Linux-Ubuntu/C2/Ubuntu-Software-Center/Oriya
From Script | Spoken-Tutorial
Time | Narration |
---|---|
0:00 | ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) ବିଷୟରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ଆପଣଂକୁ ସ୍ବାଗତ. |
0:04 | ଏହି ଟ୍ୟୁଟୋରିଆଲ ରେ ଆମେ ଶିଖିବା ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) କିପରି ବ୍ୟବହାର ହୁଏ. |
0:09 | ଡାଉନ୍ ଲୋଅଡ଼ (download), ଇନ୍ ସ୍ଟଲ୍ (install), ଅପଡେଟ୍, (update) ଏବଂ ସଫ୍ଟୱୟାର (Software) ର ସଂସ୍ଥାପନ ଉବଣ୍ଟୁ ଅପେରଟିଂଗ୍ ଶିଷ୍ତମ ରେ କିପରି ହୁଏ. |
0:16 | ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) କଣ ଅଟେ? |
0:18 | ଏହା ଏକ ଟୁଲ୍ ଅଟେ ଯାହା ଆପନଂକୁ Ubuntu OS ରେ software କୁ ନିୟନ୍ତ୍ରଣ କରିବା ପାଇଁ ଅନୁମତି ଦିଏ. |
0:23 | ଆପଣ ଏହାକୁ ବ୍ୟବହାର କରିପାରିବେ ଖୋଜିବା, ଡାଉନ୍ ଲୋଅଡ୍ (download), ଇନ୍ ଷ୍ଟଲ୍ (install), ଅପ୍ ଡେଟ୍ (update) କିମ୍ବା ଏକ ସଫ୍ଟୱୟାର (Software) ଅନଇନ୍ ଷ୍ଟଲ୍ (uninstall) ପାଇଁ. |
0:30 | ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) ମଧ୍ୟ ପ୍ରତେକ ସଫ୍ଟୱୟାର ପାଇଁ ସମିଖ୍ୟା ଏବଂ ଶ୍ରେଣୀକରଣ ଗୁଡିକର (reviews and ratings) ସୁଚନା ଦିଏ. |
0:36 | ଏହିପରି ଭାବରେ ଏହାର ବ୍ୟବହାର ପୁର୍ବରୁ ଆପଣକଂ ପାଖରେ ସଫ୍ଟୱୟାର ସମ୍ବନ୍ଧରେ ସୁଚନା ରହିଛି. |
0:41 | ଏହା ସଫ୍ଟୱୟାର ହିଷ୍ତ୍ରୀ (software history) ର ରେକର୍ଡ଼ ମଧ୍ୟ ରଖେ. |
0:45 | ଏହି ଟ୍ୟୁଟୋରିଆଲ ରେ, ଆମେ ଉବଣ୍ଟୁ ଭରଜନ୍ 11.10 (Ubuntu version 11.10) ରେ Ubuntu Software Center କୁ ବ୍ୟବହାର କରୁଛୁ. |
0:52 | ଟ୍ୟୁଟୋରିଆଲ ସହିତ ଆଗକୁ ଯିବା ପାଇଁ, |
0:54 | ଆପନଂକର ଇନ୍ଟେରନେଟ୍ ସହିତ ସଂଯୋଗ ଆବଶ୍ୟକ ଅଟେ. |
0:56 | ସଫ୍ଟୱୟାର ସଂସ୍ଥାପନ ପାଇଁ ଆପନଂକୁ ଶିଷ୍ତମ ଆଡ଼ମିନସ୍ଟ୍ରେଟର୍ (System Administrator) ହେବା ଦରକାର କିମ୍ବା ଆପଣକଂ ପାଖରେ ଆଡ଼ମିନସ୍ଟ୍ରେଟର୍ ର ଅଧିକାର ରହିବା ଦରକାର. |
1:04 | ଆପଣକଂ ଲଂଚର୍ (Launcher) ଠାରୁ, ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ ଆଇକନ୍ (Ubuntu Software Center icon) ରେ କ୍ଲିକ୍ କର. |
1:08 | ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ ୱିନଡୋ (Ubuntu Software Center window) ଦେଖା ଦିଏ. |
1:12 | ୱିନଡୋ ର ସବୁଠାରୁ ଉପର ବାମ ପାଖରେ All Software, Installed ଏବଂ History button ଗୁଡିକ ପ୍ରଦଶ୍ରୀତ ହୋଇଛି. |
1:19 | ସର୍ଚ୍ ଫିଲଡ୍ ସବୁଠାରୁ ଡାହାଣ କୋଣ ରେ ପ୍ରଦଶ୍ରୀତ ହୋଇଛି. |
1:23 | ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ ୱିନଡୋ (Ubuntu Software Center window) ଦୁଇଟି ପେନାଲ୍ ରେ ବିଭାଜିତ ହୋଇଛି. |
1:28 | ବାମ ପେନାଲ୍ ସଫ୍ଟୱୟାର (software) ଶ୍ରେଣୀଭୁକ୍ତ ର ସୁଚନା ପ୍ରଦଶ୍ରୀତ କରେ. |
1:33 | ଡାହାଣ ପେନାଲ୍ What’s New ଏବଂ Top Rated ପ୍ରଦଶ୍ରୀତ କରେ. |
1:38 | What’s New panel, software ସୁଚାନ ଦିଏ ଯାହା ଏବେ ପ୍ରକାଶିତ ହୋଇଛି. |
1:42 | Top Rated panel ସେହି ସଫ୍ଟୱୟାର (software) ର ସୁଚନା ପ୍ରଦଶ୍ରୀତ କରେ ଯାହା ଉଚ ବ୍ୟବହାରି ଶ୍ରେଣୀକରଣ କରାଯାଇଛି ଏବଂ ସବୁଠାରୁ ବାରମ୍ବାର ଡାଉନ୍ ଲୋଡେଡେ (downloaded) ହୋଇଛି. |
1:51 | ଶ୍ରେଣୀଭୁକ୍ତ ଦ୍ବାରା ସଫ୍ଟୱୟାର (software) ପାଇଁ ଚାଲ ବ୍ରାଉଜ୍ କିରବା. |
1:55 | ବାମ ପେନାଲ୍ ଠାରୁ, ଇଣ୍ତେରନେଟ୍ ରେ କ୍ଲିକ୍ କର. |
1:58 | ଇଣ୍ତେରନେଟ୍ ଶ୍ରେଣୀଭୁକ୍ତ ପାଇଁ ଇଣ୍ତେରନେଟ୍ ସଫ୍ଟୱୟାର (software) ଏବଂ top rated ସଫ୍ଟୱୟାର (softwar) ର ସୁଚୀ ପ୍ରଦଶୀତ ହୋଇଛି. |
2:05 | ଧ୍ୟାନ ଦିଅ ଯେ, କିଛି ସଫ୍ଟୱୟାର ର ଟିକ୍ ମାର୍କ ସହିତ ଏକ ବୃତ ଅଛି. |
2:10 | ଏହା ଦର୍ଶାଏ ଯେ, software ଆପଣକଂ କମ୍ପ୍ୟୁଟର ରେ ଆଗରୁ ସଂସ୍ଥାପିତ ହୋଇଛି |
2:15 | ଇଣ୍ତେରନେଟ୍ ଶ୍ରେଣୀରେ ଅଧିକ ସଫ୍ଟୱୟାର ଦେଖିବା ପାଇଁ, ଅଲ ଆଇକନ୍ (all icon) ରେ କ୍ଲିକ୍ କର. |
2:21 | ସବୁ ସଫ୍ଟୱୟାର, ଯାହା ଇଣ୍ତେରନେଟ୍ ଶ୍ରେଣୀ ପାଇଁ ଉପଲବ୍ଧ ଅଟେ, ୱିନଡୋ ରେ ସୁଚୀ ବଧ୍ୟ ଅଟେ. |
2:26 | ଆପଣ ସଫ୍ଟୱୟାର କୁ By Name, By Top Rated କିମ୍ବା By Newest First ଦ୍ବାରା ଶ୍ରେଣୀ ବଧ୍ୟ କରିପାରିବା. |
2:32 | ଚାଲ ଡାହାଣ ଉପର କୋଣ ରେ ଡ୍ରପ୍-ଡାଉନ୍ ରେ କ୍ଲିକ୍ କରିବା. |
2:36 | ସୁଚୀ ଠାରୁ, By Top Rated କୁ ବାଛ. |
2:40 | ଇଣ୍ତେରନେଟ୍ ସଫ୍ଟୱୟାର ମୁଲ୍ୟା ଅଂକନ ଅନୁସାରେ ବ୍ୟବସ୍ଥାପିତ ଅଟେ. |
2:45 | ସଫ୍ଟୱୟାର ର ପୁରା ତାଲିକା ଦେଖିବା ପାଇଁ, ଯାହା ଆପନଂକ କମ୍ପ୍ୟୁଟର ରେ ସଂସ୍ଥାପିତ ଅଟେ . |
2:50 | Installed ବଟନ୍ ରେ କ୍ଲିକ୍ କର. |
2:53 | ସଫ୍ଟୱୟାର ଶ୍ରେଣୀ ପ୍ରଦଶ୍ରୀତ ଅଟେ. |
2:56 | Sound ଏବଂ Video ର ଆଗରେ ଛୋଟ ତ୍ରିକୋନିଅୟ ବଟନ୍ ଉପରେ କ୍ଲିକ୍ କର |
3:02 | Sound ଏବଂ Video ପାଇଁ ଆପଣକଂ କମ୍ପ୍ୟୁଟର ରେ ସଂସ୍ଥାପିତ ସଫ୍ଟୱୟାର ର ସୁଚୀ ପ୍ରଦଶ୍ରୀତ ଅଟେ. |
3:08 | ଚାଲ All Software ଉପରେ କ୍ଲିକ୍ କର ଏବଂ ଡ୍ରପ୍-ଡାଉନ୍ ଠାରୁ Provided by Ubuntu ବାଛ |
3:14 | ଉବଣ୍ଟୁ ଦ୍ବାରା ପ୍ରଦାନ କରାଯାଇଥିବା ସବୁ ସଫ୍ଟୱୟାର ସୁଚୀ ବଧ୍ୟ ଅଟେ. |
3:19 | ବର୍ତମାନ, ଚାଲ VLC media player ସଫ୍ଟୱୟାର କୁ ସଂସ୍ଥାପିତ କରିବା. |
3:24 | ୱିନଡୋ ର ଡାହାଣର ଉପରେ ଥିବା ସର୍ଚ୍ ବୋକ୍ସ (Search box) ରେ VLC ଟାଇପ୍ କର. |
3:29 | VLC media player ପ୍ରଦଶ୍ରୀତ ଅଟେ. |
3:33 | ଏବେ ଇନ୍-ଷ୍ଟଲ୍ (install) ଉପରେ କ୍ଲିକ୍ କର. |
3:35 | Authentication ଡାଇଲୋଗ୍-ବୋକ୍ସ (dialog box) ଦେଖାଦିଏ. |
3:38 | ଆପନଂକର ସିଷ୍ଟମ୍ password ଏନ୍ଟର୍ କର. |
3:42 | Authenticate ଉପରେ କ୍ଲିକ୍ କର. |
3:44 | ପ୍ରୋଗେସ୍ ବାର୍ କୁ ଦେଖ, ଯାହା ଦର୍ଶାଏ ଯେ VLC ସଂସ୍ଥାପିତ ହୋଇଛି. |
3:50 | ସଂସ୍ଥାପିତ ହୋଇଥିବା ପେକେଜ୍ ଗୁଡିକର ଆକାର ଏବଂ ସଂଖ୍ୟା ର ଅନୁସାରେ ସଂସ୍ଥାପନ କିଛି ସମୟ ନେଇ ପାରେ. |
3:57 | ସବୁଠାରୁ ଉପର ବଟନ୍ ଦ୍ବାରା ମଧ୍ୟ ପ୍ରୋଗ୍ରେସ୍ ସୁଚିତ ଅଟେ. |
4:02 | ଆପଣ ଅନ୍ୟ ଆପ୍ଲିକେସନ୍ (Applications) ଗୁଡିକୁ ଅକେସେସ୍ କରିପାରିବେ ଯେବେ ସଂସ୍ଥାପନ କରାଯାଉଛି. |
4:07 | VLC ସଂସ୍ଥାପିତ ହୋଇଗଲା ପରେ, ସେଠାରେ VLC ର ବିପଖ୍ୟାରେ ଏକ ଛୋଟ ଚିହ୍ନ୍ନ ଆସେ. |
4:13 | ଡାହାଣ ପାଖରେ ରିମୁଭ୍ ବଟନ୍ (Remove button) ପ୍ରଦଶ୍ରୀତ ହୋଇଛି. |
4:17 | ଯଦି ଆପଣ VLC କୁ ଅନଇନ୍ ଷ୍ଟଲ୍ (uninstall) କରିବାକୁ ଚାହଁ, କେବଳ ରିମୁଭ୍ ବଟନ୍ (Remove button) ରେ କ୍ଲିକ୍ କର. |
4:23 | ସମାନ ଭାବରେ, ଆପଣ ସବୁ ଅନ୍ୟ ସଫ୍ଟୱୟାର ପେକେଜ୍ ଗୁଡିକୁ ଖୋଜିପାରିବେ ଏବଂ ସଂସ୍ଥାପିତ କରିପାରିବେ. |
4:29 | ବର୍ତମାନ, ଚାଲ ହିଷ୍ତ୍ରୀ ଦେଖ. |
4:31 | ଏହା ଆମକୁ ଆମଦ୍ବାରା ତିଆରି କରା ଯାଇଥିବା ସବୁ ପରିବର୍ତନ ଗୁଡିକ ଯାହା ସଂସ୍ଥାପନ, |
4:37 | ଅପଡେଟ୍, ଏବଂ ସଫ୍ଟୱୟାର ର ଅପସାରଣ ଅନ୍ତର୍ଭୁକ୍ତ ଦେଖିବା ପାଇଁ ଅନୁମତି ଦିଏ. |
4:40 | ହିଷ୍ତ୍ରୀ ରେ କ୍ଲିକ୍ କର. ହିଷ୍ତ୍ରୀ ଡାଇ-ଲୋଗ୍ ବୋକ୍ସ (History dialog box) ଦେଖାଦିଏ. |
4:45 | ଆପଣ ଆପଣକଂ ହିଷ୍ତ୍ରୀ କୁ All Changes, Installations, Updates, ଏବଂ Removals ଦ୍ବାରା ଯାଂଚ କରିପାରନ୍ତି. |
4:51 | All Changes ରେ କ୍ଲିକ୍ କର. |
4:53 | ସବୁ ପରିବର୍ତନ କରାଯାଇଥିବା ତାଲିକା ପ୍ରଦଶ୍ରୀତ ହୋଇଛି, ଯାହା installations, updates ଏବଂ removals ଅଟେ. |
5:01 | ଆପଣ ନିୟମିତ ଆଧାରରେ ସଂସ୍ଥାପିତ ସଫ୍ଟୱୟାର (installed software) କୁ ମଧ୍ୟ ଅପଡେଟ୍ କରିପାରିବେ. |
5:07 | ଆପଣ ଉବଣ୍ଟୁ ଏବଂ ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) ସମ୍ବନ୍ଧରେ ଅଧିକ ସୁଚନା ଉବଣ୍ଟୁ ୱେବ୍ ସାଇଟ (Ubuntu Website) ରେ ପାଇପାରିବେ. |
5:17 | ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) ବିଷୟରେ ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ. |
5:21 | ଏହି ଟ୍ୟୁଟୋରିଆଲରେ ଆମେ ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) ର କିପରି ବ୍ୟବହାର କରୁ ଶିଖିଲୁ. |
5:26 | ଆମେ ମଧ୍ୟ ଶିଖିଲୁ କିପରି ଉବଣ୍ଟୁ ଅପେରିଟିଂଗ୍ ସିଷ୍ଟମ (Ubuntu Operating System) ରେ ସଫ୍ଟୱୟାର ଡାଉନ୍ ଲୋଡ୍ (download), ଇନ୍ ଷ୍ଟଲ୍, (install), ଅପ୍ ଡେଟ୍ (update) ଏବଂ ଅନ୍ ଇନ୍ ଷ୍ଟଲ୍ (un-install) କରୁଁ. |
5:36 | ଏଠାରେ ଆପଣକଂ ପାଇଁ ଏକ ନିର୍ଦ୍ଧାରିତ କାର୍ଯ୍ୟ ଅଛି. |
5:39 | ଉବଣ୍ଟୁ ସଫ୍ଟୱୟାର ସେନ୍ଟର୍ (Ubuntu Software Center) ର ବ୍ୟବହାର କରି Thunderbird କୁ ଡାଉନ୍ ଲୋଡ୍ (download), ଏବଂ ଇନ୍ ଷ୍ଟଲ୍, (install) କର. |
5:46 | ନିମ୍ନ ଲିଂକ୍ ରେ ଉପଲବ୍ଧ ଥିବା ଭିଡିଓ ଦେଖ. |
5:49 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ସଂଖିପ୍ତରେ ବିବରଣୀ କରେ. |
5:52 | ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ୍ ଏବଂ ଦେଖିପାରିବେ. |
5:57 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team) |
5:59 | ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshop) ପରିଚାଳନ କରନ୍ତି. |
6:02 | ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରିଖ୍ୟI ରେ ପାସ୍ କରନ୍ତି. |
6:06 | ଅଧିକ ଜାଣିବା ପାଇଁ ଦୟାକରି ntact at spoken hyphen tutorial dot org ରେ ଲେଖନ୍ତୁ. |
6:12 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ. |
6:17 | ଏହା ଆଇ. ସି. ଟି., ଏମ. ଏଚ. ଆର. ଡି., ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ. |
6:24 | ଏହି ମିଶନ୍ ବିଷୟରେ ଅଧିକ ସୁଚନା ଉପଲବ୍ଧ ଅଛି. |
6:28 | spoken hyphen tutorial dot org slash NMEICT hyphen Intro. |
6:35 | ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଯୋଗଦାନ ପାଇଁ ଧନ୍ୟବାଦ. |