OpenFOAM/C2/2D-Laminar-Flow-in-a-channel/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Simulating 2D Laminar Flow in a Channel using openFoam ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:09 ଏହି ଟ୍ୟୁଟୋରିଆଲରେ ମୁଁ - channelର 2D geometry, Geometryକୁ Meshing କରିବା, Paraviewରେ Solving ଓ Post Processing ପରିଣାମଗୁଡିକ ଏବଂ analytic resultକୁ ବ୍ୟବହାର କରି Validation କରିବା ପ୍ରଦର୍ଶନ କରିବି
00:25 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 12.04, OpenFOAM ଭର୍ସନ୍ 2.1.1, ParaView ଭର୍ସନ୍ 3.12.0 ବ୍ୟବହାର କରୁଛି
00:39 ଧ୍ୟାନଦିଅନ୍ତୁ ଯେ OpenFOAM ଭର୍ସନ୍ 2.1.1, ubuntu ଭର୍ସନ୍ 12.04କୁ ସମର୍ଥନ କରେ
00:45 ତେଣୁ ସମସ୍ତ ଟ୍ୟୁଟୋରିଆଲଗୁଡିକ OpenFOAM ଭର୍ସନ୍ 2.1.1 ଏବଂ ubuntu ଭର୍ସନ୍ 12.04କୁ ବ୍ୟବହାର କରି ସମ୍ପୂର୍ଣ୍ଣ କରାଯିବ
00:56 ଏହି ଟ୍ୟୁଟୋରିଆଲ୍ ପାଇଁ ପ୍ରାକ୍ ଆବଶ୍ୟକତା ଭାବେ, ଆପଣ OpenFOAMକୁ ବ୍ୟବହାର କରି କିପରି geometry ସୃଷ୍ଟି କରାଯାଏ ଜାଣିଥିବା ଆବଶ୍ୟକ
01:03 ଯଦି ନାହିଁ ତେବେ ଦୟାକରି ଆମ ୱେବସାଇଟରେ ଥିବା ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକୁ ରେଫର୍ କରନ୍ତୁ
01:09 ଡାଉନଷ୍ଟ୍ରିମ୍ ସହିତ ଫ୍ଲୋର ବିକଶିତ ଦୈର୍ଘ୍ୟକୁ ପ୍ରାପ୍ତ କରିବା ସକାଷେ ଫ୍ଲୋକୁ ଗୋଟିଏ ଚ୍ୟାନେଲରେ ସିମୁଲେଟ୍ କରନ୍ତୁ. Channel flow ସମସ୍ୟାର ବର୍ଣ୍ଣନା
01:19 ଏହି ଫିଗର୍ ଭଳି boundary ନାମଗୁଡିକ ଏବଂ inlet conditionଗୁଡିକ ପ୍ରଦର୍ଶିତ ହୋଇଛି
01:26 flow develpoment length, ଫର୍ମୁଲା L= 0.05 * Re * D ଦ୍ଵାରା ପ୍ରଦାନ କରାଯାଇଛି
01:32 Re ଯାହା Reynolds number ଅଟେ ଏବଂ D ଯାହା channel height ଅଟେ
01:37 ଫର୍ମୁଲାକୁ ବ୍ୟବହାର କରି, channelର ଦୈର୍ଘ୍ୟ 5 meters ପ୍ରାପ୍ତ ହୋଇଛି ଏବଂ ଉଚ୍ଚତାକୁ 1 meter ଭାବେ ରଖାଯାଇଛି
01:45 ସେକେଣ୍ଡ ପିଛା Inlet velocity, 1 meter ଅଟେ. ଏବଂ ଏହାକୁ ଆମେ ଗୋଟିଏ Reynolds number( Re ) ଇକ୍ଵାଲ୍ ଟୁ 100 ପାଇଁ ସମାଧାନ କରୁଛୁ
01:53 ଏହା ଗୋଟିଏ steady state problem ଅଟେ. ତେଣୁ ଏହି କ୍ଷେତ୍ରରେ ଆମେ ଗୋଟିଏ steady state incompressible ସଲଭରକୁ ବ୍ୟବହାର କରୁଛୁ
02:01 ଆମ କ୍ଷେତ୍ରରେ ଏହା ଫାଇଲ୍ ଷ୍ଟ୍ରକଚର୍ ଅଟେ. ଆମେ ଚୟନ କରିଥିବା solver ପ୍ରକାରର ଫୋଲ୍ଡର୍ ସୃଷ୍ଟି ହେବା ଆବଶ୍ୟକ ଅଟେ. ମୁଁ incompressible flow solversର simpleFoam ଫୋଲ୍ଡର୍ ମଧ୍ୟରେ ଫୋଲ୍ଡର୍ ସୃଷ୍ଟି କରିସାରିଛି
02:18 ଫୋଲ୍ଡରକୁ channel ଭାବେ ନାମିତ କରାଯାଇଛି. ବର୍ତ୍ତମାନ, ଫୋଲ୍ଡରକୁ ଫେରିଆସନ୍ତୁ
02:25 ଅନ୍ୟ କେସ୍ ପାଇଁ 0, Constant ଓ System ଫୋଲ୍ଡରଗୁଡିକୁ simpleFoam ଡାଇରେକ୍ଟୋରୀ ମଧ୍ୟରେ କପୀ କରନ୍ତୁ
02:34 କେସ୍ pitzDailyର ଫାଇଲ୍ ଷ୍ଟ୍ରକଚରକୁ କପୀ କରାଯାଇଛି
02:38 ଏହାକୁ channel ଫୋଲ୍ଡର୍ ମଧ୍ୟରେ ପେଷ୍ଟ କରନ୍ତୁ ଏବଂ geometry, boundary faces ଓ boundary conditionରେ ଆବଶ୍ୟକୀୟ ପରିବର୍ତ୍ତନଗୁଡିକ କରନ୍ତୁ
02:48 ବର୍ତ୍ତମାନ, କମାଣ୍ଡ ଟର୍ମିନଲକୁ ଖୋଲନ୍ତୁ
02:51 ଏହା କରିବା ପାଇଁ କୀବୋର୍ଡ ଉପରେ Ctrl+Alt +t କୀକୁ ଏକ ସଙ୍ଗେ ଦାବନ୍ତୁ
02:57 ଟର୍ମିନଲରେ run ଟାଇପ୍ କରିବା ସହିତ Enter ଦାବନ୍ତୁ
03:01 ବର୍ତ୍ତମାନ cd ସ୍ପେସ୍ tutorials ଟାଇପ୍ କରିବା ସହିତ Enter ଦାବନ୍ତୁ
03:08 ବର୍ତ୍ତମାନ cd ସ୍ପେସ୍ incompressible ଟାଇପ୍ କରିବା ସହିତ Enter ଦାବନ୍ତୁ
03:15 cd ସ୍ପେସ୍ simpleFoam ଟାଇପ୍ କରିବା ସହିତ Enter ଦାବନ୍ତୁ
03:20 ବର୍ତ୍ତମାନ cd ସ୍ପେସ୍ channel ଟାଇପ୍ କରିବା ସହିତ Enter ଦାବନ୍ତୁ
03:28 ଏବଂ ls ଟାଇପ୍ କରିବା ସହିତ Enter ଦାବନ୍ତୁ
03:33 ଆପଣ 0, Constant ଓ system ନାମକ ତିନୋଟି ଫୋଲ୍ଡରକୁ ଦେଖିପାରିବେ
03:37 ବର୍ତ୍ତମାନ cd ସ୍ପେସ୍ constant ଟାଇପ୍ କରିବା ସହିତ Enter ଦାବନ୍ତୁ
03:48 ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ
03:52 ଏଥିରେ, ଆପଣ ଫ୍ଲୁଇଡର ଗୁଣାବଳୀଗୁଡିକୁ ଧାରଣ କରିଥିବା ଫାଇଲଗୁଡିକୁ ଏବଂ polymesh ନାମକ ଗୋଟିଏ ଫୋଲ୍ଡର୍ ଥିବା ଦେଖିପାରିବେ
03:59 RASProperties, Reynolds-averaged stress modelକୁ ଧାରଣ କରିଥାଏ
04:03 transportProperties, transport model ଓ kinematic viscosityକୁ ଯାହା (nu) ଅଟେ, ଧାରଣ କରିଥାଏ, ଏହି କ୍ଷେତ୍ରରେ ଏହାକୁ 0.01 m²/sରେ ସେଟ୍ କରାଯାଇଛି
04:17 ବର୍ତ୍ତମାନ ଟର୍ମିନଲରେ cd ସ୍ପେସ୍ polyMesh ଟାଇପ୍ କରିବା ସହିତ Enter ଦାବନ୍ତୁ. ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ
04:30 ଆପଣ ଏଠାରେ blockMeshDict ଫାଇଲକୁ ଦେଖିପାରିବେ
04:33 ଟର୍ମିନଲରେ blockMeshDict ଫାଇଲକୁ ଖୋଲିବା ପାଇଁ ଟାଇପ୍ କରନ୍ତୁ, gedit space blockMeshDict ଏବଂ Enter ଦାବନ୍ତୁ. ତଲକୁ ସ୍କ୍ରୋଲ୍ କରନ୍ତୁ
04:48 ଜୋମେଟ୍ରୀ ମିଟରରେ ଅଛି. ତେଣୁ convertTometers, 1ରେ ସେଟ୍ ହୋଇଛି. ତା’ପରେ channelର ଭର୍ଟାଇସେସକୁ ପରିଭାଷିତ କରନ୍ତୁ
04:59 ଏଠାରେ ଗୋଟିଏ 100 X 100 mesh sizeକୁ ବ୍ୟବହାର କରାଯାଇଛି ଏବଂ cell spacingକୁ ( 1 1 1 ) ଭାବେ ରଖାଯାଇଛି
05:07 ତା’ପରେ, boundary conditionଗୁଡିକୁ ଏବଂ ସେମାନଙ୍କର ପ୍ରକାର ଯାହା inlet, outlet, top ଓ bottomରେ ସେଟ୍ କରାଯାଇଛି
05:19 ଯେହେତୁ ଏହା ଗୋଟିଏ 2D ଜୋମେଟ୍ରୀ ଅଟେ, ତେଣୁ front and Backକୁ empty ଭାବେ ରଖାଯାଇଛି
05:27 ଏବଂ ଏହା ଗୋଟିଏ ସରଳ ଜୋମେଟ୍ରୀ ହୋଇଥିବା ହେତୁ, mergePatchPair ଓ edgesକୁ empty ରଖାଯାଇଛି. blockMeshDict ଫାଇଲକୁ ବନ୍ଦ କରନ୍ତୁ
05:38 କମାଣ୍ଡ ଟର୍ମିନଲରେ cd ସ୍ପେସ୍ ..(ଡଟ୍ ଡଟ୍) ଟାଇପ୍ କରିବା ସହିତ Enter ଦାବନ୍ତୁ
05:44 ପୁନର୍ବାର cd ସ୍ପେସ୍ .. (ଡଟ୍ ଡଟ୍) ଟାଇପ୍ କରିବା ସହିତ Enter ଦାବନ୍ତୁ
05:49 ବର୍ତ୍ତମାନ ଟର୍ମିନଲରେ cd ସ୍ପେସ୍ 0 (ଯିରୋ) ଟାଇପ୍ କରିବା ସହିତ Enter ଦାବନ୍ତୁ. ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ
05:58 channel case ପାଇଁ ଏହା intial boundary conditions ଓ wall functionsକୁ ଧାରଣ କରିବ
06:05 ଏହା ବିଭିନ୍ନ ଫାଇଲଗୁଡିକୁ ଧାରଣ କରିବ ଯେପରି epsilon, k, nut, nuTilda ଯାହା wall functions ଅଟନ୍ତି ଏବଂ p, R ଓ କ୍ୟାପିଟାଲ୍ U ଯାହା flowର initial conditions ଅଟେ
06:20 ସ୍ଲାଇଡକୁ ଫେରିଆସନ୍ତୁ
06:24 kକୁ ଗଣନା କରନ୍ତୁ ଯାହା ସ୍ଲାଇଡରେ ପ୍ରଦତ୍ତ ଥିବା ଫର୍ମୁଲାରେ turbulent kinetic energy ଅଟେ
06:29 ଯେଉଁଠି x, y ଓ z ଦିଗରେ Ux, Uy ଓ Uz, velocity କମ୍ପୋନେଣ୍ଟଗୁଡିକ ଅଟନ୍ତି ଏବଂ U' ( dash ) = 0.05 times, u actual
06:43 ପ୍ରଦତ୍ତ ଫର୍ମୁଲାରୁ epsilonକୁ ଗଣନା କରନ୍ତୁ ଯେଉଁଠି ଏପସାଇଲନ୍ rate of dissipation of turbulent energy ଅଟେ, C mu ଗୋଟିଏ constant ଏବଂ ଏହାର ଭେଲ୍ୟୁ 0.09 ଅଟେ
06:56 ଏବଂ l, channelର ଦୈର୍ଘ୍ୟ ଅଟେ. ଏହାକୁ ମିନିମାଇଜ୍ କରନ୍ତୁ
07:02 ଉପରୋକ୍ତ ପ୍ରତ୍ୟେକ ଫାଇଲଗୁଡିକରେ କେବଳ boundary nameଗୁଡିକୁ ପରିବର୍ତ୍ତନ କରନ୍ତୁ
07:07 ଧ୍ୟାନଦିଅନ୍ତୁ ଯେ nut, nuTilda, Rର ଭେଲ୍ୟୁଗୁଡିକୁ ଡିଫଲ୍ଟ ଭାବେ ରଖାଯାଇଛି
07:13 ବାକି ଫାଇଲଗୁଡିକ ନିଶ୍ଚିତରୂପେ ପ୍ରତ୍ୟେକ boundary faces ପାଇଁ ପ୍ରାରମ୍ଭିକ ଭେଲ୍ୟୁଗୁଡିକୁ ଧାରଣ କରିବେ
07:21 ବର୍ତ୍ତମାନ ଟର୍ମିନଲରେ cd (ସ୍ପେସ୍) ..(ଡଟ୍ ଡଟ୍) ଟାଇପ୍ କରିବା ସହିତ Enter ଦାବନ୍ତୁ
07:27 system ଫୋଲ୍ଡରରେ ପରିବର୍ତ୍ତନ ହେବା ପାଇଁ ଆଉ କିଛି ନାହିଁ
07:31 ବର୍ତ୍ତମାନ ଜୋମେଟ୍ରୀକୁ mesh କରିବା ଆବଶ୍ୟକ ଅଟେ. ଏହା କରିବା ପାଇଁ, କମାଣ୍ଡ ଟର୍ମିନଲରେ blockMesh ଟାଇପ୍ କରିବା ସହିତ Enter ଦାବନ୍ତୁ
07:40 Meshing ସମ୍ପୂର୍ଣ୍ଣ ହୋଇଛି. ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ
07:45 ଏଠାରେ ଆମେ ବ୍ୟବହାର କରୁଥିବା solverର ପ୍ରକାର SimpleFoam ଅଟେ. in-compressible ଓ turbulent flows ପାଇଁ ଏହା ଗୋଟିଏ Steady-state ସଲଭର୍ ଅଟେ
07:55 ଏହାକୁ ମିନିମାଇଜ୍ କରନ୍ତୁ. କମାଣ୍ଡ ଟର୍ମିନଲରେ simpleFoam ଟାଇପ୍ କରିବା ସହିତ Enter ଦାବନ୍ତୁ
08:03 ରନ୍ ହେଉଥିବା Iterationଗୁଡିକୁ କମାଣ୍ଡ ଟର୍ମିନଲରେ ଦେଖାଯାଇପାରିବ
08:07 ରନ୍ ହେଉଥିବା Iterations କିଛି ସମୟ ନେଇପାରେ
08:11 ସମସ୍ୟା ଥରେ ମିଶ୍ରଣ ହେଲା ପରେ କିମ୍ବା ଏହା end time valueରେ ପହଞ୍ଚିଲା ପରେ iterations ବନ୍ଦ ହୋଇଯିବ
08:16 paraViewରେ ପରିଣାମଗୁଡିକୁ ଦେଖିବା ପାଇଁ, ଟର୍ମିନଲରେ,
08:20 paraFoam ଟାଇପ୍ କରିବା ସହିତ Enter ଦାବନ୍ତୁ. ଏହା paraView ୱିଣ୍ଡୋକୁ ଖୋଲିଦେବ
08:28 paraView ୱିଣ୍ଡୋର ବାମପଟେ ଥିବା Applyରେ କ୍ଲିକ୍ କରନ୍ତୁ. ଏଠାରେ ଜୋମେଟ୍ରୀକୁ ଦେଖାଯାଇପାରିବ
08:35 ଉପରିଭାଗରେ ଥିବା active variable control ମେନୁରେ ଡ୍ରପ୍ ଡାଉନ୍ ମେନୁକୁ solid colorରୁ କ୍ୟାପିଟାଲ୍ Uରେ ପରିବର୍ତ୍ତନ କରନ୍ତୁ
08:50 ଆପଣ inletରେ velocity magnitudeର initial stateକୁ ଦେଖିପାରିବେ. paraView ୱିଣ୍ଡୋର ଉପରିଭାଗରେ ଥିବା VCR controlର play ବଟନ୍ ଉପରେ କ୍ଲିକ୍ କରନ୍ତୁ
09:00 ଆପଣ velocity magnitudeର ଅନ୍ତିମ ଭେଲ୍ୟୁକୁ ଦେଖିପାରିବେ
09:07 active variable control ମେନୁର ବାମପଟ ଉପରିଭାଗରେ ଥିବା color legendରେ ମଧ୍ୟ ଟୋଗଲ୍ କରିବା ସହିତ ପୁନର୍ବାର APPLYରେ କ୍ଲିକ୍ କରନ୍ତୁ
09:16 ବର୍ତ୍ତମାନ Displayକୁ ଯିବା ସହିତ ତଳକୁ ସ୍କ୍ରୋଲ୍ କରନ୍ତୁ. ଆପଣ Rescaleକୁ ଦେଖିପାରିବେ, ଏହା ଉପରେ କ୍ଲିକ୍ କରନ୍ତୁ
09:24 ଥରେ flow ପୂର୍ଣ୍ଣମାତ୍ରାରେ ବିକଶିତ ହେଲା ପରେ, ଏହା କେନ୍ଦ୍ରରେ ଗୋଟିଏ ସର୍ବାଧିକ ୟୁନିଫର୍ମ ଭେଲୋସିଟୀକୁ ପ୍ରାପ୍ତ କରିବା ଆପଣ ଲକ୍ଷ୍ୟ କରିପାରିବେ. ବର୍ତ୍ତମାନ, ସ୍ଲାଇଡକୁ ଫେରିଆସନ୍ତୁ
09:36 ପ୍ରାପ୍ତ ପରିଣାମକୁ ଗୋଟିଏ channelରେ laminar flow ପାଇଁ ବିଶ୍ଳେଷଣାତ୍ମକ ସମାଧାନ ସହିତ ମୂଲ୍ୟାଙ୍କନ କରାଯାଇପାରିବ ଯାହା u(max)=1.5 Uavg ଅଟେ
09:46 openFoamକୁ ବ୍ୟବହାର କରି, ଆମେ u(max)ର ପରିଣାମ ସେକେଣ୍ଡ ପିଛା 1.48 meters ପ୍ରାପ୍ତ କରିଛେ ଯାହା ଗୋଟିଏ ଭଲ ମେଳ ଅଟେ. ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:57 ଏହି ଟ୍ୟୁଟୋରିଆଲରେ ଆମେ, channelରେ ଥିବା ଫାଇଲର ଗଠନ, steady state solverକୁ ବ୍ୟବହାର କରି ସମାଧାନ ପ୍ରାପ୍ତ କରିବା. paraviewରେ ଜୋମେଟ୍ରୀକୁ ଦେଖିବା ଏବଂ analytic results ସହିତ validation କରିବା ଶିଖିଲେ
10:08 ଗୋଟିଏ ଆସାଇନମେଣ୍ଟ ଭାବେ- Reynold's Number equal to 1500 ପାଇଁ ସମସ୍ୟାର ସମାଧାନ କରିବା ସହିତ ଏହାକୁ ବିଶ୍ଳେଷଣାତ୍ମକ ପରିଣାମ ସହିତ validate କରନ୍ତୁ
10:17 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial

ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ

10:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ

10:42 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:52 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
10:57 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep