C-and-Cpp/C3/Loops/Oriya

From Script | Spoken-Tutorial
Jump to: navigation, search
Time Narration
00:01 C ଓ C++ରେ ଲୁପ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,
00:09 for loop,while loop ଏବଂ
00:12 do…while loop,କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା
00:17 ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା
00:21 ଏହି ଟ୍ୟୁଟୋରିଆଲ୍‍ କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
00:24 Ubuntu Operating System ଭର୍ସନ୍ ୧୧.୦୪
00:28 gccg++ Compiler ଭର୍ସନ୍ ୪.୬.୧
00:34 ଲୁପ୍ସର ପରିଚୟ ସହିତ ଆରମ୍ଭ କରିବା
00:38 ଗୋଟିଏ ଇନଷ୍ଟ୍ରକସନ୍ ଗ୍ରୁପ୍ କୁ ବାରମ୍ବାର ଏକଜେକ୍ୟୁଟ୍ କରିବା ପାଇଁ ଲୁପ୍ସ ବ୍ୟବହାର କରାଯାଏ
00:44 ଉଦ୍ଦେଶ୍ୟ ଅନୁସାରେ ସେଗୁଡ଼ିକୁ ତିନି ପ୍ରକାରରେ ବିଭକ୍ତ କରାଯାଇଛି:
00:48 while loop,do…..while loop ଏବଂ
00:51 for loop,ପ୍ରଥମେ while loopରୁ ଆରମ୍ଭ କରିବା
00:56 ପ୍ରାରମ୍ଭରେ ଏକ while loop କଣ୍ଡିସନ୍ ପରୀକ୍ଷା କରେ
01:00 ଷ୍ଟ୍ରକଚର୍ ହେଉଛି:,while (କଣ୍ଡିସନ୍)
01:03 ବ୍ରାକେଟ୍ ମଧ୍ୟରେ statement block
01:07 ଏବେ do….while loopକୁ ଯିବା
01:09 ଏକ do..while loop କଣ୍ଡିସନ୍ ଭେଲିଡେଟ୍ ହେବା ପୂର୍ବରୁ ଅତି କମ୍‍ ରେ ଥରେ ଏକଜେକ୍ୟୁଟ୍ ହୋଇଥାଏ
01:15 ଷ୍ଟ୍ରକଚର୍ ହେଉଛି:
01:17 do (ବ୍ରାକେଟ୍ ମଧ୍ୟରେ) ଷ୍ଟେଟମେଣ୍ଟ୍ ବ୍ଲକ୍,
01:20 ବ୍ରାକେଟ୍ ପରେ while (କଣ୍ଡିସନ୍)
01:23 ଦେଖନ୍ତୁ, କଣ୍ଡିସନ୍ ଶେଷରେ ଚେକ୍ ହୋଇଛି
01:27 ଏବେ while loopdo...while loop ଉପରେ ଏକ ଉଦାହରଣ ଦେଖିବା
01:32 ମୁଁ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି
01:35 ତାହାକୁ ଖୋଲିବା
01:37 ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି while.c.
01:41 ଆଜି ଆମେ while loop ର ବ୍ୟବହାର କରି ପ୍ରଥମ ୧୦ଟି ସଂଖ୍ୟାର ମିଶାଣ ଶିଖିବାକୁ ଯାଉଛେ
01:47 ମୁଁ ଏବେ କୋଡ୍‍ ବର୍ଣ୍ଣନା କରୁଛି
01:49 ଏହା ଆମର header file
01:51 main() ଫଙ୍କସନ୍ ଭିତରେ ଆମେ ଦୁଇଟି ଇଣ୍ଟିଜର୍ ଭେରିଏବଲ୍ xy ଘୋଷିତ କରିଛୁ ଏବଂ 0କୁ ଇନିସିଆଲାଇଜ୍ କରିଛୁ
01:59 ଏହା ଆମର while loop
02:02 while ଲୁପ୍‍ ର କଣ୍ଡିସନ୍ ହେଉଛି x is less than or equal to 10
02:06 ଏଠାରେ xର ଭାଲ୍ୟୁ y ଭାଲ୍ୟୁ ସହିତ ମିଶାଯାଇଛି
02:10 ମିଶାଯିବା ପରେ ପ୍ରାପ୍ତ ଭାଲ୍ୟୁ yରେ ଷ୍ଟୋର୍ ହୋଇଥାଏ
02:15 ଏହାପରେ y ର ଭାଲ୍ୟୁ ପ୍ରିଣ୍ଟ କରିବା
02:18 ଏଠାରେ x ଇନକ୍ରିମେଣ୍ଟ ହୋଇଛି
02:20 ତାହାର ଅର୍ଥ ଭେରିଏବଲ୍ x ଏକରୁ ବଡ଼ ଅଟେ
02:25 ଓ ଏହା ହେଉଛି ଆମର return ଷ୍ଟେଟମେଣ୍ଟ୍
02:27 ଏବେ, ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
02:30 Ctrl, Alt ଏବଂ T ଏକକାଳୀନ ଦବାଇ terminal ୱିଣ୍ଡୋ ଖୋଲନ୍ତୁ
02:39 gcc ସ୍ପେସ୍ while ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ while ଟାଇପ୍ କରନ୍ତୁ
02:45 ଏଣ୍ଟର ଦାବନ୍ତୁ
02:47 ./while (ଡଟ୍ ସ୍ଲାସ ହ୍ୱାଇଲ୍) ଟାଇପ୍ କରି ଏଣ୍ଟର ଦାବନ୍ତୁ
02:52 ଆଉଟପୁଟ୍ ପ୍ରଦର୍ଶିତ ହେବ:
02:54 ଏବେ while loopର କାର୍ଯ୍ୟ ଦେଖିବା
02:57 ମୁଁ ୱିଣ୍ଡୋ ରିସାଇଜ୍ କରିଦେଉଛି
03:00 ଏଠାରେ, ପ୍ରଥମେ x ଏବଂ yର ଭାଲ୍ୟୁ ହେଉଛି 0
03:04 ଏହା ହେଉଛି ଆମର while କଣ୍ଡିସନ୍
03:06 ଏଠାରେ ଆମେ 10 ଠାରୁ x କମ୍ କିମ୍ବା ସମାନ ଯାଞ୍ଚ କରିବା, ଯାହାର ଅର୍ଥ ହେଉଛି xର ଭାଲ୍ୟୁ 0ରୁ 10 ମଧ୍ୟରେ ହୋଇଥିବ
03:15 ତାହାପରେ ଆମେ y ପ୍ଲସ୍ x ଆଡ୍ କରିବା (ଅର୍ଥାତ୍) 0 ପ୍ଲସ୍ 0, ଆମେ ପାଇବା 0
03:22 ଆମେ yର ଭାଲ୍ୟୁ ପ୍ରିଣ୍ଟ କରିବା, ଏଠାରେ ଆମେ ପାଇବା 0
03:27 ତାହାପରେ x ବୃଦ୍ଧି ହେବ, ଯାହାର ଅର୍ଥ ହେଉଛି x ର ଭାଲ୍ୟୁ 1 ହେବ
03:33 ଏହାପରେ ଆମେ କଣ୍ଡିସନ୍ ପୁନର୍ବାର ଚେକ୍ କରିବା, 1 is less than or equal to 10. ଯଦି କଣ୍ଡିସନ୍ true ତେବେ ଆମେ ଭାଲ୍ୟୁଜ୍ ଆଡ୍ କରିବା
03:44 Y (ଅର୍ଥାତ୍) 0 ପ୍ଲସ x ହେଉଛି 1. 0 ପ୍ଲସ 1 ହେଉଛି 1
03:50 1 ଭାବେ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା
03:53 ପୁନର୍ବାର x ଇନକ୍ରିମେଣ୍ଟ ହୁଏ
03:55 ଏବେ x ର ଭାଲ୍ୟୁ ହେଉଛି 2
03:59 ପୁନର୍ବାର କଣ୍ଡିସନ୍ ଚେକ୍ କରିବା
04:01 2 is less than or equal to 10, ଯଦି କଣ୍ଡିସନ୍ true ତେବେ ଆମେ ଭାଲ୍ୟୁ ଆଡ୍ କରିବା, (ଅର୍ଥାତ୍) 1 ପ୍ଲସ 2 ଯାହା 3 ହେବ
04:11 ଆମେ 3 ଭାବେ ଭାଲ୍ୟୁ ପ୍ରିଣ୍ଟ କରିବା
04:13 ଏହିପରି, ଏହା x is less than or equal to 10 ପର୍ଯ୍ୟନ୍ତ ଯିବ (x<=10)
04:20 ଏବେ, ସମାନ ପ୍ରୋଗ୍ରାମ୍ କୁ do….while loop ବ୍ୟବହାର କରି ଦେଖିବା
04:24 ଏଠାରେ ଆମ ପ୍ରୋଗ୍ରାମ୍ ଅଛି
04:26 ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି do hyphen while dot c
04:31 ପୂର୍ବ ପ୍ରୋଗ୍ରାମ୍ ରେ ଏହି ଅଂଶ ବର୍ଣ୍ଣନା କରାଯାଇସାରିଛି
04:35 ତେଣୁ, ଚାଲନ୍ତୁ ଏକ do...while loopକୁ ଯିବା
04:38 ଏଠାରେ, ପ୍ରଥମେ ଲୁପ୍ ର ପ୍ରାରୂପ ଏକଜେକ୍ୟୁଟ୍ ହେବ ଏବଂ ତାହାପରେ କଣ୍ଡିସନ୍ ଚେକ୍ କରାଯିବ
04:44 y ର ଭାଲ୍ୟୁ ସହିତ x ଭାଲ୍ୟୁ ଆଡ୍ ହେବ ଏବଂ ମିଶାଣ ପରେ ପ୍ରାପ୍ତ ହୋଇଥିବା ଭାଲ୍ୟୁ y ରେ ଷ୍ଟୋର ହେବ
04:52 while ପ୍ରୋଗ୍ରାମ୍ ଭଳି ଲଜିକ୍ ସମାନ ଅଟେ
04:55 ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
04:58 ଟର୍ମିନାଲ୍ କୁ ଫେରିଆସନ୍ତୁ
05:00 ଟାଇପ୍ କରନ୍ତୁ gcc ସ୍ପେସ୍ do ହାଇଫେନ୍ while ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ do. ଏଣ୍ଟର ଦାବନ୍ତୁ
05:08 ଡଟ୍ ସ୍ଲାସ ଡୁ(./do) ଟାଇପ୍ କରି ଏଣ୍ଟର ଦାବନ୍ତୁ
05:12 ଦେଖନ୍ତୁ, ଆମ while ପ୍ରୋଗ୍ରାମ୍ ପରି ଆଉଟପୁଟ୍ ସମାନ ଅଟେ
05:16 ଏବେ do...while loopର କାର୍ଯ୍ୟ ଦେଖିବା
05:20 ମୁଁ ୱିଣ୍ଡୋ ରିସାଇଜ୍ କରିଦେଉଛି
05:22 ଏଠାରେ x ଏବଂ y ଭାଲ୍ୟୁ ହେଉଛି 0
05:25 ସେହି ଭାଲ୍ୟୁଗୁଡ଼ିକୁ ଆଡ୍ କଲେ ଆମେ 0 ପାଇବା
05:29 ଏବେ y ର ଭାଲ୍ୟୁ ହେଉଛି 0
05:31 0 ଭାବେ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା
05:33 ତା’ପରେ x, 1 ବୃଦ୍ଧି ପାଇବ ଯାହାର ଅର୍ଥ ହେଉଛି x ର ଭାଲ୍ୟୁ 1 ଅଟେ, ତାହାପରେ କଣ୍ଡିସନ୍ ର ଯାଞ୍ଚ ହେବ
05:42 ଦେଖନ୍ତୁ, ପ୍ରଥମେ ଲୁପ୍ ର ପ୍ରାରୂପ ଏକଜେକ୍ୟୁଟ୍ ହେଲା
05:45 ତାହାସତ୍ତ୍ୱେ, ଯଦି କଣ୍ଡିସନ୍ false ଅଟେ, ତେବେ ମଧ୍ୟ ଆମେ 0 ଭାଲ୍ୟୁ ପାଇବା
05:52 ଏଠାରେ ଆମେ ଯାଞ୍ଚ କରିବା ଯେ, 1 is less than or equal to 10 କି ନୁହେଁ
05:56 ଯଦି କଣ୍ଡିସନ୍ ଟ୍ରୁ ଅଟେ. ଆମେ ପୁନର୍ବାର ଭାଲ୍ୟୁ ଆଡ୍ କରିବା
06:00 ଏବେ 0 ପ୍ଲସ 1
06:02 ଏହାପରେ ଆମେ 1 ଭାବେ y ର ଭାଲ୍ୟୁ ପ୍ରିଣ୍ଟ କରିବା
06:05 ପୁନର୍ବାର x ବୃଦ୍ଧି ପାଇବ
06:08 ଏବେ xର ଭାଲ୍ୟୁ ହେଉଛି 2
06:11 ତାହାପରେ ଆମେ ଯାଞ୍ଚ କରିବା ଯେ, 2 is less than or equal to 10
06:15 ଏଠାରୁ ଆମେ ଫେରିଯିବା
06:17 1 ପ୍ଲସ 2 ହେଉଛି 3
06:20 3 ଭାବେ y ର ଭାଲ୍ୟୁ ପ୍ରିଣ୍ଟ କରିବା
06:23 ଏହିପରି, କଣ୍ଡିସନ୍ ଚେକ୍ ହୋଇଚାଲିବ ଯେପର୍ଯ୍ୟନ୍ତ 10 ଠାରୁ xର ଭାଲ୍ୟୁ କମ୍ କିମ୍ବା ସମାନ ନହୋଇଛି
06:30 ଓ ଏହା ହେଉଛି ଆମର return ଷ୍ଟେଟମେଣ୍ଟ
06:33 ଦେଖନ୍ତୁ, ଏଠାରେ ହ୍ୱାଇଲ୍ କଣ୍ଡିସନ୍, ସେମିକଲୋନ୍ ସହିତ ସମାପ୍ତ ହୋଇଛି
06:38 while loopରେ କଣ୍ଡିସନ୍, ସେମିକଲୋନ୍ ସହିତ ସମାପ୍ତ ହୁଏନାହିଁ
06:43 ଏବେ, C++ରେ ଏହି ପ୍ରୋଗ୍ରାମ୍ କେମିତି ଏକଜେକ୍ୟୁଟ୍ ହୁଏ, ଦେଖିବା
06:48 ଏହା ହେଉଛି C++ରେ ଆମ ହ୍ୱାଇଲ୍ ପ୍ରୋଗ୍ରାମ୍
06:52 C ପ୍ରୋଗ୍ରାମ୍ ଭଳି ଲଜିକ୍ ଏବଂ ଇପ୍ଲିମେଣ୍ଟେସନ୍ ସମାନ ଅଟେ
06:56 ଏଠାରେ କିଛି ପରିବର୍ତ୍ତନ ରହିଛି, ଯେମିତି ହେଡର୍ ଫାଇଲ୍ ଭାବେ stdio.h ସ୍ଥାନରେ iostream
07:04 ଆମେ using namespace stdର ଉପଯୋଗ କରି 'using' ଷ୍ଟେଟମେଣ୍ଟ ମିଶାଇଛେ ଏବଂ printf ଫଙ୍କସନ୍ ସ୍ଥାନରେ cout ଫଙ୍କସନ୍ ବ୍ୟବହାର କରିଛେ
07:16 C ପ୍ରୋଗ୍ରାମ୍ ଭଳି while ଲୁପ୍ ର ଷ୍ଟ୍ରକଚର୍ ସମାନ ଅଟେ
07:21 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
07:23 ଟର୍ମିନାଲ୍ କୁ ଫେରିଆସନ୍ତୁ
07:25 ମୁଁ ପ୍ରମ୍ପ୍ଟ କ୍ଲିଅର୍ କରିଦେଉଛି
07:28 ଏକଜେକ୍ୟୁଟ୍ କରିବା ପାଇଁ, g++ ସ୍ପେସ୍ while ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ while1 ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
07:38 ଡଟ୍ ସ୍ଲାସ ହ୍ୱାଇଲ୍ 1(./while1) ଟାଇପ୍ କରି ଏଣ୍ଟର ଦାବନ୍ତୁ
07:43 ଦେଖନ୍ତୁ, Cରେ ଆମ ହ୍ୱାଇଲ୍ ପ୍ରୋଗ୍ରାମ୍ ଭଳି ଆଉଟପୁଟ୍ ସମାନ ଅଟେ
07:48 ଏବେ, C++ରେ do... while ପ୍ରୋଗ୍ରାମ୍ ଦେଖିବା
07:52 ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
07:54 ଏଠାରେ ମଧ୍ୟ ସମାନ ପରିବର୍ତ୍ତନ କରାଯାଇଛି ଯେମିତିକି header file , using statement ଏବଂ cout ଫଙ୍କସନ୍
08:03 ବାକି ସବୁ ସମାନ ଅଟେ
08:06 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
08:08 ଟର୍ମିନାଲ୍ କୁ ଫେରିଆସନ୍ତୁ
08:10 ଟାଇପ୍ କରନ୍ତୁ g++ ସ୍ପେସ୍ do ହାଇଫେନ୍ while ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ do1. ଏଣ୍ଟର ଦାବନ୍ତୁ
08:19 dot slash do1 (./do1) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
08:23 ଦେଖନ୍ତୁ, C ରେ do...while ପ୍ରୋଗ୍ରାମ୍ ଭଳି ଆଉଟପୁଟ୍ ସମାନ ଅଟେ
08:28 ଏବେ ଆମେ କିଛି ସାଧାରଣ ଏରର୍ସ ଏବଂ ସେଗୁଡ଼ିକର ସମାଧାନ ଦେଖିବା
08:32 ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ
08:35 ମନେକରନ୍ତୁ, ଏଠାରେ ମୁଁ xର ଭାଲ୍ୟୁ ବଢ଼ାଇବି ନାହିଁ
08:41 ସେଭ୍ କ୍ଲିକ୍ କରନ୍ତୁ,କ’ଣ ଘଟୁଛି ଦେଖିବା
08:44 ଟର୍ମିନାଲ୍ କୁ ଫେରିଆସନ୍ତୁ,ମୁଁ ପ୍ରମ୍ପ୍ଟ କ୍ଲିଅର୍‍ କରିଦେଉଛି
08:47 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
08:50 ଦୁଇଥର ଅପ୍-ଏରୋ କୀ ଦାବନ୍ତୁ
08:54 ପୁଣିଥରେ ଅପ୍-ଏରୋ କୀ ଦାବନ୍ତୁ
08:57 ଆଉଟ୍ପୁଟ୍ ଏହିପରି ଡିସପ୍ଲେ ହେବ:
08:59 ଆମେ ଶୂନ୍ୟ ସଂଖ୍ୟା ଦେଖିପାରିବା, କାରଣ loopରେ ଟର୍ମିନେଟିଙ୍ଗ୍ କଣ୍ଡିଶନ୍ ନାହିଁ
09:07 ଏହାକୁ infinite loop କୁହାଯାଏ
09:10 Infinite loop ସିଷ୍ଟମ୍ ପ୍ରତିକ୍ରିୟାହୀନ କରିବାର କାରଣ ହୋଇପାରେ
09:14 ଏହା ପ୍ରୋଗ୍ରାମ୍ ର ସମସ୍ତ processors time ନଷ୍ଟ କରିବାର କାରଣ ହୋଇଥାଏ, କିନ୍ତୁ ଏହା ଟର୍ମିନେଟ୍ ହୋଇପାରେ
09:21 ପ୍ରୋଗ୍ରାମ୍ କୁ ଫେରିଯିବା. ଏରର୍ ଫିକ୍ସ କରିବା
09:25 x++ ଓ ସେମିକଲନ୍ ଟାଇପ୍ କରନ୍ତୁ
09:28 ସେଭ୍ କ୍ଲିକ୍ କରନ୍ତୁ. ପୁଣିଥରେ ଏକଜେକ୍ୟୁଟ୍ କରିବା
09:31 ଟର୍ମିନାଲ୍ କୁ ଫେରିଆସନ୍ତୁ
09:33 ଅପ୍-ଏରୋ କୀ ପ୍ରେସ୍ କରନ୍ତୁ
09:38 ହଁ, ଏହା କାମ କରୁଛି
09:40 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
09:43 ଆମ ସ୍ଲାଇଡ୍ସକୁ ଫେରିଯିବା
09:45 ସଂକ୍ଷିପ୍ତରେ
09:47 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ,
09:50 while loop,ଉଦାହରଣ: while(x is less than or equal to 10)
09:54 do….while loop
09:56 ଉଦାହରଣ: do statement block ଏବଂ
09:59 ଶେଷରେ ହ୍ୱାଇଲ୍ କଣ୍ଡିସନ୍‍
10:01 ଏକ ଆସାଇନ୍ମେଣ୍ଟ୍ ଭାବେ,
10:03 for ଲୁପ୍ସ ବ୍ୟବହାର କରି ନିମ୍ନୋକ୍ତ ପ୍ରିଣ୍ଟ୍ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
10:07 0 ରୁ 9
10:10 for loop ର ସିଣ୍ଟାକ୍ସ ହେଉଛି
10:12 for (variable initialization; variable condition; ଓ variable increment କିମ୍ୱା decrement)
10:20 ଏବଂ ଏଠାରେ ଲୁପ୍ ର ଢାଞ୍ଚା ରହିବ
10:24 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
10:27 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:30 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
10:33 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:35 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:38 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
10:42 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org)
10:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:51 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:58 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
11:02 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
11:08 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep