Linux-Ubuntu/C2/Ubuntu-Software-Center/Oriya

From Script | Spoken-Tutorial
Jump to: navigation, search
Time Narration
0:00 ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) ବିଷୟରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ଆପଣଂକୁ ସ୍ବାଗତ.
0:04 ଏହି ଟ୍ୟୁଟୋରିଆଲ ରେ ଆମେ ଶିଖିବା ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) କିପରି ବ୍ୟବହାର ହୁଏ.
0:09 ଡାଉନ୍ ଲୋଅଡ଼ (download), ଇନ୍ ସ୍ଟଲ୍ (install), ଅପଡେଟ୍, (update) ଏବଂ ସଫ୍ଟୱୟାର (Software) ର ସଂସ୍ଥାପନ ଉବଣ୍ଟୁ ଅପେରଟିଂଗ୍ ଶିଷ୍ତମ ରେ କିପରି ହୁଏ.
0:16 ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) କଣ ଅଟେ?
0:18 ଏହା ଏକ ଟୁଲ୍ ଅଟେ ଯାହା ଆପନଂକୁ Ubuntu OS ରେ software କୁ ନିୟନ୍ତ୍ରଣ କରିବା ପାଇଁ ଅନୁମତି ଦିଏ.
0:23 ଆପଣ ଏହାକୁ ବ୍ୟବହାର କରିପାରିବେ ଖୋଜିବା, ଡାଉନ୍ ଲୋଅଡ୍ (download), ଇନ୍ ଷ୍ଟଲ୍ (install), ଅପ୍ ଡେଟ୍ (update) କିମ୍ବା ଏକ ସଫ୍ଟୱୟାର (Software) ଅନଇନ୍ ଷ୍ଟଲ୍ (uninstall) ପାଇଁ.
0:30 ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) ମଧ୍ୟ ପ୍ରତେକ ସଫ୍ଟୱୟାର ପାଇଁ ସମିଖ୍ୟା ଏବଂ ଶ୍ରେଣୀକରଣ ଗୁଡିକର (reviews and ratings) ସୁଚନା ଦିଏ.
0:36 ଏହିପରି ଭାବରେ ଏହାର ବ୍ୟବହାର ପୁର୍ବରୁ ଆପଣକଂ ପାଖରେ ସଫ୍ଟୱୟାର ସମ୍ବନ୍ଧରେ ସୁଚନା ରହିଛି.
0:41 ଏହା ସଫ୍ଟୱୟାର ହିଷ୍ତ୍ରୀ (software history) ର ରେକର୍ଡ଼ ମଧ୍ୟ ରଖେ.
0:45 ଏହି ଟ୍ୟୁଟୋରିଆଲ ରେ, ଆମେ ଉବଣ୍ଟୁ ଭରଜନ୍ 11.10 (Ubuntu version 11.10) ରେ Ubuntu Software Center କୁ ବ୍ୟବହାର କରୁଛୁ.
0:52 ଟ୍ୟୁଟୋରିଆଲ ସହିତ ଆଗକୁ ଯିବା ପାଇଁ,
0:54 ଆପନଂକର ଇନ୍ଟେରନେଟ୍ ସହିତ ସଂଯୋଗ ଆବଶ୍ୟକ ଅଟେ.
0:56 ସଫ୍ଟୱୟାର ସଂସ୍ଥାପନ ପାଇଁ ଆପନଂକୁ ଶିଷ୍ତମ ଆଡ଼ମିନସ୍ଟ୍ରେଟର୍ (System Administrator) ହେବା ଦରକାର କିମ୍ବା ଆପଣକଂ ପାଖରେ ଆଡ଼ମିନସ୍ଟ୍ରେଟର୍ ର ଅଧିକାର ରହିବା ଦରକାର.
1:04 ଆପଣକଂ ଲଂଚର୍ (Launcher) ଠାରୁ, ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ ଆଇକନ୍ (Ubuntu Software Center icon) ରେ କ୍ଲିକ୍ କର.
1:08 ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ ୱିନଡୋ (Ubuntu Software Center window) ଦେଖା ଦିଏ.
1:12 ୱିନଡୋ ର ସବୁଠାରୁ ଉପର ବାମ ପାଖରେ All Software, Installed ଏବଂ History button ଗୁଡିକ ପ୍ରଦଶ୍ରୀତ ହୋଇଛି.
1:19 ସର୍ଚ୍ ଫିଲଡ୍ ସବୁଠାରୁ ଡାହାଣ କୋଣ ରେ ପ୍ରଦଶ୍ରୀତ ହୋଇଛି.
1:23 ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ ୱିନଡୋ (Ubuntu Software Center window) ଦୁଇଟି ପେନାଲ୍ ରେ ବିଭାଜିତ ହୋଇଛି.
1:28 ବାମ ପେନାଲ୍ ସଫ୍ଟୱୟାର (software) ଶ୍ରେଣୀଭୁକ୍ତ ର ସୁଚନା ପ୍ରଦଶ୍ରୀତ କରେ.
1:33 ଡାହାଣ ପେନାଲ୍ What’s New ଏବଂ Top Rated ପ୍ରଦଶ୍ରୀତ କରେ.
1:38 What’s New panel, software ସୁଚାନ ଦିଏ ଯାହା ଏବେ ପ୍ରକାଶିତ ହୋଇଛି.
1:42 Top Rated panel ସେହି ସଫ୍ଟୱୟାର (software) ର ସୁଚନା ପ୍ରଦଶ୍ରୀତ କରେ ଯାହା ଉଚ ବ୍ୟବହାରି ଶ୍ରେଣୀକରଣ କରାଯାଇଛି ଏବଂ ସବୁଠାରୁ ବାରମ୍ବାର ଡାଉନ୍ ଲୋଡେଡେ (downloaded) ହୋଇଛି.
1:51 ଶ୍ରେଣୀଭୁକ୍ତ ଦ୍ବାରା ସଫ୍ଟୱୟାର (software) ପାଇଁ ଚାଲ ବ୍ରାଉଜ୍ କିରବା.
1:55 ବାମ ପେନାଲ୍ ଠାରୁ, ଇଣ୍ତେରନେଟ୍ ରେ କ୍ଲିକ୍ କର.
1:58 ଇଣ୍ତେରନେଟ୍ ଶ୍ରେଣୀଭୁକ୍ତ ପାଇଁ ଇଣ୍ତେରନେଟ୍ ସଫ୍ଟୱୟାର (software) ଏବଂ top rated ସଫ୍ଟୱୟାର (softwar) ର ସୁଚୀ ପ୍ରଦଶୀତ ହୋଇଛି.
2:05 ଧ୍ୟାନ ଦିଅ ଯେ, କିଛି ସଫ୍ଟୱୟାର ର ଟିକ୍ ମାର୍କ ସହିତ ଏକ ବୃତ ଅଛି.
2:10 ଏହା ଦର୍ଶାଏ ଯେ, software ଆପଣକଂ କମ୍ପ୍ୟୁଟର ରେ ଆଗରୁ ସଂସ୍ଥାପିତ ହୋଇଛି
2:15 ଇଣ୍ତେରନେଟ୍ ଶ୍ରେଣୀରେ ଅଧିକ ସଫ୍ଟୱୟାର ଦେଖିବା ପାଇଁ, ଅଲ ଆଇକନ୍ (all icon) ରେ କ୍ଲିକ୍ କର.
2:21 ସବୁ ସଫ୍ଟୱୟାର, ଯାହା ଇଣ୍ତେରନେଟ୍ ଶ୍ରେଣୀ ପାଇଁ ଉପଲବ୍ଧ ଅଟେ, ୱିନଡୋ ରେ ସୁଚୀ ବଧ୍ୟ ଅଟେ.
2:26 ଆପଣ ସଫ୍ଟୱୟାର କୁ By Name, By Top Rated କିମ୍ବା By Newest First ଦ୍ବାରା ଶ୍ରେଣୀ ବଧ୍ୟ କରିପାରିବା.
2:32 ଚାଲ ଡାହାଣ ଉପର କୋଣ ରେ ଡ୍ରପ୍-ଡାଉନ୍ ରେ କ୍ଲିକ୍ କରିବା.
2:36 ସୁଚୀ ଠାରୁ, By Top Rated କୁ ବାଛ.
2:40 ଇଣ୍ତେରନେଟ୍ ସଫ୍ଟୱୟାର ମୁଲ୍ୟା ଅଂକନ ଅନୁସାରେ ବ୍ୟବସ୍ଥାପିତ ଅଟେ.
2:45 ସଫ୍ଟୱୟାର ର ପୁରା ତାଲିକା ଦେଖିବା ପାଇଁ, ଯାହା ଆପନଂକ କମ୍ପ୍ୟୁଟର ରେ ସଂସ୍ଥାପିତ ଅଟେ .
2:50 Installed ବଟନ୍ ରେ କ୍ଲିକ୍ କର.
2:53 ସଫ୍ଟୱୟାର ଶ୍ରେଣୀ ପ୍ରଦଶ୍ରୀତ ଅଟେ.
2:56 Sound ଏବଂ Video ର ଆଗରେ ଛୋଟ ତ୍ରିକୋନିଅୟ ବଟନ୍ ଉପରେ କ୍ଲିକ୍ କର
3:02 Sound ଏବଂ Video ପାଇଁ ଆପଣକଂ କମ୍ପ୍ୟୁଟର ରେ ସଂସ୍ଥାପିତ ସଫ୍ଟୱୟାର ର ସୁଚୀ ପ୍ରଦଶ୍ରୀତ ଅଟେ.
3:08 ଚାଲ All Software ଉପରେ କ୍ଲିକ୍ କର ଏବଂ ଡ୍ରପ୍-ଡାଉନ୍ ଠାରୁ Provided by Ubuntu ବାଛ
3:14 ଉବଣ୍ଟୁ ଦ୍ବାରା ପ୍ରଦାନ କରାଯାଇଥିବା ସବୁ ସଫ୍ଟୱୟାର ସୁଚୀ ବଧ୍ୟ ଅଟେ.
3:19 ବର୍ତମାନ, ଚାଲ VLC media player ସଫ୍ଟୱୟାର କୁ ସଂସ୍ଥାପିତ କରିବା.
3:24 ୱିନଡୋ ର ଡାହାଣର ଉପରେ ଥିବା ସର୍ଚ୍ ବୋକ୍ସ (Search box) ରେ VLC ଟାଇପ୍ କର.
3:29 VLC media player ପ୍ରଦଶ୍ରୀତ ଅଟେ.
3:33 ଏବେ ଇନ୍-ଷ୍ଟଲ୍ (install) ଉପରେ କ୍ଲିକ୍ କର.
3:35 Authentication ଡାଇଲୋଗ୍-ବୋକ୍ସ (dialog box) ଦେଖାଦିଏ.
3:38 ଆପନଂକର ସିଷ୍ଟମ୍ password ଏନ୍ଟର୍ କର.
3:42 Authenticate ଉପରେ କ୍ଲିକ୍ କର.
3:44 ପ୍ରୋଗେସ୍ ବାର୍ କୁ ଦେଖ, ଯାହା ଦର୍ଶାଏ ଯେ VLC ସଂସ୍ଥାପିତ ହୋଇଛି.
3:50 ସଂସ୍ଥାପିତ ହୋଇଥିବା ପେକେଜ୍ ଗୁଡିକର ଆକାର ଏବଂ ସଂଖ୍ୟା ର ଅନୁସାରେ ସଂସ୍ଥାପନ କିଛି ସମୟ ନେଇ ପାରେ.
3:57 ସବୁଠାରୁ ଉପର ବଟନ୍ ଦ୍ବାରା ମଧ୍ୟ ପ୍ରୋଗ୍ରେସ୍ ସୁଚିତ ଅଟେ.
4:02 ଆପଣ ଅନ୍ୟ ଆପ୍ଲିକେସନ୍ (Applications) ଗୁଡିକୁ ଅକେସେସ୍ କରିପାରିବେ ଯେବେ ସଂସ୍ଥାପନ କରାଯାଉଛି.
4:07 VLC ସଂସ୍ଥାପିତ ହୋଇଗଲା ପରେ, ସେଠାରେ VLC ର ବିପଖ୍ୟାରେ ଏକ ଛୋଟ ଚିହ୍ନ୍ନ ଆସେ.
4:13 ଡାହାଣ ପାଖରେ ରିମୁଭ୍ ବଟନ୍ (Remove button) ପ୍ରଦଶ୍ରୀତ ହୋଇଛି.
4:17 ଯଦି ଆପଣ VLC କୁ ଅନଇନ୍ ଷ୍ଟଲ୍ (uninstall) କରିବାକୁ ଚାହଁ, କେବଳ ରିମୁଭ୍ ବଟନ୍ (Remove button) ରେ କ୍ଲିକ୍ କର.
4:23 ସମାନ ଭାବରେ, ଆପଣ ସବୁ ଅନ୍ୟ ସଫ୍ଟୱୟାର ପେକେଜ୍ ଗୁଡିକୁ ଖୋଜିପାରିବେ ଏବଂ ସଂସ୍ଥାପିତ କରିପାରିବେ.
4:29 ବର୍ତମାନ, ଚାଲ ହିଷ୍ତ୍ରୀ ଦେଖ.
4:31 ଏହା ଆମକୁ ଆମଦ୍ବାରା ତିଆରି କରା ଯାଇଥିବା ସବୁ ପରିବର୍ତନ ଗୁଡିକ ଯାହା ସଂସ୍ଥାପନ,
4:37 ଅପଡେଟ୍, ଏବଂ ସଫ୍ଟୱୟାର ର ଅପସାରଣ ଅନ୍ତର୍ଭୁକ୍ତ ଦେଖିବା ପାଇଁ ଅନୁମତି ଦିଏ.
4:40 ହିଷ୍ତ୍ରୀ ରେ କ୍ଲିକ୍ କର. ହିଷ୍ତ୍ରୀ ଡାଇ-ଲୋଗ୍ ବୋକ୍ସ (History dialog box) ଦେଖାଦିଏ.
4:45 ଆପଣ ଆପଣକଂ ହିଷ୍ତ୍ରୀ କୁ All Changes, Installations, Updates, ଏବଂ Removals ଦ୍ବାରା ଯାଂଚ କରିପାରନ୍ତି.
4:51 All Changes ରେ କ୍ଲିକ୍ କର.
4:53 ସବୁ ପରିବର୍ତନ କରାଯାଇଥିବା ତାଲିକା ପ୍ରଦଶ୍ରୀତ ହୋଇଛି, ଯାହା installations, updates ଏବଂ removals ଅଟେ.
5:01 ଆପଣ ନିୟମିତ ଆଧାରରେ ସଂସ୍ଥାପିତ ସଫ୍ଟୱୟାର (installed software) କୁ ମଧ୍ୟ ଅପଡେଟ୍ କରିପାରିବେ.
5:07 ଆପଣ ଉବଣ୍ଟୁ ଏବଂ ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) ସମ୍ବନ୍ଧରେ ଅଧିକ ସୁଚନା ଉବଣ୍ଟୁ ୱେବ୍ ସାଇଟ (Ubuntu Website) ରେ ପାଇପାରିବେ.
5:17 ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) ବିଷୟରେ ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.
5:21 ଏହି ଟ୍ୟୁଟୋରିଆଲରେ ଆମେ ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) ର କିପରି ବ୍ୟବହାର କରୁ ଶିଖିଲୁ.
5:26 ଆମେ ମଧ୍ୟ ଶିଖିଲୁ କିପରି ଉବଣ୍ଟୁ ଅପେରିଟିଂଗ୍ ସିଷ୍ଟମ (Ubuntu Operating System) ରେ ସଫ୍ଟୱୟାର ଡାଉନ୍ ଲୋଡ୍ (download), ଇନ୍ ଷ୍ଟଲ୍, (install), ଅପ୍ ଡେଟ୍ (update) ଏବଂ ଅନ୍ ଇନ୍ ଷ୍ଟଲ୍ (un-install) କରୁଁ.
5:36 ଏଠାରେ ଆପଣକଂ ପାଇଁ ଏକ ନିର୍ଦ୍ଧାରିତ କାର୍ଯ୍ୟ ଅଛି.
5:39 ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) ର ବ୍ୟବହାର କରି Thunderbird କୁ ଡାଉନ୍ ଲୋଡ୍ (download), ଏବଂ ଇନ୍ ଷ୍ଟଲ୍, (install) କର.
5:46 ନିମ୍ନ ଲିଂକ୍ ରେ ଉପଲବ୍ଧ ଥିବା ଭିଡିଓ ଦେଖ.
5:49 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ସଂଖିପ୍ତରେ ବିବରଣୀ କରେ.
5:52 ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ୍ ଏବଂ ଦେଖିପାରିବେ.
5:57 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team)
5:59 ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshop) ପରିଚାଳନ କରନ୍ତି.
6:02 ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରିଖ୍ୟI ରେ ପାସ୍ କରନ୍ତି.
6:06 ଅଧିକ ଜାଣିବା ପାଇଁ ଦୟାକରି ntact at spoken hyphen tutorial dot org ରେ ଲେଖନ୍ତୁ.
6:12 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ.
6:17 ଏହା ଆଇ. ସି. ଟି., ଏମ. ଏଚ. ଆର. ଡି., ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
6:24 ଏହି ମିଶନ୍ ବିଷୟରେ ଅଧିକ ସୁଚନା ଉପଲବ୍ଧ ଅଛି.
6:28 spoken hyphen tutorial dot org slash NMEICT hyphen Intro.
6:35 ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଯୋଗଦାନ ପାଇଁ ଧନ୍ୟବାଦ.

Contributors and Content Editors

Manoranjan