LaTeX-Old-Version/C2/Bibliography/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, creating references using LaTeX and BibTeX ଉପରେ ଥିବା ସଂକ୍ଷିପ୍ତ ଟ୍ୟୁଟୋରିଆଲକୁ ସ୍ଵାଗତ
00:09 ପ୍ରଥମ ଆବଶ୍ୟକ କାର୍ଯ୍ୟ, ref.bib ଫାଇଲରେ ଥିବା ଭଳି ଗୋଟିଏ ଡେଟାବେସର referencesକୁ ସୃଷ୍ଟି କରନ୍ତୁ
00:23 ଏହି ଫାଇଲର ନିମ୍ନକୁ ଆସନ୍ତୁ ଏବଂ ଉପରକୁ ଫେରିଆସନ୍ତୁ
00:30 ଏହି ପ୍ରତ୍ୟେକ references ଗୋଟିଏ ୟୁନିକ୍ କୀ ୱର୍ଡ ସହିତ ଆରମ୍ଭ ହୋଇଥାଏ. ଉଦାହରଣସ୍ଵରୂପ, ଏହି ରେଫରେନ୍ସ ପାଇଁ କୀୱର୍ଡ ହେଉଛି, KMM07
00:43 LaTeX ଫାଇଲକୁ ଖୋଲନ୍ତୁ, ଯେଉଁ ସ୍ଥାନରେ ଗୋଟିଏ ରେଫରେନସକୁ ବ୍ୟବହାର କରିବାକୁ ଚାହାଁନ୍ତି, cite key word କମାଣ୍ଡକୁ ପ୍ରଦାନ କରନ୍ତୁ
01:00 ଉଦାହରଣସ୍ଵରୂପ - cite key word, cite keyword, ଏହାକୁ ଦେଖନ୍ତୁ, cite KMM07କୁ ପ୍ରଥମ ରେଫରେନସ ଭାବେ ref.bibରେ ଦେଖିବାକୁ ପାଇବେ
01:15 ପରବର୍ତ୍ତି କାମ ହେଉଛି ଫାଇଲର ନାମକୁ ସଂଯୁକ୍ତ କରିବା, ଯାହାର source fileରେ referencesଗୁଡିକ ଅଛନ୍ତି
01:23 ଏଠାରେ, ଡକୁମେଣ୍ଟ bibliography refର ଶେଷଆଡକୁ ଏହାକୁ ସଂଯୁକ୍ତ କରାଯାଇଛି. ମନେପକାନ୍ତୁ ଯେ ରେଫରେନସଗୁଡିକ ref.bib ଫାଇଲ୍ ମଧ୍ୟରେ ଅଛି
01:38 ଶେଷରେ, କେଉଁ bibliography ଷ୍ଟାଇଲକୁ ବ୍ୟବହାର କରିବେ, ଆପଣଙ୍କୁ କହିବାକୁ ପଡିବ
01:44 ଏହି source ଫାଇଲର ଉପରେ ତାହାକୁ ସଂଯୁକ୍ତ କରାଯାଇଛି
01:48 ଏହା bibliography style plain କମାଣ୍ଡ ଅଟେ
01:53 ଧରିନିଅନ୍ତୁ ଏଠାରେ plain ଷ୍ଟାଇଲ୍ ବ୍ୟବହୃତ ହେବ, plain styleରେ referencesକୁ ସୃଷ୍ଟି କରିବା ପାଇଁ ନିମ୍ନଲିଖିତ କ୍ରମରେ କମାଣ୍ଡଗୁଡିକ ନିଷ୍ପାଦିତ ହେବେ
02:04 ପ୍ରଥମେ, pdf LaTeX referencesକୁ ବ୍ୟବହାର କରି ସୋର୍ସ ଫାଇଲକୁ କମ୍ପାଇଲ୍ କରନ୍ତୁ
02:13 କମାଣ୍ଡ BibTeX referencesକୁ ନିଷ୍ପାଦନ କରନ୍ତୁ
02:23 ତୃତୀୟଟି ହେଉଛି, pdf LaTeX referencesକୁ ବ୍ୟବହାର କରି ଅଧିକ ଦୁଇଥର ସୋର୍ସ ଫାଇଲକୁ କମ୍ପାଇଲ୍ କରନ୍ତୁ
02:31 ଥରେ. ଦୁଇଥର
02:35 ବର୍ତ୍ତମାନ ରେଫରେନସଗୁଡିକ ସୃଷ୍ଟି ହୋଇଛି, ଚାଲନ୍ତୁ ଦେଖିବା
02:40 ଦ୍ଵିତୀୟ ପେଜରେ ଏଠାରେ ଟେକ୍ସଟ ଅଛି ଏବଂ ଏଠାରେ ରେଫରେଅନସଗୁଡିକର ତାଲିକା ଅଛି. ତଳକୁ ସ୍କ୍ରୋଲ୍ କରନ୍ତୁ
02:58 plain style ରେଫରେନସଗୁଡିକୁ ଅକ୍ଷର କ୍ରମରେ ଏବଂ ନମ୍ବର୍ ସହିତ ତାଲିକାଭୁକ୍ତ କରିବ
03:07 ଏହି ନମ୍ବରଗୁଡିକ ମୁଖ୍ୟ ଟେକ୍ସଟରେ ମଧ୍ୟ ବ୍ୟବହାର ହୋଇଛି
03:13 ରେଫରେନସିଙ୍ଗ ଷ୍ଟାଇଲ୍ u-n-s-r-t ନିର୍ଦ୍ଦିଷ୍ଟ ଅଟେ କିନ୍ତୁ ଗୋଟିଏ ପାର୍ଥକ୍ୟ ପାଇଁ ଅଟେ
03:23 ଏଠାରେ u-n-s-r-tକୁ ରଖନ୍ତୁ
03:31 ପ୍ରଥମେ କାର୍ଯ୍ୟକାରୀ ହୋଇଥିବା ଅନୁସାରେ ରେଫରେନସଗୁଡିକ ତାଲିକାଭୁକ୍ତ ହୋଇଛନ୍ତି
03:36 ଆମେ କରିଥିବା ଭଳି, plainକୁ u-n-s-r-tରେ ପରିବର୍ତ୍ତନ କରନ୍ତୁ, ଏବଂ ତା’ପରେ LaTeXing ଓ BibTeXingର ପ୍ରକ୍ରିୟାକୁ ପୁନରାବୃତ୍ତି କରନ୍ତୁ. ଯାହା pdf LaTeXର ବ୍ୟବହାର ଦ୍ଵାରା ପ୍ରଥମ ସୋର୍ସ ଫାଇଲ୍ ଅଟେ, ତା’ପରେ BibTeXକୁ ବ୍ୟବହାର କରି BibTeXର ସୋର୍ସ ଫାଇଲ୍ ଏବଂ ତା’ପରେ ଅଧିକ ଦୁଇଥର LaTeX ସୋର୍ସ ଫାଇଲ୍ ଅଟେ. ପ୍ରଥମ ଥର, ଦ୍ଵିତୀୟ ଥର
04:07 ବର୍ତ୍ତମାନ କ’ଣ ହେଉଛି ଲକ୍ଷ୍ୟ କରନ୍ତୁ
04:09 ପେପରରେ ଉଲ୍ଲେଖ ହୋଇଥିବା ଭଳି ଏହା ରେଫରେନ୍ସଗୁଡିକୁ ସୃଷ୍ଟି କରିବା ଆପଣ ଦେଖିପାରିବେ. ଉଦାହରଣସ୍ଵରୁପ, ପ୍ରଥମ ରେଫରେନସ ଏଠାରେ ପ୍ରଥମେ ଉଲ୍ଲେଖ କରାଯାଇଛି
04:20 ଦ୍ଵିତୀୟ ରେଫରେଅନ୍ସକୁ 2 ଭାବେ ଉଲ୍ଲେଖ କରାଯାଇଛି କାରଣ ଏହା ଏଠାରେ ଉଲ୍ଲେଖ ଅଛି
04:26 ଏହା ଏହି ତାଲିକାରେ ଦ୍ଵିତୀୟ ଭାବେ ତାଲିକାଭୁକ୍ତ ହୋଇଛି
04:30 ଏହି ତାଲିକାର ନିମ୍ନ ଭାଗକୁ ଚାଲନ୍ତୁ ଯିବା
04:39 ଠିକ୍ ଅଛି. ପଛକୁ ଫେରିଆସନ୍ତୁ
04:44 କମ୍ପ୍ୟୁଟର୍ ବୈଜ୍ଞାନିକମାନେ ବ୍ୟବହାର କରୁଥିବା ମାର୍ଗରେ ରେଫରେନ୍ସ ସୃଷ୍ଟି କରିବା ପାଇଁ, ଷ୍ଟାଇଲକୁ alphaରେ ପରିବର୍ତ୍ତନ କରନ୍ତୁ
04:52 ଏହାକୁ alphaରେ ପରିବର୍ତ୍ତନ କରନ୍ତୁ
04:59 Save କରନ୍ତୁ ଏବଂ ତା’ପରେ LaTeXing ଓ BibTeXing ପ୍ରକ୍ରିୟାର ପୁନରାବୃତ୍ତି କରନ୍ତୁ. ଯାହା pdf LaTeX source file, BibTeX references, pdf LaTeX referencesର ଥରେ, ଦୁଇଥର ଅଟେ. ଏହା ମନେରଖନ୍ତୁ
05:20 ବର୍ତ୍ତମାନ, ରେଫରେଅନ୍ସିଙ୍ଗର ଏହି ଷ୍ଟାଇଲ୍ ପ୍ରାପ୍ତ ହେବ
05:26 ଏହାର ନିମ୍ନଭାଗକୁ ଯା’ନ୍ତୁ ଏବଂ ଦେଖନ୍ତୁ
05:31 ଠିକ୍ ଅଛି
05:37 ଏଠାରେ ବିଭିନ୍ନ ପ୍ରକାରର ରେଫରେନ୍ସିଙ୍ଗ ଷ୍ଟାଇଲଗୁଡିକ ଅଛି. ବର୍ତ୍ତମାନ ଦୁଇଟି ଫାଇଲ୍ ଡାଉନଲୋଡ୍ କରନ୍ତୁ, Harvard.sty ଓ ifac.bst
05:48 ନିମ୍ନଲିଖିତ ଦୁଇଟି ପରିବର୍ତ୍ତନ କରନ୍ତୁ. ପ୍ରଥମଟି ହେଉଛି, use packages କମାଣ୍ଡରେ Harvardକୁ ସଂଯୁକ୍ତ କରନ୍ତୁ
05:58 ବର୍ତ୍ତମାନ ମୁଁ ଯେଉଁଭଳି କରିଛି ଏବଂ ତା’ପରେ styleକୁ ifacରେ ପରିବର୍ତ୍ତନ କରନ୍ତୁ
06:08 ଫାଇଲକୁ Save କରନ୍ତୁ
06:13 ବର୍ତ୍ତମାନ, ପୁନର୍ବାର LaTeXing ଓ BibTeXing ପ୍ରକ୍ରିୟାକୁ କରନ୍ତୁ
06:18 Latex, BibTeX, LaTeX once, LaTeX twice.
06:31 ଏହି pdf ଫାଇଲ୍ ଭଳି ରେଫରେଅନ୍ସ ତାଲିକା ପ୍ରାପ୍ତ କରିବେ
06:37 ଥରେ ନିମ୍ନକୁ ଯା’ନ୍ତୁ
06:46 ଏହା ଅକ୍ଷର ଅନୁସାରେ ସଜ୍ଜିତ ହୋଇଛି କିନ୍ତୁ ଏଠାରେ plain style ତୂଳନାରେ କ୍ରମିକ ସଂଖ୍ୟାଗୁଡିକ ନାହାଁନ୍ତି
06:52 ଅଥର୍ ନେମ୍ ଓ year ଦ୍ଵାରା ରେଫରେନ୍ସିଙ୍ଗ କରାଯିବ; ଅଥର୍ ନେମ୍...ଓ year.
07:00 ଏହି ଷ୍ଟାଇଲରେ, ଏଠାରେ cite-as-noun ନାମକ ଗୋଟିଏ ସ୍ଵତନ୍ତ୍ର କମାଣ୍ଡ ଅଛି. କାର୍ଯ୍ୟକାରୀ ଟେକ୍ସଟ ମଧ୍ୟରେ ଉଲ୍ଲିଖିତ ବ୍ୟକ୍ତିଙ୍କର ନାମକୁ ରଖିବାରେ ସାହାଯ୍ୟ କରିବ ଏବଂ ବ୍ରାକେଟ୍ ମଧ୍ୟରେ ନୁହେଁ
07:15 ଧ୍ୟାନଦିଅନ୍ତୁ ଯେ ଏଠାରେ କେବଳ ପାର୍ଶ୍ଵର ବ୍ୟବହାର କରାଯାଇଛି ଏବଂ କେବଳ ବ୍ରାକେଟ୍ ମଧ୍ୟରେ ସମସ୍ତ ରେଫରେନ୍ସଗୁଡିକୁ ପ୍ରାପ୍ତ କରାଯାଇଛି
07:22 ଉଦାହରଣସ୍ଵରୂପ,
07:28 ଏହି ଦ୍ଵିତୀୟ ପାରାଗ୍ରାଫକୁ ଦେଖନ୍ତୁ, cite KMM07 ଦ୍ଵାରା ଟେକ୍ସଟବୂକ୍, the textbook by, ଏହିପରି ସମଗ୍ର ଜିନିଷ ବ୍ରାକେଟ୍ ମଧ୍ୟରେ ରହିବେ. ଧରିନିଅନ୍ତୁ, ଏହାକୁ cite-as-nounରେ ପରିବର୍ତ୍ତନ କରାଗଲା
07:44 ଏହାକୁ ସେଭ୍ କରିବା ସହ କମ୍ପାଇଲ୍ କରନ୍ତୁ
07:50 ପରିଣାମସ୍ଵରୂପ, ବର୍ତ୍ତମାନ, କାର୍ଯ୍ୟକାରୀ ଟେକ୍ସଟ ମଧ୍ୟରେ ଏହି Moudgalya, ବ୍ରାକେଟର ବାହାରେ ଆସିଯାଇଛି
07:59 ଯଦି ଆପଣ କିଛି ଅଧିକ ରେଫରେନ୍ସିଙ୍ଗ ଷ୍ଟାଇଲ୍ ଆବଶ୍ୟକ କରନ୍ତି ତେବେ ୱେବରେ ସର୍ଚ କରନ୍ତୁ
08:04 ଏଠାରେ ଭଲ ସୁଯୋଗ ଅଛି ଯେ ଜଣେ କେହି ଆବଶ୍ୟକ sty ଓ bst ଫାଇଲଗୁଡିକୁ ଲେଖିସାରିଛନ୍ତି
08:10 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Nancyvarkey