Difference between revisions of "Drupal/C2/Creating-Basic-Content/Oriya"
From Script | Spoken-Tutorial
PoojaMoolya (Talk | contribs) |
PoojaMoolya (Talk | contribs) |
||
Line 5: | Line 5: | ||
|- | |- | ||
|00:01 | |00:01 | ||
− | | Creating Basic Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | + | |Creating Basic Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
+ | |||
|- | |- | ||
|00:06 | |00:06 | ||
− | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Content Types, ଏକ Article କ୍ରିଏଟ୍ କରିବା ଏବଂ ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା | + | |ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Content Types, ଏକ Article କ୍ରିଏଟ୍ କରିବା ଏବଂ ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା |
+ | |||
|- | |- | ||
|00:15 | |00:15 | ||
− | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍ | + | |ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍ |
+ | |||
|- | |- | ||
|00:25 | |00:25 | ||
− | | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ | + | |ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
+ | |||
|- | |- | ||
|00:29 | |00:29 | ||
− | | ପ୍ରଥମେ ଆମେ Content ପ୍ରକାର ବିଷୟରେ ଶିଖିବା. Drupalରେ, Content Type ହେଉଛି Content Management Systemର କୋର୍ | + | |ପ୍ରଥମେ ଆମେ Content ପ୍ରକାର ବିଷୟରେ ଶିଖିବା. Drupalରେ, Content Type ହେଉଛି Content Management Systemର କୋର୍ |
+ | |||
|- | |- | ||
|00:39 | |00:39 | ||
− | | ଏହା, ଗୋଟିଏ ସାଇଟ୍ ର ମେରୁଦଣ୍ଡ ପରି | + | |ଏହା, ଗୋଟିଏ ସାଇଟ୍ ର ମେରୁଦଣ୍ଡ ପରି |
+ | |||
|- | |- | ||
|00:42 | |00:42 | ||
− | | ଏହା ଏପରି ଗୋଟିଏ ଜିନିଷ, ଯାହା Drupalକୁ ଅନ୍ୟ CMSଠାରୁ ଅଲଗା କରେ | + | |ଏହା ଏପରି ଗୋଟିଏ ଜିନିଷ, ଯାହା Drupalକୁ ଅନ୍ୟ CMSଠାରୁ ଅଲଗା କରେ |
+ | |||
|- | |- | ||
|00:48 | |00:48 | ||
− | | ଅଧିକାଂଶ CMSରେ କେବେଳ Title ଓ Body ଥାଏ ଏବଂ ସେଥିରୁ ଜଣାପଡ଼େ ଯେ, ଏହା ସମ୍ପୂର୍ଣ୍ଣ ଭାବେ ଅପର୍ଯ୍ୟାପ୍ତ | + | |ଅଧିକାଂଶ CMSରେ କେବେଳ Title ଓ Body ଥାଏ ଏବଂ ସେଥିରୁ ଜଣାପଡ଼େ ଯେ, ଏହା ସମ୍ପୂର୍ଣ୍ଣ ଭାବେ ଅପର୍ଯ୍ୟାପ୍ତ |
+ | |||
|- | |- | ||
|00:57 | |00:57 | ||
− | | Drupalରେ, ପ୍ରତ୍ୟେକ Drupal Content Itemକୁ Node କୁହାଯାଏ. ପ୍ରତ୍ୟେକ Node, ଗୋଟିଏ ଏକକ Content Typeର ଅଟେ | + | |Drupalରେ, ପ୍ରତ୍ୟେକ Drupal Content Itemକୁ Node କୁହାଯାଏ. ପ୍ରତ୍ୟେକ Node, ଗୋଟିଏ ଏକକ Content Typeର ଅଟେ |
+ | |||
|- | |- | ||
|01:06 | |01:06 | ||
− | | ଏହାପରେ ଚାଲନ୍ତୁ, Content Typeର ମହତ୍ୱତା ବୁଝିବା. Content Type, ସେହି ପ୍ରକାରର Nodes ପାଇଁ ବିଭିନ୍ନ ଡିଫଲ୍ଟ ସେଟିଙ୍ଗ୍ସ ପରିଭାଷିତ କରେ, ଯେପରି - | + | |ଏହାପରେ ଚାଲନ୍ତୁ, Content Typeର ମହତ୍ୱତା ବୁଝିବା. Content Type, ସେହି ପ୍ରକାରର Nodes ପାଇଁ ବିଭିନ୍ନ ଡିଫଲ୍ଟ ସେଟିଙ୍ଗ୍ସ ପରିଭାଷିତ କରେ, ଯେପରି - |
+ | |||
|- | |- | ||
|01:17 | |01:17 | ||
|Node ସ୍ୱଚାଳିତ ଭାବରେ ପ୍ରକାଶିତ କରାଯାଇଛି କିମ୍ୱା କମେଣ୍ଟର ଅନୁମତି ଦିଆଯାଇଛି ଏବଂ | |Node ସ୍ୱଚାଳିତ ଭାବରେ ପ୍ରକାଶିତ କରାଯାଇଛି କିମ୍ୱା କମେଣ୍ଟର ଅନୁମତି ଦିଆଯାଇଛି ଏବଂ | ||
+ | |||
|- | |- | ||
|01:23 | |01:23 | ||
|ଆମ ସାଇଟ୍ ରେ କିପରି କଣ୍ଟେଣ୍ଟ ଆଡ୍ କରାଯାଇଛି. ପ୍ରତ୍ୟେକ Content Typeର Fields ଥାଏ | |ଆମ ସାଇଟ୍ ରେ କିପରି କଣ୍ଟେଣ୍ଟ ଆଡ୍ କରାଯାଇଛି. ପ୍ରତ୍ୟେକ Content Typeର Fields ଥାଏ | ||
+ | |||
|- | |- | ||
|01:30 | |01:30 | ||
− | | କେଉଁ ପ୍ରକାରର କଣ୍ଟେଣ୍ଟ ପ୍ରବିଷ୍ଟ ହେଉଛି, ତାହା ଉପରେ ଭିତ୍ତିକରି ଆମ ପାଖରେ ସୂଚନା ପାଇଁ ଆବଶ୍ୟକତାନୁସାରେ Fields ଅଛି | + | |କେଉଁ ପ୍ରକାରର କଣ୍ଟେଣ୍ଟ ପ୍ରବିଷ୍ଟ ହେଉଛି, ତାହା ଉପରେ ଭିତ୍ତିକରି ଆମ ପାଖରେ ସୂଚନା ପାଇଁ ଆବଶ୍ୟକତାନୁସାରେ Fields ଅଛି |
+ | |||
|- | |- | ||
|01:38 | |01:38 | ||
− | | ମୁଁ ଏହାକୁ ଏହି ପ୍ରକାରରେ ବୁଝାଉଛି. ଏହା ହେଉଛି IMDb.com, ଯାହା ଏକ Drupal Site ହୋଇପାରେ. ଏହା, ଫିଲ୍ମ Red ବିଷୟରେ ଅଟେ | + | |ମୁଁ ଏହାକୁ ଏହି ପ୍ରକାରରେ ବୁଝାଉଛି. ଏହା ହେଉଛି IMDb.com, ଯାହା ଏକ Drupal Site ହୋଇପାରେ. ଏହା, ଫିଲ୍ମ Red ବିଷୟରେ ଅଟେ |
+ | |||
|- | |- | ||
|01:49 | |01:49 | ||
− | | ସ୍କ୍ରୀନ୍ ଉପରେ ଆପଣ ଦେଖିବେ - ଗୋଟିଏ ପୋଷ୍ଟର୍, ଏକ ଟାଇଟଲ୍, ରିଲିଜ୍ ର ତାରିଖ | + | |ସ୍କ୍ରୀନ୍ ଉପରେ ଆପଣ ଦେଖିବେ - ଗୋଟିଏ ପୋଷ୍ଟର୍, ଏକ ଟାଇଟଲ୍, ରିଲିଜ୍ ର ତାରିଖ |
+ | |||
|- | |- | ||
|01:55 | |01:55 | ||
|ପାରେଣ୍ଟାଲ୍ ରେଟିଙ୍ଗ୍, ରନ୍ ଟାଇମ୍, ଫିଲ୍ମର ଶୈଳୀ | |ପାରେଣ୍ଟାଲ୍ ରେଟିଙ୍ଗ୍, ରନ୍ ଟାଇମ୍, ଫିଲ୍ମର ଶୈଳୀ | ||
+ | |||
|- | |- | ||
|01:59 | |01:59 | ||
|ବଡୀ କିମ୍ୱା ଫିଲ୍ମର ବିବରଣୀ | |ବଡୀ କିମ୍ୱା ଫିଲ୍ମର ବିବରଣୀ | ||
+ | |||
|- | |- | ||
|02:04 | |02:04 | ||
− | | ଆମ ପାଖରେ People Fields ସମେତ କିଛି ଅନ୍ୟ Links , ବଟନ୍ସ ଓ ଜିନିଷର ସେଟ୍ ରହିବ | + | |ଆମ ପାଖରେ People Fields ସମେତ କିଛି ଅନ୍ୟ Links , ବଟନ୍ସ ଓ ଜିନିଷର ସେଟ୍ ରହିବ |
+ | |||
|- | |- | ||
|02:09 | |02:09 | ||
− | | ଅନ୍ୟ CMSଗୁଡ଼ିକରେ, ଏହି Layoutକୁ CSSରେ କ୍ରିଏଟ୍ କରିବାକୁ Dreamweaver ପରି କିଛି ବ୍ୟବହାର କରିପାରିବା | + | |ଅନ୍ୟ CMSଗୁଡ଼ିକରେ, ଏହି Layoutକୁ CSSରେ କ୍ରିଏଟ୍ କରିବାକୁ Dreamweaver ପରି କିଛି ବ୍ୟବହାର କରିପାରିବା |
+ | |||
|- | |- | ||
|02:16 | |02:16 | ||
− | | କ’ଣ ହେବ, ଯଦି ଆମେ ଚାହିଁବା - 2010ରେ ସମସ୍ତ ଫିଲ୍ମ ପାଇଁ ଏକ ଲେଣ୍ଡିଙ୍ଗ୍ ପେଜ୍ ଯାହାର ଷ୍ଟାର୍ Bruce Willis PG 13ର ପାରେଣ୍ଟାଲ୍ ରେଟିଙ୍ଗ୍ ସହିତ | + | |କ’ଣ ହେବ, ଯଦି ଆମେ ଚାହିଁବା - 2010ରେ ସମସ୍ତ ଫିଲ୍ମ ପାଇଁ ଏକ ଲେଣ୍ଡିଙ୍ଗ୍ ପେଜ୍ ଯାହାର ଷ୍ଟାର୍ Bruce Willis PG 13ର ପାରେଣ୍ଟାଲ୍ ରେଟିଙ୍ଗ୍ ସହିତ |
+ | |||
|- | |- | ||
|02:28 | |02:28 | ||
− | | ଯଦି ଆପଣ ଅନ୍ୟ CMS ବ୍ୟବହାର କରୁଛନ୍ତି, ତେବେ ଏହା କରିବା କଷ୍ଟକର ହେବ. କିନ୍ତୁ Drupalରେ, ଏହା ବହୁତ ସହଜରେ କରାଯାଇଥାଏ | + | |ଯଦି ଆପଣ ଅନ୍ୟ CMS ବ୍ୟବହାର କରୁଛନ୍ତି, ତେବେ ଏହା କରିବା କଷ୍ଟକର ହେବ. କିନ୍ତୁ Drupalରେ, ଏହା ବହୁତ ସହଜରେ କରାଯାଇଥାଏ |
+ | |||
|- | |- | ||
|02:37 | |02:37 | ||
− | | Content Typesର ଏହା ହେଉଛି ପ୍ରକୃତ ଲାଭ. ଏବେ ଚାଲନ୍ତୁ, କିଛି Built-in Content Types ଏକ୍ସପ୍ଲୋର୍ କରିବା | + | |Content Typesର ଏହା ହେଉଛି ପ୍ରକୃତ ଲାଭ. ଏବେ ଚାଲନ୍ତୁ, କିଛି Built-in Content Types ଏକ୍ସପ୍ଲୋର୍ କରିବା |
+ | |||
|- | |- | ||
|02:46 | |02:46 | ||
− | | ପରେ, ନୂଆ Content Types କ୍ରିଏଟ୍ କରିବା ବିଷୟରେ ମଧ୍ୟ ଜାଣିବା. ଆମେ ପୂର୍ବରୁ ତିଆରି କରିଥିବା ଆମର Drupal Site ଖୋଲନ୍ତୁ | + | |ପରେ, ନୂଆ Content Types କ୍ରିଏଟ୍ କରିବା ବିଷୟରେ ମଧ୍ୟ ଜାଣିବା. ଆମେ ପୂର୍ବରୁ ତିଆରି କରିଥିବା ଆମର Drupal Site ଖୋଲନ୍ତୁ |
+ | |||
|- | |- | ||
|02:54 | |02:54 | ||
− | | ଆମେ ଏବେ Article Content Type ବିଷୟରେ ଶିଖିବା. ପ୍ରଥମେ Content ଓ ତା’ପରେ Add Content ଉପରେ କ୍ଲିକ୍ କରନ୍ତୁ | + | |ଆମେ ଏବେ Article Content Type ବିଷୟରେ ଶିଖିବା. ପ୍ରଥମେ Content ଓ ତା’ପରେ Add Content ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|03:04 | |03:04 | ||
− | | ମନେରଖନ୍ତୁ, ଆମେ ପୂର୍ବରୁ ଗୋଟିଏ Article କ୍ରିଏଟ୍ କରିସାରିଛେ. ଏବେ, ସମସ୍ତ ଏଲେମେଣ୍ଟସ୍ ସହିତ ଆଉଏକ Article କ୍ରିଏଟ୍ କରିବା | + | |ମନେରଖନ୍ତୁ, ଆମେ ପୂର୍ବରୁ ଗୋଟିଏ Article କ୍ରିଏଟ୍ କରିସାରିଛେ. ଏବେ, ସମସ୍ତ ଏଲେମେଣ୍ଟସ୍ ସହିତ ଆଉଏକ Article କ୍ରିଏଟ୍ କରିବା |
+ | |||
|- | |- | ||
|03:13 | |03:13 | ||
− | | Article ଉପରେ କ୍ଲିକ୍ କରନ୍ତୁ. ଏକ Articleରେ ଗୋଟିଏ ବାଧ୍ୟତାମୂଳକ ଫିଲ୍ଡ ଅଛି, ଯାହା ହେଉଛି Title | + | |Article ଉପରେ କ୍ଲିକ୍ କରନ୍ତୁ. ଏକ Articleରେ ଗୋଟିଏ ବାଧ୍ୟତାମୂଳକ ଫିଲ୍ଡ ଅଛି, ଯାହା ହେଉଛି Title |
+ | |||
|- | |- | ||
|03:21 | |03:21 | ||
− | | ଯଦି ଆମେ Bodyରେ ଟେକ୍ସଟ୍ ରଖୁନେ, ତେବେ ଆମ ପାଖରେ କିଛି ନାହିଁ. Summary ସହିତ ଏକ Article Content Type ଆସେ | + | |ଯଦି ଆମେ Bodyରେ ଟେକ୍ସଟ୍ ରଖୁନେ, ତେବେ ଆମ ପାଖରେ କିଛି ନାହିଁ. Summary ସହିତ ଏକ Article Content Type ଆସେ |
+ | |||
|- | |- | ||
|03:28 | |03:28 | ||
− | | ଯଦି ଆମେ Summaryରେ କିଛି ରଖୁନେ, ତେବେ Drupal ତାହାକୁ କ୍ରିଏଟ୍ କରିବାକୁ ପ୍ରଥମେ କିଛି ଅକ୍ଷର ନିଏ. ଏହାକୁ Teaser Mode କୁହାଯାଏ | + | |ଯଦି ଆମେ Summaryରେ କିଛି ରଖୁନେ, ତେବେ Drupal ତାହାକୁ କ୍ରିଏଟ୍ କରିବାକୁ ପ୍ରଥମେ କିଛି ଅକ୍ଷର ନିଏ. ଏହାକୁ Teaser Mode କୁହାଯାଏ |
+ | |||
|- | |- | ||
|03:38 | |03:38 | ||
− | | ଚାଲନ୍ତୁ ଆଗକୁ ବଢ଼ିବା. ଆମେ ଏଠାରେ କିଛି ଟେକ୍ସଟ୍ ଲାଇନ୍ ଟାଇପ୍ କରିବା | + | |ଚାଲନ୍ତୁ ଆଗକୁ ବଢ଼ିବା. ଆମେ ଏଠାରେ କିଛି ଟେକ୍ସଟ୍ ଲାଇନ୍ ଟାଇପ୍ କରିବା |
+ | |||
|- | |- | ||
|03:43 | |03:43 | ||
− | | ଆମଣ, ନିଜ ଇଚ୍ଛାରେ ଯେକୌଣସି ଟେକ୍ସଟ ଟାଇପ୍ କରିପାରିବେ | + | |ଆମଣ, ନିଜ ଇଚ୍ଛାରେ ଯେକୌଣସି ଟେକ୍ସଟ ଟାଇପ୍ କରିପାରିବେ |
+ | |||
|- | |- | ||
|03:45 | |03:45 | ||
− | | ଏହା ହେଉଛି ମୋର ଟେକ୍ସଟ୍ | + | |ଏହା ହେଉଛି ମୋର ଟେକ୍ସଟ୍ |
+ | |||
|- | |- | ||
|03:50 | |03:50 | ||
− | | ଏଠାରେ, HTMLରେ କେଉଁ Elements ରଖିବାର ଆମକୁ ଅନୁମତି ଅଛି, ତାହା Text Format ଦେଖାଏ | + | |ଏଠାରେ, HTMLରେ କେଉଁ Elements ରଖିବାର ଆମକୁ ଅନୁମତି ଅଛି, ତାହା Text Format ଦେଖାଏ |
+ | |||
|- | |- | ||
|03:56 | |03:56 | ||
− | | ଆମ ପାଖରେ Basic, Restricted ଓ Full HTML ଅଛି. ଆମେ Super User ହୋଇଥିବାରୁ, ସବୁକିଛି ଦେଖିପାରିବା | + | |ଆମ ପାଖରେ Basic, Restricted ଓ Full HTML ଅଛି. ଆମେ Super User ହୋଇଥିବାରୁ, ସବୁକିଛି ଦେଖିପାରିବା |
+ | |||
|- | |- | ||
|04:05 | |04:05 | ||
− | | ସାଧାରଣତଃ, ଯେତେବେଳେ ଜଣେ ୟୁଜର୍, Editor କିମ୍ୱା Publisher ଭାବେ ଲଗ୍ ଇନ୍ କରନ୍ତି, ସେତେବେଳେ ଏଠାରେ କେବଳ ଗୋଟିଏ Text Format ଥାଏ. ସେମାନଙ୍କୁ କେବଳ ସେହି Text Format ବ୍ୟବହାର କରିବାକୁ ଅନୁମତି ଥାଏ | + | |ସାଧାରଣତଃ, ଯେତେବେଳେ ଜଣେ ୟୁଜର୍, Editor କିମ୍ୱା Publisher ଭାବେ ଲଗ୍ ଇନ୍ କରନ୍ତି, ସେତେବେଳେ ଏଠାରେ କେବଳ ଗୋଟିଏ Text Format ଥାଏ. ସେମାନଙ୍କୁ କେବଳ ସେହି Text Format ବ୍ୟବହାର କରିବାକୁ ଅନୁମତି ଥାଏ |
+ | |||
|- | |- | ||
|04:17 | |04:17 | ||
− | | ଅଧିକ ବିବରଣୀ ପାଇଁ, About Text Formats ଲିଙ୍କ ଉପରେ କ୍ଲିକ୍ କରନ୍ତୁ | + | |ଅଧିକ ବିବରଣୀ ପାଇଁ, About Text Formats ଲିଙ୍କ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|04:22 | |04:22 | ||
− | | ଏବେପାଇଁ, Basic HTML ସିଲେକ୍ଟ କରନ୍ତୁ | + | |ଏବେପାଇଁ, Basic HTML ସିଲେକ୍ଟ କରନ୍ତୁ |
+ | |||
|- | |- | ||
|04:26 | |04:26 | ||
− | | Basic HTML, Source Code ଦେଖିବାକୁ ଓ କିଛି Basic HTML Elements ବ୍ୟବହାର କରିବାକୁ ଆମକୁ ଅନୁମତି ଦେଇଥାଏ, ଯେପରି - | + | |Basic HTML, Source Code ଦେଖିବାକୁ ଓ କିଛି Basic HTML Elements ବ୍ୟବହାର କରିବାକୁ ଆମକୁ ଅନୁମତି ଦେଇଥାଏ, ଯେପରି - |
+ | |||
|- | |- | ||
|04:33 | |04:33 | ||
− | | Paragraph Tag, Strong Italic, | + | |Paragraph Tag, Strong Italic, |
+ | |||
|- | |- | ||
|04:36 | |04:36 | ||
− | | Unordered List, Ordered List ଓ ଅନ୍ୟ କିଛି | + | |Unordered List, Ordered List ଓ ଅନ୍ୟ କିଛି |
+ | |||
|- | |- | ||
|04:41 | |04:41 | ||
− | | Full HTML ଆମକୁ, JavaScript ଓ iFrame ସମେତ ଯେକୌଣସି HTMLର ଏମ୍ୱେଡ୍ କରିବାର ଅନୁମତି ଦେଇଥାଏ | + | |Full HTML ଆମକୁ, JavaScript ଓ iFrame ସମେତ ଯେକୌଣସି HTMLର ଏମ୍ୱେଡ୍ କରିବାର ଅନୁମତି ଦେଇଥାଏ |
+ | |||
|- | |- | ||
|04:48 | |04:48 | ||
− | | Restricted HTMLରେ ଆମକୁ, କେବଳ Paragraph Tag କିମ୍ୱା Line Breaks ପରି କିଛିକୁ ହିଁ ଏଣ୍ଟର୍ କରିବାକୁ ଅନୁମତି ମିଳିଥାଏ | + | |Restricted HTMLରେ ଆମକୁ, କେବଳ Paragraph Tag କିମ୍ୱା Line Breaks ପରି କିଛିକୁ ହିଁ ଏଣ୍ଟର୍ କରିବାକୁ ଅନୁମତି ମିଳିଥାଏ |
+ | |||
|- | |- | ||
|04:57 | |04:57 | ||
− | | WYSIWYG ଏଡିଟର୍ ହେଉଛି CK ଏଡିଟର୍. ଆମେ ପରେ ତାହା ବିଷୟରେ ଜାଣିବା | + | |WYSIWYG ଏଡିଟର୍ ହେଉଛି CK ଏଡିଟର୍. ଆମେ ପରେ ତାହା ବିଷୟରେ ଜାଣିବା |
+ | |||
|- | |- | ||
|05:03 | |05:03 | ||
− | | ଏଠାରେ ଆମେ ଦେଖିପାରିବା - Bold, Italics, Linking, Unordered ଓ Ordered Lists, Block Quote ଓ Image | + | |ଏଠାରେ ଆମେ ଦେଖିପାରିବା - Bold, Italics, Linking, Unordered ଓ Ordered Lists, Block Quote ଓ Image |
+ | |||
|- | |- | ||
|05:11 | |05:11 | ||
− | | ବିଭିନ୍ନ H Tags ଚୟନ କରିବା ପାଇଁ ଏକ Formatting Drop Down ଓ ତା’ପରେ View Source | + | |ବିଭିନ୍ନ H Tags ଚୟନ କରିବା ପାଇଁ ଏକ Formatting Drop Down ଓ ତା’ପରେ View Source |
+ | |||
|- | |- | ||
|05:18 | |05:18 | ||
− | | ମୁଁ ଯେତେବେଳେ Text Format ବଦଳାଏ, ଅଧିକ ବଟନ୍ସ ପାଏ. ଆମେ ପରେ ସେଗୁଡ଼ିକ ବିଷୟରେ ଜାଣିବା | + | |ମୁଁ ଯେତେବେଳେ Text Format ବଦଳାଏ, ଅଧିକ ବଟନ୍ସ ପାଏ. ଆମେ ପରେ ସେଗୁଡ଼ିକ ବିଷୟରେ ଜାଣିବା |
+ | |||
|- | |- | ||
|05:25 | |05:25 | ||
− | | ଏବେପାଇଁ ଏହାକୁ Basic HTML ଭାବେ ଛାଡ଼ିଦେବା. Continue ବଟନ୍ ଉପରେ କ୍ଲିକ୍ କରନ୍ତୁ | + | |ଏବେପାଇଁ ଏହାକୁ Basic HTML ଭାବେ ଛାଡ଼ିଦେବା. Continue ବଟନ୍ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|05:32 | |05:32 | ||
− | | ଚାଲନ୍ତୁ, ଆମ Article ସାରିଦେବା. ପୁଣିଥରେ, Introduction ଓ Drupal ଟାଗ୍ସ ବ୍ୟବହାର କରିବା | + | |ଚାଲନ୍ତୁ, ଆମ Article ସାରିଦେବା. ପୁଣିଥରେ, Introduction ଓ Drupal ଟାଗ୍ସ ବ୍ୟବହାର କରିବା |
+ | |||
|- | |- | ||
|05:40 | |05:40 | ||
− | | ଏବେପାଇଁ, Imageକୁ ଖାଲି ଛାଡ଼ିଦେବା. ତାହା କିପରି କାମ କରେ, ଆପଣ ତାହା ଦେଖିସାରିଛନ୍ତି | + | |ଏବେପାଇଁ, Imageକୁ ଖାଲି ଛାଡ଼ିଦେବା. ତାହା କିପରି କାମ କରେ, ଆପଣ ତାହା ଦେଖିସାରିଛନ୍ତି |
+ | |||
|- | |- | ||
|05:47 | |05:47 | ||
− | | ଏଠାରେ, ଡାହାଣପଟେ ଆମକୁ, Visibility ଓ Publication ସେଟିଙ୍ଗ୍ସ ମିଳେ | + | |ଏଠାରେ, ଡାହାଣପଟେ ଆମକୁ, Visibility ଓ Publication ସେଟିଙ୍ଗ୍ସ ମିଳେ |
+ | |||
|- | |- | ||
|05:52 | |05:52 | ||
− | | ଏହି ନିର୍ଦ୍ଦିଷ୍ଟ Article ପାଇଁ Version Control ଏନାବଲ୍ କରିବା ପାଇଁ Create New Revision ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ | + | |ଏହି ନିର୍ଦ୍ଦିଷ୍ଟ Article ପାଇଁ Version Control ଏନାବଲ୍ କରିବା ପାଇଁ Create New Revision ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|05:59 | |05:59 | ||
− | | ଯଦି Menu Link ସହିତ ଆମେ ଏକ Article ଆଡ୍ କରିବାକୁ ଚାହିଁବା, ତେବେ Provide a Menu Link ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ. Main Navigationରେ Drupal ଏକ ମେନୁ ଆଡ୍ କରିବ | + | |ଯଦି Menu Link ସହିତ ଆମେ ଏକ Article ଆଡ୍ କରିବାକୁ ଚାହିଁବା, ତେବେ Provide a Menu Link ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ. Main Navigationରେ Drupal ଏକ ମେନୁ ଆଡ୍ କରିବ |
+ | |||
|- | |- | ||
|06:11 | |06:11 | ||
− | | ଯଦି ଆପଣ ତାହା କରନ୍ତି, ତେବେ ଆମେ, ଶହ-ଶହ ମେଲ୍ସ ପାଇବା. ତେଣୁ, ଚେକ୍ ମାର୍କକୁ କାଢ଼ିଦିଅନ୍ତୁ | + | |ଯଦି ଆପଣ ତାହା କରନ୍ତି, ତେବେ ଆମେ, ଶହ-ଶହ ମେଲ୍ସ ପାଇବା. ତେଣୁ, ଚେକ୍ ମାର୍କକୁ କାଢ଼ିଦିଅନ୍ତୁ |
+ | |||
|- | |- | ||
|06:17 | |06:17 | ||
− | | ଗୋଟିଏ ନିର୍ଦ୍ଦିଷ୍ଟ Nodeରେ ଆମେ, Commentsକୁ ON କିମ୍ୱା OFF କରିପାରିବା | + | |ଗୋଟିଏ ନିର୍ଦ୍ଦିଷ୍ଟ Nodeରେ ଆମେ, Commentsକୁ ON କିମ୍ୱା OFF କରିପାରିବା |
+ | |||
|- | |- | ||
|06:22 | |06:22 | ||
− | | ଏଠାରେ ଆମେ, URL Alias ଦେଇପାରିବା | + | |ଏଠାରେ ଆମେ, URL Alias ଦେଇପାରିବା |
+ | |||
|- | |- | ||
|06:26 | |06:26 | ||
− | | ଯଦି ଖାଲି ଛଡ଼ାଯାଏ, ତେବେ ଏହାକୁ Drupal ଆମ ପାଇଁ ତିଆରି କରିଦେବ | + | |ଯଦି ଖାଲି ଛଡ଼ାଯାଏ, ତେବେ ଏହାକୁ Drupal ଆମ ପାଇଁ ତିଆରି କରିଦେବ |
+ | |||
|- | |- | ||
|06:30 | |06:30 | ||
− | | Authorising Information ଅନ୍ତର୍ଗତ, ଏହି Nodeକୁ କିଏ ଓ କେବେ ତିଆରି କରିଛି, ଦେଖିପାରିବା | + | |Authorising Information ଅନ୍ତର୍ଗତ, ଏହି Nodeକୁ କିଏ ଓ କେବେ ତିଆରି କରିଛି, ଦେଖିପାରିବା |
+ | |||
|- | |- | ||
|06:37 | |06:37 | ||
− | | Promotion Options ଅନ୍ତର୍ଗତ, ଆମେ View Settings ସେଟ୍ କରିପାରିବା, ଯେପରି - ଫ୍ରଣ୍ଟ ପେଜ୍ କୁ ଏହି Node ପ୍ରମୋଟ୍ କରାଯିବ କି ନାହିଁ ଏବଂ ତାଲିକା ଉପରେ ଏହା Sticky ହେବ କି ନାହିଁ | + | |Promotion Options ଅନ୍ତର୍ଗତ, ଆମେ View Settings ସେଟ୍ କରିପାରିବା, ଯେପରି - ଫ୍ରଣ୍ଟ ପେଜ୍ କୁ ଏହି Node ପ୍ରମୋଟ୍ କରାଯିବ କି ନାହିଁ ଏବଂ ତାଲିକା ଉପରେ ଏହା Sticky ହେବ କି ନାହିଁ |
+ | |||
|- | |- | ||
|06:50 | |06:50 | ||
− | | ଆମର Content Type କ୍ରିଏଟ୍ କରିବାବେଳେ ଏହିଗୁଡ଼ିକ ହେଉଛି ସେଟ୍-ଅପ୍ ଏବଂ Editor ସେହିଗୁଡ଼ିକୁ ବଦଳାଇବ ନାହିଁ | + | |ଆମର Content Type କ୍ରିଏଟ୍ କରିବାବେଳେ ଏହିଗୁଡ଼ିକ ହେଉଛି ସେଟ୍-ଅପ୍ ଏବଂ Editor ସେହିଗୁଡ଼ିକୁ ବଦଳାଇବ ନାହିଁ |
+ | |||
|- | |- | ||
|06:56 | |06:56 | ||
− | | କିନ୍ତୁ ଆମେ, ଆମ ପସନ୍ଦ ଅନୁସାରେ ବଦଳାଇପାରିବା | + | |କିନ୍ତୁ ଆମେ, ଆମ ପସନ୍ଦ ଅନୁସାରେ ବଦଳାଇପାରିବା |
+ | |||
|- | |- | ||
|07:00 | |07:00 | ||
− | | ଶେଷରେ, ଆମ Nodeକୁ ସେଭ୍ କରିବା ପାଇଁ Save and Publish କ୍ଲିକ୍ କରନ୍ତୁ | + | |ଶେଷରେ, ଆମ Nodeକୁ ସେଭ୍ କରିବା ପାଇଁ Save and Publish କ୍ଲିକ୍ କରନ୍ତୁ |
+ | |||
|- | |- | ||
|07:04 | |07:04 | ||
− | | ତୁରନ୍ତ ହିଁ, ଆମ ସାଇଟ୍ ରେ Nodeଟି ଲାଇଭ୍ ହୋଇଯିବ. ଆମେ ଏଠାରେ ତାହାକୁ ଦେଖିପାରିବା | + | |ତୁରନ୍ତ ହିଁ, ଆମ ସାଇଟ୍ ରେ Nodeଟି ଲାଇଭ୍ ହୋଇଯିବ. ଆମେ ଏଠାରେ ତାହାକୁ ଦେଖିପାରିବା |
+ | |||
|- | |- | ||
|07:10 | |07:10 | ||
− | | Home ପେଜ୍ ରେ କ୍ଲିକ୍ କରନ୍ତୁ | + | |Home ପେଜ୍ ରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|07:12 | |07:12 | ||
− | | ଆମ ପାଖରେ ଆମର, Welcome to Drupalville ଓ Drupalville's Second Article ଅଛି | + | |ଆମ ପାଖରେ ଆମର, Welcome to Drupalville ଓ Drupalville's Second Article ଅଛି |
+ | |||
|- | |- | ||
|07:17 | |07:17 | ||
− | | Teaser Modeରେ, ଏହିଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି | + | |Teaser Modeରେ, ଏହିଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି |
+ | |||
|- | |- | ||
|07:23 | |07:23 | ||
− | | ଏଠାରେ, Read More ଓ Add New Comment ଲିଙ୍କ୍ସ ଅଛି | + | |ଏଠାରେ, Read More ଓ Add New Comment ଲିଙ୍କ୍ସ ଅଛି |
+ | |||
|- | |- | ||
|07:28 | |07:28 | ||
− | | ଡ୍ରୁପଲ ଶବ୍ଦ ସହିତ ଟାଗ୍ ହୋଇଥିବା ସମସ୍ତ Nodesର ତାଲିକା ପାଇବା ପାଇଁ Drupal ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ | + | |ଡ୍ରୁପଲ ଶବ୍ଦ ସହିତ ଟାଗ୍ ହୋଇଥିବା ସମସ୍ତ Nodesର ତାଲିକା ପାଇବା ପାଇଁ Drupal ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|07:35 | |07:35 | ||
− | | ପୁଣିଥରେ, Nodeଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି | + | |ପୁଣିଥରେ, Nodeଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି |
+ | |||
|- | |- | ||
|07:40 | |07:40 | ||
− | | ତାହା ହେଉଛି Article Content Type | + | |ତାହା ହେଉଛି Article Content Type |
+ | |||
|- | |- | ||
|07:43 | |07:43 | ||
− | | Edit ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ | + | |Edit ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|07:45 | |07:45 | ||
− | | ଆମେ ଏଠାରେ, ଯାହା ଚାହିଁବା ପ୍ରବିଷ୍ଟ କରିପାରିବା | + | |ଆମେ ଏଠାରେ, ଯାହା ଚାହିଁବା ପ୍ରବିଷ୍ଟ କରିପାରିବା |
+ | |||
|- | |- | ||
|07:48 | |07:48 | ||
− | | ଡିଫଲ୍ଟ ଭାବରେ Drupal, ଅନେକ ଅପ୍ସନ୍ସ ଦେଇଥାଏ | + | |ଡିଫଲ୍ଟ ଭାବରେ Drupal, ଅନେକ ଅପ୍ସନ୍ସ ଦେଇଥାଏ |
+ | |||
|- | |- | ||
|07:52 | |07:52 | ||
− | | Save and Keep Published ଉପରେ କ୍ଲିକ୍ କରନ୍ତୁ | + | |Save and Keep Published ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|07:56 | |07:56 | ||
− | | ଯାହାକିଛି ପାଇଁ ଆମେ Content Types ବ୍ୟବହାର କରିପାରିବା | + | |ଯାହାକିଛି ପାଇଁ ଆମେ Content Types ବ୍ୟବହାର କରିପାରିବା |
+ | |||
|- | |- | ||
|07:58 | |07:58 | ||
− | | ଏବେ ଚାଲନ୍ତୁ, ଆଉ ଗୋଟିଏ Item ଆଡ୍ କରିବା. Shortcuts ଓ Add Content ଉପରେ କ୍ଲିକ୍ କରନ୍ତୁ | + | |ଏବେ ଚାଲନ୍ତୁ, ଆଉ ଗୋଟିଏ Item ଆଡ୍ କରିବା. Shortcuts ଓ Add Content ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|08:04 | |08:04 | ||
− | | Basic Page ଚୟନ କରନ୍ତୁ. Basic Pageରେ, Title ଓ Body ଅଛି | + | |Basic Page ଚୟନ କରନ୍ତୁ. Basic Pageରେ, Title ଓ Body ଅଛି |
+ | |||
|- | |- | ||
|08:10 | |08:10 | ||
− | | ସେଥିରେ କୌଣସି Tags କିମ୍ୱା Images ନାହିଁ. ଡିଫଲ୍ଟ ଭାବରେ ଏହା, Promoted to the Front Page ନୁହେଁ | + | |ସେଥିରେ କୌଣସି Tags କିମ୍ୱା Images ନାହିଁ. ଡିଫଲ୍ଟ ଭାବରେ ଏହା, Promoted to the Front Page ନୁହେଁ |
+ | |||
|- | |- | ||
|08:17 | |08:17 | ||
− | | ଆହୁରି ମଧ୍ୟ, କମେଣ୍ଟ କରିବା ପାଇଁ କୌଣସି ପ୍ରାବଧାନ ନାହିଁ. ଏହା Home Pageକୁ ପ୍ରମୋଟ ନହୋଇଥିବା କାରଣରୁ, ଗୋଟିଏ ନୂଆ ମେନୁ କ୍ରିଏଟ୍ କରିବା ସହଜ | + | |ଆହୁରି ମଧ୍ୟ, କମେଣ୍ଟ କରିବା ପାଇଁ କୌଣସି ପ୍ରାବଧାନ ନାହିଁ. ଏହା Home Pageକୁ ପ୍ରମୋଟ ନହୋଇଥିବା କାରଣରୁ, ଗୋଟିଏ ନୂଆ ମେନୁ କ୍ରିଏଟ୍ କରିବା ସହଜ |
+ | |||
|- | |- | ||
|08:27 | |08:27 | ||
− | | ଟାଇପ୍ କରନ୍ତୁ About Drupalville | + | |ଟାଇପ୍ କରନ୍ତୁ About Drupalville |
+ | |||
|- | |- | ||
|08:30 | |08:30 | ||
− | | ଏଠାରେ, ନିଜ ପସନ୍ଦ ଅନୁସାରେ କିଛି ଟେକ୍ସଟ୍ ଟାଇପ୍ କରନ୍ତୁ | + | |ଏଠାରେ, ନିଜ ପସନ୍ଦ ଅନୁସାରେ କିଛି ଟେକ୍ସଟ୍ ଟାଇପ୍ କରନ୍ତୁ |
+ | |||
|- | |- | ||
|08:33 | |08:33 | ||
− | | ଏବେ, Menu Settings ଅନ୍ତର୍ଗତ Provide a Menu Link କ୍ଲିକ୍ କରନ୍ତୁ | + | |ଏବେ, Menu Settings ଅନ୍ତର୍ଗତ Provide a Menu Link କ୍ଲିକ୍ କରନ୍ତୁ |
+ | |||
|- | |- | ||
|08:38 | |08:38 | ||
− | | ଆପଣ ଦେଖିବାକୁ ପାଇବେ ଯେ, Title ଗୋଟିଏ Menu Titleରେ ବଦଳିଗଲା | + | |ଆପଣ ଦେଖିବାକୁ ପାଇବେ ଯେ, Title ଗୋଟିଏ Menu Titleରେ ବଦଳିଗଲା |
+ | |||
|- | |- | ||
|08:43 | |08:43 | ||
− | | ଆମେ ଯଦି ଚାହିଁବା, ଏହାକୁ ଛୋଟ କରିପାରିବା. ଏହାକୁ, Main Navigationରେ ଦେଖନ୍ତୁ ଓ ଏବେପାଇଁ Weightକୁ 0 ରଖନ୍ତୁ | + | |ଆମେ ଯଦି ଚାହିଁବା, ଏହାକୁ ଛୋଟ କରିପାରିବା. ଏହାକୁ, Main Navigationରେ ଦେଖନ୍ତୁ ଓ ଏବେପାଇଁ Weightକୁ 0 ରଖନ୍ତୁ |
+ | |||
|- | |- | ||
|08:51 | |08:51 | ||
− | | Weight, ଯେଉଁଠାରେ ତାଲିକାରେ ମେନୁ ଦେଖାଦେବେ. ନିମ୍ନ ସଂଖ୍ୟା କିମ୍ୱା ନେଗେଟିଭ୍ ସଂଖ୍ୟା, ଏହାକୁ ଉଚ୍ଚତର କରିଦେବ, ଅର୍ଥାତ୍ ଏହା ଉପରକୁ ଚାଲିଯିବ | + | |Weight, ଯେଉଁଠାରେ ତାଲିକାରେ ମେନୁ ଦେଖାଦେବେ. ନିମ୍ନ ସଂଖ୍ୟା କିମ୍ୱା ନେଗେଟିଭ୍ ସଂଖ୍ୟା, ଏହାକୁ ଉଚ୍ଚତର କରିଦେବ, ଅର୍ଥାତ୍ ଏହା ଉପରକୁ ଚାଲିଯିବ |
+ | |||
|- | |- | ||
|09:03 | |09:03 | ||
− | | ଅନ୍ୟଗୁଡ଼ିକୁ ଅପରିବର୍ତ୍ତିତ ରଖନ୍ତୁ. ସୁନିଶ୍ଚିତ କରନ୍ତୁ କି, Menu Link ଚେକ୍ ହୋଇଥିବ ଓ Save and Publish କ୍ଲିକ୍ କରନ୍ତୁ | + | |ଅନ୍ୟଗୁଡ଼ିକୁ ଅପରିବର୍ତ୍ତିତ ରଖନ୍ତୁ. ସୁନିଶ୍ଚିତ କରନ୍ତୁ କି, Menu Link ଚେକ୍ ହୋଇଥିବ ଓ Save and Publish କ୍ଲିକ୍ କରନ୍ତୁ |
+ | |||
|- | |- | ||
|09:11 | |09:11 | ||
− | | ଆମକୁ ଏକ About Drupalville ଲିଙ୍କ୍ ମିଳିଲା. | ଏହା ଆମକୁ, About Drupalville Node ଶୀର୍ଷକ ସହିତ ଆମର Basic Page Content Typeକୁ ନେଇଯିବ | + | |ଆମକୁ ଏକ About Drupalville ଲିଙ୍କ୍ ମିଳିଲା. | ଏହା ଆମକୁ, About Drupalville Node ଶୀର୍ଷକ ସହିତ ଆମର Basic Page Content Typeକୁ ନେଇଯିବ |
+ | |||
|- | |- | ||
|09:22 | |09:22 | ||
− | | Node ID, 3 ଦେଖାଉଛି. ଯଦି ଆପଣ ପୂର୍ବରୁ ଅନ୍ୟ Nodes ଆଡ୍ କରିଛନ୍ତି, ତେବେ ଆପଣଙ୍କର Node ID ମୋଠାରୁ ଭିନ୍ନ ହୋଇପାରେ | + | |Node ID, 3 ଦେଖାଉଛି. ଯଦି ଆପଣ ପୂର୍ବରୁ ଅନ୍ୟ Nodes ଆଡ୍ କରିଛନ୍ତି, ତେବେ ଆପଣଙ୍କର Node ID ମୋଠାରୁ ଭିନ୍ନ ହୋଇପାରେ |
+ | |||
|- | |- | ||
|09:32 | |09:32 | ||
− | | ତଳ ବାମପଟେ, ଆମେ ଦେଖିପାରୁଛେ ଯେ, ଏହା ହେଉଛି Node ID 3. ଅବଶ୍ୟ, ଆପଣଙ୍କୁ ତାହା ସବୁବେଳେ ଦରକାର ହେବନାହିଁ | + | |ତଳ ବାମପଟେ, ଆମେ ଦେଖିପାରୁଛେ ଯେ, ଏହା ହେଉଛି Node ID 3. ଅବଶ୍ୟ, ଆପଣଙ୍କୁ ତାହା ସବୁବେଳେ ଦରକାର ହେବନାହିଁ |
+ | |||
|- | |- | ||
|09:41 | |09:41 | ||
− | | ଏକ Menu Link ସହିତ ତାହା ହେଉଛି Article ଓ Basic Page Content Type. ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | + | |ଏକ Menu Link ସହିତ ତାହା ହେଉଛି Article ଓ Basic Page Content Type. ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
+ | |||
|- | |- | ||
|09:50 | |09:50 | ||
− | | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ: Content Types, ଏକ Article କ୍ରିଏଟ୍ କରିବା ଏବଂ, ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା | + | |ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ: Content Types, ଏକ Article କ୍ରିଏଟ୍ କରିବା ଏବଂ, ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା |
+ | |||
|- | |- | ||
|10:05 | |10:05 | ||
− | | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି | + | |Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
+ | |||
|- | |- | ||
|10:15 | |10:15 | ||
− | | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | + | |ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
+ | |||
|- | |- | ||
|10:22 | |10:22 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
+ | |||
|- | |- | ||
|10:30 | |10:30 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
+ | |||
|- | |- | ||
|10:44 | |10:44 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | |ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
|} | |} |
Latest revision as of 10:16, 4 April 2017
Time | Narration |
00:01 | Creating Basic Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Content Types, ଏକ Article କ୍ରିଏଟ୍ କରିବା ଏବଂ ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା |
00:15 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍ |
00:25 | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:29 | ପ୍ରଥମେ ଆମେ Content ପ୍ରକାର ବିଷୟରେ ଶିଖିବା. Drupalରେ, Content Type ହେଉଛି Content Management Systemର କୋର୍ |
00:39 | ଏହା, ଗୋଟିଏ ସାଇଟ୍ ର ମେରୁଦଣ୍ଡ ପରି |
00:42 | ଏହା ଏପରି ଗୋଟିଏ ଜିନିଷ, ଯାହା Drupalକୁ ଅନ୍ୟ CMSଠାରୁ ଅଲଗା କରେ |
00:48 | ଅଧିକାଂଶ CMSରେ କେବେଳ Title ଓ Body ଥାଏ ଏବଂ ସେଥିରୁ ଜଣାପଡ଼େ ଯେ, ଏହା ସମ୍ପୂର୍ଣ୍ଣ ଭାବେ ଅପର୍ଯ୍ୟାପ୍ତ |
00:57 | Drupalରେ, ପ୍ରତ୍ୟେକ Drupal Content Itemକୁ Node କୁହାଯାଏ. ପ୍ରତ୍ୟେକ Node, ଗୋଟିଏ ଏକକ Content Typeର ଅଟେ |
01:06 | ଏହାପରେ ଚାଲନ୍ତୁ, Content Typeର ମହତ୍ୱତା ବୁଝିବା. Content Type, ସେହି ପ୍ରକାରର Nodes ପାଇଁ ବିଭିନ୍ନ ଡିଫଲ୍ଟ ସେଟିଙ୍ଗ୍ସ ପରିଭାଷିତ କରେ, ଯେପରି - |
01:17 | Node ସ୍ୱଚାଳିତ ଭାବରେ ପ୍ରକାଶିତ କରାଯାଇଛି କିମ୍ୱା କମେଣ୍ଟର ଅନୁମତି ଦିଆଯାଇଛି ଏବଂ |
01:23 | ଆମ ସାଇଟ୍ ରେ କିପରି କଣ୍ଟେଣ୍ଟ ଆଡ୍ କରାଯାଇଛି. ପ୍ରତ୍ୟେକ Content Typeର Fields ଥାଏ |
01:30 | କେଉଁ ପ୍ରକାରର କଣ୍ଟେଣ୍ଟ ପ୍ରବିଷ୍ଟ ହେଉଛି, ତାହା ଉପରେ ଭିତ୍ତିକରି ଆମ ପାଖରେ ସୂଚନା ପାଇଁ ଆବଶ୍ୟକତାନୁସାରେ Fields ଅଛି |
01:38 | ମୁଁ ଏହାକୁ ଏହି ପ୍ରକାରରେ ବୁଝାଉଛି. ଏହା ହେଉଛି IMDb.com, ଯାହା ଏକ Drupal Site ହୋଇପାରେ. ଏହା, ଫିଲ୍ମ Red ବିଷୟରେ ଅଟେ |
01:49 | ସ୍କ୍ରୀନ୍ ଉପରେ ଆପଣ ଦେଖିବେ - ଗୋଟିଏ ପୋଷ୍ଟର୍, ଏକ ଟାଇଟଲ୍, ରିଲିଜ୍ ର ତାରିଖ |
01:55 | ପାରେଣ୍ଟାଲ୍ ରେଟିଙ୍ଗ୍, ରନ୍ ଟାଇମ୍, ଫିଲ୍ମର ଶୈଳୀ |
01:59 | ବଡୀ କିମ୍ୱା ଫିଲ୍ମର ବିବରଣୀ |
02:04 | ଆମ ପାଖରେ People Fields ସମେତ କିଛି ଅନ୍ୟ Links , ବଟନ୍ସ ଓ ଜିନିଷର ସେଟ୍ ରହିବ |
02:09 | ଅନ୍ୟ CMSଗୁଡ଼ିକରେ, ଏହି Layoutକୁ CSSରେ କ୍ରିଏଟ୍ କରିବାକୁ Dreamweaver ପରି କିଛି ବ୍ୟବହାର କରିପାରିବା |
02:16 | କ’ଣ ହେବ, ଯଦି ଆମେ ଚାହିଁବା - 2010ରେ ସମସ୍ତ ଫିଲ୍ମ ପାଇଁ ଏକ ଲେଣ୍ଡିଙ୍ଗ୍ ପେଜ୍ ଯାହାର ଷ୍ଟାର୍ Bruce Willis PG 13ର ପାରେଣ୍ଟାଲ୍ ରେଟିଙ୍ଗ୍ ସହିତ |
02:28 | ଯଦି ଆପଣ ଅନ୍ୟ CMS ବ୍ୟବହାର କରୁଛନ୍ତି, ତେବେ ଏହା କରିବା କଷ୍ଟକର ହେବ. କିନ୍ତୁ Drupalରେ, ଏହା ବହୁତ ସହଜରେ କରାଯାଇଥାଏ |
02:37 | Content Typesର ଏହା ହେଉଛି ପ୍ରକୃତ ଲାଭ. ଏବେ ଚାଲନ୍ତୁ, କିଛି Built-in Content Types ଏକ୍ସପ୍ଲୋର୍ କରିବା |
02:46 | ପରେ, ନୂଆ Content Types କ୍ରିଏଟ୍ କରିବା ବିଷୟରେ ମଧ୍ୟ ଜାଣିବା. ଆମେ ପୂର୍ବରୁ ତିଆରି କରିଥିବା ଆମର Drupal Site ଖୋଲନ୍ତୁ |
02:54 | ଆମେ ଏବେ Article Content Type ବିଷୟରେ ଶିଖିବା. ପ୍ରଥମେ Content ଓ ତା’ପରେ Add Content ଉପରେ କ୍ଲିକ୍ କରନ୍ତୁ |
03:04 | ମନେରଖନ୍ତୁ, ଆମେ ପୂର୍ବରୁ ଗୋଟିଏ Article କ୍ରିଏଟ୍ କରିସାରିଛେ. ଏବେ, ସମସ୍ତ ଏଲେମେଣ୍ଟସ୍ ସହିତ ଆଉଏକ Article କ୍ରିଏଟ୍ କରିବା |
03:13 | Article ଉପରେ କ୍ଲିକ୍ କରନ୍ତୁ. ଏକ Articleରେ ଗୋଟିଏ ବାଧ୍ୟତାମୂଳକ ଫିଲ୍ଡ ଅଛି, ଯାହା ହେଉଛି Title |
03:21 | ଯଦି ଆମେ Bodyରେ ଟେକ୍ସଟ୍ ରଖୁନେ, ତେବେ ଆମ ପାଖରେ କିଛି ନାହିଁ. Summary ସହିତ ଏକ Article Content Type ଆସେ |
03:28 | ଯଦି ଆମେ Summaryରେ କିଛି ରଖୁନେ, ତେବେ Drupal ତାହାକୁ କ୍ରିଏଟ୍ କରିବାକୁ ପ୍ରଥମେ କିଛି ଅକ୍ଷର ନିଏ. ଏହାକୁ Teaser Mode କୁହାଯାଏ |
03:38 | ଚାଲନ୍ତୁ ଆଗକୁ ବଢ଼ିବା. ଆମେ ଏଠାରେ କିଛି ଟେକ୍ସଟ୍ ଲାଇନ୍ ଟାଇପ୍ କରିବା |
03:43 | ଆମଣ, ନିଜ ଇଚ୍ଛାରେ ଯେକୌଣସି ଟେକ୍ସଟ ଟାଇପ୍ କରିପାରିବେ |
03:45 | ଏହା ହେଉଛି ମୋର ଟେକ୍ସଟ୍ |
03:50 | ଏଠାରେ, HTMLରେ କେଉଁ Elements ରଖିବାର ଆମକୁ ଅନୁମତି ଅଛି, ତାହା Text Format ଦେଖାଏ |
03:56 | ଆମ ପାଖରେ Basic, Restricted ଓ Full HTML ଅଛି. ଆମେ Super User ହୋଇଥିବାରୁ, ସବୁକିଛି ଦେଖିପାରିବା |
04:05 | ସାଧାରଣତଃ, ଯେତେବେଳେ ଜଣେ ୟୁଜର୍, Editor କିମ୍ୱା Publisher ଭାବେ ଲଗ୍ ଇନ୍ କରନ୍ତି, ସେତେବେଳେ ଏଠାରେ କେବଳ ଗୋଟିଏ Text Format ଥାଏ. ସେମାନଙ୍କୁ କେବଳ ସେହି Text Format ବ୍ୟବହାର କରିବାକୁ ଅନୁମତି ଥାଏ |
04:17 | ଅଧିକ ବିବରଣୀ ପାଇଁ, About Text Formats ଲିଙ୍କ ଉପରେ କ୍ଲିକ୍ କରନ୍ତୁ |
04:22 | ଏବେପାଇଁ, Basic HTML ସିଲେକ୍ଟ କରନ୍ତୁ |
04:26 | Basic HTML, Source Code ଦେଖିବାକୁ ଓ କିଛି Basic HTML Elements ବ୍ୟବହାର କରିବାକୁ ଆମକୁ ଅନୁମତି ଦେଇଥାଏ, ଯେପରି - |
04:33 | Paragraph Tag, Strong Italic, |
04:36 | Unordered List, Ordered List ଓ ଅନ୍ୟ କିଛି |
04:41 | Full HTML ଆମକୁ, JavaScript ଓ iFrame ସମେତ ଯେକୌଣସି HTMLର ଏମ୍ୱେଡ୍ କରିବାର ଅନୁମତି ଦେଇଥାଏ |
04:48 | Restricted HTMLରେ ଆମକୁ, କେବଳ Paragraph Tag କିମ୍ୱା Line Breaks ପରି କିଛିକୁ ହିଁ ଏଣ୍ଟର୍ କରିବାକୁ ଅନୁମତି ମିଳିଥାଏ |
04:57 | WYSIWYG ଏଡିଟର୍ ହେଉଛି CK ଏଡିଟର୍. ଆମେ ପରେ ତାହା ବିଷୟରେ ଜାଣିବା |
05:03 | ଏଠାରେ ଆମେ ଦେଖିପାରିବା - Bold, Italics, Linking, Unordered ଓ Ordered Lists, Block Quote ଓ Image |
05:11 | ବିଭିନ୍ନ H Tags ଚୟନ କରିବା ପାଇଁ ଏକ Formatting Drop Down ଓ ତା’ପରେ View Source |
05:18 | ମୁଁ ଯେତେବେଳେ Text Format ବଦଳାଏ, ଅଧିକ ବଟନ୍ସ ପାଏ. ଆମେ ପରେ ସେଗୁଡ଼ିକ ବିଷୟରେ ଜାଣିବା |
05:25 | ଏବେପାଇଁ ଏହାକୁ Basic HTML ଭାବେ ଛାଡ଼ିଦେବା. Continue ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:32 | ଚାଲନ୍ତୁ, ଆମ Article ସାରିଦେବା. ପୁଣିଥରେ, Introduction ଓ Drupal ଟାଗ୍ସ ବ୍ୟବହାର କରିବା |
05:40 | ଏବେପାଇଁ, Imageକୁ ଖାଲି ଛାଡ଼ିଦେବା. ତାହା କିପରି କାମ କରେ, ଆପଣ ତାହା ଦେଖିସାରିଛନ୍ତି |
05:47 | ଏଠାରେ, ଡାହାଣପଟେ ଆମକୁ, Visibility ଓ Publication ସେଟିଙ୍ଗ୍ସ ମିଳେ |
05:52 | ଏହି ନିର୍ଦ୍ଦିଷ୍ଟ Article ପାଇଁ Version Control ଏନାବଲ୍ କରିବା ପାଇଁ Create New Revision ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ |
05:59 | ଯଦି Menu Link ସହିତ ଆମେ ଏକ Article ଆଡ୍ କରିବାକୁ ଚାହିଁବା, ତେବେ Provide a Menu Link ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ. Main Navigationରେ Drupal ଏକ ମେନୁ ଆଡ୍ କରିବ |
06:11 | ଯଦି ଆପଣ ତାହା କରନ୍ତି, ତେବେ ଆମେ, ଶହ-ଶହ ମେଲ୍ସ ପାଇବା. ତେଣୁ, ଚେକ୍ ମାର୍କକୁ କାଢ଼ିଦିଅନ୍ତୁ |
06:17 | ଗୋଟିଏ ନିର୍ଦ୍ଦିଷ୍ଟ Nodeରେ ଆମେ, Commentsକୁ ON କିମ୍ୱା OFF କରିପାରିବା |
06:22 | ଏଠାରେ ଆମେ, URL Alias ଦେଇପାରିବା |
06:26 | ଯଦି ଖାଲି ଛଡ଼ାଯାଏ, ତେବେ ଏହାକୁ Drupal ଆମ ପାଇଁ ତିଆରି କରିଦେବ |
06:30 | Authorising Information ଅନ୍ତର୍ଗତ, ଏହି Nodeକୁ କିଏ ଓ କେବେ ତିଆରି କରିଛି, ଦେଖିପାରିବା |
06:37 | Promotion Options ଅନ୍ତର୍ଗତ, ଆମେ View Settings ସେଟ୍ କରିପାରିବା, ଯେପରି - ଫ୍ରଣ୍ଟ ପେଜ୍ କୁ ଏହି Node ପ୍ରମୋଟ୍ କରାଯିବ କି ନାହିଁ ଏବଂ ତାଲିକା ଉପରେ ଏହା Sticky ହେବ କି ନାହିଁ |
06:50 | ଆମର Content Type କ୍ରିଏଟ୍ କରିବାବେଳେ ଏହିଗୁଡ଼ିକ ହେଉଛି ସେଟ୍-ଅପ୍ ଏବଂ Editor ସେହିଗୁଡ଼ିକୁ ବଦଳାଇବ ନାହିଁ |
06:56 | କିନ୍ତୁ ଆମେ, ଆମ ପସନ୍ଦ ଅନୁସାରେ ବଦଳାଇପାରିବା |
07:00 | ଶେଷରେ, ଆମ Nodeକୁ ସେଭ୍ କରିବା ପାଇଁ Save and Publish କ୍ଲିକ୍ କରନ୍ତୁ |
07:04 | ତୁରନ୍ତ ହିଁ, ଆମ ସାଇଟ୍ ରେ Nodeଟି ଲାଇଭ୍ ହୋଇଯିବ. ଆମେ ଏଠାରେ ତାହାକୁ ଦେଖିପାରିବା |
07:10 | Home ପେଜ୍ ରେ କ୍ଲିକ୍ କରନ୍ତୁ |
07:12 | ଆମ ପାଖରେ ଆମର, Welcome to Drupalville ଓ Drupalville's Second Article ଅଛି |
07:17 | Teaser Modeରେ, ଏହିଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି |
07:23 | ଏଠାରେ, Read More ଓ Add New Comment ଲିଙ୍କ୍ସ ଅଛି |
07:28 | ଡ୍ରୁପଲ ଶବ୍ଦ ସହିତ ଟାଗ୍ ହୋଇଥିବା ସମସ୍ତ Nodesର ତାଲିକା ପାଇବା ପାଇଁ Drupal ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
07:35 | ପୁଣିଥରେ, Nodeଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି |
07:40 | ତାହା ହେଉଛି Article Content Type |
07:43 | Edit ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
07:45 | ଆମେ ଏଠାରେ, ଯାହା ଚାହିଁବା ପ୍ରବିଷ୍ଟ କରିପାରିବା |
07:48 | ଡିଫଲ୍ଟ ଭାବରେ Drupal, ଅନେକ ଅପ୍ସନ୍ସ ଦେଇଥାଏ |
07:52 | Save and Keep Published ଉପରେ କ୍ଲିକ୍ କରନ୍ତୁ |
07:56 | ଯାହାକିଛି ପାଇଁ ଆମେ Content Types ବ୍ୟବହାର କରିପାରିବା |
07:58 | ଏବେ ଚାଲନ୍ତୁ, ଆଉ ଗୋଟିଏ Item ଆଡ୍ କରିବା. Shortcuts ଓ Add Content ଉପରେ କ୍ଲିକ୍ କରନ୍ତୁ |
08:04 | Basic Page ଚୟନ କରନ୍ତୁ. Basic Pageରେ, Title ଓ Body ଅଛି |
08:10 | ସେଥିରେ କୌଣସି Tags କିମ୍ୱା Images ନାହିଁ. ଡିଫଲ୍ଟ ଭାବରେ ଏହା, Promoted to the Front Page ନୁହେଁ |
08:17 | ଆହୁରି ମଧ୍ୟ, କମେଣ୍ଟ କରିବା ପାଇଁ କୌଣସି ପ୍ରାବଧାନ ନାହିଁ. ଏହା Home Pageକୁ ପ୍ରମୋଟ ନହୋଇଥିବା କାରଣରୁ, ଗୋଟିଏ ନୂଆ ମେନୁ କ୍ରିଏଟ୍ କରିବା ସହଜ |
08:27 | ଟାଇପ୍ କରନ୍ତୁ About Drupalville |
08:30 | ଏଠାରେ, ନିଜ ପସନ୍ଦ ଅନୁସାରେ କିଛି ଟେକ୍ସଟ୍ ଟାଇପ୍ କରନ୍ତୁ |
08:33 | ଏବେ, Menu Settings ଅନ୍ତର୍ଗତ Provide a Menu Link କ୍ଲିକ୍ କରନ୍ତୁ |
08:38 | ଆପଣ ଦେଖିବାକୁ ପାଇବେ ଯେ, Title ଗୋଟିଏ Menu Titleରେ ବଦଳିଗଲା |
08:43 | ଆମେ ଯଦି ଚାହିଁବା, ଏହାକୁ ଛୋଟ କରିପାରିବା. ଏହାକୁ, Main Navigationରେ ଦେଖନ୍ତୁ ଓ ଏବେପାଇଁ Weightକୁ 0 ରଖନ୍ତୁ |
08:51 | Weight, ଯେଉଁଠାରେ ତାଲିକାରେ ମେନୁ ଦେଖାଦେବେ. ନିମ୍ନ ସଂଖ୍ୟା କିମ୍ୱା ନେଗେଟିଭ୍ ସଂଖ୍ୟା, ଏହାକୁ ଉଚ୍ଚତର କରିଦେବ, ଅର୍ଥାତ୍ ଏହା ଉପରକୁ ଚାଲିଯିବ |
09:03 | ଅନ୍ୟଗୁଡ଼ିକୁ ଅପରିବର୍ତ୍ତିତ ରଖନ୍ତୁ. ସୁନିଶ୍ଚିତ କରନ୍ତୁ କି, Menu Link ଚେକ୍ ହୋଇଥିବ ଓ Save and Publish କ୍ଲିକ୍ କରନ୍ତୁ |
09:11 | ଏହା ଆମକୁ, About Drupalville Node ଶୀର୍ଷକ ସହିତ ଆମର Basic Page Content Typeକୁ ନେଇଯିବ |
09:22 | Node ID, 3 ଦେଖାଉଛି. ଯଦି ଆପଣ ପୂର୍ବରୁ ଅନ୍ୟ Nodes ଆଡ୍ କରିଛନ୍ତି, ତେବେ ଆପଣଙ୍କର Node ID ମୋଠାରୁ ଭିନ୍ନ ହୋଇପାରେ |
09:32 | ତଳ ବାମପଟେ, ଆମେ ଦେଖିପାରୁଛେ ଯେ, ଏହା ହେଉଛି Node ID 3. ଅବଶ୍ୟ, ଆପଣଙ୍କୁ ତାହା ସବୁବେଳେ ଦରକାର ହେବନାହିଁ |
09:41 | ଏକ Menu Link ସହିତ ତାହା ହେଉଛି Article ଓ Basic Page Content Type. ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
09:50 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ: Content Types, ଏକ Article କ୍ରିଏଟ୍ କରିବା ଏବଂ, ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା |
10:05 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
10:15 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
10:22 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
10:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
10:44 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |