PERL/C2/Arrays/Oriya

From Script | Spoken-Tutorial
Jump to: navigation, search
Time Narration
00:01 ପର୍ଲରେ Arrays ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା -
00:09 ଏକ arrayIndex
00:11 arrayର ଦୀର୍ଘତା
00:13 ଏକ arrayelements ଆକ୍ସେସ୍‍ କରିବା
00:16 ଏକ ଆରେ ଉପରେ ଲୁପିଙ୍ଗ୍ କରିବା
00:18 Sequential Array
00:20 ଓ ଆରେକୁ ପୃଥକ କରିବା
00:22 ମୁଁ Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି
00:30 ମୁଁ gedit Text Editor ମଧ୍ୟ ବ୍ୟବହାର କରିବି
00:34 ଆପଣ ଯେକୌଣସି text editor ବ୍ୟବହାର କରିପାରିବେ
00:37 Perlରେ Variables, Comments ଓ Data Structures ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
00:43 loops ଓ conditional statements ଉପରେ ଧାରଣା ଥିଲେ ଆହୁରି ଭଲ
00:48 ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ସାଇଟ୍ ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:54 Array ହେଉଛି ଏକ ସାଧାରଣ data structure, ଯାହା ଯେକୌଣସି data typeelements ଧାରଣ କରିଥାଏ
00:59 Array index ସବୁବେଳେ 0ରୁ ଆରମ୍ଭ ହୁଏ
01:03 ପର୍ଲରେ arrayର ଦୀର୍ଘତା ଡିକ୍ଲେର୍ କରିବା ଦରକାର ନାହିଁ
01:08 ଏଲିମେଣ୍ଟ କାଢ଼ିବା କିମ୍ବା ମିଶାଇବା ଅନୁସାରେ array ଲମ୍ବା କିମ୍ବା ଛୋଟ ହୁଏ
01:15 ଏକ ଆରେ ଡିକ୍ଲେର୍ କରିବା ପାଇଁ ସିଣ୍ଟାକ୍ସ ହେଉଛି -
01:18 @myArray equal to open bracket 1 comma 2 comma 3 comma single quote abc single quote comma 10.3 close bracket semicolon
01:31 ନିମ୍ନ କମାଣ୍ଡରେ ଏକ ଆରେର ଶେଷ ଇଣ୍ଡେକ୍ସ ପ୍ରାପ୍ତ କରିହେବ -
01:35 $#myArray
01:38 ଏହାକୁ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
01:42 ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ
01:44 gedit arrayIndex dot pl space ampersand
01:50 ଓ ଏଣ୍ଟର ଦାବନ୍ତୁ
01:52 ଏହା geditorରେ arrayIndex dot pl ଫାଇଲ୍ ଖୋଲିବ
01:57 ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
02:02 ଏଠାରେ ଆମେ ଏକ array ଡିକ୍ଲେର୍ ଓ ଡିଫାଇନ୍ କରିଛେ, ଯେଉଁଥିରେ 5ଟି ଏଲିମେଣ୍ଟ ଅଛି
02:07 arrayର index 0ରୁ ଆରମ୍ଭ ହୋଇଥିବାରୁ ଅନ୍ତିମ index ଭାଲ୍ୟୁ 4 ହେବ
02:14 ଅର୍ଥାତ୍ ଏଲିମେଣ୍ଟର ସଂଖ୍ୟା, ଯାହା ହେଉଛି 5, minus 1
02:18 ଫାଇଲ୍ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ
02:22 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ
02:26 perl arrayIndex dot pl ଟାଇପ୍ କରନ୍ତୁ
02:30 ଓ ଏଣ୍ଟର ଦାବନ୍ତୁ
02:32 ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହେବ
02:37 ଏବେ, ପର୍ଲରେ ଏକ ଆରେର ଦୀର୍ଘତା କେମିତି ପାଇହେବ, ଦେଖିବା
02:41 ଆରେର ଦୀର୍ଘତା ପାଇବା ପାଇଁ ଅନେକ ବାଟ ଅଛି
02:46 ଆରେର ଇଣ୍ଡେକ୍ସ + 1 ଅର୍ଥାତ୍ $#array + 1
02:53 PERL inbuilt scalar function ବ୍ୟବହାର କରି; ଅର୍ଥାତ୍ scalar ଓପନ୍ ବ୍ରାକେଟ୍ @array କ୍ଲୋଜ୍ ବ୍ରାକେଟ୍
03:02 scalar variable କୁ ଏକ ଆରେ ଆସାଇନ୍ କରନ୍ତୁ ଅର୍ଥାତ୍ $arrayLength = @array
03:09 ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଆରେ ଦୀର୍ଘତାର ଉଦାହରଣ ଦେଖିବା
03:14 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ -
03:18 gedit arrayLength dot pl space ampersand
03:24 ଏଣ୍ଟର ଦାବନ୍ତୁ
03:27 ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ -
03:32 ଆମେ ଏକ ଆରେ ଡିକ୍ଲେର୍ ଓ ଡିଫାଇନ୍ କରିଛେ, ଯେଉଁଥିରେ 5ଟି ଏଲିମେଣ୍ଟ ଅଛି
03:38 ତେଣୁ, ଆଉଟପୁଟ୍ 5 ପ୍ରଦର୍ଶିତ ହେବ
03:41 ପର୍ଲରେ, ହାଇଲାଇଟ୍‍ ହୋଇଥିବା ପରି, ବିଭିନ୍ନ ବାଟରେ ଆରେର ଦୀର୍ଘତା ପାଇହେବ
03:47 ଦୟାକରି ଧ୍ୟାନଦିଅନ୍ତୁ, ଆମେ ପ୍ରିଣ୍ଟ ଷ୍ଟେଟମେଣ୍ଟରେ କମା ବ୍ୟବହାର କରି ଆଉଟପୁଟ୍ କୁ ଶ୍ରେଣୀବଦ୍ଧ କରିଛେ
03:53 ଫାଇଲ୍ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ
03:57 ଏବେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା
03:59 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ
04:02 perl arrayLength dot pl ଓ ଏଣ୍ଟର ଦାବନ୍ତୁ
04:07 ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହେବ
04:12 ଏବେ, ଆରେରେ individual elements କିପରି ଆକ୍ସେସ୍ କରାଯାଏ, ବୁଝିବା
04:18 ଏକ ଆରେର ଏଲିମେଣ୍ଟ ଆକ୍ସେସ୍ ପାଇଁ Indexing ବ୍ୟବହାର କରାଯାଏ
04:22 ଏକ ଆରେର ଏଲିମେଣ୍ଟ ଆକ୍ସେସ୍ କରିବା ପାଇଁ ଗୋଟିଏ ଉଦାହରଣ ଦେଖିବା -
04:27 ପ୍ରଥମ ପୋଜିଶନ୍,ଶେଷ ପୋଜିଶନ୍
04:29 ଯେକୌଣସି ପୋଜିଶନ୍
04:32 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ
04:35 gedit perlArray dot pl space ampersand
04:42 ଓ ଏଣ୍ଟର ଦାବନ୍ତୁ
04:45 ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
04:49 ଦୟାକରି ଧ୍ୟାନଦିଅନ୍ତୁ -,@ (ଆଟ୍ ଦ ରେଟ୍) ଚିହ୍ନ ସହିତ myArray ଡିକ୍ଲେର୍ କରାଯାଇଛି
04:54 କିନ୍ତୁ, ଆରେ ଏଲିମେଣ୍ଟ ଆକ୍ସେସ୍ କରିବା ପାଇଁ $ (dollar) ଚିହ୍ନ ବ୍ୟବହାର କରିବା ଦରକାର
04:59 ଯେକୌଣସି ପୋଜିଶନ୍ ରେ ଏଲିମେଣ୍ଟ ଆକ୍ସେସ୍ କରିବା ପାଇଁ ଆମକୁ ଏକ ଆରେକୁ index ପାସ୍ କରିବା ଦରକାର
05:07 ଏଠାରେ, myArrayର ପ୍ରଥମ ଏଲିମେଣ୍ଟ ଆକ୍ସେସ୍ କରିବା ପାଇଁ,
05:11 0କୁ index ଭାବେ ପାସ୍ କରାଯାଏ
05:16 myArrayର ଶେଷ ଏଲିମେଣ୍ଟକୁ ଆକ୍ସେସ୍ କରିବା ପାଇଁ ଆମେ myArrayର ଶେଷ index ପାସ୍ କରିଛେ
05:24 ମନେପକାନ୍ତୁ, ଆମେ ଏ ବାବଦରେ ପୂର୍ବରୁ ଶିଖିଛେ
05:28 ଫାଇଲ୍ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ
05:30 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ -
05:36 perl perlArray dot pl
05:41 ଓ ଏଣ୍ଟର ଦାବନ୍ତୁ
05:43 ଆଉଟପୁଟ୍ ଟର୍ମିନାଲ୍ ରେ ପ୍ରଦର୍ଶିତ ହେବ
05:47 ଏକ ଆରେର ପ୍ରତ୍ୟେକ ଏଲିମେଣ୍ଟକୁ କିପରି loop କରାଯିବ, ଚାଲନ୍ତୁ ବୁଝିବା
05:52 ଏକ ଆରେର looping ଦୁଇଟି ଶୈଳୀରେ କରାଯାଏ-
05:56 for loop ବ୍ୟବହାର କରି
05:58 foreach loop ବ୍ୟବହାର କରି
06:01 ଏହି ଲୁପ୍ ଗୁଡ଼ିକୁ ଆରେ ଉପରେ ପୁନରାବୃତ୍ତି କରିବା ପାଇଁ କିପରି ବ୍ୟବହାର କରାଯାଏ, ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଶିଖିବା
06:07 ଏଥିପାଇଁ, ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ
06:11 gedit loopingOverArray dot pl space ampersand
06:17 ଓ ଏଣ୍ଟର ଦାବନ୍ତୁ
06:20 ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
06:24 ଏଠାରେ ଆମେ, index ପୁନରାବୃତ୍ତି କରି ଆରେର ପ୍ରତ୍ୟେକ ଏଲିମେଣ୍ଟ ପ୍ରିଣ୍ଟ କରୁଛେ
06:31 i ଭେରିଏବଲ୍ ର ଭାଲ୍ୟୁ ଏକ ଆରେର ଅନ୍ତିମ indexରେ ପହଞ୍ଚିବା ପର୍ଯ୍ୟନ୍ତ for loop ଏକଜେକ୍ୟୁଟ୍ ହେବ
06:38 ଏଠାରେ ଏକ ଆରେର ପ୍ରତ୍ୟେକ ଏଲିମେଣ୍ଟ ପାଇଁ foreach loop ଏକଜେକ୍ୟୁଟ୍ ହେବ
06:46 ଆରେ ନିଜ ଶେଷ ଏଲିମେଣ୍ଟରେ ଥରେ ପହଞ୍ଚିଗଲାପରେ foreach loopକୁ ବାହାର କରିଦେବ
06:53 ଦୟାକରି ଧ୍ୟାନଦିଅନ୍ତୁ: ଯଦି ଆପଣଙ୍କର forforeach loop ବିଷୟରେ ଧାରଣା ନାହିଁ
06:58 ତେବେ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ସାଇଟ୍ ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
07:04 ଫାଇଲ୍ ସେଭ୍ କରିବା ପାଇଁ Ctrl + S ଦାବନ୍ତୁ
07:07 ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ-
07:12 perl loopingOverArray dot pl
07:15 ଓ ଏଣ୍ଟର ଦାବନ୍ତୁ
07:19 ଆଉଟପୁଟ୍ ଟର୍ମିନାଲ୍ ରେ ପ୍ରଦର୍ଶିତ ହେବ
07:24 Perlରେ ଆମେ ଏକ sequential arrayକୁ ଏହିପରି ଡିକ୍ଲେର୍ କରିପାରିବା, ଯେପରି-
07:28 @alphaArray = ଓପନ୍‍ ବ୍ରାକେଟ୍ a ଡଟ୍ ଡଟ୍ d କ୍ଲୋଜ୍‍ ବ୍ରାକେଟ୍ ସେମିକଲୋନ୍
07:37 ଅର୍ଥାତ୍ 'a', 'b', 'c' ଓ 'd' ଏଲିମେଣ୍ଟକୁ alphaArray ଧାରଣ କରିବ
07:44 ସେହିପରି @numericArray = ଓପନ୍‍ ବ୍ରାକେଟ୍ 1 ଡଟ୍ ଡଟ୍ 5 କ୍ଲୋଜ୍‍ ବ୍ରାକେଟ୍ ସେମିକଲୋନ

@numericArray = (ଇକ୍ୱାଲ୍ ଟୁ) ଓପନ୍‍ ବ୍ରାକେଟ୍ 1 comma 2 comma 3 comma 4 comma 5 ସମାନ ଉପରେ

08:03 ପର୍ଲ array slicing ମଧ୍ୟ ଯୋଗାଇଥାଏ
08:06 ଏହା ଏକ ଆରେର ଭାଗକୁ ବାହାର କରି ଏକ ନୂଆ ଆରେ ଭିତରେ ପକାଇବା ବ୍ୟତୀତ କିଛି ନୁହେଁ
08:13 @array = 19 comma 23 comma 56 comma 45 comma 87 comma 89 close bracket semicolon
08:27 @newArray = @array open square bracket 1 comma 4 close square bracket semicolon
08:38 ସ୍ଲାଇସିଂ ପରେ ନୂତନ ଆରେ ଏହିପରି ଦେଖାଯିବ
08:42 @newArray = open bracket 23 comma 87 close bracket semicolon
08:51 ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ-
08:55 ଏକ ଆରେର ଇଣ୍ଡେକ୍ସ ପାଇବା
08:57 ଏକ ଆରେର ଦୀର୍ଘତା ପାଇବା
08:59 ଏକ ଆରେର ଏଲିମେଣ୍ଟସ୍‍ ଆକ୍ସେସ୍‍ କରିବା
09:01 ଏକ ଆରେକୁ ଲୁପ୍ କରିବା
09:03 Sequenial Array
09:05 ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଆରେକୁ ଭାଗ କରିବା
09:07 ଏକ ଆସାଇନମେଣ୍ଟ ଭାବେ-
09:10 ଇନ୍ଦ୍ରଧନୁ ରଙ୍ଗଗୁଡ଼ିକର ଏକ ଆରେ ଡିକ୍ଲେର୍ କରନ୍ତୁ
09:13 ଏହି ଆରେର ଚତୁର୍ଥ ଏଲିମେଣ୍ଟ ପ୍ରିଣ୍ଟ କରନ୍ତୁ
09:16 ଏହି ଆରେର ଦୀର୍ଘତା ଓ ଶେଷ ଇଣ୍ଡେକ୍ସ ପ୍ରିଣ୍ଟ କରନ୍ତୁ
09:19 for ଓ foreach loop ବ୍ୟବହାର କରି ଏକ ଆରେର ପ୍ରତ୍ୟେକ ଏଲିମେଣ୍ଟକୁ ଲୁପ୍ କରନ୍ତୁ
09:25 Declare array as @myArray = open bracket 1..9 close bracket semicolon ଭାବରେ ଆରେ ଡିକ୍ଲେର୍ କରନ୍ତୁ ଓ ଏହାପରେ array slicing ବ୍ୟବହାର କରି ଉପରୋକ୍ତ ଆରେରୁ ବିସମ ସଂଖ୍ୟାଗୁଡ଼ିକର ଏକ ଆରେ ତିଆରି କରନ୍ତୁ
09:41 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
09:44 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:48 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
09:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:58 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
10:02 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
10:09 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:13 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:20 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
10:31 ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
10:35 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
10:37 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep