LibreOffice-Suite-Base/C2/Create-queries-using-Design-View/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:04 ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବା:
00:06 Design View ବ୍ୟବହାର କରି କିପରି ଗୋଟିଏ query ସୃଷ୍ଟି କରିବା
00:10 Query Design ୱିଣ୍ଡୋରେ ଟେବୁଲଗୁଡିକୁ ଯୋଗ କରିବା
00:13 ଫିଲ୍ଡଗୁଡିକୁ ଚୟନ କରିବା, aliasଗୁଡିକୁ ସେଟ୍ ଅପ୍ କରିବା, ସର୍ଟିଙ୍ଗର କ୍ରମକୁ ସେଟ୍ ଅପ୍ କରିବା ଏବଂ ଗୋଟିଏ query ପାଇଁ ସର୍ଚ କ୍ରାଟେରିଆ ପ୍ରଦାନ କରିବା
00:23 ଏଥିପାଇଁ ଚାଲନ୍ତୁ ଆମ ପରିଚିତ Library ଡେଟାବେସର ଉଦାହରଣକୁ ଦେଖିବା
00:29 ଏହି Library ଡେଟାବେସରେ, ବହିଗୁଡିକ ଓ ମେମ୍ବରମାନଙ୍କ ବିଷୟରେ ସୁଚନା ଷ୍ଟୋର୍ ହୋଇଛି
00:37 ଏବଂ ମେମ୍ବରମାନଙ୍କୁ ଇସ୍ୟୁ ହୋଇଥିବା ବହିଗୁଡିକୁ ଟ୍ରାକ୍ କରିବା ପାଇଁ ଗୋଟିଏ table ମଧ୍ୟ ଅଛି
00:45 ବର୍ତ୍ତମାନ ମେମ୍ବରମାନଙ୍କୁ ଇସ୍ୟୁ ହୋଇଥିବା ସମଗ୍ର ବହିଗୁଡିକୁ ତାଲିକାଭୁକ୍ତ କରିବା ପାଇଁ ଗୋଟିଏ ନୁତନ query ସୃଷ୍ଟି କରନ୍ତୁ
00:54 ଅନ୍ୟ ଅର୍ଥରେ, ମେମ୍ବରମାନଙ୍କୁ ଇସ୍ୟୁ ହୋଇଥିବା ବହିଗୁଡିକର ଗୋଟିଏ ହିଷ୍ଟୋରୀ ଜେନେରେଟ୍ କରନ୍ତୁ
01:03 Library ଡେଟାବେସକୁ ଖୋଲନ୍ତୁ
01:07 ବାମ ପଟ ପ୍ୟାନେଲରେ ଥିବା Queries ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:13 ଡାହାଣ ପଟ ପ୍ୟାନେଲରେ ଥିବା Create Query in Design viewରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ ଗୋଟିଏ ନୁତନ ୱିଣ୍ଡୋ ଦେଖାଦେବ ଯାହାକୁ Query Design ୱିଣ୍ଡୋ ମଧ୍ୟ କୁହାଯାଏ
01:28 ଏବଂ ଉପରେ Add Table or Query ବୋଲାଉଥିବା ଗୋଟିଏ କ୍ଷୁଦ୍ର ପପ୍ ଅପ୍ ୱିଣ୍ଡୋକୁ ଦେଖନ୍ତୁ
01:39 ଏଠାରେ କ୍ଵେରୀ ପାଇଁ ଡେଟାର ସୋର୍ସକୁ ପରିଭାଷିତ କରନ୍ତୁ
01:46 ଏବଂ ମେମ୍ବରମାନଙ୍କୁ ଇସ୍ୟୁ ହୋଇଥିବା ସମସ୍ତ ବହିର history ଜେନେରେଟ୍ କରିବା ସକାସେ କ୍ଵେରୀ ପାଇଁ ସମସ୍ତ ତିନୋଟି ଟେବୁଲ ଆବଶ୍ୟକ ଅଟେ
01:57 ଏହାକୁ ତାଲିକାର Books ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ପପ୍ ଅପ୍ ୱିଣ୍ଡୋର ଡାହାଣ ପଟେ ଥିବା Add ବଟନ୍ ଉପରେ କ୍ଲିକ୍ କରନ୍ତୁ
02:11 ସେହିଭଳି BooksIssued ଟେବୁଲ୍ ଓ Members ଟେବୁଲକୁ ଯୋଗ କରନ୍ତୁ
02:19 ବର୍ତ୍ତମାନ ତିନୋଟି ଟେବୁଲ୍ କ୍ଵେରୀ ଡିଜାଇନର ବ୍ୟାକଗ୍ରାଉଣ୍ଡରେ ଦୃଶ୍ୟମାନ ହେବାର ଦେଖନ୍ତୁ
02:26 ବର୍ତ୍ତମାନ ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
02:31 ଏହା Query design windowକୁ ଫୋରଗ୍ରାଉଣ୍ଡକୁ ଆଣିବ
02:39 ଧ୍ୟାନଦିଅନ୍ତୁ ଯେ ତିନୋଟି ଟେବୁଲ୍ ୱିଣ୍ଡୋର ଉପରି ଭାଗର ଅର୍ଦ୍ଧେକରେ ଅଛନ୍ତି
02:46 ଏଠାରେ, ଏହି ତିନୋଟି ଟେବୁଲ ମଧ୍ୟରେ କିଛି ବ୍ୟବଧାନ ସୃଷ୍ଟି କରନ୍ତୁ
02:53 ପୁରା ଡାହାଣ ପଟେ Members ଟେବୁଲକୁ କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
03:01 ଏବଂ BooksIssued ଟେବୁଲକୁ କେନ୍ଦ୍ରରେ କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
03:11 ବର୍ତ୍ତମାନ ଏହି ଟେବୁଲଗୁଡିକୁ ଲିଙ୍କ୍ କରୁଥିବା ଧାଡିଗୁଡିକୁ ଦେଖନ୍ତୁ ଏବଂ ଏଗୁଡିକ relationships ଅଟନ୍ତି ଯାହା ପୂର୍ବରୁ ସ୍ଥାପନ କରାଯାଇଛି
03:23 relationshipର ସମ୍ପୂର୍ଣ୍ଣ ବିବରଣିକୁ ଦେଖିବା ପାଇଁ ଏହି ଧାଡିଗୁଡିକ ଉପରେ ଡବଲ୍ କ୍ଲିକ୍ କରନ୍ତୁ
03:30 ବର୍ତ୍ତମାନ ପାଇଁ, Query design ୱିଣ୍ଡୋର ନିମ୍ନ ଅର୍ଦ୍ଧେକକୁ ଦେଖନ୍ତୁ
03:37 ଏହି କ୍ଷେତ୍ରରେ cellଗୁଡିକର ଅନେକ ରୋ’ ଅଛି. କ୍ଵେରୀକୁ ଡିଜାଇନ୍ କଲା ସମୟରେ ଏଗୁଡିକ ପୁରଣ ହେବ
03:48 ପ୍ରଥମେ, Field କଲମକୁ ଚେକ୍ କରନ୍ତୁ
03:53 ଏହା ପରିଣାମ ସେଟରେ ପ୍ରଦର୍ଶନ ପାଇଁ ଆବଶ୍ୟକ ହେଉଥିବା ଫିଲ୍ଡଗୁଡିକୁ ନିର୍ଦ୍ଦିଷ୍ଟ କରିଥାଏ
04:01 ଏହା କରିବା ପାଇଁ, ୱିଣ୍ଡୋର ଉପର ଅର୍ଦ୍ଧେକରେ ଥିବା Books ଟେବୁଲର Title ଫିଲ୍ଡ ଉପରେ ପ୍ରଥମେ ଡବଲ୍ କ୍ଲିକ୍ କରନ୍ତୁ
04:12 ତା’ପରେ Members ଟେବୁଲର Name ଫିଲ୍ଡରେ ଡବଲ୍ କ୍ଲିକ୍ କରନ୍ତୁ
04:17 ଏବଂ ତା’ପରେ, BooksIssued ଟେବୁଲର Issue Date ଫିଲ୍ଡ ଉପରେ ଡବଲ୍ କ୍ଲିକ୍ କରନ୍ତୁ
04:24 ତା’ପରେ, Return date, actual return dateରେ ଏବଂ ଶେଷରେ checked in ଫିଲ୍ଡ ଉପରେ କ୍କ୍ଲିକ୍ କରନ୍ତୁ
04:34 ୱିଣ୍ଡୋର ନିମ୍ନ ଅର୍ଦ୍ଧେକରେ ଥିବା ପ୍ରଥମ ରୋ’ରେ ଥିବା ଏହି ଫିଲ୍ଡଗୁଡିକୁ ଲକ୍ଷ୍ୟ କରନ୍ତୁ
04:44 ତୃତୀୟ ରୋ’ରେ ଥିବା ଅନୁରୂପ tableର ନାମଗୁଡିକୁ ମଧ୍ୟ ଦେଖନ୍ତୁ
04:50 ତା’ପରେ, ଦ୍ଵିତୀୟ ରୋ’ରେ ଥିବା ଆଲିଆସଗୁଡିକୁ ଦେଖନ୍ତୁ
04:57 ଏହି ଠାରେ ଚୟନିତ ଫିଲ୍ଡଗୁଡିକରେ ବର୍ଣ୍ଣନାତ୍ମକ ନାମଗୁଡିକୁ ପ୍ରବେଶ କରିପାରିବେ
05:04 ତେଣୁ, ଇମେଜରେ ପ୍ରଦର୍ଶିତ ହେଲା ଭଳି ଆଲିଆସଗୁଡିକୁ ଟାଇପ୍ କରନ୍ତୁ
05:11 ଏବଂ ଆଲିଆସଗୁଡିକର କାମ ସମାପ୍ତ ହୋଇଛି
05:15 ତା’ପରେ, Sort ରୋ’କୁ ଦେଖନ୍ତୁ
05:21 ଏହିଠାରେ result setର କ୍ରମକୁ ନିର୍ଦ୍ଦିଷ୍ଟ କରନ୍ତୁ
05:26 ଯେହେତୁ ଇସ୍ୟୁ ହୋଇଥିବା ବହିଗୁଡିକର ଗୋଟିଏ history ଆବଶ୍ୟକ, ଏହାକୁ ସମୟକ୍ରମରେ ରଖନ୍ତୁ
05:34 ଏହାର ଅର୍ଥ-ଆସେଣ୍ଡିଙ୍ଗ କ୍ରମରେ Issue Date ଦ୍ଵାରା result setକୁ ସର୍ଟ କରନ୍ତୁ
05:43 ଏଥିପାଇଁ, Issuedate ଫିଲ୍ଡ ଅଧିନରେ ଥିବା Sort ରୋ’ସ୍ଥିତ ଶୂନ୍ୟ cell ଉପରେ କ୍ଲିକ୍ କରନ୍ତୁ. ଏବଂ Ascending ଉପରେ କ୍ଲିକ୍ କରନ୍ତୁ
05:56 ଠିକ୍ ଅଛି, ବର୍ତ୍ତମାନ ପରବର୍ତ୍ତୀ ରୋ’ Visibleକୁ ଯା’ନ୍ତୁ
06:02 ଏଠାରେ, ଚୟନିତ ଫିଲ୍ଡଗୁଡିକର ଦୃଶ୍ୟମାନତାକୁ ସେମାନଙ୍କୁ checking କିମ୍ବା un-checking କରି ସେଟ୍ କରାଯାଇପାରିବ
06:11 ଡିଫଲ୍ଟ ଭାବେ ସେମାନେ ସମସ୍ତେ checked ହୋଇଥିବାର ଲକ୍ଷ୍ୟ କରନ୍ତୁ
06:17 ତା’ପରେ, Function ରୋ’କୁ ଯାନ୍ତୁ. ଏହା ଜଟିଳ କ୍ଵେରୀଗୁଡିକୁ ସୃଷ୍ଟି ପାଇଁ ବ୍ୟବହୃତ ହୁଏ. ବର୍ତ୍ତମାନ ପାଇଁ ଏହାକୁ ଛାଡିଦିଅନ୍ତୁ
06:27 ଏବଂ Criterion ରୋ’କୁ ଯା’ନ୍ତୁ
06:32 ଏହିଠାରେ result setକୁ ଗୋଟିଏ ସରଳ କିମ୍ବା ଜଟିଳ କ୍ରାଇଟେରିଆ ସେଟ୍ ମଧ୍ୟରେ ସୀମିତ କରିପାରିବେ
06:40 ଉଦାହରଣସ୍ଵରୂପ, କେବଳ ସେହି ବହିଗୁଡିକ ପାଇଁ query କରନ୍ତୁ ଯାହା ଇସ୍ୟୁ କରାଯାଇଛି କିନ୍ତୁ ମେମ୍ବରମାନଙ୍କ ଦ୍ଵାରା ଫେରସ୍ତ ହୋଇନାହିଁ
06:49 ଏହାର ଅର୍ଥ- କେବଳ ସେହିମାନେ ଯାହା checked-in ହୋଇନାହିଁ
06:54 ତେଣୁ, CheckedIn ଅଧିନସ୍ଥ ଏହି ରୋ’ରେ ଥିବା ଶୂନ୍ୟ cell ଉପରେ କ୍ଲିକ୍ କରନ୍ତୁ ଏବଂ Equals Zero ଟାଇପ୍ କରନ୍ତୁ
07:06 ଏହା ଏତିକି. ବର୍ତ୍ତମାନ ଏହି କ୍ଵେରୀକୁ run କରନ୍ତୁ
07:10 କୀବୋର୍ଡ ସର୍ଟକଟ୍ F5ର ବ୍ୟବହାର କରନ୍ତୁ କିମ୍ବା ୱିଣ୍ଡୋର ଉପରେ ଥିବା Edit ମେନୁ ଉପରେ ଏବଂ ତା’ପରେ ନିମ୍ନରେ Run Query ଉପରେ କ୍ଲିକ୍ କରନ୍ତୁ
07:27 ୱିଣ୍ଡୋର ଉପର ଅର୍ଦ୍ଧେକରେ କିଛି ଡେଟା ଦେଖିବାକୁ ପାଇବେ କି?
07:32 ଏଗୁଡିକ କ୍ଵେରୀର ପରିଣାମ ଅଟନ୍ତି
07:36 ଧ୍ୟାନଦିଅନ୍ତୁ ଯେ Issue Date ଦ୍ଵାରା ଅର୍ଡର୍ ହୋଇଥିବା ଏବଂ ମେମ୍ବରମାନଙ୍କୁ ଇସ୍ୟୁ ହୋଇଥିବା ବହିଗୁଡିକର ଗୋଟିଏ historyକୁ ଦେଖିବାକୁ ପାଇବେ. କୌଣସଟି ବହି checked-in ହୋଇନ’ଥିବାର ମଧ୍ୟ ଲକ୍ଷ୍ୟ କରନ୍ତୁ
07:51 ବର୍ତ୍ତମାନ ନିମ୍ନରେ ଥିବା କ୍ଵେରୀ ଡିଜାଇନକୁ ଯା’ନ୍ତୁ ଏବଂ ଏହାକୁ ନିଜ ଅନୁସାରେ ପରିବର୍ତ୍ତନ କରନ୍ତୁ
08:00 ଉଦାହରଣସ୍ଵରୂପ, Checked In କ୍ରାଇଟେରିଅନକୁ ବାହାର କରିଦିଅନ୍ତୁ
08:07 ବର୍ତ୍ତମାନ, ପୁନର୍ବାର F5କୁ ଦାବି କ୍ଵେରୀକୁ run କରନ୍ତୁ
08:15 ଏହିଥର କ୍ଵେରୀ ଦ୍ଵାରା ଗୋଟିଏ ଲମ୍ବା ତାଲିକା ପ୍ରାପ୍ତ ହୋଇଥିବାର ଲକ୍ଷ୍ୟ କରନ୍ତୁ
08:23 ତା’ପରେ, Control, Sକୁ ଦାବି କ୍ଵେରୀକୁ save କରନ୍ତୁ. ଏହା ଗୋଟିଏ ଛୋଟ ପପ୍ ଅପ୍ ୱିଣ୍ଡୋ ଖୋଲିବ
08:34 ଏଠାରେ କ୍ଵେରୀକୁ ଗୋଟିଏ ବର୍ଣ୍ଣନାତ୍ମକ ନାମ ପ୍ରଦାନ କରନ୍ତୁ
08:38 History of Books Issued to Members ଟାଇପ୍ କରନ୍ତୁ
08:46 ଏବଂ ତା’ପରେ OK ବଟନ୍ ଉପରେ କ୍ଲିକ୍ କରିବା ସହିତ ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ
08:52 ମୁଖ୍ୟ Base ୱିଣ୍ଡୋରେ ଥିବା କ୍ଵେରୀ ନାମ ଉପରେ ଡବଲ୍ କ୍ଲିକ୍ କରି, ସେଭ୍ ହୋଇଥିବା ଏହି କ୍ଵେରୀକୁ ଖୋଲିପାରିବେ
09:01 ତେଣୁ, ଏହିପରି ସଫଳତାର ସହ Design View ବ୍ୟବହାର କରି ଗୋଟିଏ କ୍ଵେରୀର ସୃଷ୍ଟି କରାଯାଇଛି
09:09 ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି:
09:12 ମେମ୍ବର୍ Nisha Sharmaଙ୍କୁ ଇସ୍ୟୁ ହୋଇଥିବା ବହିଗୁଡିକର ଗୋଟିଏ ତାଲିକା ଜେନେରେଟ୍ କରନ୍ତୁ. ଏହି ତାଲିକା Issue date ଦ୍ଵାରା ସମୟାନୁସାରେ ହେବା ଆବଶ୍ୟକ
09:24 ଏହା ଆମକୁ Creating queries in Design View in LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
09:31 ସଂକ୍ଷିପ୍ତରେ, ଆମେ ଶିଖିଲେ:
09:33 Design View, Add tables to the Query Design window, Select fieldsକୁ ବ୍ୟବହାର କରି ଗୋଟିଏ କ୍ଵେରୀ ସୃଷ୍ଟି କରିବା
09:41 ଆଲିଆସଗୁଡିକୁ ସେଟ୍ ଅପ୍ କରିବା, ସର୍ଟିଙ୍ଗର କ୍ରମକୁ ସେଟ୍ ଅପ୍ କରିବା ଏବଂ ଗୋଟିଏ କ୍ଵେରୀ ପାଇଁ ସର୍ଚ କ୍ରାଇଟେରିଆ ଉପଲବ୍ଧ କରାଇବା
09:49 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ. ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:10 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep