Difference between revisions of "C-and-Cpp/C3/Loops/Oriya"

From Script | Spoken-Tutorial
Jump to: navigation, search
 
(One intermediate revision by the same user not shown)
Line 1: Line 1:
{| border = 1
+
{| Border = 1
|Time
+
| '''Time'''
|Narration
+
|'''Narration'''
 +
 
 
|-
 
|-
| 00:01
+
|00:01
| '''C ଓ C++ରେ ଲୁପ୍ସ''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
+
|'''C ଓ C++ରେ ଲୁପ୍ସ''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
 +
 
 
|-
 
|-
| 00:06
+
|00:06
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,
+
|ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,
 +
 
 
|-
 
|-
| 00:09
+
|00:09
|'''for loop'''
+
|'''for loop''','''while loop''' ଏବଂ
 +
 
 
|-
 
|-
| 00:10
+
|00:12
|'''while loop''' ଏବଂ
+
|'''do…while loop''',କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା
 +
 
 
|-
 
|-
| 00:12
+
|00:17
|'''do…while loop'''
+
|ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା
 +
 
 
|-
 
|-
| 00:13
+
|00:21
| କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା
+
|ଏହି ଟ୍ୟୁଟୋରିଆଲ୍‍ କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
 +
 
 
|-
 
|-
| 00:17
+
|00:24
| ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା
+
|-
+
| 00:21
+
| ଏହି ଟ୍ୟୁଟୋରିଆଲ୍‍ କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
+
|-
+
| 00:24
+
 
|'''Ubuntu Operating System''' ଭର୍ସନ୍ ୧୧.୦୪
 
|'''Ubuntu Operating System''' ଭର୍ସନ୍ ୧୧.୦୪
 +
 
|-
 
|-
 
|00:28
 
|00:28
| '''gcc''' ଓ '''g++ Compiler''' ଭର୍ସନ୍ ୪.୬.୧
+
|'''gcc''' ଓ '''g++ Compiler''' ଭର୍ସନ୍ ୪.୬.୧
 +
 
 
|-
 
|-
 
|00:34
 
|00:34
| ଲୁପ୍ସର ପରିଚୟ ସହିତ ଆରମ୍ଭ କରିବା
+
|ଲୁପ୍ସର ପରିଚୟ ସହିତ ଆରମ୍ଭ କରିବା
 +
 
 
|-
 
|-
 
|00:38
 
|00:38
| ଗୋଟିଏ ଇନଷ୍ଟ୍ରକସନ୍ ଗ୍ରୁପ୍ କୁ ବାରମ୍ବାର ଏକଜେକ୍ୟୁଟ୍ କରିବା ପାଇଁ ଲୁପ୍ସ ବ୍ୟବହାର କରାଯାଏ
+
|ଗୋଟିଏ ଇନଷ୍ଟ୍ରକସନ୍ ଗ୍ରୁପ୍ କୁ ବାରମ୍ବାର ଏକଜେକ୍ୟୁଟ୍ କରିବା ପାଇଁ ଲୁପ୍ସ ବ୍ୟବହାର କରାଯାଏ
|-
+
 
| 00:44
+
| ଉଦ୍ଦେଶ୍ୟ ଅନୁସାରେ ସେଗୁଡ଼ିକୁ ତିନି ପ୍ରକାରରେ ବିଭକ୍ତ କରାଯାଇଛି:
+
|-
+
| 00:48
+
|'''while loop'''
+
|-
+
| 00:49
+
|'''do…..while loop''' ଏବଂ
+
 
|-
 
|-
| 00:51
+
|00:44
|'''for loop'''
+
|ଉଦ୍ଦେଶ୍ୟ ଅନୁସାରେ ସେଗୁଡ଼ିକୁ ତିନି ପ୍ରକାରରେ ବିଭକ୍ତ କରାଯାଇଛି:
 +
 
 
|-
 
|-
| 00:52
+
|00:48
| ପ୍ରଥମେ '''while loop'''ରୁ ଆରମ୍ଭ କରିବା
+
|'''while loop''','''do…..while loop''' ଏବଂ
 +
 
 
|-
 
|-
| 00:56
+
|00:51
| ପ୍ରାରମ୍ଭରେ ଏକ '''while loop''' କଣ୍ଡିସନ୍ ପରୀକ୍ଷା କରେ
+
|'''for loop''',ପ୍ରଥମେ '''while loop'''ରୁ ଆରମ୍ଭ କରିବା
 +
 
 
|-
 
|-
| 01:00
+
|00:56
| ଷ୍ଟ୍ରକଚର୍ ହେଉଛି:
+
|ପ୍ରାରମ୍ଭରେ ଏକ '''while loop''' କଣ୍ଡିସନ୍ ପରୀକ୍ଷା କରେ
 +
 
 
|-
 
|-
| 01:01
+
|01:00
|'''while''' (କଣ୍ଡିସନ୍)
+
|ଷ୍ଟ୍ରକଚର୍ ହେଉଛି:,'''while''' (କଣ୍ଡିସନ୍)
 +
 
 
|-
 
|-
 
|01:03
 
|01:03
| ବ୍ରାକେଟ୍ ମଧ୍ୟରେ '''statement block'''
+
|ବ୍ରାକେଟ୍ ମଧ୍ୟରେ '''statement block'''
 +
 
 
|-
 
|-
| 01:07
+
|01:07
| ଏବେ '''do….while loop'''କୁ ଯିବା
+
|ଏବେ '''do….while loop'''କୁ ଯିବା
 +
 
 
|-
 
|-
| 01:09
+
|01:09
| ଏକ '''do..while loop''' କଣ୍ଡିସନ୍ ଭେଲିଡେଟ୍ ହେବା ପୂର୍ବରୁ '''ଅତି କମ୍‍ ରେ ଥରେ''' ଏକଜେକ୍ୟୁଟ୍ ହୋଇଥାଏ
+
|ଏକ '''do..while loop''' କଣ୍ଡିସନ୍ ଭେଲିଡେଟ୍ ହେବା ପୂର୍ବରୁ '''ଅତି କମ୍‍ ରେ ଥରେ''' ଏକଜେକ୍ୟୁଟ୍ ହୋଇଥାଏ
 +
 
 
|-
 
|-
| 01:15
+
|01:15
| ଷ୍ଟ୍ରକଚର୍ ହେଉଛି:
+
|ଷ୍ଟ୍ରକଚର୍ ହେଉଛି:
 +
 
 
|-
 
|-
| 01:17
+
|01:17
 
|'''do''' (ବ୍ରାକେଟ୍ ମଧ୍ୟରେ) ଷ୍ଟେଟମେଣ୍ଟ୍ ବ୍ଲକ୍,
 
|'''do''' (ବ୍ରାକେଟ୍ ମଧ୍ୟରେ) ଷ୍ଟେଟମେଣ୍ଟ୍ ବ୍ଲକ୍,
 +
 
|-
 
|-
 
|01:20
 
|01:20
| ବ୍ରାକେଟ୍ ପରେ '''while''' (କଣ୍ଡିସନ୍)
+
|ବ୍ରାକେଟ୍ ପରେ '''while''' (କଣ୍ଡିସନ୍)
 +
 
 
|-
 
|-
 
|01:23
 
|01:23
| ଦେଖନ୍ତୁ, କଣ୍ଡିସନ୍ ଶେଷରେ ଚେକ୍ ହୋଇଛି
+
|ଦେଖନ୍ତୁ, କଣ୍ଡିସନ୍ ଶେଷରେ ଚେକ୍ ହୋଇଛି
 +
 
 
|-
 
|-
| 01:27
+
|01:27
| ଏବେ '''while loop''' ଓ '''do...while loop ''' ଉପରେ ଏକ ଉଦାହରଣ ଦେଖିବା
+
|ଏବେ '''while loop''' ଓ '''do...while loop ''' ଉପରେ ଏକ ଉଦାହରଣ ଦେଖିବା
 +
 
 
|-
 
|-
| 01:32
+
|01:32
| ମୁଁ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି
+
|ମୁଁ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି
 +
 
 
|-
 
|-
| 01:35
+
|01:35
| ତାହାକୁ ଖୋଲିବା
+
|ତାହାକୁ ଖୋଲିବା
 +
 
 
|-
 
|-
 
|01:37
 
|01:37
| ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି '''while.c.'''
+
|ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି '''while.c.'''
 +
 
 
|-
 
|-
 
|01:41
 
|01:41
| ଆଜି ଆମେ '''while loop''' ର ବ୍ୟବହାର କରି ପ୍ରଥମ ୧୦ଟି ସଂଖ୍ୟାର ମିଶାଣ ଶିଖିବାକୁ ଯାଉଛେ
+
|ଆଜି ଆମେ '''while loop''' ର ବ୍ୟବହାର କରି ପ୍ରଥମ ୧୦ଟି ସଂଖ୍ୟାର ମିଶାଣ ଶିଖିବାକୁ ଯାଉଛେ
 +
 
 
|-
 
|-
 
|01:47
 
|01:47
| ମୁଁ ଏବେ କୋଡ୍‍ ବର୍ଣ୍ଣନା କରୁଛି
+
|ମୁଁ ଏବେ କୋଡ୍‍ ବର୍ଣ୍ଣନା କରୁଛି
 +
 
 
|-
 
|-
 
|01:49
 
|01:49
| ଏହା ଆମର '''header file'''
+
|ଏହା ଆମର '''header file'''
 +
 
 
|-
 
|-
| 01:51
+
|01:51
| '''main()''' ଫଙ୍କସନ୍ ଭିତରେ ଆମେ ଦୁଇଟି ଇଣ୍ଟିଜର୍ ଭେରିଏବଲ୍ '''x''' ଓ '''y''' ଘୋଷିତ କରିଛୁ ଏବଂ 0କୁ ଇନିସିଆଲାଇଜ୍ କରିଛୁ
+
|'''main()''' ଫଙ୍କସନ୍ ଭିତରେ ଆମେ ଦୁଇଟି ଇଣ୍ଟିଜର୍ ଭେରିଏବଲ୍ '''x''' ଓ '''y''' ଘୋଷିତ କରିଛୁ ଏବଂ 0କୁ ଇନିସିଆଲାଇଜ୍ କରିଛୁ
 +
 
 
|-
 
|-
| 01:59
+
|01:59
| ଏହା ଆମର '''while loop'''
+
|ଏହା ଆମର '''while loop'''
 +
 
 
|-
 
|-
| 02:02
+
|02:02
| '''while''' ଲୁପ୍‍ ର କଣ୍ଡିସନ୍ ହେଉଛି '''x is less than or equal to 10'''
+
|'''while''' ଲୁପ୍‍ ର କଣ୍ଡିସନ୍ ହେଉଛି '''x is less than or equal to 10'''
 +
 
 
|-
 
|-
 
|02:06
 
|02:06
| ଏଠାରେ '''x'''ର ଭାଲ୍ୟୁ '''y''' ଭାଲ୍ୟୁ ସହିତ ମିଶାଯାଇଛି
+
|ଏଠାରେ '''x'''ର ଭାଲ୍ୟୁ '''y''' ଭାଲ୍ୟୁ ସହିତ ମିଶାଯାଇଛି
 +
 
 
|-
 
|-
| 02:10
+
|02:10
| ମିଶାଯିବା ପରେ ପ୍ରାପ୍ତ ଭାଲ୍ୟୁ '''y'''ରେ ଷ୍ଟୋର୍ ହୋଇଥାଏ
+
|ମିଶାଯିବା ପରେ ପ୍ରାପ୍ତ ଭାଲ୍ୟୁ '''y'''ରେ ଷ୍ଟୋର୍ ହୋଇଥାଏ
 +
 
 
|-
 
|-
| 02:15
+
|02:15
| ଏହାପରେ y ର ଭାଲ୍ୟୁ ପ୍ରିଣ୍ଟ କରିବା
+
|ଏହାପରେ y ର ଭାଲ୍ୟୁ ପ୍ରିଣ୍ଟ କରିବା
 +
 
 
|-
 
|-
| 02:18
+
|02:18
| ଏଠାରେ ''' x ''' ଇନକ୍ରିମେଣ୍ଟ ହୋଇଛି
+
|ଏଠାରେ ''' x ''' ଇନକ୍ରିମେଣ୍ଟ ହୋଇଛି
 +
 
 
|-
 
|-
| 02:20
+
|02:20
| ତାହାର ଅର୍ଥ ଭେରିଏବଲ୍ '''x'''  ଏକରୁ ବଡ଼ ଅଟେ  
+
|ତାହାର ଅର୍ଥ ଭେରିଏବଲ୍ '''x'''  ଏକରୁ ବଡ଼ ଅଟେ  
 +
 
 
|-
 
|-
| 02:25
+
|02:25
| ଓ ଏହା ହେଉଛି ଆମର '''return''' ଷ୍ଟେଟମେଣ୍ଟ୍
+
|ଓ ଏହା ହେଉଛି ଆମର '''return''' ଷ୍ଟେଟମେଣ୍ଟ୍
 +
 
 
|-
 
|-
| 02:27
+
|02:27
| ଏବେ, ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
+
|ଏବେ, ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 02:30
+
|02:30
| '''Ctrl, Alt''' ଏବଂ '''T'''  ଏକକାଳୀନ ଦବାଇ '''terminal''' ୱିଣ୍ଡୋ ଖୋଲନ୍ତୁ
+
|'''Ctrl, Alt''' ଏବଂ '''T'''  ଏକକାଳୀନ ଦବାଇ '''terminal''' ୱିଣ୍ଡୋ ଖୋଲନ୍ତୁ
 +
 
 
|-
 
|-
| 02:39
+
|02:39
| '''gcc ସ୍ପେସ୍ while ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ while''' ଟାଇପ୍ କରନ୍ତୁ
+
|'''gcc ସ୍ପେସ୍ while ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ while''' ଟାଇପ୍ କରନ୍ତୁ
 +
 
 
|-
 
|-
| 02:45
+
|02:45
| '''ଏଣ୍ଟର''' ଦାବନ୍ତୁ
+
|'''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 02:47
+
|02:47
| '''./while ''' (ଡଟ୍ ସ୍ଲାସ ହ୍ୱାଇଲ୍) ଟାଇପ୍ କରି ଏଣ୍ଟର ଦାବନ୍ତୁ
+
|'''./while ''' (ଡଟ୍ ସ୍ଲାସ ହ୍ୱାଇଲ୍) ଟାଇପ୍ କରି ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 02:52
+
|02:52
| ଆଉଟପୁଟ୍ ପ୍ରଦର୍ଶିତ ହେବ:
+
|ଆଉଟପୁଟ୍ ପ୍ରଦର୍ଶିତ ହେବ:
 +
 
 
|-
 
|-
| 02:54
+
|02:54
| ଏବେ '''while loop'''ର କାର୍ଯ୍ୟ ଦେଖିବା
+
|ଏବେ '''while loop'''ର କାର୍ଯ୍ୟ ଦେଖିବା
 +
 
 
|-
 
|-
| 02:57
+
|02:57
| ମୁଁ ୱିଣ୍ଡୋ ରିସାଇଜ୍ କରିଦେଉଛି
+
|ମୁଁ ୱିଣ୍ଡୋ ରିସାଇଜ୍ କରିଦେଉଛି
 +
 
 
|-
 
|-
| 03:00
+
|03:00
| ଏଠାରେ, ପ୍ରଥମେ '''x''' ଏବଂ '''y'''ର ଭାଲ୍ୟୁ ହେଉଛି 0
+
|ଏଠାରେ, ପ୍ରଥମେ '''x''' ଏବଂ '''y'''ର ଭାଲ୍ୟୁ ହେଉଛି 0
 +
 
 
|-
 
|-
| 03:04
+
|03:04
| ଏହା ହେଉଛି ଆମର '''while''' କଣ୍ଡିସନ୍
+
|ଏହା ହେଉଛି ଆମର '''while''' କଣ୍ଡିସନ୍
 +
 
 
|-
 
|-
| 03:06
+
|03:06
| ଏଠାରେ ଆମେ 10 ଠାରୁ x କମ୍ କିମ୍ବା ସମାନ ଯାଞ୍ଚ କରିବା, ଯାହାର ଅର୍ଥ ହେଉଛି xର ଭାଲ୍ୟୁ 0ରୁ 10 ମଧ୍ୟରେ ହୋଇଥିବ
+
|ଏଠାରେ ଆମେ 10 ଠାରୁ x କମ୍ କିମ୍ବା ସମାନ ଯାଞ୍ଚ କରିବା, ଯାହାର ଅର୍ଥ ହେଉଛି xର ଭାଲ୍ୟୁ 0ରୁ 10 ମଧ୍ୟରେ ହୋଇଥିବ
 +
 
 
|-
 
|-
| 03:15
+
|03:15
| ତାହାପରେ ଆମେ y ପ୍ଲସ୍ x ଆଡ୍ କରିବା (ଅର୍ଥାତ୍) 0 ପ୍ଲସ୍ 0, ଆମେ ପାଇବା 0
+
|ତାହାପରେ ଆମେ y ପ୍ଲସ୍ x ଆଡ୍ କରିବା (ଅର୍ଥାତ୍) 0 ପ୍ଲସ୍ 0, ଆମେ ପାଇବା 0
 +
 
 
|-
 
|-
| 03:22
+
|03:22
| ଆମେ yର ଭାଲ୍ୟୁ ପ୍ରିଣ୍ଟ କରିବା, ଏଠାରେ ଆମେ ପାଇବା 0
+
|ଆମେ yର ଭାଲ୍ୟୁ ପ୍ରିଣ୍ଟ କରିବା, ଏଠାରେ ଆମେ ପାଇବା 0
 +
 
 
|-
 
|-
| 03:27
+
|03:27
| ତାହାପରେ x ବୃଦ୍ଧି ହେବ, ଯାହାର ଅର୍ଥ ହେଉଛି x ର ଭାଲ୍ୟୁ 1 ହେବ
+
|ତାହାପରେ x ବୃଦ୍ଧି ହେବ, ଯାହାର ଅର୍ଥ ହେଉଛି x ର ଭାଲ୍ୟୁ 1 ହେବ
 +
 
 
|-
 
|-
| 03:33
+
|03:33
| ଏହାପରେ ଆମେ କଣ୍ଡିସନ୍ ପୁନର୍ବାର ଚେକ୍ କରିବା, 1 is less than or equal to 10. ଯଦି କଣ୍ଡିସନ୍ '''true''' ତେବେ ଆମେ ଭାଲ୍ୟୁଜ୍ ଆଡ୍ କରିବା
+
|ଏହାପରେ ଆମେ କଣ୍ଡିସନ୍ ପୁନର୍ବାର ଚେକ୍ କରିବା, 1 is less than or equal to 10. ଯଦି କଣ୍ଡିସନ୍ '''true''' ତେବେ ଆମେ ଭାଲ୍ୟୁଜ୍ ଆଡ୍ କରିବା
 +
 
 
|-
 
|-
| 03:44
+
|03:44
| Y (ଅର୍ଥାତ୍) 0 ପ୍ଲସ x ହେଉଛି 1. 0 ପ୍ଲସ 1 ହେଉଛି 1
+
|Y (ଅର୍ଥାତ୍) 0 ପ୍ଲସ x ହେଉଛି 1. 0 ପ୍ଲସ 1 ହେଉଛି 1
 +
 
 
|-
 
|-
| 03:50
+
|03:50
| 1 ଭାବେ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା
+
|1 ଭାବେ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା
 +
 
 
|-
 
|-
| 03:53
+
|03:53
| ପୁନର୍ବାର x ଇନକ୍ରିମେଣ୍ଟ ହୁଏ
+
|ପୁନର୍ବାର x ଇନକ୍ରିମେଣ୍ଟ ହୁଏ
 +
 
 
|-
 
|-
| 03:55
+
|03:55
| ଏବେ x ର ଭାଲ୍ୟୁ ହେଉଛି 2
+
|ଏବେ x ର ଭାଲ୍ୟୁ ହେଉଛି 2
 +
 
 
|-
 
|-
| 03:59
+
|03:59
| ପୁନର୍ବାର କଣ୍ଡିସନ୍ ଚେକ୍ କରିବା
+
|ପୁନର୍ବାର କଣ୍ଡିସନ୍ ଚେକ୍ କରିବା
 +
 
 
|-
 
|-
| 04:01
+
|04:01
| 2 is less than or equal to 10, ଯଦି କଣ୍ଡିସନ୍ '''true''' ତେବେ ଆମେ ଭାଲ୍ୟୁ ଆଡ୍ କରିବା, (ଅର୍ଥାତ୍) 1 ପ୍ଲସ 2 ଯାହା 3 ହେବ
+
|2 is less than or equal to 10, ଯଦି କଣ୍ଡିସନ୍ '''true''' ତେବେ ଆମେ ଭାଲ୍ୟୁ ଆଡ୍ କରିବା, (ଅର୍ଥାତ୍) 1 ପ୍ଲସ 2 ଯାହା 3 ହେବ
 +
 
 
|-
 
|-
| 04:11
+
|04:11
| ଆମେ 3 ଭାବେ ଭାଲ୍ୟୁ ପ୍ରିଣ୍ଟ କରିବା
+
|ଆମେ 3 ଭାବେ ଭାଲ୍ୟୁ ପ୍ରିଣ୍ଟ କରିବା
 +
 
 
|-
 
|-
| 04:13
+
|04:13
| ଏହିପରି, ଏହା x is less than or equal to 10 ପର୍ଯ୍ୟନ୍ତ ଯିବ (x<=10)
+
|ଏହିପରି, ଏହା x is less than or equal to 10 ପର୍ଯ୍ୟନ୍ତ ଯିବ (x<=10)
 +
 
 
|-
 
|-
| 04:20
+
|04:20
| ଏବେ, ସମାନ ପ୍ରୋଗ୍ରାମ୍ କୁ '''do….while loop''' ବ୍ୟବହାର କରି ଦେଖିବା
+
|ଏବେ, ସମାନ ପ୍ରୋଗ୍ରାମ୍ କୁ '''do….while loop''' ବ୍ୟବହାର କରି ଦେଖିବା
 +
 
 
|-
 
|-
| 04:24
+
|04:24
| ଏଠାରେ ଆମ ପ୍ରୋଗ୍ରାମ୍ ଅଛି
+
|ଏଠାରେ ଆମ ପ୍ରୋଗ୍ରାମ୍ ଅଛି
 +
 
 
|-
 
|-
| 04:26
+
|04:26
| ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି '''do hyphen while dot c '''
+
|ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି '''do hyphen while dot c '''
 +
 
 
|-
 
|-
| 04:31
+
|04:31
| ପୂର୍ବ ପ୍ରୋଗ୍ରାମ୍ ରେ ଏହି ଅଂଶ ବର୍ଣ୍ଣନା କରାଯାଇସାରିଛି
+
|ପୂର୍ବ ପ୍ରୋଗ୍ରାମ୍ ରେ ଏହି ଅଂଶ ବର୍ଣ୍ଣନା କରାଯାଇସାରିଛି
 +
 
 
|-
 
|-
| 04:35
+
|04:35
| ତେଣୁ, ଚାଲନ୍ତୁ ଏକ '''do...while loop'''କୁ ଯିବା
+
|ତେଣୁ, ଚାଲନ୍ତୁ ଏକ '''do...while loop'''କୁ ଯିବା
 +
 
 
|-
 
|-
| 04:38
+
|04:38
| ଏଠାରେ, ପ୍ରଥମେ ଲୁପ୍ ର ପ୍ରାରୂପ ଏକଜେକ୍ୟୁଟ୍ ହେବ ଏବଂ ତାହାପରେ କଣ୍ଡିସନ୍ ଚେକ୍ କରାଯିବ
+
|ଏଠାରେ, ପ୍ରଥମେ ଲୁପ୍ ର ପ୍ରାରୂପ ଏକଜେକ୍ୟୁଟ୍ ହେବ ଏବଂ ତାହାପରେ କଣ୍ଡିସନ୍ ଚେକ୍ କରାଯିବ
 +
 
 
|-
 
|-
| 04:44
+
|04:44
| y ର ଭାଲ୍ୟୁ ସହିତ x ଭାଲ୍ୟୁ ଆଡ୍ ହେବ ଏବଂ ମିଶାଣ ପରେ ପ୍ରାପ୍ତ ହୋଇଥିବା ଭାଲ୍ୟୁ y ରେ ଷ୍ଟୋର ହେବ
+
|y ର ଭାଲ୍ୟୁ ସହିତ x ଭାଲ୍ୟୁ ଆଡ୍ ହେବ ଏବଂ ମିଶାଣ ପରେ ପ୍ରାପ୍ତ ହୋଇଥିବା ଭାଲ୍ୟୁ y ରେ ଷ୍ଟୋର ହେବ
 +
 
 
|-
 
|-
| 04:52
+
|04:52
| '''while''' ପ୍ରୋଗ୍ରାମ୍ ଭଳି ଲଜିକ୍ ସମାନ ଅଟେ
+
|'''while''' ପ୍ରୋଗ୍ରାମ୍ ଭଳି ଲଜିକ୍ ସମାନ ଅଟେ
 +
 
 
|-
 
|-
| 04:55
+
|04:55
| ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
+
|ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 04:58
+
|04:58
| ଟର୍ମିନାଲ୍ କୁ ଫେରିଆସନ୍ତୁ
+
|ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 05:00
+
|05:00
| ଟାଇପ୍ କରନ୍ତୁ '''gcc ସ୍ପେସ୍ do ହାଇଫେନ୍ while ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ do'''. '''ଏଣ୍ଟର''' ଦାବନ୍ତୁ
+
|ଟାଇପ୍ କରନ୍ତୁ '''gcc ସ୍ପେସ୍ do ହାଇଫେନ୍ while ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ do'''. '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 05:08
+
|05:08
| '''ଡଟ୍ ସ୍ଲାସ ଡୁ'''(./do) ଟାଇପ୍ କରି '''ଏଣ୍ଟର''' ଦାବନ୍ତୁ
+
|'''ଡଟ୍ ସ୍ଲାସ ଡୁ'''(./do) ଟାଇପ୍ କରି '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 05:12
+
|05:12
| ଦେଖନ୍ତୁ, ଆମ '''while ''' ପ୍ରୋଗ୍ରାମ୍ ପରି ଆଉଟପୁଟ୍ ସମାନ ଅଟେ
+
|ଦେଖନ୍ତୁ, ଆମ '''while ''' ପ୍ରୋଗ୍ରାମ୍ ପରି ଆଉଟପୁଟ୍ ସମାନ ଅଟେ
 +
 
 
|-
 
|-
| 05:16
+
|05:16
| ଏବେ '''do...while loop'''ର କାର୍ଯ୍ୟ ଦେଖିବା
+
|ଏବେ '''do...while loop'''ର କାର୍ଯ୍ୟ ଦେଖିବା
 +
 
 
|-
 
|-
| 05:20
+
|05:20
| ମୁଁ ୱିଣ୍ଡୋ ରିସାଇଜ୍ କରିଦେଉଛି
+
|ମୁଁ ୱିଣ୍ଡୋ ରିସାଇଜ୍ କରିଦେଉଛି
 +
 
 
|-
 
|-
| 05:22
+
|05:22
| ଏଠାରେ x ଏବଂ y ଭାଲ୍ୟୁ ହେଉଛି 0
+
|ଏଠାରେ x ଏବଂ y ଭାଲ୍ୟୁ ହେଉଛି 0
 +
 
 
|-
 
|-
| 05:25
+
|05:25
| ସେହି ଭାଲ୍ୟୁଗୁଡ଼ିକୁ ଆଡ୍ କଲେ ଆମେ 0 ପାଇବା
+
|ସେହି ଭାଲ୍ୟୁଗୁଡ଼ିକୁ ଆଡ୍ କଲେ ଆମେ 0 ପାଇବା
 +
 
 
|-
 
|-
| 05:29
+
|05:29
| ଏବେ y ର ଭାଲ୍ୟୁ ହେଉଛି 0
+
|ଏବେ y ର ଭାଲ୍ୟୁ ହେଉଛି 0
 +
 
 
|-
 
|-
| 05:31
+
|05:31
| 0 ଭାବେ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା
+
|0 ଭାବେ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା
 +
 
 
|-
 
|-
| 05:33
+
|05:33
| ତା’ପରେ x, 1 ବୃଦ୍ଧି ପାଇବ ଯାହାର ଅର୍ଥ ହେଉଛି x ର ଭାଲ୍ୟୁ 1 ଅଟେ, ତାହାପରେ କଣ୍ଡିସନ୍ ର ଯାଞ୍ଚ ହେବ
+
|ତା’ପରେ x, 1 ବୃଦ୍ଧି ପାଇବ ଯାହାର ଅର୍ଥ ହେଉଛି x ର ଭାଲ୍ୟୁ 1 ଅଟେ, ତାହାପରେ କଣ୍ଡିସନ୍ ର ଯାଞ୍ଚ ହେବ
 +
 
 
|-
 
|-
| 05:42
+
|05:42
| ଦେଖନ୍ତୁ, ପ୍ରଥମେ ଲୁପ୍ ର ପ୍ରାରୂପ ଏକଜେକ୍ୟୁଟ୍ ହେଲା
+
|ଦେଖନ୍ତୁ, ପ୍ରଥମେ ଲୁପ୍ ର ପ୍ରାରୂପ ଏକଜେକ୍ୟୁଟ୍ ହେଲା
 +
 
 
|-
 
|-
| 05:45
+
|05:45
| ତାହାସତ୍ତ୍ୱେ, ଯଦି କଣ୍ଡିସନ୍ '''false''' ଅଟେ, ତେବେ ମଧ୍ୟ ଆମେ 0 ଭାଲ୍ୟୁ ପାଇବା
+
|ତାହାସତ୍ତ୍ୱେ, ଯଦି କଣ୍ଡିସନ୍ '''false''' ଅଟେ, ତେବେ ମଧ୍ୟ ଆମେ 0 ଭାଲ୍ୟୁ ପାଇବା
 +
 
 
|-
 
|-
| 05:52
+
|05:52
| ଏଠାରେ ଆମେ ଯାଞ୍ଚ କରିବା ଯେ, 1 is less than or equal to 10 କି ନୁହେଁ
+
|ଏଠାରେ ଆମେ ଯାଞ୍ଚ କରିବା ଯେ, 1 is less than or equal to 10 କି ନୁହେଁ
 +
 
 
|-
 
|-
| 05:56
+
|05:56
| ଯଦି କଣ୍ଡିସନ୍ ଟ୍ରୁ ଅଟେ. ଆମେ ପୁନର୍ବାର ଭାଲ୍ୟୁ ଆଡ୍ କରିବା
+
|ଯଦି କଣ୍ଡିସନ୍ ଟ୍ରୁ ଅଟେ. ଆମେ ପୁନର୍ବାର ଭାଲ୍ୟୁ ଆଡ୍ କରିବା
 +
 
 
|-
 
|-
| 06:00
+
|06:00
| ଏବେ 0 ପ୍ଲସ 1
+
|ଏବେ 0 ପ୍ଲସ 1
 +
 
 
|-
 
|-
| 06:02
+
|06:02
| ଏହାପରେ ଆମେ 1 ଭାବେ y ର ଭାଲ୍ୟୁ ପ୍ରିଣ୍ଟ କରିବା
+
|ଏହାପରେ ଆମେ 1 ଭାବେ y ର ଭାଲ୍ୟୁ ପ୍ରିଣ୍ଟ କରିବା
 +
 
 
|-
 
|-
| 06:05
+
|06:05
| ପୁନର୍ବାର x ବୃଦ୍ଧି ପାଇବ
+
|ପୁନର୍ବାର x ବୃଦ୍ଧି ପାଇବ
 +
 
 
|-
 
|-
| 06:08
+
|06:08
| ଏବେ xର ଭାଲ୍ୟୁ ହେଉଛି 2
+
|ଏବେ xର ଭାଲ୍ୟୁ ହେଉଛି 2
 +
 
 
|-
 
|-
| 06:11
+
|06:11
| ତାହାପରେ ଆମେ ଯାଞ୍ଚ କରିବା ଯେ, 2 is  less than or equal to 10
+
|ତାହାପରେ ଆମେ ଯାଞ୍ଚ କରିବା ଯେ, 2 is  less than or equal to 10
 +
 
 
|-
 
|-
| 06:15
+
|06:15
| ଏଠାରୁ ଆମେ ଫେରିଯିବା
+
|ଏଠାରୁ ଆମେ ଫେରିଯିବା
 +
 
 
|-
 
|-
| 06:17
+
|06:17
| ଆମେ ଭାଲ୍ୟୁ ଆଡ୍ କରିବା | 1 ପ୍ଲସ 2 ହେଉଛି 3
+
|ଆମେ ଭାଲ୍ୟୁ ଆଡ୍ କରିବା | 1 ପ୍ଲସ 2 ହେଉଛି 3
 +
 
 
|-
 
|-
| 06:20
+
|06:20
| 3 ଭାବେ y ର ଭାଲ୍ୟୁ ପ୍ରିଣ୍ଟ କରିବା
+
|3 ଭାବେ y ର ଭାଲ୍ୟୁ ପ୍ରିଣ୍ଟ କରିବା
 +
 
 
|-
 
|-
| 06:23
+
|06:23
| ଏହିପରି, କଣ୍ଡିସନ୍ ଚେକ୍ ହୋଇଚାଲିବ ଯେପର୍ଯ୍ୟନ୍ତ 10 ଠାରୁ xର ଭାଲ୍ୟୁ କମ୍ କିମ୍ବା ସମାନ ନହୋଇଛି
+
|ଏହିପରି, କଣ୍ଡିସନ୍ ଚେକ୍ ହୋଇଚାଲିବ ଯେପର୍ଯ୍ୟନ୍ତ 10 ଠାରୁ xର ଭାଲ୍ୟୁ କମ୍ କିମ୍ବା ସମାନ ନହୋଇଛି
 +
 
 
|-
 
|-
| 06:30
+
|06:30
| ଓ ଏହା ହେଉଛି ଆମର '''return''' ଷ୍ଟେଟମେଣ୍ଟ
+
|ଓ ଏହା ହେଉଛି ଆମର '''return''' ଷ୍ଟେଟମେଣ୍ଟ
 +
 
 
|-
 
|-
| 06:33
+
|06:33
| ଦେଖନ୍ତୁ, ଏଠାରେ ହ୍ୱାଇଲ୍ କଣ୍ଡିସନ୍, ସେମିକଲୋନ୍ ସହିତ ସମାପ୍ତ ହୋଇଛି
+
|ଦେଖନ୍ତୁ, ଏଠାରେ ହ୍ୱାଇଲ୍ କଣ୍ଡିସନ୍, ସେମିକଲୋନ୍ ସହିତ ସମାପ୍ତ ହୋଇଛି
 +
 
 
|-
 
|-
| 06:38
+
|06:38
| '''while loop'''ରେ କଣ୍ଡିସନ୍, ସେମିକଲୋନ୍ ସହିତ ସମାପ୍ତ ହୁଏନାହିଁ
+
|'''while loop'''ରେ କଣ୍ଡିସନ୍, ସେମିକଲୋନ୍ ସହିତ ସମାପ୍ତ ହୁଏନାହିଁ
 +
 
 
|-
 
|-
| 06:43
+
|06:43
| ଏବେ, C++ରେ ଏହି ପ୍ରୋଗ୍ରାମ୍ କେମିତି ଏକଜେକ୍ୟୁଟ୍ ହୁଏ, ଦେଖିବା
+
|ଏବେ, C++ରେ ଏହି ପ୍ରୋଗ୍ରାମ୍ କେମିତି ଏକଜେକ୍ୟୁଟ୍ ହୁଏ, ଦେଖିବା
 +
 
 
|-
 
|-
| 06:48
+
|06:48
| ଏହା ହେଉଛି C++ରେ ଆମ ହ୍ୱାଇଲ୍ ପ୍ରୋଗ୍ରାମ୍
+
|ଏହା ହେଉଛି C++ରେ ଆମ ହ୍ୱାଇଲ୍ ପ୍ରୋଗ୍ରାମ୍
 +
 
 
|-
 
|-
| 06:52
+
|06:52
| C ପ୍ରୋଗ୍ରାମ୍ ଭଳି ଲଜିକ୍ ଏବଂ ଇପ୍ଲିମେଣ୍ଟେସନ୍ ସମାନ ଅଟେ
+
|C ପ୍ରୋଗ୍ରାମ୍ ଭଳି ଲଜିକ୍ ଏବଂ ଇପ୍ଲିମେଣ୍ଟେସନ୍ ସମାନ ଅଟେ
 +
 
 
|-
 
|-
| 06:56
+
|06:56
| ଏଠାରେ କିଛି ପରିବର୍ତ୍ତନ ରହିଛି, ଯେମିତି ହେଡର୍ ଫାଇଲ୍ ଭାବେ '''stdio.h''' ସ୍ଥାନରେ '''iostream'''
+
|ଏଠାରେ କିଛି ପରିବର୍ତ୍ତନ ରହିଛି, ଯେମିତି ହେଡର୍ ଫାଇଲ୍ ଭାବେ '''stdio.h''' ସ୍ଥାନରେ '''iostream'''
 +
 
 
|-
 
|-
| 07:04
+
|07:04
| ଆମେ '''using namespace std'''ର ଉପଯୋଗ କରି 'using' ଷ୍ଟେଟମେଣ୍ଟ ମିଶାଇଛେ ଏବଂ '''printf ''' ଫଙ୍କସନ୍ ସ୍ଥାନରେ '''cout''' ଫଙ୍କସନ୍ ବ୍ୟବହାର କରିଛେ
+
|ଆମେ '''using namespace std'''ର ଉପଯୋଗ କରି 'using' ଷ୍ଟେଟମେଣ୍ଟ ମିଶାଇଛେ ଏବଂ '''printf ''' ଫଙ୍କସନ୍ ସ୍ଥାନରେ '''cout''' ଫଙ୍କସନ୍ ବ୍ୟବହାର କରିଛେ
 +
 
 
|-
 
|-
| 07:16
+
|07:16
 
| C  ପ୍ରୋଗ୍ରାମ୍ ଭଳି '''while''' ଲୁପ୍ ର ଷ୍ଟ୍ରକଚର୍ ସମାନ ଅଟେ
 
| C  ପ୍ରୋଗ୍ରାମ୍ ଭଳି '''while''' ଲୁପ୍ ର ଷ୍ଟ୍ରକଚର୍ ସମାନ ଅଟେ
 +
 
|-
 
|-
| 07:21
+
|07:21
| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
+
|ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
|-
+
 
| 07:23
+
| ଟର୍ମିନାଲ୍ କୁ ଫେରିଆସନ୍ତୁ
+
|-
+
| 07:25
+
| ମୁଁ ପ୍ରମ୍ପ୍ଟ କ୍ଲିଅର୍ କରିଦେଉଛି
+
|-
+
| 07:28
+
| ଏକଜେକ୍ୟୁଟ୍ କରିବା ପାଇଁ, '''g++ ସ୍ପେସ୍ while ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ while1''' ଟାଇପ୍ କରନ୍ତୁ. '''ଏଣ୍ଟର''' ଦାବନ୍ତୁ
+
 
|-
 
|-
| 07:38
+
|07:23
| '''ଡଟ୍ ସ୍ଲାସ ହ୍ୱାଇଲ୍ 1'''(./while1) ଟାଇପ୍ କରି '''ଏଣ୍ଟର''' ଦାବନ୍ତୁ
+
|ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 07:43
+
|07:25
| ଦେଖନ୍ତୁ, Cରେ ଆମ ହ୍ୱାଇଲ୍ ପ୍ରୋଗ୍ରାମ୍ ଭଳି ଆଉଟପୁଟ୍ ସମାନ ଅଟେ
+
|ମୁଁ ପ୍ରମ୍ପ୍ଟ କ୍ଲିଅର୍ କରିଦେଉଛି
 +
 
 
|-
 
|-
| 07:48
+
|07:28
| ଏବେ, C++ରେ '''do... while''' ପ୍ରୋଗ୍ରାମ୍ ଦେଖିବା
+
|ଏକଜେକ୍ୟୁଟ୍ କରିବା ପାଇଁ, '''g++ ସ୍ପେସ୍ while ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ while1''' ଟାଇପ୍ କରନ୍ତୁ. '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 07:52
+
|07:38
| ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
+
|'''ଡଟ୍ ସ୍ଲାସ ହ୍ୱାଇଲ୍ 1'''(./while1) ଟାଇପ୍ କରି '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 07:54
+
|07:43
| ଏଠାରେ ମଧ୍ୟ ସମାନ ପରିବର୍ତ୍ତନ କରାଯାଇଛି ଯେମିତିକି '''header file ''', '''using statement ''' ଏବଂ '''cout  ''' ଫଙ୍କସନ୍
+
|ଦେଖନ୍ତୁ, Cରେ ଆମ ହ୍ୱାଇଲ୍ ପ୍ରୋଗ୍ରାମ୍ ଭଳି ଆଉଟପୁଟ୍ ସମାନ ଅଟେ
 +
 
 
|-
 
|-
| 08:03
+
|07:48
| ବାକି ସବୁ ସମାନ ଅଟେ
+
|ଏବେ, C++ରେ '''do... while''' ପ୍ରୋଗ୍ରାମ୍ ଦେଖିବା
 +
 
 
|-
 
|-
| 08:06
+
|07:52
| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
+
|ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
 +
 
 
|-
 
|-
| 08:08
+
|07:54
| ଟର୍ମିନାଲ୍ କୁ ଫେରିଆସନ୍ତୁ
+
|ଏଠାରେ ମଧ୍ୟ ସମାନ ପରିବର୍ତ୍ତନ କରାଯାଇଛି ଯେମିତିକି '''header file ''',  '''using statement ''' ଏବଂ '''cout  ''' ଫଙ୍କସନ୍
 +
 
 
|-
 
|-
| 08:10
+
|08:03
| ଟାଇପ୍ କରନ୍ତୁ '''g++ ସ୍ପେସ୍ do ହାଇଫେନ୍ while ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ do1'''. '''ଏଣ୍ଟର''' ଦାବନ୍ତୁ
+
|ବାକି ସବୁ ସମାନ ଅଟେ
 +
 
 
|-
 
|-
| 08:19
+
|08:06
| '''dot slash do1 '''(./do1) ଟାଇପ୍ କରି '''ଏଣ୍ଟର୍ ''' ଦାବନ୍ତୁ
+
|ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 08:23
+
|08:08
| ଦେଖନ୍ତୁ, C ରେ '''do...while''' ପ୍ରୋଗ୍ରାମ୍ ଭଳି ଆଉଟପୁଟ୍ ସମାନ ଅଟେ
+
|ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 08:28
+
|08:10
| ଏବେ ଆମେ କିଛି ସାଧାରଣ ଏରର୍ସ ଏବଂ ସେଗୁଡ଼ିକର ସମାଧାନ ଦେଖିବା
+
|ଟାଇପ୍ କରନ୍ତୁ '''g++ ସ୍ପେସ୍ do ହାଇଫେନ୍ while ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ do1'''. '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 08:32
+
|08:19
| ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ
+
|'''dot slash do1 '''(./do1) ଟାଇପ୍ କରି '''ଏଣ୍ଟର୍ ''' ଦାବନ୍ତୁ
 +
 
 
|-
 
|-
| 08:35
+
|08:23
| ମନେକରନ୍ତୁ, ଏଠାରେ ମୁଁ xର ଭାଲ୍ୟୁ ବଢ଼ାଇବି ନାହିଁ
+
|ଦେଖନ୍ତୁ, C ରେ '''do...while''' ପ୍ରୋଗ୍ରାମ୍ ଭଳି ଆଉଟପୁଟ୍ ସମାନ ଅଟେ
 +
 
 
|-
 
|-
| 08:41
+
|08:28
| ସେଭ୍ କ୍ଲିକ୍ କରନ୍ତୁ
+
|ଏବେ ଆମେ କିଛି ସାଧାରଣ ଏରର୍ସ ଏବଂ ସେଗୁଡ଼ିକର ସମାଧାନ ଦେଖିବା
 +
 
 
|-
 
|-
| 08:42
+
|08:32
| କ’ଣ ଘଟୁଛି ଦେଖିବା
+
|ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ
 +
 
 
|-
 
|-
| 08:44
+
|08:35
| ଟର୍ମିନାଲ୍ କୁ ଫେରିଆସନ୍ତୁ
+
|ମନେକରନ୍ତୁ, ଏଠାରେ ମୁଁ xର ଭାଲ୍ୟୁ ବଢ଼ାଇବି ନାହିଁ
 +
 
 
|-
 
|-
| 08:45
+
|08:41
| ମୁଁ ପ୍ରମ୍ପ୍ଟ କ୍ଲିଅର୍‍ କରିଦେଉଛି
+
|ସେଭ୍ କ୍ଲିକ୍ କରନ୍ତୁ,କ’ଣ ଘଟୁଛି ଦେଖିବା
 +
 
 
|-
 
|-
| 08:47
+
|08:44
| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
+
|ଟର୍ମିନାଲ୍ କୁ ଫେରିଆସନ୍ତୁ,ମୁଁ ପ୍ରମ୍ପ୍ଟ କ୍ଲିଅର୍‍ କରିଦେଉଛି
 +
 
 
|-
 
|-
| 08:50
+
|08:47
| ଦୁଇଥର ଅପ୍-ଏରୋ କୀ ଦାବନ୍ତୁ
+
|ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 08:54
+
|08:50
| ପୁଣିଥରେ ଅପ୍-ଏରୋ କୀ ଦାବନ୍ତୁ
+
|ଦୁଇଥର ଅପ୍-ଏରୋ କୀ ଦାବନ୍ତୁ
 +
 
 
|-
 
|-
| 08:57
+
|08:54
| ଆଉଟ୍ପୁଟ୍ ଏହିପରି ଡିସପ୍ଲେ ହେବ:
+
|ପୁଣିଥରେ ଅପ୍-ଏରୋ କୀ ଦାବନ୍ତୁ
 +
 
 
|-
 
|-
| 08:59
+
|08:57
| ଆମେ ଶୂନ୍ୟ ସଂଖ୍ୟା ଦେଖିପାରିବା, କାରଣ loopରେ ଟର୍ମିନେଟିଙ୍ଗ୍ କଣ୍ଡିଶନ୍ ନାହିଁ
+
|ଆଉଟ୍ପୁଟ୍ ଏହିପରି ଡିସପ୍ଲେ ହେବ:
 +
 
 
|-
 
|-
| 09:07
+
|08:59
| ଏହାକୁ '''infinite loop''' କୁହାଯାଏ
+
|ଆମେ ଶୂନ୍ୟ ସଂଖ୍ୟା ଦେଖିପାରିବା, କାରଣ loopରେ ଟର୍ମିନେଟିଙ୍ଗ୍ କଣ୍ଡିଶନ୍ ନାହିଁ
 +
 
 
|-
 
|-
| 09:10
+
|09:07
| '''Infinite loop''' ସିଷ୍ଟମ୍ ପ୍ରତିକ୍ରିୟାହୀନ କରିବାର କାରଣ ହୋଇପାରେ
+
|ଏହାକୁ '''infinite loop''' କୁହାଯାଏ
 +
 
 
|-
 
|-
| 09:14
+
|09:10
| ଏହା ପ୍ରୋଗ୍ରାମ୍ ର ସମସ୍ତ '''processors  time''' ନଷ୍ଟ କରିବାର କାରଣ ହୋଇଥାଏ, କିନ୍ତୁ ଏହା ଟର୍ମିନେଟ୍ ହୋଇପାରେ
+
|'''Infinite loop''' ସିଷ୍ଟମ୍ ପ୍ରତିକ୍ରିୟାହୀନ କରିବାର କାରଣ ହୋଇପାରେ
 +
 
 
|-
 
|-
| 09:21
+
|09:14
| ପ୍ରୋଗ୍ରାମ୍ କୁ ଫେରିଯିବା. ଏରର୍ ଫିକ୍ସ କରିବା
+
|ଏହା ପ୍ରୋଗ୍ରାମ୍ ର ସମସ୍ତ '''processors  time''' ନଷ୍ଟ କରିବାର କାରଣ ହୋଇଥାଏ, କିନ୍ତୁ ଏହା ଟର୍ମିନେଟ୍ ହୋଇପାରେ
 +
 
 
|-
 
|-
| 09:25
+
|09:21
| '''x++ ''' ଓ ସେମିକଲନ୍ ଟାଇପ୍ କରନ୍ତୁ
+
|ପ୍ରୋଗ୍ରାମ୍ କୁ ଫେରିଯିବା. ଏରର୍ ଫିକ୍ସ କରିବା
 +
 
 
|-
 
|-
| 09:28
+
|09:25
| ସେଭ୍ କ୍ଲିକ୍ କରନ୍ତୁ. ପୁଣିଥରେ ଏକଜେକ୍ୟୁଟ୍ କରିବା
+
|'''x++ ''' ଓ ସେମିକଲନ୍ ଟାଇପ୍ କରନ୍ତୁ
 +
 
 
|-
 
|-
| 09:31
+
|09:28
| ଟର୍ମିନାଲ୍ କୁ ଫେରିଆସନ୍ତୁ
+
|ସେଭ୍ କ୍ଲିକ୍ କରନ୍ତୁ. ପୁଣିଥରେ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 09:33
+
|09:31
| ଅପ୍-ଏରୋ କୀ ପ୍ରେସ୍ କରନ୍ତୁ
+
|ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 09:38
+
|09:33
| ହଁ, ଏହା କାମ କରୁଛି
+
|ଅପ୍-ଏରୋ କୀ ପ୍ରେସ୍ କରନ୍ତୁ
 +
 
 
|-
 
|-
| 09:40
+
|09:38
| ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
+
|ହଁ, ଏହା କାମ କରୁଛି
 +
 
 
|-
 
|-
| 09:43
+
|09:40
| ଆମ ସ୍ଲାଇଡ୍ସକୁ ଫେରିଯିବା
+
|ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
 +
 
 
|-
 
|-
| 09:45
+
|09:43
| ସଂକ୍ଷିପ୍ତରେ
+
|ଆମ ସ୍ଲାଇଡ୍ସକୁ ଫେରିଯିବା
 +
 
 
|-
 
|-
| 09:47
+
|09:45
| ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ,
+
|ସଂକ୍ଷିପ୍ତରେ
 +
 
 
|-
 
|-
| 09:50
+
|09:47
| '''while loop'''
+
|ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ,
 +
 
 
|-
 
|-
| 09:51
+
|09:50
| ଉଦାହରଣ: while(x is less than or equal to 10)
+
|'''while loop''',ଉଦାହରଣ: while(x is less than or equal to 10)
 +
 
 
|-
 
|-
| 09:54
+
|09:54
| '''do….while loop'''
+
|'''do….while loop'''
 +
 
 
|-
 
|-
| 09:56
+
|09:56
| ଉଦାହରଣ: do statement block ଏବଂ
+
|ଉଦାହରଣ: do statement block ଏବଂ
 +
 
 
|-
 
|-
| 09:59
+
|09:59
| ଶେଷରେ ହ୍ୱାଇଲ୍ କଣ୍ଡିସନ୍‍  
+
|ଶେଷରେ ହ୍ୱାଇଲ୍ କଣ୍ଡିସନ୍‍  
 +
 
 
|-
 
|-
| 10:01
+
|10:01
| ଏକ ଆସାଇନ୍ମେଣ୍ଟ୍ ଭାବେ,
+
|ଏକ ଆସାଇନ୍ମେଣ୍ଟ୍ ଭାବେ,
 +
 
 
|-
 
|-
| 10:03
+
|10:03
| '''for''' ଲୁପ୍ସ ବ୍ୟବହାର କରି ନିମ୍ନୋକ୍ତ ପ୍ରିଣ୍ଟ୍ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
+
|'''for''' ଲୁପ୍ସ ବ୍ୟବହାର କରି ନିମ୍ନୋକ୍ତ ପ୍ରିଣ୍ଟ୍ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
 +
 
 
|-
 
|-
| 10:07
+
|10:07
 
|0 ରୁ 9
 
|0 ରୁ 9
 +
 
|-
 
|-
| 10:10
+
|10:10
| '''for loop '''ର ସିଣ୍ଟାକ୍ସ ହେଉଛି
+
|'''for loop '''ର ସିଣ୍ଟାକ୍ସ ହେଉଛି
 +
 
 
|-
 
|-
| 10:12
+
|10:12
| '''for (variable initialization; variable condition; ଓ variable increment କିମ୍ୱା decrement) '''
+
|'''for (variable initialization; variable condition; ଓ variable increment କିମ୍ୱା decrement) '''
 +
 
 
|-
 
|-
| 10:20
+
|10:20
| ଏବଂ ଏଠାରେ ଲୁପ୍ ର ଢାଞ୍ଚା ରହିବ
+
|ଏବଂ ଏଠାରେ ଲୁପ୍ ର ଢାଞ୍ଚା ରହିବ
 +
 
 
|-
 
|-
| 10:24
+
|10:24
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
| 10:27
+
|10:27
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 10:30
+
|10:30
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
 
|-
 
|-
| 10:33
+
|10:33
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
 
|-
 
|-
| 10:35
+
|10:35
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
| 10:38
+
|10:38
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 10:42
+
|10:42
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org)
+
|ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org)
 +
 
 
|-
 
|-
| 10:47
+
|10:47
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
| 10:51
+
|10:51
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 10:58
+
|10:58
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 +
 
 
|-
 
|-
| 11:02
+
|11:02
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 +
 
|-
 
|-
| 11:08
+
|11:08
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
|ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 +
|}

Latest revision as of 15:03, 3 April 2017

Time Narration
00:01 C ଓ C++ରେ ଲୁପ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,
00:09 for loop,while loop ଏବଂ
00:12 do…while loop,କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା
00:17 ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା
00:21 ଏହି ଟ୍ୟୁଟୋରିଆଲ୍‍ କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
00:24 Ubuntu Operating System ଭର୍ସନ୍ ୧୧.୦୪
00:28 gccg++ Compiler ଭର୍ସନ୍ ୪.୬.୧
00:34 ଲୁପ୍ସର ପରିଚୟ ସହିତ ଆରମ୍ଭ କରିବା
00:38 ଗୋଟିଏ ଇନଷ୍ଟ୍ରକସନ୍ ଗ୍ରୁପ୍ କୁ ବାରମ୍ବାର ଏକଜେକ୍ୟୁଟ୍ କରିବା ପାଇଁ ଲୁପ୍ସ ବ୍ୟବହାର କରାଯାଏ
00:44 ଉଦ୍ଦେଶ୍ୟ ଅନୁସାରେ ସେଗୁଡ଼ିକୁ ତିନି ପ୍ରକାରରେ ବିଭକ୍ତ କରାଯାଇଛି:
00:48 while loop,do…..while loop ଏବଂ
00:51 for loop,ପ୍ରଥମେ while loopରୁ ଆରମ୍ଭ କରିବା
00:56 ପ୍ରାରମ୍ଭରେ ଏକ while loop କଣ୍ଡିସନ୍ ପରୀକ୍ଷା କରେ
01:00 ଷ୍ଟ୍ରକଚର୍ ହେଉଛି:,while (କଣ୍ଡିସନ୍)
01:03 ବ୍ରାକେଟ୍ ମଧ୍ୟରେ statement block
01:07 ଏବେ do….while loopକୁ ଯିବା
01:09 ଏକ do..while loop କଣ୍ଡିସନ୍ ଭେଲିଡେଟ୍ ହେବା ପୂର୍ବରୁ ଅତି କମ୍‍ ରେ ଥରେ ଏକଜେକ୍ୟୁଟ୍ ହୋଇଥାଏ
01:15 ଷ୍ଟ୍ରକଚର୍ ହେଉଛି:
01:17 do (ବ୍ରାକେଟ୍ ମଧ୍ୟରେ) ଷ୍ଟେଟମେଣ୍ଟ୍ ବ୍ଲକ୍,
01:20 ବ୍ରାକେଟ୍ ପରେ while (କଣ୍ଡିସନ୍)
01:23 ଦେଖନ୍ତୁ, କଣ୍ଡିସନ୍ ଶେଷରେ ଚେକ୍ ହୋଇଛି
01:27 ଏବେ while loopdo...while loop ଉପରେ ଏକ ଉଦାହରଣ ଦେଖିବା
01:32 ମୁଁ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି
01:35 ତାହାକୁ ଖୋଲିବା
01:37 ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି while.c.
01:41 ଆଜି ଆମେ while loop ର ବ୍ୟବହାର କରି ପ୍ରଥମ ୧୦ଟି ସଂଖ୍ୟାର ମିଶାଣ ଶିଖିବାକୁ ଯାଉଛେ
01:47 ମୁଁ ଏବେ କୋଡ୍‍ ବର୍ଣ୍ଣନା କରୁଛି
01:49 ଏହା ଆମର header file
01:51 main() ଫଙ୍କସନ୍ ଭିତରେ ଆମେ ଦୁଇଟି ଇଣ୍ଟିଜର୍ ଭେରିଏବଲ୍ xy ଘୋଷିତ କରିଛୁ ଏବଂ 0କୁ ଇନିସିଆଲାଇଜ୍ କରିଛୁ
01:59 ଏହା ଆମର while loop
02:02 while ଲୁପ୍‍ ର କଣ୍ଡିସନ୍ ହେଉଛି x is less than or equal to 10
02:06 ଏଠାରେ xର ଭାଲ୍ୟୁ y ଭାଲ୍ୟୁ ସହିତ ମିଶାଯାଇଛି
02:10 ମିଶାଯିବା ପରେ ପ୍ରାପ୍ତ ଭାଲ୍ୟୁ yରେ ଷ୍ଟୋର୍ ହୋଇଥାଏ
02:15 ଏହାପରେ y ର ଭାଲ୍ୟୁ ପ୍ରିଣ୍ଟ କରିବା
02:18 ଏଠାରେ x ଇନକ୍ରିମେଣ୍ଟ ହୋଇଛି
02:20 ତାହାର ଅର୍ଥ ଭେରିଏବଲ୍ x ଏକରୁ ବଡ଼ ଅଟେ
02:25 ଓ ଏହା ହେଉଛି ଆମର return ଷ୍ଟେଟମେଣ୍ଟ୍
02:27 ଏବେ, ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
02:30 Ctrl, Alt ଏବଂ T ଏକକାଳୀନ ଦବାଇ terminal ୱିଣ୍ଡୋ ଖୋଲନ୍ତୁ
02:39 gcc ସ୍ପେସ୍ while ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ while ଟାଇପ୍ କରନ୍ତୁ
02:45 ଏଣ୍ଟର ଦାବନ୍ତୁ
02:47 ./while (ଡଟ୍ ସ୍ଲାସ ହ୍ୱାଇଲ୍) ଟାଇପ୍ କରି ଏଣ୍ଟର ଦାବନ୍ତୁ
02:52 ଆଉଟପୁଟ୍ ପ୍ରଦର୍ଶିତ ହେବ:
02:54 ଏବେ while loopର କାର୍ଯ୍ୟ ଦେଖିବା
02:57 ମୁଁ ୱିଣ୍ଡୋ ରିସାଇଜ୍ କରିଦେଉଛି
03:00 ଏଠାରେ, ପ୍ରଥମେ x ଏବଂ yର ଭାଲ୍ୟୁ ହେଉଛି 0
03:04 ଏହା ହେଉଛି ଆମର while କଣ୍ଡିସନ୍
03:06 ଏଠାରେ ଆମେ 10 ଠାରୁ x କମ୍ କିମ୍ବା ସମାନ ଯାଞ୍ଚ କରିବା, ଯାହାର ଅର୍ଥ ହେଉଛି xର ଭାଲ୍ୟୁ 0ରୁ 10 ମଧ୍ୟରେ ହୋଇଥିବ
03:15 ତାହାପରେ ଆମେ y ପ୍ଲସ୍ x ଆଡ୍ କରିବା (ଅର୍ଥାତ୍) 0 ପ୍ଲସ୍ 0, ଆମେ ପାଇବା 0
03:22 ଆମେ yର ଭାଲ୍ୟୁ ପ୍ରିଣ୍ଟ କରିବା, ଏଠାରେ ଆମେ ପାଇବା 0
03:27 ତାହାପରେ x ବୃଦ୍ଧି ହେବ, ଯାହାର ଅର୍ଥ ହେଉଛି x ର ଭାଲ୍ୟୁ 1 ହେବ
03:33 ଏହାପରେ ଆମେ କଣ୍ଡିସନ୍ ପୁନର୍ବାର ଚେକ୍ କରିବା, 1 is less than or equal to 10. ଯଦି କଣ୍ଡିସନ୍ true ତେବେ ଆମେ ଭାଲ୍ୟୁଜ୍ ଆଡ୍ କରିବା
03:44 Y (ଅର୍ଥାତ୍) 0 ପ୍ଲସ x ହେଉଛି 1. 0 ପ୍ଲସ 1 ହେଉଛି 1
03:50 1 ଭାବେ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା
03:53 ପୁନର୍ବାର x ଇନକ୍ରିମେଣ୍ଟ ହୁଏ
03:55 ଏବେ x ର ଭାଲ୍ୟୁ ହେଉଛି 2
03:59 ପୁନର୍ବାର କଣ୍ଡିସନ୍ ଚେକ୍ କରିବା
04:01 2 is less than or equal to 10, ଯଦି କଣ୍ଡିସନ୍ true ତେବେ ଆମେ ଭାଲ୍ୟୁ ଆଡ୍ କରିବା, (ଅର୍ଥାତ୍) 1 ପ୍ଲସ 2 ଯାହା 3 ହେବ
04:11 ଆମେ 3 ଭାବେ ଭାଲ୍ୟୁ ପ୍ରିଣ୍ଟ କରିବା
04:13 ଏହିପରି, ଏହା x is less than or equal to 10 ପର୍ଯ୍ୟନ୍ତ ଯିବ (x<=10)
04:20 ଏବେ, ସମାନ ପ୍ରୋଗ୍ରାମ୍ କୁ do….while loop ବ୍ୟବହାର କରି ଦେଖିବା
04:24 ଏଠାରେ ଆମ ପ୍ରୋଗ୍ରାମ୍ ଅଛି
04:26 ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି do hyphen while dot c
04:31 ପୂର୍ବ ପ୍ରୋଗ୍ରାମ୍ ରେ ଏହି ଅଂଶ ବର୍ଣ୍ଣନା କରାଯାଇସାରିଛି
04:35 ତେଣୁ, ଚାଲନ୍ତୁ ଏକ do...while loopକୁ ଯିବା
04:38 ଏଠାରେ, ପ୍ରଥମେ ଲୁପ୍ ର ପ୍ରାରୂପ ଏକଜେକ୍ୟୁଟ୍ ହେବ ଏବଂ ତାହାପରେ କଣ୍ଡିସନ୍ ଚେକ୍ କରାଯିବ
04:44 y ର ଭାଲ୍ୟୁ ସହିତ x ଭାଲ୍ୟୁ ଆଡ୍ ହେବ ଏବଂ ମିଶାଣ ପରେ ପ୍ରାପ୍ତ ହୋଇଥିବା ଭାଲ୍ୟୁ y ରେ ଷ୍ଟୋର ହେବ
04:52 while ପ୍ରୋଗ୍ରାମ୍ ଭଳି ଲଜିକ୍ ସମାନ ଅଟେ
04:55 ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
04:58 ଟର୍ମିନାଲ୍ କୁ ଫେରିଆସନ୍ତୁ
05:00 ଟାଇପ୍ କରନ୍ତୁ gcc ସ୍ପେସ୍ do ହାଇଫେନ୍ while ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ do. ଏଣ୍ଟର ଦାବନ୍ତୁ
05:08 ଡଟ୍ ସ୍ଲାସ ଡୁ(./do) ଟାଇପ୍ କରି ଏଣ୍ଟର ଦାବନ୍ତୁ
05:12 ଦେଖନ୍ତୁ, ଆମ while ପ୍ରୋଗ୍ରାମ୍ ପରି ଆଉଟପୁଟ୍ ସମାନ ଅଟେ
05:16 ଏବେ do...while loopର କାର୍ଯ୍ୟ ଦେଖିବା
05:20 ମୁଁ ୱିଣ୍ଡୋ ରିସାଇଜ୍ କରିଦେଉଛି
05:22 ଏଠାରେ x ଏବଂ y ଭାଲ୍ୟୁ ହେଉଛି 0
05:25 ସେହି ଭାଲ୍ୟୁଗୁଡ଼ିକୁ ଆଡ୍ କଲେ ଆମେ 0 ପାଇବା
05:29 ଏବେ y ର ଭାଲ୍ୟୁ ହେଉଛି 0
05:31 0 ଭାବେ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା
05:33 ତା’ପରେ x, 1 ବୃଦ୍ଧି ପାଇବ ଯାହାର ଅର୍ଥ ହେଉଛି x ର ଭାଲ୍ୟୁ 1 ଅଟେ, ତାହାପରେ କଣ୍ଡିସନ୍ ର ଯାଞ୍ଚ ହେବ
05:42 ଦେଖନ୍ତୁ, ପ୍ରଥମେ ଲୁପ୍ ର ପ୍ରାରୂପ ଏକଜେକ୍ୟୁଟ୍ ହେଲା
05:45 ତାହାସତ୍ତ୍ୱେ, ଯଦି କଣ୍ଡିସନ୍ false ଅଟେ, ତେବେ ମଧ୍ୟ ଆମେ 0 ଭାଲ୍ୟୁ ପାଇବା
05:52 ଏଠାରେ ଆମେ ଯାଞ୍ଚ କରିବା ଯେ, 1 is less than or equal to 10 କି ନୁହେଁ
05:56 ଯଦି କଣ୍ଡିସନ୍ ଟ୍ରୁ ଅଟେ. ଆମେ ପୁନର୍ବାର ଭାଲ୍ୟୁ ଆଡ୍ କରିବା
06:00 ଏବେ 0 ପ୍ଲସ 1
06:02 ଏହାପରେ ଆମେ 1 ଭାବେ y ର ଭାଲ୍ୟୁ ପ୍ରିଣ୍ଟ କରିବା
06:05 ପୁନର୍ବାର x ବୃଦ୍ଧି ପାଇବ
06:08 ଏବେ xର ଭାଲ୍ୟୁ ହେଉଛି 2
06:11 ତାହାପରେ ଆମେ ଯାଞ୍ଚ କରିବା ଯେ, 2 is less than or equal to 10
06:15 ଏଠାରୁ ଆମେ ଫେରିଯିବା
06:17 1 ପ୍ଲସ 2 ହେଉଛି 3
06:20 3 ଭାବେ y ର ଭାଲ୍ୟୁ ପ୍ରିଣ୍ଟ କରିବା
06:23 ଏହିପରି, କଣ୍ଡିସନ୍ ଚେକ୍ ହୋଇଚାଲିବ ଯେପର୍ଯ୍ୟନ୍ତ 10 ଠାରୁ xର ଭାଲ୍ୟୁ କମ୍ କିମ୍ବା ସମାନ ନହୋଇଛି
06:30 ଓ ଏହା ହେଉଛି ଆମର return ଷ୍ଟେଟମେଣ୍ଟ
06:33 ଦେଖନ୍ତୁ, ଏଠାରେ ହ୍ୱାଇଲ୍ କଣ୍ଡିସନ୍, ସେମିକଲୋନ୍ ସହିତ ସମାପ୍ତ ହୋଇଛି
06:38 while loopରେ କଣ୍ଡିସନ୍, ସେମିକଲୋନ୍ ସହିତ ସମାପ୍ତ ହୁଏନାହିଁ
06:43 ଏବେ, C++ରେ ଏହି ପ୍ରୋଗ୍ରାମ୍ କେମିତି ଏକଜେକ୍ୟୁଟ୍ ହୁଏ, ଦେଖିବା
06:48 ଏହା ହେଉଛି C++ରେ ଆମ ହ୍ୱାଇଲ୍ ପ୍ରୋଗ୍ରାମ୍
06:52 C ପ୍ରୋଗ୍ରାମ୍ ଭଳି ଲଜିକ୍ ଏବଂ ଇପ୍ଲିମେଣ୍ଟେସନ୍ ସମାନ ଅଟେ
06:56 ଏଠାରେ କିଛି ପରିବର୍ତ୍ତନ ରହିଛି, ଯେମିତି ହେଡର୍ ଫାଇଲ୍ ଭାବେ stdio.h ସ୍ଥାନରେ iostream
07:04 ଆମେ using namespace stdର ଉପଯୋଗ କରି 'using' ଷ୍ଟେଟମେଣ୍ଟ ମିଶାଇଛେ ଏବଂ printf ଫଙ୍କସନ୍ ସ୍ଥାନରେ cout ଫଙ୍କସନ୍ ବ୍ୟବହାର କରିଛେ
07:16 C ପ୍ରୋଗ୍ରାମ୍ ଭଳି while ଲୁପ୍ ର ଷ୍ଟ୍ରକଚର୍ ସମାନ ଅଟେ
07:21 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
07:23 ଟର୍ମିନାଲ୍ କୁ ଫେରିଆସନ୍ତୁ
07:25 ମୁଁ ପ୍ରମ୍ପ୍ଟ କ୍ଲିଅର୍ କରିଦେଉଛି
07:28 ଏକଜେକ୍ୟୁଟ୍ କରିବା ପାଇଁ, g++ ସ୍ପେସ୍ while ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ while1 ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
07:38 ଡଟ୍ ସ୍ଲାସ ହ୍ୱାଇଲ୍ 1(./while1) ଟାଇପ୍ କରି ଏଣ୍ଟର ଦାବନ୍ତୁ
07:43 ଦେଖନ୍ତୁ, Cରେ ଆମ ହ୍ୱାଇଲ୍ ପ୍ରୋଗ୍ରାମ୍ ଭଳି ଆଉଟପୁଟ୍ ସମାନ ଅଟେ
07:48 ଏବେ, C++ରେ do... while ପ୍ରୋଗ୍ରାମ୍ ଦେଖିବା
07:52 ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
07:54 ଏଠାରେ ମଧ୍ୟ ସମାନ ପରିବର୍ତ୍ତନ କରାଯାଇଛି ଯେମିତିକି header file , using statement ଏବଂ cout ଫଙ୍କସନ୍
08:03 ବାକି ସବୁ ସମାନ ଅଟେ
08:06 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
08:08 ଟର୍ମିନାଲ୍ କୁ ଫେରିଆସନ୍ତୁ
08:10 ଟାଇପ୍ କରନ୍ତୁ g++ ସ୍ପେସ୍ do ହାଇଫେନ୍ while ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ do1. ଏଣ୍ଟର ଦାବନ୍ତୁ
08:19 dot slash do1 (./do1) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
08:23 ଦେଖନ୍ତୁ, C ରେ do...while ପ୍ରୋଗ୍ରାମ୍ ଭଳି ଆଉଟପୁଟ୍ ସମାନ ଅଟେ
08:28 ଏବେ ଆମେ କିଛି ସାଧାରଣ ଏରର୍ସ ଏବଂ ସେଗୁଡ଼ିକର ସମାଧାନ ଦେଖିବା
08:32 ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ
08:35 ମନେକରନ୍ତୁ, ଏଠାରେ ମୁଁ xର ଭାଲ୍ୟୁ ବଢ଼ାଇବି ନାହିଁ
08:41 ସେଭ୍ କ୍ଲିକ୍ କରନ୍ତୁ,କ’ଣ ଘଟୁଛି ଦେଖିବା
08:44 ଟର୍ମିନାଲ୍ କୁ ଫେରିଆସନ୍ତୁ,ମୁଁ ପ୍ରମ୍ପ୍ଟ କ୍ଲିଅର୍‍ କରିଦେଉଛି
08:47 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
08:50 ଦୁଇଥର ଅପ୍-ଏରୋ କୀ ଦାବନ୍ତୁ
08:54 ପୁଣିଥରେ ଅପ୍-ଏରୋ କୀ ଦାବନ୍ତୁ
08:57 ଆଉଟ୍ପୁଟ୍ ଏହିପରି ଡିସପ୍ଲେ ହେବ:
08:59 ଆମେ ଶୂନ୍ୟ ସଂଖ୍ୟା ଦେଖିପାରିବା, କାରଣ loopରେ ଟର୍ମିନେଟିଙ୍ଗ୍ କଣ୍ଡିଶନ୍ ନାହିଁ
09:07 ଏହାକୁ infinite loop କୁହାଯାଏ
09:10 Infinite loop ସିଷ୍ଟମ୍ ପ୍ରତିକ୍ରିୟାହୀନ କରିବାର କାରଣ ହୋଇପାରେ
09:14 ଏହା ପ୍ରୋଗ୍ରାମ୍ ର ସମସ୍ତ processors time ନଷ୍ଟ କରିବାର କାରଣ ହୋଇଥାଏ, କିନ୍ତୁ ଏହା ଟର୍ମିନେଟ୍ ହୋଇପାରେ
09:21 ପ୍ରୋଗ୍ରାମ୍ କୁ ଫେରିଯିବା. ଏରର୍ ଫିକ୍ସ କରିବା
09:25 x++ ଓ ସେମିକଲନ୍ ଟାଇପ୍ କରନ୍ତୁ
09:28 ସେଭ୍ କ୍ଲିକ୍ କରନ୍ତୁ. ପୁଣିଥରେ ଏକଜେକ୍ୟୁଟ୍ କରିବା
09:31 ଟର୍ମିନାଲ୍ କୁ ଫେରିଆସନ୍ତୁ
09:33 ଅପ୍-ଏରୋ କୀ ପ୍ରେସ୍ କରନ୍ତୁ
09:38 ହଁ, ଏହା କାମ କରୁଛି
09:40 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
09:43 ଆମ ସ୍ଲାଇଡ୍ସକୁ ଫେରିଯିବା
09:45 ସଂକ୍ଷିପ୍ତରେ
09:47 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ,
09:50 while loop,ଉଦାହରଣ: while(x is less than or equal to 10)
09:54 do….while loop
09:56 ଉଦାହରଣ: do statement block ଏବଂ
09:59 ଶେଷରେ ହ୍ୱାଇଲ୍ କଣ୍ଡିସନ୍‍
10:01 ଏକ ଆସାଇନ୍ମେଣ୍ଟ୍ ଭାବେ,
10:03 for ଲୁପ୍ସ ବ୍ୟବହାର କରି ନିମ୍ନୋକ୍ତ ପ୍ରିଣ୍ଟ୍ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
10:07 0 ରୁ 9
10:10 for loop ର ସିଣ୍ଟାକ୍ସ ହେଉଛି
10:12 for (variable initialization; variable condition; ଓ variable increment କିମ୍ୱା decrement)
10:20 ଏବଂ ଏଠାରେ ଲୁପ୍ ର ଢାଞ୍ଚା ରହିବ
10:24 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
10:27 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:30 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
10:33 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:35 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:38 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
10:42 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org)
10:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:51 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:58 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
11:02 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
11:08 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep