Scilab/C4/Integration/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Composite Numerical Integration ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲ୍ ର ଶେଷରେ, ଆପଣ ସମର୍ଥ ହେବେ: |
| 00:11 | ବିଭିନ୍ନ ଯୌଗିକ ନ୍ୟୁମେରିକଲ୍ ଇଣ୍ଟିଗ୍ରେସନ୍ ଆଲଗୋରିଦମ୍ ପାଇଁ, Scilab କୋଡ୍ ବିକଶିତ କରିବା ପାଇଁ |
| 00:17 | ଇଣ୍ଟେଗ୍ରାଲ୍ କୁ ସମାନ ଇଣ୍ଟର୍ଭାଲରେ ବିଭକ୍ତ କରିବା ପାଇଁ |
| 00:21 | ପ୍ରତ୍ୟେକ ଇଣ୍ଟର୍ଭାଲରେ ଆଲଗୋରିଦମ୍ କୁ ପ୍ରୟୋଗ କରିବା ପାଇଁ |
| 00:24 | ଇଣ୍ଟେଗ୍ରାଲ୍ ର ଯୌଗିକ ଭାଲ୍ୟୁ କୁ ଗଣନା କରିବା ପାଇଁ |
| 00:28 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
| 00:30 | ଉବୁଣ୍ଟୁ ଲିନକ୍ସ 12.04 OS |
| 00:34 | Scilab ଭର୍ସନ୍ 5.3.3 |
| 00:38 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପୁର୍ବରୁ, ଶିକ୍ଷାର୍ଥୀଙ୍କର Scilab ଓ Integration using Numerical Methods ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ |
| 00:47 | Scilab ପାଇଁ, ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ ୱେବସାଇଟ୍ ରେ ଉପଲବ୍ଧ ଥିବା ସମ୍ପର୍କିତ ଟ୍ୟୁଟୋରିଆଲ୍ସର ସାହାଯ୍ୟ ନିଅନ୍ତୁ |
| 00:55 | ନ୍ୟୁମେରିକଲ୍ ଇଣ୍ଟେଗ୍ରେସନ୍ ହେଉଛି |
| 00:58 | କିପରି ଗୋଟିଏ ଇଣ୍ଟେଗ୍ରାଲ ର ନ୍ୟୁମେରିକଲ୍ ଭାଲ୍ୟୁ ପ୍ରାପ୍ତ କରିହେବ, ତାହା ଉପରେ ଅଧ୍ୟୟନ |
| 01:03 | ଯେତେବେଳେ ସଠିକ୍ ଗାଣିତିକ ଇଣ୍ଟିଗ୍ରେସନ୍ ଉପଲବ୍ଧ ନଥାଏ, ଏହା ବ୍ୟବହୃତ ହୁଏ |
| 01:08 | ଏହା, ଇଣ୍ଟେଗ୍ରାଣ୍ଡ୍ ଭାଲ୍ୟୁଗୁଡିକରୁ, ଗୋଟିଏ ଆନୁମାନିକ definite integralକୁ ନେଇଥାଏ |
| 01:15 | ଚାଲନ୍ତୁ, କମ୍ପୋଜିଟ୍ ଟ୍ରପେଯୋଇଡାଲ୍ ରୁଲ୍ ଅଧ୍ୟୟନ କରିବା |
| 01:18 | ଏହା trapezoidal ruleର ଏକ୍ସଟେନସନ୍ ଅଟେ |
| 01:22 | a କମା b ଇଣ୍ଟର୍ଭାଲ୍ କୁ, n ସମାନ ସଂଖ୍ୟକ ଇଣ୍ଟର୍ଭାଲରେ ବିଭକ୍ତ କରନ୍ତୁ |
| 01:29 | ତେବେ, h ଇକ୍ୱାଲ୍ସ ଟୁ b ବିଯୋଗ a ବିଭକ୍ତ n, ଇଣ୍ଟର୍ଭାଲ୍ ର ସାଧାରଣ ଦୈର୍ଘ୍ୟ ହେବ |
| 01:36 | କମ୍ପୋଜିଟ୍ ଟ୍ରପେଯୋଇଡାଲ୍ ରୁଲ୍, ହେଉଛି: |
| 01:41 | a ଠାରୁ b ଇଣ୍ଟର୍ଭାଲ୍ ରେ, F ଅଫ୍ x ଫଙ୍କଶନ୍ ର ଇଣ୍ଟେଗ୍ରାଲ୍, ଯାହା h ଗୁଣନ x ଯିରୋ ଠାରୁ xn ମଧ୍ୟରେ ଥିବା ଫଙ୍କଶନ୍ ର ଭାଲ୍ୟୁଗୁଡିକର ସମଷ୍ଟି ସହ ଆନୁମାନିକ ସମାନ ହେବ |
| 01:57 | ଚାଲନ୍ତୁ, କମ୍ପୋଜିଟ୍ ଟ୍ରପେଯୋଇଡାଲ୍ ରୁଲ୍ ବ୍ୟବହାର କରି ଏକ ଉଦାହରଣ ସମାଧାନ କରିବା |
| 02:02 | ଇଣ୍ଟର୍ଭାଲ୍ ର ସଂଖ୍ୟା, ଆନୁମାନିକ n, ଯାହା ଟେନ୍ ସହ ସମାନ (n=10) |
| 02:09 | ଚାଲନ୍ତୁ, Scilab ଏଡିଟର୍ ରେ, କମ୍ପୋଜିଟ୍ ଟ୍ରପେଯୋଇଡାଲ୍ ରୁଲ୍ ପାଇଁ ଥିବା କୋଡ୍ ଦେଖିବା |
| 02:16 | ପ୍ରଥମେ, f , a , b , n ପାରାମିଟର୍ ଥିବା ଫଙ୍କଶନ୍ କୁ ପରିଭାଷିତ କରନ୍ତୁ |
| 02:22 | f, ସମାଧାନ ହେବାକୁ ଥିବା ଫଙ୍କଶନ୍ ସୂଚିତ କରେ |
| 02:25 | a ହେଉଛି, ଇଣ୍ଟେଗ୍ରାଲ୍ ର ନ୍ୟୁନତମ ବିନ୍ଦୁ |
| 02:28 | b ହେଉଛି, ଇଣ୍ଟେଗ୍ରାଲ୍ ର ଊର୍ଦ୍ଧ୍ୱତମ ବିନ୍ଦୁ |
| 02:31 | n ହେଉଛି, ଇଣ୍ଟର୍ଭାଲଗୁଡିକର ସଂଖ୍ୟା |
| 02:34 | ଯିରୋ ଓ ୱନ୍ ମଧ୍ୟରେ ଦଶଟି ସମାନ ଇଣ୍ଟର୍ଭାଲ୍ ତିଆରି କରିବା ପାଇଁ, linspace ଫଙ୍କଶନ୍ ବ୍ୟବହୃତ ହୁଏ |
| 02:42 | ଇଣ୍ଟେଗ୍ରାଲ୍ ର ଭାଲ୍ୟୁ ପ୍ରାପ୍ତ ହେଲା ଏବଂ ଏହାକୁ l one ରେ ଷ୍ଟୋର୍ କରନ୍ତୁ |
| 02:49 | Scilab ଏଡିଟର୍ ଉପରେ ଥିବା, Execute ଉପରେ କ୍ଲିକ୍ କରନ୍ତୁ ଏବଂ କୋଡ୍ ପାଇଁ Save and execute ଚୟନ କରନ୍ତୁ |
| 03:02 | ଉଦାହରଣ ଫଙ୍କଶନ୍ କୁ ପରିଭାଷିତ କରିବା ପାଇଁ, ଟାଇପ୍ କରନ୍ତୁ: |
| 03:05 | d e f f, ପାରେନ୍ଥେସିସ ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, ସ୍କୋୟାର ବ୍ରାକେଟ୍ ମଧ୍ୟରେ y, ଇଜ୍ ଇକ୍ୱାଲ୍ ଟୁ, f ଅଫ୍ x, କ୍ୱୋଟ୍ ଶେଷ, କମା, କ୍ୱୋଟ୍ ଆରମ୍ଭ y ଇଜ୍ ଇକ୍ୱାଲ୍ ଟୁ ୱନ୍ ବିଭକ୍ତ ପାରେନ୍ଥେସିସ ଆରମ୍ଭ, ଟୁ asterisk x ପ୍ଲସ୍ ୱନ୍, ପାରେନ୍ଥେସିସ୍ ଶେଷ, କ୍ୱୋଟ୍ ଶେଷ, ପାରେନ୍ଥେସିସ୍ ଶେଷ |
| 03:30 | Enter ଦାବନ୍ତୁ. ଟାଇପ୍ କରନ୍ତୁ: ଟ୍ରପ୍ ଅଣ୍ଡରସ୍କୋର୍ କମ୍ପୋଜିଟ୍, ପାରେନ୍ଥେସିସ ଆରମ୍ଭ, f କମା ଯିରୋ କମା ୱନ୍ କମା ଟେନ୍, ପାରେନ୍ଥେସିସ୍ ଶେଷ |
| 03:41 | Enter ଦାବନ୍ତୁ |
| 03:43 | ଉତ୍ତର, କନସୋଲ୍ ଉପରେ ପ୍ରଦର୍ଶିତ ହେବ |
| 03:47 | ଏହାପରେ ଆମେ, Composite Simpson's rule ଅଧ୍ୟୟନ କରିବା |
| 03:51 | ଏହି ନିୟମାନୁସାରେ, ଆମେ, a କମା b ଗୁଣନ n ଇଜ୍ ଗ୍ରେଟର୍ ଦ୍ୟାନ୍ 1, ଇଣ୍ଟର୍ଭାଲ୍ କୁ, ସମାନ ଦୈର୍ଘ୍ୟ ବିଶିଷ୍ଟ ସବ୍-ଇଣ୍ଟର୍ଭାଲ୍ ରେ ଭାଙ୍ଗି ପାରିବା |
| 04:03 | ପ୍ରତ୍ୟେକ ଇଣ୍ଟର୍ଭାଲରେ, ସିମ୍ପସନଙ୍କ ନିୟମ ପ୍ରୟୋଗ କରନ୍ତୁ |
| 04:06 | ଇଣ୍ଟେଗ୍ରାଲ୍ ରୁ ମିଳିଥିବା ଭାଲ୍ୟୁ ହେଉଛି: |
| 04:10 | h ବିଭକ୍ତ ଥ୍ରୀ ଗୁଣନ f ଯିରୋର ସମଷ୍ଟି, four ଗୁଣନ f one, two ଗୁଣନ f two to f n |
| 04:19 | Composite Simpson's rule, ବ୍ୟବହାର କରି ଏକ ଉଦାହରଣର ସମାଧାନ କରନ୍ତୁ |
| 04:24 | ୱନ୍ ରୁ ଟୁ ଇଣ୍ଟର୍ଭାଲ୍ ରେ, ଗୋଟିଏ ଫଙ୍କଶନ୍, ୱନ୍ ବିଭକ୍ତ ୱନ୍ ପ୍ଲସ୍ xର ଘନ, d x, ପ୍ରଦତ୍ତ ଅଛି |
| 04:32 | ଇଣ୍ଟର୍ଭାଲ୍ ର ସଂଖ୍ୟା, ଟ୍ୱେଣ୍ଟୀ ହେଉ |
| 04:37 | ଚାଲନ୍ତୁ, Composite Simpson's rule ପାଇଁ କୋଡ୍ ଦେଖିବା |
| 04:42 | ପ୍ରଥମେ, f , a , b , n ପାରାମିଟର୍ ଥିବା ଫଙ୍କଶନ୍ କୁ ପରିଭାଷିତ କରନ୍ତୁ |
| 04:49 | f ହେଉଛି ଫଙ୍କଶନ୍, ଯାହାର ସମାଧାନ ହେବ |
| 04:52 | a ହେଉଛି, ଇଣ୍ଟେଗ୍ରାଲ୍ ର ନ୍ୟୁନତମ ବିନ୍ଦୁ |
| 04:56 | b ହେଉଛି, ଇଣ୍ଟେଗ୍ରାଲ୍ ର ଊର୍ଦ୍ଧ୍ୱତମ ବିନ୍ଦୁ |
| 04:58 | n ହେଉଛି, ଇଣ୍ଟର୍ଭାଲ୍ ଗୁଡିକର ସଂଖ୍ୟା |
| 05:02 | ଆମେ, ପଏଣ୍ଟଗୁଡିକର ଦୁଇଟି ସେଟ୍ ପାଇବା |
| 05:04 | ଆମେ, ଗୋଟିଏ ସେଟ୍ ସହିତ ଫଙ୍କଶନ୍ର ଭାଲ୍ୟୁ ପାଇଲେ ଏବଂ ଏହାକୁ two ରେ ଗୁଣନ କରନ୍ତୁ |
| 05:10 | ଅନ୍ୟ ସେଟ୍ ସହିତ, ଆମେ ଭାଲ୍ୟୁ ପାଇଲେ ଏବଂ ଏହାକୁ ଫୋର୍ ସହିତ ଗୁଣନ କରନ୍ତୁ |
| 05:16 | ଏହି ସମସ୍ତ ଭାଲ୍ୟୁଗୁଡିକୁ ଯୋଗ କରନ୍ତୁ ଏବଂ h ବାଏ ଥ୍ରୀ ସହିତ ଗୁଣନ କରନ୍ତୁ ଏବଂ l ରେ ଫାଇନାଲ୍ ଭାଲ୍ୟୁ କୁ ଷ୍ଟୋର୍ କରନ୍ତୁ |
| 05:24 | କୋଡ୍ କୁ ନିଷ୍ପାଦନ କରନ୍ତୁ |
| 05:28 | Simp ଅଣ୍ଡରସ୍କୋର୍ କମ୍ପୋଜିଟ୍ ଡଟ୍ s c i ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ |
| 05:39 | ସର୍ବ ପ୍ରଥମେ ସ୍କ୍ରୀନ୍ କୁ କ୍ଲିୟର୍ କରନ୍ତୁ |
| 05:42 | ଉଦାହରଣରେ ଥିବା ଫଙ୍କଶନ୍ କୁ ପରିଭାଷିତ କରିବା ପାଇଁ ଟାଇପ୍ କରନ୍ତୁ: |
| 05:45 | d e f f ପାରେନ୍ଥେସିସ୍ ଆରମ୍ଭ ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ ସ୍କୋୟାର ବ୍ରାକେଟ୍ ମଧ୍ୟରେ y ଇଜ୍ ଇକ୍ୱାଲ୍ ଟୁ f ଅଫ୍ x କ୍ୱୋଟ୍ ଶେଷ କମା କ୍ୱୋଟ୍ ଆରମ୍ଭ y ଇଜ୍ ଇକ୍ୱାଲ୍ ଟୁ ୱନ୍ ବିଭକ୍ତ ପାରେନ୍ଥେସିସ୍ ଆରମ୍ଭ ୱନ୍ ପ୍ଲସ୍ xର ଘନ ପାରେନ୍ଥେସିସ୍ ଶେଷ କ୍ୱୋଟ୍ ଶେଷ ପାରେନ୍ଥେସିସ୍ ଶେଷ |
| 06:12 | Enter ଦାବନ୍ତୁ |
| 06:14 | ଟାଇପ୍ କରନ୍ତୁ: Simp ଅଣ୍ଡରସ୍କୋର୍ କମ୍ପୋଜିଟ୍ ପାରେନ୍ଥେସିସ୍ ଆରମ୍ଭ f କମା ୱନ୍ କମା ଟୁ କମା ଟ୍ୱେଣ୍ଟୀ ପାରେନ୍ଥେସିସ୍ ଶେଷ |
| 06:24 | Enter ଦାବନ୍ତୁ |
| 06:26 | କନସୋଲ୍ ରେ, ଉତ୍ତର ପ୍ରଦର୍ଶିତ ହେଲା |
| 06:31 | ଚାଲନ୍ତୁ ଏବେ, Composite Midpoint Rule କୁ ଦେଖିବା |
| 06:35 | ଏହା, ୱନ୍ କିମ୍ବା କମ୍ ଡିଗ୍ରୀ ଥିବା ପୋଲୀନିମିଆଲ୍ କୁ ମିଶାଇଥାଏ |
| 06:40 | a, b ଇଣ୍ଟର୍ଭାଲ୍ କୁ, ସମାନ ଦୈର୍ଘ୍ୟ ବିଶିଷ୍ଟ ସବ୍- ଇଣ୍ଟର୍ଭାଲ୍ ରେ ବିଭକ୍ତ କରେ |
| 06:49 | ପ୍ରତ୍ୟେକ ଇଣ୍ଟର୍ଭାଲ୍ ର ମଧ୍ୟବିନ୍ଦୁ କୁ, x i ନାମ ପ୍ରାପ୍ତ ହେବ |
| 06:54 | ପ୍ରତ୍ୟେକ ମଧ୍ୟବିନ୍ଦୁ ରେ, ଇଣ୍ଟେଗ୍ରାଲ୍ ରେ ଥିବା ଭାଲ୍ୟୁଗୁଡିକର ସମଷ୍ଟି ପ୍ରାପ୍ତ ହେବ |
| 07:00 | ଚାଲନ୍ତୁ ଏହି ସମସ୍ୟାକୁ Composite Midpoint Rule ଦ୍ୱାରା ସମାଧାନ କରିବା |
| 07:05 | ଯିରୋ ଠାରୁ ୱନ୍ ପଏଣ୍ଟ୍ ଫାଇଭ୍ ଇଣ୍ଟର୍ଭାଲ୍ ମଧ୍ୟରେ, ଗୋଟିଏ ଫଙ୍କଶନ୍, ୱନ୍ ବିୟୋଗ xର ବର୍ଗ d x, ପ୍ରଦତ୍ତ ଅଛି |
| 07:15 | n, ଟ୍ୱେଣ୍ଟୀ ସହିତ ସମାନ ବୋଲି ଅନୁମାନ କରନ୍ତୁ |
| 07:18 | ଚାଲନ୍ତୁ, Composite Midpoint rule ପାଇଁ କୋଡ୍ ଦେଖିବା |
| 07:24 | ପ୍ରଥମେ, f , a , b , n ପାରାମିଟର୍ ଥିବା ଫଙ୍କଶନ୍ କୁ ପରିଭାଷିତ କରନ୍ତୁ |
| 07:30 | f ହେଉଛି ଫଙ୍କଶନ୍, ଯାହାର ସମାଧାନ ହେବ |
| 07:33 | a ହେଉଛି, ଇଣ୍ଟେଗ୍ରାଲ୍ ର ନ୍ୟୁନତମ ବିନ୍ଦୁ |
| 07:36 | b ହେଉଛି, ଇଣ୍ଟେଗ୍ରାଲ୍ ର ଊର୍ଦ୍ଧ୍ୱତମ ବିନ୍ଦୁ ଏବଂ |
| 07:39 | n ହେଉଛି, ଇଣ୍ଟର୍ଭାଲ୍ ଗୁଡିକର ସଂଖ୍ୟା |
| 07:41 | ଆମେ ପ୍ରତ୍ୟେକ ଇଣ୍ଟର୍ଭାଲ୍ ର midpoint ପାଇଲେ |
| 07:45 | ପ୍ରତ୍ୟେକ ମଧ୍ୟବିନ୍ଦୁରେ, ଇଣ୍ଟେଗ୍ରାଲ୍ ର ଭାଲ୍ୟୁ ପ୍ରାପ୍ତ କରନ୍ତୁ ଏବଂ ସମଷ୍ଟି ନିର୍ଣ୍ଣୟ କରିବା ସହ l ରେ ଷ୍ଟୋର୍ କରନ୍ତୁ |
| 07:53 | ବର୍ତ୍ତମାନ, ଉଦାହରଣର ସମାଧାନ କରନ୍ତୁ |
| 07:55 | mid ଅଣ୍ଡରସ୍କୋର୍ କମ୍ପୋଜିଟ୍ ଡଟ୍ s c i ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ |
| 08:04 | ସ୍କ୍ରୀନ୍ କୁ କ୍ଲିୟର୍ କରନ୍ତୁ |
| 08:08 | ଉଦାହରଣରେ ଥିବା ଫଙ୍କଶନ୍ କୁ ପରିଭାଷିତ କରିବା ପାଇଁ ଟାଇପ୍ କରନ୍ତୁ: |
| 08:13 | d e f f, ପାରେନ୍ଥେସିସ୍ ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, ସ୍କୋୟାର ବ୍ରାକେଟ୍ ମଧ୍ୟରେ y ଇଜ୍ ଇକ୍ୱାଲ୍ ଟୁ f ଅଫ୍ x, କ୍ୱୋଟ୍ ଶେଷ, କମା, କ୍ୱୋଟ୍ ଆରମ୍ଭ y ଇଜ୍ ଇକ୍ୱାଲ୍ ଟୁ, ୱନ୍ ବିୟୋଗ xର ବର୍ଗ, କ୍ୱୋଟ୍ ଶେଷ, ପାରେନ୍ଥେସିସ୍ ଶେଷ |
| 08:37 | Enter ଦାବନ୍ତୁ |
| 08:39 | ତା’ପରେ ଟାଇପ୍ କରନ୍ତୁ: mid ଅଣ୍ଡରସ୍କୋର୍ କମ୍ପୋଜିଟ୍ ପାରେନ୍ଥେସିସ୍ ଆରମ୍ଭ, f କମା ଯିରୋ କମା ୱନ୍ ପଏଣ୍ଟ୍ ଫାଇଭ୍ କମା ଟ୍ୱେଣ୍ଟୀ, ପାରେନ୍ଥେସିସ୍ ଶେଷ |
| 08:53 | Enter ଦାବନ୍ତୁ. ଉତ୍ତର କନସୋଲ୍ ରେ ପ୍ରଦର୍ଶିତ ହେବ |
| 08:59 | ସଂକ୍ଷିପ୍ତରେ |
| 09:02 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
| 09:04 | ନ୍ୟୁମେରିକଲ ଇଣ୍ଟିଗ୍ରେସନ୍ ପାଇଁ Scilab କୋଡ୍ ବିକଶିତ କରିବା |
| 09:08 | ଗୋଟିଏ ଇଣ୍ଟେଗ୍ରାଲ୍ ର ଭାଲ୍ୟୂ ପ୍ରାପ୍ତ କରିବା ବିଷୟରେ |
| 09:11 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 09:15 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:18 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 09:23 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 09:25 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
| 09:29 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 09:32 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 09:40 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 09:45 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 09:52 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 10:03 | ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |