PERL/C2/Arrays/Oriya
From Script | Spoken-Tutorial
Time | Narration |
00:01 | ପର୍ଲରେ Arrays ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା - |
00:09 | ଏକ arrayର Index |
00:11 | arrayର ଦୀର୍ଘତା |
00:13 | ଏକ arrayର elements ଆକ୍ସେସ୍ କରିବା |
00:16 | ଏକ ଆରେ ଉପରେ ଲୁପିଙ୍ଗ୍ କରିବା |
00:18 | Sequential Array |
00:20 | ଓ ଆରେକୁ ପୃଥକ କରିବା |
00:22 | ମୁଁ Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି |
00:30 | ମୁଁ gedit Text Editor ମଧ୍ୟ ବ୍ୟବହାର କରିବି |
00:34 | ଆପଣ ଯେକୌଣସି text editor ବ୍ୟବହାର କରିପାରିବେ |
00:37 | Perlରେ Variables, Comments ଓ Data Structures ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ |
00:43 | loops ଓ conditional statements ଉପରେ ଧାରଣା ଥିଲେ ଆହୁରି ଭଲ |
00:48 | ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ସାଇଟ୍ ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ |
00:54 | Array ହେଉଛି ଏକ ସାଧାରଣ data structure, ଯାହା ଯେକୌଣସି data typeର elements ଧାରଣ କରିଥାଏ |
00:59 | Array index ସବୁବେଳେ 0ରୁ ଆରମ୍ଭ ହୁଏ |
01:03 | ପର୍ଲରେ arrayର ଦୀର୍ଘତା ଡିକ୍ଲେର୍ କରିବା ଦରକାର ନାହିଁ |
01:08 | ଏଲିମେଣ୍ଟ କାଢ଼ିବା କିମ୍ବା ମିଶାଇବା ଅନୁସାରେ array ଲମ୍ବା କିମ୍ବା ଛୋଟ ହୁଏ |
01:15 | ଏକ ଆରେ ଡିକ୍ଲେର୍ କରିବା ପାଇଁ ସିଣ୍ଟାକ୍ସ ହେଉଛି - |
01:18 | @myArray equal to open bracket 1 comma 2 comma 3 comma single quote abc single quote comma 10.3 close bracket semicolon |
01:31 | ନିମ୍ନ କମାଣ୍ଡରେ ଏକ ଆରେର ଶେଷ ଇଣ୍ଡେକ୍ସ ପ୍ରାପ୍ତ କରିହେବ - |
01:35 | $#myArray |
01:38 | ଏହାକୁ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା |
01:42 | ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ |
01:44 | gedit arrayIndex dot pl space ampersand |
01:50 | ଓ ଏଣ୍ଟର ଦାବନ୍ତୁ |
01:52 | ଏହା geditorରେ arrayIndex dot pl ଫାଇଲ୍ ଖୋଲିବ |
01:57 | ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ |
02:02 | ଏଠାରେ ଆମେ ଏକ array ଡିକ୍ଲେର୍ ଓ ଡିଫାଇନ୍ କରିଛେ, ଯେଉଁଥିରେ 5ଟି ଏଲିମେଣ୍ଟ ଅଛି |
02:07 | arrayର index 0ରୁ ଆରମ୍ଭ ହୋଇଥିବାରୁ ଅନ୍ତିମ index ଭାଲ୍ୟୁ 4 ହେବ |
02:14 | ଅର୍ଥାତ୍ ଏଲିମେଣ୍ଟର ସଂଖ୍ୟା, ଯାହା ହେଉଛି 5, minus 1 |
02:18 | ଫାଇଲ୍ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ |
02:22 | ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ପର୍ଲ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ |
02:26 | perl arrayIndex dot pl ଟାଇପ୍ କରନ୍ତୁ |
02:30 | ଓ ଏଣ୍ଟର ଦାବନ୍ତୁ |
02:32 | ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହେବ |
02:37 | ଏବେ, ପର୍ଲରେ ଏକ ଆରେର ଦୀର୍ଘତା କେମିତି ପାଇହେବ, ଦେଖିବା |
02:41 | ଆରେର ଦୀର୍ଘତା ପାଇବା ପାଇଁ ଅନେକ ବାଟ ଅଛି |
02:46 | ଆରେର ଇଣ୍ଡେକ୍ସ + 1 ଅର୍ଥାତ୍ $#array + 1 |
02:53 | PERL inbuilt scalar function ବ୍ୟବହାର କରି; ଅର୍ଥାତ୍ scalar ଓପନ୍ ବ୍ରାକେଟ୍ @array କ୍ଲୋଜ୍ ବ୍ରାକେଟ୍ |
03:02 | scalar variable କୁ ଏକ ଆରେ ଆସାଇନ୍ କରନ୍ତୁ ଅର୍ଥାତ୍ $arrayLength = @array |
03:09 | ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଆରେ ଦୀର୍ଘତାର ଉଦାହରଣ ଦେଖିବା |
03:14 | ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ - |
03:18 | gedit arrayLength dot pl space ampersand |
03:24 | ଏଣ୍ଟର ଦାବନ୍ତୁ |
03:27 | ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ - |
03:32 | ଆମେ ଏକ ଆରେ ଡିକ୍ଲେର୍ ଓ ଡିଫାଇନ୍ କରିଛେ, ଯେଉଁଥିରେ 5ଟି ଏଲିମେଣ୍ଟ ଅଛି |
03:38 | ତେଣୁ, ଆଉଟପୁଟ୍ 5 ପ୍ରଦର୍ଶିତ ହେବ |
03:41 | ପର୍ଲରେ, ହାଇଲାଇଟ୍ ହୋଇଥିବା ପରି, ବିଭିନ୍ନ ବାଟରେ ଆରେର ଦୀର୍ଘତା ପାଇହେବ |
03:47 | ଦୟାକରି ଧ୍ୟାନଦିଅନ୍ତୁ, ଆମେ ପ୍ରିଣ୍ଟ ଷ୍ଟେଟମେଣ୍ଟରେ କମା ବ୍ୟବହାର କରି ଆଉଟପୁଟ୍ କୁ ଶ୍ରେଣୀବଦ୍ଧ କରିଛେ |
03:53 | ଫାଇଲ୍ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ |
03:57 | ଏବେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା |
03:59 | ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ |
04:02 | perl arrayLength dot pl ଓ ଏଣ୍ଟର ଦାବନ୍ତୁ |
04:07 | ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହେବ |
04:12 | ଏବେ, ଆରେରେ individual elements କିପରି ଆକ୍ସେସ୍ କରାଯାଏ, ବୁଝିବା |
04:18 | ଏକ ଆରେର ଏଲିମେଣ୍ଟ ଆକ୍ସେସ୍ ପାଇଁ Indexing ବ୍ୟବହାର କରାଯାଏ |
04:22 | ଏକ ଆରେର ଏଲିମେଣ୍ଟ ଆକ୍ସେସ୍ କରିବା ପାଇଁ ଗୋଟିଏ ଉଦାହରଣ ଦେଖିବା - |
04:27 | ପ୍ରଥମ ପୋଜିଶନ୍,ଶେଷ ପୋଜିଶନ୍ |
04:29 | ଯେକୌଣସି ପୋଜିଶନ୍ |
04:32 | ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ |
04:35 | gedit perlArray dot pl space ampersand |
04:42 | ଓ ଏଣ୍ଟର ଦାବନ୍ତୁ |
04:45 | ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ |
04:49 | ଦୟାକରି ଧ୍ୟାନଦିଅନ୍ତୁ -,@ (ଆଟ୍ ଦ ରେଟ୍) ଚିହ୍ନ ସହିତ myArray ଡିକ୍ଲେର୍ କରାଯାଇଛି |
04:54 | କିନ୍ତୁ, ଆରେ ଏଲିମେଣ୍ଟ ଆକ୍ସେସ୍ କରିବା ପାଇଁ $ (dollar) ଚିହ୍ନ ବ୍ୟବହାର କରିବା ଦରକାର |
04:59 | ଯେକୌଣସି ପୋଜିଶନ୍ ରେ ଏଲିମେଣ୍ଟ ଆକ୍ସେସ୍ କରିବା ପାଇଁ ଆମକୁ ଏକ ଆରେକୁ index ପାସ୍ କରିବା ଦରକାର |
05:07 | ଏଠାରେ, myArrayର ପ୍ରଥମ ଏଲିମେଣ୍ଟ ଆକ୍ସେସ୍ କରିବା ପାଇଁ, |
05:11 | 0କୁ index ଭାବେ ପାସ୍ କରାଯାଏ |
05:16 | myArrayର ଶେଷ ଏଲିମେଣ୍ଟକୁ ଆକ୍ସେସ୍ କରିବା ପାଇଁ ଆମେ myArrayର ଶେଷ index ପାସ୍ କରିଛେ |
05:24 | ମନେପକାନ୍ତୁ, ଆମେ ଏ ବାବଦରେ ପୂର୍ବରୁ ଶିଖିଛେ |
05:28 | ଫାଇଲ୍ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ |
05:30 | ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ - |
05:36 | perl perlArray dot pl |
05:41 | ଓ ଏଣ୍ଟର ଦାବନ୍ତୁ |
05:43 | ଆଉଟପୁଟ୍ ଟର୍ମିନାଲ୍ ରେ ପ୍ରଦର୍ଶିତ ହେବ |
05:47 | ଏକ ଆରେର ପ୍ରତ୍ୟେକ ଏଲିମେଣ୍ଟକୁ କିପରି loop କରାଯିବ, ଚାଲନ୍ତୁ ବୁଝିବା |
05:52 | ଏକ ଆରେର looping ଦୁଇଟି ଶୈଳୀରେ କରାଯାଏ- |
05:56 | for loop ବ୍ୟବହାର କରି |
05:58 | foreach loop ବ୍ୟବହାର କରି |
06:01 | ଏହି ଲୁପ୍ ଗୁଡ଼ିକୁ ଆରେ ଉପରେ ପୁନରାବୃତ୍ତି କରିବା ପାଇଁ କିପରି ବ୍ୟବହାର କରାଯାଏ, ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଶିଖିବା |
06:07 | ଏଥିପାଇଁ, ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ |
06:11 | gedit loopingOverArray dot pl space ampersand |
06:17 | ଓ ଏଣ୍ଟର ଦାବନ୍ତୁ |
06:20 | ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ |
06:24 | ଏଠାରେ ଆମେ, index ପୁନରାବୃତ୍ତି କରି ଆରେର ପ୍ରତ୍ୟେକ ଏଲିମେଣ୍ଟ ପ୍ରିଣ୍ଟ କରୁଛେ |
06:31 | i ଭେରିଏବଲ୍ ର ଭାଲ୍ୟୁ ଏକ ଆରେର ଅନ୍ତିମ indexରେ ପହଞ୍ଚିବା ପର୍ଯ୍ୟନ୍ତ for loop ଏକଜେକ୍ୟୁଟ୍ ହେବ |
06:38 | ଏଠାରେ ଏକ ଆରେର ପ୍ରତ୍ୟେକ ଏଲିମେଣ୍ଟ ପାଇଁ foreach loop ଏକଜେକ୍ୟୁଟ୍ ହେବ |
06:46 | ଆରେ ନିଜ ଶେଷ ଏଲିମେଣ୍ଟରେ ଥରେ ପହଞ୍ଚିଗଲାପରେ foreach loopକୁ ବାହାର କରିଦେବ |
06:53 | ଦୟାକରି ଧ୍ୟାନଦିଅନ୍ତୁ: ଯଦି ଆପଣଙ୍କର for ଓ foreach loop ବିଷୟରେ ଧାରଣା ନାହିଁ |
06:58 | ତେବେ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ସାଇଟ୍ ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ |
07:04 | ଫାଇଲ୍ ସେଭ୍ କରିବା ପାଇଁ Ctrl + S ଦାବନ୍ତୁ |
07:07 | ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ- |
07:12 | perl loopingOverArray dot pl |
07:15 | ଓ ଏଣ୍ଟର ଦାବନ୍ତୁ |
07:19 | ଆଉଟପୁଟ୍ ଟର୍ମିନାଲ୍ ରେ ପ୍ରଦର୍ଶିତ ହେବ |
07:24 | Perlରେ ଆମେ ଏକ sequential arrayକୁ ଏହିପରି ଡିକ୍ଲେର୍ କରିପାରିବା, ଯେପରି- |
07:28 | @alphaArray = ଓପନ୍ ବ୍ରାକେଟ୍ a ଡଟ୍ ଡଟ୍ d କ୍ଲୋଜ୍ ବ୍ରାକେଟ୍ ସେମିକଲୋନ୍ |
07:37 | ଅର୍ଥାତ୍ 'a', 'b', 'c' ଓ 'd' ଏଲିମେଣ୍ଟକୁ alphaArray ଧାରଣ କରିବ |
07:44 | ସେହିପରି @numericArray = ଓପନ୍ ବ୍ରାକେଟ୍ 1 ଡଟ୍ ଡଟ୍ 5 କ୍ଲୋଜ୍ ବ୍ରାକେଟ୍ ସେମିକଲୋନ
@numericArray = (ଇକ୍ୱାଲ୍ ଟୁ) ଓପନ୍ ବ୍ରାକେଟ୍ 1 comma 2 comma 3 comma 4 comma 5 ସମାନ ଉପରେ |
08:03 | ପର୍ଲ array slicing ମଧ୍ୟ ଯୋଗାଇଥାଏ |
08:06 | ଏହା ଏକ ଆରେର ଭାଗକୁ ବାହାର କରି ଏକ ନୂଆ ଆରେ ଭିତରେ ପକାଇବା ବ୍ୟତୀତ କିଛି ନୁହେଁ |
08:13 | @array = 19 comma 23 comma 56 comma 45 comma 87 comma 89 close bracket semicolon |
08:27 | @newArray = @array open square bracket 1 comma 4 close square bracket semicolon |
08:38 | ସ୍ଲାଇସିଂ ପରେ ନୂତନ ଆରେ ଏହିପରି ଦେଖାଯିବ |
08:42 | @newArray = open bracket 23 comma 87 close bracket semicolon |
08:51 | ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ- |
08:55 | ଏକ ଆରେର ଇଣ୍ଡେକ୍ସ ପାଇବା |
08:57 | ଏକ ଆରେର ଦୀର୍ଘତା ପାଇବା |
08:59 | ଏକ ଆରେର ଏଲିମେଣ୍ଟସ୍ ଆକ୍ସେସ୍ କରିବା |
09:01 | ଏକ ଆରେକୁ ଲୁପ୍ କରିବା |
09:03 | Sequenial Array |
09:05 | ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଆରେକୁ ଭାଗ କରିବା |
09:07 | ଏକ ଆସାଇନମେଣ୍ଟ ଭାବେ- |
09:10 | ଇନ୍ଦ୍ରଧନୁ ରଙ୍ଗଗୁଡ଼ିକର ଏକ ଆରେ ଡିକ୍ଲେର୍ କରନ୍ତୁ |
09:13 | ଏହି ଆରେର ଚତୁର୍ଥ ଏଲିମେଣ୍ଟ ପ୍ରିଣ୍ଟ କରନ୍ତୁ |
09:16 | ଏହି ଆରେର ଦୀର୍ଘତା ଓ ଶେଷ ଇଣ୍ଡେକ୍ସ ପ୍ରିଣ୍ଟ କରନ୍ତୁ |
09:19 | for ଓ foreach loop ବ୍ୟବହାର କରି ଏକ ଆରେର ପ୍ରତ୍ୟେକ ଏଲିମେଣ୍ଟକୁ ଲୁପ୍ କରନ୍ତୁ |
09:25 | Declare array as @myArray = open bracket 1..9 close bracket semicolon ଭାବରେ ଆରେ ଡିକ୍ଲେର୍ କରନ୍ତୁ ଓ ଏହାପରେ array slicing ବ୍ୟବହାର କରି ଉପରୋକ୍ତ ଆରେରୁ ବିସମ ସଂଖ୍ୟାଗୁଡ଼ିକର ଏକ ଆରେ ତିଆରି କରନ୍ତୁ |
09:41 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
09:44 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:48 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
09:53 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:58 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:02 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
10:09 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:13 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:20 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) |
10:31 | ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ |
10:35 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
10:37 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |