Ruby/C3/for-and-each-Looping-Statements/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Rubyରେ for and each Loops ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା |
| 00:07 | loop ଶବ୍ଦର ତାତ୍ପର୍ଯ୍ୟ. Rubyରେ ଥିବା ବିଭିନ୍ନ ପ୍ରକାରର ଲୂପ୍ |
| 00:11 | for ଲୂପର ବ୍ୟବହାର ଏବଂ each ଲୂପିଙ୍ଗ୍ କନଷ୍ଟ୍ରକ୍ଟର ବ୍ୟବହାର |
| 00:14 | ଏଠାରେ ଆମେ ବ୍ୟବହାର କରୁଛୁ: |
| 00:16 | Ubuntu Linux ଭର୍ସନ୍ 12.04 |
| 00:19 | Ruby 1.9.3 |
| 00:22 | ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର Internet ସଂଯୋଗ ଥିବା ଆବଶ୍ୟକ |
| 00:25 | ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣ ଲିନକ୍ସରେ ଟର୍ମିନଲ ଓ ଟେକ୍ସଟ ଏଡିଟରର ବ୍ୟବହାର ଉପରେ ମଧ୍ୟ ଜ୍ଞାନ ଥିବା ଆବଶ୍ୟକ |
| 00:30 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:34 | ବର୍ତ୍ତମାନ ଚାଲନ୍ତୁ, ମୁଁ Ruby ରେ ନିର୍ଦ୍ଦେଶିତ ଲୂପ୍ କ’ଣ ବର୍ଣ୍ଣନା କରିବି |
| 00:38 | ଗୋଟିଏ loop ହେଉଛି, ଏକ କମାଣ୍ଡ୍ କିମ୍ବା ଗୁଡିଏ କମାଣ୍ଡର ସମାହର ଯାହା ନିର୍ଦ୍ଦିଷ୍ଟ ଥର ନିଷ୍ପାଦିତ ହୋଇଥାନ୍ତି |
| 00:44 | Ruby ରେ ନିମ୍ନଲିଖିତ ମୂଖ୍ୟ ଲୂପିଙ୍ଗ୍ ଷ୍ଟେଟମେଣ୍ଟଗୁଡିକ ଅଛନ୍ତି |
| 00:47 | for, each, while ଓ until |
| 00:50 | ଏହି ଟ୍ୟୁଟୋରିଆଲରେ, ଆମେ for ଓ each ଲୂପିଙ୍ଗ୍ କନଷ୍ଟ୍ରକ୍ଟର ବ୍ୟବହାର ଶିଖିବା |
| 00:55 | ଆରମ୍ଭ କରିବା ପୂର୍ବରୁ, ଦୟାକରି ଆପଣଙ୍କ ହୋମ୍ ଡାଇରେକ୍ଟୋରୀରେ ନିମ୍ନଲିଖିତ ଫୋଲ୍ଡରଗୁଡିକ ତିଆରି କରନ୍ତୁ- |
| 01:02 | ttt, ରୁବୀ ହାଇଫେନ୍ ଟ୍ୟୁଟୋରିଆଲ, ଲୂପିଙ୍ଗ୍ ହାଇଫେନ୍ ଷ୍ଟେଟମେଣ୍ଟସ |
| 01:07 | ଦୟାକରି, ଏଠାରେ କୁହାଯାଇଥିବା ଭଳି ସବ୍-ଫୋଲ୍ଡର୍ ତିଆରି କରନ୍ତୁ |
| 01:11 | ବର୍ତ୍ତମାନ ଆମେ ଆବଶ୍ୟକ ଫୋଲ୍ଡର୍ ତିଆରି କରିସାରିଛେ |
| 01:13 | ଚାଲନ୍ତୁ, ଆଗକୁ ବଢିବା |
| 01:15 | Rubyରେ for ଲୂପ୍ ପାଇଁ, ସିଣ୍ଟାକ୍ସ ହେଉଛି: |
| 01:19 | for ଭେରିଏବଲ୍ in a collection of objects |
| 01:22 | ruby code, end |
| 01:25 | ଚାଲନ୍ତୁ, ଏହାକୁ ଏକ ଉଦାହରଣ ସାହାଯ୍ୟରେ ବୁଝିବା |
| 01:28 | ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ |
| 01:32 | ଏବଂ ଏହାକୁ, for ହାଇଫେନ୍ ଲୂପ୍ ଡଟ୍ rb ଭାବେ ନାମିତ କରନ୍ତୁ |
| 01:36 | ମୋ ପାଖରେ for ଲୂପର ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି |
| 01:39 | ଏହି ଉଦାହରଣକୁ ବୁଝିବା ସମୟରେ, ଆପଣ କୋଡ୍ ଟାଇପ୍ କରିପାରିବେ |
| 01:44 | ଏହି ଉଦାହରଣରେ, ମୁଁ ଗୋଟିଏ for ଲୂପର ଘୋଷଣା କରିଛି |
| 01:47 | ଆମ ପାଖରେ, 1 ରୁ 20 ପର୍ଯ୍ୟନ୍ତ ସଂଖ୍ୟାର ଗୋଟିଏ ସମାହାର ଅଛି |
| 01:50 | ଗୋଟିଏ i ନାମକ ଭେରିଏବଲକୁ, for ଲୂପ୍ ମଧ୍ୟରେ ଘୋଷଣା କରନ୍ତୁ |
| 01:55 | 1 ରୁ 20 ପର୍ଯ୍ୟନ୍ତ ସଂଖ୍ୟା ମଧ୍ୟରେ ଥିବା ପ୍ରଥମ ଏଲିମେଣ୍ଟକୁ, ଭେରିଏବଲ୍ i ଇନିଶିଆଲାଇଜ୍ ହୋଇଛି |
| 02:00 | ଘୋଷିତ for ଲୂପ୍, 1 ରୁ 20 ସେଟ୍ ମଧ୍ୟରେ ଥିବା ସମସ୍ତ ଏଲିମେଣ୍ଟ୍ ଉପରେ ଇଟିରେଟ୍ କରିବା ପାଇଁ କୋଡକୁ କାର୍ଯ୍ୟକାରୀ କରିଥାଏ |
| 02:07 | for ଲୂପ୍ ମଧ୍ୟରେ ଘୋଷିତ ହୋଇଥିବା puts ମେଥଡ୍ , ଆଉଟପୁଟ୍ ସୃଷ୍ଟିର ମୂଖ୍ୟ କାରଣ ଅଟେ |
| 02:14 | ବର୍ତ୍ତମାନ, ଟର୍ମିନଲ ଖୋଲନ୍ତୁ ଏବଂ ଟାଇପ୍ କରନ୍ତୁ: |
| 02:17 | ruby ସ୍ପେସ୍ for ହାଇଫେନ୍ ଲୂପ୍ ଡଟ୍ rb ଏବଂ ଆଉଟପୁଟ୍ ଦେଖନ୍ତୁ |
| 02:22 | ଆଉଟପୁଟ୍ ଗୋଟିଏ 1 ରୁ 20 ସଂଖ୍ୟା ବିଶିଷ୍ଟ ଏକ ଏରେ ହେବ |
| 02:26 | ଏହି ଉଦାହରଣରେ, ଗୋଟିଏ ଇନକ୍ଲୁସିଭ୍ ରେଞ୍ଜ ପାଇଁ ଏକ for ଲୂପ୍ ଘୋଷଣା ହୋଇଛି |
| 02:31 | ଏହା, 1 ରୁ 20 ପର୍ଯ୍ୟନ୍ତ ସମସ୍ତ ସଂଖ୍ୟାକୁ ଅନ୍ତର୍ଭୁକ୍ତ କରିଥାଏ |
| 02:35 | ତା’ପରେ ଆମେ, ନନ୍-ଇନକ୍ଲୁସିଭ୍ ରେଞ୍ଜ ପାଇଁ for ଲୂପର ପ୍ରୟୋଗକୁ ଦେଖିବା |
| 02:41 | କୋଡର ପରବର୍ତ୍ତୀ ଭାଗକୁ ଟାଇପ୍ କରିବା ଜାରି ରଖନ୍ତୁ |
| 02:44 | ନନ୍-ଇନକ୍ଲୁସିଭ୍ ଅର୍ଥ, ଏହା ସଂଗୃହିତ ଅବଜେକ୍ଟଗୁଡିକ ମଧ୍ୟରେ ଶେଷ ଏଲିମେଣ୍ଟକୁ ଅନ୍ତର୍ଭୁକ୍ତ କରିବ ନାହିଁ |
| 02:49 | ଏଠାରେ, 1 ରୁ 20 ପର୍ଯ୍ୟନ୍ତ ସଂଖ୍ୟାର, ଗୋଟିଏ ନନ୍-ଇନକ୍ଲୁସିଭ୍ ରେଞ୍ଜ ପାଇଁ ଗୋଟିଏ for ଲୂପର ପ୍ରୟୋଗ ହୋଇଛି |
| 02:55 | କିଛି କ୍ଷଣରେ ଆପଣ ଦେଖିପାରିବେ ଯେ, ସଂଖ୍ୟା 20 ଆଉଟପୁଟରେ ପ୍ରିଣ୍ଟ୍ ହେବ ନାହିଁ |
| 02:59 | ଶେଷ ସଂଖ୍ୟାଟି ଅନ୍ତର୍ଭୁକ୍ତ ହେବ ନାହିଁ ଯେତେବେଳେ ଆପଣ ଦୁଇଟି ସଂଖ୍ୟା ମଧ୍ୟରେ ତିନୋଟି ଡଟ୍ ରଖିବେ |
| 03:04 | ବର୍ତ୍ତମାନ, ଟର୍ମିନଲ ଖୋଲନ୍ତୁ ଏବଂ ଟାଇପ୍ କରନ୍ତୁ: ruby ସ୍ପେସ୍ for ହାଇଫେନ୍ ଲୂପ୍ ଡଟ୍ rb |
| 03:13 | ଏବଂ ଆଉଟପୁଟ୍ ଦେଖନ୍ତୁ |
| 03:17 | ଏବେମଧ୍ୟ ଆଉଟପୁଟ୍, ଗୋଟିଏ ସଂଖ୍ୟାର ଏରେ ହେବ କିନ୍ତୁ ସଂଖ୍ୟା 20 ଅନ୍ତର୍ଭୁକ୍ତ ହେବ ନାହିଁ |
| 03:22 | ବର୍ତ୍ତମାନ, ଆପଣ ନିଜର for ଲୂପ୍ ଲେଖିବା ପାଇଁ ସମର୍ଥ ହେବେ |
| 03:27 | Rubyରେ each ଲୂପ୍ ପାଇଁ ସିଣ୍ଟାକ୍ସ ନିମ୍ନରେ ଦିଆଯାଇଛି: |
| 03:31 | a collection of objects dot each, do item |
| 03:36 | ruby code, end |
| 03:38 | ଚାଲନ୍ତୁ, ଏହାକୁ ଏକ ଉଦାହରଣ ସାହାଯ୍ୟରେ ବୁଝିବା |
| 03:42 | ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ |
| 03:46 | ଏବଂ ଏହାକୁ each ହାଇଫେନ୍ ଲୂପ୍ ଡଟ୍ rb, ନାମ ଦିଅନ୍ତୁ |
| 03:50 | ମୋ ପାଖରେ each ଲୂପର ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି |
| 03:53 | ଏହି ଉଦାହରଣକୁ ବୁଝିବା ସମୟରେ, ଆପଣ କୋଡ୍ ଟାଇପ୍ କରିପାରିବେ |
| 03:58 | ଏହି ଉଦାହରଣରେ, ମୁଁ ଗୋଟିଏ each ଲୂପର ଘୋଷଣା କରିଛି |
| 04:03 | ଆମ ପାଖରେ, 1 ରୁ 20 ପର୍ଯ୍ୟନ୍ତ ସଂଖ୍ୟାର ଗୋଟିଏ ସମାହାର ଅଛି |
| 04:06 | ଗୋଟିଏ i ନାମକ ଭେରିଏବଲକୁ, each ଲୂପ୍ ମଧ୍ୟରେ ଘୋଷଣା କରନ୍ତୁ |
| 04:11 | 1 ରୁ 20 ପର୍ଯ୍ୟନ୍ତ ସଂଖ୍ୟା ମଧ୍ୟରେ ଥିବା ପ୍ରଥମ ଏଲିମେଣ୍ଟକୁ, ଭେରିଏବଲ୍ i ଇନିଶିଆଲାଇଜ୍ ହୋଇଛି |
| 04:17 | ଘୋଷିତ each ଲୂପ୍, 1 ରୁ 20 ସେଟ୍ ମଧ୍ୟରେ ଥିବା ସମସ୍ତ ଏଲିମେଣ୍ଟ୍ ଉପରେ ଇଟିରେଟ୍ କରିବା ପାଇଁ କୋଡକୁ କାର୍ଯ୍ୟକାରୀ କରିଥାଏ |
| 04:23 | each ଲୂପ୍ ମଧ୍ୟରେ ଘୋଷିତ ହୋଇଥିବା puts ମେଥଡ୍ , ଆଉଟପୁଟ୍ ସୃଷ୍ଟିର ମୂଖ୍ୟ କାରଣ ଅଟେ |
| 04:30 | ବର୍ତ୍ତମାନ, ଟର୍ମିନଲ ଖୋଲନ୍ତୁ ଏବଂ ଟାଇପ୍ କରନ୍ତୁ: ruby ସ୍ପେସ୍ each ହାଇଫେନ୍ ଲୂପ୍ ଡଟ୍ rb |
| 04:39 | ଏବଂ ଆଉଟପୁଟ୍ ଦେଖନ୍ତୁ |
| 04:43 | ଆଉଟପୁଟ୍ ଗୋଟିଏ 1 ରୁ 20 ସଂଖ୍ୟା ବିଶିଷ୍ଟ ଏକ ଏରେ ହେବ |
| 04:46 | ଉପରୋକ୍ତ ଉଦାହରଣରେ, ଗୋଟିଏ ଇନକ୍ଲୁସିଭ୍ ରେଞ୍ଜ ପାଇଁ ଏକ each ଲୂପ୍ ଘୋଷଣା ହୋଇଛି |
| 04:51 | ଏହା, 1 ରୁ 20 ପର୍ଯ୍ୟନ୍ତ ସମସ୍ତ ସଂଖ୍ୟାକୁ ଅନ୍ତର୍ଭୁକ୍ତ କରିଥାଏ |
| 04:54 | ତା’ପରେ ଆମେ, ନନ୍-ଇନକ୍ଲୁସିଭ୍ ରେଞ୍ଜ ପାଇଁ each ଲୂପର ପ୍ରୟୋଗକୁ ଦେଖିବା |
| 05:00 | କୋଡର ଏହି ଭାଗକୁ ଟାଇପ୍ କରିବା ଜାରି ରଖନ୍ତୁ |
| 05:04 | ନନ୍-ଇନକ୍ଲୁସିଭ୍ ଅର୍ଥ, ଏହା ସଂଗୃହିତ ଅବଜେକ୍ଟଗୁଡିକ ମଧ୍ୟରେ ଶେଷ ଏଲିମେଣ୍ଟକୁ ଅନ୍ତର୍ଭୁକ୍ତ କରିବ ନାହିଁ |
| 05:10 | ଏଠାରେ, 1 ରୁ 20 ପର୍ଯ୍ୟନ୍ତ ସଂଖ୍ୟାର, ଗୋଟିଏ ନନ୍-ଇନକ୍ଲୁସିଭ୍ ରେଞ୍ଜ ପାଇଁ ଗୋଟିଏ each ଲୂପର ପ୍ରୟୋଗ ହୋଇଛି |
| 05:16 | କିଛି କ୍ଷଣରେ ଆପଣ ଦେଖିପାରିବେ ଯେ, ସଂଖ୍ୟା 20 ଆଉଟପୁଟରେ ପ୍ରିଣ୍ଟ୍ ହେବ ନାହିଁ |
| 05:20 | ଶେଷ ସଂଖ୍ୟାଟି ଅନ୍ତର୍ଭୁକ୍ତ ହେବ ନାହିଁ ଯେତେବେଳେ ଆପଣ ଦୁଇଟି ସଂଖ୍ୟା ମଧ୍ୟରେ ତିନୋଟି ଡଟ୍ ରଖିବେ |
| 05:25 | ବର୍ତ୍ତମାନ, ଟର୍ମିନଲ ଖୋଲନ୍ତୁ ଏବଂ ଟାଇପ୍ କରନ୍ତୁ: ruby ସ୍ପେସ୍ each ହାଇଫେନ୍ ଲୂପ୍ ଡଟ୍ rb |
| 05:34 | ଏବଂ ଆଉଟପୁଟ୍ ଦେଖନ୍ତୁ |
| 05:39 | ବର୍ତ୍ତମାନ, ଆପଣ ନିଜର each ଲୂପ୍ ଲେଖିବା ପାଇଁ ସମର୍ଥ ହେବେ |
| 05:44 | କେଉଁ ଲୂପିଙ୍ଗ୍ କନଷ୍ଟ୍ରକ୍ଟ କୁ ଚୟନ କରିବେ, ତାହା କିପରି ନିର୍ଦ୍ଧାରଣ କରିବେ? |
| 05:48 | ଚାଲନ୍ତୁ for ଲୂପ୍ କନଷ୍ଟ୍ରକ୍ଟ କୁ ମନେପକାଇବା ପାଇଁ ଚେଷ୍ଟା କରନ୍ତୁ |
| 05:53 | ପ୍ରଥମ ଉଦାହରଣରେ, ଆମେ 1 ରୁ 20 ସଂଖ୍ୟାର ସେଟ୍ ଉପରେ, for ଲୂପ୍ ବ୍ୟବହାର କରି ଇଟିରେଟ୍ କଲେ |
| 05:59 | ruby ସ୍ପେସ୍ for ହାଇଫେନ୍ ଲୂପ୍ ଡଟ୍ rb କୁ ଆପଣଙ୍କ ଟର୍ମିନଲରେ ନିଷ୍ପାଦନ କରନ୍ତୁ, ଆଉଟପୁଟ୍ ଦେଖନ୍ତୁ |
| 06:08 | ବର୍ତ୍ତମାନ gedit ରେ କୋଡକୁ ଦେଖନ୍ତୁ |
| 06:11 | ଆପଣ ଯେତେବେଳେ for ଲୂପ୍ ବ୍ୟବହାର କରନ୍ତି, ପ୍ରକୃତରେ Ruby, ପ୍ରଚ୍ଛଦପଟରେ each ମେଥଡକୁ କଲ୍ କରିଥାଏ |
| 06:16 | ଏବଂ each କିମ୍ବା for କଲ୍ ହେବା ଦ୍ଵାରା ସମାନ ଆଉଟପୁଟ୍ ସୃଷ୍ଟି ହୁଏ |
| 06:21 | ଯେତେବେଳେ forକୁ କଲ୍ କରାଯାଏ, ଏହା each କଲକୁ ବଦଳିଯାଏ, ତେଣୁ each ଲୂପର ବ୍ୟବହାର ସର୍ବଦା ଗ୍ରହଣୀୟ ଅଟେ |
| 06:28 | ଏହା ଆମକୁ ଏହି ସ୍ପୋକନ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 06:30 | ସଂକ୍ଷିପ୍ତରେ |
| 06:32 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: for ଲୂପର ବ୍ୟବହାର |
| 06:35 | each କନଷ୍ଟ୍ରକ୍ଟର ବ୍ୟବହାର |
| 06:38 | for ବ୍ୟତିତ eachର ବ୍ୟବହାରକରିବା ପଛରେ ଥିବା ଉଦ୍ଦେଶ୍ୟ |
| 06:41 | ଉପରୋକ୍ତ ଲୂପିଙ୍ଗ୍ କନଷ୍ଟ୍ରକ୍ଟଗୁଡିକର ବ୍ୟବହାର ଉଦାହରଣ ସାହାଯ୍ୟରେ ବୁଝିବା |
| 06:45 | ଏକ ଆସାଇନମେଣ୍ଟ ଭାବେ, |
| 06:47 | ଉପଯୁକ୍ତ ଲୂପ୍ କନଷ୍ଟ୍ରକ୍ଟ ବ୍ୟବହାର କରି, ଗୋଟିଏ ରୁବୀ ପ୍ରୋଗ୍ରାମ ଲେଖନ୍ତୁ |
| 06:50 | ଗୋଟିଏ ସଂଖ୍ୟାର ସେଟ୍, 1 ରୁ 20 ମଧ୍ୟରୁ, ଏକ ଯୌଗିକ ସଂଖ୍ୟା ବିଶିଷ୍ଟ ଆଉଟପୁଟ୍ ସୃଷ୍ଟି କରନ୍ତୁ |
| 06:56 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 07:00 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 07:03 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 07:08 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 07:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. |
| 07:14 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 07:18 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 07:23 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
| 07:26 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
| 07:33 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 07:41 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |