Scilab/C4/Solving-Non-linear-Equations/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Solving Nonlinear Equations using Numerical Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:10 | ଏହି ଟ୍ୟୁଟୋରିଆଲ୍ ଶେଷରେ, ଆପଣ ସମର୍ଥ ହେବେ: |
| 00:13 | ନ୍ୟୁମେରିକଲ୍ ମେଥଡ୍ ବ୍ୟବହାର କରି, ବିଷମ ସମୀକରଣର ସମାଧାନ କରିବା ପାଇଁ |
| 00:18 | ଆମେ ଅଧ୍ୟୟନ କରିବା ମେଥଡଗୁଡିକ ହେଲା: |
| 00:20 | ବାଇସେକ୍ସନ୍ ମେଥଡ୍ ଓ |
| 00:22 | ସିକାଣ୍ଟ୍ ମେଥଡ୍ ବିଷମ ସମୀକରଣ ପାଇଁ ମଧ୍ୟ, ଆମେ Scilab କୋଡ୍ ବିକଶିତ କରିବା |
| 00:30 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
| 00:32 | ଉବୁଣ୍ଟୁ ଲିନକ୍ସ 12.04 OS ଏବଂ |
| 00:36 | Scilab ଭର୍ସନ୍ 5.3.3 |
| 00:40 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପୁର୍ବରୁ, ଶିକ୍ଷାର୍ଥୀଙ୍କର Scilab ଓ nonlinear equations ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ |
| 00:48 | Scilab ପାଇଁ, ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ ୱେବସାଇଟ୍ ରେ ଉପଲବ୍ଧ ଥିବା ସମ୍ପର୍କିତ ଟ୍ୟୁଟୋରିଆଲ୍ସ ର ସାହାଯ୍ୟ ନିଅନ୍ତୁ |
| 00:55 | ପ୍ରଦତ୍ତ ଫଙ୍କଶନ୍ f ପାଇଁ, ଆମକୁ xର ଭାଲ୍ୟୁ ପ୍ରାପ୍ତ କରିବାକୁ ପଡ଼ିବ, ଯେଉଁଥିପାଇଁ xର f, ଯିରୋ ସହ ସମାନ ଅଟେ |
| 01:04 | ଏହି ସମାଧାନ xକୁ, root of equation କିମ୍ବା zero of function f କୁହାଯାଏ |
| 01:11 | ଏହି ପ୍ରକ୍ରିୟା କୁ, root finding କିମ୍ବା zero finding କୁହାଯାଏ |
| 01:16 | ଆମେ, ବାଇସେକ୍ସନ୍ ମେଥଡ୍ ଅଧ୍ୟୟନ ରୁ ଆରମ୍ଭ କରିବା |
| 01:20 | ବାଇସେକ୍ସନ୍ ମେଥଡ୍ ରେ, ଆମେ ରୂଟ୍ ର ଇନିଶିଆଲ୍ ବ୍ରାକେଟ୍ ଗଣନା କରିବା |
| 01:25 | ବ୍ରାକେଟ୍ ମଧ୍ୟରେ ଆଇଟେରେଟ୍ କରନ୍ତୁ ଏବଂ ଏହାର ଦୈର୍ଘ୍ୟ କୁ ଅଧା କରନ୍ତୁ |
| 01:31 | ସମୀକରଣର ସମାଧାନ ନମିଳିବା ପର୍ଯ୍ୟନ୍ତ, ଏହି ପ୍ରଥାର ପୂନରାବୃତ୍ତି କରନ୍ତୁ |
| 01:36 | ଚାଲନ୍ତୁ, ଏହି ଫଙ୍କଶନ୍ କୁ ବାଇସେକ୍ସନ୍ ମେଥଡ୍ ରେ ସମାଧାନ କରିବା |
| 01:41 | ଇଣ୍ଟର୍ଭାଲ୍ ମାଇନସ୍ five ଓ ମାଇନସ୍ three ମଧ୍ୟରେ, ଫଙ୍କଶନ୍ f ଇକ୍ୱାଲ୍ ଟୁ two sin x ବିଯୋଗ e ର ଘାତ x ବିଭକ୍ତ four ବିଯୋଗ one |
| 01:54 | Scilab ଏଡିଟର୍ ରେ, ବାଇସେକ୍ସନ୍ ଡଟ୍ sci, ଖୋଲନ୍ତୁ |
| 02:00 | ଚାଲନ୍ତୁ, ବାଇସେକ୍ସନ୍ ମେଥଡ୍ ପାଇଁ ଥିବା କୋଡ୍ କୁ ଦେଖିବା |
| 02:03 | ଇନପୁଟ୍ ଆର୍ଗୁମେଣ୍ଟ୍, a b f ଓ tol ସହିତ, ଫଙ୍କଶନ୍ ବାଇସେକ୍ସନ୍ କୁ ପରିଭାଷିତ କରନ୍ତୁ |
| 02:10 | ଏଠାରେ a ହେଉଛି, ଇଣ୍ଟର୍ଭାଲ୍ ର ନ୍ୟୁନତମ ବିନ୍ଦୁ |
| 02:14 | b ହେଉଛି, ଇଣ୍ଟର୍ଭାଲ୍ ର ଊର୍ଦ୍ଧ୍ୱତମ ବିନ୍ଦୁ |
| 02:16 | f ହେଉଛି, ସମାଧାନ ପାଇଁ ଥିବା ଫଙ୍କଶନ୍ |
| 02:19 | ଏବଂ tol ହେଉଛି, tolerance level |
| 02:22 | ଆଇଟେରେସନ୍ ର ସର୍ବାଧିକ ସଂଖ୍ୟା ନିର୍ଦ୍ଦିଷ୍ଟ କରାଯାଇଛି, ଯାହା ହଣ୍ଡ୍ରେଡ୍ ସହ ସମାନ |
| 02:28 | ଆମେ ଇଣ୍ଟର୍ଭାଲ୍ ର ମଧ୍ୟବିନ୍ଦୁ ପ୍ରାପ୍ତ କଲେ ଏବଂ ଗଣନା ହୋଇଥିବା ଭାଲ୍ୟୁ, ଏକ ନିର୍ଦ୍ଦିଷ୍ଟ tolerance range ମଧ୍ୟରେ ଆସିବା ପର୍ଯ୍ୟନ୍ତ ଆଇଟେରେଟ କରନ୍ତୁ |
| 02:37 | ଏହି କୋଡ୍ ବ୍ୟବହାର କରି, ସମସ୍ୟାର ସମାଧାନ କରିବା |
| 02:40 | ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ |
| 02:43 | Scilab କନସୋଲ୍ କୁ ଫେରିଆସନ୍ତୁ |
| 02:47 | ଇଣ୍ଟରଭାଲ୍ କୁ ପରିଭାଷିତ କରନ୍ତୁ |
| 02:50 | aକୁ ମାଇନସ୍ ଫାଇଭ୍ ସହ ସମାନ କରନ୍ତୁ |
| 02:52 | Enter ଦାବନ୍ତୁ |
| 02:54 | bକୁ ମାଇନସ୍ ଥ୍ରୀ ସହ ସମାନ କରନ୍ତୁ |
| 02:56 | Enter ଦାବନ୍ତୁ |
| 02:58 | deff ଫଙ୍କଶନ୍ ବ୍ୟବହାର କରି, ଫଙ୍କଶନ୍ କୁ ପରିଭାଷିତ କରନ୍ତୁ |
| 03:01 | ଟାଇପ୍ କରନ୍ତୁ: deff ପାରେନ୍ଥେସିସ ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, ସ୍କୋୟାର ବ୍ରାକେଟ୍ ମଧ୍ୟରେ y, ଇକ୍ୱାଲ୍ ଟୁ f ଅଫ୍ x, ସିଙ୍ଗଲ୍ କ୍ୱୋଟ୍ ଶେଷ, କମା, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, y ଇଜ୍ ଇକ୍ୱାଲ୍ ଟୁ two asterisk sin ଅଫ୍ x ବିଯୋଗ, ପାରେନ୍ଥେସିସ ଆରମ୍ଭ, ପାରେନ୍ଥେସିସ ଆରମ୍ଭ, ପରସେଣ୍ଟେଜ୍ e ର ଘାତ x ପାରେନ୍ଥେସିସ୍ ଶେଷ, ବିଭକ୍ତ four ପାରେନ୍ଥେସିସ୍ ଶେଷ, ବିଯୋଗ one ସିଙ୍ଗଲ୍ କ୍ୱୋଟ୍ ଶେଷ, ପାରେନ୍ଥେସିସ୍ ଶେଷ |
| 03:41 | deff ବିଷୟରେ ଅଧିକ ଜଣିବା ପାଇଁ, ଟାଇପ୍ କରନ୍ତୁ, help deff |
| 03:46 | Enter ଦାବନ୍ତୁ |
| 03:48 | tol କୁ ଟେନ୍ ର ଘାତ ମାଇନସ୍ ଫାଇଭ୍ ସହ ସମାନ୍ କରନ୍ତୁ |
| 03:53 | Enter ଦାବନ୍ତୁ |
| 03:56 | ସମସ୍ୟାର ସମାଧାନ ପାଇଁ, ଟାଇପ୍ କରନ୍ତୁ |
| 03:58 | ବାଇସେକ୍ସନ୍, ପାରେନ୍ଥେସିସ ଆରମ୍ଭ, a କମା b କମା f କମା tol ପାରେନ୍ଥେସିସ ଶେଷ |
| 04:07 | Enter ଦାବନ୍ତୁ |
| 04:09 | ଫଙ୍କଶନ୍ ର ରୂଟ୍, କନସୋଲ୍ ରେ ପ୍ରଦର୍ଶିତ ହେବ |
| 04:14 | ଚାଲନ୍ତୁ, Secant's ମେଥଡ୍ ଅଧ୍ୟୟନ କରିବା |
| 04:17 | Secant's ମେଥଡରେ, ଦୁଇଟି କ୍ରମାଗତ ଆଇଟେରେସନ ଭାଲ୍ୟୁର ନିଶ୍ଚିତ ଭିନ୍ନତାକୁ ବ୍ୟବହାର କରି, derivative କୁ ହାରାହାରି କରାଯାଇଛି |
| 04:27 | ଚାଲନ୍ତୁ, Secant method ବ୍ୟବହାର କରି ଏହି ସମସ୍ୟାର ସମାଧାନ କରିବା |
| 04:30 | ଫଙ୍କଶନ୍ ହେଉଛି f ଇକ୍ୱାଲ୍ ଟୁ xର ବର୍ଗ ବିଯୋଗ six |
| 04:36 | ପ୍ରାରମ୍ଭିକ ଦୁଇଟି ଅନୁମାନ ହେଉଛି, p ଯିରୋ ଇକ୍ୱାଲ୍ ଟୁ two ଏବଂ p ୱନ୍ ଇକ୍ୱାଲ ଟୁ three |
| 04:44 | ସମସ୍ୟାର ସମାଧାନ କରିବା ପୂର୍ବରୁ, ଚାଲନ୍ତୁ, Secant ମେଥଡ୍ ପାଇଁ ଥିବା କୋଡ୍ କୁ ଦେଖିବା |
| 04:50 | Scilab ଏଡିଟର୍ ରେ, Secant ଡଟ୍ sci ଖୋଲନ୍ତୁ |
| 04:54 | a, b ଓ f ଇନପୁଟ୍ ଆର୍ଗୁମେଣ୍ଟ୍ ସହିତ, Secant ଫଙ୍କଶନ୍ କୁ ପରିଭାଷିତ କରନ୍ତୁ |
| 05:01 | ରୂଟ୍ ପାଇଁ, a ହେଉଛି ପ୍ରଥମ ଆରମ୍ଭ ଅନୁମାନ |
| 05:04 | b ହେଉଛି ଦ୍ୱିତୀୟ ଆରମ୍ଭ ଅନୁମାନ ଏବଂ |
| 05:07 | f ହେଉଛି, ସମାଧାନ ପାଇଁ ଥିବା ଫଙ୍କଶନ୍ |
| 05:10 | ସାମ୍ପ୍ରତିକ ବିନ୍ଦୁ ଓ ପୂର୍ବବର୍ତ୍ତୀ ବିନ୍ଦୁ ମଧ୍ୟରେ ଥିବା ଭାଲ୍ୟୁର ପ୍ରଭେଦକୁ ପ୍ରାପ୍ତ କଲେ |
| 05:15 | Secant's ମେଥଡ୍ ପ୍ରୟୋଗ କରନ୍ତୁ ଏବଂ ରୂଟର ଭାଲ୍ୟୁ ପ୍ରାପ୍ତ କରନ୍ତୁ |
| 05:21 | ଅବଶେଷରେ, ଫଙ୍କଶନ୍ ସମାପ୍ତ ହେଲା |
| 05:24 | କୋଡ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ |
| 05:27 | Scilab କନସୋଲ୍ କୁ ଫେରି ଆସନ୍ତୁ |
| 05:30 | clc ଟାଇପ୍ କରନ୍ତୁ |
| 05:32 | Enter ଦାବନ୍ତୁ |
| 05:34 | ଏହି ଉଦାହରଣ ପାଇଁ, ପ୍ରାରମ୍ଭିକ ଅନୁମାନଗୁଡିକୁ ପରିଭାଷିତ କରନ୍ତୁ |
| 05:38 | a ଇକ୍ୱାଲ୍ ଟୁ 2 ଟାଇପ୍ କରନ୍ତୁ |
| 05:40 | Enter ଦାବନ୍ତୁ |
| 05:42 | ତା’ପରେ, b ଇକ୍ୱାଲ୍ ଟୁ 3 ଟାଇପ୍ କରନ୍ତୁ |
| 05:44 | Enter ଦାବନ୍ତୁ |
| 05:46 | deff ଫଙ୍କଶନ୍ ବ୍ୟବହାର କରି, ଫଙ୍କଶନ୍ କୁ ପରିଭାଷିତ କରନ୍ତୁ |
| 05:49 | ଟାଇପ୍ କରନ୍ତୁ: deff, ପାରେନ୍ଥେସିସ ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, ସ୍କୋୟାର ବ୍ରାକେଟ୍ ମଧ୍ୟରେ y ଇକ୍ୱାଲ୍ ଟୁ g ଅଫ୍ x, ସିଙ୍ଗଲ୍ କ୍ୱୋଟ୍ ଶେଷ, କମା, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ y ଇଜ୍ ଇକ୍ୱାଲ୍ ଟୁ, ପାରେନ୍ଥେସିସ ଆରମ୍ଭ, xର ବର୍ଗ ପାରେନ୍ଥେସିସ୍ ଶେଷ, ମାଇନସ୍ ସିକ୍ସ୍ ସିଙ୍ଗଲ୍ କ୍ୱୋଟ୍ ଶେଷ, ପାରେନ୍ଥେସିସ୍ ଶେଷ |
| 06:15 | Enter ଦାବନ୍ତୁ |
| 06:18 | ଫଙ୍କଶନ୍ କଲ୍ କରିବା ପାଇଁ, ଟାଇପ୍ କରନ୍ତୁ: |
| 06:20 | Secant ପାରେନ୍ଥେସିସ ଆରମ୍ଭ, a କମା b କମା g ପାରେନ୍ଥେସିସ ଶେଷ |
| 06:27 | Enter ଦାବନ୍ତୁ |
| 06:30 | ରୂଟର ଭାଲ୍ୟୁ, କନସୋଲ୍ ରେ ପ୍ରଦର୍ଶିତ ହେବ |
| 06:35 | ସଂକ୍ଷିପ୍ତରେ |
| 06:38 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
| 06:41 | ବିଭିନ୍ନ ସମାଧାନର ମେଥଡ୍ ପାଇଁ, Scilab କୋଡ୍ ବିକଶିତ କରିବା |
| 06:45 | ବିଷମ ସମୀକରଣର ରୂଟଗୁଡିକ ପ୍ରାପ୍ତ କରିବା |
| 06:48 | ଆଜି ଶିଖିଥିବା, ଦୁଇଟି ମେଥଡ୍ ବ୍ୟବହାର କରି, ନିଜେ ଏହି ସମସ୍ୟାର ସମାଧାନ କରନ୍ତୁ |
| 06:55 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 06:58 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 07:01 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 07:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 07:07 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
| 07:10 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 07:14 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 07:21 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 07:24 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 07:32 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 07:39 | ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
| 07:41 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |