Koha-Library-Management-System/C2/Global-System-Preferences/Oriya

From Script | Spoken-Tutorial
Jump to: navigation, search
Time
Narration
00:01 Global System Preferences ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ, ଏକ Library OPACକୁ କଷ୍ଟମାଇଜ୍ କରିବା ପାଇଁ Global System Preferences ସେଟ୍ କରିବା ବିଷୟରେ ଶିଖିବା
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି

Ubuntu Linux OS 16.04 ଏବଂ Koha version 16.05

00:27 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣ Library Science ଜାଣିଥିବା ଉଚିତ
00:33 ଏହାର ଅଭ୍ୟାସ ପାଇଁ ଆପଣଙ୍କ ସିଷ୍ଟମ୍‌ରେ Koha ଇନଷ୍ଟଲ୍ ହୋଇଥିବା ଦରକାର
00:39 ତଥା Kohaରେ ଆପଣଙ୍କର Admin Access ମଧ୍ୟ ଥିବା ଆବଶ୍ୟକ
00:44 ଯଦି ନାହିଁ, ତେବେ ଦୟାକରି ଏହି ୱେବସାଇଟରେ ଥିବା Koha Spoken Tutorialର ଶୃଙ୍ଖଳାକୁ ଦେଖନ୍ତୁ
00:50 ଚାଲନ୍ତୁ ଆରମ୍ଭ କରିବା
00:52 Superlibrarian Bella ଓ ତାଙ୍କର ପାସୱର୍ଡ ସହିତ ଲଗ୍-ଇନ୍ କରନ୍ତୁ
00:58 Koha Homepageରେ Koha Administration ଉପରେ କ୍ଲିକ୍ କରନ୍ତୁ
01:04 ତା’ପରେ, Global system preferences ଉପରେ କ୍ଲିକ୍ କରନ୍ତୁ
01:09 Acquisitions preferences ପେଜ୍ ଖୋଲିବ
01:13 ବାମପଟେ ଥିବା Enhanced Content ଟାବ୍ ଉପରେ କ୍ଲିକ୍ କରନ୍ତୁ
01:20 Enhanced Content preferences ପେଜ୍ ଖୋଲିବ
01:25 All ବିଭାଗରେ ଥିବା Preferenceକୁ ଯାଆନ୍ତୁ
01:30 FRBR Edition ପାଇଁ, ଡ୍ରପ୍-ଡାଉନ୍‌ରୁ Show ଚୟନ କରନ୍ତୁ
01:37 OPAC FRBR Edition ପାଇଁ, ଡ୍ରପ୍-ଡାଉନ୍‌ରୁ Show ଚୟନ କରନ୍ତୁ
01:44 ତା’ପରେ, Amazon ପାଇଁ Preference ଟାବ୍‌କୁ ଯାଆନ୍ତୁ
01:49 ମୁଁ, Amazon Tagକୁ ଖାଲି ଛାଡ଼ିଦେବି
01:53 AmazonCoverImage ପାଇଁ, ଡ୍ରପ୍-ଡାଉନ୍‌ରୁ Show ଚୟନ କରନ୍ତୁ
01:59 ମୁଁ AmazonLocaleକୁ ସେହିପରି ଛାଡ଼ିଦେବି
02:03 OPACAmazonCoverImage ପାଇଁ, ଡ୍ରପ୍-ଡାଉନ୍‌ରୁ Show ଚୟନ କରନ୍ତୁ
02:11 ତା’ପରେ, Preference ଟାବ୍‌ରେ ଥିବା HTML5 Media ପାଇଁ
02:18 HTML5MediaEnabled ପାଇଁ ଡ୍ରପ୍-ଡାଉନ୍‌ରୁ in OPAC and Staff Client ଚୟନ କରନ୍ତୁ
02:28 HTML5MediaExtensionsକୁ ସେହିପରି ଛାଡ଼ିଦିଅନ୍ତୁ
02:33 HTML5MediaYouTube ପାଇଁ, ଡ୍ରପ୍-ଡାଉନ୍‌ରୁ Embed ଚୟନ କରନ୍ତୁ
02:41 Library Thingରେ ଥିବା Preference ଟାବ୍‌କୁ ଯାଆନ୍ତୁ
02:46 ThingISBN ପାଇଁ, ଡ୍ରପ୍-ଡାଉନ୍‌ରୁ Use ଚୟନ କରନ୍ତୁ
02:52 ସମସ୍ତ ଆବଶ୍ୟକ ପରିବର୍ତ୍ତନ କରିସାରିବା ପରେ, ପେଜ୍‌କୁ Save କରନ୍ତୁ
02:57 ପେଜ୍ ଉପରେ ଥିବା Save All Enhanced Content preferences ଉପରେ କ୍ଲିକ୍ କରି ଏହା କରନ୍ତୁ
03:06 ବର୍ତ୍ତମାନ, ସେହି ପେଜ୍‌ରେ, ବାମପଟେ ଥିବା ଅପ୍ସନ୍ସକୁ ଯାଇ OPAC ଉପରେ କ୍ଲିକ୍ କରନ୍ତୁ
03:16 OPAC Preferences ପେଜ୍ ଖୋଲିବ
03:20 Apearanceରେ ଥିବା Preference ଟାବ୍‌କୁ ଯାଆନ୍ତୁ
03:26 LibraryName ପାଇଁ, ସମ୍ୱନ୍ଧିତ ଲାଇବ୍ରେରୀର ନାମ ଲେଖନ୍ତୁ
03:31 ମୁଁ ଟାଇପ୍ କରିବି: Spoken Tutorial Library
03:35 ଆପଣ ତିଆରି କରିଥିବା ଲାଇବ୍ରେରୀ ନାମ ଲେଖନ୍ତୁ
03:40 ତା’ପରେ OPACBaseURLକୁ ଯାଆନ୍ତୁ ଏବଂ ଡୋମେନ୍ ନାମ ଲେଖନ୍ତୁ

ମୁଁ ଏହା ଟାଇପ୍ କରିବି

03:51 ଆପଣ ନିଜ ପସନ୍ଦ ଅନୁସାରେ OPAC ପାଇଁ ଡୋମେନ୍ ନାମ ସେଟ୍ କରିପାରିବେ
03:56 ଏହାପରେ, Opaccredits ପାଇଁ Click to Edit ଉପରେ କ୍ଲିକ୍ କରନ୍ତୁ
04:03 Footer ପାଇଁ HTML ଟାଗ୍ ଟାଇପ୍ କରନ୍ତୁ. ମୁଁ ଏହା ଟାଇପ୍ କରିବି
04:10 ଏହାପରେ ଆସିଲା, Opacheader. ଏଠାରେ, Click to Edit ଉପରେ କ୍ଲିକ୍ କରନ୍ତୁ
04:18 Header ପାଇଁ HTML ଟାଗ୍ ଟାଇପ୍ କରନ୍ତୁ. ମୁଁ ଏହା ଟାଇପ୍ କରିବି
04:25 Feature ବିଭାଗରେ ଥିବା Preference ଟାବ୍‌କୁ ଯାଆନ୍ତୁ
04:31 ଏବେ, OPACpatronimageକୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ Show ଚୟନ କରନ୍ତୁ
04:39 ଏବେ, OPACResetPasswordକୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ Allowed ଚୟନ କରନ୍ତୁ
04:49 Privacy ବିଭାଗରେ ଥିବା Preference ଟାବ୍‌କୁ ଯାଆନ୍ତୁ
04:55 ତା’ପରେ, OPACPrivacyକୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ Allow ଚୟନ କରନ୍ତୁ
05:03 ସମସ୍ତ ଆବଶ୍ୟକ ପରିବର୍ତ୍ତନ କରିସାରିବା ପରେ, ପେଜ୍‌କୁ Save କରନ୍ତୁ
05:08 ପେଜ୍ ଉପରେ ଥିବା Save OPAC preferences ଉପରେ କ୍ଲିକ୍ କରି ଏହା କରନ୍ତୁ
05:16 ଆପଣ ଏବେ Koha Superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରିପାରିବେ
05:22 ଏହା କରିବା ପାଇଁ ପ୍ରଥମେ ଉପର ଡାହାଣପଟ କୋଣକୁ ଯାଆନ୍ତୁ. Spoken Tutorial Library ଉପରେ କ୍ଲିକ୍ କରନ୍ତୁ
05:31 ତା’ପରେ, ଡ୍ରପ୍-ଡାଉନ୍‌ରୁ Log Out ଚୟନ କରନ୍ତୁ
05:36 ଏବେ, OPACରେ ପରିବର୍ତ୍ତନଗୁଡ଼ିକୁ ଦେଖିବା ପାଇଁ ମୁଁ ମୋର ୱେବ୍ ବ୍ରାଉଜର୍ ଖୋଲିବି ଏବଂ ଟାଇପ୍ କରିବି: http://127.0.1.1/8000
05:53 ଦୟାକରି ଧ୍ୟାନ ଦିଅନ୍ତୁ ଯେ - ଇନଷ୍ଟଲେଶନ୍ ସମୟରେ ଦିଆଯାଇଥିବା Port Number ଓ Domain ଉପରେ URL ଭିତ୍ତି କରିଥାଏ.
06:01 ତେଣୁ, ଆପଣ ଉଲ୍ଲେଖ କରିଥିବା ଅନୁସାରେ ଟାଇପ୍ କରନ୍ତୁ. ତା’ପରେ Enter ଦାବନ୍ତୁ
06:08 ବର୍ତ୍ତମାନ ଆପଣ ପରିବର୍ତ୍ତନଗୁଡ଼ିକୁ ଦେଖିପାରିବେ, ଯେପରି:

OPAC Homepageର ଶୀର୍ଷକ - Welcome to Spoken Tutorial Library.

06:20 ପେଜ୍ ତଳେ Copyright@2017 Spoken Tutorial Library, Mumbai. All Rights Reserved
06:30 ଏଥିସହିତ ଆମେ, Library OPAC କଷ୍ଟମାଇଜ୍ କରିବା ସହ ପ୍ରତ୍ୟେକ Moduleରେ ଆବଶ୍ୟକ ସେଟିଙ୍ଗ୍ ସଂଶୋଧନ କରିବା ବିଷୟରେ ଶିଖିଲେ
06:41 ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
06:44 ସଂକ୍ଷିପ୍ତରେ,

ଏହି ଟ୍ୟୁଟୋରିଆଲରେ ଆମେ, ଏକ Library OPACକୁ କଷ୍ଟମାଇଜ୍ କରିବା ପାଇଁ Global System Preferences ସେଟ୍ କରିବା ବିଷୟରେ ଶିଖିଲେ

06:54 ଆସାଇନମେଣ୍ଟ ପାଇଁ, OPACରେ ଥିବା Booksର କଭର୍ ଇମେଜ୍ ଦେଖନ୍ତୁ
07:00 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

07:07 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

07:17 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ୍ କରନ୍ତୁ.
07:21 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

07:33 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep