Koha-Library-Management-System/C2/Global-System-Preferences/Oriya
From Script | Spoken-Tutorial
|
|
00:01 | Global System Preferences ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ, ଏକ Library OPACକୁ କଷ୍ଟମାଇଜ୍ କରିବା ପାଇଁ Global System Preferences ସେଟ୍ କରିବା ବିଷୟରେ ଶିଖିବା |
00:16 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
Ubuntu Linux OS 16.04 ଏବଂ Koha version 16.05 |
00:27 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣ Library Science ଜାଣିଥିବା ଉଚିତ |
00:33 | ଏହାର ଅଭ୍ୟାସ ପାଇଁ ଆପଣଙ୍କ ସିଷ୍ଟମ୍ରେ Koha ଇନଷ୍ଟଲ୍ ହୋଇଥିବା ଦରକାର |
00:39 | ତଥା Kohaରେ ଆପଣଙ୍କର Admin Access ମଧ୍ୟ ଥିବା ଆବଶ୍ୟକ |
00:44 | ଯଦି ନାହିଁ, ତେବେ ଦୟାକରି ଏହି ୱେବସାଇଟରେ ଥିବା Koha Spoken Tutorialର ଶୃଙ୍ଖଳାକୁ ଦେଖନ୍ତୁ |
00:50 | ଚାଲନ୍ତୁ ଆରମ୍ଭ କରିବା |
00:52 | Superlibrarian Bella ଓ ତାଙ୍କର ପାସୱର୍ଡ ସହିତ ଲଗ୍-ଇନ୍ କରନ୍ତୁ |
00:58 | Koha Homepageରେ Koha Administration ଉପରେ କ୍ଲିକ୍ କରନ୍ତୁ |
01:04 | ତା’ପରେ, Global system preferences ଉପରେ କ୍ଲିକ୍ କରନ୍ତୁ |
01:09 | Acquisitions preferences ପେଜ୍ ଖୋଲିବ |
01:13 | ବାମପଟେ ଥିବା Enhanced Content ଟାବ୍ ଉପରେ କ୍ଲିକ୍ କରନ୍ତୁ |
01:20 | Enhanced Content preferences ପେଜ୍ ଖୋଲିବ |
01:25 | All ବିଭାଗରେ ଥିବା Preferenceକୁ ଯାଆନ୍ତୁ |
01:30 | FRBR Edition ପାଇଁ, ଡ୍ରପ୍-ଡାଉନ୍ରୁ Show ଚୟନ କରନ୍ତୁ |
01:37 | OPAC FRBR Edition ପାଇଁ, ଡ୍ରପ୍-ଡାଉନ୍ରୁ Show ଚୟନ କରନ୍ତୁ |
01:44 | ତା’ପରେ, Amazon ପାଇଁ Preference ଟାବ୍କୁ ଯାଆନ୍ତୁ |
01:49 | ମୁଁ, Amazon Tagକୁ ଖାଲି ଛାଡ଼ିଦେବି |
01:53 | AmazonCoverImage ପାଇଁ, ଡ୍ରପ୍-ଡାଉନ୍ରୁ Show ଚୟନ କରନ୍ତୁ |
01:59 | ମୁଁ AmazonLocaleକୁ ସେହିପରି ଛାଡ଼ିଦେବି |
02:03 | OPACAmazonCoverImage ପାଇଁ, ଡ୍ରପ୍-ଡାଉନ୍ରୁ Show ଚୟନ କରନ୍ତୁ |
02:11 | ତା’ପରେ, Preference ଟାବ୍ରେ ଥିବା HTML5 Media ପାଇଁ |
02:18 | HTML5MediaEnabled ପାଇଁ ଡ୍ରପ୍-ଡାଉନ୍ରୁ in OPAC and Staff Client ଚୟନ କରନ୍ତୁ |
02:28 | HTML5MediaExtensionsକୁ ସେହିପରି ଛାଡ଼ିଦିଅନ୍ତୁ |
02:33 | HTML5MediaYouTube ପାଇଁ, ଡ୍ରପ୍-ଡାଉନ୍ରୁ Embed ଚୟନ କରନ୍ତୁ |
02:41 | Library Thingରେ ଥିବା Preference ଟାବ୍କୁ ଯାଆନ୍ତୁ |
02:46 | ThingISBN ପାଇଁ, ଡ୍ରପ୍-ଡାଉନ୍ରୁ Use ଚୟନ କରନ୍ତୁ |
02:52 | ସମସ୍ତ ଆବଶ୍ୟକ ପରିବର୍ତ୍ତନ କରିସାରିବା ପରେ, ପେଜ୍କୁ Save କରନ୍ତୁ |
02:57 | ପେଜ୍ ଉପରେ ଥିବା Save All Enhanced Content preferences ଉପରେ କ୍ଲିକ୍ କରି ଏହା କରନ୍ତୁ |
03:06 | ବର୍ତ୍ତମାନ, ସେହି ପେଜ୍ରେ, ବାମପଟେ ଥିବା ଅପ୍ସନ୍ସକୁ ଯାଇ OPAC ଉପରେ କ୍ଲିକ୍ କରନ୍ତୁ |
03:16 | OPAC Preferences ପେଜ୍ ଖୋଲିବ |
03:20 | Apearanceରେ ଥିବା Preference ଟାବ୍କୁ ଯାଆନ୍ତୁ |
03:26 | LibraryName ପାଇଁ, ସମ୍ୱନ୍ଧିତ ଲାଇବ୍ରେରୀର ନାମ ଲେଖନ୍ତୁ |
03:31 | ମୁଁ ଟାଇପ୍ କରିବି: Spoken Tutorial Library |
03:35 | ଆପଣ ତିଆରି କରିଥିବା ଲାଇବ୍ରେରୀ ନାମ ଲେଖନ୍ତୁ |
03:40 | ତା’ପରେ OPACBaseURLକୁ ଯାଆନ୍ତୁ ଏବଂ ଡୋମେନ୍ ନାମ ଲେଖନ୍ତୁ
ମୁଁ ଏହା ଟାଇପ୍ କରିବି |
03:51 | ଆପଣ ନିଜ ପସନ୍ଦ ଅନୁସାରେ OPAC ପାଇଁ ଡୋମେନ୍ ନାମ ସେଟ୍ କରିପାରିବେ |
03:56 | ଏହାପରେ, Opaccredits ପାଇଁ Click to Edit ଉପରେ କ୍ଲିକ୍ କରନ୍ତୁ |
04:03 | Footer ପାଇଁ HTML ଟାଗ୍ ଟାଇପ୍ କରନ୍ତୁ. ମୁଁ ଏହା ଟାଇପ୍ କରିବି |
04:10 | ଏହାପରେ ଆସିଲା, Opacheader. ଏଠାରେ, Click to Edit ଉପରେ କ୍ଲିକ୍ କରନ୍ତୁ |
04:18 | Header ପାଇଁ HTML ଟାଗ୍ ଟାଇପ୍ କରନ୍ତୁ. ମୁଁ ଏହା ଟାଇପ୍ କରିବି |
04:25 | Feature ବିଭାଗରେ ଥିବା Preference ଟାବ୍କୁ ଯାଆନ୍ତୁ |
04:31 | ଏବେ, OPACpatronimageକୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍ରୁ Show ଚୟନ କରନ୍ତୁ |
04:39 | ଏବେ, OPACResetPasswordକୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍ରୁ Allowed ଚୟନ କରନ୍ତୁ |
04:49 | Privacy ବିଭାଗରେ ଥିବା Preference ଟାବ୍କୁ ଯାଆନ୍ତୁ |
04:55 | ତା’ପରେ, OPACPrivacyକୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍ରୁ Allow ଚୟନ କରନ୍ତୁ |
05:03 | ସମସ୍ତ ଆବଶ୍ୟକ ପରିବର୍ତ୍ତନ କରିସାରିବା ପରେ, ପେଜ୍କୁ Save କରନ୍ତୁ |
05:08 | ପେଜ୍ ଉପରେ ଥିବା Save OPAC preferences ଉପରେ କ୍ଲିକ୍ କରି ଏହା କରନ୍ତୁ |
05:16 | ଆପଣ ଏବେ Koha Superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରିପାରିବେ |
05:22 | ଏହା କରିବା ପାଇଁ ପ୍ରଥମେ ଉପର ଡାହାଣପଟ କୋଣକୁ ଯାଆନ୍ତୁ. Spoken Tutorial Library ଉପରେ କ୍ଲିକ୍ କରନ୍ତୁ |
05:31 | ତା’ପରେ, ଡ୍ରପ୍-ଡାଉନ୍ରୁ Log Out ଚୟନ କରନ୍ତୁ |
05:36 | ଏବେ, OPACରେ ପରିବର୍ତ୍ତନଗୁଡ଼ିକୁ ଦେଖିବା ପାଇଁ ମୁଁ ମୋର ୱେବ୍ ବ୍ରାଉଜର୍ ଖୋଲିବି ଏବଂ ଟାଇପ୍ କରିବି: http://127.0.1.1/8000 |
05:53 | ଦୟାକରି ଧ୍ୟାନ ଦିଅନ୍ତୁ ଯେ - ଇନଷ୍ଟଲେଶନ୍ ସମୟରେ ଦିଆଯାଇଥିବା Port Number ଓ Domain ଉପରେ URL ଭିତ୍ତି କରିଥାଏ. |
06:01 | ତେଣୁ, ଆପଣ ଉଲ୍ଲେଖ କରିଥିବା ଅନୁସାରେ ଟାଇପ୍ କରନ୍ତୁ. ତା’ପରେ Enter ଦାବନ୍ତୁ |
06:08 | ବର୍ତ୍ତମାନ ଆପଣ ପରିବର୍ତ୍ତନଗୁଡ଼ିକୁ ଦେଖିପାରିବେ, ଯେପରି:
OPAC Homepageର ଶୀର୍ଷକ - Welcome to Spoken Tutorial Library. |
06:20 | ପେଜ୍ ତଳେ Copyright@2017 Spoken Tutorial Library, Mumbai. All Rights Reserved |
06:30 | ଏଥିସହିତ ଆମେ, Library OPAC କଷ୍ଟମାଇଜ୍ କରିବା ସହ ପ୍ରତ୍ୟେକ Moduleରେ ଆବଶ୍ୟକ ସେଟିଙ୍ଗ୍ ସଂଶୋଧନ କରିବା ବିଷୟରେ ଶିଖିଲେ |
06:41 | ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ |
06:44 | ସଂକ୍ଷିପ୍ତରେ,
ଏହି ଟ୍ୟୁଟୋରିଆଲରେ ଆମେ, ଏକ Library OPACକୁ କଷ୍ଟମାଇଜ୍ କରିବା ପାଇଁ Global System Preferences ସେଟ୍ କରିବା ବିଷୟରେ ଶିଖିଲେ |
06:54 | ଆସାଇନମେଣ୍ଟ ପାଇଁ, OPACରେ ଥିବା Booksର କଭର୍ ଇମେଜ୍ ଦେଖନ୍ତୁ |
07:00 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
07:07 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
07:17 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ୍ କରନ୍ତୁ. |
07:21 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
07:33 | ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |