Difference between revisions of "Drupal/C2/Installation-of-Drupal/Oriya"

From Script | Spoken-Tutorial
Jump to: navigation, search
 
(6 intermediate revisions by 3 users not shown)
Line 1: Line 1:
{| border=1  
+
{| border = 1
| <center>Time</center>
+
|'''Time'''
| <center>Narration</center>
+
|'''Narration'''
 +
 
 
|-
 
|-
 
|00:01
 
|00:01
| Installation of Drupal ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Installation of Drupal ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ, ଉବୁଣ୍ଟୁ ଲିନକ୍ସ ଓ ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ସରେ Drupla ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ, ଉବୁଣ୍ଟୁ ଲିନକ୍ସ ଓ ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ସରେ Drupal ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
 +
 
 
|-
 
|-
 
|00:17
 
|00:17
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଦରକାର -  
+
|ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଦରକାର - ୱେବ୍ ରୁ ଲାଟେଷ୍ଟ ଭର୍ସନ୍ ଇନଷ୍ଟଲ୍ କରିବା ପାଇଁ ଗୋଟିଏ କାର୍ଯ୍ୟରତ ଇଣ୍ଟରନେଟ୍ କନେକ୍ସନ୍ କିମ୍ୱା ଆବଶ୍ୟକ ଲୋକଲ୍ ଫାଇଲ୍ସ ସହିତ ତାହା ଆପଣଙ୍କୁ ପ୍ରଦାନ କରାଯାଇପାରେ
ୱେବ୍ ରୁ ଲାଟେଷ୍ଟ ଭର୍ସନ୍ ଇନଷ୍ଟଲ୍ କରିବା ପାଇଁ ଗୋଟିଏ କାର୍ଯ୍ୟରତ ଇଣ୍ଟରନେଟ୍ କନେକ୍ସନ୍ କିମ୍ୱା ଆବଶ୍ୟକ ଲୋକଲ୍ ଫାଇଲ୍ସ ସହିତ ତାହା ଆପଣଙ୍କୁ ପ୍ରଦାନ କରାଯାଇପାରେ
+
 
 
|-
 
|-
 
|00:30
 
|00:30
| ଆପଣଙ୍କ ମେସିନ୍ ରେ  
+
|ଆପଣଙ୍କ ମେସିନ୍ ରେ ଉବୁଣ୍ଟୁ ଲିନକ୍ସ କିମ୍ୱା ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଇନଷ୍ଟଲ୍ ହୋଇଥିବା ଦରକାର
ଉବୁଣ୍ଟୁ ଲିନକ୍ସ କିମ୍ୱା  
+
 
ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଇନଷ୍ଟଲ୍ ହୋଇଥିବା ଦରକାର
+
 
|-
 
|-
 
|00:38
 
|00:38
| ଏହି ଟ୍ୟୁଟ୍ୟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କୁ ଏଥିମଧ୍ୟରୁ ଯକୌଣସି ସହିତ ପରିଚିତ ଥିବା ଉଚିତ୍
+
|ଏହି ଟ୍ୟୁଟ୍ୟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କୁ ଏଥିମଧ୍ୟରୁ ଯକୌଣସି ସହିତ ପରିଚିତ ଥିବା ଉଚିତ୍
 +
 
 
|-
 
|-
 
|00:45
 
|00:45
| Drupal ଇନଷ୍ଟଲ୍ କରିବାକୁ ଅନେକ ମାର୍ଗ ଅଛି  
+
|Drupal ଇନଷ୍ଟଲ୍ କରିବାକୁ ଅନେକ ମାର୍ଗ ଅଛି  
 +
 
 
|-
 
|-
 
|00:48
 
|00:48
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ, Bitnami Drupal Stack  ବ୍ୟବହାର କରୁଛି, କାରଣ ଏହା ବହୁତ ସରଳ ଇନଷ୍ଟଲେଶନ୍ ପଦ୍ଧତି
+
|ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ, Bitnami Drupal Stack  ବ୍ୟବହାର କରୁଛି, କାରଣ ଏହା ବହୁତ ସରଳ ଇନଷ୍ଟଲେଶନ୍ ପଦ୍ଧତି
 +
 
 
|-
 
|-
 
|00:57
 
|00:57
| Bitnami Drupal Stack ଇନଷ୍ଟଲ୍ କରିବାକୁ ଆପଣଙ୍କୁ ଦରକାର:  
+
|Bitnami Drupal Stack ଇନଷ୍ଟଲ୍ କରିବାକୁ ଆପଣଙ୍କୁ ଦରକାର: Intel x86 କିମ୍ୱା ଅନୁକୂଳ ପ୍ରୋସେସର୍  
  Intel x86 କିମ୍ୱା ଅନୁକୂଳ ପ୍ରୋସେସର୍  
+
 
 
|-
 
|-
 
|01:05
 
|01:05
| ନ୍ୟୁନତମ 256 MB RAM   
+
|ନ୍ୟୁନତମ 256 MB RAM   
 +
 
 
|-
 
|-
 
|01:08
 
|01:08
| ନ୍ୟୁନତମ 150 MB ହାର୍ଡ ଡିସ୍କ ସ୍ପେସ୍ ଓ  
+
|ନ୍ୟୁନତମ 150 MB ହାର୍ଡ ଡିସ୍କ ସ୍ପେସ୍ ଓ  
 +
 
 
|-
 
|-
 
|01:13
 
|01:13
| TCP/IP ପ୍ରୋଟୋକୋଲ୍ ସପୋର୍ଟ  
+
|TCP/IP ପ୍ରୋଟୋକୋଲ୍ ସପୋର୍ଟ  
 +
 
 
|-
 
|-
 
|01:16
 
|01:16
| ନିମ୍ନଲିଖିତଗୁଡ଼ିକ ହେଉଛି ଅନୁକୂଳ ଅପରେଟିଙ୍ଗ୍ ସିଷ୍ଟମ୍ସ
+
|ନିମ୍ନଲିଖିତଗୁଡ଼ିକ ହେଉଛି ଅନୁକୂଳ ଅପରେଟିଙ୍ଗ୍ ସିଷ୍ଟମ୍ସ
 +
 
 
|-
 
|-
 
|01:20
 
|01:20
| ଯେକୌଣସି x86 ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
+
|ଯେକୌଣସି x86 ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
 +
 
 
|-
 
|-
 
|01:24
 
|01:24
| ଯେକୌଣସି 32-bit ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍, ଯେପରି ୱିଣ୍ଡୋସ୍ ଭିଷ୍ଟା, ୱିଣ୍ଡୋସ୍ 7, ୱିଣ୍ଡୋସ୍ 8, ୱିଣ୍ଡୋସ୍ 10, ୱିଣ୍ଡୋସ୍ ସର୍ଭର୍ କିମ୍ୱା ୱିଣ୍ଡୋସ୍ ସର୍ଭର୍ 2012
+
|ଯେକୌଣସି 32-bit ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍, ଯେପରି ୱିଣ୍ଡୋସ୍ ଭିଷ୍ଟା, ୱିଣ୍ଡୋସ୍ 7, ୱିଣ୍ଡୋସ୍ 8, ୱିଣ୍ଡୋସ୍ 10, ୱିଣ୍ଡୋସ୍ ସର୍ଭର୍ 2008 କିମ୍ୱା ୱିଣ୍ଡୋସ୍ ସର୍ଭର୍ 2012
 +
 
 
|-
 
|-
 
|01:41
 
|01:41
| ଯେକୌଣସି OS X ଅପରେଟିଙ୍ଗ୍ ସିଷ୍ଟମ୍ x86
+
|ଯେକୌଣସି OS X ଅପରେଟିଙ୍ଗ୍ ସିଷ୍ଟମ୍ x86
 +
 
 
|-
 
|-
 
|01:46
 
|01:46
| ଚାଲନ୍ତୁ, ଆମ ପସନ୍ଦର ୱେବ୍ ବ୍ରାଉଜର୍ ଖୋଲି ପ୍ରଦର୍ଶିତ URLକୁ ଯିବା
+
|ଚାଲନ୍ତୁ, ଆମ ପସନ୍ଦର ୱେବ୍ ବ୍ରାଉଜର୍ ଖୋଲି ପ୍ରଦର୍ଶିତ URLକୁ ଯିବା
 +
 
 
|-
 
|-
 
|01:53
 
|01:53
| ସ୍କ୍ରୋଲ୍ ଡାଉନ୍ କରି ୱିଣ୍ଡୋସ୍ ଓ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ସ ପାଇଁ ଇନଷ୍ଟଲର୍ସ ଦେଖନ୍ତୁ
+
|ସ୍କ୍ରୋଲ୍ ଡାଉନ୍ କରି ୱିଣ୍ଡୋସ୍ ଓ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ସ ପାଇଁ ଇନଷ୍ଟଲର୍ସ ଦେଖନ୍ତୁ
 +
 
 
|-
 
|-
 
|02:01
 
|02:01
| ଆପଣଙ୍କୁ, ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଅନୁସାରେ Installer ବାଛିବାକୁ ହେବ
+
|ଆପଣଙ୍କୁ, ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଅନୁସାରେ Installer ବାଛିବାକୁ ହେବ
 +
 
 
|-
 
|-
 
|02:06
 
|02:06
| ମୁଁ ଜଣେ ଲିନକ୍ସ ୟୁଜର୍ ହୋଇଥିବାରୁ, Linux Installer ଚୟନ କରିବି
+
|ମୁଁ ଜଣେ ଲିନକ୍ସ ୟୁଜର୍ ହୋଇଥିବାରୁ, Linux Installer ଚୟନ କରିବି
 +
 
 
|-
 
|-
 
|02:11
 
|02:11
| ଯଦି ଆପଣ ୱିଣ୍ଡୋସ୍ ୟୁଜର୍ ହୋଇଥା’ନ୍ତି, ତେବେ ୱିଣ୍ଡୋସ୍ ପାଇଁ Drupal Installerର ଚୟନ କରନ୍ତୁ
+
|ଯଦି ଆପଣ ୱିଣ୍ଡୋସ୍ ୟୁଜର୍ ହୋଇଥା’ନ୍ତି, ତେବେ ୱିଣ୍ଡୋସ୍ ପାଇଁ Drupal Installerର ଚୟନ କରନ୍ତୁ
 +
 
 
|-
 
|-
 
|02:17
 
|02:17
| ଏଠାରେ ଆମେ Drupalର ସମସ୍ତ ବିଭିନ୍ନ ଭର୍ସନ୍ସ ଦେଖିପାଇବା  
+
|ଏଠାରେ ଆମେ Drupalର ସମସ୍ତ ବିଭିନ୍ନ ଭର୍ସନ୍ସ ଦେଖିପାଇବା  
 +
 
 
|-
 
|-
 
|02:22
 
|02:22
| ଯଦି ଆପଣ, କେଉଁ ଭର୍ସନ୍ ଡାଉନଲୋଡ୍ କରିବାକୁ ଅନିଶ୍ଚିତ, ତେବେ Recommended ଭର୍ସନ୍ ଡାଉନଲୋଡ୍ କରିପାରିବେ
+
|ଯଦି ଆପଣ, କେଉଁ ଭର୍ସନ୍ ଡାଉନଲୋଡ୍ କରିବାକୁ ଅନିଶ୍ଚିତ, ତେବେ Recommended ଭର୍ସନ୍ ଡାଉନଲୋଡ୍ କରିପାରିବେ
 +
 
 
|-
 
|-
 
|02:29
 
|02:29
| ଏହି ରେକର୍ଡିଙ୍ଗ୍ ସମୟରେ, Drupal 8.1.3 ହେଉଛି Recommended ଭର୍ସନ୍   
+
|ଏହି ରେକର୍ଡିଙ୍ଗ୍ ସମୟରେ, Drupal 8.1.3 ହେଉଛି Recommended ଭର୍ସନ୍   
 +
 
 
|-
 
|-
 
|02:36
 
|02:36
| ଆପଣ ପ୍ରୟାସ କରିବାବେଳେ ଏହା ଭିନ୍ନ ହୋଇପାରେ
+
|ଆପଣ ପ୍ରୟାସ କରିବାବେଳେ ଏହା ଭିନ୍ନ ହୋଇପାରେ
 +
 
 
|-
 
|-
 
|02:39
 
|02:39
| ଡାହାଣପଟେ ଥିବା Download ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ଡାହାଣପଟେ ଥିବା Download ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:43
 
|02:43
| Bitnami ୱେବ୍ ସାଇଟରେ ଗୋଟିଏ ଆକାଉଣ୍ଟ କ୍ରିଏଟ୍ କରିବାକୁ କହୁଥିବା ଏକ ୱିଣ୍ଡୋ ପପ୍-ଅପ୍ ହେବ
+
|Bitnami ୱେବ୍ ସାଇଟରେ ଗୋଟିଏ ଆକାଉଣ୍ଟ କ୍ରିଏଟ୍ କରିବାକୁ କହୁଥିବା ଏକ ୱିଣ୍ଡୋ ପପ୍-ଅପ୍ ହେବ
 +
 
 
|-
 
|-
 
|02:50
 
|02:50
| ଏବେପାଇଁ, No Thanks ଉପରେ କ୍ଲିକ୍ କରନ୍ତୁ  
+
|ଏବେପାଇଁ, No Thanks ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|02:53
 
|02:53
| ଏହା ତୁରନ୍ତ Installer ଡାଉନଲୋଡ୍ କରିବା ଆରମ୍ଭ କରିବ.  ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ
+
|ଏହା ତୁରନ୍ତ Installer ଡାଉନଲୋଡ୍ କରିବା ଆରମ୍ଭ କରିବ.  ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:01
 
|03:01
| ନିମ୍ନଲିଖିତ ଇନଷ୍ଟଲେଶନ୍ ପଦାଙ୍କ, ୱିଣ୍ଡୋସ୍ ଓ ଲିନକ୍ସ OS ପାଇଁ ସମାନ ଅଟେ  
+
|ନିମ୍ନଲିଖିତ ଇନଷ୍ଟଲେଶନ୍ ପଦାଙ୍କ, ୱିଣ୍ଡୋସ୍ ଓ ଲିନକ୍ସ OS ପାଇଁ ସମାନ ଅଟେ  
 +
 
 
|-
 
|-
 
|03:07
 
|03:07
| ଯଦି ଆପଣଙ୍କୁ Bitnami Installer ଫାଇଲ୍ସ ପ୍ରଦାନ କରାଯାଇଥିବ, ତେବେ ଡାଉନଲୋଡ୍ କରିବା ବଦଳରେ ସେଥିରୁ ଗୋଟିଏକୁ ବ୍ୟବହାର କରନ୍ତୁ  
+
|ଯଦି ଆପଣଙ୍କୁ Bitnami Installer ଫାଇଲ୍ସ ପ୍ରଦାନ କରାଯାଇଥିବ, ତେବେ ଡାଉନଲୋଡ୍ କରିବା ବଦଳରେ ସେଥିରୁ ଗୋଟିଏକୁ ବ୍ୟବହାର କରନ୍ତୁ  
 +
 
 
|-
 
|-
 
|03:15
 
|03:15
| ନିଜର Downloads ଫୋଲ୍ଡର୍ ଖୋଲନ୍ତୁ, ଯେଉଁଠାରେ Installer File ଡାଉନଲୋଡ୍ ହୋଇଛି
+
|ନିଜର Downloads ଫୋଲ୍ଡର୍ ଖୋଲନ୍ତୁ, ଯେଉଁଠାରେ Installer File ଡାଉନଲୋଡ୍ ହୋଇଛି
 +
 
 
|-
 
|-
 
|03:20
 
|03:20
| ଏହି Installer Fileକୁ ଚଲାଇବା ପାଇଁ ଆପଣଙ୍କ ପାଖରେ Admin Access ଥିବା ଉଚିତ
+
|ଏହି Installer Fileକୁ ଚଲାଇବା ପାଇଁ ଆପଣଙ୍କ ପାଖରେ Admin Access ଥିବା ଉଚିତ
 +
 
 
|-
 
|-
 
|03:25
 
|03:25
| ଯଦି ଆପଣ ଜଣେ ୱିଣ୍ଡୋସ୍ ୟୁଜର୍, ତେବେ Installer File ଉପରେ ରାଇଟ୍ କ୍ଲିକ୍ କରନ୍ତୁ  ଓ ତା’ପରେ Run As Administrator ଅପ୍ସନ୍ ସିଲେକ୍ଟ କରନ୍ତୁ
+
|ଯଦି ଆପଣ ଜଣେ ୱିଣ୍ଡୋସ୍ ୟୁଜର୍, ତେବେ Installer File ଉପରେ ରାଇଟ୍ କ୍ଲିକ୍ କରନ୍ତୁ  ଓ ତା’ପରେ Run As Administrator ଅପ୍ସନ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|03:33
 
|03:33
| ଯଦି ଆପଣ ଜଣେ ଲିନକ୍ସ ୟୁଜର୍, ତେବେ Installer File ଉପରେ ରାଇଟ୍ କ୍ଲିକ୍ କରି Properties ସିଲେକ୍ଟ କରନ୍ତୁ
+
|ଯଦି ଆପଣ ଜଣେ ଲିନକ୍ସ ୟୁଜର୍, ତେବେ Installer File ଉପରେ ରାଇଟ୍ କ୍ଲିକ୍ କରି Properties ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|03:40
 
|03:40
| ତା’ପରେ Permissions ଟାବ୍ ଉପରେ କ୍ଲିକ୍ କରି  Allow Executing File As Program ଅପ୍ସନ୍ ର ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ  
+
|ତା’ପରେ Permissions ଟାବ୍ ଉପରେ କ୍ଲିକ୍ କରି  Allow Executing File As Program ଅପ୍ସନ୍ ର ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|03:48
 
|03:48
| ଏହି ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ଏହି ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:52
 
|03:52
| ଏବେ, Installer File ଉପରେ ଡବଲ୍ କ୍ଲିକ୍ କରନ୍ତୁ
+
|ଏବେ, Installer File ଉପରେ ଡବଲ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:55
 
|03:55
| ଇନଷ୍ଟଲେଶନ୍ ଏବେ ଆରମ୍ଭ ହେଲା.  Next ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ଇନଷ୍ଟଲେଶନ୍ ଏବେ ଆରମ୍ଭ ହେଲା.  Next ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:01
 
|04:01
| ଏଠାରେ ଆମେ, ଇନଷ୍ଟଲ୍ କରିବାକୁ ଚାହୁଁଥିବା କମ୍ପୋନେଣ୍ଟଗୁଡ଼ିକ ସିଲେକ୍ଟ କରିପାରିବା
+
|ଏଠାରେ ଆମେ, ଇନଷ୍ଟଲ୍ କରିବାକୁ ଚାହୁଁଥିବା କମ୍ପୋନେଣ୍ଟଗୁଡ଼ିକ ସିଲେକ୍ଟ କରିପାରିବା
 +
 
 
|-
 
|-
 
|04:06
 
|04:06
| ପ୍ରତ୍ୟେକ କମ୍ପୋନେଣ୍ଟ ଉପରେ କ୍ଲିକ୍ କରି, ପ୍ରଥମେ ସେଗୁଡ଼ିକ ବିଷୟରେ ସବିଶେଷ ସୂଚନା ପଢ଼ନ୍ତୁ
+
|ପ୍ରତ୍ୟେକ କମ୍ପୋନେଣ୍ଟ ଉପରେ କ୍ଲିକ୍ କରି, ପ୍ରଥମେ ସେଗୁଡ଼ିକ ବିଷୟରେ ସବିଶେଷ ସୂଚନା ପଢ଼ନ୍ତୁ
 +
 
 
|-
 
|-
 
|04:12
 
|04:12
| ମୁଁ ସମସ୍ତ କମ୍ପୋନେଣ୍ଟ ସିଲେକ୍ଟ କରିବାକୁ ପସନ୍ଦ କରିବି.  Next ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ମୁଁ ସମସ୍ତ କମ୍ପୋନେଣ୍ଟ ସିଲେକ୍ଟ କରିବାକୁ ପସନ୍ଦ କରିବି.  Next ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:18
 
|04:18
| ଏହି ୱିଣ୍ଡୋରେ ଆମକୁ ସେହି  ଫୋଲ୍ଡର୍ ର ଚୟନ କରିବାକୁ ହେବ, ଯେଉଁଠାରେ ଆମେ Drupal ଇନଷ୍ଟଲ୍ କରିବାକୁ ଚାହୁଁଛେ
+
|ଏହି ୱିଣ୍ଡୋରେ ଆମକୁ ସେହି  ଫୋଲ୍ଡର୍ ର ଚୟନ କରିବାକୁ ହେବ, ଯେଉଁଠାରେ ଆମେ Drupal ଇନଷ୍ଟଲ୍ କରିବାକୁ ଚାହୁଁଛେ
 +
 
 
|-
 
|-
 
|04:24
 
|04:24
| ମୁଁ, ମୋର Home Folder ଚୟନ କରିବି
+
|ମୁଁ, ମୋର Home Folder ଚୟନ କରିବି
 +
 
 
|-
 
|-
 
|04:27
 
|04:27
| ୱିଣ୍ଡୋସ୍ ରେ ଏହା ଡିଫଲ୍ଟ ଭାବରେ C କଲନ୍ କିମ୍ୱା ମୁଖ୍ୟ ଡ୍ରାଇଭ୍ ରେ ଇନଷ୍ଟଲ୍ ହେବ
+
|ୱିଣ୍ଡୋସ୍ ରେ ଏହା ଡିଫଲ୍ଟ ଭାବରେ C କଲନ୍ କିମ୍ୱା ମୁଖ୍ୟ ଡ୍ରାଇଭ୍ ରେ ଇନଷ୍ଟଲ୍ ହେବ
 +
 
 
|-
 
|-
 
|04:34
 
|04:34
| Next ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Next ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:36
 
|04:36
| ବର୍ତ୍ତମାନ ଆମକୁ ଏକ Drupal Admin Account କ୍ରିଏଟ୍ କରିବାକୁ ହେବ
+
|ବର୍ତ୍ତମାନ ଆମକୁ ଏକ Drupal Admin Account କ୍ରିଏଟ୍ କରିବାକୁ ହେବ
 +
 
 
|-
 
|-
 
|04:40
 
|04:40
| Real Nameରେ ମୁଁ Priya ଟାଇପ୍ କରିବି.  ଏହି ନାମ ଆପ୍ଲିକେଶନ୍ ରେ ପ୍ରଦର୍ଶିତ ହେବ
+
|Real Nameରେ ମୁଁ Priya ଟାଇପ୍ କରିବି.  ଏହି ନାମ ଆପ୍ଲିକେଶନ୍ ରେ ପ୍ରଦର୍ଶିତ ହେବ
 +
 
 
|-
 
|-
 
|04:47
 
|04:47
| ଦୟାକରି ଆପଣଙ୍କର ନିଜ ନାମ ଏଠାରେ ଟାଇପ୍ କରନ୍ତୁ
+
|ଦୟାକରି ଆପଣଙ୍କର ନିଜ ନାମ ଏଠାରେ ଟାଇପ୍ କରନ୍ତୁ
 +
 
 
|-
 
|-
 
|04:50
 
|04:50
| Email Address ଫିଲ୍ଡରେ ମୁଁ, priyaspoken@gmail.com ଟାଇପ୍ କରିବି
+
|Email Address ଫିଲ୍ଡରେ ମୁଁ, priyaspoken@gmail.com ଟାଇପ୍ କରିବି
 +
 
 
|-
 
|-
 
|04:56
 
|04:56
| ଦୟାକରି ଆପଣ ନିଜର ବୈଧ ଇମେଲ୍ ଆଡ୍ରେସ୍ ବ୍ୟବହାର କରନ୍ତୁ  
+
|ଦୟାକରି ଆପଣ ନିଜର ବୈଧ ଇମେଲ୍ ଆଡ୍ରେସ୍ ବ୍ୟବହାର କରନ୍ତୁ  
 +
 
 
|-
 
|-
 
|05:00
 
|05:00
| ଏହାପରେ ଆମକୁ, Administrator ପାଇଁ ନିଜ ପସନ୍ଦର Username ଓ Password ଦେବାକୁ ହେବ
+
|ଏହାପରେ ଆମକୁ, Administrator ପାଇଁ ନିଜ ପସନ୍ଦର Username ଓ Password ଦେବାକୁ ହେବ
 +
 
 
|-
 
|-
 
|05:07
 
|05:07
| Login User Nameରେ ମୁଁ, Admin ଟାଇପ୍ କରିବି
+
|Login User Nameରେ ମୁଁ, Admin ଟାଇପ୍ କରିବି
 +
 
 
|-
 
|-
 
|05:11
 
|05:11
| Passwordରେ, ମୁଁ ଗୋଟିଏ Password ଟାଇପ୍ କରିବି.  ସୁନିଶ୍ଚିତ ପାଇଁ ପାସୱର୍ଡକୁ ରି-ଟାଇପ୍ କରନ୍ତୁ
+
|Passwordରେ, ମୁଁ ଗୋଟିଏ Password ଟାଇପ୍ କରିବି.  ସୁନିଶ୍ଚିତ ପାଇଁ ପାସୱର୍ଡକୁ ରି-ଟାଇପ୍ କରନ୍ତୁ
 +
 
 
|-
 
|-
 
|05:17
 
|05:17
| ଆପଣ, ନିଜ ପସନ୍ଦର ଯେକୌଣସି Login ଓ Password ଟାଇପ୍ କରିପାରିବେ  
+
|ଆପଣ, ନିଜ ପସନ୍ଦର ଯେକୌଣସି Login ଓ Password ଟାଇପ୍ କରିପାରିବେ  
 +
 
 
|-
 
|-
 
|05:22
 
|05:22
| Next ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Next ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:24
 
|05:24
| Linuxରେ, Apache ପାଇଁ ଡିଫଲ୍ଟ ଶୁଣିବା ପୋର୍ଟ ହେଉଛି 8080 ଏବଂ MySQL ପାଇଁ ହେଉଛି 3306  
+
|Linuxରେ, Apache ପାଇଁ ଡିଫଲ୍ଟ ଶୁଣିବା ପୋର୍ଟ ହେଉଛି 8080 ଏବଂ MySQL ପାଇଁ ହେଉଛି 3306  
 +
 
 
|-
 
|-
 
|05:34
 
|05:34
| ୱିଣ୍ଡୋସ୍ ରେ ଏହା ହେଉଛି 80 ଓ 3306
+
|ୱିଣ୍ଡୋସ୍ ରେ ଏହା ହେଉଛି 80 ଓ 3306
 +
 
 
|-
 
|-
 
|05:39
 
|05:39
| ଯଦି ସେହି ପୋର୍ଟଗୁଡ଼ିକ ଅନ୍ୟ ଆପ୍ଲିକେଶନ୍ସ ଦ୍ୱାରା ପୂର୍ବରୁ ବ୍ୟବହୃତ ହେଉଥିବ, ତେବେ ତାହା ବିକଳ୍ପ ପୋର୍ଟ ବ୍ୟବହାର କରିବା ପାଇଁ କହିବ
+
|ଯଦି ଏହି ପୋର୍ଟଗୁଡ଼ିକ ଅନ୍ୟ ଆପ୍ଲିକେଶନ୍ସ ଦ୍ୱାରା ପୂର୍ବରୁ ବ୍ୟବହୃତ ହେଉଥିବ, ତେବେ ତାହା ବିକଳ୍ପ ପୋର୍ଟ ବ୍ୟବହାର କରିବା ପାଇଁ କହିବ
 +
 
 
|-
 
|-
 
|05:47
 
|05:47
| ମୁଁ, ମୋ ମେସିନ୍ ରେ MySQL ଇନଷ୍ଟଲ୍ କରିସାରିଛି.  ତେଣୁ ଏହା ବିକଳ୍ପ ପୋର୍ଟ ପାଇଁ କହୁଛି
+
|ମୁଁ, ମୋ ମେସିନ୍ ରେ MySQL ଇନଷ୍ଟଲ୍ କରିସାରିଛି.  ତେଣୁ ଏହା ବିକଳ୍ପ ପୋର୍ଟ ପାଇଁ କହୁଛି
 +
 
 
|-
 
|-
 
|05:54
 
|05:54
| ମୁଁ, 3307 ଦେବି
+
|ମୁଁ, 3307 ଦେବି
 +
 
 
|-
 
|-
 
|05:57
 
|05:57
| Next ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Next ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:59
 
|05:59
| ଏବେ, ଆମକୁ ଆମର Drupal Siteକୁ ଏକ ନାମ ଦେବାକୁ ହେବ.  ମୁଁ, Drupal 8 ଭାବେ ନାମ ଟାଇପ୍ କରିବି
+
|ଏବେ, ଆମକୁ ଆମର Drupal Siteକୁ ଏକ ନାମ ଦେବାକୁ ହେବ.  ମୁଁ, Drupal 8 ଭାବେ ନାମ ଟାଇପ୍ କରିବି
 +
 
 
|-
 
|-
 
|06:06
 
|06:06
| ଆପଣ, ନିଜ ପସନ୍ଦର ଯେକୌଣସି ନାମ ଦେଇପାରିବେ
+
|ଆପଣ, ନିଜ ପସନ୍ଦର ଯେକୌଣସି ନାମ ଦେଇପାରିବେ
 +
 
 
|-
 
|-
 
|06:10
 
|06:10
| Next ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Next ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:12
 
|06:12
| ଏଠାରେ ଏହା, Bitnami Cloud Hosting ପାଇଁ ଆମକୁ କହୁଛି.  ଏବେପାଇଁ ମୋତେ ଏହା ଦରକାର ନାହିଁ  
+
|ଏଠାରେ ଏହା, Bitnami Cloud Hosting ପାଇଁ ଆମକୁ କହୁଛି.  ଏବେପାଇଁ ମୋତେ ଏହା ଦରକାର ନାହିଁ  
 +
 
 
|-
 
|-
 
|06:19
 
|06:19
| ତେଣୁ, ଏହାକୁ ଡିସିଲେକ୍ଟ କରିବାକୁ ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ   
+
|ତେଣୁ, ଏହାକୁ ଡିସିଲେକ୍ଟ କରିବାକୁ ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ   
 +
 
 
|-
 
|-
 
|06:23
 
|06:23
| Next ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Next ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:26
 
|06:26
| ଏବେ, ଇନଷ୍ଟଲ୍ ହେବାପାଇଁ Drupal ପ୍ରସ୍ତୁତ.  Next ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ଏବେ, ଇନଷ୍ଟଲ୍ ହେବାପାଇଁ Drupal ପ୍ରସ୍ତୁତ.  Next ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:31
 
|06:31
| ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବାକୁ ଅନେକ ମିନିଟ୍ସ ଲାଗିପାରେ
+
|ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବାକୁ ଅନେକ ମିନିଟ୍ସ ଲାଗିପାରେ
 +
 
 
|-
 
|-
 
|06:36
 
|06:36
| ଥରେ ଇନଷ୍ଟଲେଶନ୍ ସମାପ୍ତ ହେବାପରେ, Launch Bitnami Drupal Stack ଚେକ୍ ହୋଇଥିବାର ସୁନିଶ୍ଚିତ କରନ୍ତୁ  
+
|ଥରେ ଇନଷ୍ଟଲେଶନ୍ ସମାପ୍ତ ହେବାପରେ, Launch Bitnami Drupal Stack ଚେକ୍ ହୋଇଥିବାର ସୁନିଶ୍ଚିତ କରନ୍ତୁ  
 +
 
 
|-
 
|-
 
|06:43
 
|06:43
| ତା’ପରେ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ତା’ପରେ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:46
 
|06:46
| Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ନିଜକୁ ନିଜ ଖୋଲିବ
+
|Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ନିଜକୁ ନିଜ ଖୋଲିବ
 +
 
 
|-
 
|-
 
|06:51
 
|06:51
| ସମସ୍ତ ଚାଲୁଥିବା ସେବାଗୁଡ଼ିକୁ ଦେଖିବା ପାଇଁ Manage Servers ଉପରେ କ୍ଲିକ୍ କରନ୍ତୁ
+
|ଏହାପରେ ଚାଲନ୍ତୁ ଦେଖିବା, କିପରି Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଆକ୍ସେସ୍ କରାଯାଏ
 +
 
 
|-
 
|-
 
|06:56
 
|06:56
| ଏଠାରେ ଆମେ ଦେଖିପାରୁଛେ ଯେ, MySQL Database ଓ Apache Web Server ଏବେ ଚାଲୁଛି
+
|ଯଦି ଆପଣ ଜଣେ Linux ୟୁଜର୍, ତେବେ ଦୟାକରି ଏହି ପଦାଙ୍କଗୁଡ଼ିକୁ ଅନୁସରଣ କରନ୍ତୁ
 +
 
 
|-
 
|-
 
|07:02
 
|07:02
| ଧ୍ୟାନଦିଅନ୍ତୁ କି, Drupalରେ କାମ କରିବା ପାଇଁ ଆମକୁ ଗୋଟିଏ Databese ଦରକାର, ଯେପରି MySQL, PostgreSQL କିମ୍ୱା Oracle
+
|File Browserକୁ ଯାଆନ୍ତୁ,ତା’ପରେ ବାମ ସାଇଡ୍ ବାର୍ ରେ, Places ତଳେ ଥିବା Homeରେ କ୍ଲିକ୍ କରନ୍ତୁ
 +
 
 
|-
 
|-
|07:11
+
|07:09
| ଆଉ ଗୋଟିଏ Web Server, ଯେପରି Apache କିମ୍ୱା Nginx
+
|ଏବେ, ତାଲିକାରୁ Drupal ହାଇଫେନ୍ 8.1.3 ହାଇଫେନ୍ 0 ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
|07:16
+
|07:17
| ଡିଫଲ୍ଟ ଭାବରେ, Bitnami Drupal Stack, MySQL Database ଓ Apache Web Server ସହିତ ଆସିଥାଏ
+
|ଏଠାରେ ଆପଣ, manager ହାଇଫେନ୍ linux ହାଇଫେନ୍ x64.run ଫାଇଲ୍ ପାଇବେ.  ଏହାକୁ ଖୋଲିବା ପାଇଁ ଡବଲ୍ କ୍ଲିକ୍ କରନ୍ତୁ '''
 +
 
 
|-
 
|-
|07:23
+
|07:27
| କଣ୍ଟ୍ରୋଲ୍ ୱିଣ୍ଡୋକୁ ଫେରିଚାଲନ୍ତୁ
+
|ଯଦି ଆପଣ ଜଣେ Windows ୟୁଜର୍, ତେବେ Start Menu -> All Programs -> Bitnami Drupal Stack -> Bitnami Drupal Stack Manager Toolକୁ ଯାଆନ୍ତୁ
 +
 
 
|-
 
|-
|07:26
+
|07:37
| ଉପଯୁକ୍ତ ବଟନ୍ସରେ କ୍ଲିକ୍ କରି ଆମେ ସେବାଗୁଡ଼ିକୁ ଆରମ୍ଭ, ବନ୍ଦ ଓ ରିଷ୍ଟାର୍ଟ କରିପାରିବା
+
|Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଖୋଲିବ
 +
 
 
|-
 
|-
|07:33
+
|07:41
| Welcome ଟାବ୍ ଉପରେ କ୍ଲିକ୍ କରନ୍ତୁ
+
|ପ୍ରତ୍ୟେକଥର ଆପଣ Drupal ଖୋଲିବାବେଳେ, ଦୟାକରି ସମସ୍ତ ସର୍ଭର୍ ଚାଲୁଛି କି ନାହିଁ ଯାଞ୍ଚ କରନ୍ତୁ
 +
 
 
|-
 
|-
|07:36
+
|07:48
| Drupal ଆରମ୍ଭ କରିବା ପାଇଁ, ଡାହାଣପଟେ ଥିବା Go To Application ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ସମସ୍ତ ଚାଲୁଥିବା ସେବାଗୁଡ଼ିକୁ ଦେଖିବା ପାଇଁ Manage Servers ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
|07:42
+
|07:53
| Bitnami ପେଜ୍ ସହିତ ବ୍ରାଉଜର୍ ନିଜକୁ ନିଜ ଖୋଲିବ
+
|ଏଠାରେ ଆମେ ଦେଖିପାରୁଛେ ଯେ, MySQL Database ଓ Apache Web Server ଏବେ ଚାଲୁଛି
 +
 
 
|-
 
|-
|07:46
+
|07:59
| ଏବେ, Access Drupal ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ.  ଆମକୁ, ଆମର Drupal ୱେବ୍ ସାଇଟ୍ କୁ ରିଡାଇରେକ୍ଟ କରାଯିବ
+
|ଧ୍ୟାନଦିଅନ୍ତୁ କି, Drupalରେ କାମ କରିବା ପାଇଁ ଆମକୁ ଗୋଟିଏ Database ଦରକାର, ଯେପରି MySQL, PostgreSQL କିମ୍ୱା Oracle
 +
 
 
|-
 
|-
|07:54
+
|08:08
| ଧ୍ୟାନଦିଅନ୍ତୁ ଯେ, ୱେବ୍ ସାଇଟ୍ ର ନାମ ହେଉଛି Drupal 8
+
|ଆଉ ଗୋଟିଏ Web Server, ଯେପରି Apache କିମ୍ୱା Nginx
 +
 
 
|-
 
|-
|07:58
+
|08:12
| ୱେବ୍ ସାଇଟ୍ ରେ Login କରିବାକୁ, ଉପର ଡାହାଣପଟ କୋଣରେ ଥିବା Log In ଲିଙ୍କ୍ ରେ କ୍ଲିକ୍ କରନ୍ତୁ
+
|ଡିଫଲ୍ଟ ଭାବରେ, Bitnami Drupal Stack, MySQL Database ଓ Apache Web Server ସହିତ ଆସିଥାଏ
 +
 
 
|-
 
|-
|08:03
+
|08:20
| ଆମେ ପୂର୍ବରୁ କ୍ରିଏଟ୍ କରିଥିବା User Name ଓ Password ଟାଇପ୍ କରନ୍ତୁ
+
|କଣ୍ଟ୍ରୋଲ୍ ୱିଣ୍ଡୋକୁ ଫେରିଚାଲନ୍ତୁ
 +
 
 
|-
 
|-
|08:11
+
|08:23
| ଏବେ, Login ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ଉପଯୁକ୍ତ ବଟନ୍ସରେ କ୍ଲିକ୍ କରି ଆମେ ସେବାଗୁଡ଼ିକୁ ଆରମ୍ଭ, ବନ୍ଦ ଓ ରିଷ୍ଟାର୍ଟ କରିପାରିବା
 +
 
 
|-
 
|-
|08:14
+
|08:30
| ଆଡ୍ରେସ୍ ବାର୍ ରେ ଆମେ, ଆମର ୱେବ୍ ସାଇଟ୍ ର ୱେବ୍ ଆଡ୍ରେସ୍ ଦେଖିପାରୁଛେ http://localhost:8080/drupal/user/1
+
|Welcome ଟାବ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
|08:27
+
|08:33
| ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଆମେ, /user/1 କ’ଣ, ତାହା ଜାଣିବା
+
|Drupal ଆରମ୍ଭ କରିବା ପାଇଁ, ଡାହାଣପଟେ ଥିବା Go To Application ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
|08:32
+
|08:39
| ଏହି LocalHost ବଦଳରେ ଏହା ଆପଣଙ୍କୁ, ଆପଣଙ୍କର ସିଷ୍ଟମ୍ କନଫିଗରେଶନ୍ ଉପରେ ଭିତ୍ତିକରି 127.0.0.1 ଦେଖାଇପାରେ
+
|Bitnami ପେଜ୍ ସହିତ ବ୍ରାଉଜର୍ ନିଜକୁ ନିଜ ଖୋଲିବ
 +
 
 
|-
 
|-
|08:42
+
|08:44
| ପରବର୍ତ୍ତୀ ସମୟ ପରଠାରୁ ଆମେ, ଯଦି Apache, Port 80ରେ ଥିବ, ତେବେ
+
|ଏବେ, Access Drupal ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ.  ଆମକୁ, ଆମର Drupal ୱେବ୍ ସାଇଟ୍ କୁ ରିଡାଇରେକ୍ଟ କରାଯିବ
localhost colon 8080 slash drupal କିମ୍ୱା localhost slash drupal 
+
 
ୱେବ୍ ଆଡ୍ରେସ୍ ବ୍ୟବହାର କରି Drupal ଆକ୍ସେସ୍ କରିପାରିବା
+
 
|-
 
|-
|08:57
+
|08:51
| ଏହାପରେ ଚାଲନ୍ତୁ ଦେଖିବା, କିପରି Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଆକ୍ସେସ୍ କରାଯାଏ
+
|ଧ୍ୟାନଦିଅନ୍ତୁ ଯେ, ୱେବ୍ ସାଇଟ୍ ର ନାମ ହେଉଛି Drupal 8
 +
 
 
|-
 
|-
|09:03
+
|08:55
| ଯଦି ଆପଣ ଜଣେ Linux ୟୁଜର୍, ତେବେ ଦୟାକରି ଏହି ପଦାଙ୍କଗୁଡ଼ିକୁ ଅନୁସରଣ କରନ୍ତୁ
+
|ୱେବ୍ ସାଇଟ୍ ରେ Login କରିବାକୁ, ଉପର ଡାହାଣପଟ କୋଣରେ ଥିବା Log In ଲିଙ୍କ୍ ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
|09:07
+
|09:00
| File Browserକୁ ଯାଆନ୍ତୁ
+
|ଆମେ ପୂର୍ବରୁ କ୍ରିଏଟ୍ କରିଥିବା User Name ଓ Password ଟାଇପ୍ କରନ୍ତୁ
 +
 
 
|-
 
|-
|09:10
+
|09:08
| ତା’ପରେ ବାମ ସାଇଡ୍ ବାର୍ ରେ, Places ତଳେ ଥିବା Homeରେ କ୍ଲିକ୍ କରନ୍ତୁ
+
|ଏବେ, Login ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
|09:15
+
|09:11
| ଏବେ, ତାଲିକାରୁ Drupal ହାଇଫେନ୍ 8.1.3 ହାଇଫେନ୍ 0 ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ
+
|ଆଡ୍ରେସ୍ ବାର୍ ରେ ଆମେ, ଆମର ୱେବ୍ ସାଇଟ୍ ର ୱେବ୍ ଆଡ୍ରେସ୍ ଦେଖିପାରୁଛେ http://localhost:8080/drupal/user/1
 +
 
 
|-
 
|-
|09:23
+
|09:24
| ଏଠାରେ ଆପଣ, manager ହାଇଫେନ୍ linux ହାଇଫେନ୍ x64.run ଫାଇଲ୍ ପାଇବେ.  ଏହାକୁ ଖୋଲିବା ପାଇଁ ଡବଲ୍ କ୍ଲିକ୍ କରନ୍ତୁ '''
+
|ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଆମେ, /user/1 କ’ଣ, ତାହା ଜାଣିବା
 +
 
 
|-
 
|-
|09:33
+
|09:29
| ଯଦି ଆପଣ ଜଣେ Windows ୟୁଜର୍, ତେବେ Start Menu -> All Programs -> Bitnami Drupal Stack -> Bitnami Drupal Stack Manager Toolକୁ ଯାଆନ୍ତୁ
+
|ଏହି LocalHost ବଦଳରେ ଏହା ଆପଣଙ୍କୁ, ଆପଣଙ୍କର ସିଷ୍ଟମ୍ କନଫିଗରେଶନ୍ ଉପରେ ଭିତ୍ତିକରି 127.0.0.1 ଦେଖାଇପାରେ
 +
 
 
|-
 
|-
|09:44
+
|09:39
| Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଖୋଲିବ
+
|ପରବର୍ତ୍ତୀ ସମୟ ପରଠାରୁ ଆମେ, ଯଦି Apache, Port 80ରେ ଥିବ, ତେବେ localhost colon 8080 slash drupal କିମ୍ୱା localhost slash drupal ୱେବ୍ ଆଡ୍ରେସ୍ ବ୍ୟବହାର କରି Drupal ଆକ୍ସେସ୍ କରିପାରିବା
|-
+
 
|09:48
+
| ପ୍ରତ୍ୟେକଥର ଆପଣ Drupal ଖୋଲିବାବେଳେ, ଦୟାକରି ସମସ୍ତ ସର୍ଭର୍ ଚାଲୁଛି କି ନାହିଁ ଯାଞ୍ଚ କରନ୍ତୁ
+
 
|-
 
|-
 
|09:54
 
|09:54
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
 
|-
 
|-
 
|09:57
 
|09:57
| ସଂକ୍ଷିପ୍ତରେ,  ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,  
+
|ସଂକ୍ଷିପ୍ତରେ,  ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, ଉବୁଣ୍ଟୁ ଲିନକ୍ସ ଓ ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ସରେ Drupal ଇନଷ୍ଟଲ୍ କରିବା
ଉବୁଣ୍ଟୁ ଲିନକ୍ସ ଓ ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ସରେ Drupal ଇନଷ୍ଟଲ୍ କରିବା
+
 
 
|-
 
|-
 
|10:07
 
|10:07
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.  ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.  ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
 
|10:14
 
|10:14
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|10:25
 
|10:25
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ  
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ , NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ , NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା  ଅନୁଦାନ ପ୍ରାପ୍ତ
NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ  
+
 
NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା   
+
ଅନୁଦାନ ପ୍ରାପ୍ତ
+
 
|-
 
|-
 
|10:36
 
|10:36
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 09:45, 4 April 2017

Time Narration
00:01 Installation of Drupal ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ, ଉବୁଣ୍ଟୁ ଲିନକ୍ସ ଓ ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ସରେ Drupal ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
00:17 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଦରକାର - ୱେବ୍ ରୁ ଲାଟେଷ୍ଟ ଭର୍ସନ୍ ଇନଷ୍ଟଲ୍ କରିବା ପାଇଁ ଗୋଟିଏ କାର୍ଯ୍ୟରତ ଇଣ୍ଟରନେଟ୍ କନେକ୍ସନ୍ କିମ୍ୱା ଆବଶ୍ୟକ ଲୋକଲ୍ ଫାଇଲ୍ସ ସହିତ ତାହା ଆପଣଙ୍କୁ ପ୍ରଦାନ କରାଯାଇପାରେ
00:30 ଆପଣଙ୍କ ମେସିନ୍ ରେ ଉବୁଣ୍ଟୁ ଲିନକ୍ସ କିମ୍ୱା ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଇନଷ୍ଟଲ୍ ହୋଇଥିବା ଦରକାର
00:38 ଏହି ଟ୍ୟୁଟ୍ୟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କୁ ଏଥିମଧ୍ୟରୁ ଯକୌଣସି ସହିତ ପରିଚିତ ଥିବା ଉଚିତ୍
00:45 Drupal ଇନଷ୍ଟଲ୍ କରିବାକୁ ଅନେକ ମାର୍ଗ ଅଛି
00:48 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ, Bitnami Drupal Stack ବ୍ୟବହାର କରୁଛି, କାରଣ ଏହା ବହୁତ ସରଳ ଇନଷ୍ଟଲେଶନ୍ ପଦ୍ଧତି
00:57 Bitnami Drupal Stack ଇନଷ୍ଟଲ୍ କରିବାକୁ ଆପଣଙ୍କୁ ଦରକାର: Intel x86 କିମ୍ୱା ଅନୁକୂଳ ପ୍ରୋସେସର୍
01:05 ନ୍ୟୁନତମ 256 MB RAM
01:08 ନ୍ୟୁନତମ 150 MB ହାର୍ଡ ଡିସ୍କ ସ୍ପେସ୍ ଓ
01:13 TCP/IP ପ୍ରୋଟୋକୋଲ୍ ସପୋର୍ଟ
01:16 ନିମ୍ନଲିଖିତଗୁଡ଼ିକ ହେଉଛି ଅନୁକୂଳ ଅପରେଟିଙ୍ଗ୍ ସିଷ୍ଟମ୍ସ
01:20 ଯେକୌଣସି x86 ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
01:24 ଯେକୌଣସି 32-bit ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍, ଯେପରି ୱିଣ୍ଡୋସ୍ ଭିଷ୍ଟା, ୱିଣ୍ଡୋସ୍ 7, ୱିଣ୍ଡୋସ୍ 8, ୱିଣ୍ଡୋସ୍ 10, ୱିଣ୍ଡୋସ୍ ସର୍ଭର୍ 2008 କିମ୍ୱା ୱିଣ୍ଡୋସ୍ ସର୍ଭର୍ 2012
01:41 ଯେକୌଣସି OS X ଅପରେଟିଙ୍ଗ୍ ସିଷ୍ଟମ୍ x86
01:46 ଚାଲନ୍ତୁ, ଆମ ପସନ୍ଦର ୱେବ୍ ବ୍ରାଉଜର୍ ଖୋଲି ପ୍ରଦର୍ଶିତ URLକୁ ଯିବା
01:53 ସ୍କ୍ରୋଲ୍ ଡାଉନ୍ କରି ୱିଣ୍ଡୋସ୍ ଓ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ସ ପାଇଁ ଇନଷ୍ଟଲର୍ସ ଦେଖନ୍ତୁ
02:01 ଆପଣଙ୍କୁ, ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଅନୁସାରେ Installer ବାଛିବାକୁ ହେବ
02:06 ମୁଁ ଜଣେ ଲିନକ୍ସ ୟୁଜର୍ ହୋଇଥିବାରୁ, Linux Installer ଚୟନ କରିବି
02:11 ଯଦି ଆପଣ ୱିଣ୍ଡୋସ୍ ୟୁଜର୍ ହୋଇଥା’ନ୍ତି, ତେବେ ୱିଣ୍ଡୋସ୍ ପାଇଁ Drupal Installerର ଚୟନ କରନ୍ତୁ
02:17 ଏଠାରେ ଆମେ Drupalର ସମସ୍ତ ବିଭିନ୍ନ ଭର୍ସନ୍ସ ଦେଖିପାଇବା
02:22 ଯଦି ଆପଣ, କେଉଁ ଭର୍ସନ୍ ଡାଉନଲୋଡ୍ କରିବାକୁ ଅନିଶ୍ଚିତ, ତେବେ Recommended ଭର୍ସନ୍ ଡାଉନଲୋଡ୍ କରିପାରିବେ
02:29 ଏହି ରେକର୍ଡିଙ୍ଗ୍ ସମୟରେ, Drupal 8.1.3 ହେଉଛି Recommended ଭର୍ସନ୍
02:36 ଆପଣ ପ୍ରୟାସ କରିବାବେଳେ ଏହା ଭିନ୍ନ ହୋଇପାରେ
02:39 ଡାହାଣପଟେ ଥିବା Download ବଟନ୍ ଉପରେ କ୍ଲିକ୍ କରନ୍ତୁ
02:43 Bitnami ୱେବ୍ ସାଇଟରେ ଗୋଟିଏ ଆକାଉଣ୍ଟ କ୍ରିଏଟ୍ କରିବାକୁ କହୁଥିବା ଏକ ୱିଣ୍ଡୋ ପପ୍-ଅପ୍ ହେବ
02:50 ଏବେପାଇଁ, No Thanks ଉପରେ କ୍ଲିକ୍ କରନ୍ତୁ
02:53 ଏହା ତୁରନ୍ତ Installer ଡାଉନଲୋଡ୍ କରିବା ଆରମ୍ଭ କରିବ. ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ
03:01 ନିମ୍ନଲିଖିତ ଇନଷ୍ଟଲେଶନ୍ ପଦାଙ୍କ, ୱିଣ୍ଡୋସ୍ ଓ ଲିନକ୍ସ OS ପାଇଁ ସମାନ ଅଟେ
03:07 ଯଦି ଆପଣଙ୍କୁ Bitnami Installer ଫାଇଲ୍ସ ପ୍ରଦାନ କରାଯାଇଥିବ, ତେବେ ଡାଉନଲୋଡ୍ କରିବା ବଦଳରେ ସେଥିରୁ ଗୋଟିଏକୁ ବ୍ୟବହାର କରନ୍ତୁ
03:15 ନିଜର Downloads ଫୋଲ୍ଡର୍ ଖୋଲନ୍ତୁ, ଯେଉଁଠାରେ Installer File ଡାଉନଲୋଡ୍ ହୋଇଛି
03:20 ଏହି Installer Fileକୁ ଚଲାଇବା ପାଇଁ ଆପଣଙ୍କ ପାଖରେ Admin Access ଥିବା ଉଚିତ
03:25 ଯଦି ଆପଣ ଜଣେ ୱିଣ୍ଡୋସ୍ ୟୁଜର୍, ତେବେ Installer File ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଓ ତା’ପରେ Run As Administrator ଅପ୍ସନ୍ ସିଲେକ୍ଟ କରନ୍ତୁ
03:33 ଯଦି ଆପଣ ଜଣେ ଲିନକ୍ସ ୟୁଜର୍, ତେବେ Installer File ଉପରେ ରାଇଟ୍ କ୍ଲିକ୍ କରି Properties ସିଲେକ୍ଟ କରନ୍ତୁ
03:40 ତା’ପରେ Permissions ଟାବ୍ ଉପରେ କ୍ଲିକ୍ କରି Allow Executing File As Program ଅପ୍ସନ୍ ର ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
03:48 ଏହି ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
03:52 ଏବେ, Installer File ଉପରେ ଡବଲ୍ କ୍ଲିକ୍ କରନ୍ତୁ
03:55 ଇନଷ୍ଟଲେଶନ୍ ଏବେ ଆରମ୍ଭ ହେଲା. Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:01 ଏଠାରେ ଆମେ, ଇନଷ୍ଟଲ୍ କରିବାକୁ ଚାହୁଁଥିବା କମ୍ପୋନେଣ୍ଟଗୁଡ଼ିକ ସିଲେକ୍ଟ କରିପାରିବା
04:06 ପ୍ରତ୍ୟେକ କମ୍ପୋନେଣ୍ଟ ଉପରେ କ୍ଲିକ୍ କରି, ପ୍ରଥମେ ସେଗୁଡ଼ିକ ବିଷୟରେ ସବିଶେଷ ସୂଚନା ପଢ଼ନ୍ତୁ
04:12 ମୁଁ ସମସ୍ତ କମ୍ପୋନେଣ୍ଟ ସିଲେକ୍ଟ କରିବାକୁ ପସନ୍ଦ କରିବି. Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:18 ଏହି ୱିଣ୍ଡୋରେ ଆମକୁ ସେହି ଫୋଲ୍ଡର୍ ର ଚୟନ କରିବାକୁ ହେବ, ଯେଉଁଠାରେ ଆମେ Drupal ଇନଷ୍ଟଲ୍ କରିବାକୁ ଚାହୁଁଛେ
04:24 ମୁଁ, ମୋର Home Folder ଚୟନ କରିବି
04:27 ୱିଣ୍ଡୋସ୍ ରେ ଏହା ଡିଫଲ୍ଟ ଭାବରେ C କଲନ୍ କିମ୍ୱା ମୁଖ୍ୟ ଡ୍ରାଇଭ୍ ରେ ଇନଷ୍ଟଲ୍ ହେବ
04:34 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:36 ବର୍ତ୍ତମାନ ଆମକୁ ଏକ Drupal Admin Account କ୍ରିଏଟ୍ କରିବାକୁ ହେବ
04:40 Real Nameରେ ମୁଁ Priya ଟାଇପ୍ କରିବି. ଏହି ନାମ ଆପ୍ଲିକେଶନ୍ ରେ ପ୍ରଦର୍ଶିତ ହେବ
04:47 ଦୟାକରି ଆପଣଙ୍କର ନିଜ ନାମ ଏଠାରେ ଟାଇପ୍ କରନ୍ତୁ
04:50 Email Address ଫିଲ୍ଡରେ ମୁଁ, priyaspoken@gmail.com ଟାଇପ୍ କରିବି
04:56 ଦୟାକରି ଆପଣ ନିଜର ବୈଧ ଇମେଲ୍ ଆଡ୍ରେସ୍ ବ୍ୟବହାର କରନ୍ତୁ
05:00 ଏହାପରେ ଆମକୁ, Administrator ପାଇଁ ନିଜ ପସନ୍ଦର Username ଓ Password ଦେବାକୁ ହେବ
05:07 Login User Nameରେ ମୁଁ, Admin ଟାଇପ୍ କରିବି
05:11 Passwordରେ, ମୁଁ ଗୋଟିଏ Password ଟାଇପ୍ କରିବି. ସୁନିଶ୍ଚିତ ପାଇଁ ପାସୱର୍ଡକୁ ରି-ଟାଇପ୍ କରନ୍ତୁ
05:17 ଆପଣ, ନିଜ ପସନ୍ଦର ଯେକୌଣସି Login ଓ Password ଟାଇପ୍ କରିପାରିବେ
05:22 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:24 Linuxରେ, Apache ପାଇଁ ଡିଫଲ୍ଟ ଶୁଣିବା ପୋର୍ଟ ହେଉଛି 8080 ଏବଂ MySQL ପାଇଁ ହେଉଛି 3306
05:34 ୱିଣ୍ଡୋସ୍ ରେ ଏହା ହେଉଛି 80 ଓ 3306
05:39 ଯଦି ଏହି ପୋର୍ଟଗୁଡ଼ିକ ଅନ୍ୟ ଆପ୍ଲିକେଶନ୍ସ ଦ୍ୱାରା ପୂର୍ବରୁ ବ୍ୟବହୃତ ହେଉଥିବ, ତେବେ ତାହା ବିକଳ୍ପ ପୋର୍ଟ ବ୍ୟବହାର କରିବା ପାଇଁ କହିବ
05:47 ମୁଁ, ମୋ ମେସିନ୍ ରେ MySQL ଇନଷ୍ଟଲ୍ କରିସାରିଛି. ତେଣୁ ଏହା ବିକଳ୍ପ ପୋର୍ଟ ପାଇଁ କହୁଛି
05:54 ମୁଁ, 3307 ଦେବି
05:57 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:59 ଏବେ, ଆମକୁ ଆମର Drupal Siteକୁ ଏକ ନାମ ଦେବାକୁ ହେବ. ମୁଁ, Drupal 8 ଭାବେ ନାମ ଟାଇପ୍ କରିବି
06:06 ଆପଣ, ନିଜ ପସନ୍ଦର ଯେକୌଣସି ନାମ ଦେଇପାରିବେ
06:10 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
06:12 ଏଠାରେ ଏହା, Bitnami Cloud Hosting ପାଇଁ ଆମକୁ କହୁଛି. ଏବେପାଇଁ ମୋତେ ଏହା ଦରକାର ନାହିଁ
06:19 ତେଣୁ, ଏହାକୁ ଡିସିଲେକ୍ଟ କରିବାକୁ ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
06:23 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
06:26 ଏବେ, ଇନଷ୍ଟଲ୍ ହେବାପାଇଁ Drupal ପ୍ରସ୍ତୁତ. Next ବଟନ୍ ଉପରେ କ୍ଲିକ୍ କରନ୍ତୁ
06:31 ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବାକୁ ଅନେକ ମିନିଟ୍ସ ଲାଗିପାରେ
06:36 ଥରେ ଇନଷ୍ଟଲେଶନ୍ ସମାପ୍ତ ହେବାପରେ, Launch Bitnami Drupal Stack ଚେକ୍ ହୋଇଥିବାର ସୁନିଶ୍ଚିତ କରନ୍ତୁ
06:43 ତା’ପରେ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
06:46 Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ନିଜକୁ ନିଜ ଖୋଲିବ
06:51 ଏହାପରେ ଚାଲନ୍ତୁ ଦେଖିବା, କିପରି Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଆକ୍ସେସ୍ କରାଯାଏ
06:56 ଯଦି ଆପଣ ଜଣେ Linux ୟୁଜର୍, ତେବେ ଦୟାକରି ଏହି ପଦାଙ୍କଗୁଡ଼ିକୁ ଅନୁସରଣ କରନ୍ତୁ
07:02 File Browserକୁ ଯାଆନ୍ତୁ,ତା’ପରେ ବାମ ସାଇଡ୍ ବାର୍ ରେ, Places ତଳେ ଥିବା Homeରେ କ୍ଲିକ୍ କରନ୍ତୁ
07:09 ଏବେ, ତାଲିକାରୁ Drupal ହାଇଫେନ୍ 8.1.3 ହାଇଫେନ୍ 0 ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ
07:17 ଏଠାରେ ଆପଣ, manager ହାଇଫେନ୍ linux ହାଇଫେନ୍ x64.run ଫାଇଲ୍ ପାଇବେ. ଏହାକୁ ଖୋଲିବା ପାଇଁ ଡବଲ୍ କ୍ଲିକ୍ କରନ୍ତୁ
07:27 ଯଦି ଆପଣ ଜଣେ Windows ୟୁଜର୍, ତେବେ Start Menu -> All Programs -> Bitnami Drupal Stack -> Bitnami Drupal Stack Manager Toolକୁ ଯାଆନ୍ତୁ
07:37 Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଖୋଲିବ
07:41 ପ୍ରତ୍ୟେକଥର ଆପଣ Drupal ଖୋଲିବାବେଳେ, ଦୟାକରି ସମସ୍ତ ସର୍ଭର୍ ଚାଲୁଛି କି ନାହିଁ ଯାଞ୍ଚ କରନ୍ତୁ
07:48 ସମସ୍ତ ଚାଲୁଥିବା ସେବାଗୁଡ଼ିକୁ ଦେଖିବା ପାଇଁ Manage Servers ଉପରେ କ୍ଲିକ୍ କରନ୍ତୁ
07:53 ଏଠାରେ ଆମେ ଦେଖିପାରୁଛେ ଯେ, MySQL Database ଓ Apache Web Server ଏବେ ଚାଲୁଛି
07:59 ଧ୍ୟାନଦିଅନ୍ତୁ କି, Drupalରେ କାମ କରିବା ପାଇଁ ଆମକୁ ଗୋଟିଏ Database ଦରକାର, ଯେପରି MySQL, PostgreSQL କିମ୍ୱା Oracle
08:08 ଆଉ ଗୋଟିଏ Web Server, ଯେପରି Apache କିମ୍ୱା Nginx
08:12 ଡିଫଲ୍ଟ ଭାବରେ, Bitnami Drupal Stack, MySQL Database ଓ Apache Web Server ସହିତ ଆସିଥାଏ
08:20 କଣ୍ଟ୍ରୋଲ୍ ୱିଣ୍ଡୋକୁ ଫେରିଚାଲନ୍ତୁ
08:23 ଉପଯୁକ୍ତ ବଟନ୍ସରେ କ୍ଲିକ୍ କରି ଆମେ ସେବାଗୁଡ଼ିକୁ ଆରମ୍ଭ, ବନ୍ଦ ଓ ରିଷ୍ଟାର୍ଟ କରିପାରିବା
08:30 Welcome ଟାବ୍ ଉପରେ କ୍ଲିକ୍ କରନ୍ତୁ
08:33 Drupal ଆରମ୍ଭ କରିବା ପାଇଁ, ଡାହାଣପଟେ ଥିବା Go To Application ବଟନ୍ ଉପରେ କ୍ଲିକ୍ କରନ୍ତୁ
08:39 Bitnami ପେଜ୍ ସହିତ ବ୍ରାଉଜର୍ ନିଜକୁ ନିଜ ଖୋଲିବ
08:44 ଏବେ, Access Drupal ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ. ଆମକୁ, ଆମର Drupal ୱେବ୍ ସାଇଟ୍ କୁ ରିଡାଇରେକ୍ଟ କରାଯିବ
08:51 ଧ୍ୟାନଦିଅନ୍ତୁ ଯେ, ୱେବ୍ ସାଇଟ୍ ର ନାମ ହେଉଛି Drupal 8
08:55 ୱେବ୍ ସାଇଟ୍ ରେ Login କରିବାକୁ, ଉପର ଡାହାଣପଟ କୋଣରେ ଥିବା Log In ଲିଙ୍କ୍ ରେ କ୍ଲିକ୍ କରନ୍ତୁ
09:00 ଆମେ ପୂର୍ବରୁ କ୍ରିଏଟ୍ କରିଥିବା User Name ଓ Password ଟାଇପ୍ କରନ୍ତୁ
09:08 ଏବେ, Login ବଟନ୍ ଉପରେ କ୍ଲିକ୍ କରନ୍ତୁ
09:11 ଆଡ୍ରେସ୍ ବାର୍ ରେ ଆମେ, ଆମର ୱେବ୍ ସାଇଟ୍ ର ୱେବ୍ ଆଡ୍ରେସ୍ ଦେଖିପାରୁଛେ http://localhost:8080/drupal/user/1
09:24 ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଆମେ, /user/1 କ’ଣ, ତାହା ଜାଣିବା
09:29 ଏହି LocalHost ବଦଳରେ ଏହା ଆପଣଙ୍କୁ, ଆପଣଙ୍କର ସିଷ୍ଟମ୍ କନଫିଗରେଶନ୍ ଉପରେ ଭିତ୍ତିକରି 127.0.0.1 ଦେଖାଇପାରେ
09:39 ପରବର୍ତ୍ତୀ ସମୟ ପରଠାରୁ ଆମେ, ଯଦି Apache, Port 80ରେ ଥିବ, ତେବେ localhost colon 8080 slash drupal କିମ୍ୱା localhost slash drupal ୱେବ୍ ଆଡ୍ରେସ୍ ବ୍ୟବହାର କରି Drupal ଆକ୍ସେସ୍ କରିପାରିବା
09:54 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:57 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, ଉବୁଣ୍ଟୁ ଲିନକ୍ସ ଓ ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ସରେ Drupal ଇନଷ୍ଟଲ୍ କରିବା
10:07 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
10:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:25 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ , NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ , NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
10:36 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble