PHP-and-MySQL/C2/Logical-Operators/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, Logical Operators ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ. ଏହା ଗୋଟିଏ ଅତି ସଂକ୍ଷିପ୍ତ ଟ୍ୟୁଟୋରିଆଲ୍ ଅଟେ କିନ୍ତୁ ଏହି ମୁହୁର୍ତ୍ତରେ ମୁଁ ଏହାକୁ ସେହି ପରି ରଖିବି
00:09 ମୁଁ ପୁନର୍ବାର if ଷ୍ଟେଟମେଣ୍ଟର ଗୋଟିଏ ଉଦାହରଣକୁ ବ୍ୟବହାର କରିବି ଯାହା ସବୁ ମୁଁ ଏହି କ୍ଷଣି ପ୍ରାପ୍ତ କରିଛି
00:18 logical operator ଗୋଟିଏ କ’ଣ ? କିଛି ଲଜିକ୍ ସଂଯୁକ୍ତ କରନ୍ତୁ ଏବଂ କହିବାକୁ ଗଲେ ଏହା AND କିମ୍ବା OR ଅପରେଟର୍ ଅଟେ
00:27 ବର୍ତ୍ତମାନ ଯଦି ମୁଁ ମୋର if ଷ୍ଟେଟମେଣ୍ଟ ପାଇଁ ମୌଳିକ ଲେଆଉଟ୍ ସୃଷ୍ଟି କରିବା ଆରମ୍ଭ କରିବି ତେବେ ଆପଣ ଏଗୁଡିକ ସହିତ କ’ଣ କରିପାରିବେ ମୁଁ କାମ ଆରମ୍ଭ କରିବା ସହିତ ପ୍ରଦର୍ଶନ କରିପାରିବି
00:43 ଉଦାହରଣ ପ୍ରାପ୍ତ କରିବା ପୂର୍ବରୁ ଯେପରି 1 is greater than 1 ଯାହା ଏହି ସମୟରେ False ରିଟର୍ନ କରିବ
00:54 ଏହା କେଉଁଠାରେ ଠିକ୍ ଅଛି ଦେଖିବା ପାଇଁ ଯାଞ୍ଚ କରନ୍ତୁ! ତେଣୁ ତାହା False ଅଟେ
01:04 ବର୍ତ୍ତମାନ ମୁଁ if 1 is greater than 1 or equals 1 ଯାହା କହିପାରିବି
01:18 ବର୍ତ୍ତମାନ ଆମେ ଏହାକୁ or ଭାବେ ଲେଖିବା ନାହିଁ, ଏହାକୁ ଆମେ ଦୁଇଟି ଭର୍ଟିକଲ୍ ଲାଇନ୍ କିମ୍ବା ଦୁଇଟି ପାଇପ୍ ଭାବେ ଲେଖିବା
01:26 ତାହା କିଛି ସୁନିଶ୍ଚିତ ନୁହେଁ କିନ୍ତୁ ଯଦି ଆପଣ ମୋ କୀବୋର୍ଡକୁ ଜାଣିଥା’ନ୍ତି ତେବେ ଏହା shift କୀ ପରେ ଥିବା ଦୁଇଟି ଭର୍ଟିକାଲ୍ ଲାଇନ୍ ଯାହାର ଅର୍ଥ OR ଅଟେ
01:38 ତେଣୁ ଯଦି ଆମେ ଏହାକୁ କମ୍ପାଇଲ୍ କରିବା ତେବେ ପରିଣାମ କ’ଣ ହେବ ବୋଲି ଆପଣ ଭାବୁଛନ୍ତି?
01:43 ବର୍ତ୍ତମାନ ଏହା ମଧ୍ୟ ଦେଇ ଥରେ ରନ୍ କରନ୍ତୁ – ଯଦି 1 is greater than 1 ହୁଏ ତେବେ false ହେବ ଏବଂ ଆମେ false ଲେଖିଛେ କିମ୍ବା 1 is equal to 1 ହେବ
01:54 ଆମେ ଜାଣିଛେ ଯେ 1 equals to 1, true ଅଟେ. ତେଣୁ ଏଠାରେ OR କୁହାଯାଉଛି ଯାହା 1 is equal to 1 ଅଟେ, AND ନୁହେଁ; କାରଣ ଯଦି ଆମେ AND ଲେଖିବା ତେବେ ଉଭୟ true ହେବା ଆବଶ୍ୟକ
02:09 ଏହାକୁ OR କରିବା ପାଇଁ ଏହା ମଧ୍ୟରୁ ଗୋଟିଏ true ହେବା ଆବଶ୍ୟକ
02:12 ଆଉଟପୁଟ୍ ଆମେ true ପ୍ରାପ୍ତ କରିବା
02:16 ଠିକ୍ ଅଛି ତାହା OR ଅଟେ
02:18 ବିଶେଷତଃ ଏହା ଆପଣଙ୍କୁ ଦୁଇଟି କମ୍ପ୍ୟାରିଜନ୍ ନେବା ପାଇଁ ଅନୁମତି ଦେବ, ସେଗୁଡିକୁ ଆପଣଙ୍କ if ଷ୍ଟେଟମେଣ୍ଟରେ ପ୍ରଦର୍ଶନ କରନ୍ତୁ ଏବଂ ଯଦି ସେମାନଙ୍କ ମଧ୍ୟରୁ ଗୋଟିଏ true ହୁଏ ତେବେ ଏହା ଗୋଟିଏ either ଅପରେଟର୍ ଭଳି ହେବ
02:30 either ସେମାନଙ୍କ ମଧ୍ୟରୁ ଗୋଟିଏ true ହୁଏ ତେବେ ଅପଣ true ପ୍ରାପ୍ତ କରିବେ
02:34 AND ଅପରେଟରକୁ ଭିନ୍ନ ଭାବେ ବ୍ୟବହାର କରାଯାଇଥାଏ
02:39 ଏହାକୁ ନିଷ୍ପାଦନ କରିବା ସକାଶେ AND ପାଇଁ, ଏହି ଉଭୟ true ହେବା ଆବଶ୍ୟକ
02:46 ତେଣୁ ଆମେ ଏଠାରେ false ପ୍ରାପ୍ତ କରିଛନ୍ତି କାରଣ 1, 1 ଠାରୁ ବଡ ନୁହେଁ
02:51 କମ୍ପ୍ୟାରିଜନ୍ ଅପରେଟରକୁ ଫେରିଆସନ୍ତୁ ଏବଂ ଯଦି ଆମେ if 1 is greater than 1 or equal to 1 AND (&&) 1 equal 1 ବୋଲି କହିବା ତେବେ ଏଠାରେ ଆମେ true ପ୍ରାପ୍ତ କରିବା
03:04 ତେଣୁ ବର୍ତ୍ତମାନ ଏହି ଯାଞ୍ଚ ପ୍ରକ୍ରିୟାରେ କିଛି ଭେରିଏବଲକୁ ସଂଯୁକ୍ତ କରିବା ପାଇଁ ମୁଁ ଚିନ୍ତା କରୁଛି
03:10 କିନ୍ତୁ ମୁଁ ନିଶ୍ଚିତ ଯେ ଆପଣ ମୋ’ର ଅନ୍ୟ ଟ୍ୟୁଟୋରିଆଲଗୁଡିକୁ ଅନୁସରଣ କରିବା ଦ୍ଵାରା ଅନେକ ଭେରିଏବଲଗୁଡିକୁ ଏକତ୍ରିତ ଭାବେ ପ୍ରାପ୍ତ କରିବେ
03:17 ତେଣୁ ଏହି ଦୁଇଟି logical operators ଅଟନ୍ତି
03:20 ସେଗୁଡିକ ଆପଣଙ୍କ ପାଇଁ ଅତି ଦରକାରୀ ହେବେ କାରଣ ଆପଣ କହିପାରନ୍ତି ଯେ ଉଦାହରଣସ୍ଵରୂପ: ଏହା ଏକ ପୁରୁଣା ଉଦାହରଣ ଅଟେ; ଆପଣ ଏହାକୁ ମୋ’ର ଅନ୍ୟ ପ୍ରୋଜେକ୍ଟଗୁଡିକରେ ପ୍ରାପ୍ତ କରିପାରିବେ
03:30 ଏହା ଗୋଟିଏ login ଆକାରରେ ଅଛି. ଯେପରି ଜଣେ ୟୁଜର୍ ଗୋଟିଏ ୱେବସାଇଟରେ login କରିବାକୁ ଚାହଁନ୍ତି
03:35 ସମ୍ଭବତଃ ଆପଣ ପୂର୍ବରୁ ଗୋଟିଏ ୱେବସାଇଟରେ ଲଗ୍ କରିଥିବେ ଏବଂ ଏହା ଆପଣଙ୍କୁ ଆପଣଙ୍କ username ଓ passwordକୁ ପ୍ରବେଶ କରିବା ପାଇଁ କହିବ. ବର୍ତ୍ତମାନ ଏଠାରେ କୀୱର୍ଡଗୁଡିକ ଅଛି
03:43 ୟୁଜରମାନେ username ଓ passwordକୁ ପ୍ରବେଶ କରିଛନ୍ତି କି ନାହିଁ ଯାଞ୍ଚ କରିବା ଆବଶ୍ୟକ
03:48 ଯଦି ସେମାନେ କରିନଥିବେ ତେବେ username ଓ passwordକୁ କମ୍ପ୍ୟାର୍ କରିବାର ଆବଶ୍ୟକତା ନାହିଁ
03:52 ତେଣୁ ଅମେ କହିପାରିବା, ଉଦାହରଣସ୍ଵରୂପ:
03:54 ପ୍ରକୃତରେ ଯଦି ୟୁଜରନେମ୍ $username, alex ସହିତ ସମାନ ହୁଏ ଏବଂ ମୋ’ର $password, abc ସହିତ ସମାନ ହୁଏ
04:04 ବର୍ତ୍ତମାନ ମୁଁ ଏଗୁଡିକୁ ପ୍ରତିସ୍ଥାପନ କରିବି. ମୁଁ username AND (&&) password ବୋଲି କହିପାରିବି
04:11 ସେହିକ୍ଷଣି ଏହା True ବୋଲି କହିବ
04:15 ଏହାକୁ ପରିବର୍ତ୍ତନ କରନ୍ତୁ. ମୁଁ OK କିମ୍ବା you forgot to fill out a field କହିବି କାରଣ ସେଠାରେ HTML fields ଥାଇପାରନ୍ତି
04:27 ଏହା ଠିକ୍ ହେବ କାରଣ ଆମେ ଉଭୟ ଭେଲ୍ୟୁ ପ୍ରାପ୍ତ କରିଛନ୍ତି
04:32 ତେଣୁ ଏହାକୁ ଚେଷ୍ଟା କରନ୍ତୁ. ତାହା OK କହିବ
04:37 ବର୍ତ୍ତମାନ ଯଦି ମୁଁ ସେଠାରେ ମୋ’ର ପାସୱର୍ଡକୁ ଟାଇପ୍ କରିବା ଭୁଲିଯାଏ ତେବେ କ’ଣ ହେବ? ସେହି ମୁହୁର୍ତ୍ତରେ ସେଠାରେ କିଛି ରହିବ ନାହିଁ – ସ୍ପେସ୍ ନାହିଁ – ତାହାକୁ ଏଡାଇ ଚାଲନ୍ତୁ
04:48 You forgot to fill out a field
04:50 ତେଣୁ ଯଦି ଏହା ୟୁଜରଙ୍କ ପଖରୁ ଆସୁଛି ବୋଲି ଆପଣ ଚିନ୍ତା କରନ୍ତି – ତେବେ ଆପଣ username ଓ password ଟାଇପ୍ କରିବା ସହିତ ଏହା ସବମିଟ୍ ହୋଇଯାଇଥିବ
05:00 ଆମେ username ଓ password ବୋଲି କହୁଛୁ; ସାଧାରଣତଃ username ନିଜେ ହିଁ true ଅଟେ କାରଣ ଏହା ବିଦ୍ୟମାନ ଅଛି...
05:07 ଯଦି ଆପଣ ତାହା ଭିତରେ ପ୍ରାପ୍ତ କରିବେ ତେବେ ତାହା ଗ୍ରହଣଯୋଗ୍ୟ; ତାହା true ହୋଇପାରେ
05:14 ଆମେ ବର୍ତ୍ତମାନ ତାହା ଯାଞ୍ଚ କରିବା
05:18 ତେଣୁ ଯେହେତୁ ଆମେ username ଓ password ପ୍ରାପ୍ତ କରିଛନ୍ତି ତେବେ ତାହା ଠିକ୍ ଅଛି
05:23 କିନ୍ତୁ OR ପାଇଁ ତାହା କାର୍ଯ୍ୟ କରିବ ନାହିଁ ଏବଂ କ’ଣ ହେବ ଆପଣ ଚିନ୍ତା କରନ୍ତୁ
05:29 ତେଣୁ ବର୍ତ୍ତମାନ ଏହା true ସହିତ ସମାନ ହେବ କାରଣ ଆମେ ଉଭୟ ଭେଲ୍ୟୁ ପ୍ରାପ୍ତ କରିଛନ୍ତି. ତେଣୁ ଏହା OK ଅଟେ
05:36 ବର୍ତ୍ତମାନ ଯଦି ଆପଣ ଉଭୟ ସହିତ କାର୍ଯ୍ୟ କରନ୍ତି ତେବେ ଏହାକୁ ଚେଷ୍ଟା କରନ୍ତୁ
05:41 ଯଦି ୟୁଜରନେମ୍ ବିଦ୍ୟମାନ ଥାଏ ତେଣୁ ୟୁଜର୍ ନେମ୍ True ହେବ
05:45 ଯେହେତୁ ଏହି ମୁହୁର୍ତ୍ତରେ କିଛି ଭେଲ୍ୟୁ ନାହିଁ ତେଣୁ ଏହା False ହେବ
05:48 କିମ୍ବା ପାସୱର୍ଡ true ହେବ – ଯେହେତୁ ଭେଲ୍ୟୁ ବିଦ୍ୟମାନ ଅଛି, ଏହି ମୁହୁର୍ତ୍ତରେ ନାହିଁ ତେଣୁ ଏହା False ହେବ
05:56 ତେଣୁ ଆମେ You forgot to fill out a field ବୋଲି କହିବାକୁ ଯାଉଛେ
06:00 ମୁଁ ଏଠାରେ Nothing ବୋଲି ଲେଖିବି କାରଣ ଏହି ମୁହୁର୍ତ୍ତରେ ଏହାର ମାନେ କିଛି ନାହିଁ
06:05 refresh କରନ୍ତୁ. ମୁଁ ଏହାକୁ Nothing ବୋଲି ଘୋଷଣା କରିବି
06:08 ତେଣୁ ଆପଣ ଦେଖନ୍ତୁ ଯେ ଦୈନନ୍ଦିନ php applicationsରେ ଏଗୁଡିକ କିପରି ଦରକାରୀ ଅଟନ୍ତି ତାହା ମୁଁ ବର୍ଣ୍ଣନା କରିସାରିଛି
06:17 ଉଦାହରଣସ୍ଵରୂପ – ଜଣେ ଗୋଟିଏ ଫର୍ମ ପୂରଣ କରିପାରିବେ. ଏହା ପାଇଁ ଆପଣ ଅନ୍ୟ ୟୁଜର୍ ମଧ୍ୟ ପ୍ରାପ୍ତ କରିପାରନ୍ତି
06:22 କିନ୍ତୁ ତାହା ଏଠାରେ ଅଛି
06:24 ଦୁଇଟି ଅପରେଟର୍ ଯାହା logical operators ଅଟନ୍ତି
06:27 ସେଗୁଡିକୁ ଚେଷ୍ଟା କରନ୍ତୁ ଏବଂ ସେଗୁଡିକ ସହିତ ଆପଣ କ’ଣ କରିପାରିବେ ଦେଖନ୍ତୁ
06:31 ମୁଁ ସେଗୁଡିକୁ ନିଶ୍ଚିତରୂପେ ମୋ’ର ଗୋଟିଏ ପ୍ରୋଜେକ୍ଟରେ ଅତି ଶୀଘ୍ର ବ୍ୟବହାର କରିବାକୁ ଯାଉଛି
06:35 ଦେଖିଥିବା ହେତୁ ଧନ୍ୟବାଦ
06:37 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ

Contributors and Content Editors

Pradeep