Netbeans/C2/Integrating-an-Applet-in-a-Web-Application/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Integrating an Applet in a Web Application ଉପରେ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆପଣ ଯେଉଁ applicationକୁ build କରିବେ ତାହା Netbeans IDEରେ କିପରି appletଗୁଡିକୁ build ଓ deploy କରିବେ, ପ୍ରଦର୍ଶନ କରିବ
00:16 ଯଦି ଆପଣ ପ୍ରଥମ ଥର ପାଇଁ Netbeansକୁ ବ୍ୟବହାର କରୁଛନ୍ତି ତେବେ ଦୟାକରି -
00:21 IDE ସହିତ କାର୍ଯ୍ୟ କରିବା ପାଇଁ Introduction to Netbeans ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
00:25 IDE ସହିତ ସୁପରିଚିତ ହେବା ପାଇଁ, Developing Web Applications ଓ
00:32 Designing GUIs on Netbeans ଉପରେ ଥିବା ଟ୍ୟୁଟୋରିଆଲକୁ ମଧ୍ୟ ଦେଖନ୍ତୁ
00:36 ଉପରୋକ୍ତ ସମସ୍ତ ଟ୍ୟୁଟୋରିଆଲଗୁଡିକୁ Spoken Tutorial ୱେବସାଇଟରେ ଦେଖିପାରିବେ
00:41 ପ୍ରଦର୍ଶନ ପାଇଁ ମୁଁ, Linux Operating System, Ubuntu ଭର୍ସନ୍ 11.04 ଏବଂ Netbeans IDE ଭର୍ସନ୍ 7.1.1କୁ ବ୍ୟବହାର କରୁଛି
00:55 ଏହି ଟ୍ୟୁଟୋରିଆଲରେ, ଆମେ:
00:57 ଗୋଟିଏ Applet ସୃଷ୍ଟି କରିବା
00:59 ଆପ୍ଲେଟକୁ Run କରିବା ଏବଂ
01:02 ଗୋଟିଏ web applicationରେ ଆପ୍ଲେଟକୁ Embed କରିବା
01:05 ପ୍ରୋଜେକ୍ଟ ସୃଷ୍ଟି କରିବା ପାଇଁ ବର୍ତ୍ତମାନ IDEକୁ ଲଞ୍ଚ କରନ୍ତୁ
01:10 File > New Projectକୁ ଯା’ନ୍ତୁ ଏବଂ ଗୋଟିଏ Java Class Libraryକୁ ସୃଷ୍ଟି କରନ୍ତୁ
01:17 Nextରେ କ୍ଲିକ୍ କରନ୍ତୁ
01:19 Projectକୁ ଗୋଟିଏ ନାମ ଦିଅନ୍ତୁ
01:21 ଏହି ପ୍ରୋଜେକ୍ଟକୁ SampleApplet ଭାବେ ନାମିତ କରନ୍ତୁ
01:26 ସିଷ୍ଟମରେ ଯେକୌଣସି ଡାଇରେକ୍ଟୋରୀରେ Locationକୁ ସେଟ୍ କରନ୍ତୁ
01:30 ଏବଂ ପ୍ରୋଜେକ୍ଟକୁ ସୃଷ୍ଟି କରିବା ପାଇଁ Finish ଉପରେ କ୍ଲିକ୍ କରନ୍ତୁ
01:34 Applet Source Fileକୁ ସୃଷ୍ଟି କରନ୍ତୁ
01:39 SampleApplet ପ୍ରୋଜେକ୍ଟ ନୋଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
01:42 ଏବଂ Properties ୱିଣ୍ଡୋକୁ ଖୋଲିବା ପାଇଁ Propertiesକୁ ଚୟନ କରନ୍ତୁ
01:47 ପ୍ରୋଜେକ୍ଟ ପାଇଁ ଆବଶ୍ୟକ Source or Binary Formatକୁ ଚୟନ କରନ୍ତୁ
01:53 JDKର ସଠିକ୍ ଭର୍ସନ୍ ଚୟନ ହୋଇଛି କି ନାହିଁ ସୁନିଶ୍ଚିତ କରିବା ପାଇଁ ଏହା ଆବଶ୍ୟକ ଅଟେ
01:59 ଉଦାହରଣସ୍ଵରୂପ-ଯଦି JDKର ଅଦ୍ୟତମ ଭର୍ସନକୁ ଚୟନ କରିବେ,
02:04 ତେବେ ଆପ୍ଲେଟ୍ ମେସିନରେ run ନ’ କରିପାରେ ଯାହାର Java browser pluginର ପୁରୁଣା ଭର୍ସନ୍ ଥିବ
02:10 JDKର ଅଦ୍ୟତମ ଭର୍ସନକୁ ଚୟନ କରନ୍ତୁ ଯେହେତୁ ଏହି ବ୍ରାଉଜର୍ Java browser pluginର ଅଦ୍ୟତମ ଭର୍ସନକୁ ସମର୍ଥନ କରୁଅଛି
02:19 OK ଉପରେ କ୍ଲିକ୍ କରନ୍ତୁ
02:21 ପୁନର୍ବାର SampleApplet ପ୍ରୋଜେକ୍ଟ ନୋଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
02:25 ଏବଂ New > Appletକୁ ଚୟନ କରନ୍ତୁ
02:29 ଯଦି ଏହି କଣ୍ଟେକ୍ସଚୁଆଲ୍ ମେନୁ ଉପରେ Applet ଅପଶନକୁ ପ୍ରାପ୍ତ କରିବେ ନାହିଁ ତେବେ Other ଉପରେ କ୍ଲିକ୍ କରନ୍ତୁ
02:35 Categories ଅଧିନରେ Java ଚୟନ କରନ୍ତୁ
02:38 ଏବଂ File Types ଅଧିନରେ ଗୋଟିଏ ଆପ୍ଲେଟ୍ ସୃଷ୍ଟି କରିବା ପାଇଁ Applet ଚୟନ କରନ୍ତୁ
02:43 Class nameକୁ Sample ଭାବେ ଏବଂ Packageକୁ org.me.hello ଭାବେ ନାମିତ କରନ୍ତୁ
02:55 Finish ଉପରେ କ୍ଲିକ୍ କରନ୍ତୁ
02:57 ନିର୍ଦ୍ଦିଷ୍ଟ package ମଧ୍ୟରେ IDE ଆପ୍ଲେଟର source file ସୃଷ୍ଟି କରିବ
03:02 ଏହାକୁ ଦେଖିବା ପାଇଁ Projects ୱିଣ୍ଡୋ ମଧ୍ୟରେ Source Packages ୱିଣ୍ଡୋକୁ ପ୍ରସାରିତ କରିପାରିବେ
03:08 Source editor ମଧ୍ୟରେ ଆପ୍ଲେଟ୍ ସୋର୍ସ ଫାଇଲ୍ ଖୋଲିବ
03:12 ବର୍ତ୍ତମାନ applet classକୁ ପରିଭାଷିତ କରନ୍ତୁ
03:17 ଗୋଟିଏ ସରଳ ଆପ୍ଲେଟ୍ ପାଇଁ ଏଠାରେ କୋଡ୍ ଅଛି
03:21 ଯାହା backgroundର କଲରକୁ cyanରେ,
03:24 foreground କଲରକୁ redରେ ସେଟ୍ କରିବ
03:27 ଏବଂ ଗୋଟିଏ ବାର୍ତ୍ତା ପ୍ରଦର୍ଶନ କରିବ ଯାହା ଆପ୍ଲେଟରେ ଥିବା methodsର କ୍ରମକୁ ବର୍ଣ୍ଣନା କରିବ
03:34 ଯେପରି, init() ମେଥଡ୍, start() ମେଥଡ୍ ଏବଂ paint() ମେଥଡ୍, ଆପ୍ଲେଟର ଆରମ୍ଭରେ କଲ୍ ହୋଇଥା’ନ୍ତି
03:43 ବର୍ତ୍ତମାନ କ୍ଲିପବୋର୍ଡ ଉପରେ ଥିବା ସମଗ୍ର କୋଡକୁ କପୀ କରନ୍ତୁ ଏବଂ IDE ମଧ୍ୟରେ ବିଦ୍ୟମାନ ଥିବା କୋଡ୍ ଉପରେ ଏହାକୁ paste କରନ୍ତୁ
03:54 Projects ୱିଣ୍ଡୋ ମଧ୍ୟରେ ଥିବା Sample.java ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
04:00 ଏବଂ କଣ୍ଟେକ୍ସଚୁଆଲ୍ ମେନୁରୁ Run Fileକୁ ଚୟନ କରନ୍ତୁ
04:04 build ଫୋଲ୍ଡର୍ ମଧ୍ୟରେ, ଆପ୍ଲେଟ୍ ସହିତ ଏମ୍ବେଡ୍ ହୋଇ Sample.html ନାମକ ଲଞ୍ଚର୍ ଫାଇଲ୍ ସୃଷ୍ଟି ହେବ
04:13 ଯାହାକୁ Files ୱିଣ୍ଡୋ ମଧ୍ୟରେ ଦେଖାଯାଇପାରିବ
04:15 Sample dot html file
04:18 ଆପ୍ଲେଟ୍, ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ବାର୍ତ୍ତା ସହିତ
04:23 Applet viewerରେ ମଧ୍ୟ ଲଞ୍ଚ ହେବ
04:27 applet viewerକୁ ବନ୍ଦ କରନ୍ତୁ
04:29 ଏବଂ, ତା’ପରେ ଗୋଟିଏ web-applicationରେ ଆପ୍ଲେଟକୁ ଏମ୍ବେଡ୍ କରନ୍ତୁ
04:33 ଯାହାଦ୍ଵାରା ଆପ୍ଲେଟ୍ ୟୁଜର୍ ପାଇଁ ଉପଲବ୍ଧ ହୋଇପାରିବ
04:37 ଏହା କରିବା ପାଇଁ, ଗୋଟିଏ web-application ସୃଷ୍ଟି କରନ୍ତୁ
04:42 Categories ଅଧିନରେ, java webକୁ ଚୟନ କରନ୍ତୁ ଏବଂ Projects ଅଧିନରେ, Web Applicationକୁ ଚୟନ କରନ୍ତୁ
04:48 ଏବଂ Nextରେ କ୍ଲିକ୍ କରନ୍ତୁ
04:50 Projectକୁ HelloSampleApplet ଭାବେ ନାମିତ କରନ୍ତୁ ଏବଂ
05:01 Nextରେ କ୍ଲିକ୍ କରନ୍ତୁ
05:03 ଦେଖନ୍ତୁ ଯଦି ସଠିକ୍ ସର୍ଭରର ଚୟନ ହୋଇଛି ଏବଂ ପ୍ରୋଜେକ୍ଟ ସୃଷ୍ଟି କରିବା ପାଇଁ Finishରେ କ୍ଲିକ୍ କରନ୍ତୁ
05:12 ଧ୍ୟାନଦିଅନ୍ତୁ ଯେ ଯେତେବେଳେ ଜାଭା ପ୍ରୋଜେକ୍ଟ SampleAppletକୁ HelloSampleApplet ୱେବ୍ ପ୍ରୋଜେକ୍ଟ ସହିତ ସଂଯୁକ୍ତ କରିବେ,
05:20 ଆପ୍ଲେଟ୍ build କରିବା ପାଇଁ IDEକୁ ଏନାବଲ୍ କରନ୍ତୁ ଯେତେବେଳେ ଏହି web applicationକୁ build କରିବେ
05:26 ତେଣୁ, ଯେତେବେଳେ Sample dot java appletକୁ ରୂପାନ୍ତର କରିବେ,
05:34 ଏହା ନିର୍ମାଣ ହେବା ସମୟରେ IDE ଆପ୍ଲେଟର ଗୋଟିଏ ନୂତନ ଭର୍ସନକୁ ନିର୍ମାଣ କରିବ
05:40 ବର୍ତ୍ତମାନ, Projects ୱିଣ୍ଡୋ ମଧ୍ୟରେ, HelloSampleApplet ପ୍ରୋଜେକ୍ଟ ନୋଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
05:45 ଏବଂ Properties ଉପରେ କ୍ଲିକ୍ କରନ୍ତୁ
05:49 ଆପ୍ଲେଟ୍ ଗୋଟିଏ ଜାଭା ପ୍ରୋଜେକ୍ଟ ମଧ୍ୟରେ ରହିବ
05:52 Jar fileକୁ ସଂଯୁକ୍ତ କରିବା ପାଇଁ, ୱିଣ୍ଡୋର ବାମ ପଟେ ଥିବା ମେନୁ ମଧ୍ୟରୁ Packaging ଅପଶନକୁ ଚୟନ କରନ୍ତୁ
05:59 Add Project ଉପରେ କ୍ଲିକ୍ କରନ୍ତୁ ଏବଂ Applet classକୁ ଧାରଣ କରିଥିବା ଜାଭା ପ୍ରୋଜେକ୍ଟକୁ ଚୟନ କରନ୍ତୁ
06:05 ଏହି କ୍ଷେତ୍ରରେ ଏହା SampleApplet ଅଟେ
06:09 Add Project Jar Files ଉପରେ କ୍ଲିକ୍ କରନ୍ତୁ
06:14 applet source fileକୁ ଧାରଣ କରିଥିବା JAR ଫାଇଲ୍, ବର୍ତ୍ତମାନ ଟେବଲ୍ ମଧ୍ୟରେ ତାଲିକାଭୁକ୍ତ ହୋଇଛି
06:20 OK ଉପରେ କ୍ଲିକ୍ କରନ୍ତୁ
06:24 ଏବଂ ବର୍ତ୍ତମାନ Projects ୱିଣ୍ଡୋ ମଧ୍ୟରେ, ଏହା ଉପରେ ରାଇଟ୍ କ୍ଲିକ୍ କରି ଏବଂ Clean and Build ଅପଶନକୁ ଚୟନ କରି
06:31 HelloSampleApplet ପ୍ରୋଜେକ୍ଟକୁ ନିର୍ମାଣ କରନ୍ତୁ
06:36 ବର୍ତ୍ତମାନ, ଯେତେବେଳେ ଏହି ପ୍ରୋଜେକ୍ଟର ନିର୍ମାଣ ହେବ, applets Jar ଫାଇଲ୍ ଅସଲ SampleApplet ପ୍ରୋଜେକ୍ଟ ମଧ୍ୟରେ ସୃଷ୍ଟି ହେବ
06:45 Files ୱିଣ୍ଡୋକୁ ଯା’ନ୍ତୁ, HelloSampleApplet ପ୍ରୋଜେକ୍ଟ ନୋଡକୁ ପ୍ରସାରିତ କରନ୍ତୁ
06:51 build and web ଫୋଲ୍ଡର୍ ଅଧିନରେ,
06:54 jar file ସଂଯୁକ୍ତ ହୋଇଥିବା, ଆପଣ ଦେଖିପାରିବେ
06:58 ବର୍ତ୍ତମାନ ତା’ପରେ, ଗୋଟିଏ HTML ଫାଇଲରେ ଆପ୍ଲେଟକୁ embed କରନ୍ତୁ
07:02 Projects ୱିଣ୍ଡୋକୁ ଫେରିଆସନ୍ତୁ, HelloSampleApplet ପ୍ରୋଜେକ୍ଟ ନୋଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ,
07:09 New ଚୟନ କରିବା ସହିତ HTMLଫାଇଲ୍ ଅପଶନକୁ ଚୟନ କରନ୍ତୁ
07:13 ଯଦି କଣ୍ଟେକ୍ସଚୁଆଲ୍ ମେନୁରେ HTML ଅପଶନକୁ ପ୍ରାପ୍ତ କରିବେ ନାହିଁ,
07:18 Other ଉପରେ କ୍ଲିକ୍ କରନ୍ତୁ
07:21 Categories ଅଧିନରେ Webକୁ ଚୟନ କରନ୍ତୁ ଏବଂ File Types ଅଧିନରେ HTMLକୁ ଚୟନ କରିବା ସହ Nextରେ କ୍ଲିକ୍ କରନ୍ତୁ
07:29 Html ଫାଇଲକୁ ଗୋଟିଏ ନାମ ଦିଅନ୍ତୁ
07:32 ଫାଇଲକୁ MyApplet ଭାବେ ନାମିତ କରନ୍ତୁ ଏବଂ Finish ଉପରେ କ୍ଲିକ୍ କରନ୍ତୁ
07:40 ପରବର୍ତ୍ତି ସୋପାନରେ MyApplet dot html ଫାଇଲର body ଟାଗ୍ ମଧ୍ୟରେ ଆପ୍ଲେଟ୍ ଟାଗକୁ ପ୍ରବେଶ କରନ୍ତୁ
07:48 ଏଠାରେ ଆପ୍ଲେଟ୍ କୋଡ୍ ଅଛି
07:51 ଏହାକୁ କ୍ଲିପବୋର୍ଡ ଉପରୁ କପୀ କରନ୍ତୁ ଏବଂ html ଫାଇଲର body ଟାଗ୍ ମଧ୍ୟରେ paste କରନ୍ତୁ
08:03 ପରବର୍ତ୍ତି ସୋପାନ ହେଉଛି html ଫାଇଲକୁ run କରିବା
08:07 Projects ୱିଣ୍ଡୋ ମଧ୍ୟରେ MyApplet dot html ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ Run Fileକୁ ଚୟନ କରନ୍ତୁ
08:14 IDEର ଡିଫଲ୍ଟ ବ୍ରାଉଜର୍ ମଧ୍ୟରେ, ସର୍ଭର୍ html ଫାଇଲକୁ ଡିପ୍ଲୋୟ୍ କରିବ
08:25 ବର୍ତ୍ତମାନ, IDEର ଡିଫଲ୍ଟ ବ୍ରାଉଜର୍ ମଧ୍ୟରେ, ସର୍ଭର୍ html ଫାଇଲକୁ ଡିପ୍ଲୋୟ୍ କରିସାରିଛି
08:30 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ବାର୍ତ୍ତାକୁ ଦେଖିପାରିବେ
08:36 ବର୍ତ୍ତମାନ ଆସାଇନମେଣ୍ଟ-
08:38 ଆପଣଙ୍କ ଆସାଇନମେଣ୍ଟ ହେଉଛି, IDEରେ ଅନ୍ୟ ଏକ ସରଳ banner appletର ସୃଷ୍ଟି କରନ୍ତୁ
08:43 ଯେଉଁଠି ଆପ୍ଲେଟ୍, ଗୋଟିଏ ବାର୍ତ୍ତାକୁ ଆପ୍ଲେଟର ୱିଣ୍ଡୋ ମଧ୍ୟରେ ସ୍କ୍ରୋଲ୍ କରିବ
08:49 ଗୋଟିଏ web-applicationରେ ଆପଣଙ୍କ ଆପ୍ଲେଟକୁ ଏମ୍ବେଡ୍ କରନ୍ତୁ
08:52 ଏବଂ ୱେବ୍ ପ୍ରୋଜେକ୍ଟରେ JAR ଫାଇଲଗୁଡିକୁ ସଂଯୁକ୍ତ କରନ୍ତୁ
08:56 ଏବଂ ଶେଷରେ HTML ଫାଇଲକୁ ସୃଷ୍ଟି କରିବା ସହ run କରନ୍ତୁ
09:00 ମୁଁ ମୋର ନିଜର ଚଳନ୍ତି banner ଆପ୍ଲେଟକୁ ସୃଷ୍ଟି କରିଛି
09:04 ଏହି ପ୍ରୋଜେକ୍ଟକୁ ଓପନ୍ କରିବା ସହ run କରନ୍ତୁ
09:18 ବାର୍ତ୍ତା ସହିତ ଆପ୍ଲେଟଟି ଖୋଲିବା ସହ window ମଧ୍ୟରେ ସ୍କ୍ରୋଲ୍ ହେଉଥିବା ଆପଣ ଦେଖିପାରିବେ
09:28 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
09:32 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:36 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:41 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:46 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
09:51 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:58 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:04 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:11 ଏହି ମିଶନ୍ ଉପରେ ଅଧିକ ବିବରଣୀ: spoken-tutorial.org /NMEICT-Introରେ ଉପଲବ୍ଧ
10:22 ଏହି ଟ୍ୟୁଟୋରିଆଲ୍ IT for Change ଦ୍ଵାରା ସମର୍ଥିତ
10:27 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep