Drupal/C2/User-group-and-Entity-Reference/Oriya

From Script | Spoken-Tutorial
Jump to: navigation, search
Time Narration
00:01 User Group and Entity Reference ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: User Group Content type କ୍ରିଏଟ କରିବା
00:11 User Group fields ଆଡ୍ କରିବା ଏବଂ Content types ସହ Entity reference ସଂଯୋଗ କରିବା
00:18 ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି: Ubuntu Operating System, Drupal 8 ଏବଂ Firefox ୱେବ୍ ବ୍ରାଉଜର
00:27 ନିଜ ଇଚ୍ଛା ଅନୁସାରେ ଯେକୌଣସି ୱେବ୍ ବ୍ରାଉଜର ବ୍ୟବହାର କରିପାରିବେ
00:32 ପୂର୍ବ ଟ୍ୟୁଟୋରିଆଲରେ କ୍ରିଏଟ କରିଥିବା Events Content type ମନେପକାନ୍ତୁ
00:38 ଏଠାରେ ପ୍ରଦର୍ଶିତ ପ୍ରଥମ ପାଞ୍ଚଟି fields କ୍ରିଏଟ କରାଯାଇଛି
00:42 Event Sponsor field କ୍ରିଏଟ କରିବା ପାଇଁ, User Groups Content type କ୍ରିଏଟ କରିବା ଆବଶ୍ୟକ
00:48 User Groups ହେଉଛନ୍ତି ଜନଗୋଷ୍ଠୀ, ଯେଉଁମାନେ ଏକତ୍ର ହୋଇ କିଛି କାର୍ଯ୍ୟକ୍ରମ ଆୟୋଜନ କରନ୍ତି
00:54 ଉଦାହରଣ ସ୍ୱରୁପ- Cincinnati User group, Drupal Mumbai group, Bangalore Drupal group ଇତ୍ୟାଦି
01:03 ପ୍ରଥମେ କାଗଜ ଉପରେ User Groups ଆଙ୍କନ୍ତୁ
01:07 ଗୋଟିଏ ଗ୍ରୁପ୍ ର ଏକ ୱେବ୍ସାଇଟ ରେ, ଜଣେ contact person, ସେମାନଙ୍କ ଇମେଲ ଏବଂ ସେମାନଙ୍କ ଅନୁଭୂତି ସ୍ତର ଥାଇପାରେ
01:15 URL ଏବଂ Email ପାଇଁ Drupal ର ଡିଫଲ୍ଟ fields ରହିଛି, ତେଣୁ ଏହି field types ଚୟନ କରନ୍ତୁ
01:23 ଜଣେ ବ୍ୟକ୍ତିଙ୍କ ନାମ ଏକ Name field ଦ୍ୱାରା କ୍ୟାପ୍ଚର ହୋଇପାରିବ, କିନ୍ତୁ ଏବେ Text (plain) ବ୍ୟବହାର କରିବା
01:31 "Beginner, Intermediate" କିମ୍ବା "Advanced" ମଧ୍ୟରୁ ଗୋଟିଏ User experience levels ହୋଇପାରିବ
01:39 ଏହାକୁ ଲାଗୁ କରିବା ପାଇଁ ଏକ "List (text)" Field Type ଚୟନ କରନ୍ତୁ
01:45 ଏଠାରେ ଥିବା ଶେଷ field ହେଉଛି ଏହି ଗ୍ରୁପ୍ ଦ୍ୱାରା ପ୍ରଯୋଜିତ ସମସ୍ତ ଇଭେଣ୍ଟ କ୍ୟାପ୍ଚର କରିବା ପାଇଁ
01:51 ଏଥିପାଇଁ, ଉପସ୍ଥିତ Events Content type ସହ ଲିଙ୍କ କରିବାକୁ Entity reference field ବ୍ୟବହାର କରିପାରିବା
02:01 User Groups Content type ସେଟ୍ ଅପ୍ କରନ୍ତୁ
02:05 Add content type କ୍ଲିକ୍ କରି ଏହାକୁ "User Groups" ଭାବେ ନାମ ଦିଅନ୍ତୁ
02:11 ଧ୍ୟାନଦିଅନ୍ତୁ ଯେ Machine name ହେଉଛି user underscore groups
02:16 Description ଭିତରେ "This is where we track the Drupal groups from around the world" ଟାଇପ୍ କରନ୍ତୁ
02:23 Title field labelରେ ଏହାକୁ "User Group Name" ଭାବେ ନାମ ଦିଅନ୍ତୁ
02:29 ସମାନ ଭାବେ Events Content type କୁ ସେଟ୍ ଅପ୍ କରନ୍ତୁ
02:35 Publishing options ଟାବ୍ କ୍ଲିକ୍ କରନ୍ତୁ
02:38 Default options ଅଧିନରେ, Create new revision, Published ଏବଂ Promoted to front page ପାଇଁ ବକ୍ସଗୁଡ଼ିକୁ ଚେକ୍ କରନ୍ତୁ
02:48 ଏବେ Display settings ଟାବ୍ କ୍ଲିକ୍ କରନ୍ତୁ
02:52 ଏହାପରେ Display author and date information ପାଇଁ ବକ୍ସକୁ uncheck କରନ୍ତୁ
02:58 ଶେଷରେ Menu settings ଟାବ୍ କ୍ଲିକ୍ କରନ୍ତୁ ଏବଂ Main navigation ପାଇଁ ବକ୍ସକୁ uncheck କରନ୍ତୁ
03:05 ଏହାକୁ ସେଟ୍ କଲା ପରେ, ତଳେ ଥିବା Save and manage fields ବଟନ୍ ଉପରେ କ୍ଲିକ୍ କରିପାରିବା
03:13 Manage fields ପେଜ୍ ଡିସ୍ପ୍ଲେ ହେବ
03:17 ଏଠାରେ Body ପାଇଁ Label ବଦଳାନ୍ତୁ
03:21 Operations column ଅନ୍ତର୍ଗତ Edit ବଟନ୍କୁ କ୍ଲିକ୍ କରନ୍ତୁ
03:26 Label field ରେ "User Group Description" ଟାଇପ୍ କରି ତଳେ ଥିବା Save settings ବଟନ୍ କ୍ଲିକ୍ କରନ୍ତୁ
03:36 ଉପର ଭାଗରେ green success message ଦେଖିପାରିବେ
03:40 ଏହି Content type ପାଇଁ 5 ଟି field ସେଟ୍ ଅପ୍ କରିବା
03:46 ଗୋଟିଏ field କ୍ରିଏଟ୍ କରିଛେ, ଚାଲନ୍ତୁ ଆଉ ଗୋଟିଏ field କ୍ରିଏଟ କରିବା
03:52 Add field ବଟନ୍ କ୍ଲିକ୍ କରନ୍ତୁ
03:55 ଏଠାରେ Reuse an existing field drop-down ଉପରେ କ୍ଲିକ୍ କରନ୍ତୁ
04:02 ଧ୍ୟାନଦିଅନ୍ତୁ ଯେ, Link: field_event_ website field ଉପଲବ୍ଧ ଅଛି
04:08 କାରଣ, ଏହାକୁ ଆମେ Event website ଭାବେ ନାମ ଦେଇସାରିଛେ
04:13 Drupal database ଭିତରେ ଗୋଟିଏ field କୁ ପୁନଃ ବ୍ୟବହାର କରିବା ଦ୍ୱାରା table କୁ ବ୍ୟବହାର କରିବାର ଅନୁମତି ମିଳେ
04:20 ସମାନ field ପାଇଁ ବିଭିନ୍ନ ସେଟିଙ୍ଗ ପରିଚାଳନା କରିବା ଦ୍ୱାରା ଏହା ସମ୍ପନ୍ନ ହୁଏ
04:25 ଏହି ମାମଲାରେ, ଏକ ନୂଆ field ସେଟ୍ ଅପ୍ କରିବାକୁ ଏହା ଅଧିକ ଗୁରୁତ୍ୱ ଦିଏ
04:30 Add a new field drop-downରେ "Link" field type ଚୟନ କରନ୍ତୁ
04:35 Label ଭିତରେ "Group Website" ଟାଇପ୍ କରନ୍ତୁ
04:39 Save and continue କ୍ଲିକ୍ କରନ୍ତୁ ଏବଂ ଏହାପରେ Save field settings କ୍ଲିକ୍ କରନ୍ତୁ
04:45 ଏଥରକ External links only ସିଲେକ୍ଟ କରନ୍ତୁ, କାରଣ ଏପର୍ଯ୍ୟନ୍ତ Drupalvilleରେ ପ୍ରକୃତରେ କୌଣସି User Groups ନାହଁତ
04:54 ତଳେ ଥିବା Save settings ବଟନ୍ କ୍ଲିକ୍ କରନ୍ତୁ
04:57 ପୁଣିଥରେ Add field କ୍ଲିକ୍ କରନ୍ତୁ
05:01 ଏବେ, contact person’s name ପାଇଁ ଏକ Text field ବ୍ୟବହାର କରିବା
05:07 Add a new field drop-down କ୍ଲିକ୍ କରନ୍ତୁ ଏବଂ field type "Text (plain)" ଚୟନ କରନ୍ତୁ
05:14 Label ର ନାମ "Group Contact" ଦିଅନ୍ତୁ
05:18 Save and continue ଏବଂ ତା’ପରେ Save field settings କ୍ଲିକ୍ କରନ୍ତୁ
05:24 ବର୍ତ୍ତମାନ, ତଳେ ଥିବା Save settings ବଟନ୍ କ୍ଲିକ୍ କରନ୍ତୁ
05:28 ପୁଣିଥରେ Add field କ୍ଲିକ୍ କରି drop-down ରୁ "Email" field ସିଲେକ୍ଟ କରନ୍ତୁ
05:37 Label ର ନାମ "Contact Email" ଦିଅନ୍ତୁ, Save and continue ବଟନ୍ କ୍ଲିକ୍ କରନ୍ତୁ
05:44 Allowed number of values ଭିତରୁ ଗୋଟିଏ ଦରକାର, Save field settings କ୍ଲିକ୍ କରନ୍ତୁ
05:52 ଏଠାରେ ଅନ୍ୟ କୌଣସି ସେଟିଙ୍ଗ୍ସ ନାହିଁ, ତେଣୁ ତଳେ ଥିବା Save settings ବଟନ୍ କ୍ଲିକ୍ କରନ୍ତୁ
05:59 ପୁଣିଥରେ Add field ବଟନ୍ କ୍ଲିକ୍ କରନ୍ତୁ
06:03 ବର୍ତ୍ତମାନ, Field type drop-downରେ "List (text)" ଅପ୍ସନ ସିଲେକ୍ଟ କରନ୍ତୁ
06:09 Label field ଭିତରେ "Group Experience" ଟାଇପ୍ କରନ୍ତୁ ଏବଂ ଏହାପରେ Save and continue ବଟନ୍ କ୍ଲିକ୍ କରନ୍ତୁ
06:16 Field type ବାବଦରେ ଗୋଟିଏ ଜିନିଷ ମନେରଖିବା ଉଚିତ, ଯାହା ଏହି ମେସେଜ୍ରେ ଦିଆଯାଇଛି
06:23 "These settings impact the way the data is stored in the database and cannot be changed once data has been created".
06:32 ଏହା planning କୁ ଜୋର୍ ଦେବାର ଗୋଟିଏ କାରଣ
06:37 ଏଠାରେ valueଗୁଡ଼ିକୁ ଆଡ୍ କରନ୍ତୁ- "Beginner, Intermediate, Advanced" ଏବଂ "Expert"
06:44 ସେଗୁଡ଼ିକୁ applicable କରିବା ପାଇଁ User Group ଏହି ଭାଲ୍ୟୁଗୁଡ଼ିକ ମଧ୍ୟରୁ ଏକାଧିକ ଭାଲ୍ୟୁ ସହଜରେ ଗ୍ରହଣ କରିପାରିବ
06:51 Allowed number of values କୁ Limited ରୁ Unlimited କୁ ବଦଳାନ୍ତୁ ଏବଂ ଏହାପରେ Save field settings କ୍ଲିକ୍ କରନ୍ତୁ
07:01 ଏବେ Save settings କ୍ଲିକ୍ କରନ୍ତୁ
07:04 ଏଠାରେ ଆଉ ଗୋଟିଏ field ଆଡ୍ କରିବାର ଅଛି, ତାହା ହେଉଛି Entity reference field
07:10 ଏବେ Entity Reference କ’ଣ ଏବଂ ଏହାକୁ କେମିତି କ୍ରିଏଟ୍ କରାଯାଏ, ଶିଖିବା
07:17 ଗୋଟିଏ ଜିନିଷ ଆମକୁ ଏହି ୱେବସାଇଟରେ କରିବାର ଆବଶ୍ୟକ ଅଛି, ତାହା ଏହିକି ଯେ- Events କୁ User Groups ଏବଂ User Groups କୁ Events ପ୍ରଯୋଜିତ କରିପାରିବ
07:28 ଗୋଟିଏ ୱେବ୍ସାଇଟରେ ଏହା ଏକ ସାଧାରଣ କଥା, ଯେଉଁଠି ଦୁଇଟି ଭିନ୍ନ contentsକୁ ଆପଣ ଏକତ୍ର link କରିବାକୁ ଚାହିଁବେ
07:35 User Groups ଦ୍ୱାରା Events ପ୍ରଯୋଜିତ କରାଯାଏ, ତେଣୁ ପ୍ରତ୍ୟେକ ଇଭେଣ୍ଟରେ User Group ସୂଚନା ରଖିବା ଦରକାର
07:45 ଏବେ, ଏହାକୁ ସେଟ୍ ଅପ୍ କରନ୍ତୁ. Add field କ୍ଲିକ୍ କରନ୍ତୁ
07:49 ଯଦି ଆପଣ ଜଣେ database person, ତେବେ ଏହାକୁ data ମଧ୍ୟରେ many to many relationship ଭାବେ ଚିହ୍ନଟ କରିବେ
07:57 Add a new field drop-down କ୍ଲିକ୍ କରି ଏଥରକ Reference ଅଧିନରେ ଥିବା Content ଚୟନ କରନ୍ତୁ
08:04 Label field ଭିତରେ "Events Sponsored" ଟାଇପ୍ କରନ୍ତୁ ଏବଂ ଏହାପରେ Save and continue ବଟନ୍ କ୍ଲିକ୍ କରନ୍ତୁ
08:12 ଏହାପରେ Type of item to reference ସିଲେକ୍ଟ କରନ୍ତୁ
08:17 ଏଠାରେ ଆପଣ ଅନେକ ଅପ୍ସନ ଦେଖିପାରିବେ
08:21 ଏହାକୁ ଅତି ସରଳ କରିବା – Content ଚୁଜ୍ କରନ୍ତୁ
08:26 Allowed number of values ଭିତରେ Unlimited ଚୁଜ୍ କରନ୍ତୁ
08:31 ଏହାପରେ Save field settings କ୍ଲିକ୍ କରନ୍ତୁ
08:34 Settings ପେଜ୍ ଉପରେ User Groups ଦ୍ୱାରା କେଉଁ Content Types ରେଫର୍ କରାଯାଇଛି, ତାହା ଆମକୁ ଚୟନ କରିବାକୁ ହେବ
08:42 ଆମେ Events Content type ସନ୍ଦର୍ଭିତ କରୁଛୁ
08:46 ଏଠାରେ ଯେତେବେଳେ ମୁଁ ଇଭେଣ୍ଟ ଆଡ୍ କରେ, କେବଳ ସେହି ଇଭେଣ୍ଟ ଶୋ’ କରିବ ଯେତେବେଳେ ମୁଁ Events title ଟାଇପ୍ କରିବା ଆରମ୍ଭ କରିବି
08:55 ତେବେ ନିଶ୍ଚିତ କରିବାକୁ ହେବ ଯେ, ଏଠାରେ ସଠିକ୍ Content Type ସିଲେକ୍ଟ କରିଛନ୍ତି
09:01 Events ଚୟନ କରନ୍ତୁ ଏବଂ Save settings କ୍ଲିକ୍ କରନ୍ତୁ
09:05 ଏବେ ସେହି ସମାନ ଜିନିଷ Events Content type ରେ କରନ୍ତୁ
09:10 Structure ଉପରେ କ୍ଲିକ୍ କରନ୍ତୁ, ଏହାପରେ bread crumbs ଭିତରେ Content types କ୍ଲିକ୍ କରନ୍ତୁ
09:16 ତା’ପରେ Events Content type ପାଇଁ Manage fields ସିଲେକ୍ଟ କରନ୍ତୁ
09:21 ଆଉ ଗୋଟିଏ field ଆଡ୍ କରନ୍ତୁ, Add a new field ଅଧିନରେ ଥିବା Content ଚୟନ କରନ୍ତୁ
09:28 Label field ଭିତରେ "Event Sponsors" ଟାଇପ୍ କରନ୍ତୁ
09:32 Save and continue କ୍ଲିକ୍ କରନ୍ତୁ
09:34 Allowed number of values ବଦଳାନ୍ତୁ, Unlimited ଚୟନ କରନ୍ତୁ
09:39 କାରଣ, ଏକାଧିକ User Group ଏକ ଇଭେଣ୍ଟ ପ୍ରଯୋଜିତ କରିପାରିବେ, ଏବେ Save field settings କ୍ଲିକ୍ କରନ୍ତୁ
09:48 ବର୍ତ୍ତମାନ, REFERENCE TYPE ଅନ୍ତର୍ଗତ User groups ଚୟନ କରନ୍ତୁ
09:53 ପୁଣିଥରେ, ଏହାର କାରଣ ହେଉଛି, ଆମେ Events Sponsors field ପାଇଁ User Groups ସନ୍ଦର୍ଭିତ କରୁଛେ
09:59 Save settings କ୍ଲିକ୍ କରନ୍ତୁ
10:01 ଏବେ ଏହା two Content Types କୁ many to many relationshipରେ ଏକତ୍ର ଯୋଡ଼େ
10:08 ସେଗୁଡ଼ିକ events sponsors' ଏବଂ କେଉଁ Events କେଉଁ User Groups ଦ୍ୱାରା sponsor କରାଯାଇଛି, ତା’ ଉପରେ ଭିତ୍ତିକରେ
10:16 ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ, ସଂକ୍ଷିପ୍ତରେ-
10:22 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ: * User Group Content type କ୍ରିଏଟ୍ କରିବା
10:28 User Group fields ଆଡ୍ କରିବା ଏବଂ Content types ସହିତ Entity reference କନେକ୍ଟ କରିବା
10:40 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
10:51 ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
10:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:07 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
11:21 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep