Koha-Library-Management-System/C2/Koha-installation-on-Linux-16.04/Oriya
From Script | Spoken-Tutorial
Time | Narration |
00:01 | ଉବୁଣ୍ଟୁ Linux OSରେ Kohaର ଇନଷ୍ଟଲେଶନ୍ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
00:09 | ଏହି ଟ୍ୟୁଟୋରିଆଲ୍ରେ ଆମେ ଉବୁଣ୍ଟୁ Linux OS 16.04ରେ Koha Library Management ସିଷ୍ଟମ୍କୁ ଇନଷ୍ଟଲ୍ କରି ଶିଖିବା ସହିତ ଇନଷ୍ଟଲେଶନ୍ର ପୁଂଖାନୁପୁଂଖ ଯାଞ୍ଚ କରିବା |
00:24 | ଏହି ଟ୍ୟୁଟୋରିଆଲ୍କୁ ରେକର୍ଡ କରିବା ପାଇଁ ଉବୁଣ୍ଟୁ Linux OS 16.04, Koha ଭର୍ସନ୍ 16.05 |
00:35 | gedit ଟେକ୍ସଟ୍ ଏଡିଟର୍ ଓ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରାଯାଉଛି |
00:41 | ଆରମ୍ଭ କରିବା ପୂର୍ବରୁ, ଦୟାକରି ସୁନିଶ୍ଚିତ କରନ୍ତୁ ଯେ, ଆପଣଙ୍କ ମେସିନ୍ରେ ଉବୁଣ୍ଟୁ Linux OS 16.04, |
00:50 | ଯେକୌଣସି ଗୋଟିଏ ଟେକ୍ସଟ୍ ଏଡିଟର୍ ଏବଂ Firefox କିମ୍ବା Google Chrome ୱେବ୍ ବ୍ରାଉଜର୍ ମଧ୍ୟରୁ ଗୋଟିଏ ଇନଷ୍ଟଲ୍ ହୋଇଛି |
00:57 | ସର୍ବନିମ୍ନ ହାର୍ଡୱେର୍ ଆବଶ୍ୟକତା ହେଉଛି- i3 ପ୍ରୋସେସର୍ କିମ୍ବା ଉର୍ଦ୍ଧ୍ଵ, |
01:05 | 500GB ହାର୍ଡ ଡିସ୍କ କିମ୍ବା ଅଧିକ, |
01:09 | ସର୍ବନିମ୍ନ 4GB RAM ଏବଂ ନେଟ୍ୱର୍କ ସୁବିଧା |
01:15 | ଏହି ଟ୍ୟୁଟୋରିଆଲ୍ରେ ବ୍ୟବହୃତ ହୋଇଥିବା କମାଣ୍ଡଗୁଡ଼ିକ, playerର ନିମ୍ନରେ ଥିବା Code Files ଲିଙ୍କରେ ଉପଲବ୍ଧ ଅଛି |
01:22 | ମୁଁ ଏହି ଫାଇଲ୍କୁ ମୋ ମେସିନ୍ରେ ଥିବା gedit ଟେକ୍ସଟ୍ ଏଡିଟର୍ରେ ଖୋଲିସାରିଛି ଏବଂ ପ୍ରଦର୍ଶନ କରିବା ବେଳେ କମାଣ୍ଡଗୁଡ଼ିକୁ କପୀ ଓ ପେଷ୍ଟ କରିବା ପାଇଁ ମୁଁ ସେହି ସମାନ ଫାଇଲ୍କୁ ବ୍ୟବହାର କରିବି |
01:33 | ଚାଲନ୍ତୁ ଆରମ୍ଭ କରିବା |
01:36 | କୀ-ବୋର୍ଡରେ Ctrl+Alt+T କୀକୁ ଏକସଙ୍ଗେ ଦାବି ଟର୍ମିନଲ୍କୁ ଖୋଲନ୍ତୁ |
01:43 | ସର୍ବ ପ୍ରଥମେ ଆପଣଙ୍କ ସିଷ୍ଟମ୍ରେ ଉବୁଣ୍ଟୁ Linuxର ଇନଷ୍ଟଲେଶନ୍ ଅପ୍-ଟୁ-ଡେଟ୍ ଥିବା ସୁନିଶ୍ଚିତ କରନ୍ତୁ |
01:50 | ସେଥିପାଇଁ, ଏହି କମାଣ୍ଡକୁ Code ଫାଇଲ୍ରୁ କପୀ କରନ୍ତୁ ଏବଂ ଟର୍ମିନଲ୍ରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
01:59 | ବର୍ତ୍ତମାନଠାରୁ, ଏହି ଇନଷ୍ଟଲେଶନ୍ ପ୍ରକ୍ରିୟା ଚାଲୁଥିବା ସମୟରେ ଯେତେବେଳେ ପ୍ରମ୍ପ୍ଟ ଦେଖାଦେବ, ସେତେବେଳେ ସିଷ୍ଟମ୍ ପାସ୍ୱର୍ଡକୁ ଲେଖି Enter ଦାବନ୍ତୁ |
02:10 | ଏହି କମାଣ୍ଡ, koha.list ନାମକ ଗୋଟିଏ ଫାଇଲ୍ ନାମକୁ ତିଆରି କରିବ ଏବଂ ପ୍ୟାକେଜ୍ ରିପୋଜିଟୋରିକୁ ଅପଡେଟ୍ କରିବ |
02:19 | ଦୟାକରି ଧ୍ୟାନ ଦିଅନ୍ତୁ: ଏହି ଟ୍ୟୁଟୋରିଆଲ୍ ତିଆରି ହେବା ସମୟରେ Koha 16.05 ଗୋଟିଏ ସ୍ଥିର ଭର୍ସନ୍ ଥିଲା |
02:28 | କୋଡ୍ ଫାଇଲ୍ରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
02:37 | ତା’ପରେ, ଏହା gpg.asc ଫାଇଲକୁ ଡାଉନଲୋଡ୍ କରିବ ଏବଂ signature କୀ’କୁ ଅପଡେଟ୍ କରିବ |
02:47 | କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
02:57 | ବର୍ତ୍ତମାନ କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
03:07 | ଏହା ଦ୍ଵାରା ନୂଆ ରିପୋଜିଟୋରିଗୁଡ଼ିକ ଅପଡେଟ୍ ହେବ |
03:11 | ବର୍ତ୍ତମାନ sudo apt-get install koha-common ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
03:22 | ଯଦି ଆପଣ ଜାରି ରଖିବାକୁ ଚାହାନ୍ତି, ତେବେ ପଚରାଗଲେ Y ଦାବନ୍ତୁ ଏବଂ Enter ଦାବନ୍ତୁ |
03:30 | ଏହା ଦ୍ଵାରା ଆପଣଙ୍କ ସିଷ୍ଟମରେ Koha ଇନଷ୍ଟଲ୍ ହୋଇଯିବ. ଇନଷ୍ଟଲେସନ୍ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ. ଏହା କିଛି ସମୟ ନେବ |
03:40 | ବର୍ତ୍ତମାନ Koha ପାଇଁ ପୋର୍ଟ ସଂଖ୍ୟାକୁ ବଦଳାଇବା ପାଇଁ ଗୋଟିଏ ଟେକ୍ସଟ୍ ଏଡିଟରରେ conf ଫାଇଲ୍କୁ ଖୋଲନ୍ତୁ |
03:49 | ମୁଁ gedit ଟେକ୍ସଟ୍ ଏଡିଟର୍ ବ୍ୟବହାର କରିବି. ଆପଣ ନିଜ ପସନ୍ଦର ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ |
03:57 | କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
04:06 | ଫାଇଲ୍ଟି ଟେକ୍ସଟ୍ ଏଡିଟରରେ ଖୋଲିବ |
04:10 | INTRAPORT = 80 ଲେଖାଥିବା ଧାଡ଼ିକୁ ଚିହ୍ନଟ କରନ୍ତୁ |
04:16 | 80କୁ 8080ରେ ବଦଳାନ୍ତୁ. ଏହା ଦ୍ଵାରା ପୋର୍ଟ ସଂଖ୍ୟା 8080କୁ ବଦଳିଯିବ |
04:26 | ତା’ପରେ ଫାଇଲକୁ ସେଭ୍ କରିବା ସହିତ ବନ୍ଦ କରନ୍ତୁ |
04:30 | ଟର୍ମିନଲ୍କୁ ଫେରିଆସନ୍ତୁ |
04:33 | ବର୍ତ୍ତମାନ databaseକୁ ସେଟ୍-ଅପ୍ କରନ୍ତୁ |
04:38 | କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
04:47 | ଯଦି ଆପଣ ଜାରି ରଖିବାକୁ ଚାହାନ୍ତି, ତେବେ ପଚାରାଗଲେ Y ଦାବନ୍ତୁ ଏବଂ Enter ଦାବନ୍ତୁ |
04:57 | ତା’ପରେ, database ପାଇଁ root user ପାଇଁ ପାସ୍ୱର୍ଡକୁ admin123 ଭାବେ ସେଟ୍ କରନ୍ତୁ |
05:05 | ଯଦି ଆପଣ ଚାହାନ୍ତି, ତେବେ ଅନ୍ୟ ଗୋଟିଏ ଭିନ୍ନ ପାସ୍ୱର୍ଡ ଦେଇପାରିବେ |
05:10 | କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
05:19 | ତା’ପରେ, ଏହି ଦୁଇଟି କମାଣ୍ଡକୁ ଗୋଟିକ ପରେ ଗୋଟିଏ କପୀ କରନ୍ତୁ ଏବଂ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
05:26 | sudo a2enmod rewrite |
05:35 | sudo a2enmod cgi |
05:43 | ଏହା Kohaର ମଡ୍ୟୁଲଗୁଡ଼ିକୁ ସକ୍ଷମ କରିବ |
05:48 | ତା’ପରେ, sudo service apache2 restart ଟାଇପ୍ କରନ୍ତୁ |
05:55 | ଏହା apache ସେବାଗୁଡ଼ିକୁ ରିଷ୍ଟାର୍ଟ କରିବ. ତା’ପରେ Enter ଦାବନ୍ତୁ |
06:02 | library ନାମକ ଗୋଟିଏ Koha instance ତିଆରି କରିବା ପାଇଁ, କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
06:16 | ତା’ପରେ, ଆମକୁ Apache Serverକୁ କହିବାକୁ ହେବ ଯେ, ଆମେ Port 8080 ବ୍ୟବହାର କରୁଛୁ |
06:24 | ଏଥିପାଇଁ ଆମକୁ, ଗୋଟିଏ ଟେକ୍ସଟ୍ ଏଡିଟରରେ ports.conf ଫାଇଲ୍ ଖୋଲିବାକୁ ହେବ |
06:31 | କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
06:40 | ports.conf ଫାଇଲରେ ଥିବା Listen 80 ଧାଡ଼ି ଖୋଜନ୍ତୁ |
06:47 | ସେହି ଧାଡ଼ି ପରେ Listen 8080କୁ ଯୋଡ଼ନ୍ତୁ |
06:53 | ତା’ପରେ ଫାଇଲକୁ ସେଭ୍ କରିବା ସହିତ ବନ୍ଦ କରନ୍ତୁ |
06:57 | ତା’ପରେ apache ସେବାଗୁଡ଼ିକୁ ରିଷ୍ଟାର୍ଟ କରନ୍ତୁ. କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
07:10 | ଏହାପରେ, କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
07:20 | ଏହା ଦ୍ଵାରା 000-default ସାଇଟ୍ ଅକ୍ଷମ ହୋଇଯିବ |
07:27 | ଅକ୍ଷମ ହୋଇଯାଇଛି ବୋଲି ବାର୍ତ୍ତା ସୁନିଶ୍ଚିତ କରିଥାଏ.
ଆଗକୁ ବଢ଼ନ୍ତୁ |
07:34 | ଏହି ଦୁଇଟି କମାଣ୍ଡକୁ ଗୋଟିକ ପରେ ଗୋଟିଏ କପୀ କରନ୍ତୁ ଏବଂ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
07:41 | sudo a2enmod deflate ଲେଖନ୍ତୁ ଏବଂ Enter ଦାବନ୍ତୁ |
07:52 | sudo a2ensite library ଲେଖନ୍ତୁ ଏବଂ Enter ଦାବନ୍ତୁ |
08:03 | ଟର୍ମିନଲରେ ଦୃଶ୍ୟମାନ ହେଉଥିବା ବାର୍ତ୍ତା, ସାଇଟ୍ ଲାଇବ୍ରେରୀ ସକ୍ଷମ ହୋଇଛି ବୋଲି ସୁନିଶ୍ଚିତ କରିଥାଏ |
08:10 | କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
08:20 | ତା’ପରେ sudo su ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
08:26 | ବର୍ତ୍ତମାନ ଆମେ superuserରେ ଅଛନ୍ତି, ଯାହା root user ମୋଡ୍ ଅଟେ |
08:33 | କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ |
08:41 | ପ୍ରମ୍ପ୍ଟ କରାଗଲେ ପାସ୍ୱର୍ଡ admin123 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
08:49 | ବର୍ତ୍ତମାନ ଆମେ ଆମର MariaDB ପ୍ରମ୍ପ୍ଟ ମଧ୍ୟରେ ଅଛେ |
08:54 | MariaDB ପ୍ରମ୍ପ୍ଟରେ use mysql ସେମିକୋଲନ୍ ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
09:03 | mysql ଡାଟାବେସକୁ ବ୍ୟବହାର କରିବା ପାଇଁ MariaDBକୁ ଏହା ଦ୍ଵାରା ନିର୍ଦ୍ଦେଶ ମିଳିଥାଏ |
09:09 | ଟର୍ମିନଲରେ ପ୍ରଦର୍ଶିତ ହେଉଥିବା ବାର୍ତ୍ତାରେ Database changed ବୋଲି ଲେଖାଥାଏ |
09:15 | ଧ୍ୟାନ ଦିଅନ୍ତୁ ଯେ, MariaDB ପ୍ରମ୍ପ୍ଟରେ mysql ଲେଖାଥାଏ |
09:22 | ବର୍ତ୍ତମାନ ପ୍ରଦର୍ଶିତ ହୋଇଥିବା ଭଳି ଧ୍ୟାନପୂର୍ବକ ନିମ୍ନଲିଖିତ କମାଣ୍ଡକୁ ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
09:30 | ଏହା, User koha_library ପାଇଁ ପାସ୍ୱର୍ଡକୁ koha123 ଭାବେ ସେଟ୍ କରିବ |
09:39 | ଟର୍ମିନଲ୍ରେ Query OK ଭାବେ ଲେଖାଥିବା ଗୋଟିଏ ବାର୍ତ୍ତା ଦୃଶ୍ୟମାନ ହେବ |
09:45 | ତା’ପରେ, flush privileges ସେମିକୋଲନ୍ ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ.
ଏହା ଲାଟେଷ୍ଟ ପରିବର୍ତ୍ତନଗୁଡ଼ିକୁ ଅପଡେଟ୍ କରିଦେବ |
09:58 | ଟର୍ମିନଲରେ Query OK ଭାବେ ଲେଖାଥିବା ଗୋଟିଏ ବାର୍ତ୍ତା ପୁନର୍ବାର ଦୃଶ୍ୟମାନ ହେବ |
10:04 | ଶେଷରେ, Mariadbରୁ ବାହାରିବା ପାଇଁ quit ସେମିକୋଲନ୍ ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
10:13 | ବର୍ତ୍ତମାନ ଆମେ root user ପ୍ରମ୍ପ୍ଟକୁ ଫେରିଆସିଛେ |
10:17 | ଏବେ ଗୋଟିଏ ଟେକ୍ସଟ୍ ଏଡିଟରରେ koha-conf.xml ଫାଇଲ୍ ଖୋଲନ୍ତୁ |
10:25 | gedit ଟେକ୍ସଟ୍ ଏଡିଟରକୁ ବ୍ୟବହାର ମୁଁ ଏହା କରିବି |
10:30 | ଏହି ଫାଇଲରେ କୀ’ୱର୍ଡ mysqlକୁ ଖୋଜନ୍ତୁ |
10:37 | ତଲକୁ ସ୍କ୍ରୋଲ୍ କରନ୍ତୁ ଏବଂ ଏହି ଧାଡ଼ିକୁ ଚିହ୍ନଟ କରନ୍ତୁ |
10:41 | ଆଲ୍ଫାନ୍ୟୂମେରିକ୍ ଭେଲ୍ୟୁକୁ koha123 ଦ୍ଵାରା ପ୍ରତିସ୍ଥାପନ କରନ୍ତୁ |
10:47 | ମନେପକାନ୍ତୁ ଯେ, ଟର୍ମିନଲ୍ ମାଧ୍ୟମରେ ଆମେ ଆମର ଡାଟାବେସ୍ ପାଇଁ ଏହି ପାସ୍ୱର୍ଡକୁ ସେଟ୍ କରିଥିଲେ |
10:55 | ଫାଇଲକୁ ସେଭ୍ କରିବା ସହିତ ଏଡିଟର୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
10:59 | ବର୍ତ୍ତମାନ ଯେକୌଣସି ୱେବ୍ ବ୍ରାଉଜରକୁ ଖୋଲନ୍ତୁ. ମୁଁ Firefox ୱେବ୍ ବ୍ରାଉଜର୍ ଖୋଲୁଛି |
11:06 | address ବାର୍ ରେ 127.0.0.1:8080 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
11:21 | ବ୍ରାଉଜରରେ Koha ୱେବ୍ ଇନଷ୍ଟଲର୍ ପେଜ୍ ଦୃଶ୍ୟମାନ ହେବ |
11:26 | ଲଗ୍-ଇନ୍ କରିବା ପାଇଁ ପୂର୍ବେ ସେଟ୍ କରାଯାଇଥିବା କ୍ରେଡେନ୍ସିଆଲଗୁଡ଼ିକୁ ବ୍ୟବହାର କରନ୍ତୁ |
11:31 | ୟୁଜରନେମ୍ ଭାବେ koha_library ଏବଂ ପାସ୍ୱର୍ଡ ଭାବେ koha123 ଟାଇପ୍ କରନ୍ତୁ |
11:42 | ଯଦି ଆପଣ ଅଲଗା ୟୁଜରନେମ୍ ଓ ପାସ୍ୱର୍ଡ ଦେଇଥିଲେ, ତେବେ ସେଗୁଡ଼ିକୁ ଟାଇପ୍ କରନ୍ତୁ |
11:48 | ବର୍ତ୍ତମାନ ତଳ ଡାହାଣପଟେ ଥିବା Login ବଟନରେ କ୍ଲିକ୍ କରନ୍ତୁ |
11:53 | ଆମେ Koha ୱେବ୍ ଇନଷ୍ଟଲର୍ ସୋପାନ 1ରେ ଅଛେ |
11:58 | language ଡ୍ରପ୍-ଡାଉନରେ English ପାଇଁ en ଚୟନ କରନ୍ତୁ, ଯଦି ଏହା ପୂର୍ବରୁ ଡିଫଲ୍ଟ ଭାବେ ଚୟନିତ ହୋଇନଥାଏ |
12:06 | ବର୍ତ୍ତମାନ ତଳ ଡାହାଣପଟେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
12:10 | ଏବେ ୱିଣ୍ଡୋରେ 2ଟି ବାର୍ତ୍ତା ପ୍ରଦର୍ଶିତ ହେଉଛି. ସମସ୍ତ Perl ମଡ୍ୟୁଲ୍ ଏବଂ ଡିପେଣ୍ଡେନ୍ସିଗୁଡ଼ିକ ଇନଷ୍ଟଲ୍ ହୋଇଛି ବୋଲି ଏହି ବାର୍ତ୍ତା ସୁନିଶ୍ଚିତ କରୁଛି |
12:21 | ତଳ ଡାହାଣପଟେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
12:25 | ବର୍ତ୍ତମାନ ଆମେ, ସୋପାନ 2 – ଡାଟାବେସ୍ ସେଟିଙ୍ଗରେ ଅଛେ |
12:30 | ଏଠାରେ ଧ୍ୟାନଦିଅନ୍ତୁ ଯେ, ସମସ୍ତ ଭେଲ୍ୟୁଗୁଡ଼ିକୁ ଆମେ ପୂର୍ବରୁ ପ୍ରଦାନ କରିସାରିଛେ |
12:36 | ତା’ପରେ ନିମ୍ନରେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
12:40 | ଏହା କରିବା ସମୟରେ, Connection established ଲେଖାଥିବା ଗୋଟିଏ ବାର୍ତ୍ତା ଦେଖାଦେବ |
12:46 | ଏହା ପଛକୁ ସୁନିଶ୍ଚିତ କରାଉଥିବା ଅଧିକ 2ଟି ବାର୍ତ୍ତା ଦେଖାଦେବ |
12:51 | ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
12:54 | ଆମେ ସୋପାନ 3କୁ ଆସିଲେ |
12:57 | ସ୍କ୍ରୀନ୍ ଉପରେ ଯାହା ପ୍ରଦର୍ଶିତ ହୋଇଛି, ତାହା ପଢ଼ନ୍ତୁ ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
13:03 | ଖୁବ୍ ଶୀଘ୍ର ଗୋଟିଏ Success ବାର୍ତ୍ତା ସ୍କ୍ରୀନ୍ ଉପରେ ଦୃଶ୍ୟମାନ ହେବ. ଆମର ଡାଟାବେସ୍ ଟେବଲଗୁଡ଼ିକ ତିଆରି ହୋଇଯାଇଛି ବୋଲି ଏହା ସୁନିଶ୍ଚିତ କରିଥାଏ |
13:13 | ଜାରି ରଖିବା ପାଇଁ ବର୍ତ୍ତମାନ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
13:18 | ତତ୍କ୍ଷଣାତ୍ ଏହି ସ୍କ୍ରୀନ୍ ଦୃଶ୍ୟମାନ ହେବ |
13:21 | ପ୍ରଦର୍ଶିତ ଟେକ୍ସଟ୍କୁ ପଢ଼ନ୍ତୁ ଏବଂ ତା’ପରେ ଲିଙ୍କ install basic configuration settingsରେ କ୍ଲିକ୍ କରନ୍ତୁ |
13:29 | ଏହା କରିବା ଦ୍ଵାରା, ଆମର MARC flavorକୁ ଚୟନ କରିବା ପାଇଁ ଆମକୁ ନିର୍ଦ୍ଦେଶ ମିଳିବ.
ମୁଁ MARC21କୁ ଚୟନ କରିବାକୁ ଯାଉଛି |
13:38 | ତା’ପରେ ତଳେ ଥିବା Next ବଟନ୍ରେ କ୍ଲିକ୍ କରନ୍ତୁ |
13:42 | ଏହି ସ୍କ୍ରୀନରେ, ବିଭାଗ Mandatory ପର୍ଯ୍ୟନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ |
13:47 | ଏଠାରେ Default MARC21 ଚେକ୍ ବକ୍ସଗୁଡ଼ିକ ଚୟନ ହୋଇଥିବା ଆମେ ଦେଖିବାକୁ ପାଇବା |
13:54 | Optional ବିଭାଗ ଅଧିନରେ ପ୍ରଦର୍ଶିତ ସମସ୍ତ ବିକଳ୍ପଗୁଡ଼ିକୁ ଚୟନ କରନ୍ତୁ |
14:01 | ତଳକୁ ସ୍କ୍ରୋଲ୍ କରିବା ସହିତ Other data ଅଧିନରେ ଥିବା ସମସ୍ତ ଚେକ୍ ବକ୍ସଗୁଡ଼ିକ ପୂର୍ବରୁ ଚୟନ ହୋଇଯାଇଥିବା ଦେଖିବାକୁ ପାଇବେ |
14:09 | ପେଜ୍ର ତଳେ ପହଞ୍ଚିବା ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ |
14:13 | ନିମ୍ନରେ ଆଉ ଗୋଟିଏ ଅଧିକ Optional ବିକଳ୍ପ ଅଛି, ଯାହା ବହୁତ ଲମ୍ୱା ଅଟେ |
14:18 | ଏଠାରେ ବିକଳ୍ପ Some basic currenciesକୁ ଚିହ୍ନଟ କରନ୍ତୁ ଏବଂ ତାହାକୁ ଚୟନ କରନ୍ତୁ |
14:24 | ଏହାପରେ, ବିକଳ୍ପ Useful patron attribute typesକୁ ଚୟନ କରନ୍ତୁ |
14:30 | ବର୍ତ୍ତମାନ ପେଜ୍ର ନିମ୍ନକୁ ଯାଆନ୍ତୁ ଏବଂ Import ବଟନ୍ ଉପରେ କ୍ଲିକ୍ କରନ୍ତୁ |
14:36 | Kohaରେ ଚୟନିତ ସମସ୍ତ ଫଙ୍କସନାଲିଟିଗୁଡ଼ିକ ଏହା ଦ୍ଵାରା ସକ୍ଷମ ହେବ |
14:41 | ବର୍ତ୍ତମାନ ଆମେ ଗୋଟିଏ ନୂଆ ପେଜ୍ରେ ଅଛେ. ଏହି ପେଜ୍କୁ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ସ୍କ୍ରୀନ୍ରେ ପ୍ରଦର୍ଶିତ ସମସ୍ତ ଟେକ୍ସଟ୍କୁ ପଢ଼ନ୍ତୁ |
14:50 | All done ଭାବେ ଗୋଟିଏ ସଫଳ ବାର୍ତ୍ତା ଦୃଶ୍ୟମାନ ହେବ |
14:54 | ବର୍ତ୍ତମାନ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ |
14:57 | ସ୍କ୍ରୀନ୍ ଉପରେ ଅନ୍ତିମ ବାର୍ତ୍ତା ଦୃଶ୍ୟମାନ ହେବ, ଯାହା ଇନଷ୍ଟଲେଶନ୍ ସଫଳ ହୋଇଛି ବୋଲି ସୁନିଶ୍ଚିତ କରିଥାଏ |
15:04 | ବର୍ତ୍ତମାନ Koha ଇଣ୍ଟରଫେସ୍କୁ ଫେରିଆସନ୍ତୁ |
15:08 | ୟୁଜର୍ନେମ୍କୁ koha_library ଏବଂ ପାସ୍ୱର୍ଡକୁ koha123 ଭାବେ ଟାଇପ୍ କରନ୍ତୁ |
15:16 | ଡ୍ରପ୍-ଡାଉନ୍ରୁ My Libraryକୁ ଚୟନ କରନ୍ତୁ |
15:20 | ତା’ପରେ Login ବଟନ୍ ଉପରେ କ୍ଲିକ୍ କରନ୍ତୁ |
15:23 | ଆମେ Koha Administration ପେଜ୍କୁ ଆସିଯାଇଛେ |
15:27 | ଏହି ପେଜ୍ରେ ବିଭିନ୍ନ ଟାବ୍ ଥିବା ଆପଣ ଦେଖିପାରିବେ |
15:31 | ଏହି ଅଧ୍ୟାୟର ପରବର୍ତ୍ତୀ ବିଭାଗରେ ଏଥି ମଧ୍ୟରୁ ଅଧିକାଂଶ ଆଇଟମ୍ର ବ୍ୟବହାର ବିଷୟରେ ଆମେ ଶିଖିବା |
15:37 | ବର୍ତ୍ତମାନ No Library Set ଉପରେ କ୍ଲିକ୍ କରନ୍ତୁ ଏବଂ Logout ବିକଳ୍ପକୁ ଚୟନ କରନ୍ତୁ |
15:45 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆସିଯାଇଛେ. ସଂକ୍ଷିପ୍ତରେ |
15:50 | ଏହି ଟ୍ୟୁଟୋରିଆଲ୍ରେ ଆମେ, ଉବୁଣ୍ଟୁ Linux OS 16.04ରେ Koha Library Management ସିଷ୍ଟମ୍କୁ ଇନଷ୍ଟଲ୍ କରିବା ଏବଂ ଇନଷ୍ଟଲେଶନ୍ ପ୍ରକ୍ରିୟାର ପୁଂଖାନୁପୁଂଖ ଯାଞ୍ଚ କରିବା ବିଷୟରେ ଶିଖିଲେ |
16:03 | ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
16:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
16:22 | ଏହି ଫୋରମ୍ରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ |
16:26 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
16:39 | ଆଇଆଇଟି ବମ୍ବେ ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |