Scilab/C4/Interpolation/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Numerical Interpolation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲର ଶେଷରେ, ଆପଣ ସମର୍ଥ ହେବେ: |
| 00:10 | ବିଭିନ୍ନ Numerical ଇଣ୍ଟରପୋଲେଶନ୍ ଆଲଗୋରିଦମ୍ ପାଇଁ Scilab କୋଡ୍ ବିକଶିତ କରିବା |
| 00:16 | ପ୍ରଦତ୍ତ ଡାଟା ପଏଣ୍ଟ ସାହାଯ୍ୟରେ, ଫଙ୍କଶନର ନୂତନ ଭାଲ୍ୟୁ ଗଣନା କରିବା |
| 00:21 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
| 00:24 | ଉବୁଣ୍ଟୁ 12.04 OS |
| 00:27 | ଏବଂ Scilab ଭର୍ସନ୍ 5.3.3 |
| 00:31 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପୁର୍ବରୁ, ଶିକ୍ଷାର୍ଥୀଙ୍କର Scilab ଓ Numerical Interpolation ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ |
| 00:40 | Scilab ପାଇଁ, ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ ୱେବସାଇଟ୍ ରେ ଉପଲବ୍ଧ ଥିବା ସମ୍ପର୍କିତ ଟ୍ୟୁଟୋରିଆଲ୍ସ ର ସାହାଯ୍ୟ ନିଅନ୍ତୁ |
| 00:47 | ନ୍ୟୁମେରିକଲ୍ ଇଣ୍ଟରପୋଲେଶନ୍, ହେଉଛି ଏକ ମେଥଡ୍, ଯାହା |
| 00:51 | ଜ୍ଞାତ ଡାଟା ପଏଣ୍ଟ୍ ପାଇଁ |
| 00:53 | ଗୋଟିଏ discrete setର ରେଞ୍ଜ ମଧ୍ୟରେ, ନୂତନ ଡାଟା ପଏଣ୍ଟ୍ ତିଆରି କରିବା |
| 00:59 | ନ୍ୟୁମେରିକଲ୍ ମେଥଡ୍ ବ୍ୟବହାର କରି, ଇଣ୍ଟରପୋଲେଶନ୍ ସମସ୍ୟାଗୁଡିକର ସମାଧାନ କରନ୍ତୁ |
| 01:05 | Lagrange ଇଣ୍ଟରପୋଲେଶନ୍ ରେ, |
| 01:07 | N ପଏଣ୍ଟ ମଧ୍ୟଦେଇ, N-1 ଡିଗ୍ରୀ ଥିବା ଏକ ପୋଲୀନୋମିଆଲ କୁ ପାସ୍ କରାନ୍ତୁ |
| 01:12 | ତା’ପରେ, ଆମେ ବିଶେଷN order polynomial y ଅଫ୍ x ପାଇବା ଯାହା, ଡାଟା ନମୁନାଗୁଡିକୁ ଇଣ୍ଟରପୋଲେଟ୍ କରିବ |
| 01:22 | ଆମ ପାଖରେ, nine, nine point five ଓ elevenର ନାଚୁରାଲ୍ ଲଗାରିଦମ୍ ଭାଲ୍ୟୁ ପ୍ରଦତ୍ତ ଅଛି |
| 01:29 | nine point twoର ନାଚୁରାଲ୍ ଲଗାରିଦମ୍ ଭାଲ୍ୟୁ ପ୍ରାପ୍ତ କରନ୍ତୁ |
| 01:35 | ଚାଲନ୍ତୁ, ଏହି ସମସ୍ୟା କୁ Lagrange ଇଣ୍ଟରପୋଲେଶନ୍ ମେଥଡ୍ ବ୍ୟବହାର କରି ସମାଧାନ କରିବା |
| 01:41 | Lagrange ଇଣ୍ଟରପୋଲେଶନ୍ ପାଇଁ ଥିବା କୋଡ୍ କୁ ଦେଖନ୍ତୁ |
| 01:46 | ଆର୍ଗୁମେଣ୍ଟ୍, x zero, x, f ଓ n ସହିତ, Lagrange ଫଙ୍କଶନ୍ କୁ ପରିଭାଷିତ କରନ୍ତୁ |
| 01:53 | X zero ହେଉଛି, ଅଜ୍ଞାତ ଇଣ୍ଟରପୋଲେଶନ୍ ପଏଣ୍ଟ |
| 01:57 | x ହେଉଛି, ଡାଟା ପଏଣ୍ଟ ଧାରଣ କରିଥିବା, ଭେକ୍ଟର୍ |
| 02:01 | f ହେଉଛି ଭେକ୍ଟର୍ ଯାହା, ସାଦୃଶ୍ୟ ଡାଟା ପଏଣ୍ଟରେ ଫଙ୍କଶନର ଭାଲ୍ୟୁଗୁଡିକୁ ଧାରଣ କରିଥାଏ |
| 02:08 | ଏବଂ n ହେଉଛି, ଇଣ୍ଟରପୋଲେଶନ୍ ପୋଲୀନୋମିଆଲ୍ ର କ୍ରମ |
| 02:14 | nକୁ ବ୍ୟବହାର କରି, m ଓ ଭେକ୍ଟର୍ N କୁ ଇନିଶିଆଲାଇଜ୍ କରନ୍ତୁ |
| 02:19 | ଇଣ୍ଟରପୋଲେଟିଙ୍ଗ୍ ପୋଲୀନୋମିଆଲ୍ ର କ୍ରମ, ସୃଷ୍ଟି ହୋଇଥିବା nodesର ସଂଖ୍ୟା କୁ ନିର୍ଦ୍ଧାରଣ କରେ |
| 02:25 | ଏହାପରେ, ନ୍ୟୁମେରେଟର୍ ଓ ଡିନୋମିନେଟର୍ ର ଭାଲ୍ୟୁ ପ୍ରାପ୍ତ ପାଇଁ |
| 02:29 | ଆମେ Lagrange ଇଣ୍ଟରପୋଲେଶନ୍ ଫର୍ମୁଲା ପ୍ରୟୋଗ କରିବା |
| 02:35 | ତା’ପରେ, ଆମେ Lର ଭାଲ୍ୟୁ ପାଇବା ପାଇଁ, ନ୍ୟୁମେରେଟର୍ ଓ ଡିନୋମିନେଟର୍ କୁ ଭାଗ କରିବା |
| 02:41 | ପ୍ରଦତ୍ତ ଡାଟା ପଏଣ୍ଟ୍ ରେ, ଫଙ୍କଶନ୍ yର ଭାଲ୍ୟୁ ପାଇବା ପାଇଁ, Lକୁ ବ୍ୟବହାର କରନ୍ତୁ |
| 02:48 | ଶେଷରେ, L ଓ f ଅଫ୍ x f(x)ର ଭାଲ୍ୟୁ ପ୍ରଦର୍ଶନ ହେଲା |
| 02:53 | ଚାଲନ୍ତୁ, ଆମେ ଫାଇଲ୍ କୁ, ସେଭ୍ ଓ ନିଷ୍ପାଦନ କରିବା |
| 02:57 | ଉଦାହରଣ ରେ ଥିବା ସମସ୍ୟାର ସମାଧାନ ପାଇଁ, Scilab କନସୋଲ୍ କୁ ଫେରିଯା’ନ୍ତୁ |
| 03:02 | data points ଭେକ୍ଟର୍ କୁ ପରିଭାଷିତ କରନ୍ତୁ |
| 03:05 | କନସୋଲରେ ଟାଇପ୍ କରନ୍ତୁ: |
| 03:07 | x ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ nine point zero କମା nine point five କମା eleven point zero ସ୍କୋୟାର୍ ବ୍ରାକେଟ୍ ଶେଷ |
| 03:18 | Enter ଦାବନ୍ତୁ |
| 03:21 | ତା’ପରେ ଟାଇପ୍ କରନ୍ତୁ: f ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, two point one nine seven two କମା two point two five one three କମା two point three nine seven nine, ସ୍କୋୟାର୍ ବ୍ରାକେଟ୍ ଶେଷ |
| 03:39 | Enter ଦାବନ୍ତୁ |
| 03:41 | ତା’ପରେ ଟାଇପ୍ କରନ୍ତୁ: x zero ଇକ୍ୱାଲ୍ ଟୁ nine point two |
| 03:46 | Enter ଦାବନ୍ତୁ |
| 03:48 | ଚାଲନ୍ତୁ ଗୋଟିଏ, କ୍ୱାଡ୍ରାଟିକ୍ ପୋଲୀନୋମିଆଲ୍ ଇଣ୍ଟରପୋଲେଟିଙ୍ଗ୍ ପୋଲୀନୋମିଆଲ୍ ବ୍ୟବହାର କରିବା |
| 03:53 | ଟାଇପ୍ କରନ୍ତୁ: n ଇକ୍ୱାଲ୍ ଟୁ two |
| 03:58 | Enter ଦାବନ୍ତୁ |
| 04:00 | ଫଙ୍କଶନ୍ କଲ୍ କରିବା ପାଇଁ, ଟାଇପ୍ କରନ୍ତୁ: |
| 04:02 | y ଇକ୍ୱାଲ୍ ଟୁ Lagrange, parenthesis ଆରମ୍ଭ, x zero କମା x କମା f କମା n, parenthesis ଶେଷ |
| 04:14 | Enter ଦାବନ୍ତୁ |
| 04:16 | ଫଙ୍କଶନ୍, y at x equal to nine point twoର ଭାଲ୍ୟୁ ପ୍ରଦର୍ଶିତ ହେବ |
| 04:22 | ଚାଲନ୍ତୁ, Newtonଙ୍କ Divided Difference ମେଥଡ୍ କୁ ଦେଖିବା |
| 04:26 | ଏହି ମେଥଡରେ, Divided Differences recursive method ବ୍ୟବହୃତ ହୋଇଛି |
| 04:32 | ଏହା, Lagrange ମେଥଡ୍ ଅପେକ୍ଷା, କମ୍ ସଂଖ୍ୟକ କମ୍ପ୍ୟୁଟେଶନ୍ ବ୍ୟବହାର କରେ |
| 04:38 | ଏହା ସତ୍ତ୍ୱେ, Lagrange ମେଥଡ୍ ରେ ଥିବା ପରି, ସମାନ ଇଣ୍ଟରପୋଲେଟିଙ୍ଗ୍ ପୋଲୀନୋମିଆଲ୍ ସୃଷ୍ଟି ହୋଇଛି |
| 04:47 | Divided Difference ମେଥଡ୍ ବ୍ୟବହାର କରି, ଏହି ଉଦାହରଣକୁ ସମାଧାନ କରିବା |
| 04:52 | ଡାଟା ପଏଣ୍ଟଗୁଡିକ ଏବଂ |
| 04:54 | ସେହି ଡାଟା ପଏଣ୍ଟଗୁଡିକରେ, ସାଦୃଶ୍ୟ ଥିବା ଫଙ୍କଶନର ଭାଲ୍ୟୁଗୁଡିକ ପ୍ରଦତ୍ତ ଅଛି |
| 05:00 | x ଇକ୍ୱାଲ୍ ଟୁ threeରେ, ଫଙ୍କଶନର ଭାଲ୍ୟୁ ପ୍ରାପ୍ତ କରିବା |
| 05:05 | Newton Divided Difference ମେଥଡ୍ ପାଇଁ ଥିବା କୋଡ୍ ଦେଖିବା |
| 05:11 | Scilab ଏଡିଟରରେ, Newton ଅଣ୍ଡରସ୍କୋର୍ Divided ଡଟ୍ sci, ଫାଇଲ୍ ଖୋଲନ୍ତୁ |
| 05:18 | x, f ଓ x zero ଆର୍ଗୁମେଣ୍ଟ୍ ସହିତ Newton ଅଣ୍ଡରସ୍କୋର୍ Divided, ଫଙ୍କଶନ୍ କୁ ପରିଭାଷିତ କରନ୍ତୁ |
| 05:29 | x ହେଉଛି, ଡାଟା ପଏଣ୍ଟ୍ କୁ ଧାରଣ କରିଥିବା, ଗୋଟିଏ ଭେକ୍ଟର୍ |
| 05:33 | f ହେଉଛି ସାଦୃଶ୍ୟ ଥିବା function value ଏବଂ |
| 05:36 | x zero, ଅଜ୍ଞାତ interpolation ପଏଣ୍ଟ୍ ଅଟେ |
| 05:41 | ଆମେ ଭେକ୍ଟରର ଦୈର୍ଘ୍ୟ ପ୍ରାପ୍ତ କରିବା ଏବଂ ପରେ ଏହାକୁ n ସହିତ ସମାନ କରିବା |
| 05:46 | ଭେକ୍ଟରର ପ୍ରଥମ ଭାଲ୍ୟୁ, a of one a(1) ସହ ସମାନ ହେବ |
| 05:51 | ତା’ପରେ, ଆମେ divided difference ଆଲଗୋରିଦମ୍ ପ୍ରୟୋଗ କରିବା ଏବଂ divided difference ଟେବୁଲ କୁ କମ୍ପ୍ୟୁଟ୍ କରିବା |
| 05:57 | ଏହାପରେ, ଆମେ ନ୍ୟୁଟନ୍ ପୋଲୀନୋମିଆଲର କୋଏଫିସିଏଣ୍ଟ ତାଲିକା ପ୍ରାପ୍ତ କରିବା |
| 06:03 | ଆମେ, ପ୍ରଦତ୍ତ ଡାଟା ପଏଣ୍ଟରେ, ଫଙ୍କଶନର ଭାଲ୍ୟୁ ପ୍ରାପ୍ତ କରିବା ପାଇଁ, କୋଏଫିସିଏଣ୍ଟ ତାଲିକା କୁ ଯୋଗ କରିବା |
| 06:10 | Newton ଅଣ୍ଡରସ୍କୋର୍ Divided ଡଟ୍ sci ଫାଇଲକୁ, ସେଭ୍ ଓ ନିଷ୍ପାଦନ କରନ୍ତୁ |
| 06:16 | Scilab କନସୋଲ୍ କୁ ଫେରିଯା’ନ୍ତୁ |
| 06:19 | c l c ଟାଇପ୍ କରି, ସ୍କ୍ରୀନ୍ କୁ କ୍ଲିୟର୍ କରନ୍ତୁ |
| 06:22 | Enter ଦାବନ୍ତୁ |
| 06:24 | ଡାଟା points ଭେକ୍ଟର୍ କୁ ପ୍ରବେଷ କରାନ୍ତୁ |
| 06:27 | ଟାଇପ୍ କରନ୍ତୁ: x ଇକ୍ୱାଲ୍ ଟୁ ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, two କମା two point five କମା three point two five କମା four ସ୍କୋୟାର୍ ବ୍ରାକେଟ୍ ଶେଷ |
| 06:39 | Enter ଦାବନ୍ତୁ |
| 06:41 | ଫଙ୍କଶନର ଭାଲ୍ୟୁଗୁଡିକୁ ଟାଇପ୍ କରନ୍ତୁ |
| 06:44 | f ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, zero point five କମା zero point four କମା zero point three zero seven seven କମା zero point two five ସ୍କୋୟାର୍ ବ୍ରାକେଟ୍ ଶେଷ |
| 07:01 | Enter ଦାବନ୍ତୁ |
| 07:03 | ଟାଇପ୍ କରନ୍ତୁ: x zero ଏକ୍ୱାଲ୍ ଟୁ three |
| 07:06 | Enter ଦାବନ୍ତୁ |
| 07:08 | ନିମ୍ନ ଲିଖିତ ଟାଇପ୍ କରି, କଲ୍ କରନ୍ତୁ |
| 07:11 | I P ଇକ୍ୱାଲ୍ ଟୁ Newton ଅଣ୍ଡରସ୍କୋର୍, ବିଭକ୍ତ, parenthesis ଆରମ୍ଭ x କମା f କମା x zero, parenthesis ଶେଷ |
| 07:23 | Enter ଦାବନ୍ତୁ |
| 07:25 | y at x ଇକ୍ୱାଲ୍ ଟୁ three ର ଭାଲ୍ୟୁ ପ୍ରଦର୍ଶିତ ହୋଇଛି |
| 07:30 | ସଂକ୍ଷିପ୍ତରେ |
| 07:33 | ଏହି ଟ୍ୟୁଟୋରିଆଲରେ ଆମେ, ଇଣ୍ଟରପୋଲେଶନ୍ ମେଥଡ୍ ପାଇଁ, Scilab କୋଡ୍ ବିକଶିତ କରିବା ଶିଖିଲେ: |
| 07:40 | ନୂତନ ଡାଟା ପଏଣ୍ଟରେ, ଗୋଟିଏ ଫଙ୍କଶନର ଭାଲ୍ୟୁ ପ୍ରାପ୍ତ କରିହେବା ବିଷୟ ମଧ୍ୟ ଶିଖିଲେ |
| 07:46 | Lagrange ମେଥଡ୍ ଓ Newton's Divided Difference ମେଥଡ୍ ବ୍ୟବହାର କରି, ନିଜେ ଏହି ସମସ୍ୟାର ସମାଧାନ କରନ୍ତୁ |
| 07:54 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 07:57 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 08:00 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 08:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 08:07 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
| 08:10 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 08:14 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 08:22 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 08:26 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 08:33 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 08:38 | ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ମହାପାତ୍ରଙ୍କ ସହ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. |
| 08:41 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |