Difference between revisions of "C-and-Cpp/C2/Functions/Oriya"

From Script | Spoken-Tutorial
Jump to: navigation, search
 
(One intermediate revision by one other user not shown)
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
| 00:01
 
| 00:01
|| '''Functions ରେ C ଓ C++''' ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
+
||'''Functions ରେ C ଓ C++''' ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 +
 
 
|-
 
|-
 
| 00:06
 
| 00:06
 
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 +
 
|-
 
|-
 
| 00:09
 
| 00:09
||*ଏକ '''function''' କ’ଣ
+
||ଏକ '''function''' କ’ଣ
 +
 
 
|-
 
|-
 
| 00:11
 
| 00:11
||* ଏକ '''function'''ର ସିଣ୍ଟାକ୍ସ
+
||ଏକ '''function'''ର ସିଣ୍ଟାକ୍ସ
 +
 
 
|-
 
|-
 
| 00:13
 
| 00:13
||* “ରିଟର୍ନ ଷ୍ଟେଟମେଣ୍ଟ”ର ମହତ୍ୱ
+
||“ରିଟର୍ନ ଷ୍ଟେଟମେଣ୍ଟ”ର ମହତ୍ୱ
 +
 
 
|-
 
|-
 
| 00:16
 
| 00:16
|| ଏହା ଆମେ ଉଦାହରଣ ମାଧ୍ୟମରେ କରିବା |
+
||ଏହା ଆମେ ଉଦାହରଣ ମାଧ୍ୟମରେ କରିବା |
 +
 
 
|-
 
|-
 
| 00:18
 
| 00:18
|| କିଛି ସାଧାରଣ ଏରର୍ସ ଓ ତାହାର ସମାଧାନ ମଧ୍ୟ ଆମେ ଦେଖିବା |
+
||କିଛି ସାଧାରଣ ଏରର୍ସ ଓ ତାହାର ସମାଧାନ ମଧ୍ୟ ଆମେ ଦେଖିବା |
 +
 
 
|-
 
|-
 
| 00:22
 
| 00:22
|| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ,
+
||ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ,
 +
 
 
|-
 
|-
 
| 00:25
 
| 00:25
 
||ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦
 
||ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦
 +
 
|-
 
|-
 
|00:29
 
|00:29
|| '''gcc''' and '''g++ କମ୍ପାଇଲର୍''' ଭର୍ସନ୍  ୪.୬.୧ ବ୍ୟବହାର କରୁଛି |
+
||'''gcc''' and '''g++ କମ୍ପାଇଲର୍''' ଭର୍ସନ୍  ୪.୬.୧ ବ୍ୟବହାର କରୁଛି |
 +
 
 
|-
 
|-
 
|00:35
 
|00:35
|| '''function'''ର ପରିଚୟରୁ ଆରମ୍ଭ କରିବା |
+
||'''function'''ର ପରିଚୟରୁ ଆରମ୍ଭ କରିବା |
 +
 
 
|-
 
|-
 
|00:39
 
|00:39
|| ଗୋଟିଏ ଫଙ୍କସନ୍ ହେଉଛି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦିତ କରୁଥିବା ଆତ୍ମନିର୍ଭର ପ୍ରୋଗ୍ରାମ୍ |
+
||ଗୋଟିଏ ଫଙ୍କସନ୍ ହେଉଛି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦିତ କରୁଥିବା ଆତ୍ମନିର୍ଭର ପ୍ରୋଗ୍ରାମ୍ |
 +
 
 
|-
 
|-
 
| 00:45
 
| 00:45
|| ପ୍ରତ୍ୟେକ ପ୍ରୋଗ୍ରାମ୍ ରେ ଗୋଟିଏ କିମ୍ୱା ଅଧିକ '''functions''' ଥାଏ |
+
||ପ୍ରତ୍ୟେକ ପ୍ରୋଗ୍ରାମ୍ ରେ ଗୋଟିଏ କିମ୍ୱା ଅଧିକ '''functions''' ଥାଏ |
 +
 
 
|-
 
|-
 
| 00:49
 
| 00:49
|| ଥରେ ଏକଜେକ୍ୟୁଟ୍ ହୋଇଗଲେ, କଣ୍ଟ୍ରୋଲ୍ ଟି ଯେଉଁଠାରୁ ଆକ୍ସେସ୍ କରାଯାଇଥିଲା, ସେହିଠାକୁ ଫେରିଆସିବ |
+
||ଥରେ ଏକଜେକ୍ୟୁଟ୍ ହୋଇଗଲେ, କଣ୍ଟ୍ରୋଲ୍ ଟି ଯେଉଁଠାରୁ ଆକ୍ସେସ୍ କରାଯାଇଥିଲା, ସେହିଠାକୁ ଫେରିଆସିବ |
 +
 
 
|-
 
|-
 
| 00:55
 
| 00:55
|| “ଫଙ୍କସନ୍”ର ସିଣ୍ଟାକ୍ସ ଦେଖିବା |
+
||“ଫଙ୍କସନ୍”ର ସିଣ୍ଟାକ୍ସ ଦେଖିବା |
 +
 
 
|-
 
|-
 
| 00:59
 
| 00:59
|| “ଫଙ୍କସନ୍ ରିଟର୍ନ” କରୁଥିବା ଡାଟାର ପ୍ରକାରକୁ “ret-type” ପରିଭାଷିତ କରେ |
+
||“ଫଙ୍କସନ୍ ରିଟର୍ନ” କରୁଥିବା ଡାଟାର ପ୍ରକାରକୁ “ret-type” ପରିଭାଷିତ କରେ |
 +
 
 
|-
 
|-
 
| 01:05
 
| 01:05
 
||ଫଙ୍କସନ୍ ର ନାମକୁ “fun_name” ପରିଭାଷିତ କରେ |
 
||ଫଙ୍କସନ୍ ର ନାମକୁ “fun_name” ପରିଭାଷିତ କରେ |
 +
 
|-
 
|-
|01:09
+
| 01:09
|| “ଭେରିଏବଲ୍”ର ନାମ ଓ ସେଗୁଡ଼ିକର ପ୍ରକାରର ତାଲିକା ହେଉଛି “parameter” |
+
||“ଭେରିଏବଲ୍”ର ନାମ ଓ ସେଗୁଡ଼ିକର ପ୍ରକାରର ତାଲିକା ହେଉଛି “parameter” |
 +
 
 
|-
 
|-
 
| 01:14
 
| 01:14
|| ଆମେ ଏକ ଖାଲି ପାରାମିଟର୍ ତାଲିକା ନିର୍ଦ୍ଦିଷ୍ଟ କରିପାରିବା |
+
||ଆମେ ଏକ ଖାଲି ପାରାମିଟର୍ ତାଲିକା ନିର୍ଦ୍ଦିଷ୍ଟ କରିପାରିବା |
 +
 
 
|-
 
|-
 
| 01:18
 
| 01:18
|| ଏହାକୁ ଆର୍ଗୁମେଣ୍ଟସ୍ ବିନା ଫଙ୍କସନ୍ କୁହାଯାଏ |
+
||ଏହାକୁ ଆର୍ଗୁମେଣ୍ଟସ୍ ବିନା ଫଙ୍କସନ୍ କୁହାଯାଏ |
 +
 
 
|-
 
|-
 
| 01:21
 
| 01:21
|| ଆଉ ଏହାକୁ ଆର୍ଗୁମେଣ୍ଟସ୍ ସହ୍ସ ଫଙ୍କସନ୍ କୁହାଯାଏ |
+
||ଆଉ ଏହାକୁ ଆର୍ଗୁମେଣ୍ଟସ୍ ସହ୍ସ ଫଙ୍କସନ୍ କୁହାଯାଏ |
 +
 
 
|-
 
|-
|01:26
+
| 01:26
|| '''void ''' ବ୍ୟବହାର କରୁଥିବା ଏକ ପ୍ରୋଗ୍ରାମ୍ କୁ ଦେଖିବା |
+
||'''void ''' ବ୍ୟବହାର କରୁଥିବା ଏକ ପ୍ରୋଗ୍ରାମ୍ କୁ ଦେଖିବା |
 +
 
 
|-
 
|-
|01:29
+
| 01:29
|| ଏଡିଟର୍ ରେ ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି |
+
||ଏଡିଟର୍ ରେ ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି |
 +
 
 
|-
 
|-
|01:32
+
| 01:32
|| ମୁଁ ତାହାକୁ ଖୋଲୁଛି |
+
||ମୁଁ ତାହାକୁ ଖୋଲୁଛି |
 +
 
 
|-
 
|-
|01:35
+
| 01:35
|| ମୋ ଫାଇଲ୍ ର ନାମ ହେଉଛି '''function''' |
+
||ମୋ ଫାଇଲ୍ ର ନାମ ହେଉଛି '''function''' |
 +
 
 
|-
 
|-
 
| 01:38
 
| 01:38
|| ଆଉ ମୁଁ ଫାଇଲ୍ ଟିକୁ '''.c''' (dot c) ଏକ୍ସଟେନ୍ସନ୍ ସହ ସେଭ୍ କରିଛି |
+
||ଆଉ ମୁଁ ଫାଇଲ୍ ଟିକୁ '''.c''' (dot c) ଏକ୍ସଟେନ୍ସନ୍ ସହ ସେଭ୍ କରିଛି |
 +
 
 
|-
 
|-
 
| 01:43
 
| 01:43
|| ମୁଁ ଏକ କୋଡ୍ ଏକ୍ସପ୍ଲେନ୍ କରୁଛି |
+
||ମୁଁ ଏକ କୋଡ୍ ଏକ୍ସପ୍ଲେନ୍ କରୁଛି |
 +
 
 
|-
 
|-
 
| 01:45
 
| 01:45
|| ଏହା ହେଉଛି ଆମର “ହେଡର୍” ଫାଇଲ୍ |
+
||ଏହା ହେଉଛି ଆମର “ହେଡର୍” ଫାଇଲ୍ |
 +
 
 
|-
 
|-
|01:47
+
| 01:47
|| କୌଣସି “ଫଙ୍କସନ୍” ବ୍ୟବହାର କରିବା ପୂର୍ବରୁ ଏହାକୁ ପରିଭାଷିତ କରିବା ଦରକାର |
+
||କୌଣସି “ଫଙ୍କସନ୍” ବ୍ୟବହାର କରିବା ପୂର୍ବରୁ ଏହାକୁ ପରିଭାଷିତ କରିବା ଦରକାର |
 +
 
 
|-
 
|-
|01:51
+
| 01:51
|| ଏଠାରେ ଆମେ '''add''' ନାମକ ଏକ “ଫଙ୍କସନ୍”କୁ ପରିଭାଷିତ କରିଛେ |
+
||ଏଠାରେ ଆମେ '''add''' ନାମକ ଏକ “ଫଙ୍କସନ୍”କୁ ପରିଭାଷିତ କରିଛେ |
 +
 
 
|-
 
|-
|01:54
+
| 01:54
|| ଧ୍ୟାନଦିଅନ୍ତୁ ଯେ, '''add function''' କୌଣସି “ଆର୍ଗୁମେଣ୍ଟସ୍” ବିନା ଅଟେ |
+
||ଧ୍ୟାନଦିଅନ୍ତୁ ଯେ, '''add function''' କୌଣସି “ଆର୍ଗୁମେଣ୍ଟସ୍” ବିନା ଅଟେ |
 +
 
 
|-
 
|-
|01:58
+
| 01:58
|| ଆଉ ରିଟର୍ନ ଟାଇପ୍ ହେଉଛି '''void''' |
+
||ଆଉ ରିଟର୍ନ ଟାଇପ୍ ହେଉଛି '''void''' |
 +
 
 
|-
 
|-
 
| 02:01
 
| 02:01
|| ଏଠାରେ ଦୁଇ ପ୍ରକାରର ଫଙ୍କସନ୍ ଅଛି
+
||ଏଠାରେ ଦୁଇ ପ୍ରକାରର ଫଙ୍କସନ୍ ଅଛି
 +
 
 
|-
 
|-
 
| 02:03
 
| 02:03
|| '''User-defined''' ହେଉଛି ଆମର '''add function''' ଏବଂ  
+
||'''User-defined''' ହେଉଛି ଆମର '''add function''' ଏବଂ  
 +
 
 
|-
 
|-
 
| 02:06
 
| 02:06
|| '''Pre-defined''' ହେଉଛି '''printf''' ଓ '''main function '''.
+
||'''Pre-defined''' ହେଉଛି '''printf''' ଓ '''main function '''.
 +
 
 
|-
 
|-
 
| 02:12
 
| 02:12
|| ଏଠାରେ ଆମେ “a” ଓ “b”କୁ ୨ ଓ ୩ ଭାଲ୍ୟୁ ଦେଇ ଇନିଶିଆଲାଇଜ୍ କରିବା ସହ
+
||ଏଠାରେ ଆମେ “a” ଓ “b”କୁ ୨ ଓ ୩ ଭାଲ୍ୟୁ ଦେଇ ଇନିଶିଆଲାଇଜ୍ କରିବା ସହ
 +
 
 
|-
 
|-
 
| 02:19
 
| 02:19
 
|| ଏକ ଭେରିଏବଲ୍ “C” ଘୋଷିତ କରିଛେ |
 
|| ଏକ ଭେରିଏବଲ୍ “C” ଘୋଷିତ କରିଛେ |
 +
 
|-
 
|-
 
| 02:21
 
| 02:21
|| ତା’ପରେ ଆମେ a ଓ bର ଭାଲ୍ୟୁ ଆଡ୍ କରିଛେ |
+
||ତା’ପରେ ଆମେ a ଓ bର ଭାଲ୍ୟୁ ଆଡ୍ କରିଛେ |
 +
 
 
|-
 
|-
 
| 02:24
 
| 02:24
|| ପରିଣାମ Cରେ ଷ୍ଟୋର୍ ହୋଇଛି |
+
||ପରିଣାମ Cରେ ଷ୍ଟୋର୍ ହୋଇଛି |
 +
 
 
|-
 
|-
 
| 02:27
 
| 02:27
|| ଆମେ ରେଜଲ୍ଟ ପ୍ରିଣ୍ଟ କରିବା |
+
||ଆମେ ରେଜଲ୍ଟ ପ୍ରିଣ୍ଟ କରିବା |
 +
 
 
|-
 
|-
 
| 02:29
 
| 02:29
 
||ଏହା ହେଉଛି ଆମର '''main function''' |
 
||ଏହା ହେଉଛି ଆମର '''main function''' |
 +
 
|-
 
|-
 
| 02:32
 
| 02:32
|| ଏଠାରେ ଆମେ '''add''' ଫଙ୍କସନ୍ ଦର୍ଶାଉଛୁ |
+
||ଏଠାରେ ଆମେ '''add''' ଫଙ୍କସନ୍ ଦର୍ଶାଉଛୁ |
 +
 
 
|-
 
|-
 
| 02:34
 
| 02:34
|| ଆଡିଶନ୍ କାର୍ଯ୍ୟ ପ୍ରଦର୍ଶିତ ହୋଇ ରେଜଲ୍ଟ ପ୍ରିଣ୍ଟ ହେବ |
+
||ଆଡିଶନ୍ କାର୍ଯ୍ୟ ପ୍ରଦର୍ଶିତ ହୋଇ ରେଜଲ୍ଟ ପ୍ରିଣ୍ଟ ହେବ |
 +
 
 
|-
 
|-
 
| 02:39
 
| 02:39
|| ଏବେ, ସେଭ୍ ରେ କ୍ଲିକ୍ କରନ୍ତୁ |
+
||ଏବେ, ସେଭ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
| 02:42
 
| 02:42
|| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
+
||ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
 +
 
 
|-
 
|-
 
| 02:45
 
| 02:45
|| '''Ctrl,  Alt''' ଓ '''T '''କୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
+
||'''Ctrl,  Alt''' ଓ '''T '''କୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
 +
 
 
|-
 
|-
 
| 02:53
 
| 02:53
|| କମ୍ପାଇଲ୍ କରିବା ପାଇଁ “gcc ଫଙ୍କସନ୍ ଡଟ୍ c ହାଇଫେନ୍ o fun” ଟାଇପ୍ କରନ୍ତୁ |
+
||କମ୍ପାଇଲ୍ କରିବା ପାଇଁ “gcc ଫଙ୍କସନ୍ ଡଟ୍ c ହାଇଫେନ୍ o fun” ଟାଇପ୍ କରନ୍ତୁ |
 +
 
 
|-
 
|-
 
| 03:00
 
| 03:00
|| ଏକଜେକ୍ୟୁଟ୍ କରିବା ପାଇଁ '''./fun''' (ଡଟ୍ ସ୍ଲାଶ୍ fun) ଟାଇପ୍ କରନ୍ତୁ |
+
||ଏକଜେକ୍ୟୁଟ୍ କରିବା ପାଇଁ '''./fun''' (ଡଟ୍ ସ୍ଲାଶ୍ fun) ଟାଇପ୍ କରନ୍ତୁ |
 +
 
 
|-
 
|-
 
| 03:05
 
| 03:05
|| '''Sum of a and b is 5 ''' ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେବ |
+
||'''Sum of a and b is 5 ''' ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେବ |
 +
 
 
|-
 
|-
 
| 03:10
 
| 03:10
|| ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
+
||ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
 +
 
 
|-
 
|-
 
| 03:13
 
| 03:13
|| ଫଙ୍କସନ୍ ରେ '''parameters''' କିମ୍ୱା '''arguments''' ନାମକ ସ୍ପେସିଆଲ୍ ଆଇଡେଣ୍ଟିଫାୟର୍ସ ରହିଥାଏ |
+
||ଫଙ୍କସନ୍ ରେ '''parameters''' କିମ୍ୱା '''arguments''' ନାମକ ସ୍ପେସିଆଲ୍ ଆଇଡେଣ୍ଟିଫାୟର୍ସ ରହିଥାଏ |
 +
 
 
|-
 
|-
 
| 03:20
 
| 03:20
|| ଆର୍ଗୁମେଣ୍ଟସ୍ ସହ ସମାନ ଉଦାହରଣ ଦେଖିବା |
+
||ଆର୍ଗୁମେଣ୍ଟସ୍ ସହ ସମାନ ଉଦାହରଣ ଦେଖିବା |
 +
 
 
|-
 
|-
 
| 03:23
 
| 03:23
|| ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି |
+
||ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି |
 +
 
 
|-
 
|-
 
| 03:27
 
| 03:27
|| '''int add(int a, int b) ''' ଟାଇପ୍ କରନ୍ତୁ |
+
||'''int add(int a, int b) ''' ଟାଇପ୍ କରନ୍ତୁ |
 +
 
 
|-
 
|-
 
| 03:32
 
| 03:32
|| ଆମେ ଏଠାରେ ଏକ '''add''' ଫଙ୍କସନ୍ ଘୋଷଣା କରିଛେ |
+
||ଆମେ ଏଠାରେ ଏକ '''add''' ଫଙ୍କସନ୍ ଘୋଷଣା କରିଛେ |
 +
 
 
|-
 
|-
 
| 03:36
 
| 03:36
 
||'''int a''' ଓ '''int b''' ହେଉଛି '''add''' ଫଙ୍କସନ୍ ର '''arguments''' |
 
||'''int a''' ଓ '''int b''' ହେଉଛି '''add''' ଫଙ୍କସନ୍ ର '''arguments''' |
 +
 
|-
 
|-
 
| 03:41
 
| 03:41
||ଏହାକୁ ଡିଲିଟ୍ କରନ୍ତୁ |
+
||ଏହାକୁ ଡିଲିଟ୍ କରନ୍ତୁ | ଏଠାରେ a ଓ bକୁ ଇନିଶିଆଲାଇଜ୍ କରିବା ଆବଶ୍ୟକ ନାହିଁ |
|-
+
 
| 03:42
+
|| ଏଠାରେ a ଓ bକୁ ଇନିଶିଆଲାଇଜ୍ କରିବା ଆବଶ୍ୟକ ନାହିଁ |
+
 
|-
 
|-
 
| 03:46
 
| 03:46
|| ଫ୍ରିଣ୍ଟf ଷ୍ଟେଟମେଣ୍ଟକୁ ଡିଲିଟ୍ କରନ୍ତୁ |
+
||ଫ୍ରିଣ୍ଟf ଷ୍ଟେଟମେଣ୍ଟକୁ ଡିଲିଟ୍ କରନ୍ତୁ |
 +
 
 
|-
 
|-
 
| 03:49
 
| 03:49
 
||'''int main() ''' ଟାଇପ୍ କରନ୍ତୁ |
 
||'''int main() ''' ଟାଇପ୍ କରନ୍ତୁ |
 +
 
|-
 
|-
 
| 03:52
 
| 03:52
|| ଏକ ଭେରିଏବଲ୍ '''sum'''କୁ ଏଠାରେ ଘୋଷଣା କରିବା |
+
||ଏକ ଭେରିଏବଲ୍ '''sum'''କୁ ଏଠାରେ ଘୋଷଣା କରିବା |
 +
 
 
|-
 
|-
 
| 03:54
 
| 03:54
|| '''int sum; ''' ଟାଇପ୍ କରନ୍ତୁ |
+
||'''int sum; ''' ଟାଇପ୍ କରନ୍ତୁ |
 +
 
 
|-
 
|-
 
| 03:57
 
| 03:57
 
||ତା’ପରେ'''sum = add(5,4); ''' ଟାଇପ୍ କରନ୍ତୁ |
 
||ତା’ପରେ'''sum = add(5,4); ''' ଟାଇପ୍ କରନ୍ତୁ |
 +
 
|-
 
|-
 
| 04:03
 
| 04:03
|| ଏଠାରେ '''add function''' ଦର୍ଶାଇବା |
+
||ଏଠାରେ '''add function''' ଦର୍ଶାଇବା |
 +
 
 
|-
 
|-
 
| 04:05
 
| 04:05
|| ତା’ପରେ ୫ ଓ ୪ ଭାବରେ ପାରାମିଟର୍ ପାସ୍ କରିବା |
+
||ତା’ପରେ ୫ ଓ ୪ ଭାବରେ ପାରାମିଟର୍ ପାସ୍ କରିବା |
 +
 
 
|-
 
|-
 
| 04:10
 
| 04:10
 
||'''a'''ରେ ୫ ଓ ''' b'''ରେ ୪ ଷ୍ଟୋର୍ ହେବ |
 
||'''a'''ରେ ୫ ଓ ''' b'''ରେ ୪ ଷ୍ଟୋର୍ ହେବ |
 +
 
|-
 
|-
 
| 04:14
 
| 04:14
|| ଆଡିଶନ୍ କରାଯିବ |
+
||ଆଡିଶନ୍ କରାଯିବ |
 +
 
 
|-
 
|-
 
| 04:18
 
| 04:18
|| ଏବେ ରେଜଲ୍ଟ ପ୍ରିଣ୍ଟ କରିବା |
+
||ଏବେ ରେଜଲ୍ଟ ପ୍ରିଣ୍ଟ କରିବା |
 +
 
 
|-
 
|-
 
| 04:20
 
| 04:20
|| ଏଠାରେ
+
||ଏଠାରେ'''printf(“Sum is %d\n”, sum);''' ଟାଇପ୍ କରନ୍ତୁ |
|-
+
 
| 04:21
+
||'''printf(“Sum is %d\n”, sum);''' ଟାଇପ୍ କରନ୍ତୁ |
+
 
|-
 
|-
 
| 04:27
 
| 04:27
|| ଏହାକୁ ଡିଲିଟ୍ କରନ୍ତୁ, କାରଣ ଆମେ ଉପରେ ଫଙ୍କସନ୍ ଦର୍ଶାଇସାରିଛେ |
+
||ଏହାକୁ ଡିଲିଟ୍ କରନ୍ତୁ, କାରଣ ଆମେ ଉପରେ ଫଙ୍କସନ୍ ଦର୍ଶାଇସାରିଛେ |
 +
 
 
|-
 
|-
 
| 04:32
 
| 04:32
|| '''return 0;''' ଟାଇପ୍ କରନ୍ତୁ |
+
||'''return 0;''' ଟାଇପ୍ କରନ୍ତୁ |
 +
 
 
|-
 
|-
 
| 04:36
 
| 04:36
|| ଭାଲ୍ୟୁ ରିଟର୍ନ କରୁଥିବା “ରିଟର୍ନ” ଷ୍ଟେଟମେଣ୍ଟକୁ ଏକ '''non-void function''' ନିଶ୍ଚିତ ବ୍ୟବହାର କରିବା ଦରକାର |
+
||ଭାଲ୍ୟୁ ରିଟର୍ନ କରୁଥିବା “ରିଟର୍ନ” ଷ୍ଟେଟମେଣ୍ଟକୁ ଏକ '''non-void function''' ନିଶ୍ଚିତ ବ୍ୟବହାର କରିବା ଦରକାର |
 +
 
 
|-
 
|-
 
| 04:41
 
| 04:41
 
||ସେଭ୍ ରେ କ୍ଲିକ୍ କରନ୍ତୁ |
 
||ସେଭ୍ ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
| 04:43
 
| 04:43
|| ପ୍ରୋଗ୍ରାମ୍ କୁ ଏକଜେକ୍ୟୁଟ୍ କରିବା |
+
||ପ୍ରୋଗ୍ରାମ୍ କୁ ଏକଜେକ୍ୟୁଟ୍ କରିବା |
 +
 
 
|-
 
|-
 
| 04:45
 
| 04:45
|| ଆମ ଟର୍ମିନାଳ୍ କୁ ଫେରିଆସନ୍ତୁ |
+
||ଆମ ଟର୍ମିନାଳ୍ କୁ ଫେରିଆସନ୍ତୁ |
 +
 
 
|-
 
|-
 
| 04:48
 
| 04:48
|| ଏବେ ପୂର୍ବ ପରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରନ୍ତୁ |
+
||ଏବେ ପୂର୍ବ ପରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରନ୍ତୁ |
 +
 
 
|-
 
|-
 
| 04:50
 
| 04:50
|| ଏକଜେକ୍ୟୁଟ୍ କରିବା |
+
||ଏକଜେକ୍ୟୁଟ୍ କରିବା |
 +
 
 
|-
 
|-
 
| 04:52
 
| 04:52
|| '''Sum is 9 ''' ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା |
+
||'''Sum is 9 ''' ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା |
 +
 
 
|-
 
|-
 
| 04:57
 
| 04:57
|| ଏବେ, C++ରେ ଏହି ପ୍ରୋଗ୍ରାମ୍ କୁ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା |
+
||ଏବେ, C++ରେ ଏହି ପ୍ରୋଗ୍ରାମ୍ କୁ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା |
 +
 
 
|-
 
|-
 
| 05:02
 
| 05:02
|| ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
+
||ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
 +
 
 
|-
 
|-
 
| 05:04
 
| 05:04
|| ମୁଁ ଏଠାରେ କିଛି ଜିନିଷ ଚେଞ୍ଜ କରିବି |
+
||ମୁଁ ଏଠାରେ କିଛି ଜିନିଷ ଚେଞ୍ଜ କରିବି |
 +
 
 
|-
 
|-
 
| 05:07
 
| 05:07
|| ପ୍ରଥମେ, '''Shift, Ctrl ଓ S'''କୁ ଏକାସାଙ୍ଗରେ ଦାବନ୍ତୁ |
+
||ପ୍ରଥମେ, '''Shift, Ctrl ଓ S'''କୁ ଏକାସାଙ୍ଗରେ ଦାବନ୍ତୁ |
 +
 
 
|-
 
|-
 
| 05:12
 
| 05:12
|| ଏବେ, .cpp ଏକ୍ସଟେନ୍ସନ୍ ଦେଇ ଫାଇଲ୍ କୁ ସେଭ୍ କରନ୍ତୁ |
+
||ଏବେ, .cpp ଏକ୍ସଟେନ୍ସନ୍ ଦେଇ ଫାଇଲ୍ କୁ ସେଭ୍ କରନ୍ତୁ |
 +
 
 
|-
 
|-
 
| 05:18
 
| 05:18
|| ସେଭ୍ ରେ କ୍ଲିକ୍ କରନ୍ତୁ |
+
||ସେଭ୍ ରେ କ୍ଲିକ୍ କରନ୍ତୁ | ପ୍ରଥମେ ଆମେ ହେଡର୍ ଫାଇଲ୍ କୁ <iostream> ଭାବରେ ଚେଞ୍ଜ କରିବା |
|-
+
 
| 05:19
+
|| ପ୍ରଥମେ ଆମେ ହେଡର୍ ଫାଇଲ୍ କୁ <iostream> ଭାବରେ ଚେଞ୍ଜ କରିବା |
+
 
|-
 
|-
 
| 05:24
 
| 05:24
|| ଆମେ ଏଠାରେ '''using''' ଷ୍ଟେଟମେଣ୍ଟ ମିଶାଇବା |
+
||ଆମେ ଏଠାରେ '''using''' ଷ୍ଟେଟମେଣ୍ଟ ମିଶାଇବା |
 +
 
 
|-
 
|-
 
| 05:28
 
| 05:28
|| C++ରେ '''function declaration''' ସମାନ ଅଟେ |
+
||C++ରେ '''function declaration''' ସମାନ ଅଟେ |
 +
 
 
|-
 
|-
 
| 05:32
 
| 05:32
|| ତେଣୁ, ଏଠାରେ କିଛି ପରିବର୍ତ୍ତନ କରିବା ଦରକାର ନାହିଁ |
+
||ତେଣୁ, ଏଠାରେ କିଛି ପରିବର୍ତ୍ତନ କରିବା ଦରକାର ନାହିଁ |
 +
 
 
|-
 
|-
 
| 05:37
 
| 05:37
|| C++ ରେ ଗୋଟିଏ ଲାଇନ୍ ପ୍ରିଣ୍ଟ କରିବାକୁ ଆମେ cout<< ଫଙ୍କସନ୍ ବ୍ୟବହାର କରୁଥିବାରୁ ଏବେ cout ଷ୍ଟେଟମେଣ୍ଟ ସହିତ ”ପ୍ରିଣ୍ଟf” ଷ୍ଟେଟମେଣ୍ଟ ବଦଳାନ୍ତୁ |
+
||C++ ରେ ଗୋଟିଏ ଲାଇନ୍ ପ୍ରିଣ୍ଟ କରିବାକୁ ଆମେ cout<< ଫଙ୍କସନ୍ ବ୍ୟବହାର କରୁଥିବାରୁ ଏବେ cout ଷ୍ଟେଟମେଣ୍ଟ ସହିତ ”ପ୍ରିଣ୍ଟf” ଷ୍ଟେଟମେଣ୍ଟ ବଦଳାନ୍ତୁ |
 +
 
 
|-
 
|-
 
| 05:48
 
| 05:48
|| ଆମକୁ ଏଠାରେ '''format specifier''' ଓ '''\n''' ଦରକାର ନାହିଁ |  
+
||ଆମକୁ ଏଠାରେ '''format specifier''' ଓ '''\n''' ଦରକାର ନାହିଁ |  
 +
 
 
|-
 
|-
 
| 05:52
 
| 05:52
|| କମା ଡିଲିଟ୍ କରନ୍ତୁ |
+
||କମା ଡିଲିଟ୍ କରନ୍ତୁ |
 +
 
 
|-
 
|-
 
| 05:54
 
| 05:54
|| ଏବେ, ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
+
||ଏବେ, ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
 +
 
 
|-
 
|-
 
| 05:58
 
| 05:58
|| ସମ୍ ପରେ, ପୁଣିଥରେ ଦୁଇଟି ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
+
||ସମ୍ ପରେ, ପୁଣିଥରେ ଦୁଇଟି ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
 +
 
 
|-
 
|-
 
| 06:03
 
| 06:03
|| ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ n ଟାଇପ୍ କରନ୍ତୁ |
+
||ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ n ଟାଇପ୍ କରନ୍ତୁ |
 +
 
 
|-
 
|-
 
| 06:07
 
| 06:07
|| ଏହି କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ |
+
||ଏହି କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ |
 +
 
 
|-
 
|-
 
| 06:09
 
| 06:09
|| ସେଭ୍ କ୍ଲିକ୍ କରନ୍ତୁ |
+
||ସେଭ୍ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
| 06:11
 
| 06:11
|| ଏବେ ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରିବା |
+
||ଏବେ ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରିବା |
 +
 
 
|-
 
|-
 
| 06:14
 
| 06:14
|| ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
+
||ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
 +
 
 
|-
 
|-
 
| 06:16
 
| 06:16
|| '''g++ ଫଙ୍କସନ୍ ଡଟ୍ cpp ହାଇଫେନ୍ o fun1''' ଟାଇପ୍ କରନ୍ତୁ |
+
||'''g++ ଫଙ୍କସନ୍ ଡଟ୍ cpp ହାଇଫେନ୍ o fun1''' ଟାଇପ୍ କରନ୍ତୁ |
 +
 
 
|-
 
|-
 
| 06:23
 
| 06:23
|| ଆମେ, ଫାଇଲ୍ '''fun'''କୁ ଓଭର୍ ରାଇଟ୍ କରିବାକୁ ଚାହୁଁ ନଥିବାରୁ ଏଠାରେ '''fun1''' ରଖିଛେ |
+
||ଆମେ, ଫାଇଲ୍ '''fun'''କୁ ଓଭର୍ ରାଇଟ୍ କରିବାକୁ ଚାହୁଁ ନଥିବାରୁ ଏଠାରେ '''fun1''' ରଖିଛେ |
 +
 
 
|-
 
|-
 
| 06:31
 
| 06:31
|| ଏଣ୍ଟର୍ ଦାବନ୍ତୁ |
+
||ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 06:34
 
| 06:34
|| '''./ (ଡଟ୍ ସ୍ଲାଶ୍)fun1''' ଟାଇପ୍ କରନ୍ତୁ |
+
||'''./ (ଡଟ୍ ସ୍ଲାଶ୍)fun1''' ଟାଇପ୍ କରନ୍ତୁ |
 +
 
 
|-
 
|-
 
| 06:38
 
| 06:38
|| ଆଉଟପୁଟ୍ ପ୍ରଦର୍ଶିତ ହେଲା: Sum is 9
+
||ଆଉଟପୁଟ୍ ପ୍ରଦର୍ଶିତ ହେଲା: Sum is 9
 +
 
 
|-
 
|-
 
| 06:42
 
| 06:42
|| ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ |
+
||ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ |
 +
 
 
|-
 
|-
 
| 06:47
 
| 06:47
|| ଧରନ୍ତୁ, ଏଠାରେ ଆମେ ୪ ସ୍ଥାନରେ x ଟାଇପ୍ କଲେ |
+
||ଧରନ୍ତୁ, ଏଠାରେ ଆମେ ୪ ସ୍ଥାନରେ x ଟାଇପ୍ କଲେ |
 +
 
 
|-
 
|-
 
| 06:51
 
| 06:51
|| ଅନ୍ୟ ସବୁ କୋଡ୍ ଗୁଡ଼ିକୁ ଅପରିବର୍ତ୍ତିତ ରଖିବା |
+
||ଅନ୍ୟ ସବୁ କୋଡ୍ ଗୁଡ଼ିକୁ ଅପରିବର୍ତ୍ତିତ ରଖିବା |
 +
 
 
|-
 
|-
 
| 06:55
 
| 06:55
|| ସେଭ୍ ରେ କ୍ଲିକ୍ କରନ୍ତୁ |
+
||ସେଭ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
| 06:58
 
| 06:58
|| ପ୍ରୋଗ୍ରାମ୍ କମ୍ପାଇଲ୍ କରନ୍ତୁ |
+
||ପ୍ରୋଗ୍ରାମ୍ କମ୍ପାଇଲ୍ କରନ୍ତୁ |
 +
 
 
|-
 
|-
 
| 07:02
 
| 07:02
|| ଆମେ ୧୦ ନଂ. ଲାଇନ୍ ରେ ଏକ ଏରର୍ ଦେଖୁ |
+
||ଆମେ ୧୦ ନଂ. ଲାଇନ୍ ରେ ଏକ ଏରର୍ ଦେଖୁ |
 +
 
 
|-
 
|-
 
| 07:06
 
| 07:06
 
||ଏହି ସ୍କୋପ୍ ରେ x ଘୋଷିତ କରାଯାଇନଥିଲା |
 
||ଏହି ସ୍କୋପ୍ ରେ x ଘୋଷିତ କରାଯାଇନଥିଲା |
 +
 
|-
 
|-
 
| 07:09
 
| 07:09
|| ଏହା ଏଥିପାଇଁ କାରଣ, x ହେଉଛି ଏକ କ୍ୟାରେକ୍ଟର୍ ଭେରିଏବଲ୍ |
+
||ଏହା ଏଥିପାଇଁ କାରଣ, x ହେଉଛି ଏକ କ୍ୟାରେକ୍ଟର୍ ଭେରିଏବଲ୍ |
 +
 
 
|-
 
|-
 
| 07:13
 
| 07:13
|| ଏହା କେଉଁଠାରେବି ଘୋଷିତ ହୋଇନାହିଁ |
+
||ଏହା କେଉଁଠାରେବି ଘୋଷିତ ହୋଇନାହିଁ |
 +
 
 
|-
 
|-
 
| 07:15
 
| 07:15
|| ଆଉ ଆମ “ଆଡ୍” ଫଙ୍କସନ୍ ରେ ଏକ “ଆର୍ଗୁମେଣ୍ଟ” ଭାବରେ “ଇଣ୍ଟିଜର୍” ଭେରିଏବଲ୍ ଥିବାରୁ
+
||ଆଉ ଆମ “ଆଡ୍” ଫଙ୍କସନ୍ ରେ ଏକ “ଆର୍ଗୁମେଣ୍ଟ” ଭାବରେ “ଇଣ୍ଟିଜର୍” ଭେରିଏବଲ୍ ଥିବାରୁ
 +
 
 
|-
 
|-
 
| 07:21
 
| 07:21
|| “ରିଟର୍ନ ଟାଇପ୍” ଓ “ରିଟର୍ନ ଭାଲ୍ୟୁ”ରେ ଅନ୍ତର ରହିଛି |
+
||“ରିଟର୍ନ ଟାଇପ୍” ଓ “ରିଟର୍ନ ଭାଲ୍ୟୁ”ରେ ଅନ୍ତର ରହିଛି |
 +
 
 
|-
 
|-
 
| 07:25
 
| 07:25
|| ଏବେ, ଆମ ପ୍ରୋଗ୍ରାମ୍ କୁ ଫେରି ଆସନ୍ତୁ |
+
||ଏବେ, ଆମ ପ୍ରୋଗ୍ରାମ୍ କୁ ଫେରି ଆସନ୍ତୁ |
 +
 
 
|-
 
|-
 
| 07:27
 
| 07:27
|| ଏରର୍ ଫିକ୍ସ କରିବା |
+
||ଏରର୍ ଫିକ୍ସ କରିବା |
 +
 
 
|-
 
|-
 
| 07:30
 
| 07:30
|| ଲାଇନ୍ ନଂ. ୧୦ରେ ୪ ଟାଇପ୍ କରନ୍ତୁ |
+
||ଲାଇନ୍ ନଂ. ୧୦ରେ ୪ ଟାଇପ୍ କରନ୍ତୁ |
 +
 
 
|-
 
|-
 
| 07:32
 
| 07:32
|| ସେଭ୍ ରେ କ୍ଲିକ୍ କରନ୍ତୁ |
+
||ସେଭ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
| 07:35
 
| 07:35
|| ପୁଣିଥରେ ଏକଜେକ୍ୟୁଟ୍ କରିବା |
+
||ପୁଣିଥରେ ଏକଜେକ୍ୟୁଟ୍ କରିବା |
 +
 
 
|-
 
|-
 
| 07:37
 
| 07:37
|| ଚଲନ୍ତୁ ପ୍ରମ୍ପ୍ଟ କ୍ଲିଅର୍ କରିଦେବା |
+
||ଚଲନ୍ତୁ ପ୍ରମ୍ପ୍ଟ କ୍ଲିଅର୍ କରିଦେବା |
 +
 
 
|-
 
|-
 
| 07:40
 
| 07:40
|| ପୂର୍ବପରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରନ୍ତୁ |
+
||ପୂର୍ବପରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରନ୍ତୁ |
 +
 
 
|-
 
|-
 
| 07:42
 
| 07:42
|| ହଁ! ଏହା କାମ କରୁଛି |
+
||ହଁ! ଏହା କାମ କରୁଛି |
 +
 
 
|-
 
|-
 
| 07:45
 
| 07:45
|| ଆମେ ଏବେ ଆଉ ଏକ ସାଧାରଣ ଏରର୍ ଦେଖିବା, ଯାହା ଦେଖାଦେଇପାରେ |
+
||ଆମେ ଏବେ ଆଉ ଏକ ସାଧାରଣ ଏରର୍ ଦେଖିବା, ଯାହା ଦେଖାଦେଇପାରେ |
 +
 
 
|-
 
|-
 
| 07:50
 
| 07:50
|| ଧରନ୍ତୁ, ଆମେ ଏଠାରେ କେବଳ ଗୋଟିଏ ପାରାମିଟାର୍ ପାସ୍ କରିବା |
+
||ଧରନ୍ତୁ, ଆମେ ଏଠାରେ କେବଳ ଗୋଟିଏ ପାରାମିଟାର୍ ପାସ୍ କରିବା |
 +
 
 
|-
 
|-
 
| 07:55
 
| 07:55
|| ୪ ଡିଲିଟ୍ କରନ୍ତୁ |
+
||୪ ଡିଲିଟ୍ କରନ୍ତୁ | ସେଭ୍ ରେ କ୍ଲିକ୍ କରନ୍ତୁ |
|-
+
 
| 07:56
+
|| ସେଭ୍ ରେ କ୍ଲିକ୍ କରନ୍ତୁ |
+
 
|-
 
|-
 
| 07:58
 
| 07:58
|| ଟର୍ମିନାଲ୍ କୁ ସ୍ୱିଚ୍ କରନ୍ତୁ |
+
||ଟର୍ମିନାଲ୍ କୁ ସ୍ୱିଚ୍ କରନ୍ତୁ |
 +
 
 
|-
 
|-
 
| 08:00
 
| 08:00
|| କମ୍ପାଇଲ୍ କରିବା |
+
||କମ୍ପାଇଲ୍ କରିବା | ଆମେ ଲାଇନ୍ ୧୦ରେ ଏକ ଏରର୍ ଦେଖୁ |
|-
+
 
| 08:01
+
|| ଆମେ ଲାଇନ୍ ୧୦ରେ ଏକ ଏରର୍ ଦେଖୁ |
+
 
|-
 
|-
 
| 08:06
 
| 08:06
 
||'''too few arguments to function 'int add (int, int)' '' |
 
||'''too few arguments to function 'int add (int, int)' '' |
 +
 
|-
 
|-
 
| 08:11
 
| 08:11
|| ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
+
||ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
 +
 
 
|-
 
|-
 
| 08:14
 
| 08:14
|| ଆମ ପାଖରେ ଦୁଇଟି ପାରାମିଟର୍ ଥିବାର ଆମେ ଦେଖୁ |
+
||ଆମ ପାଖରେ ଦୁଇଟି ପାରାମିଟର୍ ଥିବାର ଆମେ ଦେଖୁ |
 +
 
 
|-
 
|-
 
| 08:19
 
| 08:19
|'''int a '''ଓ '''int b. '''
+
||'''int a '''ଓ '''int b. '''
 +
 
 
|-
 
|-
 
| 08:22
 
| 08:22
|| ଆଉ ଏଠାରେ ଆମେ କେବଳ ଗୋଟିଏ ପାରାମିଟର୍ ପାସ୍ କରୁଛେ |
+
||ଆଉ ଏଠାରେ ଆମେ କେବଳ ଗୋଟିଏ ପାରାମିଟର୍ ପାସ୍ କରୁଛେ |
 +
 
 
|-
 
|-
 
| 08:25
 
| 08:25
|| ତେଣୁ, ଏହା ଏକ ଏରର୍ ଦିଏ |
+
||ତେଣୁ, ଏହା ଏକ ଏରର୍ ଦିଏ |
 +
 
 
|-
 
|-
 
| 08:27
 
| 08:27
|| ଚାଲନ୍ତୁ, ଏରର୍ ଫିକ୍ସ କରିବା |
+
||ଚାଲନ୍ତୁ, ଏରର୍ ଫିକ୍ସ କରିବା |
 +
 
 
|-
 
|-
 
| 08:29
 
| 08:29
|| ୪ ଟାଇପ୍ କରନ୍ତୁ |
+
||୪ ଟାଇପ୍ କରନ୍ତୁ |
 +
 
 
|-
 
|-
 
| 08:31
 
| 08:31
|| ସେଭ୍ ରେ କ୍ଲିକ୍ କରନ୍ତୁ |
+
||ସେଭ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
| 08:34
 
| 08:34
|| ଟର୍ମିନାଲ୍ କୁ ସ୍ୱିଚ୍ କରନ୍ତୁ |
+
||ଟର୍ମିନାଲ୍ କୁ ସ୍ୱିଚ୍ କରନ୍ତୁ |
 +
 
 
|-
 
|-
 
| 08:36
 
| 08:36
 
|| ପୁଣିଥରେ ଏକଜେକ୍ୟୁଟ୍ କରିବା |
 
|| ପୁଣିଥରେ ଏକଜେକ୍ୟୁଟ୍ କରିବା |
 +
 
|-
 
|-
 
| 08:39
 
| 08:39
 
|| ହଁ! ଏହା କାମ କରୁଛି |
 
|| ହଁ! ଏହା କାମ କରୁଛି |
 +
 
|-
 
|-
 
| 08:42
 
| 08:42
|| ଆମ ସ୍ଲାଇଡ୍ସକୁ ଫେରିଆସନ୍ତୁ |
+
||ଆମ ସ୍ଲାଇଡ୍ସକୁ ଫେରିଆସନ୍ତୁ |
 +
 
 
|-
 
|-
 
| 08:44
 
| 08:44
|| ସଂକ୍ଷେପରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
+
||ସଂକ୍ଷେପରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
 +
 
 
|-
 
|-
 
| 08:49
 
| 08:49
|*'''ଫଙ୍କସନ୍'''
+
||'''ଫଙ୍କସନ୍''' ''' ଫଙ୍କସନ୍'''ର ସିଣ୍ଟାକ୍ସ
|-
+
 
| 08:50
+
|* ''' ଫଙ୍କସନ୍'''ର ସିଣ୍ଟାକ୍ସ
+
 
|-
 
|-
 
| 08:51
 
| 08:51
|*'''ଆର୍ଗୁମେଣ୍ଟ ବିନା ଫଙ୍କସନ୍'''
+
||'''ଆର୍ଗୁମେଣ୍ଟ ବିନା ଫଙ୍କସନ୍'''
 +
 
 
|-
 
|-
 
| 08:53
 
| 08:53
|| ଯେପରି- void add()  
+
||ଯେପରି- void add()  
 +
 
 
|-
 
|-
 
| 08:55
 
| 08:55
|| ଆର୍ଗୁମେଣ୍ଟସ୍ ସହିତ ଫଙ୍କସନ୍  
+
||ଆର୍ଗୁମେଣ୍ଟସ୍ ସହିତ ଫଙ୍କସନ୍  
 +
 
 
|-
 
|-
 
| 08:57
 
| 08:57
|ଯେପରି- int add(int a, int b)  
+
||ଯେପରି- int add(int a, int b)  
 +
 
 
|-
 
|-
 
| 09:02
 
| 09:02
||ଏକ ଆସାଇନମେଣ୍ଟ ଭାବରେ-  
+
||ଏକ ଆସାଇନମେଣ୍ଟ ଭାବରେ- ଗୋଟିଏ ସଂଖ୍ୟାର ବର୍ଗ ଗଣନା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
|-
+
 
| 09:03
+
|| ଗୋଟିଏ ସଂଖ୍ୟାର ବର୍ଗ ଗଣନା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
+
 
|-
 
|-
 
| 09:07
 
| 09:07
 
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
 
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
 +
 
|-
 
|-
 
| 09:11
 
| 09:11
|| ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
+
||ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
 +
 
 
|-
 
|-
 
| 09:14
 
| 09:14
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
+
||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
 +
 
 
|-
 
|-
 
| 09:18
 
| 09:18
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ :
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ :
 +
 
 
|-
 
|-
 
| 09:21
 
| 09:21
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
 +
 
 
|-
 
|-
 
| 09:24
 
| 09:24
|| ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
+
||ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
 +
 
 
|-
 
|-
 
| 09:28
 
| 09:28
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
+
||ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
 +
 
 
|-
 
|-
|09:35
+
| 09:35
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
 +
 
 
|-
 
|-
 
| 09:40
 
| 09:40
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
+
||ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 +
 
 
|-
 
|-
 
| 09:47
 
| 09:47
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି |
+
||ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି |
 +
 
 
|-
 
|-
 
| 09:52
 
| 09:52
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
+
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
 +
 
 
|-
 
|-
 
| 09:55
 
| 09:55
 
||ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 
||ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 +
|}

Latest revision as of 10:55, 3 April 2017

Time Narration
00:01 Functions ରେ C ଓ C++ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 ଏକ function କ’ଣ
00:11 ଏକ functionର ସିଣ୍ଟାକ୍ସ
00:13 “ରିଟର୍ନ ଷ୍ଟେଟମେଣ୍ଟ”ର ମହତ୍ୱ
00:16 ଏହା ଆମେ ଉଦାହରଣ ମାଧ୍ୟମରେ କରିବା |
00:18 କିଛି ସାଧାରଣ ଏରର୍ସ ଓ ତାହାର ସମାଧାନ ମଧ୍ୟ ଆମେ ଦେଖିବା |
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ,
00:25 ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦
00:29 gcc and g++ କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି |
00:35 functionର ପରିଚୟରୁ ଆରମ୍ଭ କରିବା |
00:39 ଗୋଟିଏ ଫଙ୍କସନ୍ ହେଉଛି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦିତ କରୁଥିବା ଆତ୍ମନିର୍ଭର ପ୍ରୋଗ୍ରାମ୍ |
00:45 ପ୍ରତ୍ୟେକ ପ୍ରୋଗ୍ରାମ୍ ରେ ଗୋଟିଏ କିମ୍ୱା ଅଧିକ functions ଥାଏ |
00:49 ଥରେ ଏକଜେକ୍ୟୁଟ୍ ହୋଇଗଲେ, କଣ୍ଟ୍ରୋଲ୍ ଟି ଯେଉଁଠାରୁ ଆକ୍ସେସ୍ କରାଯାଇଥିଲା, ସେହିଠାକୁ ଫେରିଆସିବ |
00:55 “ଫଙ୍କସନ୍”ର ସିଣ୍ଟାକ୍ସ ଦେଖିବା |
00:59 “ଫଙ୍କସନ୍ ରିଟର୍ନ” କରୁଥିବା ଡାଟାର ପ୍ରକାରକୁ “ret-type” ପରିଭାଷିତ କରେ |
01:05 ଫଙ୍କସନ୍ ର ନାମକୁ “fun_name” ପରିଭାଷିତ କରେ |
01:09 “ଭେରିଏବଲ୍”ର ନାମ ଓ ସେଗୁଡ଼ିକର ପ୍ରକାରର ତାଲିକା ହେଉଛି “parameter” |
01:14 ଆମେ ଏକ ଖାଲି ପାରାମିଟର୍ ତାଲିକା ନିର୍ଦ୍ଦିଷ୍ଟ କରିପାରିବା |
01:18 ଏହାକୁ ଆର୍ଗୁମେଣ୍ଟସ୍ ବିନା ଫଙ୍କସନ୍ କୁହାଯାଏ |
01:21 ଆଉ ଏହାକୁ ଆର୍ଗୁମେଣ୍ଟସ୍ ସହ୍ସ ଫଙ୍କସନ୍ କୁହାଯାଏ |
01:26 void ବ୍ୟବହାର କରୁଥିବା ଏକ ପ୍ରୋଗ୍ରାମ୍ କୁ ଦେଖିବା |
01:29 ଏଡିଟର୍ ରେ ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି |
01:32 ମୁଁ ତାହାକୁ ଖୋଲୁଛି |
01:35 ମୋ ଫାଇଲ୍ ର ନାମ ହେଉଛି function |
01:38 ଆଉ ମୁଁ ଫାଇଲ୍ ଟିକୁ .c (dot c) ଏକ୍ସଟେନ୍ସନ୍ ସହ ସେଭ୍ କରିଛି |
01:43 ମୁଁ ଏକ କୋଡ୍ ଏକ୍ସପ୍ଲେନ୍ କରୁଛି |
01:45 ଏହା ହେଉଛି ଆମର “ହେଡର୍” ଫାଇଲ୍ |
01:47 କୌଣସି “ଫଙ୍କସନ୍” ବ୍ୟବହାର କରିବା ପୂର୍ବରୁ ଏହାକୁ ପରିଭାଷିତ କରିବା ଦରକାର |
01:51 ଏଠାରେ ଆମେ add ନାମକ ଏକ “ଫଙ୍କସନ୍”କୁ ପରିଭାଷିତ କରିଛେ |
01:54 ଧ୍ୟାନଦିଅନ୍ତୁ ଯେ, add function କୌଣସି “ଆର୍ଗୁମେଣ୍ଟସ୍” ବିନା ଅଟେ |
01:58 ଆଉ ରିଟର୍ନ ଟାଇପ୍ ହେଉଛି void |
02:01 ଏଠାରେ ଦୁଇ ପ୍ରକାରର ଫଙ୍କସନ୍ ଅଛି
02:03 User-defined ହେଉଛି ଆମର add function ଏବଂ
02:06 Pre-defined ହେଉଛି printfmain function .
02:12 ଏଠାରେ ଆମେ “a” ଓ “b”କୁ ୨ ଓ ୩ ଭାଲ୍ୟୁ ଦେଇ ଇନିଶିଆଲାଇଜ୍ କରିବା ସହ
02:19 ଏକ ଭେରିଏବଲ୍ “C” ଘୋଷିତ କରିଛେ |
02:21 ତା’ପରେ ଆମେ a ଓ bର ଭାଲ୍ୟୁ ଆଡ୍ କରିଛେ |
02:24 ପରିଣାମ Cରେ ଷ୍ଟୋର୍ ହୋଇଛି |
02:27 ଆମେ ରେଜଲ୍ଟ ପ୍ରିଣ୍ଟ କରିବା |
02:29 ଏହା ହେଉଛି ଆମର main function |
02:32 ଏଠାରେ ଆମେ add ଫଙ୍କସନ୍ ଦର୍ଶାଉଛୁ |
02:34 ଆଡିଶନ୍ କାର୍ଯ୍ୟ ପ୍ରଦର୍ଶିତ ହୋଇ ରେଜଲ୍ଟ ପ୍ରିଣ୍ଟ ହେବ |
02:39 ଏବେ, ସେଭ୍ ରେ କ୍ଲିକ୍ କରନ୍ତୁ |
02:42 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
02:45 Ctrl, AltT କୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
02:53 କମ୍ପାଇଲ୍ କରିବା ପାଇଁ “gcc ଫଙ୍କସନ୍ ଡଟ୍ c ହାଇଫେନ୍ o fun” ଟାଇପ୍ କରନ୍ତୁ |
03:00 ଏକଜେକ୍ୟୁଟ୍ କରିବା ପାଇଁ ./fun (ଡଟ୍ ସ୍ଲାଶ୍ fun) ଟାଇପ୍ କରନ୍ତୁ |
03:05 Sum of a and b is 5 ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେବ |
03:10 ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
03:13 ଫଙ୍କସନ୍ ରେ parameters କିମ୍ୱା arguments ନାମକ ସ୍ପେସିଆଲ୍ ଆଇଡେଣ୍ଟିଫାୟର୍ସ ରହିଥାଏ |
03:20 ଆର୍ଗୁମେଣ୍ଟସ୍ ସହ ସମାନ ଉଦାହରଣ ଦେଖିବା |
03:23 ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି |
03:27 int add(int a, int b) ଟାଇପ୍ କରନ୍ତୁ |
03:32 ଆମେ ଏଠାରେ ଏକ add ଫଙ୍କସନ୍ ଘୋଷଣା କରିଛେ |
03:36 int aint b ହେଉଛି add ଫଙ୍କସନ୍ ର arguments |
03:41 ଏହାକୁ ଡିଲିଟ୍ କରନ୍ତୁ | ଏଠାରେ a ଓ bକୁ ଇନିଶିଆଲାଇଜ୍ କରିବା ଆବଶ୍ୟକ ନାହିଁ |
03:46 ଫ୍ରିଣ୍ଟf ଷ୍ଟେଟମେଣ୍ଟକୁ ଡିଲିଟ୍ କରନ୍ତୁ |
03:49 int main() ଟାଇପ୍ କରନ୍ତୁ |
03:52 ଏକ ଭେରିଏବଲ୍ sumକୁ ଏଠାରେ ଘୋଷଣା କରିବା |
03:54 int sum; ଟାଇପ୍ କରନ୍ତୁ |
03:57 ତା’ପରେsum = add(5,4); ଟାଇପ୍ କରନ୍ତୁ |
04:03 ଏଠାରେ add function ଦର୍ଶାଇବା |
04:05 ତା’ପରେ ୫ ଓ ୪ ଭାବରେ ପାରାମିଟର୍ ପାସ୍ କରିବା |
04:10 aରେ ୫ ଓ bରେ ୪ ଷ୍ଟୋର୍ ହେବ |
04:14 ଆଡିଶନ୍ କରାଯିବ |
04:18 ଏବେ ରେଜଲ୍ଟ ପ୍ରିଣ୍ଟ କରିବା |
04:20 ଏଠାରେprintf(“Sum is %d\n”, sum); ଟାଇପ୍ କରନ୍ତୁ |
04:27 ଏହାକୁ ଡିଲିଟ୍ କରନ୍ତୁ, କାରଣ ଆମେ ଉପରେ ଫଙ୍କସନ୍ ଦର୍ଶାଇସାରିଛେ |
04:32 return 0; ଟାଇପ୍ କରନ୍ତୁ |
04:36 ଭାଲ୍ୟୁ ରିଟର୍ନ କରୁଥିବା “ରିଟର୍ନ” ଷ୍ଟେଟମେଣ୍ଟକୁ ଏକ non-void function ନିଶ୍ଚିତ ବ୍ୟବହାର କରିବା ଦରକାର |
04:41 ସେଭ୍ ରେ କ୍ଲିକ୍ କରନ୍ତୁ |
04:43 ପ୍ରୋଗ୍ରାମ୍ କୁ ଏକଜେକ୍ୟୁଟ୍ କରିବା |
04:45 ଆମ ଟର୍ମିନାଳ୍ କୁ ଫେରିଆସନ୍ତୁ |
04:48 ଏବେ ପୂର୍ବ ପରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରନ୍ତୁ |
04:50 ଏକଜେକ୍ୟୁଟ୍ କରିବା |
04:52 Sum is 9 ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା |
04:57 ଏବେ, C++ରେ ଏହି ପ୍ରୋଗ୍ରାମ୍ କୁ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା |
05:02 ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
05:04 ମୁଁ ଏଠାରେ କିଛି ଜିନିଷ ଚେଞ୍ଜ କରିବି |
05:07 ପ୍ରଥମେ, Shift, Ctrl ଓ Sକୁ ଏକାସାଙ୍ଗରେ ଦାବନ୍ତୁ |
05:12 ଏବେ, .cpp ଏକ୍ସଟେନ୍ସନ୍ ଦେଇ ଫାଇଲ୍ କୁ ସେଭ୍ କରନ୍ତୁ |
05:18 ସେଭ୍ ରେ କ୍ଲିକ୍ କରନ୍ତୁ | ପ୍ରଥମେ ଆମେ ହେଡର୍ ଫାଇଲ୍ କୁ <iostream> ଭାବରେ ଚେଞ୍ଜ କରିବା |
05:24 ଆମେ ଏଠାରେ using ଷ୍ଟେଟମେଣ୍ଟ ମିଶାଇବା |
05:28 C++ରେ function declaration ସମାନ ଅଟେ |
05:32 ତେଣୁ, ଏଠାରେ କିଛି ପରିବର୍ତ୍ତନ କରିବା ଦରକାର ନାହିଁ |
05:37 C++ ରେ ଗୋଟିଏ ଲାଇନ୍ ପ୍ରିଣ୍ଟ କରିବାକୁ ଆମେ cout<< ଫଙ୍କସନ୍ ବ୍ୟବହାର କରୁଥିବାରୁ ଏବେ cout ଷ୍ଟେଟମେଣ୍ଟ ସହିତ ”ପ୍ରିଣ୍ଟf” ଷ୍ଟେଟମେଣ୍ଟ ବଦଳାନ୍ତୁ |
05:48 ଆମକୁ ଏଠାରେ format specifier\n ଦରକାର ନାହିଁ |
05:52 କମା ଡିଲିଟ୍ କରନ୍ତୁ |
05:54 ଏବେ, ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
05:58 ସମ୍ ପରେ, ପୁଣିଥରେ ଦୁଇଟି ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
06:03 ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ n ଟାଇପ୍ କରନ୍ତୁ |
06:07 ଏହି କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ |
06:09 ସେଭ୍ କ୍ଲିକ୍ କରନ୍ତୁ |
06:11 ଏବେ ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରିବା |
06:14 ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
06:16 g++ ଫଙ୍କସନ୍ ଡଟ୍ cpp ହାଇଫେନ୍ o fun1 ଟାଇପ୍ କରନ୍ତୁ |
06:23 ଆମେ, ଫାଇଲ୍ funକୁ ଓଭର୍ ରାଇଟ୍ କରିବାକୁ ଚାହୁଁ ନଥିବାରୁ ଏଠାରେ fun1 ରଖିଛେ |
06:31 ଏଣ୍ଟର୍ ଦାବନ୍ତୁ |
06:34 ./ (ଡଟ୍ ସ୍ଲାଶ୍)fun1 ଟାଇପ୍ କରନ୍ତୁ |
06:38 ଆଉଟପୁଟ୍ ପ୍ରଦର୍ଶିତ ହେଲା: Sum is 9
06:42 ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ |
06:47 ଧରନ୍ତୁ, ଏଠାରେ ଆମେ ୪ ସ୍ଥାନରେ x ଟାଇପ୍ କଲେ |
06:51 ଅନ୍ୟ ସବୁ କୋଡ୍ ଗୁଡ଼ିକୁ ଅପରିବର୍ତ୍ତିତ ରଖିବା |
06:55 ସେଭ୍ ରେ କ୍ଲିକ୍ କରନ୍ତୁ |
06:58 ପ୍ରୋଗ୍ରାମ୍ କମ୍ପାଇଲ୍ କରନ୍ତୁ |
07:02 ଆମେ ୧୦ ନଂ. ଲାଇନ୍ ରେ ଏକ ଏରର୍ ଦେଖୁ |
07:06 ଏହି ସ୍କୋପ୍ ରେ x ଘୋଷିତ କରାଯାଇନଥିଲା |
07:09 ଏହା ଏଥିପାଇଁ କାରଣ, x ହେଉଛି ଏକ କ୍ୟାରେକ୍ଟର୍ ଭେରିଏବଲ୍ |
07:13 ଏହା କେଉଁଠାରେବି ଘୋଷିତ ହୋଇନାହିଁ |
07:15 ଆଉ ଆମ “ଆଡ୍” ଫଙ୍କସନ୍ ରେ ଏକ “ଆର୍ଗୁମେଣ୍ଟ” ଭାବରେ “ଇଣ୍ଟିଜର୍” ଭେରିଏବଲ୍ ଥିବାରୁ
07:21 “ରିଟର୍ନ ଟାଇପ୍” ଓ “ରିଟର୍ନ ଭାଲ୍ୟୁ”ରେ ଅନ୍ତର ରହିଛି |
07:25 ଏବେ, ଆମ ପ୍ରୋଗ୍ରାମ୍ କୁ ଫେରି ଆସନ୍ତୁ |
07:27 ଏରର୍ ଫିକ୍ସ କରିବା |
07:30 ଲାଇନ୍ ନଂ. ୧୦ରେ ୪ ଟାଇପ୍ କରନ୍ତୁ |
07:32 ସେଭ୍ ରେ କ୍ଲିକ୍ କରନ୍ତୁ |
07:35 ପୁଣିଥରେ ଏକଜେକ୍ୟୁଟ୍ କରିବା |
07:37 ଚଲନ୍ତୁ ପ୍ରମ୍ପ୍ଟ କ୍ଲିଅର୍ କରିଦେବା |
07:40 ପୂର୍ବପରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରନ୍ତୁ |
07:42 ହଁ! ଏହା କାମ କରୁଛି |
07:45 ଆମେ ଏବେ ଆଉ ଏକ ସାଧାରଣ ଏରର୍ ଦେଖିବା, ଯାହା ଦେଖାଦେଇପାରେ |
07:50 ଧରନ୍ତୁ, ଆମେ ଏଠାରେ କେବଳ ଗୋଟିଏ ପାରାମିଟାର୍ ପାସ୍ କରିବା |
07:55 ୪ ଡିଲିଟ୍ କରନ୍ତୁ | ସେଭ୍ ରେ କ୍ଲିକ୍ କରନ୍ତୁ |
07:58 ଟର୍ମିନାଲ୍ କୁ ସ୍ୱିଚ୍ କରନ୍ତୁ |
08:00 କମ୍ପାଇଲ୍ କରିବା | ଆମେ ଲାଇନ୍ ୧୦ରେ ଏକ ଏରର୍ ଦେଖୁ |
08:06 'too few arguments to function 'int add (int, int)' |
08:11 ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
08:14 ଆମ ପାଖରେ ଦୁଇଟି ପାରାମିଟର୍ ଥିବାର ଆମେ ଦେଖୁ |
08:19 int a int b.
08:22 ଆଉ ଏଠାରେ ଆମେ କେବଳ ଗୋଟିଏ ପାରାମିଟର୍ ପାସ୍ କରୁଛେ |
08:25 ତେଣୁ, ଏହା ଏକ ଏରର୍ ଦିଏ |
08:27 ଚାଲନ୍ତୁ, ଏରର୍ ଫିକ୍ସ କରିବା |
08:29 ୪ ଟାଇପ୍ କରନ୍ତୁ |
08:31 ସେଭ୍ ରେ କ୍ଲିକ୍ କରନ୍ତୁ |
08:34 ଟର୍ମିନାଲ୍ କୁ ସ୍ୱିଚ୍ କରନ୍ତୁ |
08:36 ପୁଣିଥରେ ଏକଜେକ୍ୟୁଟ୍ କରିବା |
08:39 ହଁ! ଏହା କାମ କରୁଛି |
08:42 ଆମ ସ୍ଲାଇଡ୍ସକୁ ଫେରିଆସନ୍ତୁ |
08:44 ସଂକ୍ଷେପରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
08:49 ଫଙ୍କସନ୍ ଫଙ୍କସନ୍ର ସିଣ୍ଟାକ୍ସ
08:51 ଆର୍ଗୁମେଣ୍ଟ ବିନା ଫଙ୍କସନ୍
08:53 ଯେପରି- void add()
08:55 ଆର୍ଗୁମେଣ୍ଟସ୍ ସହିତ ଫଙ୍କସନ୍
08:57 ଯେପରି- int add(int a, int b)
09:02 ଏକ ଆସାଇନମେଣ୍ଟ ଭାବରେ- ଗୋଟିଏ ସଂଖ୍ୟାର ବର୍ଗ ଗଣନା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
09:07 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
09:11 ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:14 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
09:18 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ :
09:21 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
09:24 ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
09:28 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
09:35 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:40 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:47 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି |
09:52 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
09:55 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep, Pratik kamble