Difference between revisions of "Drupal/C2/Creating-New-Content-Types/Oriya"

From Script | Spoken-Tutorial
Jump to: navigation, search
(Created page with "{|border=1 |'''Time''' |'''Narration''' |- | 00:01 | Creating New Content Types ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ...")
 
 
(2 intermediate revisions by the same user not shown)
Line 4: Line 4:
  
 
|-
 
|-
| 00:01
+
|00:01
| Creating New Content Types ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
+
|Creating New Content Types ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
 +
 
 
|-
 
|-
| 00:06
+
|00:06
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:  
+
|ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ଏକ ନୂଆ Content type ତିଆରି କରିବା ଏବଂ Content typeରେ Fields ଆଡ୍ କରିବା
* ଏକ ନୂଆ Content type ତିଆରି କରିବା ଏବଂ  
+
 
* Content typeରେ Fields ଆଡ୍ କରିବା
+
 
|-
 
|-
| 00:15
+
|00:15
| ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ '''Ubuntu Operating System''', '''Drupal 8''' ଏବଂ '''Firefox''' ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି. ଆପଣ ନିଜ ପସନ୍ଦ ଅନୁସାରେ ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ '''Ubuntu Operating System''', '''Drupal 8''' ଏବଂ '''Firefox''' ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି. ଆପଣ ନିଜ ପସନ୍ଦ ଅନୁସାରେ ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
 
|00:29
 
|00:29
| ଆମେ ପୂର୍ବରୁ ତିଆରି କରିଥିବା ୱେବ୍ସାଇଟ୍ ଖୋଲିବା
+
|ଆମେ ପୂର୍ବରୁ ତିଆରି କରିଥିବା ୱେବ୍ସାଇଟ୍ ଖୋଲିବା
 +
 
 
|-
 
|-
 
|00:34
 
|00:34
| ଏବେ ଆମେ '''built-in Content types''' କଣ ଜାଣିଛେ, ଚାଲନ୍ତୁ କିଛି custom''' Content types''' ତିଆରି କରିବା
+
|ଏବେ ଆମେ '''built-in Content types''' କଣ ଜାଣିଛେ, ଚାଲନ୍ତୁ କିଛି custom''' Content types''' ତିଆରି କରିବା
 +
 
 
|-
 
|-
| 00:41
+
|00:41
| '''Content type''' ପରିଚୟକୁ ପୁଣି ମନେପକାଇବା
+
|'''Content type''' ପରିଚୟକୁ ପୁଣି ମନେପକାଇବା
 +
 
 
|-
 
|-
| 00:45
+
|00:45
| '''body''' ଭିତରେ ସବୁକିଛି ରଖାଯାଇପାରିବ ନାହିଁ ବୋଲି ଆମେ ଜାଣିଛେ
+
|'''body''' ଭିତରେ ସବୁକିଛି ରଖାଯାଇପାରିବ ନାହିଁ ବୋଲି ଆମେ ଜାଣିଛେ
 +
 
 
|-
 
|-
| 00:49
+
|00:49
| ଆମେ ଏବେ '''custom Content type''' କେମିତି କ୍ରିଏଟ୍ କରାଯାଏ ଶିଖିବାକୁ ଯାଉଛେ
+
|ଆମେ ଏବେ '''custom Content type''' କେମିତି କ୍ରିଏଟ୍ କରାଯାଏ ଶିଖିବାକୁ ଯାଉଛେ
 +
 
 
|-
 
|-
| 00:55
+
|00:55
| ଆମେ ଏକ '''Events Content type''' କ୍ରିଏଟ୍ କରିବା, ଯାହା ବିଶ୍ୱର ସମସ୍ତ '''Drupal''' events କୁ ଟ୍ରାକ୍ କରେ
+
|ଆମେ ଏକ '''Events Content type''' କ୍ରିଏଟ୍ କରିବା, ଯାହା ବିଶ୍ୱର ସମସ୍ତ '''Drupal''' events କୁ ଟ୍ରାକ୍ କରେ
 +
 
 
|-
 
|-
| 01:02
+
|01:02
| ପ୍ରଥମେ, ଏହି '''Content type''' ପାଇଁ କେଉଁ '''fields''' କ୍ୟାପଚର୍ କରିବା ଦରକାର, ତାକୁ ଏକ କାଗଜରେ ଆଙ୍କିବା
+
|ପ୍ରଥମେ, ଏହି '''Content type''' ପାଇଁ କେଉଁ '''fields''' କ୍ୟାପଚର୍ କରିବା ଦରକାର, ତାକୁ ଏକ କାଗଜରେ ଆଙ୍କିବା
 +
 
 
|-
 
|-
| 01:09
+
|01:09
| '''Drupal''' ରେ କ୍ରିଏଟ୍ କରିବା ପୂର୍ବରୁ ସମସ୍ତ ନୂଆ '''Content types''' ପାଇଁ ଏହା କରିବା ଏକ ଉତ୍ତମ ଅଭ୍ୟାସ
+
|'''Drupal''' ରେ କ୍ରିଏଟ୍ କରିବା ପୂର୍ବରୁ ସମସ୍ତ ନୂଆ '''Content types''' ପାଇଁ ଏହା କରିବା ଏକ ଉତ୍ତମ ଅଭ୍ୟାସ
 +
 
 
|-
 
|-
| 01:16
+
|01:16
| '''Field Name, Field Type''' ଏବଂ '''Purpose''' ପାଇଁ '''column''' ସହ ଏକ '''table''' କ୍ରିଏଟ୍ କରନ୍ତୁ
+
|'''Field Name, Field Type''' ଏବଂ '''Purpose''' ପାଇଁ '''column''' ସହ ଏକ '''table''' କ୍ରିଏଟ୍ କରନ୍ତୁ
 +
 
 
|-
 
|-
| 01:23
+
|01:23
| ଡିଫଲ୍ଟ ଭାବେ ପରିଭାଷିତ ସମସ୍ତ '''Drupal nodes''' ର '''Title''' ଏବଂ '''Body''' ଥାଏ
+
|ଡିଫଲ୍ଟ ଭାବେ ପରିଭାଷିତ ସମସ୍ତ '''Drupal nodes''' ର '''Title''' ଏବଂ '''Body''' ଥାଏ
 +
 
 
|-
 
|-
| 01:29
+
|01:29
| ଏହି କାର୍ଯ୍ୟକୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରିବା ପାଇଁ '''Event Name''' କୁ '''Title''' field କରାଯାଇପାରିବ
+
|ଏହି କାର୍ଯ୍ୟକୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରିବା ପାଇଁ '''Event Name''' କୁ '''Title''' field କରାଯାଇପାରିବ
 +
 
 
|-
 
|-
| 01:36
+
|01:36
| କିଛି plain text ବ୍ୟାଖ୍ୟା ପାଇଁ '''Event Description''' କୁ '''Body''' field କରାଯାଇପାରିବ
+
|କିଛି plain text ବ୍ୟାଖ୍ୟା ପାଇଁ '''Event Description''' କୁ '''Body''' field କରାଯାଇପାରିବ
 +
 
 
|-
 
|-
| 01:43
+
|01:43
| ଏହି ଇଭେଣ୍ଟ ର କୌଣସି special logo ଡିସ୍ପ୍ଲେ କରିବା ପାଇଁ '''Event Logo''' ହେଉଛି ଏକ '''Image'''
+
|ଏହି ଇଭେଣ୍ଟ ର କୌଣସି special logo ଡିସ୍ପ୍ଲେ କରିବା ପାଇଁ '''Event Logo''' ହେଉଛି ଏକ '''Image'''
 +
 
 
|-
 
|-
| 01:50
+
|01:50
| Type '''Date'''ର ଏକ '''Event Date''' ଆମକୁ ଦରକାର, ଯାହା ଇଭେଣ୍ଟର start ଏବଂ end date କ୍ୟାପଚର କରେ
+
|Type '''Date'''ର ଏକ '''Event Date''' ଆମକୁ ଦରକାର, ଯାହା ଇଭେଣ୍ଟର start ଏବଂ end date କ୍ୟାପଚର କରେ
 +
 
 
|-
 
|-
 
|01:58
 
|01:58
| ଏହି ଇଭେଣ୍ଟର ଭିନ୍ନ '''Event Website''' ରହିପାରେ, ଯାହା ହେଉଛି, ଏହି '''Content type''' ଭିତରେ ଡିସ୍ପ୍ଲେ ହେବାକୁ ଥିବା ଏକ '''URL''' link
+
|ଏହି ଇଭେଣ୍ଟର ଭିନ୍ନ '''Event Website''' ରହିପାରେ, ଯାହା ହେଉଛି, ଏହି '''Content type''' ଭିତରେ ଡିସ୍ପ୍ଲେ ହେବାକୁ ଥିବା ଏକ '''URL''' link
 +
 
 
|-
 
|-
| 02:07
+
|02:07
| ଏହି ଟ୍ୟୁଟୋରିଆଲରେ ଆମେ କେବଳ ପାଞ୍ଚଟି fields ଦେଖିବା, ପରେ ଅଧିକ ଦୁଇଟି field ଆଡ୍ କରିବା ବିଷୟରେ ଶିଖିବା
+
|ଏହି ଟ୍ୟୁଟୋରିଆଲରେ ଆମେ କେବଳ ପାଞ୍ଚଟି fields ଦେଖିବା, ପରେ ଅଧିକ ଦୁଇଟି field ଆଡ୍ କରିବା ବିଷୟରେ ଶିଖିବା
 +
 
 
|-
 
|-
| 02:17
+
|02:17
| ପ୍ରତ୍ୟେକ ଇଭେଣ୍ଟ ଏକ '''User Group''' ଦ୍ୱାରା ପ୍ରଯୋଜିତ, '''User Group''' ହେଉଛି ଅନ୍ୟଏକ '''Content type''', ଏହାକୁ ପରବର୍ତ୍ତୀ ଟ୍ୟୁଟୋରିଆଲରେ କ୍ରିଏଟ କରିବା
+
|ପ୍ରତ୍ୟେକ ଇଭେଣ୍ଟ ଏକ '''User Group''' ଦ୍ୱାରା ପ୍ରଯୋଜିତ, '''User Group''' ହେଉଛି ଅନ୍ୟଏକ '''Content type''', ଏହାକୁ ପରବର୍ତ୍ତୀ ଟ୍ୟୁଟୋରିଆଲରେ କ୍ରିଏଟ କରିବା
 +
 
 
|-
 
|-
| 02:27
+
|02:27
| drupal ରେ '''Entity Reference field''' ବ୍ୟବହାର କରି ଦୁଇଟି ଭିନ୍ନ content types ର ଦୁଇଟି '''nodes''' ଲିଙ୍କ ହୋଇଛି
+
|drupal ରେ '''Entity Reference field''' ବ୍ୟବହାର କରି ଦୁଇଟି ଭିନ୍ନ content types ର ଦୁଇଟି '''nodes''' ଲିଙ୍କ ହୋଇଛି
 +
 
 
|-
 
|-
| 02:35
+
|02:35
| ଗୋଟିଏ '''Event Topic''' ହେଉଛି ଏକ '''Taxonomy field''', ଯାହା ବିଭିନ୍ନ '''keywords''' ଅନ୍ତର୍ଗତ ଇଭେଣ୍ଟକୁ ଶ୍ରେଣୀଗତ କରିବାରେ ବ୍ୟବହାର କରାଯାଏ
+
|ଗୋଟିଏ '''Event Topic''' ହେଉଛି ଏକ '''Taxonomy field''', ଯାହା ବିଭିନ୍ନ '''keywords''' ଅନ୍ତର୍ଗତ ଇଭେଣ୍ଟକୁ ଶ୍ରେଣୀଗତ କରିବାରେ ବ୍ୟବହାର କରାଯାଏ
 +
 
 
|-
 
|-
| 02:44
+
|02:44
| ଏବେ, '''Structure''' ଓ ତା’ପରେ '''Content types''' ଉପରେ କ୍ଲିକ୍ କରନ୍ତୁ
+
|ଏବେ, '''Structure''' ଓ ତା’ପରେ '''Content types''' ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:50
+
|02:50
| ଏହି ଦୁଇଟି ହେଉଛି ବେସିକ୍ '''Content types'''
+
|ଏହି ଦୁଇଟି ହେଉଛି ବେସିକ୍ '''Content types'''
 +
 
 
|-
 
|-
| 02:53
+
|02:53
| ବ୍ଲୁ ବଟନ୍ '''Add content type''' ରେ କ୍ଲିକ୍ କରନ୍ତୁ
+
|ବ୍ଲୁ ବଟନ୍ '''Add content type''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:57
+
|02:57
| ଆମେ ଆମର ନୂଆ '''Content type''' କୁ '''Events''' ବୋଲି କହିବା
+
|ଆମେ ଆମର ନୂଆ '''Content type''' କୁ '''Events''' ବୋଲି କହିବା
 +
 
 
|-
 
|-
| 03:02
+
|03:02
| ଆଉ '''Description''' ରେ "This is where we track all the Drupal events from around the world" ଟାଇପ୍ କରିବା
+
|ଆଉ '''Description''' ରେ "This is where we track all the Drupal events from around the world" ଟାଇପ୍ କରିବା
 +
 
 
|-
 
|-
| 03:11
+
|03:11
| ଆପଣ ଯାହା ଚାହିଁବେ ଏଠାରେ ଟାଇପ୍ କରିପାରିବେ
+
|ଆପଣ ଯାହା ଚାହିଁବେ ଏଠାରେ ଟାଇପ୍ କରିପାରିବେ
 +
 
 
|-
 
|-
| 03:15
+
|03:15
| ''' Content type''' ପେଜ୍ ରେ ଏହି '''Description''' ପ୍ରଦର୍ଶିତ ହେବ
+
|''' Content type''' ପେଜ୍ ରେ ଏହି '''Description''' ପ୍ରଦର୍ଶିତ ହେବ
 +
 
 
|-
 
|-
| 03:20
+
|03:20
| ଆପଣ ଆହୁରି ମଧ୍ୟ ଦେଖିବେ ଯେ, '''Drupal''' ଏହାକୁ ଏକ '''Machine name''' ଦେଇଛି, ଏଠାରେ ନାମଟିକୁ ଆମେ '''events''' ଭାବେ ଦେଖିପାରିବା
+
|ଆପଣ ଆହୁରି ମଧ୍ୟ ଦେଖିବେ ଯେ, '''Drupal''' ଏହାକୁ ଏକ '''Machine name''' ଦେଇଛି, ଏଠାରେ ନାମଟିକୁ ଆମେ '''events''' ଭାବେ ଦେଖିପାରିବା
 +
 
 
|-
 
|-
| 03:28
+
|03:28
| ସାଧାରଣତଃ '''Machine name''' ହେଉଛି ଡାଟାବେସ୍ ରେ ଥିବା '''table''' ର ନାମ, ଯାହାକୁ '''Drupal''' କଣ୍ଟେଣ୍ଟ ଆସାଇନ୍ କରେ
+
|ସାଧାରଣତଃ '''Machine name''' ହେଉଛି ଡାଟାବେସ୍ ରେ ଥିବା '''table''' ର ନାମ, ଯାହାକୁ '''Drupal''' କଣ୍ଟେଣ୍ଟ ଆସାଇନ୍ କରେ
 +
 
 
|-
 
|-
| 03:36
+
|03:36
| '''Submission form settings''' ଭିତରେ '''Title''' କୁ '''Event Name''' ରେ ବଦଳାନ୍ତୁ
+
|'''Submission form settings''' ଭିତରେ '''Title''' କୁ '''Event Name''' ରେ ବଦଳାନ୍ତୁ
 +
 
 
|-
 
|-
| 03:43
+
|03:43
| '''Publishing options''' ରେ, '''Create new revision''' ରେ ଏକ ଚେକ୍ ମାର୍କ ରଖିବା
+
|'''Publishing options''' ରେ, '''Create new revision''' ରେ ଏକ ଚେକ୍ ମାର୍କ ରଖିବା
 +
 
 
|-
 
|-
| 03:49
+
|03:49
| ଏହାର ଅର୍ଥ, ଯେତେବେଳେବି ଏକ ନୋଡ୍ ଏଡିଟ୍ ହେଉଥିବ, ଏକ ନୂଆ ଭର୍ସନ୍ ତିଆରି ହେବ
+
|ଏହାର ଅର୍ଥ, ଯେତେବେଳେବି ଏକ ନୋଡ୍ ଏଡିଟ୍ ହେଉଥିବ, ଏକ ନୂଆ ଭର୍ସନ୍ ତିଆରି ହେବ
 +
 
 
|-
 
|-
| 03:55
+
|03:55
| ଅନ୍ୟ ସେଟିଙ୍ଗଗୁଡ଼ିକ ସେମିତି ଥାଉ, ଏବେ '''Display author and date information''' କୁ ବନ୍ଦ କରିଦେବା
+
|ଅନ୍ୟ ସେଟିଙ୍ଗଗୁଡ଼ିକ ସେମିତି ଥାଉ, ଏବେ '''Display author and date information''' କୁ ବନ୍ଦ କରିଦେବା
 +
 
 
|-
 
|-
| 04:02
+
|04:02
| ଏହି ଗୋଟିକ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏଠାରେ କିଛି ଅଛି ଯାହା ସମସ୍ତ '''Content type''' ପାଇଁ ରେକମେଣ୍ଡ କରାଯାଏ
+
|ଏହି ଗୋଟିକ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏଠାରେ କିଛି ଅଛି ଯାହା ସମସ୍ତ '''Content type''' ପାଇଁ ରେକମେଣ୍ଡ କରାଯାଏ
 +
 
 
|-
 
|-
| 04:09
+
|04:09
| '''Menu settings''' ଉପରେ କ୍ଲିକ୍ କରନ୍ତୁ, '''Available menus''' ରେ ଥିବା ସମସ୍ତ ମେନୁକୁ ଅନଚେକ୍ କରନ୍ତୁ, ଯାହା ଚେକ୍ ହୋଇଥାଇପାରେ
+
|'''Menu settings''' ଉପରେ କ୍ଲିକ୍ କରନ୍ତୁ, '''Available menus''' ରେ ଥିବା ସମସ୍ତ ମେନୁକୁ ଅନଚେକ୍ କରନ୍ତୁ, ଯାହା ଚେକ୍ ହୋଇଥାଇପାରେ
 +
 
 
|-
 
|-
| 04:17
+
|04:17
| ଏହା, ଆମର '''menu structure''' ରେ ହଜାର ହଜାର '''events''' ଆଡ୍ କରିବାରୁ '''content editor''' କୁ ପ୍ରତିରୋଧ କରେ
+
|ଏହା, ଆମର '''menu structure''' ରେ ହଜାର ହଜାର '''events''' ଆଡ୍ କରିବାରୁ '''content editor''' କୁ ପ୍ରତିରୋଧ କରେ
 +
 
 
|-
 
|-
| 04:24
+
|04:24
| ଏହା ନିଶ୍ଚିତ କରେ ଯେ ମେନୁ ଆଇଟମରେ '''event''' ଆଡ୍ କରିବାର ଅନୁମତି ଅନ୍ୟ କାହାର ନାହିଁ
+
|ଏହା ନିଶ୍ଚିତ କରେ ଯେ ମେନୁ ଆଇଟମରେ '''event''' ଆଡ୍ କରିବାର ଅନୁମତି ଅନ୍ୟ କାହାର ନାହିଁ
 +
 
 
|-
 
|-
| 04:31
+
|04:31
| ଯଦି ଆମେ ପରେ ଏକ '''event''' ଆଡ୍ କରିବାକୁ ଚାହିଁବା, ତେବେ ତାକୁ ନିଜେ ମାନୁଆଲି କରିପାରିବା
+
|ଯଦି ଆମେ ପରେ ଏକ '''event''' ଆଡ୍ କରିବାକୁ ଚାହିଁବା, ତେବେ ତାକୁ ନିଜେ ମାନୁଆଲି କରିପାରିବା
 +
 
 
|-
 
|-
| 04:37
+
|04:37
| '''Save and manage fields''' ଉପରେ କ୍ଲିକ୍ କରନ୍ତୁ
+
|'''Save and manage fields''' ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:40
+
|04:40
| '''Events Content type''' ସେଭ୍ ହେଲାପରେ, ଆମେ '''Body''' ଫିଲ୍ଡ ଦେଖିପାରିବା
+
|'''Events Content type''' ସେଭ୍ ହେଲାପରେ, ଆମେ '''Body''' ଫିଲ୍ଡ ଦେଖିପାରିବା
 +
 
 
|-
 
|-
| 04:45
+
|04:45
| ଡାହାଣ ପାଖରେ ଥିବା '''Edit''' ଉପରେ କ୍ଲିକ୍ କରନ୍ତୁ ଏବଂ '''Label''' କୁ '''Event Description''' ରେ ବଦଳାନ୍ତୁ
+
|ଡାହାଣ ପାଖରେ ଥିବା '''Edit''' ଉପରେ କ୍ଲିକ୍ କରନ୍ତୁ ଏବଂ '''Label''' କୁ '''Event Description''' ରେ ବଦଳାନ୍ତୁ
 +
 
 
|-
 
|-
| 04:55
+
|04:55
| ତଳେ ଥିବା '''Save settings''' ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ତଳେ ଥିବା '''Save settings''' ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:59
+
|04:59
| Drupal ରେ ଆମେ ଏବେ ଆମର ପ୍ରଥମ '''Custom Content type''' କ୍ରିଏଟ କରିଛେ
+
|Drupal ରେ ଆମେ ଏବେ ଆମର ପ୍ରଥମ '''Custom Content type''' କ୍ରିଏଟ କରିଛେ
 +
 
 
|-
 
|-
| 05:04
+
|05:04
| ଏହା ଏହି point ରେ ସୀମିତ, ସାଧାରଣତଃ '''Title''' ଏବଂ '''Body''', '''basic page''' ଭଳି ସମାନ
+
|ଏହା ଏହି point ରେ ସୀମିତ, ସାଧାରଣତଃ '''Title''' ଏବଂ '''Body''', '''basic page''' ଭଳି ସମାନ
 +
 
 
|-
 
|-
| 05:13
+
|05:13
| ଏହାପରେ, ପେପର୍ ଡିଜାଇନ୍ ହିସାବରେ ଅଧିକ fields ଆଡ୍ କରନ୍ତୁ ଏବଂ ଏହାକୁ ଅଧିକ ସହାୟକ କରନ୍ତୁ
+
|ଏହାପରେ, ପେପର୍ ଡିଜାଇନ୍ ହିସାବରେ ଅଧିକ fields ଆଡ୍ କରନ୍ତୁ ଏବଂ ଏହାକୁ ଅଧିକ ସହାୟକ କରନ୍ତୁ
 +
 
 
|-
 
|-
| 05:23
+
|05:23
| ଉପରେ ଥିବା '''Add field''' ବଟନ୍ ରେ କ୍ଲିକ୍ କରନ୍ତୁ
+
|ଉପରେ ଥିବା '''Add field''' ବଟନ୍ ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:27
+
|05:27
| ''' Select a field type''' drop-down ରେ '''Image''' ଚୟନ କରନ୍ତୁ, '''Label field''' ରେ "Event Logo" ଟାଇପ୍ କରନ୍ତୁ
+
|''' Select a field type''' drop-down ରେ '''Image''' ଚୟନ କରନ୍ତୁ, '''Label field''' ରେ "Event Logo" ଟାଇପ୍ କରନ୍ତୁ
 +
 
 
|-
 
|-
| 05:36
+
|05:36
| ''' Save and continue''' କ୍ଲିକ୍ କରନ୍ତୁ
+
|''' Save and continue''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:39
+
|05:39
| ଯଦି ଆମେ ଚାହିଁବା, ତେବେ '''Choose file''' ବଟନ୍ କ୍ଲିକ୍ କରି ଏଠାରେ ଏକ ଡିଫଲ୍ଟ ଇମେଜ୍ ଅପଲୋଡ୍ କରିପାରିବା
+
|ଯଦି ଆମେ ଚାହିଁବା, ତେବେ '''Choose file''' ବଟନ୍ କ୍ଲିକ୍ କରି ଏଠାରେ ଏକ ଡିଫଲ୍ଟ ଇମେଜ୍ ଅପଲୋଡ୍ କରିପାରିବା
 +
 
 
|-
 
|-
| 05:48
+
|05:48
| ଡିଫଲ୍ଟ '''Alternative text''' ମଧ୍ୟ ଆଡ୍ କରିପାରିବା
+
|ଡିଫଲ୍ଟ '''Alternative text''' ମଧ୍ୟ ଆଡ୍ କରିପାରିବା
 +
 
 
|-
 
|-
| 05:54
+
|05:54
| ପ୍ରତ୍ୟେକ '''event''' ପାଇଁ ଗୋଟିଏ ଲୋଗୋର ସୀମା ରଖନ୍ତୁ, '''Save field settings''' ଉପରେ କ୍ଲିକ୍ କରନ୍ତୁ
+
|ପ୍ରତ୍ୟେକ '''event''' ପାଇଁ ଗୋଟିଏ ଲୋଗୋର ସୀମା ରଖନ୍ତୁ, '''Save field settings''' ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:02
+
|06:02
| ଏବେ '''Event logo field''' ପାଇଁ ସମସ୍ତ ସେଟିଙ୍ଗ ସେଟ୍ ଅପ୍ କରନ୍ତୁ
+
|ଏବେ '''Event logo field''' ପାଇଁ ସମସ୍ତ ସେଟିଙ୍ଗ ସେଟ୍ ଅପ୍ କରନ୍ତୁ
 +
 
 
|-
 
|-
| 06:07
+
|06:07
| ଏଥିମଧ୍ୟରୁ ଅଧିକାଂଶ ପ୍ରାସଙ୍ଗିକ ଅଟେ ଏବଂ '''field type''' ଉପରେ ଆଧାରିତ
+
|ଏଥିମଧ୍ୟରୁ ଅଧିକାଂଶ ପ୍ରାସଙ୍ଗିକ ଅଟେ ଏବଂ '''field type''' ଉପରେ ଆଧାରିତ
 +
 
 
|-
 
|-
| 06:11
+
|06:11
| ଆମର '''content editors''' ପାଇଁ ଏଠାରେ କିଛି help text କିମ୍ବା କିଛି instructions ଆଡ୍ କରିପାରିବା,  
+
|ଆମର '''content editors''' ପାଇଁ ଏଠାରେ କିଛି help text କିମ୍ବା କିଛି instructions ଆଡ୍ କରିପାରିବା,  
 +
 
 
|-
 
|-
| 06:18
+
|06:18
| ଆମେ ''' Required field''' ପାଇଁ ବକ୍ସ ଚେକ୍ କରିପାରିବା, ଯାହାର ଅର୍ଥ ହେଉଛି ''' event logo''' ଆଡ୍ ନହେବା ପର୍ଯ୍ୟନ୍ତ '''content item''' କିମ୍ବା node ସେଭ୍ ହୋଇପାରିବ ନାହିଁ
+
|ଆମେ ''' Required field''' ପାଇଁ ବକ୍ସ ଚେକ୍ କରିପାରିବା, ଯାହାର ଅର୍ଥ ହେଉଛି ''' event logo''' ଆଡ୍ ନହେବା ପର୍ଯ୍ୟନ୍ତ '''content item''' କିମ୍ବା node ସେଭ୍ ହୋଇପାରିବ ନାହିଁ
 +
 
 
|-
 
|-
| 06:30
+
|06:30
| ଆମକୁ ଏଠାରେ '''file extensions''' ବଦଳାଇବାର ଅନୁମତି ଅଛି, ଏଠାରେ '''bitmap''' ଆଡ୍ ନ କରିବାକୁ ପରାମର୍ଶ ଦିଆଯାଏ
+
|ଆମକୁ ଏଠାରେ '''file extensions''' ବଦଳାଇବାର ଅନୁମତି ଅଛି, ଏଠାରେ '''bitmap''' ଆଡ୍ ନ କରିବାକୁ ପରାମର୍ଶ ଦିଆଯାଏ
 +
 
 
|-
 
|-
| 06:38
+
|06:38
| ଡିଫଲ୍ଟ ଭାବରେ file directory ରେ ଗୋଟିଏ ବର୍ଷ ଏବଂ ମାସ ରହିଥାଏ, କିନ୍ତୁ ଆବଶ୍ୟକ ହେଲେ ବଦଳାଇହେବ
+
|ଡିଫଲ୍ଟ ଭାବରେ file directory ରେ ଗୋଟିଏ ବର୍ଷ ଏବଂ ମାସ ରହିଥାଏ, କିନ୍ତୁ ଆବଶ୍ୟକ ହେଲେ ବଦଳାଇହେବ
 +
 
 
|-
 
|-
| 06:47
+
|06:47
| ଉଦାହରଣସ୍ୱରୂପ, ଆପଣଙ୍କ ପାଖରେ images ସହିତ ଅନେକ '''Content types''' ଥାଇପାରେ
+
|ଉଦାହରଣସ୍ୱରୂପ, ଆପଣଙ୍କ ପାଖରେ images ସହିତ ଅନେକ '''Content types''' ଥାଇପାରେ
 +
 
 
|-
 
|-
| 06:53
+
|06:53
| ଏହାପରେ ଏକ prefix '''events''' ଆଡ୍ କରିପାରିବେ, ତେବେ ଯାଇ '''Events Content type''' ର ସମସ୍ତ image ଗୋଟିଏ file directory ରେ ରହିବ
+
|ଏହାପରେ ଏକ prefix '''events''' ଆଡ୍ କରିପାରିବେ, ତେବେ ଯାଇ '''Events Content type''' ର ସମସ୍ତ image ଗୋଟିଏ file directory ରେ ରହିବ
 +
 
 
|-
 
|-
| 07:04
+
|07:04
| ଆମ ଇଚ୍ଛାନୁସାରେ ଏହାକୁ ଯେକୌଣସି ନାମ ଦେବାକୁ Drupal ଆମକୁ ଅନୁମତି ଦେଇଥାଏ, କିନ୍ତୁ ଧ୍ୟାନଦିଅନ୍ତୁ ଯେ, ଏହାକୁ ପରେ ସହଜରେ ବଦଳାଇ ହେବନାହିଁ
+
|ଆମ ଇଚ୍ଛାନୁସାରେ ଏହାକୁ ଯେକୌଣସି ନାମ ଦେବାକୁ Drupal ଆମକୁ ଅନୁମତି ଦେଇଥାଏ, କିନ୍ତୁ ଧ୍ୟାନଦିଅନ୍ତୁ ଯେ, ଏହାକୁ ପରେ ସହଜରେ ବଦଳାଇ ହେବନାହିଁ
 +
 
 
|-
 
|-
| 07:14
+
|07:14
| ଆମେ '''Maximum''' ଓ '''Minimum image resolution''' ଏବଂ ଏକ '''Maximum upload size''' ମଧ୍ୟ ସେଟ୍ କରିପାରିବା
+
|ଆମେ '''Maximum''' ଓ '''Minimum image resolution''' ଏବଂ ଏକ '''Maximum upload size''' ମଧ୍ୟ ସେଟ୍ କରିପାରିବା
 +
 
 
|-
 
|-
| 07:21
+
|07:21
| ଏଠାରେ ପରିବର୍ତ୍ତନ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ. କଳ୍ପନା କରନ୍ତୁକି ଆପଣ, 2 କିମ୍ବା 3 megapixel images ଅପ୍ଲୋଡ କରୁଛନ୍ତି
+
|ଏଠାରେ ପରିବର୍ତ୍ତନ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ. କଳ୍ପନା କରନ୍ତୁକି ଆପଣ, 2 କିମ୍ବା 3 megapixel images ଅପ୍ଲୋଡ କରୁଛନ୍ତି
 +
 
 
|-
 
|-
 
|07:28
 
|07:28
| ଆପଣ, ନିଜର '''wysiwyg editor''' ବ୍ୟବହାର କରନ୍ତୁ, ଏହାକୁ ଶତାଧିକ pixels କମ୍ କରନ୍ତୁ
+
|ଆପଣ, ନିଜର '''wysiwyg editor''' ବ୍ୟବହାର କରନ୍ତୁ, ଏହାକୁ ଶତାଧିକ pixels କମ୍ କରନ୍ତୁ
 +
 
 
|-
 
|-
| 07:35
+
|07:35
| Drupal ଏଯାବତ 2 megapixel image ଲୋଡ୍ କରେ ଏବଂ ତାହା ପ୍ରକୃତରେ ବିରକ୍ତିକର ହୋଇପାରେ
+
|Drupal ଏଯାବତ 2 megapixel image ଲୋଡ୍ କରେ ଏବଂ ତାହା ପ୍ରକୃତରେ ବିରକ୍ତିକର ହୋଇପାରେ
 +
 
 
|-
 
|-
| 07:41
+
|07:41
| ଯଦି ସେମାନେ ତାଙ୍କ mobile ବ୍ୟବହାର କରୁଛନ୍ତି, ତେବେ ଆହୁରି ଖରାପ ହେବ ଏବଂ data plan ରେ ହଠାତ୍ ଆପଣ 2 megabytes download କରିନେଲେ, ଯାହା ଡାଉନଲୋଡ୍ କରିବାର ଆବଶ୍ୟକତା ନଥିଲା
+
|ଯଦି ସେମାନେ ତାଙ୍କ mobile ବ୍ୟବହାର କରୁଛନ୍ତି, ତେବେ ଆହୁରି ଖରାପ ହେବ ଏବଂ data plan ରେ ହଠାତ୍ ଆପଣ 2 megabytes download କରିନେଲେ, ଯାହା ଡାଉନଲୋଡ୍ କରିବାର ଆବଶ୍ୟକତା ନଥିଲା
 +
 
 
|-
 
|-
| 07:51
+
|07:51
| ଆମେ ନିଶ୍ଚିତ ହେବା ଦରକାର ଯେ, ଅପଲୋଡ୍ କରିବା ପୂର୍ବରୁ imageଗୁଡ଼ିକ ଠିକ୍ ଭାବେ ସେଟ୍ ହୋଇଥିବ
+
|ଆମେ ନିଶ୍ଚିତ ହେବା ଦରକାର ଯେ, ଅପଲୋଡ୍ କରିବା ପୂର୍ବରୁ imageଗୁଡ଼ିକ ଠିକ୍ ଭାବେ ସେଟ୍ ହୋଇଥିବ
 +
 
 
|-
 
|-
 
|07:57
 
|07:57
| ସବୁଠାରୁ ବଡ଼ image ଏବଂ ସବୁଠାରୁ ଛୋଟ image କେତେ ସାଇଜ୍ ର ହେବା ଉଚିତ?
+
|ସବୁଠାରୁ ବଡ଼ image ଏବଂ ସବୁଠାରୁ ଛୋଟ image କେତେ ସାଇଜ୍ ର ହେବା ଉଚିତ?
 +
 
 
|-
 
|-
| 08:03
+
|08:03
| ନିର୍ଦ୍ଦିଷ୍ଟ ଭାବରେ '''Minimum Image resolution''' ବହୁତ ଗୁରୁତ୍ୱପୂର୍ଣ୍ଣ
+
|ନିର୍ଦ୍ଦିଷ୍ଟ ଭାବରେ '''Minimum Image resolution''' ବହୁତ ଗୁରୁତ୍ୱପୂର୍ଣ୍ଣ
 +
 
 
|-
 
|-
| 08:08
+
|08:08
| ଆପଣ ଡିସ୍ପ୍ଲେ କରିବାକୁ ଚାହୁଁଥିବା ଏହି field ସବୁଠାରୁ ବଡ଼ image size ଠାରୁ ଛୋଟ ହେବା ଉଚିତ ନୁହେଁ
+
|ଆପଣ ଡିସ୍ପ୍ଲେ କରିବାକୁ ଚାହୁଁଥିବା ଏହି field ସବୁଠାରୁ ବଡ଼ image size ଠାରୁ ଛୋଟ ହେବା ଉଚିତ ନୁହେଁ
 +
 
 
|-
 
|-
| 08:14
+
|08:14
| ଏହା Drupalକୁ ମୂଳ ଇମେଜ୍ ରୁ ଅଧିକ ଆଉ ସେମାନଙ୍କୁ pixelated କରିବାରୁ ପ୍ରତିରୋଧ କରିବ
+
|ଏହା Drupalକୁ ମୂଳ ଇମେଜ୍ ରୁ ଅଧିକ ଆଉ ସେମାନଙ୍କୁ pixelated କରିବାରୁ ପ୍ରତିରୋଧ କରିବ
 +
 
 
|-
 
|-
| 08:21
+
|08:21
| '''Maximum Image resolution''' କୁ '''1000 x 1000''' ରେ ସେଟ୍ଅପ୍ କରନ୍ତୁ
+
|'''Maximum Image resolution''' କୁ '''1000 x 1000''' ରେ ସେଟ୍ଅପ୍ କରନ୍ତୁ
 +
 
 
|-
 
|-
| 08:26
+
|08:26
| '''Minimum Image resolution''' କୁ ''' 100 x 100''' ରେ ସେଟ୍ଅପ୍ କରନ୍ତୁ
+
|'''Minimum Image resolution''' କୁ ''' 100 x 100''' ରେ ସେଟ୍ଅପ୍ କରନ୍ତୁ
 +
 
 
|-
 
|-
| 08:31
+
|08:31
| ଏହାପରେ, '''Maximum upload size''' କୁ '''80 kb''' କରନ୍ତୁ
+
|ଏହାପରେ, '''Maximum upload size''' କୁ '''80 kb''' କରନ୍ତୁ
 +
 
 
|-
 
|-
| 08:36
+
|08:36
| Drupal, image କୁ କମାଇ '''1000''' by '''1000''' କରିବ ଏବଂ '''80 kilo bytes''' କରିବ
+
|Drupal, image କୁ କମାଇ '''1000''' by '''1000''' କରିବ ଏବଂ '''80 kilo bytes''' କରିବ
 +
 
 
|-
 
|-
| 08:44
+
|08:44
| ଯଦି ଏପରି କରିପାରିବ ନାହିଁ, ତେବେ  Drupal, imageକୁ ପ୍ରତ୍ୟାଖ୍ୟାନ କରିଦେବ
+
|ଯଦି ଏପରି କରିପାରିବ ନାହିଁ, ତେବେ  Drupal, imageକୁ ପ୍ରତ୍ୟାଖ୍ୟାନ କରିଦେବ
 +
 
 
|-
 
|-
| 08:48
+
|08:48
| ଏହାକୁ ''' 600''' by''' 600''' pixels କରିବା ଭଲ, ଯାହାକି ଉପଯୁକ୍ତ ଆକାର
+
|ଏହାକୁ ''' 600''' by''' 600''' pixels କରିବା ଭଲ, ଯାହାକି ଉପଯୁକ୍ତ ଆକାର
 +
 
 
|-
 
|-
| 08:56
+
|08:56
| '''Enable Alt field''' ଓ '''Alt field required''' ଚେକ୍ ବକ୍ସଗୁଡ଼ିକୁ ଚେକ୍ କରନ୍ତୁ
+
|'''Enable Alt field''' ଓ '''Alt field required''' ଚେକ୍ ବକ୍ସଗୁଡ଼ିକୁ ଚେକ୍ କରନ୍ତୁ
 +
 
 
|-
 
|-
| 09:02
+
|09:02
| ତା’ପରେ '''Save settings''' କ୍ଲିକ୍ କରନ୍ତୁ
+
|ତା’ପରେ '''Save settings''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 09:05
+
|09:05
| ଆମର '''Content type''' ପାଇଁ ଏକ ''' Event Logo''' ଫିଲ୍ଡ ଅଛି
+
|ଆମର '''Content type''' ପାଇଁ ଏକ ''' Event Logo''' ଫିଲ୍ଡ ଅଛି
 +
 
 
|-
 
|-
| 09:09
+
|09:09
| '''Add field''' କ୍ଲିକ୍ କରି ଅନ୍ୟଏକ ଫିଲ୍ଡ ଆଡ୍ କରନ୍ତୁ
+
|'''Add field''' କ୍ଲିକ୍ କରି ଅନ୍ୟଏକ ଫିଲ୍ଡ ଆଡ୍ କରନ୍ତୁ
 +
 
 
|-
 
|-
| 09:12
+
|09:12
| '''Add a new field''' drop-downରୁ '''Link''' ଚୟନ କରନ୍ତୁ, '''Label field''' ରେ "Event Website" ଟାଇପ୍ କରନ୍ତୁ
+
|'''Add a new field''' drop-downରୁ '''Link''' ଚୟନ କରନ୍ତୁ, '''Label field''' ରେ "Event Website" ଟାଇପ୍ କରନ୍ତୁ
 +
 
 
|-
 
|-
| 09:22
+
|09:22
| ''' Save and continue''' କ୍ଲିକ୍ କରନ୍ତୁ
+
|''' Save and continue''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 09:25
+
|09:25
| ତୁରନ୍ତ ହିଁ ଆମକୁ '''Allowed number of values''' ନିର୍ଦ୍ଦିଷ୍ଟ କରିବାକୁ କୁହାଯିବ, ସେଥିପାଇଁ ଆମ ପାଖରେ କେବଳ ଗୋଟିଏ ଭାଲ୍ୟୁ ଅଛି
+
|ତୁରନ୍ତ ହିଁ ଆମକୁ '''Allowed number of values''' ନିର୍ଦ୍ଦିଷ୍ଟ କରିବାକୁ କୁହାଯିବ, ସେଥିପାଇଁ ଆମ ପାଖରେ କେବଳ ଗୋଟିଏ ଭାଲ୍ୟୁ ଅଛି
 +
 
 
|-
 
|-
 
|09:34
 
|09:34
| '''Save Field Setting''' କ୍ଲିକ୍ କରନ୍ତୁ, ଏହି ସ୍କ୍ରୀନ୍ ଆଉଥରେ '''Link''' field ପାଇଁ ପ୍ରାସଙ୍ଗିକ ସେଟିଙ୍ଗ୍ସ ଦେଇଥାଏ
+
|'''Save Field Setting''' କ୍ଲିକ୍ କରନ୍ତୁ, ଏହି ସ୍କ୍ରୀନ୍ ଆଉଥରେ '''Link''' field ପାଇଁ ପ୍ରାସଙ୍ଗିକ ସେଟିଙ୍ଗ୍ସ ଦେଇଥାଏ
 +
 
 
|-
 
|-
| 09:43
+
|09:43
| ''' Allowed Link type''' ଅଧିନରେ ନିମ୍ନ ଅପ୍ସନ୍ସ ପାଇବେ
+
|''' Allowed Link type''' ଅଧିନରେ ନିମ୍ନ ଅପ୍ସନ୍ସ ପାଇବେ , '''Internal links only''', '''External links only ''' ଏବଂ '''Both internal and external links'''.
* '''Internal links only'''
+
 
* '''External links only ''' ଏବଂ
+
*'''Both internal and external links'''.
+
 
|-
 
|-
| 09:54
+
|09:54
| ଏହାପରେ, '''Allow link text''' କୁ '''Disabled, Optional''' କିମ୍ବା '''Required''' ଭାବେ କରିବା କି ନାହିଁ, ତାହା ନିର୍ଦ୍ଦିଷ୍ଟ କରିପାରିବା
+
|ଏହାପରେ, '''Allow link text''' କୁ '''Disabled, Optional''' କିମ୍ବା '''Required''' ଭାବେ କରିବା କି ନାହିଁ, ତାହା ନିର୍ଦ୍ଦିଷ୍ଟ କରିପାରିବା
 +
 
 
|-
 
|-
| 10:04
+
|10:04
| ବର୍ତ୍ତମାନ ପାଇଁ ଏହାକୁ '''Optional''' ଭାବେ ରଖି ଦେଖିବା ତାହା କିପରି କାମ କରୁଛି
+
|ବର୍ତ୍ତମାନ ପାଇଁ ଏହାକୁ '''Optional''' ଭାବେ ରଖି ଦେଖିବା ତାହା କିପରି କାମ କରୁଛି
 +
 
 
|-
 
|-
| 10:09
+
|10:09
| ଏବେ, '''Save settings''' କ୍ଲିକ୍ କରନ୍ତୁ, ପୁଣିଥରେ '''Add field''' କ୍ଲିକ୍ କରନ୍ତୁ
+
|ଏବେ, '''Save settings''' କ୍ଲିକ୍ କରନ୍ତୁ, ପୁଣିଥରେ '''Add field''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 10:15
+
|10:15
| ଏଥରକ ଆମେ '''Date field''' ଚୟନ କରିବା
+
|ଏଥରକ ଆମେ '''Date field''' ଚୟନ କରିବା
 +
 
 
|-
 
|-
| 10:20
+
|10:20
| '''Label''' କୁ '''Event Date''' ଭାବେ ଟାଇପ୍ କରନ୍ତୁ
+
|'''Label''' କୁ '''Event Date''' ଭାବେ ଟାଇପ୍ କରନ୍ତୁ
 +
 
 
|-
 
|-
| 10:24
+
|10:24
| '''Save and continue''' କ୍ଲିକ୍ କରନ୍ତୁ
+
|'''Save and continue''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 10:26
+
|10:26
| ବର୍ତ୍ତମାନ ପାଇଁ '''value''' କୁ 1 ରେ ଛାଡ଼ନ୍ତୁ, '''Date type''' drop-downରେ '''Date only''' ଅପସନ୍ ଚୟନ କରନ୍ତୁ
+
|ବର୍ତ୍ତମାନ ପାଇଁ '''value''' କୁ 1 ରେ ଛାଡ଼ନ୍ତୁ, '''Date type''' drop-downରେ '''Date only''' ଅପସନ୍ ଚୟନ କରନ୍ତୁ
 +
 
 
|-
 
|-
| 10:34
+
|10:34
| ''' Save field settings''' କ୍ଲିକ୍ କରନ୍ତୁ, ପୁଣିଥରେ ଆମେ ପ୍ରାସଙ୍ଗିକ ସେଟିଙ୍ଗ୍ସ ପେଜ୍ ପାଇବା
+
|''' Save field settings''' କ୍ଲିକ୍ କରନ୍ତୁ, ପୁଣିଥରେ ଆମେ ପ୍ରାସଙ୍ଗିକ ସେଟିଙ୍ଗ୍ସ ପେଜ୍ ପାଇବା
 +
 
 
|-
 
|-
 
|10:43
 
|10:43
| ଏଠାରେ '''Default date''' କୁ '''Current date'''ରେ ବଦଳାନ୍ତୁ
+
|ଏଠାରେ '''Default date''' କୁ '''Current date'''ରେ ବଦଳାନ୍ତୁ
 +
 
 
|-
 
|-
| 10:47
+
|10:47
| '''Save settings''' କ୍ଲିକ୍ କରନ୍ତୁ
+
|'''Save settings''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 10:49
+
|10:49
| ଏବେ ଆମକୁ ଅଧିକ ଦୁଇଟି ଫିଲ୍ଡ ଆଡ୍ କରିବାର ଅଛି, କିନ୍ତୁ ଆମେ ସେଗୁଡ଼ିକୁ ଆଡ୍ କରିପାରିବା ନାହିଁ
+
|ଏବେ ଆମକୁ ଅଧିକ ଦୁଇଟି ଫିଲ୍ଡ ଆଡ୍ କରିବାର ଅଛି, କିନ୍ତୁ ଆମେ ସେଗୁଡ଼ିକୁ ଆଡ୍ କରିପାରିବା ନାହିଁ
 +
 
 
|-
 
|-
| 10:55
+
|10:55
| ଏଗୁଡ଼ିକୁ ଆଗାମୀ ଟ୍ୟୁଟୋରିଆଲରେ କଭର୍ କରିବା, ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
+
|ଏଗୁଡ଼ିକୁ ଆଗାମୀ ଟ୍ୟୁଟୋରିଆଲରେ କଭର୍ କରିବା, ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
 +
 
 
|-
 
|-
 
|11:03
 
|11:03
| ସଂକ୍ଷିପ୍ତରେ- ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ, ଏକ ନୂଆ '''Content type''' କ୍ରିଏଟ କରିବା ଏବଂ Content type ରେ fields ଆଡ୍ କରିବା
+
|ସଂକ୍ଷିପ୍ତରେ- ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ, ଏକ ନୂଆ '''Content type''' କ୍ରିଏଟ କରିବା ଏବଂ Content type ରେ fields ଆଡ୍ କରିବା
 +
 
 
|-
 
|-
 
|11:28
 
|11:28
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
| 11:39
+
|11:39
| ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
| 11:46
+
|11:46
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
| 11:55
+
|11:55
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
 +
 
 
|-
 
|-
| 12:09
+
|12:09
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 10:40, 4 April 2017

Time Narration
00:01 Creating New Content Types ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ଏକ ନୂଆ Content type ତିଆରି କରିବା ଏବଂ Content typeରେ Fields ଆଡ୍ କରିବା
00:15 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ Ubuntu Operating System, Drupal 8 ଏବଂ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି. ଆପଣ ନିଜ ପସନ୍ଦ ଅନୁସାରେ ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:29 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ସାଇଟ୍ ଖୋଲିବା
00:34 ଏବେ ଆମେ built-in Content types କଣ ଜାଣିଛେ, ଚାଲନ୍ତୁ କିଛି custom Content types ତିଆରି କରିବା
00:41 Content type ପରିଚୟକୁ ପୁଣି ମନେପକାଇବା
00:45 body ଭିତରେ ସବୁକିଛି ରଖାଯାଇପାରିବ ନାହିଁ ବୋଲି ଆମେ ଜାଣିଛେ
00:49 ଆମେ ଏବେ custom Content type କେମିତି କ୍ରିଏଟ୍ କରାଯାଏ ଶିଖିବାକୁ ଯାଉଛେ
00:55 ଆମେ ଏକ Events Content type କ୍ରିଏଟ୍ କରିବା, ଯାହା ବିଶ୍ୱର ସମସ୍ତ Drupal events କୁ ଟ୍ରାକ୍ କରେ
01:02 ପ୍ରଥମେ, ଏହି Content type ପାଇଁ କେଉଁ fields କ୍ୟାପଚର୍ କରିବା ଦରକାର, ତାକୁ ଏକ କାଗଜରେ ଆଙ୍କିବା
01:09 Drupal ରେ କ୍ରିଏଟ୍ କରିବା ପୂର୍ବରୁ ସମସ୍ତ ନୂଆ Content types ପାଇଁ ଏହା କରିବା ଏକ ଉତ୍ତମ ଅଭ୍ୟାସ
01:16 Field Name, Field Type ଏବଂ Purpose ପାଇଁ column ସହ ଏକ table କ୍ରିଏଟ୍ କରନ୍ତୁ
01:23 ଡିଫଲ୍ଟ ଭାବେ ପରିଭାଷିତ ସମସ୍ତ Drupal nodesTitle ଏବଂ Body ଥାଏ
01:29 ଏହି କାର୍ଯ୍ୟକୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରିବା ପାଇଁ Event Name କୁ Title field କରାଯାଇପାରିବ
01:36 କିଛି plain text ବ୍ୟାଖ୍ୟା ପାଇଁ Event Description କୁ Body field କରାଯାଇପାରିବ
01:43 ଏହି ଇଭେଣ୍ଟ ର କୌଣସି special logo ଡିସ୍ପ୍ଲେ କରିବା ପାଇଁ Event Logo ହେଉଛି ଏକ Image
01:50 Type Dateର ଏକ Event Date ଆମକୁ ଦରକାର, ଯାହା ଇଭେଣ୍ଟର start ଏବଂ end date କ୍ୟାପଚର କରେ
01:58 ଏହି ଇଭେଣ୍ଟର ଭିନ୍ନ Event Website ରହିପାରେ, ଯାହା ହେଉଛି, ଏହି Content type ଭିତରେ ଡିସ୍ପ୍ଲେ ହେବାକୁ ଥିବା ଏକ URL link
02:07 ଏହି ଟ୍ୟୁଟୋରିଆଲରେ ଆମେ କେବଳ ପାଞ୍ଚଟି fields ଦେଖିବା, ପରେ ଅଧିକ ଦୁଇଟି field ଆଡ୍ କରିବା ବିଷୟରେ ଶିଖିବା
02:17 ପ୍ରତ୍ୟେକ ଇଭେଣ୍ଟ ଏକ User Group ଦ୍ୱାରା ପ୍ରଯୋଜିତ, User Group ହେଉଛି ଅନ୍ୟଏକ Content type, ଏହାକୁ ପରବର୍ତ୍ତୀ ଟ୍ୟୁଟୋରିଆଲରେ କ୍ରିଏଟ କରିବା
02:27 drupal ରେ Entity Reference field ବ୍ୟବହାର କରି ଦୁଇଟି ଭିନ୍ନ content types ର ଦୁଇଟି nodes ଲିଙ୍କ ହୋଇଛି
02:35 ଗୋଟିଏ Event Topic ହେଉଛି ଏକ Taxonomy field, ଯାହା ବିଭିନ୍ନ keywords ଅନ୍ତର୍ଗତ ଇଭେଣ୍ଟକୁ ଶ୍ରେଣୀଗତ କରିବାରେ ବ୍ୟବହାର କରାଯାଏ
02:44 ଏବେ, Structure ଓ ତା’ପରେ Content types ଉପରେ କ୍ଲିକ୍ କରନ୍ତୁ
02:50 ଏହି ଦୁଇଟି ହେଉଛି ବେସିକ୍ Content types
02:53 ବ୍ଲୁ ବଟନ୍ Add content type ରେ କ୍ଲିକ୍ କରନ୍ତୁ
02:57 ଆମେ ଆମର ନୂଆ Content type କୁ Events ବୋଲି କହିବା
03:02 ଆଉ Description ରେ "This is where we track all the Drupal events from around the world" ଟାଇପ୍ କରିବା
03:11 ଆପଣ ଯାହା ଚାହିଁବେ ଏଠାରେ ଟାଇପ୍ କରିପାରିବେ
03:15 Content type ପେଜ୍ ରେ ଏହି Description ପ୍ରଦର୍ଶିତ ହେବ
03:20 ଆପଣ ଆହୁରି ମଧ୍ୟ ଦେଖିବେ ଯେ, Drupal ଏହାକୁ ଏକ Machine name ଦେଇଛି, ଏଠାରେ ନାମଟିକୁ ଆମେ events ଭାବେ ଦେଖିପାରିବା
03:28 ସାଧାରଣତଃ Machine name ହେଉଛି ଡାଟାବେସ୍ ରେ ଥିବା table ର ନାମ, ଯାହାକୁ Drupal କଣ୍ଟେଣ୍ଟ ଆସାଇନ୍ କରେ
03:36 Submission form settings ଭିତରେ Title କୁ Event Name ରେ ବଦଳାନ୍ତୁ
03:43 Publishing options ରେ, Create new revision ରେ ଏକ ଚେକ୍ ମାର୍କ ରଖିବା
03:49 ଏହାର ଅର୍ଥ, ଯେତେବେଳେବି ଏକ ନୋଡ୍ ଏଡିଟ୍ ହେଉଥିବ, ଏକ ନୂଆ ଭର୍ସନ୍ ତିଆରି ହେବ
03:55 ଅନ୍ୟ ସେଟିଙ୍ଗଗୁଡ଼ିକ ସେମିତି ଥାଉ, ଏବେ Display author and date information କୁ ବନ୍ଦ କରିଦେବା
04:02 ଏହି ଗୋଟିକ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏଠାରେ କିଛି ଅଛି ଯାହା ସମସ୍ତ Content type ପାଇଁ ରେକମେଣ୍ଡ କରାଯାଏ
04:09 Menu settings ଉପରେ କ୍ଲିକ୍ କରନ୍ତୁ, Available menus ରେ ଥିବା ସମସ୍ତ ମେନୁକୁ ଅନଚେକ୍ କରନ୍ତୁ, ଯାହା ଚେକ୍ ହୋଇଥାଇପାରେ
04:17 ଏହା, ଆମର menu structure ରେ ହଜାର ହଜାର events ଆଡ୍ କରିବାରୁ content editor କୁ ପ୍ରତିରୋଧ କରେ
04:24 ଏହା ନିଶ୍ଚିତ କରେ ଯେ ମେନୁ ଆଇଟମରେ event ଆଡ୍ କରିବାର ଅନୁମତି ଅନ୍ୟ କାହାର ନାହିଁ
04:31 ଯଦି ଆମେ ପରେ ଏକ event ଆଡ୍ କରିବାକୁ ଚାହିଁବା, ତେବେ ତାକୁ ନିଜେ ମାନୁଆଲି କରିପାରିବା
04:37 Save and manage fields ଉପରେ କ୍ଲିକ୍ କରନ୍ତୁ
04:40 Events Content type ସେଭ୍ ହେଲାପରେ, ଆମେ Body ଫିଲ୍ଡ ଦେଖିପାରିବା
04:45 ଡାହାଣ ପାଖରେ ଥିବା Edit ଉପରେ କ୍ଲିକ୍ କରନ୍ତୁ ଏବଂ Label କୁ Event Description ରେ ବଦଳାନ୍ତୁ
04:55 ତଳେ ଥିବା Save settings ବଟନ୍ ଉପରେ କ୍ଲିକ୍ କରନ୍ତୁ
04:59 Drupal ରେ ଆମେ ଏବେ ଆମର ପ୍ରଥମ Custom Content type କ୍ରିଏଟ କରିଛେ
05:04 ଏହା ଏହି point ରେ ସୀମିତ, ସାଧାରଣତଃ Title ଏବଂ Body, basic page ଭଳି ସମାନ
05:13 ଏହାପରେ, ପେପର୍ ଡିଜାଇନ୍ ହିସାବରେ ଅଧିକ fields ଆଡ୍ କରନ୍ତୁ ଏବଂ ଏହାକୁ ଅଧିକ ସହାୟକ କରନ୍ତୁ
05:23 ଉପରେ ଥିବା Add field ବଟନ୍ ରେ କ୍ଲିକ୍ କରନ୍ତୁ
05:27 Select a field type drop-down ରେ Image ଚୟନ କରନ୍ତୁ, Label field ରେ "Event Logo" ଟାଇପ୍ କରନ୍ତୁ
05:36 Save and continue କ୍ଲିକ୍ କରନ୍ତୁ
05:39 ଯଦି ଆମେ ଚାହିଁବା, ତେବେ Choose file ବଟନ୍ କ୍ଲିକ୍ କରି ଏଠାରେ ଏକ ଡିଫଲ୍ଟ ଇମେଜ୍ ଅପଲୋଡ୍ କରିପାରିବା
05:48 ଡିଫଲ୍ଟ Alternative text ମଧ୍ୟ ଆଡ୍ କରିପାରିବା
05:54 ପ୍ରତ୍ୟେକ event ପାଇଁ ଗୋଟିଏ ଲୋଗୋର ସୀମା ରଖନ୍ତୁ, Save field settings ଉପରେ କ୍ଲିକ୍ କରନ୍ତୁ
06:02 ଏବେ Event logo field ପାଇଁ ସମସ୍ତ ସେଟିଙ୍ଗ ସେଟ୍ ଅପ୍ କରନ୍ତୁ
06:07 ଏଥିମଧ୍ୟରୁ ଅଧିକାଂଶ ପ୍ରାସଙ୍ଗିକ ଅଟେ ଏବଂ field type ଉପରେ ଆଧାରିତ
06:11 ଆମର content editors ପାଇଁ ଏଠାରେ କିଛି help text କିମ୍ବା କିଛି instructions ଆଡ୍ କରିପାରିବା,
06:18 ଆମେ Required field ପାଇଁ ବକ୍ସ ଚେକ୍ କରିପାରିବା, ଯାହାର ଅର୍ଥ ହେଉଛି event logo ଆଡ୍ ନହେବା ପର୍ଯ୍ୟନ୍ତ content item କିମ୍ବା node ସେଭ୍ ହୋଇପାରିବ ନାହିଁ
06:30 ଆମକୁ ଏଠାରେ file extensions ବଦଳାଇବାର ଅନୁମତି ଅଛି, ଏଠାରେ bitmap ଆଡ୍ ନ କରିବାକୁ ପରାମର୍ଶ ଦିଆଯାଏ
06:38 ଡିଫଲ୍ଟ ଭାବରେ file directory ରେ ଗୋଟିଏ ବର୍ଷ ଏବଂ ମାସ ରହିଥାଏ, କିନ୍ତୁ ଆବଶ୍ୟକ ହେଲେ ବଦଳାଇହେବ
06:47 ଉଦାହରଣସ୍ୱରୂପ, ଆପଣଙ୍କ ପାଖରେ images ସହିତ ଅନେକ Content types ଥାଇପାରେ
06:53 ଏହାପରେ ଏକ prefix events ଆଡ୍ କରିପାରିବେ, ତେବେ ଯାଇ Events Content type ର ସମସ୍ତ image ଗୋଟିଏ file directory ରେ ରହିବ
07:04 ଆମ ଇଚ୍ଛାନୁସାରେ ଏହାକୁ ଯେକୌଣସି ନାମ ଦେବାକୁ Drupal ଆମକୁ ଅନୁମତି ଦେଇଥାଏ, କିନ୍ତୁ ଧ୍ୟାନଦିଅନ୍ତୁ ଯେ, ଏହାକୁ ପରେ ସହଜରେ ବଦଳାଇ ହେବନାହିଁ
07:14 ଆମେ MaximumMinimum image resolution ଏବଂ ଏକ Maximum upload size ମଧ୍ୟ ସେଟ୍ କରିପାରିବା
07:21 ଏଠାରେ ପରିବର୍ତ୍ତନ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ. କଳ୍ପନା କରନ୍ତୁକି ଆପଣ, 2 କିମ୍ବା 3 megapixel images ଅପ୍ଲୋଡ କରୁଛନ୍ତି
07:28 ଆପଣ, ନିଜର wysiwyg editor ବ୍ୟବହାର କରନ୍ତୁ, ଏହାକୁ ଶତାଧିକ pixels କମ୍ କରନ୍ତୁ
07:35 Drupal ଏଯାବତ 2 megapixel image ଲୋଡ୍ କରେ ଏବଂ ତାହା ପ୍ରକୃତରେ ବିରକ୍ତିକର ହୋଇପାରେ
07:41 ଯଦି ସେମାନେ ତାଙ୍କ mobile ବ୍ୟବହାର କରୁଛନ୍ତି, ତେବେ ଆହୁରି ଖରାପ ହେବ ଏବଂ data plan ରେ ହଠାତ୍ ଆପଣ 2 megabytes download କରିନେଲେ, ଯାହା ଡାଉନଲୋଡ୍ କରିବାର ଆବଶ୍ୟକତା ନଥିଲା
07:51 ଆମେ ନିଶ୍ଚିତ ହେବା ଦରକାର ଯେ, ଅପଲୋଡ୍ କରିବା ପୂର୍ବରୁ imageଗୁଡ଼ିକ ଠିକ୍ ଭାବେ ସେଟ୍ ହୋଇଥିବ
07:57 ସବୁଠାରୁ ବଡ଼ image ଏବଂ ସବୁଠାରୁ ଛୋଟ image କେତେ ସାଇଜ୍ ର ହେବା ଉଚିତ?
08:03 ନିର୍ଦ୍ଦିଷ୍ଟ ଭାବରେ Minimum Image resolution ବହୁତ ଗୁରୁତ୍ୱପୂର୍ଣ୍ଣ
08:08 ଆପଣ ଡିସ୍ପ୍ଲେ କରିବାକୁ ଚାହୁଁଥିବା ଏହି field ସବୁଠାରୁ ବଡ଼ image size ଠାରୁ ଛୋଟ ହେବା ଉଚିତ ନୁହେଁ
08:14 ଏହା Drupalକୁ ମୂଳ ଇମେଜ୍ ରୁ ଅଧିକ ଆଉ ସେମାନଙ୍କୁ pixelated କରିବାରୁ ପ୍ରତିରୋଧ କରିବ
08:21 Maximum Image resolution କୁ 1000 x 1000 ରେ ସେଟ୍ଅପ୍ କରନ୍ତୁ
08:26 Minimum Image resolution କୁ 100 x 100 ରେ ସେଟ୍ଅପ୍ କରନ୍ତୁ
08:31 ଏହାପରେ, Maximum upload size କୁ 80 kb କରନ୍ତୁ
08:36 Drupal, image କୁ କମାଇ 1000 by 1000 କରିବ ଏବଂ 80 kilo bytes କରିବ
08:44 ଯଦି ଏପରି କରିପାରିବ ନାହିଁ, ତେବେ Drupal, imageକୁ ପ୍ରତ୍ୟାଖ୍ୟାନ କରିଦେବ
08:48 ଏହାକୁ 600 by 600 pixels କରିବା ଭଲ, ଯାହାକି ଉପଯୁକ୍ତ ଆକାର
08:56 Enable Alt fieldAlt field required ଚେକ୍ ବକ୍ସଗୁଡ଼ିକୁ ଚେକ୍ କରନ୍ତୁ
09:02 ତା’ପରେ Save settings କ୍ଲିକ୍ କରନ୍ତୁ
09:05 ଆମର Content type ପାଇଁ ଏକ Event Logo ଫିଲ୍ଡ ଅଛି
09:09 Add field କ୍ଲିକ୍ କରି ଅନ୍ୟଏକ ଫିଲ୍ଡ ଆଡ୍ କରନ୍ତୁ
09:12 Add a new field drop-downରୁ Link ଚୟନ କରନ୍ତୁ, Label field ରେ "Event Website" ଟାଇପ୍ କରନ୍ତୁ
09:22 Save and continue କ୍ଲିକ୍ କରନ୍ତୁ
09:25 ତୁରନ୍ତ ହିଁ ଆମକୁ Allowed number of values ନିର୍ଦ୍ଦିଷ୍ଟ କରିବାକୁ କୁହାଯିବ, ସେଥିପାଇଁ ଆମ ପାଖରେ କେବଳ ଗୋଟିଏ ଭାଲ୍ୟୁ ଅଛି
09:34 Save Field Setting କ୍ଲିକ୍ କରନ୍ତୁ, ଏହି ସ୍କ୍ରୀନ୍ ଆଉଥରେ Link field ପାଇଁ ପ୍ରାସଙ୍ଗିକ ସେଟିଙ୍ଗ୍ସ ଦେଇଥାଏ
09:43 Allowed Link type ଅଧିନରେ ନିମ୍ନ ଅପ୍ସନ୍ସ ପାଇବେ , Internal links only, External links only ଏବଂ Both internal and external links.
09:54 ଏହାପରେ, Allow link text କୁ Disabled, Optional କିମ୍ବା Required ଭାବେ କରିବା କି ନାହିଁ, ତାହା ନିର୍ଦ୍ଦିଷ୍ଟ କରିପାରିବା
10:04 ବର୍ତ୍ତମାନ ପାଇଁ ଏହାକୁ Optional ଭାବେ ରଖି ଦେଖିବା ତାହା କିପରି କାମ କରୁଛି
10:09 ଏବେ, Save settings କ୍ଲିକ୍ କରନ୍ତୁ, ପୁଣିଥରେ Add field କ୍ଲିକ୍ କରନ୍ତୁ
10:15 ଏଥରକ ଆମେ Date field ଚୟନ କରିବା
10:20 Label କୁ Event Date ଭାବେ ଟାଇପ୍ କରନ୍ତୁ
10:24 Save and continue କ୍ଲିକ୍ କରନ୍ତୁ
10:26 ବର୍ତ୍ତମାନ ପାଇଁ value କୁ 1 ରେ ଛାଡ଼ନ୍ତୁ, Date type drop-downରେ Date only ଅପସନ୍ ଚୟନ କରନ୍ତୁ
10:34 Save field settings କ୍ଲିକ୍ କରନ୍ତୁ, ପୁଣିଥରେ ଆମେ ପ୍ରାସଙ୍ଗିକ ସେଟିଙ୍ଗ୍ସ ପେଜ୍ ପାଇବା
10:43 ଏଠାରେ Default date କୁ Current dateରେ ବଦଳାନ୍ତୁ
10:47 Save settings କ୍ଲିକ୍ କରନ୍ତୁ
10:49 ଏବେ ଆମକୁ ଅଧିକ ଦୁଇଟି ଫିଲ୍ଡ ଆଡ୍ କରିବାର ଅଛି, କିନ୍ତୁ ଆମେ ସେଗୁଡ଼ିକୁ ଆଡ୍ କରିପାରିବା ନାହିଁ
10:55 ଏଗୁଡ଼ିକୁ ଆଗାମୀ ଟ୍ୟୁଟୋରିଆଲରେ କଭର୍ କରିବା, ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
11:03 ସଂକ୍ଷିପ୍ତରେ- ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ, ଏକ ନୂଆ Content type କ୍ରିଏଟ କରିବା ଏବଂ Content type ରେ fields ଆଡ୍ କରିବା
11:28 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
11:39 ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:46 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:55 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
12:09 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep