Scilab/C4/User-Defined-Input-and-Output/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Scilab ରେ File Handling ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା |
00:08 | ଇନପୁଟ୍ ଫଙ୍କଶନ୍ |
00:10 | ଆଉଟପୁଟ୍ କୁ ଫର୍ମାଟ୍ କରିବା |
00:12 | ସେଭ୍ ଫଙ୍କଶନ୍ |
00:14 | ଲୋଡ୍ ଫଙ୍କଶନ୍ |
00:16 | ପ୍ରଦର୍ଶନ ପାଇଁ, ମୁଁ ଇନଷ୍ଟଲ୍ ହୋଇଥିବା Ubuntu Linux 12.04 OS ସହିତ Scilab ଭର୍ସନ୍ 5.3.3, ବ୍ୟବହାର କରୁଛି |
00:26 | ଆପଣଙ୍କର Scilab ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ |
00:29 | ଯଦି ନାହିଁ, ତେବେ Scilab ଉପରେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ |
00:37 | ୟୁଜର୍ ଠାରୁ ଇନପୁଟ୍ ନେବା ପାଇଁ input() ଫଙ୍କଶନ୍ ବ୍ୟବହୃତ ହୁଏ |
00:42 | ୟୁଜର୍ ଇନପୁଟ୍ ପାଇଁ , ଏହା ଟେକ୍ସଟ ଷ୍ଟ୍ରିଙ୍ଗରେ ଗୋଟିଏ ପ୍ରମ୍ପ୍ଟ ଯୋଗାଇଥାଏ |
00:47 | ଏହା କୀବୋର୍ଡରୁ ଇନପୁଟ୍ ପାଇଁ ଅପେକ୍ଷା କରେ |
00:51 | ଯଦି କେବଳ ଗୋଟିଏ କ୍ୟାରେଜ ରିଟର୍ନ ପ୍ରମ୍ପ୍ଟରେ ପ୍ରବେଶ କରାଯାଏ, ତେବେ input() ଫଙ୍କଶନ୍, ଗୋଟିଏ ଶୂନ୍ୟ ମେଟ୍ରିକ୍ସ ଦେଇଥାଏ |
00:59 | input() ଫଙ୍କଶନ୍ ଦୁଇଟି ଉପାୟରେ ଲେଖାଯାଇପାରେ: |
01:03 | ପ୍ରଥମ, x= ଇନପୁଟ୍, ବ୍ରାକେଟ୍ ମଧ୍ୟରେ, message to display |
01:09 | ଦ୍ୱିତୀୟ, x= ଇନପୁଟ୍, ବ୍ରାକେଟ୍ ମଧ୍ୟରେ, (message to display, ଷ୍ଟ୍ରିଙ୍ଗ୍ସ). |
01:17 | ଦ୍ୱିତୀୟ ଉଦାହରଣରେ, ଦ୍ୱିତୀୟ ଆର୍ଗୁମେଣ୍ଟ ହେଉଛି ଷ୍ଟ୍ରିଙ୍ଗ୍ |
01:22 | ତେଣୁ, ଆଉଟପୁଟ୍ ଗୋଟିଏ କ୍ୟାରେକ୍ଟର୍ ଷ୍ଟ୍ରିଙ୍ଗ ହେବ, ଯାହା ହେଉଛି କୀବୋର୍ଡ ବ୍ୟବହାର କରି ପ୍ରବେଶ କରାଯାଇଥିବା ଏକ୍ସପ୍ରେସନ୍ |
01:29 | Scilab କନସୋଲ୍ ୱିଣ୍ଡୋକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ |
01:33 | x ଇଜ୍ ଇକ୍ୱାଲ୍ ଟୁ ଇନପୁଟ୍ ବ୍ରାକେଟ୍ ଆରମ୍ଭ ଡବଲ୍ କ୍ୱୋଟ୍ସ ଆରମ୍ଭ Enter your age ଡବଲ୍ କ୍ୱୋଟ୍ ଶେଷ ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ |
01:49 | 25 ଟାଇପ କରି, Enter ଦାବନ୍ତୁ |
01:53 | ବର୍ତ୍ତମାନ ଟାଇପ କରନ୍ତୁ: y ଇଜ୍ ଇକ୍ୱାଲ୍ ଟୁ ଇନପୁଟ୍ ବ୍ରାକେଟ୍ ଆରମ୍ଭ ଡବଲ୍ କ୍ୱୋଟ୍ ଆରମ୍ଭ Enter your age ଡବଲ୍ କ୍ୱୋଟ୍ ଶେଷ କମା ଡବଲ୍ କ୍ୱୋଟ୍ ମଧ୍ୟରେ ଲେଖନ୍ତୁ ଷ୍ଟ୍ରିଙ୍ଗ ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ |
02:14 | 25 ଟାଇପ କରି, Enter ଦାବନ୍ତୁ |
02:18 | ଦୁଇଟିଯାକ କ୍ଷେତ୍ରରେ ଆମେ ଦେଖିଲେ, କୀବୋର୍ଡ ସାହାଯ୍ୟରେ ପ୍ରବେଶ କରାଯାଇଥିବା ଇନପୁଟ୍ ହେଉଛି, ସଂଖ୍ୟା 25 |
02:25 | ବର୍ତ୍ତମାନ, x ଓ y କି ପ୍ରକାରର ଭେରିଏବଲ୍, ଅମେ ଯାଞ୍ଚ କରିବା |
02:30 | ଚାଲନ୍ତୁ, clc କମାଣ୍ଡ ବ୍ୟବହାର କରି, କନସୋଲ୍ କୁ କ୍ଲିୟର୍ କରିବା |
02:34 | ଦ୍ୱିତୀୟ ଉଦାହରଣରେ ଦିଆଯିବା ପରି, ଆମେ ଆର୍ଗୁମେଣ୍ଟର ବ୍ୟବହାର ଓ ମହତ୍ୱତାକୁ ଅନୁମୋଦନ କରିବା ପାଇଁ ଏହାକୁ କରିଥାଉ |
02:42 | ଭେରିଏବଲର ପ୍ରକାର ଯାଞ୍ଚ ପାଇଁ, ଟାଇପ କରନ୍ତୁ |
02:45 | typeof, ବ୍ରାକେଟ୍ ମଧ୍ୟରେ x ଲେଖି Enter ଦାବନ୍ତୁ |
02:51 | ସେହିପରି, typeof(y) ଏବଂ Enter ଦାବନ୍ତୁ |
02:57 | ଆପଣ ନିଜେ ଦେଖିପାରିବେ ଯେ, ପ୍ରଥମ ଉତ୍ତର xରେ ଷ୍ଟୋର୍ ହୋଇଛି, ଯାହା ଏକ କନଷ୍ଟାଣ୍ଟ ଶ୍ରେଣୀର ଅଟେ ଏବଂ |
03:04 | ଦ୍ୱିତୀୟ ଉତ୍ତରଟି, କମାଣ୍ଡରେ ଇନକ୍ଲୁଡ୍ ହୋଇ, ଷ୍ଟ୍ରିଙ୍ଗ୍ ଆର୍ଗୁମେଣ୍ଟ ସହିତ yରେ ଷ୍ଟୋର୍ ହୋଇଛି, ଯାହା type string ସଦୃଶ ଅଟେ |
03:12 | ଚାଲନ୍ତୁ, ବର୍ତ୍ତମାନ, କନସୋଲରେ ପ୍ରଦର୍ଶିତ ହୋଇଥିବା ଆଉଟପୁଟ୍ କୁ କିପରି ଫର୍ମାଟ୍ କରିହେବ, ଦେଖିବା |
03:17 | ଏହାକୁ, mprintf() ଫଙ୍କଶନ୍ ବ୍ୟବହାର କରି କରାଯାଇପାରେ |
03:22 | mprintf() ଫଙ୍କଶନ୍, Scilab କନସୋଲ୍ ଉପରେ, ଡେଟାଗୁଡିକୁ କନଭର୍ଟ୍, ଫର୍ମାଟ୍ ଓ ରାଇଟ୍ କରିଥାଏ |
03:28 | printf() ଫଙ୍କଶନ୍ର C-coded ଭର୍ସନ୍ ପାଇଁ, ଏହା ଏକ ଇଣ୍ଟରଫେସ୍ ଅଟେ |
03:34 | ଏହାପାଇଁ, ଏକ ଉଦାହରଣ ଦେଖିବା. କନସୋଲକୁ ଫେରି ଆସନ୍ତୁ |
03:38 | ଟାଇପ କରନ୍ତୁ: ବ୍ରାକେଟ୍ ଆରମ୍ଭ, କ୍ୱୋଟ୍ ମଧ୍ୟରେ ଟାଇପ୍ କରନ୍ତୁ, At ଆଇଟରେଶନ୍ ପରସେଣ୍ଟ୍ i, କମା ରେଜଲ୍ଟ ଇଜ୍ କୋଲନ୍ ସ୍ଲାଶ୍ n ଆଲ୍ଫା ଇଜ୍ ଇକ୍ୱାଲ୍ ଟୁ ପରସେଣ୍ଟ୍ f କମା 33 କମା, 0.535, ବ୍ରାକେଟ୍ ଶେଷ |
04:12 | ଏଠାରେ, ଫ୍ଲୋ ଭାବେ, ପରସେଣ୍ଟ i(%i) ସ୍ଥାନରେ, 33 ପ୍ରଦର୍ଶିତ ହେବ ଏବଂ ପଏଣ୍ଟ୍ 535(0.535), ପରସେଣ୍ଟ୍ f ସ୍ଥାନରେ(%f), ପ୍ରଦର୍ଶିତ ହେବ. Enter ଦାବନ୍ତୁ |
04:26 | ଏହା, At ଆଇଟରେଶନ୍ 33, ରେଜଲ୍ଟ ଇଜ୍ ଆଲ୍ଫା ଇଜ୍ ଇକ୍ୱାଲ୍ ଟୁ 0.535000, ଆଉଟପୁଟ୍ ଦେବ |
04:39 | କନସୋଲ୍ କ୍ଲିୟର୍ କରନ୍ତୁ. ଅନ୍ୟ ଏକ ଉଦାହରଣ ଦେଖିବା |
04:44 | mprintf ବ୍ରାକେଟ୍ ଆରମ୍ଭ, କ୍ୱୋଟ୍ ଆରମ୍ଭ, ଭାଲ୍ୟୁ ଅଫ୍ x ଇଜ୍ ଇକ୍ୱାଲ୍ ଟୁ ପରସେଣ୍ଟେଜ୍ d, ଯାହାକୁ ଗୋଟିଏ CONSTANT ଭବେ ନିଆଯାଏ କମା, ଯେତେବେଳେ yର ଭାଲ୍ୟୁ ଇଜ୍ ଇକ୍ୱାଲ୍ ଟୁ ପରସେଣ୍ଟେଜ୍ s, ଯାହାକୁ ଗୋଟିଏ STRING ଭବେ ନିଆଯାଏ, କ୍ୱୋଟ୍ ଶେଷ, କମା x କମା y ବ୍ରାକେଟ୍ ଶେଷ |
05:19 | ଉପରୋକ୍ତ ଉଦାହରଣରେ, ଭେରିଏବଲ୍ xରେ ଷ୍ଟୋର୍ ହୋଇଥିବା ଗୋଟିଏ କନଷ୍ଟାଣ୍ଟ କୁ ଭର୍ତ୍ତି କରିବା ପାଇଁ, ପରସେଣ୍ଟେଜ୍ d (%d) ବ୍ୟବହୃତ ହୁଏ ଏବଂ |
05:28 | ଭେରିଏବଲ y ରେ ଷ୍ଟୋର୍ ହୋଇଥିବା ଗୋଟିଏ ଷ୍ଟ୍ରିଙ୍ଗ୍ ଡେଟା ଭର୍ତ୍ତି କରିବା ପାଇଁ, ପରସେଣ୍ଟେଜ୍ s(%s) ବ୍ୟବହୃତ ହୁଏ. Enter ଦାବନ୍ତୁ, ଆଉଟପୁଟ୍ ଦେଖନ୍ତୁ |
05:38 | ବର୍ତ୍ତମାନ, ସେଭ୍ ଓ ଲୋଡ୍ କମାଣ୍ଡର ବ୍ୟବହାର ବିଷୟରେ ଆଲୋଚନା କରିବା |
05:43 | ଗୋଟିଏ କାଲକ୍ୟୁଲେଶନ୍ କରିବା ମଧ୍ୟରେ Scilab କୁ ବନ୍ଦ କରିବା ପାଇଁ ଏବଂ |
05:47 | ପରବର୍ତ୍ତୀ ସୋପାନରେ ଜାରି ରଖିବା ପାଇଁ, save thissession ଟାଇପ୍ କରନ୍ତୁ |
05:52 | ଏହା ସମଗ୍ର ଭେରିଏବଲର, ସାମ୍ପ୍ରତିକ ଭାଲ୍ୟୁଗୁଡିକୁ, ଗୋଟିଏ thissession ନାମକ ଫାଇଲରେ ସେଭ୍ କରିବ |
05:58 | ଏହି ଫାଇଲକୁ ଏଡିଟ୍ କରିହେବ ନାହିଁ |
06:01 | ଏହା ବାଇନାରୀ ଫରମାଟରେ ଅଛି |
06:04 | ପରେ, ଯେତେବେଳେ ଆପଣ Scilab ଆରମ୍ଭ କରିବେ, load thissession ଟାଇପ୍ କରନ୍ତୁ |
06:08 | ଏବଂ କମ୍ପ୍ୟୁଟେସନ୍ ଛାଡିଥିବା ଜାଗାରୁ, ଆରମ୍ଭ କରିପାରିବେ |
06:13 | save ଓ load ଫଙ୍କଶନର ଉଦ୍ଦେଶ୍ୟ ହେଉଛି |
06:16 | save() କମାଣ୍ଡ୍ , Scilab ର ସମଗ୍ର ସାମ୍ପ୍ରତିକ ଭେରିଏବଲଗୁଡିକୁ, ଗୋଟିଏ ବାଇନାରୀ ଫାଇଲରେ ସେଭ୍ କରିବ |
06:22 | ଯଦି ଭେରିଏବଲଟି ଗୋଟିଏ ଗ୍ରାଫିକ ହ୍ୟାଣ୍ଡଲ୍ ହୁଏ, ସେଭ୍ ଫଙ୍କଶନ୍, ସମଗ୍ର ସାଦୃଶ୍ୟ ଥିବା graphics_entitiesର ପରିଭାଷାକୁ ସେଭ୍ କରିବ |
06:31 | ଫାଇଲଟିକୁ, ଏହାର ପାଥ୍ ଦ୍ୱାରା କିମ୍ବା ପୂର୍ବରୁ ଦିଆଯାଇଥିବା ଏହାର ଡେସ୍କ୍ରିପ୍ଟର୍ ଦ୍ୱାରା, ଦିଆଯାଇପାରିବ |
06:37 | save(ଫାଇଲ୍ ନାମ), ଫାଇଲ ନାମ ଦ୍ୱାରା ପରିଭାଷିତ ହୋଇଥିବା ଏକ ଫାଇଲରେ, ସମସ୍ତ ସାମ୍ପ୍ରତିକ ଭେରିଏବଲଗୁଡିକୁ ସେଭ୍ କରେ |
06:45 | save, ବ୍ରାକେଟ୍ ମଧ୍ୟରେ fd, ଡେସ୍କ୍ରିପ୍ଟର fd ଦ୍ୱାରା ପରିଭାଷିତ ହୋଇଥିବା ଏକ ଫାଇଲରେ, ସମଗ୍ର ସାମ୍ପ୍ରତିକ ଭେରିଏବଲଗୁଡିକୁ ସେଭ୍ କରେ |
06:53 | ସେଭ୍(ଫାଇଲ୍ ନାମ,x,y) କିମ୍ବା ସେଭ୍(fd,x,y), କେବଳ x ଓ y ନାମଥିବା ଭେରିଏବଲଗୁଡିକୁ ସେଭ୍ କରନ୍ତି |
07:02 | ଚାଲନ୍ତୁ, ସେଭ୍ ଓ ଲୋଡ୍ କମାଣ୍ଡର ବ୍ୟବହାରକୁ ଗୋଟିଏ ଉଦାହରଣ ସାହାଯ୍ୟରେ ବର୍ଣ୍ଣନା କରିବା |
07:07 | କନସୋଲ୍ କୁ ଫେରି ଆସନ୍ତୁ. ଦୁଇଟି ମେଟ୍ରିକ୍ସ, ଯଥା a ଓ b କୁ ପରିଭାଷିତ କରନ୍ତୁ |
07:14 | a = eye of (2,2) ଏବଂ Enter ଦାବନ୍ତୁ |
07:22 | b=ones(a) ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
07:28 | clc କମାଣ୍ଡ ବ୍ୟବହାର କରି କନସୋଲ କ୍ଲିୟର୍ କରନ୍ତୁ ଏବଂ ଟାଇପ୍ କରନ୍ତୁ |
07:34 | ସେଭ୍ ସ୍ପେସ୍ ମେଟ୍ରିକ୍ସ ଡ୍ୟାଶ୍ a ଡ୍ୟାଶ୍ b |
07:42 | କିମ୍ବା ଏହାକୁ ନିମ୍ନାନୁସାରେ ମଧ୍ୟ ଲେଖିପାରିବା: |
07:46 | ସେଭ୍, ବ୍ରାକେଟ୍ ଆରମ୍ଭ, କ୍ୱୋଟ୍ ଆରମ୍ଭ, ମେଟ୍ରିକ୍ସ ଡ୍ୟାଶ୍ a ଡ୍ୟାଶ୍ b ଡଟ୍ dat, କ୍ୱୋଟ୍ ଶେଷ, କମା a କମା b, ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ |
08:03 | ଏହା, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀରେ, ଭେରିଏବଲଗୁଡିକର ଭାଲ୍ୟୁଗୁଡିକୁ, ମେଟ୍ରିକ୍ସ ଡ୍ୟାଶ୍ a ଡ୍ୟାଶ୍ b ଡଟ୍ dat ନାମକ ଗୋଟିଏ ବାଇନାରୀ ଫାଇଲରେ ସେଭ୍ କରିବ |
08:12 | ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀକୁ ବ୍ରାଉଜ୍ କରି, ଏହି ବାଇନାରୀ ଫାଇଲର ଉପସ୍ଥିତିକୁ ଯାଞ୍ଚ କରିପାରିବେ |
08:17 | ଆପଣ, ଏହାକୁ ଏଠାରେ ଦେଖିପାରିବେ. ଫାଇଲ ବ୍ରାଉଜର୍ ବନ୍ଦ କରନ୍ତୁ |
08:22 | ବର୍ତ୍ତମାନ, ପୂନର୍ବାର ଭେରିଏବଲଗୁଡିକରେ ଫାଇଲ ଲୋଡ୍ କରିବା |
08:26 | ଏହା କରିବା ପୂର୍ବରୁ, a ଓ b ଭେରିଏବଲକୁ କ୍ଲିୟର୍ କରନ୍ତୁ |
08:29 | clear a ସ୍ପେସ୍ b ଟାଇପ୍ କରି, Enter ଦାବନ୍ତୁ |
08:34 | ଭେରିଏବଲଗୁଡିକ ପ୍ରକୃତରେ କ୍ଲିୟର୍ ହୋଇଛି କି ନାହିଁ, କ୍ରସ୍ ଚେକ୍ କରନ୍ତୁ |
08:39 | a, b |
08:41 | ବର୍ତ୍ତମାନ, ଲୋଡ୍ କମାଣ୍ଡ ସାହାଯ୍ୟରେ, a ଓ b ଭେରିଏବଲରେ, ବାଇନାରୀ ଫାଇଲରୁ ଭାଲ୍ୟୁଗୁଡିକୁ ଲୋଡ କରନ୍ତୁ |
08:49 | ଟାଇପ୍ କରନ୍ତୁ: ଲୋଡ୍, ବ୍ରାକେଟ୍ ଆରମ୍ଭ, କ୍ୱୋଟ୍ ଆରମ୍ଭ, ମେଟ୍ରିକ୍ସ ଡ୍ୟାଶ୍ a ଡ୍ୟାଶ୍ b ଡଟ୍ dat, କ୍ୱୋଟ୍ ଶେଷ, କମା, କ୍ୱୋଟ୍ ମଧ୍ୟରେ a, କମା, କ୍ୱୋଟ୍ ମଧ୍ୟରେ b, ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ |
09:08 | a ଓ b ଭେରିଏବଲରେ, ଭାଲ୍ୟୁଗୁଡିକ ଯାଞ୍ଚ କରନ୍ତୁ. କନସୋଲକୁ କ୍ଲିୟର୍ କରନ୍ତୁ |
09:14 | ଟାଇପ୍ କରନ୍ତୁ a ଓ b |
09:18 | ଆପଣ ଦେଖିପାରିବେ ଯେ, ଭାଲ୍ୟୁଗୁଡିକ, ପୁଣି ଭେରିଏବଲ୍ସରେ ଲୋଡ୍ ହୋଇଗଲା |
09:23 | ଏହି ଟ୍ୟୁଟୋରିଆଲରେ ଆମେ, ଇନପୁଟ୍ କମାଣ୍ଡ ବ୍ୟବହାର କରି ଇନପୁଟ୍ ଫଙ୍କଶନ୍ ବିଷୟରେ ଶିଖିଲୁ |
09:28 | mprintf କମାଣ୍ଡ ବ୍ୟବହାର କରି, ଆଉଟପୁଟ୍ କୁ ଫର୍ମାଟ୍ କରିବା |
09:31 | ସେଭ୍ ଫଙ୍କଶନ୍ |
09:33 | ଲୋଡ୍ ଫଙ୍କଶନ୍ |
09:35 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ |
09:38 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
09:41 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
09:46 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
09:48 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:51 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:54 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
10:01 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:05 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
10:12 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
10:23 | ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ପ୍ରଭାସ ତ୍ରିପଠୀ ଆପଣଙ୍କଠାରୁ ବିଦାୟ ନେଉଛି |
10:26 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |