OpenFOAM/C3/Introduction-to-SnappyHexMesh/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, Introduction to snappyHexMesh in OpenFOAM ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ OpenFOAMରେ Mesh ସୃଷ୍ଟି କରିବା ପାଇଁ snappyHexMeshରେ ଥିବା ପାରାମିଟରଗୁଡିକ ବିଷୟରେ ଶିଖିବା
00:14 ପ୍ରାକ୍ ଆବଶ୍ୟକତା ଭାବେ ୟୁଜରଙ୍କର:

case ଡାଇରେକ୍ଟୋରୀର constant/trisurface ସବ୍-ଡାଇରେକ୍ଟୋରୀରେ ସରଫେସ୍ ଡେଟା ଫାଇଲଗୁଡିକ STL ଫର୍ମାଟରେ hex mesh ସହିତ ଗୋଟିଏ ଡୋମେନ୍ caseର system ସବ୍-ଡାଇରେକ୍ଟୋରୀରେ snappyHexMeshDict ଡିକ୍ସିନାରୀ ରହିବା ଆବଶ୍ୟକ

00:35 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ:

Linux Operating System Ubuntu ଭର୍ସନ୍ 12.04 OpenFOAM ଭର୍ସନ୍ 2.2.2 ParaView ଭର୍ସନ୍ 3.12.0 ବ୍ୟବହାର କରୁଛି

00:50 snappyHexMesh ୟୁଟିଲିଟୀ ସହିତ ଗୋଟିଏ Mesh ସୃଷ୍ଟି କରି ଶିଖିବା
00:55 ସୋପାନଗୁଡିକ ନିମ୍ନରେ ଦିଆଯାଇଛି-

Step 1 : blockMesh ୟୁଟିଲିଟୀକୁ ବ୍ୟବହାର କରି ଗୋଟିଏ base mesh ସୃଷ୍ଟି କରିବା Step 2 : base meshକୁ ରିଫାଇନ୍ କରିବା Step 3 : ଅବ୍ୟବହୃତ cellଗୁଡିକୁ ବାହାର କରିବା Step 4 : Snap meshକୁ ସରଫେସ୍ କରିବା Step 5 : layerଗୁଡିକୁ ସଂଯୁକ୍ତ କରିବା

01:18 ଟର୍ମିନଲକୁ ଖୋଲିବା ସହିତ ପ୍ରଦର୍ଶିତ ହେବା ଭଳି flange ପାଇଁ pathକୁ ପ୍ରବେଶ କରନ୍ତୁ. ଟାଇପ୍ କରନ୍ତୁ: cd ସ୍ପେସ୍ OpenFOAM-2.2.2/tutorials/mesh/snappyHexMesh/flange ଏବଂ Enter ଦାବନ୍ତୁ
01:40 ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଏଠାରେ constant ଓ system ନାମକ ଦୁଇଟି ଫୋଲ୍ଡର୍ ଅଛି
01:50 cd ସ୍ପେସ୍ system ଟାଇପ୍ କରିବା ସହିତ Enter ଦାବନ୍ତୁ
01:55 ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଆପଣ snappyHexMeshDict ଫାଇଲକୁ ଦେଖିପାରିବେ
02:04 ଫାଇଲରେ ଥିବା କଣ୍ଟେଣ୍ଟଗୁଡିକୁ ଦେଖିବା ପାଇଁ ଟାଇପ୍ କରନ୍ତୁ: - gedit ସ୍ପେସ୍ snappyHexMeshDict ଏବଂ Enter ଦାବନ୍ତୁ. (ଧ୍ୟାନଦିଅନ୍ତୁ ଯେ ଏଠାରେ H, M ଓ D କ୍ୟାପିଟାଲରେ ରହିବେ)
02:19 ଏହା snappyHexMeshDict ଫାଇଲକୁ ଖୋଲିଦେବ
02:23 snappyHexMeshDict ଫାଇଲ୍ ସମସ୍ତ ନିର୍ଦ୍ଦେଶାବଳୀଗୁଡିକ ସହିତ ଏହି ଫାଇଲ୍ ସମ୍ବନ୍ଧିତ ସମଗ୍ର କାର୍ଯ୍ୟାବଳୀଗୁଡିକୁ ଧାରଣ କରିଥାଏ
02:32 snappyHexMeshDictର ପ୍ରଥମ ରୋ ସହିତ ଆପଣ କାର୍ଯ୍ୟଧାରାର ବିଭାଗଗୁଡିକୁ ଆକ୍ଟିଭେଟ୍ କିମ୍ବା ସ୍କିପ୍ କରିପାରିବେ
02:40 geometry ବିଭାଗରେ, snappy କାର୍ଯ୍ୟଧାରାରେ ଅଂଶଗ୍ରହଣ କରିଥିବା ସମସ୍ତ ସକ୍ରିୟ କ୍ଷେତ୍ରଗୁଡିକୁ ପରିଭାଷିତ କରିପାରିବେ
02:50 parameter ଗୁଡିକ ଯାହା ସେଲ୍ ସ୍ପିଲିଟିଙ୍ଗକୁ ନିୟନ୍ତ୍ରଣ କରିଥାଏ ତାହା castellatedMeshControls ବିଭାଗରେ ବର୍ଣ୍ଣିତ ହୋଇଛି
02:58 ନିମ୍ନରେ ତାଲିକାଭୁକ୍ତ ହୋଇଥିବା ପାରାମିଟରଗୁଡିକୁ snappyHexMeshDict ଫାଇଲରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରାଯାଇଛି. ପ୍ରତ୍ୟେକ ଶୋଧନ ସ୍ତରରେ nCellsBetweenLevels ସେଲଗୁଡିକର ସଂଖ୍ୟାକୁ ପରିଭାଷିତ କରିଥାଏ
03:12 ସଂଖ୍ୟା ଯେତେ ଅଧିକ ହେବ mesh ସେତେ ଅଧିକ ବୃଦ୍ଧି ହେବ
03:17 Explicit feature edge refinement ବିଭାଗରେ, ଜୋମେଟ୍ରୀର ଫିଚର୍ ଏଜଗୁଡିକ ପାଇଁ ନିର୍ଦ୍ଦିଷ୍ଟ ଶୋଧନ ସ୍ତରକୁ ଆପଣ ସେଟ୍ କରିପାରିବେ. .eMesh ଫାଇଲ୍ surfaceFeatureExtract ୟୁଟିଲିଟୀ ସହିତ ପ୍ରାପ୍ତ କରାଯାଇପାରିବ
03:34 surface-based refinement ବିଭାଗରେ ଆପଣ geometry ଫାଇଲରେ ପରିଭାଷିତ ହୋଇଥିବା ସମସ୍ତ ସରଫେସଗୁଡିକର ଶୋଧନ ସ୍ତରକୁ ସେଟ୍ କରିପାରିବେ
03:45 Mesh selection ଗୋଟିଏ ଅତି ଦରକାରୀ ପାରାମିଟର୍ ଅଟେ. ଯଦି ଚୟନୀତ ପଏଣ୍ଟ geometry ଫାଇଲରେ ବର୍ଣ୍ଣିତ ହୋଇଥିବା ସରଫେସ୍ ମଧ୍ୟରେ ରୁହେ ତେବେ snappyHexMesh ଅନ୍ତର୍ନିହୀତ ମେଶ୍ ସୃଷ୍ଟି କରିବ
03:59 ଅନ୍ୟଥା ବାହ୍ୟ ଅଂଶ( ଯାହ blockMesh ମଧ୍ୟସ୍ଥ) ମେଶ୍ ହୋଇଯିବ
04:04 ପରବର୍ତ୍ତୀ ସୋପାନରେ ସରଫେସ୍ ଜୋମେଟ୍ରୀ ଉପରେ ଗତିଶିଳ cell ଭର୍ଟେକ୍ସ ପଏଣ୍ଟଗୁଡିକ ସଂଶ୍ଳିଷ୍ଟ ଅଟନ୍ତି
04:12 snapping ପ୍ରକ୍ରିୟା ଚାରୋଟି ପାରାମିଟର୍ ଦ୍ଵାରା ସମ୍ପାଦନ ହୋଇଥାଏ:

nSmoothPatch tolerance nSolveIter nRelaxIter

04:23 ଏହି ପାରାମିଟରଗୁଡିକ mesh ଓ STL ସରଫେସ୍ ମଧ୍ୟରେ ଥିବା iteration ଓ toleranceର ସଂଖ୍ୟାକୁ ନିୟନ୍ତ୍ରଣ କରିଥା’ନ୍ତି
04:32 ବିକଳ୍ପ nSmoothPatch ବାହ୍ୟଭାଗର (ଯାହା ବାଉଣ୍ଡାରୀ ୱାଲ୍ ଅଟେ)iterate ସଂଖ୍ୟାକୁ ନିର୍ଦ୍ଧାରଣ କରିଥାଏ. Mesh କ୍ରମଶଃ ମସୃଣ ହେବ ଯଦି iterationର ସଂଖ୍ୟାରେ ବୃଦ୍ଧି ହୁଏ
04:46 ବିକଳ୍ପ Tolerance, ପ୍ରୋଗ୍ରାମ୍ snap କରିବାକୁ ଚାହୁଁଥିବା ପଏଣ୍ଟର ଦୂରତାକୁ ନିର୍ଦ୍ଧାରଣ କରିଥାଏ. ଦୂରତା ସଂଖ୍ୟା ହେବ ଯାହା toleranceରେ ଅଛି
04:58 ବିକଳ୍ପ nSolveIter, snappyHexMeshର snapping ଅଂଶ ରନ୍ ହେବା ସଂଖ୍ୟାକୁ ନିର୍ଦ୍ଧାରଣ କରିଥାଏ
05:07 ବିକଳ୍ପ nRelaxIter, ମେଶ୍ ଦ୍ଵାରା ରିଲାକ୍ସିଙ୍ଗ ସ୍କ୍ରିପ୍ଟକୁ run କରିବା ସଂଖ୍ୟାକୁ ନିର୍ଦ୍ଧାରଣ କରିଥାଏ ଯାହା ଅଦରକାରୀ mesh ପଏଣ୍ଟଗୁଡିକୁ ବାହାର କରିଦେଇଥାଏ
05:19 mesh layer ସଂଯୁକ୍ତ ହେବା ପ୍ରଣାଳି ବାଉଣ୍ଡାରୀରୁ ବିଦ୍ୟମାନ ଥିବା meshକୁ ସଙ୍କୁଚିତ କରିବାରେ ଏବଂ cellଗୁଡିକର ଲେୟାରଗୁଡିକୁ ଇନସର୍ଟ କରିବାରେ ସଂଶ୍ଳିଷ୍ଟ ଥା’ନ୍ତି
05:27 ପାରାମିଟରଗୁଡିକର ପ୍ରଥମ ଗ୍ରୁପ୍ ଲେୟାର୍ ଓ ସରଫେସଗୁଡିକର ଡାଇମେନଶନଗୁଡିକୁ ପରିଭାଷିତ କରନ୍ତି ଯେଉଁଠି ସେଗୁଡିକ ସଂଯୁକ୍ତ ହେବେ
05:36 ବିକଳ୍ପ RelativeSizes(ଯାହା true କିମ୍ବା false ଅଟେ), ପ୍ରଦତ୍ତ ଥିବା ପରବର୍ତ୍ତୀ ପାରାମିଟରଗୁଡିକୁ ପଢିବାର ମାର୍ଗକୁ ପରିବର୍ତ୍ତନ କରିଥାଏ

true: ପରବର୍ତ୍ତୀ ପାରାମିଟରଗୁଡିକ ଲେୟାରର ଡାଇମେନଶନଗୁଡିକୁ ପାରାମିଟର୍ ଭାବେ ପରିଭାଷିତ କରନ୍ତି false: ପରବର୍ତ୍ତୀ ପାରାମିଟରଗୁଡିକ ସିଧାସଳଖ ଲେୟାରର ଡାଇମେନଶନଗୁଡିକୁ ପରିଭାଷିତ କରନ୍ତି

05:55 ବିକଳ୍ପ layersରେ ଆପଣ layers ଓ patchର ସଂଖ୍ୟାକୁ ପରିଭାଷିତ କରିପାରିବେ ଯେଉଁଠି layerଗୁଡିକ ସଂଯୁକ୍ତ ହେବେ. ଏହା ନିଶ୍ଚିତରୂପେ geomeryର ସବ୍-ମେନୁରେ ଗୋଟିଏ STL (Bold text) ପ୍ୟାଚ୍ ହେବ, ୟୁଜରଙ୍କ ଦ୍ଵାରା ପରିଭାଷିତ କ୍ଷେତ୍ର ହେବ ନାହିଁ
06:10 ExpansionRatio ପାରାମିଟରଗୁଡିକ layerଗୁଡିକର( ଯାହା ଦୁଇଟି କ୍ରମାଗତ ଲେୟାରଗୁଡିକର ଅନୁପାତ ଅଟେ) ବୃଦ୍ଧିର ସହାୟକ ଉପାଦାନଗୁଡିକୁ ସେଟ୍ କରିଥା’ନ୍ତି
06:19 finalLayerThickness ପାରାମିଟର୍ ଶେଷ ଲେୟାରର ସ୍ଥୂଳତାକୁ ସେଟ୍ କରିଥାଏ. minThickness ପାରାମିଟର୍ ନ୍ୟୁନତମ ଅନୁମତିଯୋଗ୍ୟ ସ୍ଥୂଳତାକୁ ସେଟ୍ କରିଥାଏ
06:34 Advanced settings ପାରାମିଟରଗୁଡିକରେ ଦ୍ଵିତୀୟ ଗ୍ରୁପ୍ ଅଟେ. ଏହା ଅଧିକ ନିର୍ଦ୍ଦିଷ୍ଟ କଣ୍ଟ୍ରୋଲଗୁଡିକୁ ଧାରଣ କରିଥାଏ ଯାହା ଲେୟାର୍ ସୃଷ୍ଟିରେ ସହାୟକ ହୋଇଥାଏ
06:45 FeatureAngle କୋଣ ଅଟେ ଯାହା ଉପରେ ସରଫେସକୁ ବିସ୍ତାରିତ କରିହେବ ନାହିଁ
06:52 ବିକଳ୍ପ nRelaxIter, mesh ରିଲାକ୍ସିଙ୍ଗ ସ୍କ୍ରିପ୍ଟକୁ run କରିବାର ସଂଖ୍ୟାକୁ ନିର୍ଦ୍ଧାରଣ କରିଥାଏ
07:00 ବିକଳ୍ପ maxFaceThicknessRatio, aspect ratioର ଅଧିକତମ ଅନୁମତିଯୋଗ୍ୟ ଭେଲ୍ୟୁକୁ ନିର୍ଦ୍ଧାରଣ କରିଥାଏ
07:10 meshQualityControls ପାରାମିଟର୍ snap ଓ add-layers ଅଂଶଗୁଡିକରେ meshକୁ ସୃଷ୍ଟି କରିବା ପାଇଁ ନ୍ୟୁନତମ ଥ୍ରେଶହୋଲ୍ଡଗୁଡିକୁ ସେଟ୍ କରିଥାଏ
07:18 99% କ୍ଷେତ୍ରରେ, default ଭେଲ୍ୟୁଗୁଡିକୁ ଛାଡିଦେବା ଭଲ ଅଟେ. କିନ୍ତୁ ବେଳେବେଳେ ଆପଣ ମେଶ୍ ସୃଷ୍ଟିରେ ବଳପ୍ରୟୋଗ ପାଇଁ ଏକ କିମ୍ବା ଏକାଧିକ କଣ୍ଟ୍ରୋଲଗୁଡିକୁ deactivate କରିପାରିବେ
07:30 ଏଗୁଡିକ snappyHexMeshDictରେ ଥିବା ବିଭିନ୍ନ ପାରାମିଟରଗୁଡିକ ଅଟନ୍ତି. ଏହି ପାରାମିଟରଗୁଡିକ snappyHexMesh ୟୁଟିଲିଟୀକୁ ବ୍ୟବହାର କରି mesh ସୃଷ୍ଟି କରିବା ପାଇଁ ଦରକାରୀ ଅଟନ୍ତି
07:40 ସଂକ୍ଷିପ୍ତରେ
07:42 ଏହି ଟ୍ୟୁଟୋରିଆଲରେ ଆମେ, OpenFoamରେ ମେଶ୍ ସୃଷ୍ଟି କରିବା ପାଇଁ snappyHexMeshରେ ଥିବା ବିଭିନ୍ନ ପାରାମିଟରଗୁଡିକ ବିଷୟରେ ଶିଖିଲେ
07:50 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial

ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ

08:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ

08:21 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
08:37 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep