Difference between revisions of "Drupal/C2/Overview-of-Drupal/Oriya"
PoojaMoolya (Talk | contribs) |
PoojaMoolya (Talk | contribs) |
||
Line 41: | Line 41: | ||
|01:14 | |01:14 | ||
| କିଏ, କେଉଁଠାରୁ ଏହାକୁ ଦେଖୁଛି, ତାହା ଉପରେ ଭିତ୍ତିକରି ମଧ୍ୟ ଏହା ବଦଳିପାରେ. | | କିଏ, କେଉଁଠାରୁ ଏହାକୁ ଦେଖୁଛି, ତାହା ଉପରେ ଭିତ୍ତିକରି ମଧ୍ୟ ଏହା ବଦଳିପାରେ. | ||
− | + | ଭାରତରୁ ଆପଣ ଜଣେ ଛାତ୍ର ହୋଇପାରନ୍ତି, | |
|- | |- | ||
|01:23 | |01:23 | ||
| କିମ୍ୱା ସିଙ୍ଗାପୁର୍ ରୁ କିଛି କିଣୁଥିବା ଜଣେ ଗ୍ରାହକ. | | କିମ୍ୱା ସିଙ୍ଗାପୁର୍ ରୁ କିଛି କିଣୁଥିବା ଜଣେ ଗ୍ରାହକ. | ||
− | + | ଆପଣ ସମସ୍ତେ ଏକ ଭିନ୍ନ ପେଜ୍ ଦେଖିବେ | |
|- | |- | ||
|01:32 | |01:32 | ||
Line 94: | Line 94: | ||
|03:06 | |03:06 | ||
| ନମ୍ୱର୍ 1: | | ନମ୍ୱର୍ 1: | ||
− | + | Drupal ହେଉଛି ମାଗଣା ଓ ସମ୍ପୂର୍ଣ୍ଣ ମୁକ୍ତ ଉତ୍ସ | |
|- | |- | ||
|03:11 | |03:11 | ||
Line 104: | Line 104: | ||
|03:20 | |03:20 | ||
| ନମ୍ୱର୍ 2: | | ନମ୍ୱର୍ 2: | ||
− | + | Drupal ହେଉଛି ନମନୀୟ | |
|- | |- | ||
|03:24 | |03:24 | ||
Line 117: | Line 117: | ||
|03:42 | |03:42 | ||
| ନମ୍ୱର୍ 3: | | ନମ୍ୱର୍ 3: | ||
− | + | Drupal ହେଉଛି ମୋବାଇଲ୍-ରେଡୀ | |
|- | |- | ||
|03:46 | |03:46 | ||
Line 124: | Line 124: | ||
|03:54 | |03:54 | ||
| ନମ୍ୱର୍ 4: | | ନମ୍ୱର୍ 4: | ||
− | + | ବଡ଼ ପ୍ରୋଜେକ୍ଟଗୁଡ଼ିକ ପାଇଁ Drupal ହେଉଛି ଚମତ୍କାର | |
|- | |- | ||
|04:00 | |04:00 | ||
Line 140: | Line 140: | ||
|04:24 | |04:24 | ||
| ନମ୍ୱର୍ 5: | | ନମ୍ୱର୍ 5: | ||
− | + | Drupal ହେଉଛି ଅନୁକୂଳ, ସାମାଜିକ ଓ ଅନୁସନ୍ଧନୀୟ | |
|- | |- | ||
|04:29 | |04:29 | ||
Line 166: | Line 166: | ||
|05:11 | |05:11 | ||
| ନମ୍ୱର୍ 7: | | ନମ୍ୱର୍ 7: | ||
− | + | Drupal ସାଇଟ୍ ରେ ଫିଚର୍ସ ଆଡ୍ କରୁଥିବା ହଜାର-ହଜାର Modules ବ୍ୟବହାର କରି ଆମେ ଆମର Drupal ସାଇଟ୍ କୁ ବିସ୍ତାର କରିପାରିବା | |
|- | |- | ||
|05:18 | |05:18 | ||
Line 173: | Line 173: | ||
|05:27 | |05:27 | ||
| ସେହି ସାଇଟ୍ ରେ ଆମେ ବହୁବିଧ Themes କିମ୍ୱା Themeର ଭର୍ସନ୍ସ ପାଇପାରିବା. | | ସେହି ସାଇଟ୍ ରେ ଆମେ ବହୁବିଧ Themes କିମ୍ୱା Themeର ଭର୍ସନ୍ସ ପାଇପାରିବା. | ||
− | + | ଆଉ ତଥାପି, ଆପଣଙ୍କ ୱେବ୍ ସାଇଟ୍ ଡେଟାର ଭିଜୁଆଲ୍ ପ୍ରେଜେଣ୍ଟେଶନ୍ ଉପରେ ଆପଣଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ | |
|- | |- | ||
|05:40 | |05:40 | ||
| ନମ୍ୱର୍ 8: | | ନମ୍ୱର୍ 8: | ||
− | + | ଯଦି ଆପଣଙ୍କୁ ସାହାଯ୍ୟ ଦରକାର, Drupal ରେ ଏକ ସାହାଯ୍ୟକାରୀ କମ୍ୟୁନିଟୀ ଅଛି ଓ ତାହା ବିଶାଳ! | |
|- | |- | ||
|05:48 | |05:48 | ||
Line 193: | Line 193: | ||
|06:08 | |06:08 | ||
| ନମ୍ୱର୍ 9: | | ନମ୍ୱର୍ 9: | ||
− | + | Drupalରେ କେତେକ ବହୁତ ବଡ଼ ଓ ଅଭିଜ୍ଞ କମ୍ପାନୀଗୁଡ଼ିକ ଅଛି | |
|- | |- | ||
|06:15 | |06:15 | ||
Line 203: | Line 203: | ||
|06:32 | |06:32 | ||
| ନମ୍ୱର୍ 10: | | ନମ୍ୱର୍ 10: | ||
− | + | Drupal ସବୁଠାରେ ଅଛି. ଏହି ରେକର୍ଡିଙ୍ଗ୍ ସମୟରେ 1.2 ମିଲିଅନ୍ ରୁ ଊର୍ଦ୍ଧ୍ୱ ୱେବ୍ ସାଇଟ୍ସ ରହିଛି | |
|- | |- | ||
|06:40 | |06:40 | ||
Line 213: | Line 213: | ||
|06:58 | |06:58 | ||
| ଏହି ଟ୍ୟୁଟୋରିଆଲ୍ ସିରିଜ୍ ରେ ଆମେ, ନିମ୍ନ ବିଷୟରେ ଶିଖିବା: | | ଏହି ଟ୍ୟୁଟୋରିଆଲ୍ ସିରିଜ୍ ରେ ଆମେ, ନିମ୍ନ ବିଷୟରେ ଶିଖିବା: | ||
− | + | Drupal କିପରି ଇନଷ୍ଟଲ୍ କରାଯାଏ | |
|- | |- | ||
|07:04 | |07:04 | ||
Line 223: | Line 223: | ||
|07:18 | |07:18 | ||
| କଣ୍ଟେଣ୍ଟ ୱର୍କ ଫ୍ଲୋ - | | କଣ୍ଟେଣ୍ଟ ୱର୍କ ଫ୍ଲୋ - | ||
− | + | Drupal ମଧ୍ୟରେ, ଗୋଟିଏ ୱେବ୍ ସାଇଟ୍ ର ମୌଳିକ କଣ୍ଟେଣ୍ଟ କିପରି ବ୍ୟବସ୍ଥିତ ହୁଏ, ଏଠାରେ ଆମେ ଶିଖିବା | |
|- | |- | ||
|07:26 | |07:26 | ||
Line 236: | Line 236: | ||
|07:49 | |07:49 | ||
| Drupal କିପରି ବିସ୍ତାର କରାଯାଏ. | | Drupal କିପରି ବିସ୍ତାର କରାଯାଏ. | ||
− | + | Drupalର ଦ୍ୱିତୀୟ ସବୁଠାରୁ ଅଧିକ ଶକ୍ତିଶାଳୀ ଫିଚର୍ ହେଉଛି Modules ବା Extensions | |
|- | |- | ||
|07:56 | |07:56 | ||
Line 246: | Line 246: | ||
|08:13 | |08:13 | ||
| ସାଇଟ୍ କୁ କିପରି Layout କରିବେ. | | ସାଇଟ୍ କୁ କିପରି Layout କରିବେ. | ||
− | + | ଥରେ ମୌଳିକ କଣ୍ଟେଣ୍ଟ ଓ ଫିଚର୍ସ ପ୍ରସ୍ତୁତ ହୋଇଯିବା ପରେ, ଆପଣଙ୍କୁ ତାହାର ଏକ ସୁନ୍ଦର ଡିସପ୍ଲେ ତିଆରି କରିବାକୁ ପଡ଼ିବ | |
|- | |- | ||
|08:24 | |08:24 |
Revision as of 13:17, 7 October 2016
Time | Narration |
00:01 | Overview of Drupal ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ Drupal |
00:13 | Drupalର ମୁଖ୍ୟ ବୈଶିଷ୍ଟ୍ୟତାମାନ ଏବଂ
ଏହି Drupal ଶୃଙ୍ଖଳାର ଅବଲୋକନ |
00:19 | Drupal କ’ଣ ପ୍ରଥମେ ତାହା ବୁଝିବା. Drupal ହେଉଛି ଏକ ମାଗଣା ଓ ମୁକ୍ତ ଉତ୍ସ କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (CMS) |
00:30 | ଏକ CMS କ’ଣ?
ଏହା ପୁରୁଣା ଦିନଗୁଡ଼ିକ ପରି ନୁହେଁ, ଯେତେବେଳେ ଗୋଟିଏ ସର୍ଭର୍ ରେ ଆମେ ଅନେକ html ଫାଇଲ୍ ଅପଲୋଡ୍ କରୁଥିଲେ |
00:40 | ପରମ୍ପରାଗତ ମାର୍ଗରେ, ପ୍ରତ୍ୟେକ ୱେବ୍ ପେଜ୍ ର ନିଜସ୍ୱ html ଫାଇଲ୍ ଥାଏ |
00:47 | ଏବେ ଏହା ବହୁତ ଭିନ୍ନ.
ବିଭିନ୍ନ କମ୍ପୋନେଣ୍ଟସ୍ ବ୍ୟବହାର କରି ପ୍ରତ୍ୟେକ ପେଜ୍ ତିଆରି ହୋଇଛି |
00:55 | ପ୍ରତ୍ୟେକ କମ୍ପୋନେଣ୍ଟ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛି |
01:00 | କିଛି ପ୍ରୋଗ୍ରାମିଙ୍ଗ୍ ଲଜିକ୍ ବ୍ୟବହାର କରି ଏହି କମ୍ପୋନେଣ୍ଟଗୁଡ଼ିକୁ fly ଉପରେ ଆସେମ୍ୱଲ୍ କରାଯାଇଛି |
01:06 | ତେଣୁ, ଆପଣ କ’ଣ ଦେଖୁଛନ୍ତି, ଯେପରି ଡେସ୍କଟପ୍ କିମ୍ୱା ମୋବାଇଲ୍, ତାହା ଉପରେ ଭିତ୍ତିକରି ଏହା ଭିନ୍ନ ହୋଇପାରେ |
01:14 | କିଏ, କେଉଁଠାରୁ ଏହାକୁ ଦେଖୁଛି, ତାହା ଉପରେ ଭିତ୍ତିକରି ମଧ୍ୟ ଏହା ବଦଳିପାରେ.
ଭାରତରୁ ଆପଣ ଜଣେ ଛାତ୍ର ହୋଇପାରନ୍ତି, |
01:23 | କିମ୍ୱା ସିଙ୍ଗାପୁର୍ ରୁ କିଛି କିଣୁଥିବା ଜଣେ ଗ୍ରାହକ.
ଆପଣ ସମସ୍ତେ ଏକ ଭିନ୍ନ ପେଜ୍ ଦେଖିବେ |
01:32 | ଏହି ପ୍ରେଜେଣ୍ଟେଶନ୍ ଲଜିକ୍ ପଛରେ CMS ଅଛି |
01:37 | ଏହା ବିଭିନ୍ନ ପ୍ରୋଗ୍ରାମିଙ୍ଗ୍ ଫଙ୍କଶାଲିଟିଜ୍ ବ୍ୟବହାର କରେ, ଯେପରି PHP, Ajax, Java Script ଆଦି |
01:47 | କୌଣସି ଫର୍ମାଟିଙ୍ଗ୍ ବିନା, ସମସ୍ତ CMS ସାଧାରଣତଃ, ଇନଫର୍ମେଶନ୍ କଣ୍ଟେଣ୍ଟ ଷ୍ଟୋର୍ କରିବାକୁ ଏକ ଡେଟାବେସ୍ ବ୍ୟବହାର କରେ |
01:55 | କଣ୍ଟେଣ୍ଟର୍ ଫର୍ମାଟିଙ୍ଗ୍ ପୃଥକ୍ ଭାବରେ କରାଯାଏ |
02:00 | ନନ୍-ଟେକ୍ନିକଲ୍ ୟୁଜରମାନଙ୍କୁ, ସହଜରେ ଏକ ୱେବ୍ ସାଇଟ୍ ମ୍ୟାନେଜ୍ କରିବାକୁ ମଧ୍ୟ CMS ସାହାଯ୍ୟ କରିଥାଏ |
02:07 | Drupal ମଧ୍ୟ ଏହିପରି ଏକ ମୁକ୍ତ ଉତ୍ସ CMS, ଅର୍ଥାତ୍ ଏହି କୋଡ୍ ମାଗଣାରେ ଉପଲବ୍ଧ |
02:15 | ସମସ୍ତେ ଏହାକୁ ଡାଉନଲୋଡ୍ କରି ବଦଳାଇପାରିବେ |
02:18 | Dries Buytaertଙ୍କ ଦ୍ୱାରା 2000 ମସିହାରେ Drupal ସ୍ଥାପିତ କରାଯାଇଥିଲା, ଯେତେବେଳେ ସେ ଜଣେ ଛାତ୍ର ଥିଲେ |
02:24 | ଏହାକୁ ମୁକ୍ତ ଉତ୍ସ କରିଥିବାରୁ, ହଜାର ହଜାର ଲୋକ କୋଡ୍ କୁ ସଂଶୋଧନ କରିବାରେ ସାହାଯ୍ୟ କରିଥିଲେ |
02:32 | ସେମାନେ ତାହାପରେ, ଅଳ୍ପ ବିକାଶ ସହିତ ଏହାକୁ କମ୍ୟୁନିଟୀକୁ ଫେରାଇଥିଲେ |
02:37 | Drupal କମ୍ୟୁନିଟୀ ହେଉଛି ସର୍ବବୃହତ୍ ଓ ଏକବଦ୍ଧ ମୁକ୍ତ ଉତ୍ସ କମ୍ୟୁନିଟୀଗୁଡ଼ିକ ମଧ୍ୟରୁ ଅନ୍ୟତମ |
02:43 | ଏହି କମ୍ୟୁନିଟୀରେ ଡେଭେଲପର୍ସ, ସାଇଟ୍-ବିଲ୍ଡର୍ସ, ସ୍ୱେଚ୍ଛାସେବୀମାନେ ଅଛନ୍ତି, ଯେଉଁମାନେ Drupalକୁ ଆଜିପରି କରିଛନ୍ତି |
02:51 | ଏହା କୁହାଯାଏ ଯେ Drupalରେ ଆପଣ କୋଡ୍ ପାଇଁ ଆସିବେ ଓ କମ୍ୟୁନିଟୀ ପାଇଁ ରହିବେ |
02:58 | ସମାନ କାରଣ ପାଇଁ ଆପଣ କମ୍ୟୁନିଟୀ ସହିତ ରହିପାରନ୍ତି |
03:02 | ଏହାପରେ ମୁଁ, Drupalର ଟପ୍ 10 ଫିଚର୍ସ ବିଷୟରେ କହୁଛି |
03:06 | ନମ୍ୱର୍ 1:
Drupal ହେଉଛି ମାଗଣା ଓ ସମ୍ପୂର୍ଣ୍ଣ ମୁକ୍ତ ଉତ୍ସ |
03:11 | ଯେକୌଣସି ବ୍ୟକ୍ତି ଏହାକୁ ଡାଉନଲୋଡ୍ କରି ବଦଳାଇପାରିବେ |
03:15 | ଆପଣ ଜଣେ ଡେଭେଲପର୍ ହୋଇଥିଲେ ମଧ୍ୟ Drupal ବହୁତ ସାହାଯ୍ୟକାରୀ |
03:20 | ନମ୍ୱର୍ 2:
Drupal ହେଉଛି ନମନୀୟ |
03:24 | Drupal ହେଉଛି ଆଜିର ଉପଲବ୍ଧ ସବୁଠାରୁ ଅନୁକୂଳ ସିଷ୍ଟମ୍ ଗୁଡ଼ିକ ମଧ୍ୟରୁ ଗୋଟିଏ |
03:28 | ବିଭିନ୍ନ କଷ୍ଟମ୍ ଡେଟା ଷ୍ଟ୍ରକଚର୍ସ ଆବଶ୍ୟକ କରୁଥିବା ସୋଫିଷ୍ଟିକେଟେଡ୍ ୱେବ୍ ସାଇଟ୍ସ ସହିତ Drupal ବହୁତ ଉତ୍ତମ ରୂପେ କାମ କରେ |
03:35 | ଉଭୟ CMS ଓ ବିସ୍ତୃତ Web Development Platform ଭାବରେ ଡେଭେଲପର୍ ମାନେ ଏହାକୁ ବ୍ୟବହାର କରନ୍ତି |
03:42 | ନମ୍ୱର୍ 3:
Drupal ହେଉଛି ମୋବାଇଲ୍-ରେଡୀ |
03:46 | ଆମ ପସନ୍ଦର ଯେକୌଣସି ମୋବାଇଲ୍ ଡିଭାଇସ୍ ରୁ ଆମେ, ଆମ Drupal ସାଇଟ୍ ରେ ପ୍ରତ୍ୟେକ ପେଜ୍ କୁ ଦେଖିପାରିବା ଓ ପରିଚାଳନା କରିପାରିବା |
03:54 | ନମ୍ୱର୍ 4:
ବଡ଼ ପ୍ରୋଜେକ୍ଟଗୁଡ଼ିକ ପାଇଁ Drupal ହେଉଛି ଚମତ୍କାର |
04:00 | whitehouse.govଠାରୁ ଆରମ୍ଭ କରି weather.com ଓ Dallas Cowboys ପର୍ଯ୍ୟନ୍ତ ଯେକୌଣସି ପ୍ରୋଜେକ୍ଟକୁ Drupal ହ୍ୟାଣ୍ଡଲ୍ କରିପାରେ |
04:08 | ଅଧିକ ଜଟିଳ ୱେବ୍ ସାଇଟ୍ ସହିତ Drupal ଆହୁରି ଚମକେ |
04:12 | ଫିଚର୍ ସମୃଦ୍ଧ ୱେବ୍ ସାଇଟ୍ ଚାହୁଁଥିବା ଲୋକମାନଙ୍କ ପାଇଁ ଏହା ହେଉଛି ସର୍ବୋତ୍ତମ ସମାଧାନ |
04:19 | ଏବଂ ବିଶାଳ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ଏହା ବହୁତ ଉପଯୁକ୍ତ |
04:24 | ନମ୍ୱର୍ 5:
Drupal ହେଉଛି ଅନୁକୂଳ, ସାମାଜିକ ଓ ଅନୁସନ୍ଧନୀୟ |
04:29 | My Site ଓ My Content ଖୋଜିବାରେ Drupal ଲୋକମାନଙ୍କୁ ସାହାଯ୍ୟ କରେ |
04:34 | ଟାଗ୍ସ, ବିବରଣୀ, କୀୱର୍ଡ୍ସ ଓ ମାନବ ଅନୁକୂଳ URLଗୁଡ଼ିକ ଆଡ୍ କରିବାକୁ ମଧ୍ୟ Drupal ଅନୁମତି ଦେଇଥାଏ |
04:45 | ନମ୍ୱର୍ 6:
Drupal ହେଉଛି ସୁରକ୍ଷିତ |
04:50 | Drupal, ଆମ ୱେବ୍ ସାଇଟକୁ ନିୟମିତ ସୁରକ୍ଷା ଅପଡେଟ୍ସ ସହିତ ସୁରକ୍ଷିତ ରଖେ, ଯେପରି Hash Passwords, |
04:57 | Session ID, ଯାହା Permissions ବଦଳିଲେ, ବଦଳେ |
05:01 | ଟେକ୍ସଟ୍ ଫର୍ମାଟ୍ Permission ୟୁଜର୍ କୁ ଇନପୁଟ୍ ରୁ ପ୍ରତିରୋଧ କରେ ଓ ଆହୁରି ଅନେକ |
05:07 | Drupal, ସୁରକ୍ଷାକୁ ବହୁତ ଗମ୍ଭୀରତାର ସହ ନେଇଥାଏ |
05:11 | ନମ୍ୱର୍ 7:
Drupal ସାଇଟ୍ ରେ ଫିଚର୍ସ ଆଡ୍ କରୁଥିବା ହଜାର-ହଜାର Modules ବ୍ୟବହାର କରି ଆମେ ଆମର Drupal ସାଇଟ୍ କୁ ବିସ୍ତାର କରିପାରିବା |
05:18 | ଯେକୌଣସି ଫିଚର୍ ବିଷୟରେ ଚିନ୍ତା କରନ୍ତୁ ଏବଂ କେହିଜଣେ ଗୋଟିଏ Module ତିଆରି କରି ମାଗଣାରେ ଉପଲବ୍ଧ କରାଇଦେଇଥିବ |
05:27 | ସେହି ସାଇଟ୍ ରେ ଆମେ ବହୁବିଧ Themes କିମ୍ୱା Themeର ଭର୍ସନ୍ସ ପାଇପାରିବା.
ଆଉ ତଥାପି, ଆପଣଙ୍କ ୱେବ୍ ସାଇଟ୍ ଡେଟାର ଭିଜୁଆଲ୍ ପ୍ରେଜେଣ୍ଟେଶନ୍ ଉପରେ ଆପଣଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ |
05:40 | ନମ୍ୱର୍ 8:
ଯଦି ଆପଣଙ୍କୁ ସାହାଯ୍ୟ ଦରକାର, Drupal ରେ ଏକ ସାହାଯ୍ୟକାରୀ କମ୍ୟୁନିଟୀ ଅଛି ଓ ତାହା ବିଶାଳ! |
05:48 | ସମଗ୍ର ବିଶ୍ୱରେ Drupal କାର୍ଯ୍ୟକ୍ରମମାନ ହୁଏ |
05:52 | ସ୍ଥାନୀୟ କାର୍ଯ୍ୟକ୍ରମଗୁଡ଼ିକୁ Drupal Camps କୁହାଯାଏ |
05:55 | ଏବଂ ସମଗ୍ର ବିଶ୍ୱରେ ପ୍ରତ୍ୟେକ ବର୍ଷ ପ୍ରମୁଖ DrupalCons ହୁଏ |
06:01 | Drupal Suport ପ୍ରତି ସମର୍ପିତ ସେଥିରେ ବହୁତ ସକ୍ରିୟ Forums, User Groups ଓ IRC Chats ଅଛି |
06:08 | ନମ୍ୱର୍ 9:
Drupalରେ କେତେକ ବହୁତ ବଡ଼ ଓ ଅଭିଜ୍ଞ କମ୍ପାନୀଗୁଡ଼ିକ ଅଛି |
06:15 | ଏହି ସିରିଜ୍ ର ପାର୍ଟନର୍ Acquia ହେଉଛି ସର୍ବୋତ୍ତମ Drupal କମ୍ପାନୀ |
06:21 | ଭାରତରେ, 60ରୁ ଊର୍ଦ୍ଧ୍ୱ Drupal ସେବା କମ୍ପାନୀମାନ ଅଛି. ସେପରି ଶହ-ଶହ Freelancers ଅଛନ୍ତି, ଯେଉଁମାନେ Drupal ଜାଣନ୍ତି |
06:32 | ନମ୍ୱର୍ 10:
Drupal ସବୁଠାରେ ଅଛି. ଏହି ରେକର୍ଡିଙ୍ଗ୍ ସମୟରେ 1.2 ମିଲିଅନ୍ ରୁ ଊର୍ଦ୍ଧ୍ୱ ୱେବ୍ ସାଇଟ୍ସ ରହିଛି |
06:40 | ସମଗ୍ର ୱେବ୍ ର 3 ଶତକଡ଼ା ଓ ଟପ୍ ଦଶ ହଜାର ୱେବ୍ ସାଇଟ୍ସକୁ Drupal ଚଲାଏ |
06:50 | ସରକାରୀ, ଶିକ୍ଷା, ଆୟ ବହିର୍ଭୁତ ଓ ବିଶାଳ ସଂସ୍ଥାଗୁଡ଼ିକରେ Drupal ବହୁତ ପ୍ରସିଦ୍ଧ |
06:58 | ଏହି ଟ୍ୟୁଟୋରିଆଲ୍ ସିରିଜ୍ ରେ ଆମେ, ନିମ୍ନ ବିଷୟରେ ଶିଖିବା:
Drupal କିପରି ଇନଷ୍ଟଲ୍ କରାଯାଏ |
07:04 | Drupal ଓ ଅନ୍ୟ ସମ୍ୱନ୍ଧିତ ସଫ୍ଟୱେର୍ ଇନଷ୍ଟଲ୍ କରିବା ବିଷୟରେ ଆମେ ଦେଖାଇବୁ |
07:10 | ପ୍ରାୟ ସମସ୍ତେ ଏହାକୁ କରିପାରିବେ. ଏଥିପାଇଁ ଆପଣଙ୍କୁ Linux କିମ୍ୱା Windows Administration Savvy ହେବା ଦରକାର ନାହିଁ |
07:18 | କଣ୍ଟେଣ୍ଟ ୱର୍କ ଫ୍ଲୋ -
Drupal ମଧ୍ୟରେ, ଗୋଟିଏ ୱେବ୍ ସାଇଟ୍ ର ମୌଳିକ କଣ୍ଟେଣ୍ଟ କିପରି ବ୍ୟବସ୍ଥିତ ହୁଏ, ଏଠାରେ ଆମେ ଶିଖିବା |
07:26 | ଆମେ ଏକ ସରଳ ୱେବ୍ ସାଇଟ୍ କଣ୍ଟେଣ୍ଟ ମଧ୍ୟ କ୍ରିଏଟ୍ କରିବା, ଯେପରି ଆପଣ ଏହାକୁ ଗୋଟିଏ ୱର୍ଡ ପ୍ରୋସେସର୍ ରେ ଏଡିଟିଙ୍ଗ୍ କରନ୍ତି |
07:34 | ତାହାପରେ ଆମେ, କିଛି ଶକ୍ତିଶାଳୀ ଫିଚର୍ସ ବିଷୟରେ ଶିଖିବା, ଯାହା Drupalକୁ ଅଦ୍ୱିତୀୟ କରେ |
07:40 | କଣ୍ଟେଣ୍ଟ, ବିଭିନ୍ନ କଣ୍ଟେଣ୍ଟର ପ୍ରୋଗ୍ରାମେଟିକ୍ ଫର୍ମାଟେଡ୍ ଡିସପ୍ଲେ ମଧ୍ୟରେ ସେଗୁଡ଼ିକର ସମ୍ପର୍କ ଅଛି |
07:49 | Drupal କିପରି ବିସ୍ତାର କରାଯାଏ.
Drupalର ଦ୍ୱିତୀୟ ସବୁଠାରୁ ଅଧିକ ଶକ୍ତିଶାଳୀ ଫିଚର୍ ହେଉଛି Modules ବା Extensions |
07:56 | ଯେପରି ପୂର୍ବରୁ କୁହାଯାଇଛି, ଆପଣ ଆବଶ୍ୟକ କରୁଥିବା ପ୍ରାୟ ଯେକୌଣସି ଫିଚର୍ ପାଇଁ ଏକ Module ରହିଛି, ଯେପରି ଏକ App |
08:05 | ତାହା ସହିତ ହଜାର-ହଜାର ସଂଖ୍ୟକ Modules ଅଛି. ଆପଣଙ୍କ ଉଦ୍ଦେଶ୍ୟ ପାଇଁ ଗୋଟିଏ Module କିପରି ସିଲେକ୍ଟ କରିବେ, ତାହା ଆମେ ଦେଖାଇବୁ |
08:13 | ସାଇଟ୍ କୁ କିପରି Layout କରିବେ.
ଥରେ ମୌଳିକ କଣ୍ଟେଣ୍ଟ ଓ ଫିଚର୍ସ ପ୍ରସ୍ତୁତ ହୋଇଯିବା ପରେ, ଆପଣଙ୍କୁ ତାହାର ଏକ ସୁନ୍ଦର ଡିସପ୍ଲେ ତିଆରି କରିବାକୁ ପଡ଼ିବ |
08:24 | Layout ଭାଗରେ ଆମେ, ୱେବ୍ ସାଇଟର ଲୂକ୍ ଓ ଫୀଲ୍ କୁ ବଦଳାଇବା କେତେ ସହଜ, ଶିଖିବା |
08:31 | Modules ପରି, Layout କିମ୍ୱା Themes ମଧ୍ୟ କମ୍ୟୁନିଟୀ କଣ୍ଟ୍ରିବ୍ୟୁଶନ୍ ଭାବରେ ଉପଲବ୍ଧ ଅଛି |
08:38 | ଲୋକମାନଙ୍କୁ କିପରି ପରିଚାଳନା କରିବେ. |
08:40 | WordPress, Drupal ପରି ଅନ୍ୟ ସିଙ୍ଗଲ୍ ୟୁଜର୍ ଭିତ୍ତିକ CMSଠାରୁ ଭିନ୍ନ, ଅଧିକାଂଶ ସମୟରେ ଏହିପରି ପରିସ୍ଥିତିରେ ବ୍ୟବହୃତ ହୋଇଥାଏ, ଯେଉଁଠାରେ ବିଭିନ୍ନ ୟୁଜର୍ସଙ୍କୁ, ୱେବ୍ ସାଇଟ୍ ରେ ଭିନ୍ନ ଭିନ୍ନ ଜିନିଷ କରିବାକୁ ହୋଇଥାଏ |
08:53 | People Management ଭାଗରେ ଆମେ, ଭିନ୍ନ ଭିନ୍ନ ରୋଲ୍ସ ସେଟ୍ କରିବା ଓ ସେଗୁଡ଼ିକୁ ଭିନ୍ନ ଭିନ୍ନ Permissions ଦେବା ବିଷୟରେ ଶିଖିବା |
09:01 | ସାଇଟ୍ କୁ କିପରି ସଟିକ୍ ଭାବେ ପରିଚାଳନା କରିବେ.
ଶେଷରେ, ଶେଷ ଭାଗରେ ଆମେ, Drupalର କୋଡ୍ ପରିଚାଳନା ବିଷୟରେ ଶିଖିବା |
09:11 | ସୁରକ୍ଷତା ଓ ବଜାୟତା ପାଇଁ ସାଇଟ୍ କୁ ଅପଡେଟ୍ ରଖିବା ବହୁତ ଜରୁରୀ |
09:17 | ସାଇଟ୍ କୁ ଅଧିକ ଉପଭୋକ୍ତା ଅନୁକୂଳ କରିବା ପାଇଁ ନୂଆ ଫିଚର୍ସ ପ୍ରାପ୍ତ କରିବା ମଧ୍ୟ ବହୁତ ସାହାଯ୍ୟକାରୀ |
09:24 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
09:28 | ସଂକ୍ଷିପ୍ତରେ,
ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Drupalର ପରିଚୟ Drupalର ମୁଖ୍ୟ ବୈଶିଷ୍ଟ୍ୟତାମାନ ଏବଂ ଏହି Drupal ଶୃଙ୍ଖଳାର ଅବଲୋକନ |
09:41 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
09:51 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
09:59 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
10:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ
NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
10:24 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |