Moodle-Learning-Management-System/C2/User-Roles-in-Moodle/Oriya

From Script | Spoken-Tutorial
Jump to: navigation, search
Time Narration
00:01 Users Roles in Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ : ଜଣେ ୟୁଜର୍‌ଙ୍କୁ ଆଡମିନ୍ ରୋଲ୍ ଆସାଇନ୍ କରିବା
00:13 ଜଣେ ଶିକ୍ଷକଙ୍କୁ ଗୋଟିଏ କୋର୍ସ ଆସାଇନ୍ କରିବା ଏବଂ ଜଣେ ଛାତ୍ରକୁ ଗୋଟିଏ କୋର୍ସରେ ନାମାଙ୍କିତ କରିବା ବିଷୟରେ ଶିଖିବା
00:20 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ବ୍ୟବହାର କରାଯାଇଛି: Ubuntu Linux OS 16.04
00:28 XAMPP 5.6.30 ମାଧ୍ୟମରେ

ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP, Moodle 3.3 ଓ Firefox ୱେବ୍ ବ୍ରାଉଜର୍

00:42 ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ.

ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ

00:54 ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନଙ୍କ ପାଖରେ ନିଜର Moodle ୱେବ୍ ସାଇଟ୍‌ରେ ତିଆରି କରାଯାଇଥିବା କିଛି "କୋର୍ସ" ଥିବା ଉଚିତ.
01:01 ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍‌ରେ ଥିବା ପୂର୍ବବର୍ତ୍ତୀ Moodle ଟ୍ୟୁଟୋରିଆଲ୍ ଗୁଡ଼ିକୁ ଦେଖନ୍ତୁ
01:08 ବ୍ରାଉଜର୍‌କୁ ଯାଆନ୍ତୁ ଏବଂ ନିଜର Admin Username ଓ Password ଦେଇ Moodle ୱେବ୍ ସାଇଟ୍‌ରେ ଲଗ୍ ଇନ୍ କରନ୍ତୁ
01:16 ଆମେ ଏବେ Admin Dashboardରେ ଅଛେ
01:19 Course and Category Management ପେଜ୍‌କୁ ଯାଆନ୍ତୁ
01:24 ଆପଣଙ୍କର Moodle Interfaceରେ ଏହି କୋର୍ସଗୁଡ଼ିକ ଥିବାର ସୁନିଶ୍ଚିତ କରନ୍ତୁ.

ଯଦି ନାହିଁ, ତେବେ ଟ୍ୟୁଟୋରିଆଲକୁ ପଜ୍ କରି ସେଗୁଡ଼ିକ ତିଆରି କରନ୍ତୁ ଏବଂ ପୁଣିଥରେ ଆରମ୍ଭ କରନ୍ତୁ

01:34 ଆମେ ତିଆରି କରିଥିବା ସମସ୍ତ ୟୁଜର୍‌ଙ୍କୁ ଆସନ୍ତୁ ଦେଖିବା
01:38 Site Administration ଉପରେ କ୍ଲିକ୍ କରନ୍ତୁ
01:41 ତା’ପରେ, Users ଟାବ୍ ଉପରେ କ୍ଲିକ୍ କରନ୍ତୁ.
01:44 Accounts ବିଭାଗରେ ଥିବା Browse List of Users ଉପରେ କ୍ଲିକ୍ କରନ୍ତୁ
01:50 ଏବେ ଆମ ପାଖରେ 4 ଜଣ “ୟୁଜର୍” ଅଛନ୍ତି.
01:53 User Priya Sinha ଉପରେ କ୍ଲିକ୍ କରି ତାଙ୍କ ପ୍ରୋଫାଇଲ୍‌କୁ ଏଡିଟ୍ କରନ୍ତୁ
01:59 ଏଥିପାଇଁ, User Details ବିଭାଗକୁ ଯାଇ Edit Profile Link ଉପରେ କ୍ଲିକ୍ କରନ୍ତୁ
02:04 Optional ବିଭାଗ ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ.

ବିସ୍ତାରିତ କରିବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ

02:11 ଧ୍ୟାନ ଦିଅନ୍ତୁ ଯେ, Institution, Department, Phone ଓ Address ଫିଲ୍ଡଗୁଡ଼ିକ ପୂରଣ ହୋଇଯାଇଛି.

ଏହିଗୁଡ଼ିକୁ ଆମେ CSV ଫାଇଲ୍‌ରେ ଲେଖିଥିଲେ

02:23 ପୁଣିଥରେ ୟୁଜର୍ସ ତାଲିକାକୁ ଫେରିଯାଆନ୍ତୁ.

ଏହା କରିବା ପାଇଁ Site Administration -> Users -> Browse List of Users ଉପରେ କ୍ଲିକ୍ କରନ୍ତୁ

02:33 ଏହି ୟୁଜର୍, System Adminକୁ Administator Role ଆସାଇନ୍ କରନ୍ତୁ
02:39 ବାମପଟ ମେନୁରେ ଥିବା Site Administration ଉପରେ କ୍ଲିକ୍ କରି Users ଟାବ୍ ଉପରେ କ୍ଲିକ୍ କରନ୍ତୁ
02:46 Permissions ବିଭାଗକୁ ସ୍କ୍ରୋଲ୍ କରି Site Administrators ଉପରେ କ୍ଲିକ୍ କରନ୍ତୁ
02:52 ଏଠାରେ Usersର 2ଟି ସେଟ୍ ଅଛି.

ପ୍ରଥମ ସେଟ୍‌ରେ ସାମ୍ପ୍ରତିକ Site Administratorମାନଙ୍କ ନାମ ରହିଛି ଏବଂ ଦ୍ୱିତୀୟ ସେଟ୍‌ରେ ଅନ୍ୟ ସମସ୍ତ Usersଙ୍କ ତାଲିକା ରହିଛି

03:05 ଦୁଇଟିଯାକ ତାଲିକା ମଧ୍ୟରେ, ବିଭିନ୍ନ କାର୍ଯ୍ୟ କରିବା ପାଇଁ ବଟନ୍‌ଗୁଡ଼ିକ ରହିଛି
03:11 Users Boxରୁ System Admin2 ୟୁଜର୍ ଉପରେ କ୍ଲିକ୍ କରନ୍ତୁ
03:17 ଯଦି ସେଥିରେ ବହୁତ ଅଧିକ ୟୁଜର୍ ଥାଆନ୍ତି, ତେବେ ଖୋଜିବା ପାଇଁ Users ତଳେ ଥିବା Search Box ବ୍ୟବହାର କରନ୍ତୁ

ଏବଂ ତା’ପରେ Add ବଟନ୍ ଉପରେ କ୍ଲିକ୍ କରନ୍ତୁ

03:26 Confirm ବକ୍ସରେ Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
03:30 ଏବେ ସେଥିରେ 2 ଜଣ Admin Users ଅଛନ୍ତି.

ଆମେ ଯେତେ ଚାହିଁବା Admin Users ରଖିପାରିବା

03:38 ହେଲେ, ସେଠାରେ କେବଳ ଜଣେ Main Administrator ରହିପାରିବେ.

Main Administratorଙ୍କୁ କେବେବି ସିଷ୍ଟମ୍‌ରୁ ଡିଲିଟ୍ କରିହେବ ନାହିଁ

03:48 ଏବେ ଆସନ୍ତୁ, Calculus Course ପାଇଁ Rebecca Raymondଙ୍କୁ Teacher ଭାବରେ ଆସାଇନ୍ କରିବା
03:55 ଏହା କରିବା ପାଇଁ Course and Category Management ପେଜ୍‌କୁ ଯାଆନ୍ତୁ
04:02 1st Year Maths subcategoryରେ ଥିବା "କୋର୍ସ"ଗୁଡ଼ିକୁ ଦେଖିବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ
04:09 Calculus କୋର୍ସ ଉପରେ କ୍ଲିକ୍ କରନ୍ତୁ. କୋର୍ସର ବିବରଣୀ ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ.

Enrolled Users ଉପରେ କ୍ଲିକ୍ କରନ୍ତୁ

04:19 ଦେଖନ୍ତୁ, ୟୁଜର୍ Priya Sinhaଙ୍କୁ ଏହି "କୋର୍ସ"ରେ ନାମାଙ୍କିତ କରାଯାଇଛି
04:25 Upload User CSV ମାଧ୍ୟମରେ ଆମେ ଏହା କରିଛେ “
04:29 Moodleରେ, Teacherଙ୍କ ସମେତ ସମସ୍ତକୁ "କୋର୍ସ"ରେ ନାମାଙ୍କିତ କରିବାକୁ ପଡ଼ିବ “
04:35 "କୋର୍ସ"ରେ ସେମାନଙ୍କର ସାମ୍ପ୍ରତିକ Role ଉପରେ ଆଧାର କରି ସେମାନଙ୍କୁ ନୂଆ Role ଆସାଇନ୍ କରାଯିବ
04:41 ଉପର ଡାହାଣପଟେ କିମ୍ୱା ତଳ ଡାହାଣପଟେ ଥିବା Enrol Users ବଟନ୍ ଉପରେ କ୍ଲିକ୍ କରନ୍ତୁ
04:48 ଏକ ନୂଆ ପପ୍-ଅପ୍ ୱିଣ୍ଡୋ ଖୋଲିଲା.
04:51 ଏଥିରେ Assign Roles ପାଇଁ ଏକ ଡ୍ରପ୍-ଡାଉନ୍, Enolment ବିକଳ୍ପ ପାଇଁ ଫିଲ୍ଡ ଓ ଗୋଟିଏ Search ବଟନ୍ ଅଛି
05:00 ବର୍ତ୍ତମାନ ଏହି "କୋର୍ସ"କୁ ଆସାଇନ୍ କରାଯାଇନଥିବା ସମସ୍ତ "ୟୁଜର୍"ଙ୍କ ତାଲିକା ଦେଖାଦେଉଛି
05:06 Assign Roles ଡ୍ରପ୍-ଡାଉନ୍‌ରେ Teacher ଚୟନ କରନ୍ତୁ
05:11 ତା’ପରେ, Rebecca Raymond ପାଖରେ ଥିବା Enrol ବଟନ୍ ଉପରେ କ୍ଲିକ୍ କରନ୍ତୁ
05:16 ଶେଷରେ, ପେଜ୍ ତଳେ ଥିବା Finish Enrolling Users ବଟନ୍ ଉପରେ କ୍ଲିକ୍ କରନ୍ତୁ
05:24 ଏହିଭଳି ଭାବରେ Studentsଙ୍କୁ ଗୋଟିଏ "କୋର୍ସ"ରେ ଆସାଇନ୍ କରିହେବ
05:28 Rebecca Raymondଙ୍କୁ ତାଙ୍କ Teacher Roleରୁ ଅନ୍-ଆସାଇନ୍ କରିବା ପାଇଁ, Roles Columnରେ ଥିବା Trash ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:36 Confirm Role Change ପପ୍-ଅପ୍ ବକ୍ସରେ ଥିବା Remove ବଟନ୍ ଉପରେ କ୍ଲିକ୍ କରନ୍ତୁ
05:42 ଏଠାରେ ଥିବା Assign Role ଆଇକନ୍‌କୁ, ପୂର୍ବରୁ ନାମାଙ୍କିତ ୟୁଜର୍‌ମାନଙ୍କୁ ଗୋଟିଏ Role ଆସାଇନ୍ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ
05:50 ସମସ୍ତ Role ନାମ ସହିତ ଗୋଟିଏ ଛୋଟ ପପ୍-ଅପ୍ ୱିଣ୍ଡୋ ଖୋଲିବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ
05:56 Rebecca Reymondଙ୍କୁ Teacher Role ଆସାଇନ୍ କରିବା ପାଇଁ Teacher ଉପରେ କ୍ଲିକ୍ କରନ୍ତୁ.

ବକ୍ସଟି ନିଜକୁ ନିଜ ବନ୍ଦ ହୋଇଯିବ

06:04 ପୂରା ଡାହାଣପଟେ ଥିବା Trash ଆଇକନ୍ ଉପରେ କ୍ଲିକ୍ କରି "ୟୁଜର୍"ମାନଙ୍କୁ ଗୋଟିଏ "କୋର୍ସ"ରୁ ଅଣ-ନାମାଙ୍କିତ କରିହେବ
06:11 ଡାହାଣପଟେ ଥିବା "ଗିଅର୍” ଆଇକନ୍ ଉପରେ କ୍ଲିକ୍ କରି User Enrolment ବିବରଣୀକୁ ଏଡିଟ୍ କରିହେବ.

ତାହା ଉପରେ କ୍ଲିକ୍ କରନ୍ତୁ

06:20 "ୟୁଜର୍"ଙ୍କୁ ରଦ୍ଦ କରିବା ପାଇଁ ଏବଂ Enrolment Start ଓ End Dates ବଦଳାଇବା ପାଇଁ ଏଥିରେ ଗୋଟିଏ ବିକଳ୍ପ ଅଛି
06:28 Enrolment ପେଜ୍‌କୁ ଫେରିଯିବା ପାଇଁ Cancel ବଟନ୍ ଉପରେ କ୍ଲିକ୍ କରନ୍ତୁ
06:33 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.

ସଂକ୍ଷିପ୍ତରେ -

06:39 ଏହି ଟ୍ୟୁଟୋରିଆଲରେ ଆମେ : ଜଣେ "ୟୁଜର୍"ଙ୍କୁ "ଆଡମିନ୍ ରୋଲ୍" ଆସାଇନ୍ କରିବା.

ଜଣେ Teacherଙ୍କୁ ଗୋଟିଏ କୋର୍ସ ଆସାଇନ୍ କରିବା ଏବଂ ଜଣେ ଛାତ୍ରକୁ ଗୋଟିଏ କୋର୍ସରେ ନାମାଙ୍କିତ କରିବା ବିଷୟରେ ଶିଖିଲେ

06:52 ଏକ ଆସାଇନମେଣ୍ଟ ଭାବେ :

Linear Algebra Courseରେ Rebecca Raymondଙ୍କୁ ଜଣେ Teacher ଭାବେ ଆସାଇନ୍ କରନ୍ତୁ

07:00 Linear Algebra Courseରେ Priya Sinhaଙ୍କୁ ଜଣେ Student ଭାବେ ଆସାଇନ୍ କରନ୍ତୁ
07:06 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

07:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

07:22 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
07:26 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:38 IIT Bombay ତରଫରୁ

ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep