Scilab/C4/Control-systems/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Advanced Control of Continuous Time systems ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲର ଶେଷରେ, ଆପଣ ସମର୍ଥ ହେବେ:
00:12 ଗୋଟିଏ ଅବିଚ୍ଛିନ୍ନ ସମୟ ସିଷ୍ଟମ କୁ ପରିଭାଷିତ କରିବା: second ଓ higher order
00:17 step ଓ sine inputs ପାଇଁ ରେସ୍ପୋନ୍ସ ପ୍ଲଟ୍ କରିବା
00:20 ଗୋଟିଏ Bode plot ତିଆରି କରିବା
00:22 numer ଓ denom Scilab ଫଙ୍କଶନ୍ ଅଧ୍ୟୟନ କରିବା
00:26 ଗୋଟିଏ ସିଷ୍ଟମରେ ଥିବା poles ଓ zeros କୁ ପ୍ଲଟ୍ କରିବା
00:30 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:33 ଉବୁଣ୍ଟୁ 12.04 OS ସହିତ
00:36 Scilab ଭର୍ସନ୍ 5.3.3
00:40 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପୂର୍ବରୁ, ଶିକ୍ଷାର୍ଥୀଙ୍କର Scilab ଓ କଣ୍ଟ୍ରୋଲ ସିଷ୍ଟମ୍ ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:48 Scilab ଶିଖିବା ପାଇଁ, ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ ୱେବସାଇଟ୍ ରେ ଉପଲବ୍ଧ ଥିବା ସମ୍ପର୍କିତ ଟ୍ୟୁଟୋରିଆଲ୍ସ ର ସାହାଯ୍ୟ ନିଅନ୍ତୁ
00:55 ଏହି ଟ୍ୟୁଟୋରିଆଲରେ ମୁଁ, କିପରି ଏକ second-order linear systemକୁ ପରିଭାଷିତ କରାଯାଏ, ବର୍ଣ୍ଣନା କରିବି
01:02 ତେଣୁ, ପ୍ରଥମେ complex domain variable, s କୁ ପରିଭାଷିତ କରନ୍ତୁ
01:08 Scilab କନସୋଲ୍ ୱିଣ୍ଡୋ କୁ ଫେରିଆସନ୍ତୁ
01:11 ଏଠାରେ ଟାଇପ୍ କରନ୍ତୁ, s ଇକ୍ୱାଲ୍ ଟୁ poly, parenthesis ଆରମ୍ଭ, zero କମା ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ s ସିଙ୍ଗଲ୍ କ୍ୱୋଟ୍ ଶେଷ, parenthesis ଶେଷ, Enter ଦାବନ୍ତୁ
01:25 ଆଉଟପୁଟ୍ s ହେବ
01:27 s କୁ continuous time complex variable ଭାବେ, ଅନ୍ୟ ଉପାୟରେ ମଧ୍ୟ ପରିଭାଷିତ କରିହେବ
01:32 କନସୋଲ୍ ୱିଣ୍ଡୋ ଉପରେ ଟାଇପ୍ କରନ୍ତୁ:
01:35 s ଇକ୍ୱାଲ୍ ଟୁ percentage s, Enter ଦାବନ୍ତୁ
01:41 syslin Scilab କମାଣ୍ଡ୍ କୁ ଅଧ୍ୟୟନ କରିବା
01:44 କଣ୍ଟିନ୍ୟୁଅସ୍ ଟାଇମ୍ ସିଷ୍ଟମ୍ କୁ ପରିଭାଷିତ କରିବା ପାଇଁ, Scilab ଫଙ୍କଶନ୍, syslinର ବ୍ୟବହାର କରନ୍ତୁ
01:51 9 ପ୍ଲସ୍ 2 s ପ୍ଲସ୍ sର ବର୍ଗ ଉପରେ G of s ଇଜ୍ ଇକ୍ୱାଲ୍ ଟୁ 2 ରହିବ
01:58 step response ପ୍ରାପ୍ତ କରିବା ପାଇଁ, csim କୁ step ବିକଳ୍ପ ସହିତ ବ୍ୟବହାର କରନ୍ତୁ ଏବଂ ତା’ପରେ step response ପ୍ଲଟ୍ କରନ୍ତୁ
02:06 Scilab କନସୋଲ୍ ୱିଣ୍ଡୋ କୁ ଫେରି ଆସନ୍ତୁ
02:09 ଏଠାରେ ଟାଇପ୍ କରନ୍ତୁ: sys କ୍ୟାପିଟାଲ୍ G ଇକ୍ୱାଲ୍ ଟୁ syslin, parenthesis ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, c ସିଙ୍ଗଲ୍ କ୍ୱୋଟ୍ ଶେଷ, କମା two ବିଭକ୍ତ parenthesis ଆରମ୍ଭ, sର ବର୍ଗ ପ୍ଲସ୍ two asterisk s ପ୍ଲସ୍ nine, parenthesis ଶେଷ, parenthesis ଶେଷ
02:32 ଯେହେତୁ, ଏଠାରେ ଆମେ ଗୋଟିଏ କଣ୍ଟିନ୍ୟୁଅସ୍ ଟାଇମ୍ ସିଷ୍ଟମ୍ କୁ ପରିଭାଷିତ କରୁଛେ, ତେଣୁ c ବ୍ୟବହୃତ ହୋଇଛି
02:38 Enter ଦାବନ୍ତୁ
02:40 ନିମ୍ନାନୁସାରେ, ଆଉଟପୁଟ୍ ହେଉଛି linear second order system
02:44 2 ଓଭର୍ 9 ପ୍ଲସ୍ 2 s ପ୍ଲସ୍ sର ବର୍ଗ
02:49 ତା’ପରେ, ଟାଇପ୍ କରନ୍ତୁ, t ଇକ୍ୱାଲ୍ ଟୁ zero କୋଲନ୍ zero point one କୋଲନ୍ ten, ସେମିକୋଲନ୍
02:57 Enter ଦାବନ୍ତୁ
02:59 ତା’ପରେ ଟାଇପ୍ କରନ୍ତୁ: y one ଇଜ୍ ଇକ୍ୱାଲ୍ ଟୁ c sim, parenthesis ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, step ସିଙ୍ଗଲ୍ କ୍ୱୋଟ୍ ଶେଷ, କମା t କମା sys capital G parenthesis ଶେଷ ସେମିକୋଲନ୍
03:15 Enter ଦାବନ୍ତୁ
03:17 ଟାଇପ୍ କରନ୍ତୁ: ପ୍ଲଟ୍, parenthesis ଆରମ୍ଭ, t କମା y one, parenthesis ଶେଷ, ସେମିକୋଲନ୍
03:24 Enter ଦାବନ୍ତୁ
03:26 ପ୍ରଦତ୍ତ second order systemର step response କୁ ଆଉଟପୁଟ୍ ପ୍ରଦର୍ଶିତ କରିବ
03:33 ଚାଲନ୍ତୁ, sine ଇନପୁଟ୍ ପାଇଁ Second Order system response କୁ ଅଧ୍ୟୟନ କରିବା
03:39 Sine inputs କୁ ସହଜରେ ଇନପୁଟ୍ ଭାବେ, ଗୋଟିଏ second order system ରୁ ଗୋଟିଏ continuous time system କୁ ଦେଇହେବ
03:47 Scilab କନସୋଲ୍ ୱିଣ୍ଡୋ କୁ ଫେରି ଆସନ୍ତୁ
03:51 ଟାଇପ୍ କରନ୍ତୁ, U two ଇଜ୍ ଇକ୍ୱାଲ୍ ଟୁ sine parenthesis ଅରମ୍ଭ t parenthesis ଶେଷ, ସେମିକୋଲନ୍
03:59 Enter ଦାବନ୍ତୁ
04:01 ତା’ପରେ ଟାଇପ୍ କରନ୍ତୁ: y two ଇଜ ଇକ୍ୱାଲ୍ ଟୁ c sim, parenthesis ଆରମ୍ଭ, u two କମା t କମା sys capital G parenthesis ଶେଷ, ସେମିକୋଲନ୍
04:15 Enter ଦାବନ୍ତୁ
04:17 ପୂର୍ବରୁ ପରିଭାଷିତ ହୋଇଥିବା ପରି, ଏଠାରେ sysG, continuous time second order system ବ୍ୟବହୃତ ହୋଇଛି
04:25 ଟାଇପ୍ କରନ୍ତୁ: ପ୍ଲଟ୍, parenthesis ଆରମ୍ଭ, t କମା, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, u two ସେମିକୋଲନ୍, y two ସ୍କୋୟାର୍ ବ୍ରାକେଟ୍ ଶେଷ, parenthesis ଶେଷ
04:39 ନିଶ୍ଚିତ କରନ୍ତୁ ଯେ, u2 ଓ y2 ମଧ୍ୟରେ ସେମିକୋଲନ୍ ଅଛି କାରଣ u2 ଓ y2 ସମାନ ଆକାର ବିଶିଷ୍ଟ ଦୁଇଟି ରୋ ଭେକ୍ଟର ଅଟନ୍ତି
04:50 Enter ଦାବନ୍ତୁ
04:52 ଏହି ପ୍ଲଟ୍, ଗୋଟିଏ step input ଓ sine inputକୁ response of the system ବୋଲି ପ୍ରଦର୍ଶନ କରେ. ଏହାକୁ ରେସ୍ପୋନ୍ସ ପ୍ଲଟ୍ କୁହାଯାଏ
05:01 Response Plot, ଉଭୟ ଇନପୁଟ୍ ଓ ଆଉଟପୁଟ୍ କୁ ସମାନ ଗ୍ରାଫ୍ ଉପରେ ପ୍ଲଟ୍ କରିଥାଏ
05:06 ଆଶାନୁସାରେ, ଆଉଟପୁଟ୍ ମଧ୍ୟ ଗୋଟିଏ sine wave ଏବଂ
05:11 ଇନପୁଟ୍ ଓ ଆଉଟପୁଟ୍ ମଧ୍ୟରେ ଗୋଟିଏ phase lag ଅଛି
05:15 ଇନପୁଟ୍ ଓ ଆଉଟପୁଟ୍ ପାଇଁ Amplitude ଭିନ୍ନ ହୋଇଥାଏ, ଯେହେତୁ ଏହାକୁ ଗୋଟିଏ transfer ଫଙ୍କଶନ୍ ମଧ୍ୟ ଦେଇ ପାସ୍ କରାଯାଏ
05:23 ଏହା ଗୋଟିଏ, ବିଶିଷ୍ଟ under-dampedର ଉଦାହରଣ ଅଟେ
05:26 ଚାଲନ୍ତୁ, bode ପ୍ଲଟ୍ ଅଫ୍ 2 over 9 ପ୍ଲସ୍ 2 s ପ୍ଲସ୍ sର ବର୍ଗ କୁ ପ୍ଲଟ୍ କରିବା
05:32 ଧ୍ୟାନ ଦିଅନ୍ତୁ, frequency ରେସ୍ପୋନ୍ସ ପାଇଁ, f r e q କମାଣ୍ଡ, ଗୋଟିଏ Scilab କମାଣ୍ଡ୍ ଅଟେ
05:39 f r e q କୁ ଗୋଟିଏ ଭେରିଏବଲ୍ ଭାବେ ବ୍ୟବହାର କରନ୍ତୁ ନାହିଁ
05:44 Scilab କନସୋଲ୍ କୁ ଖୋଲନ୍ତୁ ଏବଂ ଟାଇପ୍ କରନ୍ତୁ:
05:47 f r ଇଜ୍ ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରକେଟ୍ ଅରମ୍ଭ, zero point zero one କୋଲନ୍ zero point one କୋଲନ୍ ten ସ୍କୋୟାର୍ ବ୍ରାକେଟ୍ ଶେଷ, ସେମିକୋଲନ୍
06:00 Enter ଦାବନ୍ତୁ
06:03 frequency, Hertz ରେ ଅଛି
06:06 ତା’ପରେ ଟାଇପ୍ କରନ୍ତୁ: bode, parenthesis ଆରମ୍ଭ, sys capital G କମା fr, parenthesis ଶେଷ
06:15 ଏବଂ Enter ଦାବନ୍ତୁ
06:17 bode ପ୍ଲଟ୍ ପ୍ରଦର୍ଶିତ ହେବ
06:20 ଚାଲନ୍ତୁ ଅନ୍ୟ ଏକ ସିଷ୍ଟମ୍ ପରିଭାଷିତ କରିବା
06:23 ଆମ ପାଖରେ ଗୋଟିଏ over-damped ସିଷ୍ଟମ୍ , p ଇକ୍ୱାଲ୍ ଟୁ sର ବର୍ଗ, ପ୍ଲସ୍ nine s ପ୍ଲସ୍ nine ଅଛି
06:32 ଏହି ସିଷ୍ଟମ୍ ପାଇଁ, step response ପ୍ଲଟ୍ କରନ୍ତୁ
06:36 Scilab କନସୋଲ୍ କୁ ଫେରିଆସନ୍ତୁ
06:38 ଏହାକୁ ଆପଣଙ୍କ, console ଉପରେ ଟାଇପ୍ କରନ୍ତୁ:
06:40 p ଇଜ୍ ଇକ୍ୱାଲ୍ ଟୁ sର ବର୍ଗ ପ୍ଲସ୍ nine asterisk s ପ୍ଲସ୍ nine
06:47 ଏବଂ ଏହାପରେ Enter ଦାବନ୍ତୁ
06:49 ତା’ପରେ, ଏହାକୁ ଆପଣଙ୍କ, console ଉପରେ ଟାଇପ୍ କରନ୍ତୁ:
06:51 sys two ଇଜ୍ ଇକ୍ୱାଲ୍ ଟୁ syslin, parenthesis ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, c ସିଙ୍ଗଲ୍ କ୍ୱୋଟ୍ ଶେଷ, କମା nine ବିଭକ୍ତ p, parenthesis ଶେଷ
07:04 ଏବଂ Enter ଦାବନ୍ତୁ
07:07 ଟାଇପ୍ କରନ୍ତୁ: t ଇକ୍ୱାଲ୍ ଟୁ, zero କୋଲନ୍, zero point one କୋଲନ୍ ten, ସେମିକୋଲନ୍
07:14 Enter ଦାବନ୍ତୁ
07:17 y ଇଜ୍ ଇକ୍ୱାଲ୍ ଟୁ c sim, parenthesis ଅରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, step ସିଙ୍ଗଲ୍ କ୍ୱୋଟ୍ ଶେଷ, କମା, t କମା sys two, parenthesis ଶେଷ, ସେମିକୋଲନ୍
07:31 Enter ଦାବନ୍ତୁ
07:33 ତା’ପରେ ଟାଇପ୍ କରନ୍ତୁ: plot, parenthesis ଆରମ୍ଭ, t କମା y, parenthesis ଶେଷ
07:39 Enter ଦାବନ୍ତୁ
07:41 over damped ସିଷ୍ଟମ୍ ପାଇଁ, ରେସ୍ପୋନ୍ସ ପ୍ଲଟ୍ ପ୍ରଦର୍ଶିତ ହୋଇଛି
07:46 pର ବର୍ଗମୂଳ ପ୍ରାପ୍ତ କରିବା ପାଇଁ, ନିଜ କନସୋଲ୍ ଉପରେ ନିମ୍ନଲିଖିତ ଟାଇପ୍ କରନ୍ତୁ
07:49 roots of p ଏବଂ Enter ଦାବନ୍ତୁ
07:54 ସିଷ୍ଟମ୍ sys twoରେ, ଏହି roots ଗୁଡିକ ପୋଲ୍ ଅଟନ୍ତି
07:59 roots କିମ୍ବା poles ସିଷ୍ଟମରେ ପ୍ରଦର୍ଶିତ ହୋଇଛି
08:02 ଦୟାକରି, over damped system, ପ୍ଲଟ୍ ହୋଇଥିବା ସମାନ ଲାଇନ୍ ଉପରେ, ଏହି ସିଷ୍ଟମ ପାଇଁ Step response କୁ ପ୍ଲଟ୍ କରନ୍ତୁ
08:11 G ଅଫ୍ s ଇଜ୍ ଇକ୍ୱାଲ୍ ଟୁ 2 ଓଭର୍ 9 ପ୍ଲସ୍ 6 s ପ୍ଲସ୍ sର ବର୍ଗ, ଯାହା ଗୋଟିଏ critically damped system ଅଟେ
08:20 ତା’ପରେ, G of s ଇଜ୍ ଇକ୍ୱାଲ୍ ଟୁ two over 9 ପ୍ଲସ୍ sର ବର୍ଗ, ଯାହା ଗୋଟିଏ undamped system ଅଟେ
08:28 G of s ଇଜ୍ ଇକ୍ୱାଲ୍ ଟୁ 2 ଓଭର୍ 9 ମାଇନସ୍ 6 s ପ୍ଲସ୍ sର ବର୍ଗ, ଯାହା ଗୋଟିଏ, unstable system ଅଟେ
08:36 ସମସ୍ତ କେସଗୁଡିକ ପାଇଁ response to sinusoidal inputs ଓ plot bode plotର ମଧ୍ୟ ଯାଞ୍ଚ କରନ୍ତୁ
08:45 Scilab କନସୋଲ୍ କୁ ଫେରିଆସନ୍ତୁ
08:48 ଗୋଟିଏ ସଧାରଣ transfer ଫଙ୍କଶନ୍ ପାଇଁ, ନ୍ୟୁମେରେଟର୍ ଓ ଡିନୋମିନେଟର୍ କୁ ପୃଥକ ଭାବେ ଗଣନା କରାଯାଇପାରେ
08:55 କିପରି ହୁଏ, ଦେଖନ୍ତୁ
08:57 କନସୋଲ୍ ଉପରେ ଟାଇପ କରନ୍ତୁ:
08:59 sys ଥ୍ରୀ ଇଜ୍ ଇକ୍ୱାଲ୍ ଟୁ syslin, parenthesis ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, c ସିଙ୍ଗଲ୍ କ୍ୱୋଟ୍ ଶେଷ, କମା, s ପ୍ଲସ୍ six କମା sର ବର୍ଗ ପ୍ଲସ୍ six asterisk s ପ୍ଲସ୍ nineteen, parenthesis ଶେଷ
09:19 Enter ଦାବନ୍ତୁ
09:21 ସିଷ୍ଟମ କୁ ପରିଭାଷିତ କରିବାର ଅନ୍ୟ ଉପାୟ ପାଇଁ ଟାଇପ୍ କରନ୍ତୁ:
09:24 g ଇଜ୍ ଇକ୍ୱାଲ୍ ଟୁ, parenthesis ଆରମ୍ଭ, s ପ୍ଲସ୍ six, parenthesis ଶେଷ, ବିଭକ୍ତ, parenthesis ଆରମ୍ଭ, sର ବର୍ଗ, ପ୍ଲସ୍ six asterisk s ପ୍ଲସ୍ nineteen, parenthesis ଶେଷ
09:40 Enter ଦାବନ୍ତୁ
09:42 ତା’ପରେ, ଏହାକୁ ଆପଣଙ୍କ, କନସୋଲ୍ ଉପରେ ଟାଇପ୍ କରନ୍ତୁ:
09:44 sys four ଇଜ୍ ଇକ୍ୱାଲ୍ ଟୁ, syslin parenthesis ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, c ସିଙ୍ଗଲ୍ କ୍ୱୋଟ୍ ଶେଷ, କମା, g parenthesis ଶେଷ
09:55 Enter ଦାବନ୍ତୁ
09:58 ଉଭୟ ମାର୍ଗରେ ସମାନ ଆଉଟପୁଟ୍ ପାଇଲେ
10:01 six ପ୍ଲସ୍ s ଓଭର୍ 19 ପ୍ଲସ୍ six s ପ୍ଲସ୍ sର ବର୍ଗ
10:07 ଭେରିଏବଲ sysର ପ୍ରକାର, rational ଅଟେ
10:10 ଏହାର, ନ୍ୟୁମେରେଟର୍ ଓ ଡିନୋମିନେଟର୍ କୁ ବିଭିନ୍ନ ଉପାୟରେ ନିର୍ଣ୍ଣୟ କରିହେବ
10:16 Sys of two, numer of sys କିମ୍ବା numer of g, ନ୍ୟୁମେରେଟର୍ ପ୍ରଦାନ କରେ
10:22 sys(3) କିମ୍ବା denom of sys ଫଙ୍କଶନ୍ ବ୍ୟବହାର କରି ଡିନୋମିନେଟର୍ କୁ ଗଣନା କରିହେବ
10:30 p l z r ଫଙ୍କଶନ୍ ବ୍ୟବହାର କରି, ସିଷ୍ଟମର poles ଓ zeros ପ୍ଲଟ୍ କରିହେବ
10:37 ସିଣ୍ଟାକ୍ସ ହେଉଛି,p l z r of sys
10:41 ପ୍ଲଟ୍ xକୁ poles ଓ circles କୁ zero ପାଇଁ ପ୍ରଦର୍ଶନ କରେ
10:46 Scilab କନସୋଲ୍ କୁ ଫେରି ଆସନ୍ତୁ
10:48 ଏହାକୁ ଆପଣଙ୍କ, console ଉପରେ ଟାଇପ୍ କରନ୍ତୁ:
10:50 sys ଥ୍ରୀ parenthesis ଆରମ୍ଭ two, parenthesis ଶେଷ
10:55 Enter ଦାବନ୍ତୁ. ଏହା rational ଫଙ୍କଶନର ନ୍ୟୁମେରେଟର୍ sys ଥ୍ରୀ ପ୍ରଦାନ କରେ ଯାହା 6 + s ଅଟେ
11:03 ଏହା ବ୍ୟତିତ, ଆପଣ ଟାଇପ୍ କରିପାରିବେ:
11:05 numer, parenthesis ଆରମ୍ଭ, sys ଥ୍ରୀ, parenthesis ଶେଷ
11:11 Enter ଦାବନ୍ତୁ
11:13 system ଥ୍ରୀର ନ୍ୟୁମେରେଟର୍ ପ୍ରଦର୍ଶିତ ହୋଇଛି
11:17 ଡିନୋମିନେଟର୍ ପାଇଁ, ଟାଇପ୍ କରନ୍ତୁ:
11:19 sys ଥ୍ରୀ, parenthesis ଆରମ୍ଭ, ଥ୍ରୀ, parenthesis ଶେଷ. Enter ଦାବନ୍ତୁ
11:26 ଫଙ୍କଶନର ଡିନୋମିନେଟର୍ ପ୍ରଦର୍ଶିତ ହେଲା
11:30 ଆପଣ, denom parenthesis ଆରମ୍ଭ, sys ଥ୍ରୀ parenthesis ଶେଷ, ମଧ୍ୟ ଟାଇପ୍ କରିପାରିବେ
11:36 Enter ଦାବନ୍ତୁ
11:38 ଏହା ପରେ, ଟାଇପ୍ କରନ୍ତୁ: p l z r parenthesis ଆରମ୍ଭ, sys ଥ୍ରୀ, parenthesis ଶେଷ
11:44 Enter ଦାବନ୍ତୁ
11:47 ଆଉଟପୁଟ୍ ଗ୍ରାଫ୍, poles ଓ zeros କୁ ପ୍ଲଟ୍ କରିବ
11:50 ଏହା ସିଷ୍ଟମର poles ଓ zeros ପାଇଁ cross ଓ circle କୁ କ୍ରମାନୁସାରେ ପ୍ରଦର୍ଶନ କରିବ
11:58 ଏହା ଗୋଟିଏ ଜଟିଳ ପ୍ଲେନ୍ ଉପରେ ପ୍ଲଟ୍ ହୋଇଛି
12:01 ଏହି ଟ୍ୟଟୋରିଆଲରେ, ଅମେ ଶିଖିଲେ:
12:03 ନିଜର transfer ଫଙ୍କଶନ୍ ଦ୍ୱାରା, ଗୋଟିଏ ସିଷ୍ଟମ୍ କୁ ପରିଭାଷିତ କରିବା
12:08 step ଓ sinusoidal ରେସ୍ପୋନ୍ସଗୁଡିକୁ ପ୍ଲଟ୍ କରିବା
12:11 ଗୋଟିଏ transfer ଫଙ୍କଶନ ରୁ poles ଓ zeros କୁ ବାହାର କରିବା
12:15 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
12:19 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
12:22 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
12:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
12:29 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
12:32 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
12:36 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
12:43 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
12:47 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
12:55 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
13:06 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
13:08 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep