Scilab/C4/Discrete-systems/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Discrete Time System ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲର ଶେଷରେ, ଆପଣ ସମର୍ଥ ହେବେ: |
| 00:09 | state space ଓ transfer function ର ବର୍ଣ୍ଣନା ମଧ୍ୟରେ ପରିବର୍ତ୍ତନ କରିବା |
| 00:14 | ଗୋଟିଏ discrete time system କୁ ପରିଭାଷିତ କରିବା ଏବଂ ଏହାର step response କୁ ପ୍ଲଟ୍ କରିବା |
| 00:20 | ଗୋଟିଏ କଣ୍ଟିନ୍ୟୁଅସ୍ ଟାଇମ୍ ସିଷ୍ଟମ୍ କୁ Discretize କରିବା |
| 00:23 | ମୁଁ, ପ୍ରଦର୍ଶନ ପାଇଁ, ଉବୁଣ୍ଟୁ 12.04 OS ଏବଂ Scilab ଭର୍ସନ୍ 5.3.3 ବ୍ୟବହାର କରୁଛି |
| 00:31 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପୂର୍ବରୁ, ଆପଣଙ୍କର Scilab ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ |
| 00:36 | ଯଦି ନାହିଁ, ଦୟାକରି spoken-tutorial.org ରେ ଉପଲବ୍ଧ ଥିବା Scilab ଟ୍ୟୁଟୋରିଆଲ୍ସ ର ସାହାଯ୍ୟ ନିଅନ୍ତୁ |
| 00:44 | space model ବ୍ୟକ୍ତ କରେ: |
| 00:46 | x ଡଟ୍ ଇଜ୍ ଇକ୍ୱାଲ୍ ଟୁ A x ପ୍ଲସ୍ B u |
| 00:49 | y ଇଜ୍ ଇକ୍ୱାଲ୍ ଟୁ c x ପ୍ଲସ୍ D u |
| 00:52 | sys three ଇଜ୍ ଇକ୍ୱାଲ୍ ଟୁ sysli ବ୍ରାକେଟ୍ ଆରମ୍ଭ, କ୍ୱୋଟ୍ ମଧ୍ୟରେ, c କମା A କମା B କମା C କମା D ବ୍ରାକେଟ୍ ଶେଷ, ଦ୍ୱାରା ସୂଚିତ ହୁଏ |
| 01:05 | ପୂର୍ବ ସୂଚିତ ମେଟ୍ରିକ୍ସଗୁଡିକ ପାଇଁ, ଯଥା A, B, C ଓ D ଉପଯୁକ୍ତ ଆକାରର ଅଟନ୍ତି |
| 01:11 | ଆପଣଙ୍କ କମ୍ପ୍ୟୁଟରରେ Scilab ଆରମ୍ଭ କରନ୍ତୁ |
| 01:15 | ଟାଇପ୍ କରନ୍ତୁ: sys three ଇଜ୍ ଇକ୍ୱାଲ୍ ଟୁ syslin ବ୍ରାକେଟ୍ ଆରମ୍ଭ, କ୍ୱୋଟ୍ ମଧ୍ୟରେ, c କମା four କମା three କମା six କମା nine ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ |
| 01:32 | ପ୍ରଦର୍ଶନ ଜାରୀ ରଖିବା ପାଇଁEnter ଦାବନ୍ତୁ |
| 01:35 | single state, single input single output ପାଇଁ ଏହା ଗୋଟିଏ ଉଦାହରଣ ଅଟେ |
| 01:40 | ଆଉଟପୁଟ୍, ମେଟ୍ରିକ୍ସ A, B, C ଓ D ଏବଂ initial state x zero ହେବ |
| 01:49 | କନସୋଲ୍ କ୍ଲିୟର୍ କରିବା ପାଇଁ clc ଟାଇପ୍ କରନ୍ତୁ |
| 01:52 | ଆପଣ ଦେଖିପାରୁଥିବା ଭଳି, ଉଦାହରଣସ୍ୱରୂପ ମେଟ୍ରିକ୍ସ A, B, C, D କୁ Scilab କନସୋଲ୍ ଉପରେ ପରିଭାଷିତ କରନ୍ତୁ |
| 02:00 | A ଇଜ୍ ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, two ସ୍ପେସ୍ three ସେମିକୋଲନ୍ four ସ୍ପେସ୍ five ସ୍କୋୟାର୍ ବ୍ରାକେଟ୍ ଶେଷ |
| 02:09 | Enter ଦାବନ୍ତୁ |
| 02:11 | B ଇଜ୍ ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, one ସେମିକୋଲନ୍ two ସ୍କୋୟାର୍ ବ୍ରାକେଟ୍ ଶେଷ |
| 02:17 | Enter ଦାବନ୍ତୁ |
| 02:19 | C ଇଜ୍ ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, ବିୟୋଗ, three ସ୍ପେସ୍ ବିୟୋଗ six ସ୍କୋୟାର୍ ବ୍ରାକେଟ୍ ଶେଷ |
| 02:27 | ଏବଂ Enter ଦାବନ୍ତୁ |
| 02:30 | D ଇଜ୍ ଇକ୍ୱାଲ୍ ଟୁ two, |
| 02:33 | Enter ଦାବନ୍ତୁ |
| 02:35 | ଚାଲନ୍ତୁ, ପୂର୍ବ କମାଣ୍ଡ୍ ରେ, ଏହି ମେଟ୍ରିକ୍ସଗୁଡିକୁ ପ୍ରତିସ୍ଥାପନ କରିବା |
| 02:39 | sys four ଇଜ୍ ଇକ୍ୱାଲ୍ ଟୁ syslin, ବ୍ରାକେଟ୍ ଆରମ୍ଭ, କ୍ୱୋଟ୍ ମଧ୍ୟରେ, c କମା A କମା B କମା C କମା D ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ |
| 02:57 | ଆପଣ ନିମ୍ନଲିଖିତ ଆଉଟପୁଟ୍ ପାଇବେ |
| 03:00 | ପ୍ରଦର୍ଶନ ଜାରୀ ରଖିବା ପାଇଁ Enter ଦାବନ୍ତୁ |
| 03:03 | ଆପଣ ଦେଖିପାରୁଥିବା ଭଳି, ମେଟ୍ରିକ୍ସ A, B, C, D ଏବଂ initial state x zero, ଆଉଟପୁଟରେ ରହିବ |
| 03:11 | poles of sys4, Aର eigenvalues ଭଳି ସମାନ କି ନୁହେଁ, ଯାଞ୍ଚ କରନ୍ତୁ |
| 03:17 | ଏଥି ପାଇଁ ଆପଣ, p l z r ଫଙ୍କଶନ୍ ଓ spec ଫଙ୍କଶନ୍ ବ୍ୟବହାର କରିପାରିବେ |
| 03:23 | ଗୋଟିଏ state-space system sys S S ର transfer ଫଙ୍କଶନ୍ ପ୍ରାପ୍ତ କରିବା ପାଇଁ s s two t f କମାଣ୍ଡର ବ୍ୟବହାର କରାଯାଇପାରେ |
| 03:33 | ଏହାକୁ କ୍ଲିୟର୍ କରିବା ପାଇଁ, Scilab କନସୋଲ୍ ଉପରେ, clc ଟାଇପ୍ କରନ୍ତୁ |
| 03:37 | ତା’ପରେ ଟାଇପ୍ କରନ୍ତୁ: sys, capital 'T', capital 'F', ଇଜ୍ ଇକ୍ୱାଲ୍ ଟୁ, s s two t f ବ୍ରାକେଟ୍ ଆରମ୍ଭ, sys four ବ୍ରାକେଟ ଶେଷ ଏବଂ |
| 03:50 | Enter ଦାବନ୍ତୁ |
| 03:52 | ନିମ୍ନ ଭାବେ ଆଉଟପୁଟ୍ ପାଇବେ |
| 03:54 | ଏହା, sys TF ଇଜ୍ ଇକ୍ୱାଲ୍ ଟୁ ss two tf ବ୍ରାକେଟ୍ ମଧ୍ୟରେ sys of SS, ଆକାରର ହେବ |
| 04:01 | ପୂର୍ବ ପରିଭାଷିତ sys three ss ପାଇଁ, two tf ଫଙ୍କଶନ୍ କୁ ବ୍ୟବହାର କରନ୍ତୁ |
| 04:07 | sys T F ଗୋଟିଏ ନୂତନ କମାଣ୍ଡ୍ ଅଟେ ଯାହା ପାଇଁ denom କମାଣ୍ଡ୍ ପ୍ରଯୁଜ୍ୟ ଅଟେ |
| 04:12 | sys four ପାଇଁ ପ୍ରଯୁଜ୍ୟ ନୁହେଁ, ଯେହେତୁ ଏହା state space form ରେ ଅଛି |
| 04:18 | ନିମ୍ନଲିଖିତ ଅନୁଶୀଳନୀର ସମାଧାନ କରନ୍ତୁ |
| 04:20 | ନିମ୍ନ ପରିଭାଷିତ, second order transfer ଫଙ୍କଶନ୍ ର ଗୋଟିଏ, state space realization ପ୍ରାପ୍ତ କରନ୍ତୁ |
| 04:26 | t f two s s, କମାଣ୍ଡ ବ୍ୟବହାର କରନ୍ତୁ |
| 04:30 | state ସ୍ପେସ୍ form ରେ ନୂତନ ସିଷ୍ଟମ ପାଇଁ, ମନେକରନ୍ତୁ sys S S, ମେଟ୍ରିକ୍ସ Aର ଏଇଗେନ୍ ଭାଲ୍ୟୁଗୁଡିକ ଏବଂ transfer ଫଙ୍କଶନ୍ G of sର poles ସହିତ, ସମାନ କି ନୁହେଁ, ଯାଞ୍ଚ କରନ୍ତୁ |
| 04:43 | transfer function ପ୍ରାପ୍ତ କରିବା ପାଇଁ, system sys S Sର A, B, C, D ମେଟ୍ରିକ୍ସ ବ୍ୟବହାର କରନ୍ତୁ |
| 04:53 | ଉତ୍ତର ଠିକ୍ କି ନୁହେଁ ଯାଞ୍ଚ କରନ୍ତୁ. |
| 04:56 | ବର୍ତ୍ତମାନ, ଗୋଟିଏ discrete time system ପରିଭାଷିତ କରିବା |
| 05:00 | ନ୍ୟୁମେରେଟର୍ ଓ ଡିନୋମିନେଟର୍ ପୋଲୀନୋମିଆଲଗୁଡିକରେ ଥିବା ଭେରିଏବଲ ପାଇଁ, zର ବ୍ୟବହାର ପ୍ରଥାଗତ ଅଟେ |
| 05:07 | ମନେପକାନ୍ତୁ, ଭେରିଏବଲ୍ zର ଗୋଟିଏ ଶର୍ଟକଟ୍ ଅଛି |
| 05:11 | z ଇଜ୍ ଇକ୍ୱାଲ୍ ଟୁ poly ବ୍ରାକେଟ୍ ମଧ୍ୟରେ, zero କମା, କ୍ୱୋଟ୍ ମଧ୍ୟରେ, z ବ୍ୟତିତ, z ଇଜ୍ ଇକ୍ୱାଲ୍ ଟୁ percentage z ବ୍ୟବହାର କରନ୍ତୁ |
| 05:21 | Scilab କନସୋଲ୍ କୁ ଫେରି ଆସନ୍ତୁ |
| 05:23 | କ୍ଲିୟର୍ ପାଇଁ clc ଟାଇପ୍ କରନ୍ତୁ |
| 05:26 | ଟାଇପ୍ କରନ୍ତୁ: z ଇଜ୍ ଇକ୍ୱାଲ୍ ଟୁ percentage z |
| 05:29 | ଏବଂ Enter ଦାବନ୍ତୁ |
| 05:31 | ବର୍ତ୍ତମାନ, ଆମେ ଗୋଟିଏ first order discrete time system କୁ ପରିଭାଷିତ କରିବା |
| 05:35 | Scilab କନସୋଲ୍ ଉପରେ, ଟାଇପ୍ କରନ୍ତୁ: |
| 05:39 | D T System ଇଜ୍ ଇକ୍ୱାଲ୍ ଟୁ, syslin, ବ୍ରାକେଟ୍ ଆରମ୍ଭ, କ୍ୱୋଟ୍ ମଧ୍ୟରେ, small d କମା z ବିଭକ୍ତ, ବ୍ରାକେଟ୍ ମଧ୍ୟରେ z ବିୟୋଗ zero point five ବ୍ରାକେଟ୍ ଶେଷ, ବାହାର ବ୍ରାକେଟ୍ ଶେଷ, |
| 05:59 | Enter ଦାବନ୍ତୁ |
| 06:02 | ଆମେ ଏହା ପାଇଁ syslin ଫଙ୍କଶନ୍ ବ୍ୟବହାର କରୁ |
| 06:05 | ଏଥର, domain କୁ continuous time ବଦଳରେ discrete time ବୋଲି ସୂଚିତ କରନ୍ତୁ |
| 06:13 | step responseର ଯାଞ୍ଚ ପାଇଁ, ଇନପୁଟ୍ କୁ ବିଶେଷକରି, ones ଭାବେ ପରିଭାଷିତ କରିବାକୁ ହେବ |
| 06:19 | ଉଦାହରଣସ୍ୱରୂପ, 50 ପଏଣ୍ଟ ପାଇଁ |
| 06:22 | Scilab କନସୋଲ୍ ଉପରେ, ଟାଇପ୍ କରନ୍ତୁ: |
| 06:25 | u ଇଜ୍ ଇକ୍ୱାଲ୍ ଟୁ ones, ବ୍ରାକେଟ୍ ଆରମ୍ଭ, one କମା fifty, ବ୍ରାକେଟ୍ ଶେଷ, ସେମିକୋଲନ୍ |
| 06:36 | ଏବଂ Enter ଦାବନ୍ତୁ |
| 06:38 | csim ବ୍ୟତିତ, ସିଷ୍ଟମ୍ କୁ simulate କରିବା ପାଇଁ, flts ଫଙ୍କଶନ୍ ବ୍ୟବହାର କରନ୍ତୁ |
| 06:45 | Scilab କନସୋଲ୍ ଉପରେ, ଟାଇପ୍ କରନ୍ତୁ: |
| 06:48 | clc, କନସୋଲ୍ କୁ କ୍ଲିୟର୍ କରିବା ପାଇଁ |
| 06:51 | y ଇଜ୍ ଇକ୍ୱାଲ୍ ଟୁ f l t s ବ୍ରାକେଟ୍ ଆରମ୍ଭ, u କମା D T System ବ୍ରାକେଟ୍ ଶେଷ, ସେମିକୋଲନ୍ |
| 07:02 | ଏବଂ Enter ଦାବନ୍ତୁ |
| 07:05 | ବର୍ତ୍ତମାନ ଟାଇପ୍ କରନ୍ତୁ: plot of y ଏବଂ Enter ଦାବନ୍ତୁ |
| 07:11 | ଆଉଟପୁଟ୍ ପ୍ଲଟ୍ ହେବ |
| 07:14 | graphic ୱିଣ୍ଡୋ କୁ ବନ୍ଦ କରନ୍ତୁ |
| 07:17 | ଏହା ଗୋଟିଏ ପ୍ରଦତ୍ତ continuous time system କୁ discretize କରିବା ପାଇଁ ସାହାଯ୍ୟକାରୀ ହେବ |
| 07:21 | ଏହା କୁ dscrଫଙ୍କଶନ୍ ବ୍ୟବହାର କରି କରନ୍ତୁ |
| 07:25 | ଚାଲନ୍ତୁ, ଗୋଟିଏ କଣ୍ଟିନ୍ୟୁଅସ୍ ସିଷ୍ଟମ୍, s is equal to percent s କୁ ପରିଭାଷିତ କରିବା ଏବଂ |
| 07:32 | sys G ଇଜ୍ ଇକ୍ୱାଲ୍ ଟୁ syslin, ବ୍ରାକେଟ୍ ଆରମ୍ଭ, କ୍ୱୋଟ୍ ମଧ୍ୟରେ, c କମା two ବିଭକ୍ତ, ବ୍ରାକେଟ୍ ମଧ୍ୟରେ s ର ବର୍ଗ, ଯୁକ୍ତ two ଗୁଣନ, s ଯୋଗ nine ବ୍ରାକେଟ୍ ଶେଷ, ବାହାର ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ |
| 07:56 | ଚାଲନ୍ତୁ, sampling period, ଯିରୋ ପଏଣ୍ଟ୍ ୱାନ୍ ସହିତ, sys G ସିଷ୍ଟମ୍ କୁ discretize କରିବା |
| 08:04 | କନସୋଲ୍ କୁ କ୍ଲିୟର୍ କରିବା ପାଇଁ, clc ଟାଇପ୍ କରନ୍ତୁ ଏବଂ ତା’ପରେ ଟାଇପ୍ କରନ୍ତୁ |
| 08:08 | sys five ଇଜ୍ ଇକ୍ୱାଲ୍ ଟୁ d s c r ବ୍ରାକେଟ୍ ଆରମ୍ଭ, sys G କମା, zero point one, ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ |
| 08:25 | ପ୍ରଦର୍ଶନ ଜାରୀ ରଖିବା ପାଇଁ Enter ଦାବନ୍ତୁ |
| 08:28 | ଆପଣ ଦେଖିପାରୁଥିବେ, ସିଷ୍ଟମ୍, A, B, C, D ମେଟ୍ରିକ୍ସ ଓ inital state x zero ଭଳି, discretized ହୋଇଛି |
| 08:38 | ଧ୍ୟାନ ଦିଅନ୍ତୁ, state space representation ରେ, discretized system ପ୍ରାପ୍ତ ହେବ |
| 08:44 | ଆମେ, s s two t f ଫଙ୍କଶନ୍ ବ୍ୟବହାର କରି, ଏହାକୁ discrete timeରେ transfer function representationକୁ ବଦଳାଇ ପାରିବା |
| 08:54 | ଏଥି ପାଇଁ, Scilab କନସୋଲ୍ ୱିଣ୍ଡୋ କୁ ଫେରି ଆସନ୍ତୁ |
| 08:58 | clc ଟାଇପ୍ କରନ୍ତୁ ଏବଂ ଏହାକୁ କ୍ଲିୟର୍ କରନ୍ତୁ |
| 09:01 | ବର୍ତ୍ତମାନ ଟାଇପ୍ କରନ୍ତୁ: sys six ଇଜ୍ ଇକ୍ୱାଲ୍ ଟୁ s s two t f ବ୍ରାକେଟ୍ ଆରମ୍ଭ, sys five କମା, zero point one ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ |
| 09:18 | ଆଉଟପୁଟ୍ transfer function ପ୍ରଦାନ କରିବ |
| 09:22 | ଏହି ଟ୍ୟଟୋରିଆଲରେ, ଅମେ ଶିଖିଲେ: |
| 09:24 | state space ଓ transfer function ର ବର୍ଣ୍ଣନା ମଧ୍ୟରେ ପରିବର୍ତ୍ତନ କରିବା |
| 09:28 | ଗୋଟିଏ discrete time system କୁ ପରିଭାଷିତ କରିବା ଏବଂ ଏହାର step response କୁ ପ୍ଲଟ୍ କରିବା |
| 09:33 | ଗୋଟିଏ କଣ୍ଟିନ୍ୟୁଅସ୍ ଟାଇମ୍ ସିଷ୍ଟମ୍ କୁ Discretize କରିବା |
| 09:36 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 09:39 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:43 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 09:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 09:49 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
| 09:52 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 09:56 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 10:04 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:08 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:15 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 10:27 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. |
| 10:31 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |