Difference between revisions of "Drupal/C2/Creating-Basic-Content/Oriya"

From Script | Spoken-Tutorial
Jump to: navigation, search
Line 8: Line 8:
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
+
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Content Types, ଏକ Article କ୍ରିଏଟ୍ କରିବା ଏବଂ ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା
Content Types
+
ଏକ Article କ୍ରିଏଟ୍ କରିବା ଏବଂ
+
ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା
+
 
|-
 
|-
 
|00:15
 
|00:15
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
+
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
+
Drupal 8 ଓ Firefox ୱେବ୍ ବ୍ରାଉଜର୍
+
 
|-
 
|-
 
|00:25
 
|00:25
Line 43: Line 38:
 
|-
 
|-
 
|01:23
 
|01:23
|ଆମ ସାଇଟ୍ ରେ କିପରି କଣ୍ଟେଣ୍ଟ ଆଡ୍ କରାଯାଇଛି.   
+
|ଆମ ସାଇଟ୍ ରେ କିପରି କଣ୍ଟେଣ୍ଟ ଆଡ୍ କରାଯାଇଛି.  ପ୍ରତ୍ୟେକ Content Typeର Fields ଥାଏ  
ପ୍ରତ୍ୟେକ Content Typeର Fields ଥାଏ  
+
 
|-
 
|-
 
|01:30
 
|01:30
Line 53: Line 47:
 
|-
 
|-
 
|01:49
 
|01:49
| ସ୍କ୍ରୀନ୍ ଉପରେ ଆପଣ ଦେଖିବେ -
+
| ସ୍କ୍ରୀନ୍ ଉପରେ ଆପଣ ଦେଖିବେ - ଗୋଟିଏ ପୋଷ୍ଟର୍, ଏକ ଟାଇଟଲ୍, ରିଲିଜ୍ ର ତାରିଖ
ଗୋଟିଏ ପୋଷ୍ଟର୍
+
ଏକ ଟାଇଟଲ୍
+
ରିଲିଜ୍ ର ତାରିଖ
+
 
|-
 
|-
 
|01:55
 
|01:55
|ପାରେଣ୍ଟାଲ୍ ରେଟିଙ୍ଗ୍
+
|ପାରେଣ୍ଟାଲ୍ ରେଟିଙ୍ଗ୍, ରନ୍ ଟାଇମ୍, ଫିଲ୍ମର ଶୈଳୀ
ରନ୍ ଟାଇମ୍
+
ଫିଲ୍ମର ଶୈଳୀ
+
 
|-
 
|-
 
|01:59
 
|01:59
|ବଡୀ କିମ୍ୱା
+
|ବଡୀ କିମ୍ୱା ଫିଲ୍ମର ବିବରଣୀ
ଫିଲ୍ମର ବିବରଣୀ
+
 
|-
 
|-
 
|02:04
 
|02:04
Line 74: Line 62:
 
|-
 
|-
 
|02:16
 
|02:16
| କ’ଣ ହେବ, ଯଦି ଆମେ ଚାହିଁବା -
+
| କ’ଣ ହେବ, ଯଦି ଆମେ ଚାହିଁବା - 2010ରେ ସମସ୍ତ ଫିଲ୍ମ ପାଇଁ ଏକ ଲେଣ୍ଡିଙ୍ଗ୍ ପେଜ୍ ଯାହାର ଷ୍ଟାର୍ Bruce Willis PG 13ର ପାରେଣ୍ଟାଲ୍ ରେଟିଙ୍ଗ୍ ସହିତ
2010ରେ ସମସ୍ତ ଫିଲ୍ମ ପାଇଁ ଏକ ଲେଣ୍ଡିଙ୍ଗ୍ ପେଜ୍
+
ଯାହାର ଷ୍ଟାର୍ Bruce Willis
+
PG 13ର ପାରେଣ୍ଟାଲ୍ ରେଟିଙ୍ଗ୍ ସହିତ
+
 
|-
 
|-
 
|02:28
 
|02:28
Line 119: Line 104:
 
|-
 
|-
 
|04:05
 
|04:05
| ସାଧାରଣତଃ, ଯେତେବେଳେ ଜଣେ ୟୁଜର୍, Editor କିମ୍ୱା Publisher ଭାବେ ଲଗ୍ ଇନ୍ କରନ୍ତି, ସେତେବେଳେ ଏଠାରେ କେବଳ ଗୋଟିଏ Text Format ଥାଏ.  
+
| ସାଧାରଣତଃ, ଯେତେବେଳେ ଜଣେ ୟୁଜର୍, Editor କିମ୍ୱା Publisher ଭାବେ ଲଗ୍ ଇନ୍ କରନ୍ତି, ସେତେବେଳେ ଏଠାରେ କେବଳ ଗୋଟିଏ Text Format ଥାଏ. ସେମାନଙ୍କୁ କେବଳ ସେହି Text Format ବ୍ୟବହାର କରିବାକୁ ଅନୁମତି ଥାଏ
ସେମାନଙ୍କୁ କେବଳ ସେହି Text Format ବ୍ୟବହାର କରିବାକୁ ଅନୁମତି ଥାଏ
+
 
|-
 
|-
 
|04:17
 
|04:17
Line 147: Line 131:
 
|-
 
|-
 
|05:03
 
|05:03
| ଏଠାରେ ଆମେ ଦେଖିପାରିବା -  
+
| ଏଠାରେ ଆମେ ଦେଖିପାରିବା - Bold, Italics, Linking, Unordered ଓ Ordered Lists, Block Quote ଓ Image
Bold, Italics, Linking, Unordered
+
ଓ Ordered Lists, Block Quote  
+
ଓ Image
+
 
|-
 
|-
 
|05:11
 
|05:11
Line 192: Line 173:
 
|-
 
|-
 
|06:37
 
|06:37
| Promotion Options ଅନ୍ତର୍ଗତ, ଆମେ View Settings ସେଟ୍ କରିପାରିବା, ଯେପରି -  
+
| Promotion Options ଅନ୍ତର୍ଗତ, ଆମେ View Settings ସେଟ୍ କରିପାରିବା, ଯେପରି - ଫ୍ରଣ୍ଟ ପେଜ୍ କୁ ଏହି Node ପ୍ରମୋଟ୍ କରାଯିବ କି ନାହିଁ ଏବଂ ତାଲିକା ଉପରେ ଏହା Sticky ହେବ କି ନାହିଁ
ଫ୍ରଣ୍ଟ ପେଜ୍ କୁ ଏହି Node ପ୍ରମୋଟ୍ କରାଯିବ କି ନାହିଁ ଏବଂ  
+
ତାଲିକା ଉପରେ ଏହା Sticky ହେବ କି ନାହିଁ
+
 
|-
 
|-
 
|06:50
 
|06:50
Line 290: Line 269:
 
|-
 
|-
 
|09:50
 
|09:50
| ସଂକ୍ଷିପ୍ତରେ,  ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ:  
+
| ସଂକ୍ଷିପ୍ତରେ,  ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ: Content Types, ଏକ Article କ୍ରିଏଟ୍ କରିବା ଏବଂ, ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା
Content Types
+
ଏକ Article କ୍ରିଏଟ୍ କରିବା ଏବଂ
+
ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା
+
 
|-
 
|-
 
|10:05
 
|10:05
Line 305: Line 281:
 
|-
 
|-
 
|10:30
 
|10:30
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ  
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
+
 
|-
 
|-
 
|10:44
 
|10:44
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Revision as of 16:33, 14 October 2016

Time Narration
00:01 Creating Basic Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Content Types, ଏକ Article କ୍ରିଏଟ୍ କରିବା ଏବଂ ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
00:25 ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:29 ପ୍ରଥମେ ଆମେ Content ପ୍ରକାର ବିଷୟରେ ଶିଖିବା. Drupalରେ, Content Type ହେଉଛି Content Management Systemର କୋର୍
00:39 ଏହା, ଗୋଟିଏ ସାଇଟ୍ ର ମେରୁଦଣ୍ଡ ପରି
00:42 ଏହା ଏପରି ଗୋଟିଏ ଜିନିଷ, ଯାହା Drupalକୁ ଅନ୍ୟ CMSଠାରୁ ଅଲଗା କରେ
00:48 ଅଧିକାଂଶ CMSରେ କେବେଳ Title ଓ Body ଥାଏ ଏବଂ ସେଥିରୁ ଜଣାପଡ଼େ ଯେ, ଏହା ସମ୍ପୂର୍ଣ୍ଣ ଭାବେ ଅପର୍ଯ୍ୟାପ୍ତ
00:57 Drupalରେ, ପ୍ରତ୍ୟେକ Drupal Content Itemକୁ Node କୁହାଯାଏ. ପ୍ରତ୍ୟେକ Node, ଗୋଟିଏ ଏକକ Content Typeର ଅଟେ
01:06 ଏହାପରେ ଚାଲନ୍ତୁ, Content Typeର ମହତ୍ୱତା ବୁଝିବା. Content Type, ସେହି ପ୍ରକାରର Nodes ପାଇଁ ବିଭିନ୍ନ ଡିଫଲ୍ଟ ସେଟିଙ୍ଗ୍ସ ପରିଭାଷିତ କରେ, ଯେପରି -
01:17 Node ସ୍ୱଚାଳିତ ଭାବରେ ପ୍ରକାଶିତ କରାଯାଇଛି କିମ୍ୱା କମେଣ୍ଟର ଅନୁମତି ଦିଆଯାଇଛି ଏବଂ
01:23 ଆମ ସାଇଟ୍ ରେ କିପରି କଣ୍ଟେଣ୍ଟ ଆଡ୍ କରାଯାଇଛି. ପ୍ରତ୍ୟେକ Content Typeର Fields ଥାଏ
01:30 କେଉଁ ପ୍ରକାରର କଣ୍ଟେଣ୍ଟ ପ୍ରବିଷ୍ଟ ହେଉଛି, ତାହା ଉପରେ ଭିତ୍ତିକରି ଆମ ପାଖରେ ସୂଚନା ପାଇଁ ଆବଶ୍ୟକତାନୁସାରେ Fields ଅଛି
01:38 ମୁଁ ଏହାକୁ ଏହି ପ୍ରକାରରେ ବୁଝାଉଛି. ଏହା ହେଉଛି IMDb.com, ଯାହା ଏକ Drupal Site ହୋଇପାରେ. ଏହା, ଫିଲ୍ମ Red ବିଷୟରେ ଅଟେ
01:49 ସ୍କ୍ରୀନ୍ ଉପରେ ଆପଣ ଦେଖିବେ - ଗୋଟିଏ ପୋଷ୍ଟର୍, ଏକ ଟାଇଟଲ୍, ରିଲିଜ୍ ର ତାରିଖ
01:55 ପାରେଣ୍ଟାଲ୍ ରେଟିଙ୍ଗ୍, ରନ୍ ଟାଇମ୍, ଫିଲ୍ମର ଶୈଳୀ
01:59 ବଡୀ କିମ୍ୱା ଫିଲ୍ମର ବିବରଣୀ
02:04 ଆମ ପାଖରେ People Fields ସମେତ କିଛି ଅନ୍ୟ Links , ବଟନ୍ସ ଓ ଜିନିଷର ସେଟ୍ ରହିବ
02:09 ଅନ୍ୟ CMSଗୁଡ଼ିକରେ, ଏହି Layoutକୁ CSSରେ କ୍ରିଏଟ୍ କରିବାକୁ Dreamweaver ପରି କିଛି ବ୍ୟବହାର କରିପାରିବା
02:16 କ’ଣ ହେବ, ଯଦି ଆମେ ଚାହିଁବା - 2010ରେ ସମସ୍ତ ଫିଲ୍ମ ପାଇଁ ଏକ ଲେଣ୍ଡିଙ୍ଗ୍ ପେଜ୍ ଯାହାର ଷ୍ଟାର୍ Bruce Willis PG 13ର ପାରେଣ୍ଟାଲ୍ ରେଟିଙ୍ଗ୍ ସହିତ
02:28 ଯଦି ଆପଣ ଅନ୍ୟ CMS ବ୍ୟବହାର କରୁଛନ୍ତି, ତେବେ ଏହା କରିବା କଷ୍ଟକର ହେବ. କିନ୍ତୁ Drupalରେ, ଏହା ବହୁତ ସହଜରେ କରାଯାଇଥାଏ
02:37 Content Typesର ଏହା ହେଉଛି ପ୍ରକୃତ ଲାଭ. ଏବେ ଚାଲନ୍ତୁ, କିଛି Built-in Content Types ଏକ୍ସପ୍ଲୋର୍ କରିବା
02:46 ପରେ, ନୂଆ Content Types କ୍ରିଏଟ୍ କରିବା ବିଷୟରେ ମଧ୍ୟ ଜାଣିବା. ଆମେ ପୂର୍ବରୁ ତିଆରି କରିଥିବା ଆମର Drupal Site ଖୋଲନ୍ତୁ
02:54 ଆମେ ଏବେ Article Content Type ବିଷୟରେ ଶିଖିବା. ପ୍ରଥମେ Content ଓ ତା’ପରେ Add Content ଉପରେ କ୍ଲିକ୍ କରନ୍ତୁ
03:04 ମନେରଖନ୍ତୁ, ଆମେ ପୂର୍ବରୁ ଗୋଟିଏ Article କ୍ରିଏଟ୍ କରିସାରିଛେ. ଏବେ, ସମସ୍ତ ଏଲେମେଣ୍ଟସ୍ ସହିତ ଆଉଏକ Article କ୍ରିଏଟ୍ କରିବା
03:13 Article ଉପରେ କ୍ଲିକ୍ କରନ୍ତୁ. ଏକ Articleରେ ଗୋଟିଏ ବାଧ୍ୟତାମୂଳକ ଫିଲ୍ଡ ଅଛି, ଯାହା ହେଉଛି Title
03:21 ଯଦି ଆମେ Bodyରେ ଟେକ୍ସଟ୍ ରଖୁନେ, ତେବେ ଆମ ପାଖରେ କିଛି ନାହିଁ. Summary ସହିତ ଏକ Article Content Type ଆସେ
03:28 ଯଦି ଆମେ Summaryରେ କିଛି ରଖୁନେ, ତେବେ Drupal ତାହାକୁ କ୍ରିଏଟ୍ କରିବାକୁ ପ୍ରଥମେ କିଛି ଅକ୍ଷର ନିଏ. ଏହାକୁ Teaser Mode କୁହାଯାଏ
03:38 ଚାଲନ୍ତୁ ଆଗକୁ ବଢ଼ିବା. ଆମେ ଏଠାରେ କିଛି ଟେକ୍ସଟ୍ ଲାଇନ୍ ଟାଇପ୍ କରିବା
03:43 ଆମଣ, ନିଜ ଇଚ୍ଛାରେ ଯେକୌଣସି ଟେକ୍ସଟ ଟାଇପ୍ କରିପାରିବେ
03:45 ଏହା ହେଉଛି ମୋର ଟେକ୍ସଟ୍
03:50 ଏଠାରେ, HTMLରେ କେଉଁ Elements ରଖିବାର ଆମକୁ ଅନୁମତି ଅଛି, ତାହା Text Format ଦେଖାଏ
03:56 ଆମ ପାଖରେ Basic, Restricted ଓ Full HTML ଅଛି. ଆମେ Super User ହୋଇଥିବାରୁ, ସବୁକିଛି ଦେଖିପାରିବା
04:05 ସାଧାରଣତଃ, ଯେତେବେଳେ ଜଣେ ୟୁଜର୍, Editor କିମ୍ୱା Publisher ଭାବେ ଲଗ୍ ଇନ୍ କରନ୍ତି, ସେତେବେଳେ ଏଠାରେ କେବଳ ଗୋଟିଏ Text Format ଥାଏ. ସେମାନଙ୍କୁ କେବଳ ସେହି Text Format ବ୍ୟବହାର କରିବାକୁ ଅନୁମତି ଥାଏ
04:17 ଅଧିକ ବିବରଣୀ ପାଇଁ, About Text Formats ଲିଙ୍କ ଉପରେ କ୍ଲିକ୍ କରନ୍ତୁ
04:22 ଏବେପାଇଁ, Basic HTML ସିଲେକ୍ଟ କରନ୍ତୁ
04:26 Basic HTML, Source Code ଦେଖିବାକୁ ଓ କିଛି Basic HTML Elements ବ୍ୟବହାର କରିବାକୁ ଆମକୁ ଅନୁମତି ଦେଇଥାଏ, ଯେପରି -
04:33 Paragraph Tag, Strong Italic,
04:36 Unordered List, Ordered List ଓ ଅନ୍ୟ କିଛି
04:41 Full HTML ଆମକୁ, JavaScript ଓ iFrame ସମେତ ଯେକୌଣସି HTMLର ଏମ୍ୱେଡ୍ କରିବାର ଅନୁମତି ଦେଇଥାଏ
04:48 Restricted HTMLରେ ଆମକୁ, କେବଳ Paragraph Tag କିମ୍ୱା Line Breaks ପରି କିଛିକୁ ହିଁ ଏଣ୍ଟର୍ କରିବାକୁ ଅନୁମତି ମିଳିଥାଏ
04:57 WYSIWYG ଏଡିଟର୍ ହେଉଛି CK ଏଡିଟର୍. ଆମେ ପରେ ତାହା ବିଷୟରେ ଜାଣିବା
05:03 ଏଠାରେ ଆମେ ଦେଖିପାରିବା - Bold, Italics, Linking, Unordered ଓ Ordered Lists, Block Quote ଓ Image
05:11 ବିଭିନ୍ନ H Tags ଚୟନ କରିବା ପାଇଁ ଏକ Formatting Drop Down ଓ ତା’ପରେ View Source
05:18 ମୁଁ ଯେତେବେଳେ Text Format ବଦଳାଏ, ଅଧିକ ବଟନ୍ସ ପାଏ. ଆମେ ପରେ ସେଗୁଡ଼ିକ ବିଷୟରେ ଜାଣିବା
05:25 ଏବେପାଇଁ ଏହାକୁ Basic HTML ଭାବେ ଛାଡ଼ିଦେବା. Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
05:32 ଚାଲନ୍ତୁ, ଆମ Article ସାରିଦେବା. ପୁଣିଥରେ, Introduction ଓ Drupal ଟାଗ୍ସ ବ୍ୟବହାର କରିବା
05:40 ଏବେପାଇଁ, Imageକୁ ଖାଲି ଛାଡ଼ିଦେବା. ତାହା କିପରି କାମ କରେ, ଆପଣ ତାହା ଦେଖିସାରିଛନ୍ତି
05:47 ଏଠାରେ, ଡାହାଣପଟେ ଆମକୁ, Visibility ଓ Publication ସେଟିଙ୍ଗ୍ସ ମିଳେ
05:52 ଏହି ନିର୍ଦ୍ଦିଷ୍ଟ Article ପାଇଁ Version Control ଏନାବଲ୍ କରିବା ପାଇଁ Create New Revision ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
05:59 ଯଦି Menu Link ସହିତ ଆମେ ଏକ Article ଆଡ୍ କରିବାକୁ ଚାହିଁବା, ତେବେ Provide a Menu Link ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ. Main Navigationରେ Drupal ଏକ ମେନୁ ଆଡ୍ କରିବ
06:11 ଯଦି ଆପଣ ତାହା କରନ୍ତି, ତେବେ ଆମେ, ଶହ-ଶହ ମେଲ୍ସ ପାଇବା. ତେଣୁ, ଚେକ୍ ମାର୍କକୁ କାଢ଼ିଦିଅନ୍ତୁ
06:17 ଗୋଟିଏ ନିର୍ଦ୍ଦିଷ୍ଟ Nodeରେ ଆମେ, Commentsକୁ ON କିମ୍ୱା OFF କରିପାରିବା
06:22 ଏଠାରେ ଆମେ, URL Alias ଦେଇପାରିବା
06:26 ଯଦି ଖାଲି ଛଡ଼ାଯାଏ, ତେବେ ଏହାକୁ Drupal ଆମ ପାଇଁ ତିଆରି କରିଦେବ
06:30 Authorising Information ଅନ୍ତର୍ଗତ, ଏହି Nodeକୁ କିଏ ଓ କେବେ ତିଆରି କରିଛି, ଦେଖିପାରିବା
06:37 Promotion Options ଅନ୍ତର୍ଗତ, ଆମେ View Settings ସେଟ୍ କରିପାରିବା, ଯେପରି - ଫ୍ରଣ୍ଟ ପେଜ୍ କୁ ଏହି Node ପ୍ରମୋଟ୍ କରାଯିବ କି ନାହିଁ ଏବଂ ତାଲିକା ଉପରେ ଏହା Sticky ହେବ କି ନାହିଁ
06:50 ଆମର Content Type କ୍ରିଏଟ୍ କରିବାବେଳେ ଏହିଗୁଡ଼ିକ ହେଉଛି ସେଟ୍-ଅପ୍ ଏବଂ Editor ସେହିଗୁଡ଼ିକୁ ବଦଳାଇବ ନାହିଁ
06:56 କିନ୍ତୁ ଆମେ, ଆମ ପସନ୍ଦ ଅନୁସାରେ ବଦଳାଇପାରିବା
07:00 ଶେଷରେ, ଆମ Nodeକୁ ସେଭ୍ କରିବା ପାଇଁ Save and Publish କ୍ଲିକ୍ କରନ୍ତୁ
07:04 ତୁରନ୍ତ ହିଁ, ଆମ ସାଇଟ୍ ରେ Nodeଟି ଲାଇଭ୍ ହୋଇଯିବ. ଆମେ ଏଠାରେ ତାହାକୁ ଦେଖିପାରିବା
07:10 Home ପେଜ୍ ରେ କ୍ଲିକ୍ କରନ୍ତୁ
07:12 ଆମ ପାଖରେ ଆମର, Welcome to Drupalville ଓ Drupalville's Second Article ଅଛି
07:17 Teaser Modeରେ, ଏହିଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି
07:23 ଏଠାରେ, Read More ଓ Add New Comment ଲିଙ୍କ୍ସ ଅଛି
07:28 ଡ୍ରୁପଲ ଶବ୍ଦ ସହିତ ଟାଗ୍ ହୋଇଥିବା ସମସ୍ତ Nodesର ତାଲିକା ପାଇବା ପାଇଁ Drupal ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
07:35 ପୁଣିଥରେ, Nodeଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି
07:40 ତାହା ହେଉଛି Article Content Type
07:43 Edit ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
07:45 ଆମେ ଏଠାରେ, ଯାହା ଚାହିଁବା ପ୍ରବିଷ୍ଟ କରିପାରିବା
07:48 ଡିଫଲ୍ଟ ଭାବରେ Drupal, ଅନେକ ଅପ୍ସନ୍ସ ଦେଇଥାଏ
07:52 Save and Keep Published ଉପରେ କ୍ଲିକ୍ କରନ୍ତୁ
07:56 ଯାହାକିଛି ପାଇଁ ଆମେ Content Types ବ୍ୟବହାର କରିପାରିବା
07:58 ଏବେ ଚାଲନ୍ତୁ, ଆଉ ଗୋଟିଏ Item ଆଡ୍ କରିବା. Shortcuts ଓ Add Content ଉପରେ କ୍ଲିକ୍ କରନ୍ତୁ
08:04 Basic Page ଚୟନ କରନ୍ତୁ. Basic Pageରେ, Title ଓ Body ଅଛି
08:10 ସେଥିରେ କୌଣସି Tags କିମ୍ୱା Images ନାହିଁ. ଡିଫଲ୍ଟ ଭାବରେ ଏହା, Promoted to the Front Page ନୁହେଁ
08:17 ଆହୁରି ମଧ୍ୟ, କମେଣ୍ଟ କରିବା ପାଇଁ କୌଣସି ପ୍ରାବଧାନ ନାହିଁ. ଏହା Home Pageକୁ ପ୍ରମୋଟ ନହୋଇଥିବା କାରଣରୁ, ଗୋଟିଏ ନୂଆ ମେନୁ କ୍ରିଏଟ୍ କରିବା ସହଜ
08:27 ଟାଇପ୍ କରନ୍ତୁ About Drupalville
08:30 ଏଠାରେ, ନିଜ ପସନ୍ଦ ଅନୁସାରେ କିଛି ଟେକ୍ସଟ୍ ଟାଇପ୍ କରନ୍ତୁ
08:33 ଏବେ, Menu Settings ଅନ୍ତର୍ଗତ Provide a Menu Link କ୍ଲିକ୍ କରନ୍ତୁ
08:38 ଆପଣ ଦେଖିବାକୁ ପାଇବେ ଯେ, Title ଗୋଟିଏ Menu Titleରେ ବଦଳିଗଲା
08:43 ଆମେ ଯଦି ଚାହିଁବା, ଏହାକୁ ଛୋଟ କରିପାରିବା. ଏହାକୁ, Main Navigationରେ ଦେଖନ୍ତୁ ଓ ଏବେପାଇଁ Weightକୁ 0 ରଖନ୍ତୁ
08:51 Weight, ଯେଉଁଠାରେ ତାଲିକାରେ ମେନୁ ଦେଖାଦେବେ. ନିମ୍ନ ସଂଖ୍ୟା କିମ୍ୱା ନେଗେଟିଭ୍ ସଂଖ୍ୟା, ଏହାକୁ ଉଚ୍ଚତର କରିଦେବ, ଅର୍ଥାତ୍ ଏହା ଉପରକୁ ଚାଲିଯିବ
09:03 ଅନ୍ୟଗୁଡ଼ିକୁ ଅପରିବର୍ତ୍ତିତ ରଖନ୍ତୁ. ସୁନିଶ୍ଚିତ କରନ୍ତୁ କି, Menu Link ଚେକ୍ ହୋଇଥିବ ଓ Save and Publish କ୍ଲିକ୍ କରନ୍ତୁ
09:11 ଏହା ଆମକୁ, About Drupalville Node ଶୀର୍ଷକ ସହିତ ଆମର Basic Page Content Typeକୁ ନେଇଯିବ
09:22 Node ID, 3 ଦେଖାଉଛି. ଯଦି ଆପଣ ପୂର୍ବରୁ ଅନ୍ୟ Nodes ଆଡ୍ କରିଛନ୍ତି, ତେବେ ଆପଣଙ୍କର Node ID ମୋଠାରୁ ଭିନ୍ନ ହୋଇପାରେ
09:32 ତଳ ବାମପଟେ, ଆମେ ଦେଖିପାରୁଛେ ଯେ, ଏହା ହେଉଛି Node ID 3. ଅବଶ୍ୟ, ଆପଣଙ୍କୁ ତାହା ସବୁବେଳେ ଦରକାର ହେବନାହିଁ
09:41 ଏକ Menu Link ସହିତ ତାହା ହେଉଛି Article ଓ Basic Page Content Type. ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:50 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ: Content Types, ଏକ Article କ୍ରିଏଟ୍ କରିବା ଏବଂ, ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା
10:05 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
10:15 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
10:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:30 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
10:44 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep