Difference between revisions of "Drupal/C2/Installation-of-Drupal/Oriya"
From Script | Spoken-Tutorial
PoojaMoolya (Talk | contribs) |
PoojaMoolya (Talk | contribs) |
||
Line 11: | Line 11: | ||
|00:17 | |00:17 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଦରକାର - | | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଦରକାର - | ||
− | + | ୱେବ୍ ରୁ ଲାଟେଷ୍ଟ ଭର୍ସନ୍ ଇନଷ୍ଟଲ୍ କରିବା ପାଇଁ ଗୋଟିଏ କାର୍ଯ୍ୟରତ ଇଣ୍ଟରନେଟ୍ କନେକ୍ସନ୍ କିମ୍ୱା ଆବଶ୍ୟକ ଲୋକଲ୍ ଫାଇଲ୍ସ ସହିତ ତାହା ଆପଣଙ୍କୁ ପ୍ରଦାନ କରାଯାଇପାରେ | |
|- | |- | ||
|00:30 | |00:30 | ||
| ଆପଣଙ୍କ ମେସିନ୍ ରେ | | ଆପଣଙ୍କ ମେସିନ୍ ରେ | ||
− | + | ଉବୁଣ୍ଟୁ ଲିନକ୍ସ କିମ୍ୱା | |
− | + | ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଇନଷ୍ଟଲ୍ ହୋଇଥିବା ଦରକାର | |
|- | |- | ||
|00:38 | |00:38 | ||
Line 29: | Line 29: | ||
|00:57 | |00:57 | ||
| Bitnami Drupal Stack ଇନଷ୍ଟଲ୍ କରିବାକୁ ଆପଣଙ୍କୁ ଦରକାର: | | Bitnami Drupal Stack ଇନଷ୍ଟଲ୍ କରିବାକୁ ଆପଣଙ୍କୁ ଦରକାର: | ||
− | + | Intel x86 କିମ୍ୱା ଅନୁକୂଳ ପ୍ରୋସେସର୍ | |
|- | |- | ||
|01:05 | |01:05 | ||
Line 314: | Line 314: | ||
|09:57 | |09:57 | ||
| ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, | | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, | ||
− | + | ଉବୁଣ୍ଟୁ ଲିନକ୍ସ ଓ ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ସରେ Drupal ଇନଷ୍ଟଲ୍ କରିବା | |
|- | |- | ||
|10:07 | |10:07 | ||
Line 324: | Line 324: | ||
|10:25 | |10:25 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ | ||
− | + | NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ | |
− | + | NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା | |
ଅନୁଦାନ ପ୍ରାପ୍ତ | ଅନୁଦାନ ପ୍ରାପ୍ତ | ||
|- | |- |
Revision as of 13:19, 7 October 2016
|
|
00:01 | Installation of Drupal ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ, ଉବୁଣ୍ଟୁ ଲିନକ୍ସ ଓ ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ସରେ Drupla ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା ବିଷୟରେ ଶିଖିବା |
00:17 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଦରକାର -
ୱେବ୍ ରୁ ଲାଟେଷ୍ଟ ଭର୍ସନ୍ ଇନଷ୍ଟଲ୍ କରିବା ପାଇଁ ଗୋଟିଏ କାର୍ଯ୍ୟରତ ଇଣ୍ଟରନେଟ୍ କନେକ୍ସନ୍ କିମ୍ୱା ଆବଶ୍ୟକ ଲୋକଲ୍ ଫାଇଲ୍ସ ସହିତ ତାହା ଆପଣଙ୍କୁ ପ୍ରଦାନ କରାଯାଇପାରେ |
00:30 | ଆପଣଙ୍କ ମେସିନ୍ ରେ
ଉବୁଣ୍ଟୁ ଲିନକ୍ସ କିମ୍ୱା ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଇନଷ୍ଟଲ୍ ହୋଇଥିବା ଦରକାର |
00:38 | ଏହି ଟ୍ୟୁଟ୍ୟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କୁ ଏଥିମଧ୍ୟରୁ ଯକୌଣସି ସହିତ ପରିଚିତ ଥିବା ଉଚିତ୍ |
00:45 | Drupal ଇନଷ୍ଟଲ୍ କରିବାକୁ ଅନେକ ମାର୍ଗ ଅଛି |
00:48 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ, Bitnami Drupal Stack ବ୍ୟବହାର କରୁଛି, କାରଣ ଏହା ବହୁତ ସରଳ ଇନଷ୍ଟଲେଶନ୍ ପଦ୍ଧତି |
00:57 | Bitnami Drupal Stack ଇନଷ୍ଟଲ୍ କରିବାକୁ ଆପଣଙ୍କୁ ଦରକାର:
Intel x86 କିମ୍ୱା ଅନୁକୂଳ ପ୍ରୋସେସର୍ |
01:05 | ନ୍ୟୁନତମ 256 MB RAM |
01:08 | ନ୍ୟୁନତମ 150 MB ହାର୍ଡ ଡିସ୍କ ସ୍ପେସ୍ ଓ |
01:13 | TCP/IP ପ୍ରୋଟୋକୋଲ୍ ସପୋର୍ଟ |
01:16 | ନିମ୍ନଲିଖିତଗୁଡ଼ିକ ହେଉଛି ଅନୁକୂଳ ଅପରେଟିଙ୍ଗ୍ ସିଷ୍ଟମ୍ସ |
01:20 | ଯେକୌଣସି x86 ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ |
01:24 | ଯେକୌଣସି 32-bit ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍, ଯେପରି ୱିଣ୍ଡୋସ୍ ଭିଷ୍ଟା, ୱିଣ୍ଡୋସ୍ 7, ୱିଣ୍ଡୋସ୍ 8, ୱିଣ୍ଡୋସ୍ 10, ୱିଣ୍ଡୋସ୍ ସର୍ଭର୍ କିମ୍ୱା ୱିଣ୍ଡୋସ୍ ସର୍ଭର୍ 2012 |
01:41 | ଯେକୌଣସି OS X ଅପରେଟିଙ୍ଗ୍ ସିଷ୍ଟମ୍ x86 |
01:46 | ଚାଲନ୍ତୁ, ଆମ ପସନ୍ଦର ୱେବ୍ ବ୍ରାଉଜର୍ ଖୋଲି ପ୍ରଦର୍ଶିତ URLକୁ ଯିବା |
01:53 | ସ୍କ୍ରୋଲ୍ ଡାଉନ୍ କରି ୱିଣ୍ଡୋସ୍ ଓ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ସ ପାଇଁ ଇନଷ୍ଟଲର୍ସ ଦେଖନ୍ତୁ |
02:01 | ଆପଣଙ୍କୁ, ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଅନୁସାରେ Installer ବାଛିବାକୁ ହେବ |
02:06 | ମୁଁ ଜଣେ ଲିନକ୍ସ ୟୁଜର୍ ହୋଇଥିବାରୁ, Linux Installer ଚୟନ କରିବି |
02:11 | ଯଦି ଆପଣ ୱିଣ୍ଡୋସ୍ ୟୁଜର୍ ହୋଇଥା’ନ୍ତି, ତେବେ ୱିଣ୍ଡୋସ୍ ପାଇଁ Drupal Installerର ଚୟନ କରନ୍ତୁ |
02:17 | ଏଠାରେ ଆମେ Drupalର ସମସ୍ତ ବିଭିନ୍ନ ଭର୍ସନ୍ସ ଦେଖିପାଇବା |
02:22 | ଯଦି ଆପଣ, କେଉଁ ଭର୍ସନ୍ ଡାଉନଲୋଡ୍ କରିବାକୁ ଅନିଶ୍ଚିତ, ତେବେ Recommended ଭର୍ସନ୍ ଡାଉନଲୋଡ୍ କରିପାରିବେ |
02:29 | ଏହି ରେକର୍ଡିଙ୍ଗ୍ ସମୟରେ, Drupal 8.1.3 ହେଉଛି Recommended ଭର୍ସନ୍ |
02:36 | ଆପଣ ପ୍ରୟାସ କରିବାବେଳେ ଏହା ଭିନ୍ନ ହୋଇପାରେ |
02:39 | ଡାହାଣପଟେ ଥିବା Download ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:43 | Bitnami ୱେବ୍ ସାଇଟରେ ଗୋଟିଏ ଆକାଉଣ୍ଟ କ୍ରିଏଟ୍ କରିବାକୁ କହୁଥିବା ଏକ ୱିଣ୍ଡୋ ପପ୍-ଅପ୍ ହେବ |
02:50 | ଏବେପାଇଁ, No Thanks ଉପରେ କ୍ଲିକ୍ କରନ୍ତୁ |
02:53 | ଏହା ତୁରନ୍ତ Installer ଡାଉନଲୋଡ୍ କରିବା ଆରମ୍ଭ କରିବ. ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ |
03:01 | ନିମ୍ନଲିଖିତ ଇନଷ୍ଟଲେଶନ୍ ପଦାଙ୍କ, ୱିଣ୍ଡୋସ୍ ଓ ଲିନକ୍ସ OS ପାଇଁ ସମାନ ଅଟେ |
03:07 | ଯଦି ଆପଣଙ୍କୁ Bitnami Installer ଫାଇଲ୍ସ ପ୍ରଦାନ କରାଯାଇଥିବ, ତେବେ ଡାଉନଲୋଡ୍ କରିବା ବଦଳରେ ସେଥିରୁ ଗୋଟିଏକୁ ବ୍ୟବହାର କରନ୍ତୁ |
03:15 | ନିଜର Downloads ଫୋଲ୍ଡର୍ ଖୋଲନ୍ତୁ, ଯେଉଁଠାରେ Installer File ଡାଉନଲୋଡ୍ ହୋଇଛି |
03:20 | ଏହି Installer Fileକୁ ଚଲାଇବା ପାଇଁ ଆପଣଙ୍କ ପାଖରେ Admin Access ଥିବା ଉଚିତ |
03:25 | ଯଦି ଆପଣ ଜଣେ ୱିଣ୍ଡୋସ୍ ୟୁଜର୍, ତେବେ Installer File ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଓ ତା’ପରେ Run As Administrator ଅପ୍ସନ୍ ସିଲେକ୍ଟ କରନ୍ତୁ |
03:33 | ଯଦି ଆପଣ ଜଣେ ଲିନକ୍ସ ୟୁଜର୍, ତେବେ Installer File ଉପରେ ରାଇଟ୍ କ୍ଲିକ୍ କରି Properties ସିଲେକ୍ଟ କରନ୍ତୁ |
03:40 | ତା’ପରେ Permissions ଟାବ୍ ଉପରେ କ୍ଲିକ୍ କରି Allow Executing File As Program ଅପ୍ସନ୍ ର ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ |
03:48 | ଏହି ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:52 | ଏବେ, Installer File ଉପରେ ଡବଲ୍ କ୍ଲିକ୍ କରନ୍ତୁ |
03:55 | ଇନଷ୍ଟଲେଶନ୍ ଏବେ ଆରମ୍ଭ ହେଲା. Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:01 | ଏଠାରେ ଆମେ, ଇନଷ୍ଟଲ୍ କରିବାକୁ ଚାହୁଁଥିବା କମ୍ପୋନେଣ୍ଟଗୁଡ଼ିକ ସିଲେକ୍ଟ କରିପାରିବା |
04:06 | ପ୍ରତ୍ୟେକ କମ୍ପୋନେଣ୍ଟ ଉପରେ କ୍ଲିକ୍ କରି, ପ୍ରଥମେ ସେଗୁଡ଼ିକ ବିଷୟରେ ସବିଶେଷ ସୂଚନା ପଢ଼ନ୍ତୁ |
04:12 | ମୁଁ ସମସ୍ତ କମ୍ପୋନେଣ୍ଟ ସିଲେକ୍ଟ କରିବାକୁ ପସନ୍ଦ କରିବି. Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:18 | ଏହି ୱିଣ୍ଡୋରେ ଆମକୁ ସେହି ଫୋଲ୍ଡର୍ ର ଚୟନ କରିବାକୁ ହେବ, ଯେଉଁଠାରେ ଆମେ Drupal ଇନଷ୍ଟଲ୍ କରିବାକୁ ଚାହୁଁଛେ |
04:24 | ମୁଁ, ମୋର Home Folder ଚୟନ କରିବି |
04:27 | ୱିଣ୍ଡୋସ୍ ରେ ଏହା ଡିଫଲ୍ଟ ଭାବରେ C କଲନ୍ କିମ୍ୱା ମୁଖ୍ୟ ଡ୍ରାଇଭ୍ ରେ ଇନଷ୍ଟଲ୍ ହେବ |
04:34 | Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:36 | ବର୍ତ୍ତମାନ ଆମକୁ ଏକ Drupal Admin Account କ୍ରିଏଟ୍ କରିବାକୁ ହେବ |
04:40 | Real Nameରେ ମୁଁ Priya ଟାଇପ୍ କରିବି. ଏହି ନାମ ଆପ୍ଲିକେଶନ୍ ରେ ପ୍ରଦର୍ଶିତ ହେବ |
04:47 | ଦୟାକରି ଆପଣଙ୍କର ନିଜ ନାମ ଏଠାରେ ଟାଇପ୍ କରନ୍ତୁ |
04:50 | Email Address ଫିଲ୍ଡରେ ମୁଁ, priyaspoken@gmail.com ଟାଇପ୍ କରିବି |
04:56 | ଦୟାକରି ଆପଣ ନିଜର ବୈଧ ଇମେଲ୍ ଆଡ୍ରେସ୍ ବ୍ୟବହାର କରନ୍ତୁ |
05:00 | ଏହାପରେ ଆମକୁ, Administrator ପାଇଁ ନିଜ ପସନ୍ଦର Username ଓ Password ଦେବାକୁ ହେବ |
05:07 | Login User Nameରେ ମୁଁ, Admin ଟାଇପ୍ କରିବି |
05:11 | Passwordରେ, ମୁଁ ଗୋଟିଏ Password ଟାଇପ୍ କରିବି. ସୁନିଶ୍ଚିତ ପାଇଁ ପାସୱର୍ଡକୁ ରି-ଟାଇପ୍ କରନ୍ତୁ |
05:17 | ଆପଣ, ନିଜ ପସନ୍ଦର ଯେକୌଣସି Login ଓ Password ଟାଇପ୍ କରିପାରିବେ |
05:22 | Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:24 | Linuxରେ, Apache ପାଇଁ ଡିଫଲ୍ଟ ଶୁଣିବା ପୋର୍ଟ ହେଉଛି 8080 ଏବଂ MySQL ପାଇଁ ହେଉଛି 3306 |
05:34 | ୱିଣ୍ଡୋସ୍ ରେ ଏହା ହେଉଛି 80 ଓ 3306 |
05:39 | ଯଦି ସେହି ପୋର୍ଟଗୁଡ଼ିକ ଅନ୍ୟ ଆପ୍ଲିକେଶନ୍ସ ଦ୍ୱାରା ପୂର୍ବରୁ ବ୍ୟବହୃତ ହେଉଥିବ, ତେବେ ତାହା ବିକଳ୍ପ ପୋର୍ଟ ବ୍ୟବହାର କରିବା ପାଇଁ କହିବ |
05:47 | ମୁଁ, ମୋ ମେସିନ୍ ରେ MySQL ଇନଷ୍ଟଲ୍ କରିସାରିଛି. ତେଣୁ ଏହା ବିକଳ୍ପ ପୋର୍ଟ ପାଇଁ କହୁଛି |
05:54 | ମୁଁ, 3307 ଦେବି |
05:57 | Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:59 | ଏବେ, ଆମକୁ ଆମର Drupal Siteକୁ ଏକ ନାମ ଦେବାକୁ ହେବ. ମୁଁ, Drupal 8 ଭାବେ ନାମ ଟାଇପ୍ କରିବି |
06:06 | ଆପଣ, ନିଜ ପସନ୍ଦର ଯେକୌଣସି ନାମ ଦେଇପାରିବେ |
06:10 | Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:12 | ଏଠାରେ ଏହା, Bitnami Cloud Hosting ପାଇଁ ଆମକୁ କହୁଛି. ଏବେପାଇଁ ମୋତେ ଏହା ଦରକାର ନାହିଁ |
06:19 | ତେଣୁ, ଏହାକୁ ଡିସିଲେକ୍ଟ କରିବାକୁ ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
06:23 | Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:26 | ଏବେ, ଇନଷ୍ଟଲ୍ ହେବାପାଇଁ Drupal ପ୍ରସ୍ତୁତ. Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:31 | ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବାକୁ ଅନେକ ମିନିଟ୍ସ ଲାଗିପାରେ |
06:36 | ଥରେ ଇନଷ୍ଟଲେଶନ୍ ସମାପ୍ତ ହେବାପରେ, Launch Bitnami Drupal Stack ଚେକ୍ ହୋଇଥିବାର ସୁନିଶ୍ଚିତ କରନ୍ତୁ |
06:43 | ତା’ପରେ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:46 | Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ନିଜକୁ ନିଜ ଖୋଲିବ |
06:51 | ସମସ୍ତ ଚାଲୁଥିବା ସେବାଗୁଡ଼ିକୁ ଦେଖିବା ପାଇଁ Manage Servers ଉପରେ କ୍ଲିକ୍ କରନ୍ତୁ |
06:56 | ଏଠାରେ ଆମେ ଦେଖିପାରୁଛେ ଯେ, MySQL Database ଓ Apache Web Server ଏବେ ଚାଲୁଛି |
07:02 | ଧ୍ୟାନଦିଅନ୍ତୁ କି, Drupalରେ କାମ କରିବା ପାଇଁ ଆମକୁ ଗୋଟିଏ Databese ଦରକାର, ଯେପରି MySQL, PostgreSQL କିମ୍ୱା Oracle |
07:11 | ଆଉ ଗୋଟିଏ Web Server, ଯେପରି Apache କିମ୍ୱା Nginx |
07:16 | ଡିଫଲ୍ଟ ଭାବରେ, Bitnami Drupal Stack, MySQL Database ଓ Apache Web Server ସହିତ ଆସିଥାଏ |
07:23 | କଣ୍ଟ୍ରୋଲ୍ ୱିଣ୍ଡୋକୁ ଫେରିଚାଲନ୍ତୁ |
07:26 | ଉପଯୁକ୍ତ ବଟନ୍ସରେ କ୍ଲିକ୍ କରି ଆମେ ସେବାଗୁଡ଼ିକୁ ଆରମ୍ଭ, ବନ୍ଦ ଓ ରିଷ୍ଟାର୍ଟ କରିପାରିବା |
07:33 | Welcome ଟାବ୍ ଉପରେ କ୍ଲିକ୍ କରନ୍ତୁ |
07:36 | Drupal ଆରମ୍ଭ କରିବା ପାଇଁ, ଡାହାଣପଟେ ଥିବା Go To Application ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:42 | Bitnami ପେଜ୍ ସହିତ ବ୍ରାଉଜର୍ ନିଜକୁ ନିଜ ଖୋଲିବ |
07:46 | ଏବେ, Access Drupal ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ. ଆମକୁ, ଆମର Drupal ୱେବ୍ ସାଇଟ୍ କୁ ରିଡାଇରେକ୍ଟ କରାଯିବ |
07:54 | ଧ୍ୟାନଦିଅନ୍ତୁ ଯେ, ୱେବ୍ ସାଇଟ୍ ର ନାମ ହେଉଛି Drupal 8 |
07:58 | ୱେବ୍ ସାଇଟ୍ ରେ Login କରିବାକୁ, ଉପର ଡାହାଣପଟ କୋଣରେ ଥିବା Log In ଲିଙ୍କ୍ ରେ କ୍ଲିକ୍ କରନ୍ତୁ |
08:03 | ଆମେ ପୂର୍ବରୁ କ୍ରିଏଟ୍ କରିଥିବା User Name ଓ Password ଟାଇପ୍ କରନ୍ତୁ |
08:11 | ଏବେ, Login ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:14 | ଆଡ୍ରେସ୍ ବାର୍ ରେ ଆମେ, ଆମର ୱେବ୍ ସାଇଟ୍ ର ୱେବ୍ ଆଡ୍ରେସ୍ ଦେଖିପାରୁଛେ http://localhost:8080/drupal/user/1 |
08:27 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଆମେ, /user/1 କ’ଣ, ତାହା ଜାଣିବା |
08:32 | ଏହି LocalHost ବଦଳରେ ଏହା ଆପଣଙ୍କୁ, ଆପଣଙ୍କର ସିଷ୍ଟମ୍ କନଫିଗରେଶନ୍ ଉପରେ ଭିତ୍ତିକରି 127.0.0.1 ଦେଖାଇପାରେ |
08:42 | ପରବର୍ତ୍ତୀ ସମୟ ପରଠାରୁ ଆମେ, ଯଦି Apache, Port 80ରେ ଥିବ, ତେବେ
localhost colon 8080 slash drupal କିମ୍ୱା localhost slash drupal ୱେବ୍ ଆଡ୍ରେସ୍ ବ୍ୟବହାର କରି Drupal ଆକ୍ସେସ୍ କରିପାରିବା |
08:57 | ଏହାପରେ ଚାଲନ୍ତୁ ଦେଖିବା, କିପରି Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଆକ୍ସେସ୍ କରାଯାଏ |
09:03 | ଯଦି ଆପଣ ଜଣେ Linux ୟୁଜର୍, ତେବେ ଦୟାକରି ଏହି ପଦାଙ୍କଗୁଡ଼ିକୁ ଅନୁସରଣ କରନ୍ତୁ |
09:07 | File Browserକୁ ଯାଆନ୍ତୁ |
09:10 | ତା’ପରେ ବାମ ସାଇଡ୍ ବାର୍ ରେ, Places ତଳେ ଥିବା Homeରେ କ୍ଲିକ୍ କରନ୍ତୁ |
09:15 | ଏବେ, ତାଲିକାରୁ Drupal ହାଇଫେନ୍ 8.1.3 ହାଇଫେନ୍ 0 ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ |
09:23 | ଏଠାରେ ଆପଣ, manager ହାଇଫେନ୍ linux ହାଇଫେନ୍ x64.run ଫାଇଲ୍ ପାଇବେ. ଏହାକୁ ଖୋଲିବା ପାଇଁ ଡବଲ୍ କ୍ଲିକ୍ କରନ୍ତୁ |
09:33 | ଯଦି ଆପଣ ଜଣେ Windows ୟୁଜର୍, ତେବେ Start Menu -> All Programs -> Bitnami Drupal Stack -> Bitnami Drupal Stack Manager Toolକୁ ଯାଆନ୍ତୁ |
09:44 | Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଖୋଲିବ |
09:48 | ପ୍ରତ୍ୟେକଥର ଆପଣ Drupal ଖୋଲିବାବେଳେ, ଦୟାକରି ସମସ୍ତ ସର୍ଭର୍ ଚାଲୁଛି କି ନାହିଁ ଯାଞ୍ଚ କରନ୍ତୁ |
09:54 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
09:57 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
ଉବୁଣ୍ଟୁ ଲିନକ୍ସ ଓ ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ସରେ Drupal ଇନଷ୍ଟଲ୍ କରିବା |
10:07 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
10:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
10:25 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ
NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
10:36 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |