Difference between revisions of "LibreOffice-Suite-Impress/C4/Presentation-Notes/Oriya"
From Script | Spoken-Tutorial
(Created page with "=Resources for recording= Presentation Notes {| border=1 || '''Time''' || '''Narration''' |- ||00.00 || ଲିବର୍ ଅଫିସ୍...") |
|||
| Line 77: | Line 77: | ||
|- | |- | ||
|| 02.05 | || 02.05 | ||
| − | || ତା’ପରେ Font Size ଡ୍ରପ୍ | + | || ତା’ପରେ Font Size ଡ୍ରପ୍ ଡାଉନ୍ରେ 18 ସିଲେକ୍ଟ କରନ୍ତୁ |
|- | |- | ||
|| 02.10 | || 02.10 | ||
Revision as of 21:54, 6 June 2015
Resources for recording
| Time | Narration |
| 00.00 | ଲିବର୍ ଅଫିସ୍ ଇମ୍ପ୍ରେସ୍ରେ Presentation Notes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
| 00.06 | ଏହି ଟ୍ୟୁଟୋରିଆଲ୍ରେ ଆମେ, ନୋଟ୍ସ ଓ ସେଗୁଡ଼ିକ ପ୍ରିଣ୍ଟ କରିବା ବିଷୟରେ ଶିଖିବା |
| 00.12 | ଦୁଇଟି ଉଦ୍ଦେଶ୍ୟ ପାଇଁ ନୋଟ୍ସ ବ୍ୟବହାର କରାଯାଏ: |
| 00.14 | ଦର୍ଶକଙ୍କ ପାଇଁ ପ୍ରତ୍ୟେକ ସ୍ଲାଇଡ୍ରେ ଅତିରିକ୍ତ ମ୍ୟାଟେରିଆଲ୍ କିମ୍ୱା ରେଫରେନ୍ସ ଭାବରେ |
| 00.20 | ଦର୍ଶକଙ୍କ ପାଇଁ ସ୍ଲାଇଡ୍ ଉପସ୍ଥାପନ କରୁଥିବା ସମୟରେ ରେଫରେନ୍ସ ନୋଟ୍ସ ସହିତ ପ୍ରେଜେଣ୍ଟର୍ଙ୍କୁ ସାହାଯ୍ୟ କରିବାକୁ |
| 00.27 | Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ |
| 00.33 | ବାମପଟେ ଥିବା Slides ପେନ୍ରୁ Overview ଶୀର୍ଷକ ସ୍ଲାଇଡ୍ ଚୟନ କରନ୍ତୁ |
| 00.38 | ଟେକ୍ସଟ୍ ପରିବର୍ତ୍ତନ କରନ୍ତୁ |
| 00.40 | To achieve 30% shift to OpenSource software within 1 year |
| 00.46 | To achieve 95% shift to OpenSource Software within 5 years |
| 00.53 | ପେଜ୍ରେ କିଛି ନୋଟ୍ସ ଆଡ୍ କରନ୍ତୁ, ଯେଉଁଥିରୁ ଯେତେବେଳେ ଏହାକୁ ପ୍ରିଣ୍ଟ କରାଯିବ, ପାଠକଙ୍କୁ କିଛି ରେଫରେନ୍ସ ମ୍ୟାଟେରିଆଲ୍ ମିଳିବ |
| 01.01 | ନୋଟ୍ସ ଏଡିଟ୍ କରିବାକୁ, Notes ଟ୍ୟାବ୍ରେ କ୍ଲିକ୍ କରନ୍ତୁ |
| 01.04 | ସ୍ଲାଇଡ୍ ତଳେ ଏକ Notes ଟେକ୍ସଟ୍ ବକ୍ସ ଦେଖାଦେବ. ଏଠାରେ ଆମେ ନୋଟ୍ସ ଟାଇପ୍ କରିପାରିବା |
| 01.12 | Click to Add Notesରେ କ୍ଲିକ୍ କରନ୍ତୁ |
| 01.15 | ଆପଣ ଏହି ବକ୍ସ ଏଡିଟ୍ କରିପାରିବେ |
| 01.19 | ଏହି ବକ୍ସରେ ଟାଇପ୍ କରନ୍ତୁ; |
| 01.22 | Management would like to explore cost saving from shifting to Open Source Software |
| 01.28 | Open source software has now become a viable option to proprietary software. |
| 01.35 | Open source software will free the company from arbitrary software updates of proprietary software. <Pause> |
| 01.46 | ଆମେ ଆମର ପ୍ରଥମ Note ତିଆରି କରିଦେଲେ |
| 01.49 | ଏବେ, Notesରେ ଥିବା ଟେକ୍ସଟ୍ ଫର୍ମାଟ୍ ବିଷୟରେ ଶିଖିବା |
| 01.54 | ଟେକ୍ସଟ୍ ସିଲେକ୍ଟ କରନ୍ତୁ |
| 01.56 | ଇମ୍ପ୍ରେସ୍ ୱିଣ୍ଡୋର ଉପର ବାମପଟ କୋଣରୁ Font Type ଡ୍ରପ୍ ଡାଉନ୍ରେ କ୍ଲିକ୍ କରନ୍ତୁ ଓ TlwgMono ସିଲେକ୍ଟ କରନ୍ତୁ |
| 02.05 | ତା’ପରେ Font Size ଡ୍ରପ୍ ଡାଉନ୍ରେ 18 ସିଲେକ୍ଟ କରନ୍ତୁ |
| 02.10 | ସେହି Task Barରୁ Bullet ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଟେକ୍ସଟ୍ରେ ଏବେ ବୁଲେଟ୍ ପଏଣ୍ଟସ୍ ଆସିଗଲା |
| 02.18 | ଏକ ଷ୍ଟାଣ୍ଡାର୍ଡ ଫର୍ମାଟ୍ରେ ସମସ୍ତ ନୋଟ୍ସ ସେଟ୍ କରିବାକୁ ଏକ Notes Master କ୍ରିଏଟ୍ କରିବା ବିଷୟରେ ଶିଖିବା |
| 02.25 | Main ମେନୁରୁ View କ୍ଲିକ୍ କରନ୍ତୁ ଓ ତା’ପରେ Master କ୍ଲିକ୍ କରି Notes Master କ୍ଲିକ୍ କରନ୍ତୁ |
| 02.33 | Notes Master ଭ୍ୟୁ ଦେଖାଦେବ |
| 02.36 | ଦେଖନ୍ତୁ, ଏଠାରେ ଦୁଇଟି ସ୍ଲାଇଡ୍ ପ୍ରଦର୍ଶିତ ହେଉଛି |
| 02.40 | ଏହାର ଅର୍ଥ, ପ୍ରେଜେଣ୍ଟେଶନ୍ରେ ବ୍ୟବହୃତ ପ୍ରତ୍ୟେକ Master Slide ପାଇଁ ଗୋଟିଏ ହେଉଛି Notes Master |
| 02.47 | Notes Master Slide ହେଉଛି ଏକ ଟେମ୍ପଲେଟ୍ ଭଳି |
| 02.51 | ଆପଣ ଏଠାରେ ଫର୍ମାଟିଙ୍ଗ୍ ପ୍ରିଫରେନ୍ସେସ୍ ସେଟ୍ କରିପାରିବେ, ଯାହା ତାହାପରେ ପ୍ରେଜେଣ୍ଟେଶନ୍ରେ ଥିବା ସମସ୍ତ ନୋଟ୍ସରେ ଲାଗୁ ହେବ |
| 02.58 | Slides ପେନ୍ରୁ ପ୍ରଥମ ସ୍ଲାଇଡ୍ ସିଲେକ୍ଟ କରନ୍ତୁ |
| 03.01 | Notes ପ୍ଲେସ୍ ହୋଲ୍ଡର୍ରେ କ୍ଲିକ୍ କରି ସେଥିରେ ପ୍ରଦର୍ଶିତ ଟେକ୍ସଟ୍ ସିଲେକ୍ଟ କରନ୍ତୁ |
| 03.08 | ଇମ୍ପ୍ରେସ୍ ୱିଣ୍ଡୋର ଉପର ବାମପଟ କୋଣରୁ Font Size ଡ୍ରପ୍ ଡାଉନ୍ରେ କ୍ଲିକ୍ କରି 32 ସିଲେକ୍ଟ କରନ୍ତୁ |
| 03.16 | ମେନ୍ ମେନୁରୁ, Format ଓ Character ଉପରେ କ୍ଲିକ୍ କରନ୍ତୁ |
| 03.21 | Character ଡାୟଲଗ୍ ବକ୍ସ ଖୋଲିଲା |
| 03.24 | Font Effect ଟ୍ୟାବ୍ରେ କ୍ଲିକ୍ କରନ୍ତୁ |
| 03.28 | Font Color ଡ୍ରପ୍ ଡାଉନ୍ରେ କ୍ଲିକ୍ କରି Red ସିଲେକ୍ଟ କରନ୍ତୁ. OK କ୍ଲିକ୍ କରନ୍ତୁ |
| 03.35 | Notes ରେ ଏକ ଲୋଗୋ ଭାବରେ |
| 03.38 | ଏକ ଟ୍ରାୟାଙ୍ଗଲ୍ ଆଡ୍ କରିବା |
| 03.40 | Drawing ଟୁଲ୍ବାର୍ରୁ Basic Shapes ଉପରେ କ୍ଲିକ୍ କରି Isosceles Triangle ସିଲେକ୍ଟ କରନ୍ତୁ |
| 03.48 | ନୋଟ୍ସ ଟେକ୍ସଟ୍ ବକ୍ସର ଉପର ବାମପଟ କୋଣରେ ଟ୍ରାୟାଙ୍ଗଲ୍କୁ ଇନ୍ସର୍ଟ କରନ୍ତୁ |
| 03.53 | ଟ୍ରାୟାଙ୍ଗଲ୍କୁ ସିଲେକ୍ଟ କରନ୍ତୁ ଓ କଣ୍ଟେକ୍ସଟ୍ ମେନୁ ପାଇଁ ରାଇଟ୍ କ୍ଲିକ୍ କରନ୍ତୁ. Area କ୍ଲିକ୍ କରନ୍ତୁ |
| 03.59 | Area ଡାୟଲଗ୍ ବକ୍ସ ଦେଖାଦେଲା |
| 04.02 | Area ଟ୍ୟାବ୍ରେ କ୍ଲିକ୍ କରନ୍ତୁ |
| 04.05 | Fill ଡ୍ରପ୍ ଡାଉନ୍ରେ କ୍ଲିକ୍ କରି Colorରେ କ୍ଲିକ୍ କରନ୍ତୁ. ଏବେ Blue 7 ଚୟନ କରନ୍ତୁ |
| 04.12 | ଏହି ଫର୍ମାଟିଙ୍ଗ୍ ଓ ଲୋଗୋ, କ୍ରିଏଟ୍ କରାଯାଇଥିବା ସମସ୍ତ ନୋଟ୍ସ ପାଇଁ ଡିଫଲ୍ଟ ହେବ |
| 04.18 | OK କ୍ଲିକ୍ କରନ୍ତୁ |
| 04.20 | Master View ଟୁଲ୍ବାର୍ରେ Close Master View କ୍ଲିକ୍ କରନ୍ତୁ |
| 04.25 | ମେନ୍ ପେନ୍ରେ Notes ଟ୍ୟାବ୍ କ୍ଲିକ୍ କରନ୍ତୁ |
| 04.29 | ବାମପଟେ ଥିବା Slides ପେନ୍ରେ Overview ଶୀର୍ଷକ ସ୍ଲାଇଡ୍ ଚୟନ କରନ୍ତୁ |
| 04.35 | ଦେଖନ୍ତୁ, Master Notesରେ ଥିବା ଭଳି ନୋଟ୍ଗୁଡ଼ିକ ଫର୍ମାଟ୍ ହୋଇଗଲା |
| 04.42 | ଏବେ, Notes Place Holder ଓ Slide Place Holder କିପରି ରିସାଇଜ୍ କରାଯାଏ, ଶିଖିବା |
| 04.48 | Slide Place Holder ସିଲେକ୍ଟ କରି ବାମ ମାଉସ୍ ବଟନ୍କୁ ଦବାନ୍ତୁ ଓ ସ୍କ୍ରୀନ୍ର ଉପର ପର୍ଯ୍ୟନ୍ତ ନେଇଯାଆନ୍ତୁ |
| 04.56 | Notes Place Holderକୁ ରିସାଇଜ୍ କରିବା ପାଇଁ ଏହା ଅଧିକ ସ୍ଥାନ ସୃଷ୍ଟି କରେ |
| 05.02 | ଏବେ, Notes Text Place Holderର ବର୍ଡର୍ ଉପରେ କ୍ଲିକ୍ କରନ୍ତୁ |
| 05.06 | ବାମ ମାଉସ୍ ବଟନ୍କୁ ଚାପି ଧରି ସାଇଜ୍ ବଢ଼ାଇବା ପାଇଁ ଉପର ଆଡ଼କୁ ଡ୍ରାଗ୍ କରନ୍ତୁ |
| 05.13 | ଆବଶ୍ୟକତା ଅନୁସାରେ Place Holdersକୁ କିପରି ରିସାଇଜ୍ କରାଯାଏ, ତାହା ଆମେ ଶିଖିଲେ |
| 05.18 | ଏବେ ନୋଟ୍ସ କିପରି ପ୍ରିଣ୍ଟ କରାଯାଏ, ଶିଖିବା |
| 05.22 | ମେନ୍ ମେନୁରୁ Fileରେ କ୍ଲିକ୍ କରି Print ସିଲେକ୍ଟ କରନ୍ତୁ |
| 05.27 | Print ଡାୟଲଗ୍ ବକ୍ସ ଦେଖାଦେଲା |
| 05.30 | ପ୍ରିଣ୍ଟର୍ଗୁଡ଼ିକର ତାଲିକାରୁ, ଆପଣଙ୍କ କମ୍ପ୍ୟୁଟର୍ରେ କନେକ୍ଟ ହୋଇଥିବା ପ୍ରିଣ୍ଟର୍ ସିଲେକ୍ଟ କରନ୍ତୁ |
| 05.35 | Number of Copies ଫିଲ୍ଡରେ 2 ଏଣ୍ଟର୍ କରନ୍ତୁ |
| 05.40 | Propertiesରେ କ୍ଲିକ୍ କରନ୍ତୁ ଓ Orientationରେ ଥିବା Landscape ସିଲେକ୍ଟ କରି OK କ୍ଲିକ୍ କରନ୍ତୁ |
| 05.48 | Print Documentରେ ଥିବା ଡ୍ରପ୍ ଡାଉନ୍ ମେନୁରୁ Notes ସିଲେକ୍ଟ କରନ୍ତୁ |
| 05.53 | ଏବେ LibreOffice impress ଟ୍ୟାବ୍ ସିଲେକ୍ଟ କରନ୍ତୁ |
| 05.58 | Contentରେ ଥିବା |
| 06.00 | Slide Name ବକ୍ସ ଚେକ୍ କରନ୍ତୁ |
| 06.02 | Date & Time ବକ୍ସ ଚେକ୍ କରନ୍ତୁ |
| 06.05 | Original Color ବକ୍ସ ଚେକ୍ କରନ୍ତୁ |
| 06.08 | Print କ୍ଲିକ୍ କରନ୍ତୁ |
| 06.11 | ଯଦି ଆପଣଙ୍କର ପ୍ରିଣ୍ଟର୍ ଠିକ୍ ଭାବେ କନ୍ଫିଗର୍ ହୋଇଥିବ, ସ୍ଲାଇଡ୍ଗୁଡ଼ିକ ଏବେ ପ୍ରିଣ୍ଟ ହେବା ଉଚିତ |
| 06.18 | ଏହା ଆମକୁ ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ |
| 06.21 | ଏହି ଟ୍ୟୁଟୋରିଆଲ୍ରେ ଆମେ, ନୋଟ୍ସ ଓ ସେଗୁଡ଼ିକ ପ୍ରିଣ୍ଟ କରିବା ବିଷୟରେ ଶିଖିଲେ |
| 06.27 | ଏକ ଆସାଇନ୍ମେଣ୍ଟ ଭାବେ |
| 06.30 | ଏକ ନୂଆ ପ୍ରେଜେଣ୍ଟେଶନ୍ ଖୋଲନ୍ତୁ |
| 06.32 | Notes Place Holderରେ କଣ୍ଟେଣ୍ଟ ଓ |
| 06.36 | ଗୋଟିଏ ରେକ୍ଟାଙ୍ଗଲ୍ ଆଡ୍ କରନ୍ତୁ |
| 06.38 | କଣ୍ଟେଣ୍ଟର ଫଣ୍ଟକୁ 36 ଓ ରଙ୍ଗ ନୀଳ କରନ୍ତୁ |
| 06.44 | ରେକ୍ଟାଙ୍ଗଲ୍କୁ ସବୁଜ ରଙ୍ଗ କରନ୍ତୁ |
| 06.48 | Slide Text Holder ସହ ତୁଳନା କରି Notes Place Holderର ସାଇଜ୍କୁ ଆଡ୍ଜଷ୍ଟ କରନ୍ତୁ |
| 06.54 | black and white Portrait formatରେ ନୋଟ୍ସ ପ୍ରିଣ୍ଟ କରନ୍ତୁ |
| 06.59 | ନୋଟ୍ସର 5ଟି Coppies ପ୍ରିଣ୍ଟ କରନ୍ତୁ |
| 07.03 | ନିମ୍ନ ଲିଙ୍କ୍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 07.09 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ୍ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ |
| 07.13 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍ଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 07.22 | ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) |
| 07.28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 07.41 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) |
| 07.51 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |