Koha-Library-Management-System/C2/OPAC/Oriya
From Script | Spoken-Tutorial
| |
|
| 00:01 | How to Use OPAC ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲରେ ଆମେ, Search ଓ Advanced Search |
| 00:13 | ବ୍ୟବହାର କରି ଗୋଟିଏ Itemକୁ କିପରି ପାଇବା, ତାହା ଶିଖିବା |
| 00:18 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି Ubuntu Linux OS 16.04 ଏବଂ
Koha version 16.05 |
| 00:32 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣ Library Science ଜାଣିଥିବା ଉଚିତ |
| 00:38 | ଏହାର ଅଭ୍ୟାସ ପାଇଁ ଆପଣଙ୍କ ସିଷ୍ଟମରେ Koha ଇନଷ୍ଟଲ୍ ହୋଇଥିବା ଦରକାର |
| 00:44 | ତଥା Kohaରେ ଆପଣଙ୍କର Admin Access ମଧ୍ୟ ଥିବା ଆବଶ୍ୟକ |
| 00:49 | ଯଦି ନାହିଁ, ତେବେ ଦୟାକରି ଏହି ୱେବସାଇଟରେ ଥିବା Koha Spoken Tutorialର ଶୃଙ୍ଖଳାକୁ ଦେଖନ୍ତୁ |
| 00:56 | ଆରମ୍ଭ କରିବା ପାଇଁ ମୁଁ, Microbiology ଉପରେ ଆହୁରି 2ଟି ବହି ଯୋଡ଼ିଛି |
| 01:02 | ଗୋଟିକର ଲେଖକ ହେଉଛନ୍ତି Power and Daginawala ଏବଂ ଅନ୍ୟଟିର ଲେଖକ ହେଉଛନ୍ତି Heritage |
| 01:12 | ଏଥିସହିତ ମୋ ଲାଇବ୍ରେରୀରେ ସମୁଦାୟ 3ଟି ବହି ହୋଇଗଲା |
| 01:17 | ଆଗକୁ ବଢ଼ିବା ପୂର୍ବରୁ, ଆପଣ ଦୟାକରି, ପୂର୍ବ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଥିବା ଅନୁସାରେ, ନିଜ ପସନ୍ଦର ଆହୁରି 2ଟି ବହିକୁ ନିଜର ଲାଇବ୍ରେରୀରେ ଯୋଡ଼ନ୍ତୁ. |
| 01:27 | ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି ଟାଇପ୍ କରନ୍ତୁ: 127.0.1.1/8000 |
| 01:39 | ଦୟାକରି ଧ୍ୟାନ ଦିଅନ୍ତୁ ଯେ - ଇନଷ୍ଟଲେଶନ୍ ସମୟରେ ଦିଆଯାଇଥିବା Port Number ଓ Domain ଉପରେ URL ଭିତ୍ତି କରିଥାଏ. |
| 01:47 | ତେଣୁ, ଆପଣ ଉଲ୍ଲେଖ କରିଥିବା ଅନୁସାରେ ଟାଇପ୍ କରନ୍ତୁ.
ତା’ପରେ Enter ଦାବନ୍ତୁ |
| 01:54 | Welcome to Spoken Tutorial Library ହୋମ୍ ପେଜ୍ ଖୋଲିବ |
| 02:00 | Library Catalogର ବାମପଟେ ଥିବା ଡ୍ରପ୍-ଡାଉନ୍ରୁ ଆମେ, ନିମ୍ନ ଅପ୍ସନ୍ସ ଦ୍ୱାରା ସର୍ଚ୍ଚ କରିପାରିବା |
| 02:09 | Title, Author, Subject, ISBN , Series ଓ Call number |
| 02:22 | ଡାହାଣପଟେ ଥିବା ଫିଲ୍ଡରେ, ମୁଁ ଏଠାରେ Microbiology ଟାଇପ୍ କରିବି ଏବଂ ଫିଲ୍ଡର ଡାହାଣପଟେ ଥିବା Go ଉପରେ କ୍ଲିକ୍ କରିବି |
| 02:33 | ଫଳାଫଳରେ Microbiology ଶବ୍ଦ ଥିବା ସମସ୍ତ Library Item ତାଲିକାଭୁକ୍ତ ହୋଇଯିବ |
| 02:40 | ସର୍ଚ୍ଚ ୱର୍ଡ ସହିତ ତାଲିକାଭୁକ୍ତ ଆଇଟମଗୁଡ଼ିକୁ ୟୁଜରଙ୍କ ପସନ୍ଦ ଅନୁସାରେ କ୍ରମବଦ୍ଧ ମଧ୍ୟ କରିହେବ |
| 02:47 | ଏହା କରିବା ପାଇଁ, ତାଲିକାର ଡାହାଣପଟକୁ ଯାଆନ୍ତୁ ଏବଂ Relevance ଟାବ୍ ଉପରେ କ୍ଲିକ୍ କରନ୍ତୁ |
| 02:54 | ଡ୍ରପ୍-ଡାଉନ୍ରୁ ମୁଁ Author (A-Z) ଚୟନ କରିବି |
| 03:00 | ଆପଣ, ନିଜ ଆବଶ୍ୟକତା ଅନୁସାରେ ଅନ୍ୟ ଯେକୌଣସି ପ୍ରାସଙ୍ଗିକ ଅପ୍ସନ୍ର ଚୟନ କରିପାରନ୍ତି |
| 03:06 | Author (A-Z) ଚୟନ କଲେ, Authorମାନଙ୍କର ଏକ ତାଲିକା ବର୍ଣ୍ଣମାଳା କ୍ରମରେ ଦେଖାଦେବ |
| 03:14 | ତାଲିକାଭୁକ୍ତ ଆଇଟମଗୁଡ଼ିକର ଶୀର୍ଷକ ତଳକୁ ଦେଖନ୍ତୁ. ଏଠାରେ ଆମେ, ସମଗ୍ର ଲାଇବ୍ରେରୀରେ ସେହି ନିର୍ଦ୍ଦିଷ୍ଟ ଆଇଟମର ଉପଲବ୍ଧତାକୁ ଦେଖିପାରିବା |
| 03:26 | ତେବେ, ଆହୁରି ଭଲ ପରିଣାମ ପାଇବା ପାଇଁ ଆମେ, ଆମର ସର୍ଚ୍ଚକୁ କିପରି ଉନ୍ନତ କରିପାରିବା? |
| 03:31 | ପୂରା ବାମପଟେ ଥିବା Refine Your Search ଟାବ୍ ଉପରେ କ୍ଲିକ୍ କରି ଆମେ ଏହା କରିପାରିବା |
| 03:39 | ତା’ପରେ, ନିମ୍ନଲିଖିତ ବିଭାଗରେ ଥିବା ବିଭିନ୍ନ ଟାବ୍ସକୁ ଯାଆନ୍ତୁ: Availability, Authors, Item Types ଓ Topics |
| 03:52 | ସାଧାରଣ ସର୍ଚ୍ଚରେ ଯଦି ଆବଶ୍ୟକ ସାମଗ୍ରୀ ନ ମିଳେ, ତେବେ କ’ଣ କରିବା, ତାହା ଆମେ ଏବେ ଦେଖିବା |
| 04:01 | Search Catalog ପେଜ୍ରେ ଥିବା Advanced Search ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
| 04:07 | Search For ଶୀର୍ଷକ ସହିତ ଗୋଟିଏ ନୂଆ ପେଜ୍ ଖୋଲିବ |
| 04:13 | ଏକାଧିକ ଡ୍ରପ୍-ଡାଉନ୍ ଅପ୍ସନ୍ସ ବ୍ୟବହାର କରି ଆମେ, ଆମର ଆବଶ୍ୟକ ସାମଗ୍ରୀ ପାଇଁ ଆମ ସର୍ଚ୍ଚକୁ ରିଫାଇନ୍ କରିପାରିବା |
| 04:21 | ବାମପଟେ ଥିବା ପ୍ରଥମ ଡ୍ରପ୍-ଡାଉନ୍ରୁ, ଉପଯୁକ୍ତ ଅପ୍ସନ୍ ଚୟନ କରନ୍ତୁ, ଯେପରି:
Keyword, Subject , Title, Author, Publisher, Publisher Location, ISBN ଓ Barcode |
| 04:40 | ମୁଁ Subject ଚୟନ କରିବି. ଏବଂ ଡାହାଣପଟ ଫିଲ୍ଡରେ, ବାମପଟ ଡ୍ରପ୍-ଡାଉନ୍ରୁ ଚୟନିତ ଅପ୍ସନ୍ର ବିବରଣୀ ଟାଇପ୍ କରନ୍ତୁ |
| 04:51 | ମୁଁ ଏଠାରେ Microbiology ଟାଇପ୍ କରିବି |
| 04:55 | ଦ୍ୱିତୀୟ ଡ୍ରପ୍-ଡାଉନ୍ ଅପ୍ସନ୍ ବ୍ୟବହାର କରି ମୁଁ, Patel ଭାବରେ Authorଙ୍କ ଚୟନ କରିବି |
| 05:03 | ତୃତୀୟ ଡ୍ରପ୍-ଡାଉନ୍ ଅପ୍ସନ୍ ବ୍ୟବହାର କରି ମୁଁ, Pearson ଭାବରେ Publisherର ଚୟନ କରିବି |
| 05:11 | ସେହି ପେଜ୍ରେ Item Type ବିଭାଗରେ ଥିବା ଅନ୍ୟ ଅପ୍ସନଗୁଡ଼ିକୁ ଦେଖନ୍ତୁ - |
| 05:18 | Book, Reference ଓ Serial |
| 05:23 | ତା’ପରେ, Publication Date Range, Language ଓ Sorting ଅପ୍ସନଗୁଡ଼ିକ ରହିଛି |
| 05:34 | ତେଣୁ, Item Type ବିଭାଗରେ ମୁଁ Books ପାଇଁ ଥିବା ରେଡିଓ ବଟନ୍ ରେ କ୍ଲିକ୍ କରିବି |
| 05:41 | Publication Date Rangeକୁ ମୁଁ ଖାଲି ଛାଡ଼ିଦେବି |
| 05:46 | Language ପାଇଁ, ଡ୍ରପ୍-ଡାଉନ୍ରୁ English ଚୟନ କରନ୍ତୁ |
| 05:52 | Sorting ବିଭାଗରେ, Sort By ପାଇଁ ମୁଁ: Author (A-Z) ଚୟନ କରିବି |
| 06:00 | ସମସ୍ତ ବିବରଣୀ ପୂରଣ ହୋଇସାରିବା ପରେ, ପେଜ୍ ତଳେ ଥିବା Search ଉପରେ କ୍ଲିକ୍ କରନ୍ତୁ |
| 06:07 | ଏହି ପେଜ୍ରେ, ନିମ୍ନଲିଖିତ ସହିତ ସମସ୍ତ ଆଇଟମ୍ର ତାଲିକା ରହିବ:
Subject ଭାବରେ Microbiology, |
| 06:16 | Author ଭାବରେ Patel Arvind H., |
| 06:20 | Publisher ଭାବରେ Pearson |
| 06:23 | ଏବେ, Advanced Search ପେଜ୍କୁ ଫେରିଯାଆନ୍ତୁ ଏବଂ Search For ବିଭାଗ ତଳେ ଥିବା More Options ବଟନ୍ ଉପରେ କ୍ଲିକ୍ କରନ୍ତୁ. |
| 06:36 | ଏହା କଲେ, Advanced Search ପେଜ୍ର ଲେଆଉଟ୍ ବଦଳିଯିବ |
| 06:42 | ପୁଣିଥରେ, ପ୍ରଥମ ଡ୍ରପ୍-ଡାଉନ୍ରୁ ମୁଁ Subject ଚୟନ କରିବି. |
| 06:48 | ତା’ପରେ ମୁଁ, Microbiology ଟାଇପ୍ କରିବି |
| 06:52 | ବର୍ତ୍ତମାନ, ଅପ୍ସନ୍ସର ଦ୍ୱିତୀୟ ଧାଡ଼ିକୁ ଆସନ୍ତୁ |
| 06:56 | ପ୍ରଥମ ଡ୍ରପ୍-ଡାଉନ୍ରୁ ମୁଁ, And ଅପ୍ସନ୍ କୁ ସେହିପରି ରଖିବି |
| 07:03 | ଏବଂ, ଡାହାଣପଟେ ଥିବା ଡ୍ରପ୍-ଡାଉନ୍ରୁ ମୁଁ Author ଚୟନ କରିବି |
| 07:08 | ତା’ପରେ, ଏହାର ଡାହାଣପଟେ Patel ଟାଇପ୍ କରିବି |
| 07:13 | ଏବେ, ଅପ୍ସନ୍ସର ତୃତୀୟ ଧାଡ଼ିକୁ ଆସନ୍ତୁ.
ପ୍ରଥମ ଡ୍ରପ୍-ଡାଉନ୍ରୁ ମୁଁ, OR ଅପ୍ସନ୍କୁ ଚୟନ କରିବି |
| 07:22 | ଏବଂ, ଡାହାଣପଟେ ଥିବା ଡ୍ରପ୍-ଡାଉନ୍ରୁ ମୁଁ Author ଚୟନ କରିବି |
| 07:28 | ତା’ପରେ, ଏହାର ଡାହାଣପଟେ Heritage ଟାଇପ୍ କରିବି |
| 07:33 | ଯଦି ଆବଶ୍ୟକ ହୁଏ, ତେବେ Item Type କିମ୍ୱା ଅନ୍ୟାନ୍ୟ ଅପ୍ସନ୍ସରେ ଥିବା Search ଅପ୍ସନ୍ ବ୍ୟବହାର କରି ଆପଣ ନିଜ ସର୍ଚ୍ଚକୁ ଆହୁରି ବିସ୍ତାରିତ କରିପାରିବେ |
| 07:45 | ସମସ୍ତ ବିବରଣୀ ପୂରଣ କରିସାରିବା ପରେ, ବିଭାଗ ତଳେ ଥିବା Search ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 07:52 | ଏହିପରି ଭାବେ ଆମେ, OPAC ବ୍ୟବହାର କରି ଲାଇବ୍ରେରୀରେ ଆଇଟମ୍ସ ପାଇଁ ସର୍ଚ୍ଚ କରିପାରିବା |
| 07:58 | ଜଣେ ୟୁଜର୍ ଗୋଟିଏ ଲାଇବ୍ରେରୀ ଆଇଟମ୍କୁ କିପରି ସହଜରେ ସର୍ଚ୍ଚ କରିପାରିବେ, ଏହି ଟ୍ୟୁଟୋରିଆଲ୍ ସାହାଯ୍ୟରେ ଆପଣ ଶିଖିଲେ |
| 08:05 | ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ |
| 08:08 | ସଂକ୍ଷିପ୍ତରେ,
ଏହି ଟ୍ୟୁଟୋରିଆଲରେ ଆମେ, Search ଓ Advanced Search |
| 08:17 | ବ୍ୟବହାର କରି ଗୋଟିଏ Itemକୁ କିପରି ପାଇବା, ତାହା ଶିଖିଲେ |
| 08:22 | ଆସାଇନମେଣ୍ଟ ପାଇଁ:
Biology କୀ’ୱର୍ଡକୁ ବ୍ୟବହାର କରି OPACରେ Journalsର ତାଲିକା ସର୍ଚ୍ଚ କରନ୍ତୁ |
| 08:30 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 08:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 08:47 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
| 08:51 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ,, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 09:03 | ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |