Difference between revisions of "Drupal/C3/Modifying-the-Page-Layout/Oriya"

From Script | Spoken-Tutorial
Jump to: navigation, search
Line 92: Line 92:
 
|-
 
|-
 
|02:48
 
|02:48
| ଉପରେ Demonstrate Block Regions ଅଛି  
+
| ଉପରେ Demonstrate Block Regions ଅଛି ତାହାକୁ କ୍ଲିକ୍ କରନ୍ତୁ
|-
+
 
|02:52
+
| ତାହାକୁ କ୍ଲିକ୍ କରନ୍ତୁ
+
 
|-
 
|-
 
|02:53
 
|02:53

Revision as of 18:21, 17 October 2016

Time Narration
00:01 Modifying the Page Layout ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Layouts, Block Configuration ଓ Permissions ଓ - ବ୍ଲକ୍ସ କାଢିବା ଓ ପୁନଃବ୍ୟବସ୍ଥିତ କରିବା
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
00:26 ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:30 ଆମେ ପ୍ରଥମେ Layout ବିଷୟରେ ଶିଖିବା.
00:33 ଏଠାରେ ଆମେ, Themes ଓ Blocks ପାଇଁ ପରିଚୟ ପାଇବା
00:37 Themes ଆମକୁ, ଆମ ସାଇଟ୍ ର ସାଧାରଣ ଲେଆଉଟ୍, ଲୂକ୍ ଓ ଫୀଲ୍ ଦେଇଥାଏ
00:42 ମୁଁ, କିଛି ସମୟ ମଧ୍ୟରେ ଆପଣଙ୍କୁ Themes ସହିତ ପରିଚୟ କରାଇବି
00:47 ଏବେପାଇଁ, ଏହା ବୁଝନ୍ତୁ ଯେ, କଣ୍ଟେଣ୍ଟରେ ପରିବର୍ତ୍ତନ ନକରି, ଗୋଟିଏ Themeକୁ, ଏକ Drupal Siteରେ ଲାଗୁ କରିହେବ
00:54 ଆଉ ଏହା, Blocksର କଲର୍ ସ୍କିମ୍, ଲୋକେଶନ୍ ଏବଂ ଟେକ୍ସଟ୍ ଓ ଇମେଜେସ୍ ପାଇଁ ସମସ୍ତ ଫର୍ମାଟିଙ୍ଗ୍ ଆମକୁ ଦେଇଥାଏ
01:03 ପୂର୍ବେ ଆମେ ଶିଖିଥିଲେ ଯେ, Blocks ହେଉଛି ସୂଚନା, ଯାହାକୁ ଆମେ ଗୋଟିଏ ସାଇଟ୍ ର ବିଭିନ୍ନ ଏରିଆରେ ରଖିପାରିବା
01:10 Blocks, Block Regionsକୁ ଯାଏ ଏବଂ Theme ଦ୍ୱାରା Block Regions ନିର୍ଦ୍ଧାରିତ କରାଯାଇଥାଏ
01:15 ଡିଜାଇନ୍ ଏରିଆରେ, ଆମ ପାଖରେ Blocks,Themes ଓ * Menus ଅଛି
01:23 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆମେ ପୂର୍ବରୁ Themes ବିଷୟରେ କଥା ହୋଇନଥିଲେ କିମ୍ୱା ଲାଗୁ କରିନଥିଲେ
01:29 ଗୋଟିଏ ସାଇଟ୍ ନିର୍ମାଣ ସମୟର ଯେକୌଣସି ପଏଣ୍ଟରେ ଆମେ Theme ଲାଗୁ କରିପାରିବା, ଏହି ସତ୍ୟତାକୁ ଉଲ୍ଲେଖ କରିବା ପାଇଁ ଏହା କରାଯାଇଥିଲା
01:36 ଏପର୍ଯ୍ୟନ୍ତ ଅପେକ୍ଷା କରିବାର କାରଣ ହେଉଛି, ପୂରା ଶେଷରେ ଗୋଟିଏ Theme ଲାଗୁ କରିବା ପାଇଁ ଆମେ ଅପେକ୍ଷା କରିପାରିବା ବୋଲି ଦେଖାଇବା
01:42 କିନ୍ତୁ, Theme ପ୍ରସ୍ତୁତ ହେବା କ୍ଷଣି ତାକୁ ଲାଗୁ କରିବାକୁ ମୁଁ ସବୁବେଳେ ପସନ୍ଦ କରେ
01:49 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ.
01:52 Blocks ଓ Block Regions ସହିତ ଚାଲନ୍ତୁ ଏବେ Layout ଭିତରକୁ ଯିବା
01:58 ଆମ ସାଇଟ୍ ର ଯେକୌଣସି ସ୍ଥାନରେ ସୂଚନା ରଖିବାକୁ Blocks ଆମକୁ ସମର୍ଥ କରିଥାଏ
02:03 Structure ଓ Block Layoutକୁ ଯାଆନ୍ତୁ
02:06 ଏଠାରେ, ଆମର ସାମ୍ପ୍ରତିକ Themeରେ ଉପଲବ୍ଧ ସମସ୍ତ Blocks ଅଛି
02:11 ଉଦାହରଣସ୍ୱରୂପ: Header, Primary Menu, Secondary Menu ଓ ଅନ୍ୟାନ୍ୟ
02:18 ଆମେ ପ୍ରକୃତରେ, ଏଥିମଧ୍ୟରୁ କେତେକକୁ ରଖିସାରିଛେ
02:22 ମନେପକାନ୍ତୁ, ଆମେ Sidebarରେ Welcome To Drupalville, Custom Block ରଖିସାରିଛେ
02:28 ଏହି ନିର୍ଦ୍ଦିଷ୍ଟ Themeର ବାମ ସାଇଡ୍ ବାର୍ ରେ ଏହା ଦେଖାଦିଏ
02:33 ଆମର ବାମ Sidebarରେ ଆମେ Recent Events Added, View ମଧ୍ୟ ଆଡ୍ କରିଛେ
02:39 ଏବେ ଚାଲନ୍ତୁ, ଆମର Blocksକୁ କନଫିଗର୍ ଓ ପର୍ମିସନ୍ ଦେବା ବିଷୟରେ ଶିଖିବା
02:44 ପ୍ରଥମେ ଆମକୁ ଜାଣିବାକୁ ହେବ ଯେ, କେଉଁ Block Regions କ’ଣ କରେ
02:48 ଉପରେ Demonstrate Block Regions ଅଛି ତାହାକୁ କ୍ଲିକ୍ କରନ୍ତୁ
02:53 Drupalରେ, ପ୍ରତ୍ୟେକ Theme, Block Regions କେଉଁଠାରେ ଅଛି, ସେହି ପ୍ରକାରର ଏକ ଛବି ଆମକୁ ଦିଏ
03:00 Block Regions, Themes ଉପରେ ନିର୍ଭର କରିଥାଏ
03:04 Bartikରେ, ଆମ ପାଖରେ ନିମ୍ନ ଅପ୍ସନ୍ସ ଅଛି:
03:07 Secondary Menu, Header
03:09 Primary Menu, Highlighted, Featured top, Breadcrumb, Sidebar first, Content
03:16 Sidebar second
03:18 ଆମେ, ଯେକୌଣସି Blockକୁ, ଯେକୌଣସି Regionରେ ରଖିପାରିବା
03:21 Content Block ପରି ମହତ୍ୱପୂର୍ଣ୍ଣ Blockକୁ Content Regionରେ ଛାଡ଼ିଦେବା ଉଚିତ
03:27 Exit ଉପରେ କ୍ଲିକ୍ କରନ୍ତୁ
03:30 Breadcrumbs Blockକୁ, Breadcrumb Regionରେ ଛାଡ଼ିଦିଅନ୍ତୁ
03:34 କିନ୍ତୁ, ସେଠାରେ କିଛି ଅନ୍ୟ ଜିନିଷ ଅଛି, ଯାହାକୁ ଆମେ ଘୁଞ୍ଚାଇପାରିବା
03:38 କ୍ଲିକ୍ କରି କିମ୍ୱା ଡ୍ରାଗ୍ କରି Search Blockକୁ ଘୁଞ୍ଚାନ୍ତୁ କିମ୍ୱା
03:43 ଡ୍ରପ୍-ଡାଉନ୍ ରେ କ୍ଲିକ୍ କରି Headerରେ ତାକୁ ରଖିଲେ ତାହା ଉପରକୁ ଘୁଞ୍ଚିଯିବ
03:49 ସମାନଭାବରେ, Sidebar Firstର ଉପରକୁ Welcome To Drupalville ଘୁଞ୍ଚାନ୍ତୁ
03:55 Save ବଟନ୍ କ୍ଲିକ୍ କରି ପରିବର୍ତ୍ତନଗୁଡ଼ିକୁ ସେଭ୍ କରନ୍ତୁ
03:59 ଏବେ, ଆମର ପରିବର୍ତ୍ତନଗୁଡ଼ିକୁ ଦେଖିବା ପାଇଁ ଚାଲନ୍ତୁ Homepageକୁ ଯିବା
04:03 ଏଠାରେ, Headerର ଉପରେ ଆମର Search Bar ଅଛି
04:06 ଆଉ ଆମର Welcome To Drupalville ଏବେ ପୂରା ଉପରେ ଅଛି
04:11 ଏହିପରି ଭାବେ ଆମେ, ଆମର Blocksକୁ ସ୍ଥାନିତ ଓ ବ୍ୟବସ୍ଥିତ କରିପାରିବା
04:15 ଏବେ ଆମେ, Blocksର Configuration ଓ Permissionsକୁ ଯିବା
04:20 Structure ଓ Block Layout ଉପରେ କ୍ଲିକ୍ କରନ୍ତୁ.
04:24 ଆଉ ଆମର Recent Events Added Blockକୁ ଖୋଜନ୍ତୁ
04:27 ଏବେ ଏହା, Sidebar Firstରେ ଅଛି ଓ ପ୍ରତ୍ୟେକ ପେଜ୍ ରେ ଦେଖାଯାଉଛି
04:33 Configure ଉପରେ କ୍ଲିକ୍ କରନ୍ତୁ.
04:35 ଏବେ, Recent Events Added Block ସବୁ ସ୍ଥାନରେ ଦେଖାଦେଉଛି
04:40 କିନ୍ତୁ, ଏହାକୁ ଆମେ କେବଳ Event Pageରେ ଦେଖାଇବାକୁ ଚାହିଁପାରେ
04:44 Eventରେ ଏକ ଚେକ୍-ମାର୍କ ରଖି Save Block କ୍ଲିକ୍ କରନ୍ତୁ
04:49 ପୁଣିଥରେ, ତଳକୁ ସ୍କ୍ରୋଲ୍ କରି Save Block ବଟନ୍ କ୍ଲିକ୍ କରନ୍ତୁ
04:54 Back to Site କ୍ଲିକ୍ କରନ୍ତୁ.
04:56 ଏବେ, Recent Events Added Block ଆଉ ସେଠାରେ ନାହିଁ
05:00 କିନ୍ତୁ, ଯଦି ଆମେ Eventକୁ ଯିବା, ତେବେ Recent Events Added ଦେଖିପାରିବା
05:05 ଏବେ ଏଠାରେ, Welcome To Drupalvilleରେ ଆମେ, Welcome ମେସେଜ୍ ଦେଖୁଛେ, ଯାହା, ଆମେ ଥରେ ଲଗ୍ ଇନ୍ କରିବା ପରେ ଆବଶ୍ୟକ ନାହିଁ
05:15 ତାକୁ ଲୁଚାଇ ଦିଅନ୍ତୁ
05:17 ଏଠାରେ ଥିବା ଛୋଟ Pencil ଉପରେ କ୍ଲିକ୍ କରି Configure Block ଚୟନ କରନ୍ତୁ
05:22 Drupal ବିଷୟରେ ସବୁଠାରୁ ଭଲ ଜିନିଷ ହେଉଛି, Pencil କିମ୍ୱା Gear ବ୍ୟବହାର କରି ଆମେ Front Endକୁ ଏଡିଟ୍ କରିପାରିବା
05:29 Content Type ଦ୍ୱାରା ସୀମିତ କରିବା ବଦଳରେ ଚାଲନ୍ତୁ ଏହାକୁ ଗୋଟିଏ ପେଜ୍ ରେ ସୀମିତ କରିବା
05:35 ଏଠାରେ ଦେଖନ୍ତୁ, Specify pages by using their paths..
05:40 Front Pageରେ କିଛି ଦେଖାଇବା ପାଇଁ କିମ୍ୱା ଲୁଚାଇବା ପାଇଁ, ଏହି Angle Bracket-Front-Angle Bracket ବ୍ୟବହାର କରନ୍ତୁ
05:47 ଏହାକୁ Copy ଓ Paste କରନ୍ତୁ. ଏବେ, Show for the listed page ଚୟନ କରନ୍ତୁ
05:52 ଆମର Welcome Block କେବଳ Homepageରେ ରହିବ
05:58 ଆଉ ଗୋଟିଏ ପାଦ ଆଗକୁ ବଢ଼ିବା
06:00 Roles ଉପରେ କ୍ଲିକ୍ କରି Anonymous Userରେ ଗୋଟିଏ ଚେକ୍-ମାର୍କ ଦିଅନ୍ତୁ
06:05 ଆଉ, Save Block ଉପରେ କ୍ଲିକ୍ କରନ୍ତୁ
06:07 ଏବେ, ଏହା କେବଳ ସେତେବେଳେ ଦେଖାଦେବ, ଯେତେବେଳେ ଆମେ ଲଗ୍-ଇନ୍ କରିନଥିବା
06:12 ଆମେ ଏହି ମେସେଜ୍ କୁ ଦେଖିପାରୁନେ, କାରଣ ଏବେ ଆମେ ଲଗ୍-ଇନ୍ ଅଛେ
06:16 ଆମେ ଲଗ୍-ଆଉଟ୍ କଲେ, Welcome To Drupalville Block ପୁଣିଥରେ ଦେଖାଦେବ
06:21 କିନ୍ତୁ, ଯେତେବେଳେ ଆମେ ଲଗ୍-ଇନ୍ କରି Homeରେ କ୍ଲିକ୍ କରିବା, ତାହା ଆଉ ସେଠାରେ ନାହିଁ
06:27 ତେଣୁ, Blocksକୁ କନଫିଗର୍ କରିବା, ଘୁଞ୍ଚାଇବା ଓ Permissions ଦେବା ପ୍ରକୃତରେ ବହୁତ ସହଜ
06:34 ଏହାକୁ ଚାଲନ୍ତୁ ଆଉ ଅଧିକ ଅଭ୍ୟାସ କରିବା
06:36 Structure ଉପରେ କ୍ଲିକ୍ କରି Blocks ଉପରେ କ୍ଲିକ୍ କରନ୍ତୁ
06:40 Primary Menu Blockରେ ଆମ ପାଖରେ Main Navigation ଅଛି
06:44 ଯଦି ଆମେ ତାକୁ ଘୁଞ୍ଚାଇବା, ତେବେ ଆମ Main Navigation ସମ୍ପୂର୍ଣ୍ଣ ଭିନ୍ନ ସ୍ଥାନରେ ରହିବ
06:51 ଏଠାରେ, ତଳେ, ଆମ ପାଖରେ ଅଛି: Featured Bottom First, Second ଓ Third
06:58 Footer First, Second, Third, Fourth ଓ Fifth
07:03 Powered by Drupal ଓ Footer Menu, Footer Fifth ସ୍ଥାନରେ ଅଛି
07:08 ଏବେ, କୌଣସି ଡିଜାବଲ୍ ହୋଇଥିବା Blocks ନାହିଁ
07:12 Footer First Block Regionରେ ଚାଲନ୍ତୁ ଆମର ଗୋଟିଏ Menu ରଖିବା
07:17 ଉପରକୁ ସ୍କ୍ରୋଲ୍ କରନ୍ତୁ
07:19 ନିଜର User Account Menuକୁ Footer Firstରେ ରଖନ୍ତୁ
07:25 ଏହା ତୁରନ୍ତ ତଳକୁ ଚାଲିଯିବ
07:28 ଏବେ, Save Blocks ଉପରେ କ୍ଲିକ୍ କରନ୍ତୁ
07:31 ସାଇଟ୍ କୁ ପେରିଯାଆନ୍ତୁ
07:33 ତଳକୁ ସ୍କ୍ରୋଲ୍ କରି ସେହି User Accountକୁ ଦେଖନ୍ତୁ. ତାହା, ଉପରେ ରହିବା ବଦଳରେ ଏଠାରେ, ତଳେ Footerରେ ଅଛି
07:40 ତେଣୁ, ଯେକୌଣସି Blockକୁ, ଯେକୌଣସି ଉଦ୍ଦେଶ୍ୟ ପାଇଁ, ଯେକୌଣସି ସ୍ଥାନରେ ରଖିହେବ
07:45 Structure ଓ Block Layoutକୁ ଯାଆନ୍ତୁ
07:49 ଏବେ, ଗୋଟିଏ Block କାଢ଼ିଦିଅନ୍ତୁ
07:52 Footer Fifth Blockରୁ Powered by Drupal କାଢ଼ିଦେବା
07:57 ଡ୍ରପ୍-ଡାଉନ୍ ରେ କ୍ଲିକ୍ କରି None ଚୟନ କରନ୍ତୁ. ତା’ପରେ, Save Blocks ଉପରେ କ୍ଲିକ୍ କରନ୍ତୁ
08:04 ଏବେ, ତଳକୁ ସ୍କ୍ରୋଲ୍ କରନ୍ତୁ.
08:06 ଆମେ ଦେଖିପାରୁଛେ ଯେ, Powered by Drupal Block ଏବେ, Disabled Block Regionରେ ଅଛି
08:12 ତାହା ସମ୍ପୂର୍ଣ୍ଣ ଭାବେ ଚାଲିଯାଇଛି ବୋଲି ଦେଖିବା ପାଇଁ Back to Site ଉପରେ କ୍ଲିକ୍ କରନ୍ତୁ
08:16 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:19 ସଂକ୍ଷିପ୍ତରେ,
08:21 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Layouts,Block Configuration ଓ Permissions ଓ ବ୍ଲକ୍ସ କାଢିବା ଓ ପୁନଃବ୍ୟବସ୍ଥିତ କରିବା
08:42 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
08:50 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
08:56 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:04 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
09:15 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble