Scilab/C2/Iteration/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Scilab ବ୍ୟବହାର କରି iterative calculations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ମୁଁ, Mac OSରେ Scilab version 5.2 ବ୍ୟବହାର କରୁଅଛି
00:11 କିନ୍ତୁ ଏହି ଗଣନାଗୁଡିକ, ଭିନ୍ନ ଭର୍ସନ୍ ରେ କାମ କରିବା ଆବଶ୍ୟକ ଏବଂ Linux ଓ Windowsରେ ଚାଲୁଥିବା Scilabରେ ମଧ୍ୟ
00:17 ମୁଁ, iteration.sce ଫାଇଲରେ ଉପଲବ୍ଧ ଥିବା କୋଡର ବ୍ୟବହାର କରିବି
00:22 ଏହି ଫାଇଲକୁ ମୁଁ, Scilab ଏଡିଟର୍ ବ୍ୟବହାର କରି ଖୋଲିଛି, ଯାହାକୁ, ମୁଁ କେବଳ ଏଡିଟର ଭାବେ ହିଁ ବ୍ୟବହାର କରିବାର ଯୋଜନା କରିଛି
00:29 କୋଲନ୍ ଅପରେଟର୍ ବ୍ୟବହାର କରି, ଏକ ଭେକ୍ଟର ସୃଷ୍ଟି କରନ୍ତୁ. i ଇଜ୍ ଇକ୍ୱାଲ ଟୁ 1 କୋଲନ୍ 5,
00:38 1 ବର୍ଦ୍ଧିତ ହାରରେ, 1 ରୁ 5 ପର୍ଯ୍ୟନ୍ତ ଭେକ୍ଟର ସୃଷ୍ଟି କରିଥାଏ
00:42 ଏହି କମାଣ୍ଡରେ, i ଇଜ୍ ଇକ୍ୱାଲ ଟୁ 1 କୋଲୋନ୍ 2 କୋଲୋନ୍ 5
00:51 ଆମେ ଦେଖିବା ଯେ, 2ର ମଧ୍ୟ ଆର୍ଗୁମେଣ୍ଟ, ବୃଦ୍ଧିକୁ ସୂଚିତ କରେ
00:56 1 ହେଉଛି ପ୍ରଥମ ଆର୍ଗୁମେଣ୍ଟ, ଯେଉଁଠାରୁ ଭେକ୍ଟର ଆରମ୍ଭ ହୁଏ. i, 5ଠାରୁ ଅଧିକ ହେବନାହିଁ
01:01 ଏହା 5 ସହିତ ସମାନ ହେବ
01:04 ଧ୍ୟାନଦିଅନ୍ତୁ, ଶେଷ ଆର୍ଗୁମେଣ୍ଟ 6କୁ ବଦଳିଲେ ମଧ୍ୟ ପରିଣାମ ସମାନ ରହିଥାଏ
01:09 ଏହି ଆଚରଣକୁ ବର୍ଣ୍ଣନା କରିବା କଷ୍ଟକର ନୁହେଁ
01:13 କିଛି ମୁହୂର୍ତ୍ତ ପାଇଁ ଚିନ୍ତା କରନ୍ତୁ, ଏହା କାହିଁକି ହୁଏ?
01:15 ବର୍ତ୍ତମାନ ଆମେ, ଆଇଟରେଟିଭ ଗଣନା ପାଇଁ for ଷ୍ଟେଟମେଣ୍ଟର ବ୍ୟବହାରକୁ ପ୍ରଦର୍ଶନ କରିବା
01:22 for i ଇଜ୍ ଇକ୍ୱାଲ ଟୁ 1 କୋଲନ୍ 2 କୋଲନ୍ 7 disp i, for ଲୂପ୍ ର ଶେଷ
01:28 ଏହାକୁ କଟ୍ କରି, Scilab କନସୋଲରେ ପେଷ୍ଟ କରନ୍ତୁ. Enter ଦାବନ୍ତୁ
01:34 ଆମେ ଯେତେବେଳେ Loopକୁ ଯିବା, ଏହି କୋଡ୍, i ପ୍ରିଣ୍ଟ କରିବ
01:37 disp କମାଣ୍ଡ ଯୋଗୁଁ ଏହି ପ୍ରଦର୍ଶନ ହେଲା -ପାସ୍ ହୋଇଥିବା ଆର୍ଗୁମେଣ୍ଟ ପ୍ରଦର୍ଶିତ ହେଲା
01:42 ମନେପକାନ୍ତୁ, for ଲୂପ୍, ଇଣ୍ଟିଜର ଭାଲ୍ୟୁ ପାଇଁ ବ୍ୟବହୃତ ହୁଏ
01:45 ଏହି କ୍ଷେତ୍ରରେ, 1, 3, 5 ଓ 7 ନାମକ ଚାରୋଟି ଇଣ୍ଟିଜର ଭାଲ୍ୟୁ ପ୍ରଦର୍ଶିତ ହୋଇଛି
01:50 for loopsରେ ଅନେକ ଥର ହେଉଥିବା ଆଇଟରେସନକୁ priori କୁହାଯାଏ
01:56 ଏହି ଟ୍ୟୁଟୋରିଆଲର ଅବଶିଷ୍ଟାଂଶରେ, ଆମେ 1ର ଡିଫଲ୍ଟ ବୃଦ୍ଧିକୁ ବଳବତ୍ତର ରଖିବା
02:01 ଚାଲନ୍ତୁ ଲୂପ୍ ଆରମ୍ଭ କରିବା, ଯାହା i equal to 1 to 5 ପ୍ରଦର୍ଶନ କରେ
02:10 break ଷ୍ଟେଟମେଣ୍ଟ ଇଣ୍ଟ୍ରୋଡ୍ୟୁସ କରି, ଏହି କୋଡକୁ ସଂଶୋଧନ କରିବା
02:18 ଧ୍ୟାନଦିଅନ୍ତୁ, i କେବଳ 2 ପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଛି
02:22 ଆଇଟରେସନ, iର ଶେଷ ଭାଲ୍ୟୁ ପର୍ଯ୍ୟନ୍ତ କାର୍ଯ୍ୟ କରିବ ନାହିଁ, ଯାହା 5 ଅଟେ
02:27 ଯେତେବେଳେ i, 2 ସହିତ ସମାନ ହେବ, ପ୍ରଥମ ଥର ପାଇଁ if ବ୍ଲକ ନିଷ୍ପାଦିତ ହେବ
02:30 ହେଲେ break କମାଣ୍ଡ, ଲୂପ୍ କୁ ସମାପ୍ତ କରିଥାଏ
02:34 କିଛି ମଧ୍ୟବର୍ତ୍ତୀ କଣ୍ଡିସନ ସାଟିସଫାଏ ହେବାବେଳେ ଯଦି ଆମେ ଲୂପ ରୁ ବାହାରିବାକୁ ଚାହିଁବା, ତେବେ ଆମେ break ଷ୍ଟେଟମେଣ୍ଟ ବ୍ୟବହାର କରିପାରିବା
02:40 ଧ୍ୟାନଦିଅନ୍ତୁ ଯେ, i ଇଜ୍ ଇକ୍ୱାଲ ଟୁ 2 ଷ୍ଟେଟମେଣ୍ଟ, equal to ଚିହ୍ନକୁ ଦୁଇଥର ବ୍ୟବହାର କରେ
02:45 ଏହା, ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜରେ, ସମାନତା ତୂଳନା କରିବାର ସାଧାରଣ ମାର୍ଗ ଅଟେ
02:50 ଏହି ତୂଳନାତ୍ମକ ଷ୍ଟେଟମେଣ୍ଟର ପରିଣାମ ହେଉଛି, ଏକ Boolean: true କିମ୍ବା false
02:56 ଏଠାରେ continue ଷ୍ଟେଟମେଣ୍ଟର ଇଣ୍ଟ୍ରୋଡ୍ୟୁସ ହେବ, ପେଷ୍ଟ କରନ୍ତୁ, Enter ଦାବନ୍ତୁ
03:06 ପରିଣାମସ୍ୱରୂପ, i କେବଳ 4 ଓ 5 ପାଇଁ ପ୍ରଦର୍ଶିତ ହେବ
03:10 i ଲେସ ଦ୍ୟାନ ଅର୍ ଇକ୍ୱାଲ ଟୁ 3 ଷ୍ଟେଟମେଣ୍ଟ ଦ୍ୱାରା ପ୍ରଦତ୍ତ 'i' less than or equal to 3 ପାଇଁ କିଛି ହୁଏନାହିଁ
03:18 continue ଷ୍ଟେଟମେଣ୍ଟ, ଲୂପ୍ ର ଅବଶିଷ୍ଟାଂଶରୁ ପ୍ରୋଗ୍ରାମକୁ ବାଦ୍ ଦେଇଥାଏ
03:22 break ଷ୍ଟେଟମେଣ୍ଟ ଭଳି ଏହା, ଲୂପ୍ କୁ ବନ୍ଦ କରେନାହିଁ
03:25 i ପାରାମିଟର ବୃଦ୍ଧି ହୁଏ ଏବଂ ନୂତନ i ପାଇଁ ଲୂପ୍ ର ସମସ୍ତ ଗଣନା ନିଷ୍ପାଦିତ ହୋଇଥାଏ
03:32 ଏକ ଛୋଟ ବିରତି ନେବା ଏବଂ less than or equal to' (<=)ଭଳି ଅପରେଟର ପାଇଁ କିପରି ସାହାଯ୍ୟ ନେବେ, ତାହା ଦେଖିବା
03:38 ଟାଇପ୍ କରନ୍ତୁ, less than or equal to with help
03:46 ଏହା, Scilabର ହେଲ୍ପ ବ୍ରାଉଜର ଖୋଲିବ
03:51 ଦେଖନ୍ତୁ, ହେଲ୍ପ, ବିକଳ୍ପ less ତଳେ ଉପଲବ୍ଧ ଅଛି
03:56 ତେଣୁ, ଏହାକୁ ବନ୍ଦକରି ଟାଇପ କରନ୍ତୁ help less
04:06 ଆମେ ଏଠାରେ, ଆବଶ୍ୟକ help ନିର୍ଦ୍ଦେଶାବଳୀ ପାଇବା. ଏହାକୁ ବନ୍ଦ କରନ୍ତୁ
04:11 Scilabରେ ଥିବା for ଷ୍ଟେଟମେଣ୍ଟ, ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜରେ ଥିବା for ଷ୍ଟେଟମେଣ୍ଟ ଅପେକ୍ଷା ଅଧିକ ଶକ୍ତିଶାଳୀ ଅଟେ
04:16 ଉଦାହରଣସ୍ୱରୁପ, ଏକ ଭେକ୍ଟର ଉପରେ ଲୂପ୍ ଚାଳନା କରି ଦେଖିବା
04:24 ଏହି ସ୍କ୍ରିପ୍ଟ , vର ସମଗ୍ର ଭାଲ୍ୟୁକୁ ପ୍ରଦର୍ଶିତ କରେ
04:28 ଏବେ ପର୍ଯ୍ୟନ୍ତ ଆମେ, କେବଳ ଭେରିଏବଲଗୁଡିକୁ ପ୍ରଦର୍ଶିତ କରିଆସିଛୁ
04:32 ଆମେ, ଏକ ଗଣନାର ପରିଣାମକୁ ମଧ୍ୟ ପ୍ରଦର୍ଶିତ କରିପାରିବା
04:35 ନିମ୍ନ କୋଡ୍, ସଂଖ୍ୟାଗୁଡିକର ବର୍ଗକୁ ପ୍ରଦର୍ଶନ କରେ
04:44 ଆମେ ବେଶ୍ କିଛି ସମୟ for loop ବର୍ଣ୍ଣନାରେ ଅତିବାହିତ କରିସାରିଛୁ
04:48 ବର୍ତ୍ତମାନ ଆମେ, while loopsକୁ ଯିବା
04:50 ଏକ ବୁଲିଅନ୍ ଏକ୍ସପ୍ରେସନ୍ True ହେଲେ, While ଷ୍ଟେଟମେଣ୍ଟ, ଆମକୁ ଏକ Loop ପ୍ରଦର୍ଶନ କରିବା ପାଇଁ ଅନୁମତି ଦେଇଥାଏ
04:55 ଲୂପ୍ ର ପ୍ରାରମ୍ଭରେ ଯଦି ଏକ୍ସପ୍ରେସନ true ହୋଇଥାଏ,
04:58 ତେବେ, while loop ମଧ୍ୟରେ ଥିବା ଷ୍ଟେଟମେଣ୍ଟଗୁଡିକ ନିଷ୍ପାଦିତ ହୋଇଥାନ୍ତି
05:02 ଯଦି ପ୍ରୋଗ୍ରାମ ଠିକ୍ ଭାବେ ଲେଖା ହୋଇଥାଏ, ତେବେ ଏକ୍ସପ୍ରେସନ false ହୁଏ ଏବଂ ଲୂପ୍ ସମାପ୍ତ ହୁଏ
05:08 ବର୍ତ୍ତମାନ, while loop ପାଇଁ ଏକ ଉଦାହରଣ ଦେଖିବା
05:15 1 ଠାରୁ 6 ପର୍ଯ୍ୟନ୍ତ iର ଭାଲ୍ୟୁଗୁଡିକ ପ୍ରଦର୍ଶିତ ହେଲା
05:19 while loop ମଧ୍ୟରେ, Break ଓ continue ଷ୍ଟେଟମେଣ୍ଟର କାମ, for loop ସହିତ ସମାନ ଅଟେ, ଯାହା ଆମେ breakର ବ୍ୟବହାର କରି ପ୍ରଦର୍ଶିତ କରିଥିଲେ
05:33 ଆମେ ଦେଖିବା ଯେ, i ଯେତେବେଳେ 3 ସହ ସମାନ ହୋଇଯିବ, ପ୍ରୋଗ୍ରାମ loopକୁ ବନ୍ଦ କରିଦେବ, break ଷ୍ଟେଟମେଣ୍ଟକୁ ଧନ୍ୟବାଦ
05:39 ଆପଣ, while loopରେ ଥିବା continue ଷ୍ଟେଟମେଣ୍ଟ ପାଇଁ ଉଦାହରଣର ମଧ୍ୟ ସାହାଯ୍ୟ ନେଇ ପାରିବେ
05:44 ଏହା ଆମକୁ, Scilab ବ୍ୟବହାର କରି iterative calculations ସ୍ପୋକନ ଟ୍ୟୁଟୋରିଅଲର ସମାପ୍ତିକୁ ଆଣେ
05:50 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
05:57 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
06:00 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep