PHP-and-MySQL/C2/Comparison-Operators/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, ଆମେ ଏହି PHP ଟ୍ୟୁଟୋରିଆଲରେ Comparison Operators ବିଷୟରେ ଶିଖିବା
00:05 କମ୍ପ୍ୟାରିଜନ୍ ଅପରେଟରଗୁଡିକ ଦୁଇଟି values, ଦୁଇଟି strings କିମ୍ବା ଦୁଇଟି variablesକୁ ତୂଳନା କରିବ ଯାହା ଏଗୁଡିକ ମଧ୍ୟରୁ ଗୋଟିଏକୁ ଧାରଣ କରିବ ଏବଂ ତାହା ଉପରେ କାର୍ଯ୍ୟ କରିବ
00:15 ଏଥି ପାଇଁ ମୁଁ ଗୋଟିଏ if ଷ୍ଟେଟମେଣ୍ଟକୁ ବ୍ୟବହାର କରିବାକୁ ଯାଉଛି
00:19 if ଷ୍ଟେଟମେଣ୍ଟର ଗଠନର ସୃଷ୍ଟିରୁ ଚାଲନ୍ତୁ ଆରମ୍ଭ କରିବା
00:25 ମୋ’ର condition, if 1==1 ଅଟେ,
00:30 echo
00:33 True
00:37 ଏବଂ ତା’ପରେ else
00:42 echo
00:44 False. ମନେରଖନ୍ତୁ ଯେ ଏହି ବ୍ରାକେଟଗୁଡିକର ଆବଶ୍ୟକତା ନାହିଁ; ତେଣୁ ମୁଁ ସେଗୁଡିକୁ ବାହର କରିଦେବି
00:51 ଏହାକୁ indent କରନ୍ତୁ
00:56 ଇଣ୍ଡେଣ୍ଟିଙ୍ଗ କରିବା କଦାପି ଭୁଲନ୍ତୁ ନାହିଁ
00:59 ଏହା ପ୍ରଥମ କମ୍ପ୍ୟାରିଜନ୍ ଅପରେଟର୍ ଅଟେ
01:02 ଦୁଇଟି equals to (==) ଅର୍ଥ, comparison operator ଅଟେ. ଆମେ ପୂର୍ବରୁ ଏହାକୁ if ଷ୍ଟେଟମେଣ୍ଟରେ ଦେଖିସାରିଛେ
01:08 1, 1 ସହିତ ସମାନ ଅଟେ; ତେଣୁ ଏହା True, echo କରିବ. ଏହାକୁ ଚେଷ୍ଟା କରନ୍ତୁ
01:13 ଆମେ True ପ୍ରାପ୍ତ କଲେ
01:15 ଏହାକୁ ପରିବର୍ତ୍ତନ କରନ୍ତୁ. If, 1 ଗ୍ରେଟର୍ ଦ୍ୟାନ୍ 1 (1>1) ହୁଏ ତେବେ କ’ଣ ପରିଣାମ ପ୍ରାପ୍ତ ହେବ ଚାଲନ୍ତୁ ଦେଖିବା
01:27 False, କାରଣ 1, 1 ସହିତ ସମାନ ଅଟେ ଏବଂ 1 ଠାରୁ ବଡ ନୁହେଁ
01:33 ବର୍ତ୍ତମାନ ଏହାକୁ 1 ଗ୍ରେଟର୍ ଦ୍ୟାନ୍ ଅର୍ ଇକ୍ଵାଲ ଟୁ 1 (1>=1)କୁ ପରିବର୍ତ୍ତନ କରନ୍ତୁ
01:37 if, 1 ଗ୍ରେଟର୍ ଦ୍ୟାନ୍ ଅର୍ ଇକ୍ଵାଲ ଟୁ 1 ହୁଏ, ତେବେ echo, True ହେବ else, echo, False ହେବ
01:45 ଏଠାରେ ଆମେ True ପ୍ରାପ୍ତ କରିବା
01:48 ଆପଣ less than or equal to ସହିତ ମଧ୍ୟ ସମାନ କାର୍ଯ୍ୟ କରିପାରିବେ. ତେଣୁ ଉଦାହରଣ ପାଇଁ : less than (<)
01:55 False ହୋଇପାରେ, ଲେସ୍ ଦ୍ୟାନ୍ ଅର୍ ଇକ୍ଵାଲ୍ ଟୁ (<=), True ହୋଇପାରେ
02:01 ଆମେ not equal ମଧ୍ୟ କହିପାରିବା. ତେଣୁ ଯଦି 1 is not equal to 1 (1!=1) ହୁଏ ତେବେ echo, True ହେବ
02:11 ରିଫ୍ରେଶ୍ କରନ୍ତୁ. ଆମେ ଏଠାରେ False ପ୍ରାପ୍ତ କରିବା କାରଣ 1 ଇଜ୍ ଇକ୍ଵାଲ୍ ଟୁ 1 ଅଟେ. ବର୍ତ୍ତମାନ ଯଦି 1 isn't equal to 2 (1!=2) ହୁଏ
02:20 ଆମେ True ପ୍ରାପ୍ତ କରିବା କାରଣ 1 is not equal to 2 ଅଟେ
02:25 ଏଗୁଡିକ ମୌଳିକ କମ୍ପ୍ୟାରିଜନ୍ ଅପରେଟର୍ ଅଟନ୍ତି ଯେଉଁଗୁଡିକ ଆମ ଟ୍ୟୁଟୋରିଆଲଗୁଡିକ ପାଇଁ ବ୍ୟବହାର ହେଉଛି
02:33 ଏହାକୁ ବିସ୍ତାର କରନ୍ତୁ – ସେଗୁଡିକୁ ଅଭ୍ୟାସ କରନ୍ତୁ – ଏବଂ ଆପଣ ସେଗୁଡିକୁ ଭଲ ଭାବେ ବୁଝିପାରିବେ
02:40 ଭେରିଏବଲଗୁଡିକୁ ତୂଳନା କରିବା ପାଇଁ ଏହି ଅପରେଟରଗୁଡିକୁ ମଧ୍ୟ ବ୍ୟବହାର କରାଯାଇପାରିବ. ତେଣୁ ଉଦାହରଣସ୍ଵରୁପ: num1 = 1,
02:48 num2 = 2. ବର୍ତ୍ତମାନ ଆମେ ଏହି ଭେଲ୍ୟୁଗୁଡିକୁ ପ୍ରତିସ୍ଥାପନ କରିବା
03:01 ଆମେ ପୂର୍ବେ ପ୍ରାପ୍ତ କରିଥିବା ଭଳି ଏହା ସମାନ ପରିଣାମ ପ୍ରଦାନ କରିବ ଯାହା True ଅଟେ. ବର୍ତ୍ତମାନ ଏହି ଭେଲ୍ୟୁଗୁଡିକୁ ପରିବର୍ତ୍ତନ କରନ୍ତୁ
03:11 ଦୟାକରି ଧ୍ୟାନଦିଅନ୍ତୁ ଯେ ବର୍ତ୍ତମାନ ଏଗୁଡିକୁ num1 = 1, num2 = 1 ଭାବେ ପଢାଯିବ. ତେଣୁ ଯଦି num1, 1 ସହିତ ସମାନ ହୁଏ ନାହିଁ ଏହା False ହେବ କାରଣ 1, 1 ସହିତ ସମାନ ଅଟେ ତେଣୁ ଆମେ False ପ୍ରାପ୍ତ କରିବା
03:24 ଏଗୁଡିକ ଏଠାରେ ଥିବା ସରଳ କମ୍ପ୍ୟାରିଜନ୍ ଅପରେଟରଗୁଡିକ ଅଟନ୍ତି. ସେଗୁଡିକୁ ବ୍ୟବହାର କରନ୍ତୁ. ଆପଣ କ’ଣ କରିପାରିବେ ଦେଖନ୍ତୁ. ଦେଖିବା ପାଇଁ ଧନ୍ୟବାଦ
03:33 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ

Contributors and Content Editors

Pradeep