ କରିବା ପାଇଁ, '''User Groups Content type''' କ୍ରିଏଟ କରିବା ଆବଶ୍ୟକ
+
|'''Event Sponsor field''' କ୍ରିଏଟ କରିବା ପାଇଁ, '''User Groups Content type''' କ୍ରିଏଟ କରିବା ଆବଶ୍ୟକ
 +
 
 
|-
 
|-
| 00:48
+
|00:48
| '''User Groups''' ହେଉଛନ୍ତି ଜନଗୋଷ୍ଠୀ, ଯେଉଁମାନେ ଏକତ୍ର ହୋଇ କିଛି କାର୍ଯ୍ୟକ୍ରମ ଆୟୋଜନ କରନ୍ତି
+
|'''User Groups''' ହେଉଛନ୍ତି ଜନଗୋଷ୍ଠୀ, ଯେଉଁମାନେ ଏକତ୍ର ହୋଇ କିଛି କାର୍ଯ୍ୟକ୍ରମ ଆୟୋଜନ କରନ୍ତି
 +
 
 
|-
 
|-
| 00:54
+
|00:54
| ଉଦାହରଣ ସ୍ୱରୁପ- '''Cincinnati User group''', '''Drupal Mumbai group''', '''Bangalore Drupal group''' ଇତ୍ୟାଦି
+
|ଉଦାହରଣ ସ୍ୱରୁପ- '''Cincinnati User group''', '''Drupal Mumbai group''', '''Bangalore Drupal group''' ଇତ୍ୟାଦି
 +
 
 
|-
 
|-
| 01:03
+
|01:03
| ପ୍ରଥମେ କାଗଜ ଉପରେ '''User Groups''' ଆଙ୍କନ୍ତୁ
+
|ପ୍ରଥମେ କାଗଜ ଉପରେ '''User Groups''' ଆଙ୍କନ୍ତୁ
 +
 
 
|-
 
|-
| 01:07
+
|01:07
| ଗୋଟିଏ ଗ୍ରୁପ୍ ର ଏକ ୱେବ୍ସାଇଟ ରେ, ଜଣେ contact person, ସେମାନଙ୍କ ଇମେଲ ଏବଂ ସେମାନଙ୍କ ଅନୁଭୂତି ସ୍ତର ଥାଇପାରେ
+
|ଗୋଟିଏ ଗ୍ରୁପ୍ ର ଏକ ୱେବ୍ସାଇଟ ରେ, ଜଣେ contact person, ସେମାନଙ୍କ ଇମେଲ ଏବଂ ସେମାନଙ୍କ ଅନୁଭୂତି ସ୍ତର ଥାଇପାରେ
 +
 
 
|-
 
|-
| 01:15
+
|01:15
| '''URL''' ଏବଂ '''Email''' ପାଇଁ '''Drupal''' ର ଡିଫଲ୍ଟ fields ରହିଛି, ତେଣୁ ଏହି '''field types''' ଚୟନ କରନ୍ତୁ
+
|'''URL''' ଏବଂ '''Email''' ପାଇଁ '''Drupal''' ର ଡିଫଲ୍ଟ fields ରହିଛି, ତେଣୁ ଏହି '''field types''' ଚୟନ କରନ୍ତୁ
 +
 
 
|-
 
|-
| 01:23
+
|01:23
| ଜଣେ ବ୍ୟକ୍ତିଙ୍କ ନାମ ଏକ '''Name field''' ଦ୍ୱାରା କ୍ୟାପ୍ଚର ହୋଇପାରିବ, କିନ୍ତୁ ଏବେ '''Text (plain)''' ବ୍ୟବହାର କରିବା
+
|ଜଣେ ବ୍ୟକ୍ତିଙ୍କ ନାମ ଏକ '''Name field''' ଦ୍ୱାରା କ୍ୟାପ୍ଚର ହୋଇପାରିବ, କିନ୍ତୁ ଏବେ '''Text (plain)''' ବ୍ୟବହାର କରିବା
 +
 
 
|-
 
|-
| 01:31
+
|01:31
| "Beginner, Intermediate" କିମ୍ବା "Advanced" ମଧ୍ୟରୁ ଗୋଟିଏ User experience levels ହୋଇପାରିବ
+
|"Beginner, Intermediate" କିମ୍ବା "Advanced" ମଧ୍ୟରୁ ଗୋଟିଏ User experience levels ହୋଇପାରିବ
 +
 
 
|-
 
|-
| 01:39
+
|01:39
| ଏହାକୁ ଲାଗୁ କରିବା ପାଇଁ ଏକ "List (text)" '''Field Type''' ଚୟନ କରନ୍ତୁ
+
|ଏହାକୁ ଲାଗୁ କରିବା ପାଇଁ ଏକ "List (text)" '''Field Type''' ଚୟନ କରନ୍ତୁ
 +
 
 
|-
 
|-
| 01:45
+
|01:45
| ଏଠାରେ ଥିବା ଶେଷ '''field''' ହେଉଛି ଏହି ଗ୍ରୁପ୍ ଦ୍ୱାରା ପ୍ରଯୋଜିତ ସମସ୍ତ ଇଭେଣ୍ଟ କ୍ୟାପ୍ଚର କରିବା ପାଇଁ  
+
|ଏଠାରେ ଥିବା ଶେଷ '''field''' ହେଉଛି ଏହି ଗ୍ରୁପ୍ ଦ୍ୱାରା ପ୍ରଯୋଜିତ ସମସ୍ତ ଇଭେଣ୍ଟ କ୍ୟାପ୍ଚର କରିବା ପାଇଁ  
 +
 
 
|-
 
|-
| 01:51
+
|01:51
| ଏଥିପାଇଁ, ଉପସ୍ଥିତ '''Events Content type''' ସହ ଲିଙ୍କ କରିବାକୁ '''Entity reference field''' ବ୍ୟବହାର କରିପାରିବା
+
|ଏଥିପାଇଁ, ଉପସ୍ଥିତ '''Events Content type''' ସହ ଲିଙ୍କ କରିବାକୁ '''Entity reference field''' ବ୍ୟବହାର କରିପାରିବା
 +
 
 
|-
 
|-
| 02:01
+
|02:01
| ''' User Groups Content type''' ସେଟ୍ ଅପ୍ କରନ୍ତୁ
+
|''' User Groups Content type''' ସେଟ୍ ଅପ୍ କରନ୍ତୁ
 +
 
 
|-
 
|-
| 02:05
+
|02:05
| '''Add content type''' କ୍ଲିକ୍ କରି ଏହାକୁ "User Groups" ଭାବେ ନାମ ଦିଅନ୍ତୁ
+
|'''Add content type''' କ୍ଲିକ୍ କରି ଏହାକୁ "User Groups" ଭାବେ ନାମ ଦିଅନ୍ତୁ
 +
 
 
|-
 
|-
| 02:11
+
|02:11
| ଧ୍ୟାନଦିଅନ୍ତୁ ଯେ '''Machine name''' ହେଉଛି '''user underscore groups'''
+
|ଧ୍ୟାନଦିଅନ୍ତୁ ଯେ '''Machine name''' ହେଉଛି '''user underscore groups'''
 +
 
 
|-
 
|-
| 02:16
+
|02:16
| '''Description''' ଭିତରେ "This is where we track the Drupal groups from around the world" ଟାଇପ୍ କରନ୍ତୁ
+
|'''Description''' ଭିତରେ "This is where we track the Drupal groups from around the world" ଟାଇପ୍ କରନ୍ତୁ
 +
 
 
|-
 
|-
| 02:23
+
|02:23
| '''Title field label'''ରେ ଏହାକୁ "User Group Name" ଭାବେ ନାମ ଦିଅନ୍ତୁ
+
|'''Title field label'''ରେ ଏହାକୁ "User Group Name" ଭାବେ ନାମ ଦିଅନ୍ତୁ
 +
 
 
|-
 
|-
| 02:29
+
|02:29
| ସମାନ ଭାବେ '''Events Content type''' କୁ ସେଟ୍ ଅପ୍ କରନ୍ତୁ
+
|ସମାନ ଭାବେ '''Events Content type''' କୁ ସେଟ୍ ଅପ୍ କରନ୍ତୁ
 +
 
 
|-
 
|-
| 02:35
+
|02:35
| '''Publishing options''' ଟାବ୍ କ୍ଲିକ୍ କରନ୍ତୁ
+
|'''Publishing options''' ଟାବ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:38
+
|02:38
| '''Default options''' ଅଧିନରେ, '''Create new revision''', '''Published''' ଏବଂ  '''Promoted to front page''' ପାଇଁ ବକ୍ସଗୁଡ଼ିକୁ ଚେକ୍ କରନ୍ତୁ
+
|'''Default options''' ଅଧିନରେ, '''Create new revision''', '''Published''' ଏବଂ  '''Promoted to front page''' ପାଇଁ ବକ୍ସଗୁଡ଼ିକୁ ଚେକ୍ କରନ୍ତୁ
 +
 
 
|-
 
|-
| 02:48
+
|02:48
| ଏବେ '''Display settings''' ଟାବ୍ କ୍ଲିକ୍ କରନ୍ତୁ
+
|ଏବେ '''Display settings''' ଟାବ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:52
+
|02:52
| ଏହାପରେ '''Display author and date information''' ପାଇଁ ବକ୍ସକୁ uncheck କରନ୍ତୁ
+
|ଏହାପରେ '''Display author and date information''' ପାଇଁ ବକ୍ସକୁ uncheck କରନ୍ତୁ
 +
 
 
|-
 
|-
| 02:58
+
|02:58
| ଶେଷରେ '''Menu settings''' ଟାବ୍ କ୍ଲିକ୍ କରନ୍ତୁ ଏବଂ '''Main navigation''' ପାଇଁ ବକ୍ସକୁ uncheck କରନ୍ତୁ
+
|ଶେଷରେ '''Menu settings''' ଟାବ୍ କ୍ଲିକ୍ କରନ୍ତୁ ଏବଂ '''Main navigation''' ପାଇଁ ବକ୍ସକୁ uncheck କରନ୍ତୁ
 +
 
 
|-
 
|-
| 03:05
+
|03:05
| ଏହାକୁ ସେଟ୍ କଲା ପରେ, ତଳେ ଥିବା '''Save and manage fields''' ବଟନ୍ ଉପରେ କ୍ଲିକ୍ କରିପାରିବା
+
|ଏହାକୁ ସେଟ୍ କଲା ପରେ, ତଳେ ଥିବା '''Save and manage fields''' ବଟନ୍ ଉପରେ କ୍ଲିକ୍ କରିପାରିବା
 +
 
 
|-
 
|-
| 03:13
+
|03:13
| ''' Manage fields''' ପେଜ୍ ଡିସ୍ପ୍ଲେ ହେବ
+
|''' Manage fields''' ପେଜ୍ ଡିସ୍ପ୍ଲେ ହେବ
 +
 
 
|-
 
|-
| 03:17
+
|03:17
| ଏଠାରେ '''Body''' ପାଇଁ '''Label''' ବଦଳାନ୍ତୁ
+
|ଏଠାରେ '''Body''' ପାଇଁ '''Label''' ବଦଳାନ୍ତୁ
 +
 
 
|-
 
|-
| 03:21
+
|03:21
| '''Operations''' column ଅନ୍ତର୍ଗତ '''Edit''' ବଟନ୍କୁ କ୍ଲିକ୍ କରନ୍ତୁ
+
|'''Operations''' column ଅନ୍ତର୍ଗତ '''Edit''' ବଟନ୍କୁ କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:26
+
|03:26
| '''Label field''' ରେ "User Group Description" ଟାଇପ୍ କରି ତଳେ ଥିବା '''Save settings''' ବଟନ୍ କ୍ଲିକ୍ କରନ୍ତୁ
+
|'''Label field''' ରେ "User Group Description" ଟାଇପ୍ କରି ତଳେ ଥିବା '''Save settings''' ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:36
+
|03:36
| ଉପର ଭାଗରେ green success message ଦେଖିପାରିବେ
+
|ଉପର ଭାଗରେ green success message ଦେଖିପାରିବେ
 +
 
 
|-
 
|-
| 03:40
+
|03:40
| ଏହି '''Content type''' ପାଇଁ 5 ଟି field ସେଟ୍ ଅପ୍ କରିବା
+
|ଏହି '''Content type''' ପାଇଁ 5 ଟି field ସେଟ୍ ଅପ୍ କରିବା
 +
 
 
|-
 
|-
| 03:46
+
|03:46
| ଗୋଟିଏ '''field''' କ୍ରିଏଟ୍ କରିଛେ, ଚାଲନ୍ତୁ ଆଉ ଗୋଟିଏ '''field''' କ୍ରିଏଟ କରିବା
+
|ଗୋଟିଏ '''field''' କ୍ରିଏଟ୍ କରିଛେ, ଚାଲନ୍ତୁ ଆଉ ଗୋଟିଏ '''field''' କ୍ରିଏଟ କରିବା
 +
 
 
|-
 
|-
| 03:52
+
|03:52
| '''Add field''' ବଟନ୍ କ୍ଲିକ୍ କରନ୍ତୁ
+
|'''Add field''' ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:55
+
|03:55
| ଏଠାରେ '''Reuse an existing field''' drop-down ଉପରେ କ୍ଲିକ୍ କରନ୍ତୁ
+
|ଏଠାରେ '''Reuse an existing field''' drop-down ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:02
+
|04:02
| ଧ୍ୟାନଦିଅନ୍ତୁ ଯେ, ''' Link: field_event_ website''' field ଉପଲବ୍ଧ ଅଛି
+
|ଧ୍ୟାନଦିଅନ୍ତୁ ଯେ, ''' Link: field_event_ website''' field ଉପଲବ୍ଧ ଅଛି
 +
 
 
|-
 
|-
| 04:08
+
|04:08
| କାରଣ, ଏହାକୁ ଆମେ '''Event website''' ଭାବେ ନାମ ଦେଇସାରିଛେ
+
|କାରଣ, ଏହାକୁ ଆମେ '''Event website''' ଭାବେ ନାମ ଦେଇସାରିଛେ
 +
 
 
|-
 
|-
| 04:13
+
|04:13
| Drupal database ଭିତରେ ଗୋଟିଏ field କୁ ପୁନଃ ବ୍ୟବହାର କରିବା ଦ୍ୱାରା '''table''' କୁ ବ୍ୟବହାର କରିବାର ଅନୁମତି ମିଳେ
+
|Drupal database ଭିତରେ ଗୋଟିଏ field କୁ ପୁନଃ ବ୍ୟବହାର କରିବା ଦ୍ୱାରା '''table''' କୁ ବ୍ୟବହାର କରିବାର ଅନୁମତି ମିଳେ
 +
 
 
|-
 
|-
| 04:20
+
|04:20
| ସମାନ field ପାଇଁ ବିଭିନ୍ନ ସେଟିଙ୍ଗ ପରିଚାଳନା କରିବା ଦ୍ୱାରା ଏହା ସମ୍ପନ୍ନ ହୁଏ
+
|ସମାନ field ପାଇଁ ବିଭିନ୍ନ ସେଟିଙ୍ଗ ପରିଚାଳନା କରିବା ଦ୍ୱାରା ଏହା ସମ୍ପନ୍ନ ହୁଏ
 +
 
 
|-
 
|-
| 04:25
+
|04:25
| ଏହି ମାମଲାରେ, ଏକ ନୂଆ field ସେଟ୍ ଅପ୍ କରିବାକୁ ଏହା ଅଧିକ ଗୁରୁତ୍ୱ ଦିଏ
+
|ଏହି ମାମଲାରେ, ଏକ ନୂଆ field ସେଟ୍ ଅପ୍ କରିବାକୁ ଏହା ଅଧିକ ଗୁରୁତ୍ୱ ଦିଏ
 +
 
 
|-
 
|-
| 04:30
+
|04:30
| '''Add a new field''' drop-downରେ '''"Link" field type''' ଚୟନ କରନ୍ତୁ
+
|'''Add a new field''' drop-downରେ '''"Link" field type''' ଚୟନ କରନ୍ତୁ
 +
 
 
|-
 
|-
| 04:35
+
|04:35
| '''Label''' ଭିତରେ "Group Website" ଟାଇପ୍ କରନ୍ତୁ
+
|'''Label''' ଭିତରେ "Group Website" ଟାଇପ୍ କରନ୍ତୁ
 +
 
 
|-
 
|-
| 04:39
+
|04:39
| '''Save and continue''' କ୍ଲିକ୍ କରନ୍ତୁ ଏବଂ ଏହାପରେ '''Save field settings''' କ୍ଲିକ୍ କରନ୍ତୁ
+
|'''Save and continue''' କ୍ଲିକ୍ କରନ୍ତୁ ଏବଂ ଏହାପରେ '''Save field settings''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:45
+
|04:45
| ଏଥରକ '''External links only''' ସିଲେକ୍ଟ କରନ୍ତୁ, କାରଣ ଏପର୍ଯ୍ୟନ୍ତ Drupalvilleରେ ପ୍ରକୃତରେ କୌଣସି User Groups ନାହଁତ
+
|ଏଥରକ '''External links only''' ସିଲେକ୍ଟ କରନ୍ତୁ, କାରଣ ଏପର୍ଯ୍ୟନ୍ତ Drupalvilleରେ ପ୍ରକୃତରେ କୌଣସି User Groups ନାହଁତ
 +
 
 
|-
 
|-
| 04:54
+
|04:54
| ତଳେ ଥିବା '''Save settings''' ବଟନ୍ କ୍ଲିକ୍ କରନ୍ତୁ
+
|ତଳେ ଥିବା '''Save settings''' ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:57
+
|04:57
| ପୁଣିଥରେ '''Add field''' କ୍ଲିକ୍ କରନ୍ତୁ
+
|ପୁଣିଥରେ '''Add field''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:01
+
|05:01
| ଏବେ, contact person’s name ପାଇଁ ଏକ ''' Text field''' ବ୍ୟବହାର କରିବା
+
|ଏବେ, contact person’s name ପାଇଁ ଏକ ''' Text field''' ବ୍ୟବହାର କରିବା
 +
 
 
|-
 
|-
| 05:07
+
|05:07
| ''' Add a new field''' drop-down କ୍ଲିକ୍ କରନ୍ତୁ ଏବଂ '''field type "Text (plain)"''' ଚୟନ କରନ୍ତୁ
+
|''' Add a new field''' drop-down କ୍ଲିକ୍ କରନ୍ତୁ ଏବଂ '''field type "Text (plain)"''' ଚୟନ କରନ୍ତୁ
 +
 
 
|-
 
|-
| 05:14
+
|05:14
| '''Label''' ର ନାମ "Group Contact" ଦିଅନ୍ତୁ
+
|'''Label''' ର ନାମ "Group Contact" ଦିଅନ୍ତୁ
 +
 
 
|-
 
|-
| 05:18
+
|05:18
| '''Save and continue''' ଏବଂ ତା’ପରେ '''Save field settings''' କ୍ଲିକ୍ କରନ୍ତୁ
+
|'''Save and continue''' ଏବଂ ତା’ପରେ '''Save field settings''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:24
+
|05:24
| ବର୍ତ୍ତମାନ, ତଳେ ଥିବା '''Save settings''' ବଟନ୍ କ୍ଲିକ୍ କରନ୍ତୁ
+
|ବର୍ତ୍ତମାନ, ତଳେ ଥିବା '''Save settings''' ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:28
+
|05:28
| ପୁଣିଥରେ '''Add field''' କ୍ଲିକ୍ କରି drop-down ରୁ "Email" field ସିଲେକ୍ଟ କରନ୍ତୁ
+
|ପୁଣିଥରେ '''Add field''' କ୍ଲିକ୍ କରି drop-down ରୁ "Email" field ସିଲେକ୍ଟ କରନ୍ତୁ
 +
 
 
|-
 
|-
| 05:37
+
|05:37
| '''Label''' ର ନାମ "Contact Email" ଦିଅନ୍ତୁ, '''Save and continue''' ବଟନ୍ କ୍ଲିକ୍ କରନ୍ତୁ
+
|'''Label''' ର ନାମ "Contact Email" ଦିଅନ୍ତୁ, '''Save and continue''' ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:44
+
|05:44
| '''Allowed number of values''' ଭିତରୁ ଗୋଟିଏ ଦରକାର, '''Save field settings''' କ୍ଲିକ୍ କରନ୍ତୁ
+
|'''Allowed number of values''' ଭିତରୁ ଗୋଟିଏ ଦରକାର, '''Save field settings''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:52
+
|05:52
| ଏଠାରେ ଅନ୍ୟ କୌଣସି ସେଟିଙ୍ଗ୍ସ ନାହିଁ, ତେଣୁ ତଳେ ଥିବା '''Save settings''' ବଟନ୍ କ୍ଲିକ୍ କରନ୍ତୁ
+
|ଏଠାରେ ଅନ୍ୟ କୌଣସି ସେଟିଙ୍ଗ୍ସ ନାହିଁ, ତେଣୁ ତଳେ ଥିବା '''Save settings''' ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:59
+
|05:59
| ପୁଣିଥରେ '''Add field''' ବଟନ୍ କ୍ଲିକ୍ କରନ୍ତୁ
+
|ପୁଣିଥରେ '''Add field''' ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:03
+
|06:03
| ବର୍ତ୍ତମାନ, '''Field type''' drop-downରେ "List (text)" ଅପ୍ସନ ସିଲେକ୍ଟ କରନ୍ତୁ
+
|ବର୍ତ୍ତମାନ, '''Field type''' drop-downରେ "List (text)" ଅପ୍ସନ ସିଲେକ୍ଟ କରନ୍ତୁ
 +
 
 
|-
 
|-
| 06:09
+
|06:09
| '''Label''' field ଭିତରେ "Group Experience" ଟାଇପ୍ କରନ୍ତୁ ଏବଂ ଏହାପରେ '''Save and continue''' ବଟନ୍ କ୍ଲିକ୍ କରନ୍ତୁ
+
|'''Label''' field ଭିତରେ "Group Experience" ଟାଇପ୍ କରନ୍ତୁ ଏବଂ ଏହାପରେ '''Save and continue''' ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:16
+
|06:16
| '''Field type''' ବାବଦରେ ଗୋଟିଏ ଜିନିଷ ମନେରଖିବା ଉଚିତ, ଯାହା ଏହି ମେସେଜ୍ରେ ଦିଆଯାଇଛି
+
|'''Field type''' ବାବଦରେ ଗୋଟିଏ ଜିନିଷ ମନେରଖିବା ଉଚିତ, ଯାହା ଏହି ମେସେଜ୍ରେ ଦିଆଯାଇଛି
 +
 
 
|-
 
|-
| 06:23
+
|06:23
| "These settings impact the way the data is stored in the database and cannot be changed once data has been created".
+
|"These settings impact the way the data is stored in the database and cannot be changed once data has been created".
 +
 
 
|-
 
|-
| 06:32
+
|06:32
| ଏହା planning କୁ ଜୋର୍ ଦେବାର ଗୋଟିଏ କାରଣ
+
|ଏହା planning କୁ ଜୋର୍ ଦେବାର ଗୋଟିଏ କାରଣ
 +
 
 
|-
 
|-
| 06:37
+
|06:37
| ଏଠାରେ valueଗୁଡ଼ିକୁ ଆଡ୍ କରନ୍ତୁ- "Beginner, Intermediate, Advanced" ଏବଂ "Expert"
+
|ଏଠାରେ valueଗୁଡ଼ିକୁ ଆଡ୍ କରନ୍ତୁ- "Beginner, Intermediate, Advanced" ଏବଂ "Expert"
 +
 
 
|-
 
|-
| 06:44
+
|06:44
| ସେଗୁଡ଼ିକୁ applicable କରିବା ପାଇଁ '''User Group''' ଏହି ଭାଲ୍ୟୁଗୁଡ଼ିକ ମଧ୍ୟରୁ ଏକାଧିକ ଭାଲ୍ୟୁ ସହଜରେ ଗ୍ରହଣ କରିପାରିବ
+
|ସେଗୁଡ଼ିକୁ applicable କରିବା ପାଇଁ '''User Group''' ଏହି ଭାଲ୍ୟୁଗୁଡ଼ିକ ମଧ୍ୟରୁ ଏକାଧିକ ଭାଲ୍ୟୁ ସହଜରେ ଗ୍ରହଣ କରିପାରିବ
 +
 
 
|-
 
|-
| 06:51
+
|06:51
| '''Allowed number of values''' କୁ '''Limited''' ରୁ '''Unlimited''' କୁ ବଦଳାନ୍ତୁ ଏବଂ ଏହାପରେ '''Save field settings''' କ୍ଲିକ୍ କରନ୍ତୁ
+
|'''Allowed number of values''' କୁ '''Limited''' ରୁ '''Unlimited''' କୁ ବଦଳାନ୍ତୁ ଏବଂ ଏହାପରେ '''Save field settings''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 07:01
+
|07:01
| ଏବେ '''Save settings''' କ୍ଲିକ୍ କରନ୍ତୁ
+
|ଏବେ '''Save settings''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 07:04
+
|07:04
| ଏଠାରେ ଆଉ ଗୋଟିଏ field ଆଡ୍ କରିବାର ଅଛି, ତାହା ହେଉଛି '''Entity reference field'''
+
|ଏଠାରେ ଆଉ ଗୋଟିଏ field ଆଡ୍ କରିବାର ଅଛି, ତାହା ହେଉଛି '''Entity reference field'''
 +
 
 
|-
 
|-
| 07:10
+
|07:10
| ଏବେ '''Entity Reference''' କ’ଣ ଏବଂ ଏହାକୁ କେମିତି କ୍ରିଏଟ୍ କରାଯାଏ, ଶିଖିବା
+
|ଏବେ '''Entity Reference''' କ’ଣ ଏବଂ ଏହାକୁ କେମିତି କ୍ରିଏଟ୍ କରାଯାଏ, ଶିଖିବା
 +
 
 
|-
 
|-
| 07:17
+
|07:17
| ଗୋଟିଏ ଜିନିଷ ଆମକୁ ଏହି ୱେବସାଇଟରେ କରିବାର ଆବଶ୍ୟକ ଅଛି, ତାହା ଏହିକି ଯେ- '''Events''' କୁ '''User Groups''' ଏବଂ ''' User Groups''' କୁ '''Events''' ପ୍ରଯୋଜିତ କରିପାରିବ
+
|ଗୋଟିଏ ଜିନିଷ ଆମକୁ ଏହି ୱେବସାଇଟରେ କରିବାର ଆବଶ୍ୟକ ଅଛି, ତାହା ଏହିକି ଯେ- '''Events''' କୁ '''User Groups''' ଏବଂ ''' User Groups''' କୁ '''Events''' ପ୍ରଯୋଜିତ କରିପାରିବ
 +
 
 
|-
 
|-
| 07:28
+
|07:28
| ଗୋଟିଏ ୱେବ୍ସାଇଟରେ ଏହା ଏକ ସାଧାରଣ କଥା, ଯେଉଁଠି ଦୁଇଟି ଭିନ୍ନ contentsକୁ ଆପଣ ଏକତ୍ର '''link''' କରିବାକୁ ଚାହିଁବେ
+
|ଗୋଟିଏ ୱେବ୍ସାଇଟରେ ଏହା ଏକ ସାଧାରଣ କଥା, ଯେଉଁଠି ଦୁଇଟି ଭିନ୍ନ contentsକୁ ଆପଣ ଏକତ୍ର '''link''' କରିବାକୁ ଚାହିଁବେ
 +
 
 
|-
 
|-
| 07:35
+
|07:35
| '''User Groups''' ଦ୍ୱାରା '''Events''' ପ୍ରଯୋଜିତ କରାଯାଏ, ତେଣୁ ପ୍ରତ୍ୟେକ ଇଭେଣ୍ଟରେ '''User Group''' ସୂଚନା ରଖିବା ଦରକାର
+
|'''User Groups''' ଦ୍ୱାରା '''Events''' ପ୍ରଯୋଜିତ କରାଯାଏ, ତେଣୁ ପ୍ରତ୍ୟେକ ଇଭେଣ୍ଟରେ '''User Group''' ସୂଚନା ରଖିବା ଦରକାର
 +
 
 
|-
 
|-
| 07:45
+
|07:45
| ଏବେ, ଏହାକୁ ସେଟ୍ ଅପ୍ କରନ୍ତୁ. '''Add field''' କ୍ଲିକ୍ କରନ୍ତୁ
+
|ଏବେ, ଏହାକୁ ସେଟ୍ ଅପ୍ କରନ୍ତୁ. '''Add field''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 07:49
+
|07:49
| ଯଦି ଆପଣ ଜଣେ database person, ତେବେ ଏହାକୁ data ମଧ୍ୟରେ '''many to many relationship''' ଭାବେ ଚିହ୍ନଟ କରିବେ
+
|ଯଦି ଆପଣ ଜଣେ database person, ତେବେ ଏହାକୁ data ମଧ୍ୟରେ '''many to many relationship''' ଭାବେ ଚିହ୍ନଟ କରିବେ
 +
 
 
|-
 
|-
| 07:57
+
|07:57
| '''Add a new field''' drop-down କ୍ଲିକ୍ କରି ଏଥରକ '''Reference''' ଅଧିନରେ ଥିବା '''Content''' ଚୟନ କରନ୍ତୁ
+
|'''Add a new field''' drop-down କ୍ଲିକ୍ କରି ଏଥରକ '''Reference''' ଅଧିନରେ ଥିବା '''Content''' ଚୟନ କରନ୍ତୁ
 +
 
 
|-
 
|-
| 08:04
+
|08:04
| '''Label''' field ଭିତରେ "Events Sponsored" ଟାଇପ୍ କରନ୍ତୁ ଏବଂ ଏହାପରେ '''Save and continue''' ବଟନ୍ କ୍ଲିକ୍ କରନ୍ତୁ
+
|'''Label''' field ଭିତରେ "Events Sponsored" ଟାଇପ୍ କରନ୍ତୁ ଏବଂ ଏହାପରେ '''Save and continue''' ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 08:12
+
|08:12
| ଏହାପରେ '''Type of item to reference''' ସିଲେକ୍ଟ କରନ୍ତୁ
+
|ଏହାପରେ '''Type of item to reference''' ସିଲେକ୍ଟ କରନ୍ତୁ
 +
 
 
|-
 
|-
| 08:17
+
|08:17
| ଏଠାରେ ଆପଣ ଅନେକ ଅପ୍ସନ ଦେଖିପାରିବେ
+
|ଏଠାରେ ଆପଣ ଅନେକ ଅପ୍ସନ ଦେଖିପାରିବେ
 +
 
 
|-
 
|-
| 08:21
+
|08:21
| ଏହାକୁ ଅତି ସରଳ କରିବା – '''Content''' ଚୁଜ୍ କରନ୍ତୁ
+
|ଏହାକୁ ଅତି ସରଳ କରିବା – '''Content''' ଚୁଜ୍ କରନ୍ତୁ
 +
 
 
|-
 
|-
| 08:26
+
|08:26
| '''Allowed number of values''' ଭିତରେ '''Unlimited''' ଚୁଜ୍ କରନ୍ତୁ
+
|'''Allowed number of values''' ଭିତରେ '''Unlimited''' ଚୁଜ୍ କରନ୍ତୁ
 +
 
 
|-
 
|-
| 08:31
+
|08:31
| ଏହାପରେ '''Save field settings''' କ୍ଲିକ୍ କରନ୍ତୁ
+
|ଏହାପରେ '''Save field settings''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 08:34
+
|08:34
| '''Settings''' ପେଜ୍ ଉପରେ '''User Groups''' ଦ୍ୱାରା କେଉଁ Content Types ରେଫର୍ କରାଯାଇଛି, ତାହା ଆମକୁ ଚୟନ କରିବାକୁ ହେବ
+
|'''Settings''' ପେଜ୍ ଉପରେ '''User Groups''' ଦ୍ୱାରା କେଉଁ Content Types ରେଫର୍ କରାଯାଇଛି, ତାହା ଆମକୁ ଚୟନ କରିବାକୁ ହେବ
 +
 
 
|-
 
|-
| 08:42
+
|08:42
| ଆମେ '''Events Content type''' ସନ୍ଦର୍ଭିତ କରୁଛୁ
+
|ଆମେ '''Events Content type''' ସନ୍ଦର୍ଭିତ କରୁଛୁ
 +
 
 
|-
 
|-
| 08:46
+
|08:46
| ଏଠାରେ ଯେତେବେଳେ ମୁଁ ଇଭେଣ୍ଟ ଆଡ୍ କରେ, କେବଳ ସେହି ଇଭେଣ୍ଟ ଶୋ’ କରିବ ଯେତେବେଳେ ମୁଁ '''Events title''' ଟାଇପ୍ କରିବା ଆରମ୍ଭ କରିବି
+
|ଏଠାରେ ଯେତେବେଳେ ମୁଁ ଇଭେଣ୍ଟ ଆଡ୍ କରେ, କେବଳ ସେହି ଇଭେଣ୍ଟ ଶୋ’ କରିବ ଯେତେବେଳେ ମୁଁ '''Events title''' ଟାଇପ୍ କରିବା ଆରମ୍ଭ କରିବି
 +
 
 
|-
 
|-
| 08:55
+
|08:55
| ତେବେ ନିଶ୍ଚିତ କରିବାକୁ ହେବ ଯେ, ଏଠାରେ ସଠିକ୍ '''Content Type''' ସିଲେକ୍ଟ କରିଛନ୍ତି
+
|ତେବେ ନିଶ୍ଚିତ କରିବାକୁ ହେବ ଯେ, ଏଠାରେ ସଠିକ୍ '''Content Type''' ସିଲେକ୍ଟ କରିଛନ୍ତି
 +
 
 
|-
 
|-
| 09:01
+
|09:01
| '''Events''' ଚୟନ କରନ୍ତୁ ଏବଂ '''Save settings''' କ୍ଲିକ୍ କରନ୍ତୁ
+
|'''Events''' ଚୟନ କରନ୍ତୁ ଏବଂ '''Save settings''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 09:05
+
|09:05
| ଏବେ ସେହି ସମାନ ଜିନିଷ '''Events Content type''' ରେ କରନ୍ତୁ
+
|ଏବେ ସେହି ସମାନ ଜିନିଷ '''Events Content type''' ରେ କରନ୍ତୁ
 +
 
 
|-
 
|-
| 09:10
+
|09:10
| '''Structure''' ଉପରେ କ୍ଲିକ୍ କରନ୍ତୁ, ଏହାପରେ '''bread crumbs''' ଭିତରେ '''Content types''' କ୍ଲିକ୍ କରନ୍ତୁ
+
|'''Structure''' ଉପରେ କ୍ଲିକ୍ କରନ୍ତୁ, ଏହାପରେ '''bread crumbs''' ଭିତରେ '''Content types''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 09:16
+
|09:16
| ତା’ପରେ '''Events Content type''' ପାଇଁ '''Manage fields''' ସିଲେକ୍ଟ କରନ୍ତୁ
+
|ତା’ପରେ '''Events Content type''' ପାଇଁ '''Manage fields''' ସିଲେକ୍ଟ କରନ୍ତୁ
 +
 
 
|-
 
|-
| 09:21
+
|09:21
| ଆଉ ଗୋଟିଏ field ଆଡ୍ କରନ୍ତୁ, '''Add a new field''' ଅଧିନରେ ଥିବା '''Content''' ଚୟନ କରନ୍ତୁ
+
|ଆଉ ଗୋଟିଏ field ଆଡ୍ କରନ୍ତୁ, '''Add a new field''' ଅଧିନରେ ଥିବା '''Content''' ଚୟନ କରନ୍ତୁ
 +
 
 
|-
 
|-
| 09:28
+
|09:28
| '''Label''' field ଭିତରେ "Event Sponsors" ଟାଇପ୍ କରନ୍ତୁ
+
|'''Label''' field ଭିତରେ "Event Sponsors" ଟାଇପ୍ କରନ୍ତୁ
 +
 
 
|-
 
|-
| 09:32
+
|09:32
| '''Save and continue''' କ୍ଲିକ୍ କରନ୍ତୁ
+
|'''Save and continue''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 09:34
+
|09:34
| '''Allowed number of values''' ବଦଳାନ୍ତୁ, '''Unlimited''' ଚୟନ କରନ୍ତୁ
+
|'''Allowed number of values''' ବଦଳାନ୍ତୁ, '''Unlimited''' ଚୟନ କରନ୍ତୁ
 +
 
 
|-
 
|-
| 09:39
+
|09:39
| କାରଣ, ଏକାଧିକ '''User Group''' ଏକ ଇଭେଣ୍ଟ ପ୍ରଯୋଜିତ କରିପାରିବେ, ଏବେ '''Save field settings''' କ୍ଲିକ୍ କରନ୍ତୁ
+
|କାରଣ, ଏକାଧିକ '''User Group''' ଏକ ଇଭେଣ୍ଟ ପ୍ରଯୋଜିତ କରିପାରିବେ, ଏବେ '''Save field settings''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 09:48
+
|09:48
| ବର୍ତ୍ତମାନ, '''REFERENCE TYPE''' ଅନ୍ତର୍ଗତ '''User groups''' ଚୟନ କରନ୍ତୁ
+
|ବର୍ତ୍ତମାନ, '''REFERENCE TYPE''' ଅନ୍ତର୍ଗତ '''User groups''' ଚୟନ କରନ୍ତୁ
 +
 
 
|-
 
|-
| 09:53
+
|09:53
| ପୁଣିଥରେ, ଏହାର କାରଣ ହେଉଛି, ଆମେ '''Events Sponsors''' field ପାଇଁ '''User Groups''' ସନ୍ଦର୍ଭିତ କରୁଛେ
+
|ପୁଣିଥରେ, ଏହାର କାରଣ ହେଉଛି, ଆମେ '''Events Sponsors''' field ପାଇଁ '''User Groups''' ସନ୍ଦର୍ଭିତ କରୁଛେ
 +
 
 
|-
 
|-
| 09:59
+
|09:59
| '''Save settings''' କ୍ଲିକ୍ କରନ୍ତୁ
+
|'''Save settings''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 10:01
+
|10:01
| ଏବେ ଏହା '''two Content Types''' କୁ '''many to many relationship'''ରେ ଏକତ୍ର ଯୋଡ଼େ
+
|ଏବେ ଏହା '''two Content Types''' କୁ '''many to many relationship'''ରେ ଏକତ୍ର ଯୋଡ଼େ
 +
 
 
|-
 
|-
| 10:08
+
|10:08
| ସେଗୁଡ଼ିକ '''events sponsors''' ଏବଂ କେଉଁ ''Events''' କେଉଁ '''User Groups''' ଦ୍ୱାରା sponsor କରାଯାଇଛି, ତା’ ଉପରେ ଭିତ୍ତିକରେ
+
|ସେଗୁଡ଼ିକ '''events sponsors''' ଏବଂ କେଉଁ ''Events''' କେଉଁ '''User Groups''' ଦ୍ୱାରା sponsor କରାଯାଇଛି, ତା’ ଉପରେ ଭିତ୍ତିକରେ
 +
 
 
|-
 
|-
| 10:16
+
|10:16
| ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ, ସଂକ୍ଷିପ୍ତରେ-
+
|ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ, ସଂକ୍ଷିପ୍ତରେ-
 +
 
 
|-
 
|-
| 10:22
+
|10:22
| ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ: * '''User Group Content type''' କ୍ରିଏଟ୍ କରିବା
+
|ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ: * '''User Group Content type''' କ୍ରିଏଟ୍ କରିବା
 +
 
 
|-
 
|-
| 10:28
+
|10:28
| * '''User Group''' fields ଆଡ୍ କରିବା ଏବଂ '''Content types''' ସହିତ '''Entity reference''' କନେକ୍ଟ କରିବା
+
|'''User Group''' fields ଆଡ୍ କରିବା ଏବଂ '''Content types''' ସହିତ '''Entity reference''' କନେକ୍ଟ କରିବା
 +
 
 
|-
 
|-
| 10:40
+
|10:40
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
| 10:51
+
|10:51
| ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
| 10:58
+
|10:58
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
| 11:07
+
|11:07
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
 +
 
 
|-
 
|-
| 11:21
+
|11:21
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 11:25, 4 April 2017

Time Narration
00:01 User Group and Entity Reference ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: User Group Content type କ୍ରିଏଟ କରିବା
00:11 User Group fields ଆଡ୍ କରିବା ଏବଂ Content types ସହ Entity reference ସଂଯୋଗ କରିବା
00:18 ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି: Ubuntu Operating System, Drupal 8 ଏବଂ Firefox ୱେବ୍ ବ୍ରାଉଜର
00:27 ନିଜ ଇଚ୍ଛା ଅନୁସାରେ ଯେକୌଣସି ୱେବ୍ ବ୍ରାଉଜର ବ୍ୟବହାର କରିପାରିବେ
00:32 ପୂର୍ବ ଟ୍ୟୁଟୋରିଆଲରେ କ୍ରିଏଟ କରିଥିବା Events Content type ମନେପକାନ୍ତୁ
00:38 ଏଠାରେ ପ୍ରଦର୍ଶିତ ପ୍ରଥମ ପାଞ୍ଚଟି fields କ୍ରିଏଟ କରାଯାଇଛି
00:42 Event Sponsor field କ୍ରିଏଟ କରିବା ପାଇଁ, User Groups Content type କ୍ରିଏଟ କରିବା ଆବଶ୍ୟକ
00:48 User Groups ହେଉଛନ୍ତି ଜନଗୋଷ୍ଠୀ, ଯେଉଁମାନେ ଏକତ୍ର ହୋଇ କିଛି କାର୍ଯ୍ୟକ୍ରମ ଆୟୋଜନ କରନ୍ତି
00:54 ଉଦାହରଣ ସ୍ୱରୁପ- Cincinnati User group, Drupal Mumbai group, Bangalore Drupal group ଇତ୍ୟାଦି
01:03 ପ୍ରଥମେ କାଗଜ ଉପରେ User Groups ଆଙ୍କନ୍ତୁ
01:07 ଗୋଟିଏ ଗ୍ରୁପ୍ ର ଏକ ୱେବ୍ସାଇଟ ରେ, ଜଣେ contact person, ସେମାନଙ୍କ ଇମେଲ ଏବଂ ସେମାନଙ୍କ ଅନୁଭୂତି ସ୍ତର ଥାଇପାରେ
01:15 URL ଏବଂ Email ପାଇଁ Drupal ର ଡିଫଲ୍ଟ fields ରହିଛି, ତେଣୁ ଏହି field types ଚୟନ କରନ୍ତୁ
01:23 ଜଣେ ବ୍ୟକ୍ତିଙ୍କ ନାମ ଏକ Name field ଦ୍ୱାରା କ୍ୟାପ୍ଚର ହୋଇପାରିବ, କିନ୍ତୁ ଏବେ Text (plain) ବ୍ୟବହାର କରିବା
01:31 "Beginner, Intermediate" କିମ୍ବା "Advanced" ମଧ୍ୟରୁ ଗୋଟିଏ User experience levels ହୋଇପାରିବ
01:39 ଏହାକୁ ଲାଗୁ କରିବା ପାଇଁ ଏକ "List (text)" Field Type ଚୟନ କରନ୍ତୁ
01:45 ଏଠାରେ ଥିବା ଶେଷ field ହେଉଛି ଏହି ଗ୍ରୁପ୍ ଦ୍ୱାରା ପ୍ରଯୋଜିତ ସମସ୍ତ ଇଭେଣ୍ଟ କ୍ୟାପ୍ଚର କରିବା ପାଇଁ
01:51 ଏଥିପାଇଁ, ଉପସ୍ଥିତ Events Content type ସହ ଲିଙ୍କ କରିବାକୁ Entity reference field ବ୍ୟବହାର କରିପାରିବା
02:01 User Groups Content type ସେଟ୍ ଅପ୍ କରନ୍ତୁ
02:05 Add content type କ୍ଲିକ୍ କରି ଏହାକୁ "User Groups" ଭାବେ ନାମ ଦିଅନ୍ତୁ
02:11 ଧ୍ୟାନଦିଅନ୍ତୁ ଯେ Machine name ହେଉଛି user underscore groups
02:16 Description ଭିତରେ "This is where we track the Drupal groups from around the world" ଟାଇପ୍ କରନ୍ତୁ
02:23 Title field labelରେ ଏହାକୁ "User Group Name" ଭାବେ ନାମ ଦିଅନ୍ତୁ
02:29 ସମାନ ଭାବେ Events Content type କୁ ସେଟ୍ ଅପ୍ କରନ୍ତୁ
02:35 Publishing options ଟାବ୍ କ୍ଲିକ୍ କରନ୍ତୁ
02:38 Default options ଅଧିନରେ, Create new revision, Published ଏବଂ Promoted to front page ପାଇଁ ବକ୍ସଗୁଡ଼ିକୁ ଚେକ୍ କରନ୍ତୁ
02:48 ଏବେ Display settings ଟାବ୍ କ୍ଲିକ୍ କରନ୍ତୁ
02:52 ଏହାପରେ Display author and date information ପାଇଁ ବକ୍ସକୁ uncheck କରନ୍ତୁ
02:58 ଶେଷରେ Menu settings ଟାବ୍ କ୍ଲିକ୍ କରନ୍ତୁ ଏବଂ Main navigation ପାଇଁ ବକ୍ସକୁ uncheck କରନ୍ତୁ
03:05 ଏହାକୁ ସେଟ୍ କଲା ପରେ, ତଳେ ଥିବା Save and manage fields ବଟନ୍ ଉପରେ କ୍ଲିକ୍ କରିପାରିବା
03:13 Manage fields ପେଜ୍ ଡିସ୍ପ୍ଲେ ହେବ
03:17 ଏଠାରେ Body ପାଇଁ Label ବଦଳାନ୍ତୁ
03:21 Operations column ଅନ୍ତର୍ଗତ Edit ବଟନ୍କୁ କ୍ଲିକ୍ କରନ୍ତୁ
03:26 Label field ରେ "User Group Description" ଟାଇପ୍ କରି ତଳେ ଥିବା Save settings ବଟନ୍ କ୍ଲିକ୍ କରନ୍ତୁ
03:36 ଉପର ଭାଗରେ green success message ଦେଖିପାରିବେ
03:40 ଏହି Content type ପାଇଁ 5 ଟି field ସେଟ୍ ଅପ୍ କରିବା
03:46 ଗୋଟିଏ field କ୍ରିଏଟ୍ କରିଛେ, ଚାଲନ୍ତୁ ଆଉ ଗୋଟିଏ field କ୍ରିଏଟ କରିବା
03:52 Add field ବଟନ୍ କ୍ଲିକ୍ କରନ୍ତୁ
03:55 ଏଠାରେ Reuse an existing field drop-down ଉପରେ କ୍ଲିକ୍ କରନ୍ତୁ
04:02 ଧ୍ୟାନଦିଅନ୍ତୁ ଯେ, Link: field_event_ website field ଉପଲବ୍ଧ ଅଛି
04:08 କାରଣ, ଏହାକୁ ଆମେ Event website ଭାବେ ନାମ ଦେଇସାରିଛେ
04:13 Drupal database ଭିତରେ ଗୋଟିଏ field କୁ ପୁନଃ ବ୍ୟବହାର କରିବା ଦ୍ୱାରା table କୁ ବ୍ୟବହାର କରିବାର ଅନୁମତି ମିଳେ
04:20 ସମାନ field ପାଇଁ ବିଭିନ୍ନ ସେଟିଙ୍ଗ ପରିଚାଳନା କରିବା ଦ୍ୱାରା ଏହା ସମ୍ପନ୍ନ ହୁଏ
04:25 ଏହି ମାମଲାରେ, ଏକ ନୂଆ field ସେଟ୍ ଅପ୍ କରିବାକୁ ଏହା ଅଧିକ ଗୁରୁତ୍ୱ ଦିଏ
04:30 Add a new field drop-downରେ "Link" field type ଚୟନ କରନ୍ତୁ
04:35 Label ଭିତରେ "Group Website" ଟାଇପ୍ କରନ୍ତୁ
04:39 Save and continue କ୍ଲିକ୍ କରନ୍ତୁ ଏବଂ ଏହାପରେ Save field settings କ୍ଲିକ୍ କରନ୍ତୁ
04:45 ଏଥରକ External links only ସିଲେକ୍ଟ କରନ୍ତୁ, କାରଣ ଏପର୍ଯ୍ୟନ୍ତ Drupalvilleରେ ପ୍ରକୃତରେ କୌଣସି User Groups ନାହଁତ
04:54 ତଳେ ଥିବା Save settings ବଟନ୍ କ୍ଲିକ୍ କରନ୍ତୁ
04:57 ପୁଣିଥରେ Add field କ୍ଲିକ୍ କରନ୍ତୁ
05:01 ଏବେ, contact person’s name ପାଇଁ ଏକ Text field ବ୍ୟବହାର କରିବା
05:07 Add a new field drop-down କ୍ଲିକ୍ କରନ୍ତୁ ଏବଂ field type "Text (plain)" ଚୟନ କରନ୍ତୁ
05:14 Label ର ନାମ "Group Contact" ଦିଅନ୍ତୁ
05:18 Save and continue ଏବଂ ତା’ପରେ Save field settings କ୍ଲିକ୍ କରନ୍ତୁ
05:24 ବର୍ତ୍ତମାନ, ତଳେ ଥିବା Save settings ବଟନ୍ କ୍ଲିକ୍ କରନ୍ତୁ
05:28 ପୁଣିଥରେ Add field କ୍ଲିକ୍ କରି drop-down ରୁ "Email" field ସିଲେକ୍ଟ କରନ୍ତୁ
05:37 Label ର ନାମ "Contact Email" ଦିଅନ୍ତୁ, Save and continue ବଟନ୍ କ୍ଲିକ୍ କରନ୍ତୁ
05:44 Allowed number of values ଭିତରୁ ଗୋଟିଏ ଦରକାର, Save field settings କ୍ଲିକ୍ କରନ୍ତୁ
05:52 ଏଠାରେ ଅନ୍ୟ କୌଣସି ସେଟିଙ୍ଗ୍ସ ନାହିଁ, ତେଣୁ ତଳେ ଥିବା Save settings ବଟନ୍ କ୍ଲିକ୍ କରନ୍ତୁ
05:59 ପୁଣିଥରେ Add field ବଟନ୍ କ୍ଲିକ୍ କରନ୍ତୁ
06:03 ବର୍ତ୍ତମାନ, Field type drop-downରେ "List (text)" ଅପ୍ସନ ସିଲେକ୍ଟ କରନ୍ତୁ
06:09 Label field ଭିତରେ "Group Experience" ଟାଇପ୍ କରନ୍ତୁ ଏବଂ ଏହାପରେ Save and continue ବଟନ୍ କ୍ଲିକ୍ କରନ୍ତୁ
06:16 Field type ବାବଦରେ ଗୋଟିଏ ଜିନିଷ ମନେରଖିବା ଉଚିତ, ଯାହା ଏହି ମେସେଜ୍ରେ ଦିଆଯାଇଛି
06:23 "These settings impact the way the data is stored in the database and cannot be changed once data has been created".
06:32 ଏହା planning କୁ ଜୋର୍ ଦେବାର ଗୋଟିଏ କାରଣ
06:37 ଏଠାରେ valueଗୁଡ଼ିକୁ ଆଡ୍ କରନ୍ତୁ- "Beginner, Intermediate, Advanced" ଏବଂ "Expert"
06:44 ସେଗୁଡ଼ିକୁ applicable କରିବା ପାଇଁ User Group ଏହି ଭାଲ୍ୟୁଗୁଡ଼ିକ ମଧ୍ୟରୁ ଏକାଧିକ ଭାଲ୍ୟୁ ସହଜରେ ଗ୍ରହଣ କରିପାରିବ
06:51 Allowed number of values କୁ Limited ରୁ Unlimited କୁ ବଦଳାନ୍ତୁ ଏବଂ ଏହାପରେ Save field settings କ୍ଲିକ୍ କରନ୍ତୁ
07:01 ଏବେ Save settings କ୍ଲିକ୍ କରନ୍ତୁ
07:04 ଏଠାରେ ଆଉ ଗୋଟିଏ field ଆଡ୍ କରିବାର ଅଛି, ତାହା ହେଉଛି Entity reference field
07:10 ଏବେ Entity Reference କ’ଣ ଏବଂ ଏହାକୁ କେମିତି କ୍ରିଏଟ୍ କରାଯାଏ, ଶିଖିବା
07:17 ଗୋଟିଏ ଜିନିଷ ଆମକୁ ଏହି ୱେବସାଇଟରେ କରିବାର ଆବଶ୍ୟକ ଅଛି, ତାହା ଏହିକି ଯେ- Events କୁ User Groups ଏବଂ User Groups କୁ Events ପ୍ରଯୋଜିତ କରିପାରିବ
07:28 ଗୋଟିଏ ୱେବ୍ସାଇଟରେ ଏହା ଏକ ସାଧାରଣ କଥା, ଯେଉଁଠି ଦୁଇଟି ଭିନ୍ନ contentsକୁ ଆପଣ ଏକତ୍ର link କରିବାକୁ ଚାହିଁବେ
07:35 User Groups ଦ୍ୱାରା Events ପ୍ରଯୋଜିତ କରାଯାଏ, ତେଣୁ ପ୍ରତ୍ୟେକ ଇଭେଣ୍ଟରେ User Group ସୂଚନା ରଖିବା ଦରକାର
07:45 ଏବେ, ଏହାକୁ ସେଟ୍ ଅପ୍ କରନ୍ତୁ. Add field କ୍ଲିକ୍ କରନ୍ତୁ
07:49 ଯଦି ଆପଣ ଜଣେ database person, ତେବେ ଏହାକୁ data ମଧ୍ୟରେ many to many relationship ଭାବେ ଚିହ୍ନଟ କରିବେ
07:57 Add a new field drop-down କ୍ଲିକ୍ କରି ଏଥରକ Reference ଅଧିନରେ ଥିବା Content ଚୟନ କରନ୍ତୁ
08:04 Label field ଭିତରେ "Events Sponsored" ଟାଇପ୍ କରନ୍ତୁ ଏବଂ ଏହାପରେ Save and continue ବଟନ୍ କ୍ଲିକ୍ କରନ୍ତୁ
08:12 ଏହାପରେ Type of item to reference ସିଲେକ୍ଟ କରନ୍ତୁ
08:17 ଏଠାରେ ଆପଣ ଅନେକ ଅପ୍ସନ ଦେଖିପାରିବେ
08:21 ଏହାକୁ ଅତି ସରଳ କରିବା – Content ଚୁଜ୍ କରନ୍ତୁ
08:26 Allowed number of values ଭିତରେ Unlimited ଚୁଜ୍ କରନ୍ତୁ
08:31 ଏହାପରେ Save field settings କ୍ଲିକ୍ କରନ୍ତୁ
08:34 Settings ପେଜ୍ ଉପରେ User Groups ଦ୍ୱାରା କେଉଁ Content Types ରେଫର୍ କରାଯାଇଛି, ତାହା ଆମକୁ ଚୟନ କରିବାକୁ ହେବ
08:42 ଆମେ Events Content type ସନ୍ଦର୍ଭିତ କରୁଛୁ
08:46 ଏଠାରେ ଯେତେବେଳେ ମୁଁ ଇଭେଣ୍ଟ ଆଡ୍ କରେ, କେବଳ ସେହି ଇଭେଣ୍ଟ ଶୋ’ କରିବ ଯେତେବେଳେ ମୁଁ Events title ଟାଇପ୍ କରିବା ଆରମ୍ଭ କରିବି
08:55 ତେବେ ନିଶ୍ଚିତ କରିବାକୁ ହେବ ଯେ, ଏଠାରେ ସଠିକ୍ Content Type ସିଲେକ୍ଟ କରିଛନ୍ତି
09:01 Events ଚୟନ କରନ୍ତୁ ଏବଂ Save settings କ୍ଲିକ୍ କରନ୍ତୁ
09:05 ଏବେ ସେହି ସମାନ ଜିନିଷ Events Content type ରେ କରନ୍ତୁ
09:10 Structure ଉପରେ କ୍ଲିକ୍ କରନ୍ତୁ, ଏହାପରେ bread crumbs ଭିତରେ Content types କ୍ଲିକ୍ କରନ୍ତୁ
09:16 ତା’ପରେ Events Content type ପାଇଁ Manage fields ସିଲେକ୍ଟ କରନ୍ତୁ
09:21 ଆଉ ଗୋଟିଏ field ଆଡ୍ କରନ୍ତୁ, Add a new field ଅଧିନରେ ଥିବା Content ଚୟନ କରନ୍ତୁ
09:28 Label field ଭିତରେ "Event Sponsors" ଟାଇପ୍ କରନ୍ତୁ
09:32 Save and continue କ୍ଲିକ୍ କରନ୍ତୁ
09:34 Allowed number of values ବଦଳାନ୍ତୁ, Unlimited ଚୟନ କରନ୍ତୁ
09:39 କାରଣ, ଏକାଧିକ User Group ଏକ ଇଭେଣ୍ଟ ପ୍ରଯୋଜିତ କରିପାରିବେ, ଏବେ Save field settings କ୍ଲିକ୍ କରନ୍ତୁ
09:48 ବର୍ତ୍ତମାନ, REFERENCE TYPE ଅନ୍ତର୍ଗତ User groups ଚୟନ କରନ୍ତୁ
09:53 ପୁଣିଥରେ, ଏହାର କାରଣ ହେଉଛି, ଆମେ Events Sponsors field ପାଇଁ User Groups ସନ୍ଦର୍ଭିତ କରୁଛେ
09:59 Save settings କ୍ଲିକ୍ କରନ୍ତୁ
10:01 ଏବେ ଏହା two Content Types କୁ many to many relationshipରେ ଏକତ୍ର ଯୋଡ଼େ
10:08 ସେଗୁଡ଼ିକ events sponsors' ଏବଂ କେଉଁ Events କେଉଁ User Groups ଦ୍ୱାରା sponsor କରାଯାଇଛି, ତା’ ଉପରେ ଭିତ୍ତିକରେ
10:16 ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ, ସଂକ୍ଷିପ୍ତରେ-
10:22 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ: * User Group Content type କ୍ରିଏଟ୍ କରିବା
10:28 User Group fields ଆଡ୍ କରିବା ଏବଂ Content types ସହିତ Entity reference କନେକ୍ଟ କରିବା
10:40 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
10:51 ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
10:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:07 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
11:21 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep