Jmol-Application/C4/Proteins-and-Macromolecules/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Proteins and Macromolecules ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବା:
00:09 Protein Data Bank (PDB)ରୁ proteinଗୁଡିକର ଷ୍ଟ୍ରକଚରକୁ Load କରିବା
00:13 PDB ଡେଟାବେସରୁ .pdb ଫାଇଲଗୁଡିକୁ ଡାଉନଲୋଡ୍ କରିବା
00:18 ପ୍ରୋଟିନଗୁଡିକର ସେକେଣ୍ଡାରୀ ଷ୍ଟ୍ରକଚରକୁ ବିଭିନ୍ନ ଫର୍ମାଟରେ ପ୍ରଦର୍ଶନ କରିବା
00:24 hydrogen bond ଓ disulfide bondଗୁଡିକୁ ହାଇଲାଇଟ୍ କରିବା
00:29 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ Jmol Application windowର ମୌଳିକ କାର୍ଯ୍ୟପ୍ରଣାଳି ସହିତ ଆପଣ ପରିଚିତ ଥିବା ଆବଶ୍ୟକ
00:37 ଯଦି ନୁହେଁ ତେବେ ଆମ ୱେବସାଇଟରେ ଉପଲବ୍ଧ ଥିବା ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ
00:42 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:
00:46 Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 12.04
00:50 Jmol ଭର୍ସନ୍ 12.2.2
00:54 Java ଭର୍ସନ୍ 7 ଏବଂ
00:57 Mozilla Firefox ବ୍ରାଉଜର୍ 22.0
01:02 ବୃହତ ବାୟୋମଲିକ୍ୟୁଲଗୁଡିକର Structure Analysis କରିବା ଯେପରି-
01:06 Proteins ଓ Macromolecules
01:10 Nucleic acids, DNA ଓ RNA
01:13 Jmol Applicationକୁ ବ୍ୟବହାର କରାଯାଇ Crystal structures ଓ polymerଗୁଡିକୁ କରାଯାଇପାରିବ
01:19 ଏଠାରେ ଗୋଟିଏ ନୁତନ Jmol window ଖୋଲାଯାଇଛି
01:24 ବାୟୋମଲିକ୍ୟୁଲଗୁଡିକର 3D structureକୁ ଡେଟାବେସରୁ ସିଧାସଳଖ ଡାଉନଲୋଡ୍ କରି ଦେଖାଯାଇପାରିବ
01:29 ଏହା କରିବା ପାଇଁ, File ମେନୁ ଉପରେ କ୍ଲିକ୍ କରିବା ସହିତ Get PDB ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ
01:36 screen ଉପରେ ଗୋଟିଏ Input ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
01:40 Input ବକ୍ସରେ ନିର୍ଦ୍ଦିଷ୍ଟ protein ପାଇଁ ଚାରିଅକ୍ଷର ବିଶିଷ୍ଟ PDB କୋଡକୁ ଟାଇପ୍ କରିବାକୁ ହେବ
01:48 ଏହି କୋଡକୁ Protein Data Bank (PDB) ୱେବସାଇଟରୁ ପ୍ରାପ୍ତ କରାଯାଇପାରିବ
01:53 ଏହା Protein Data Bankର ୱେବ-ପେଜ୍ ଅଟେ
01:57 ଏଥିରେ ବାୟୋମଲିକ୍ୟୁଲଗୁଡିକ ଯେପରି proteins ଓ nucleic acids ବିଷୟକ ତଥ୍ୟ ଅଛି
02:04 ଗୋଟିଏ ଉଦାହରଣ ଭାବେ, PDB ୱେବସାଇଟରୁ Pancreatic Enzyme Insulin ପାଇଁ ଥିବା PDB codeକୁ ପ୍ରାପ୍ତ କରିବାକୁ ଚେଷ୍ଟା କରନ୍ତୁ
02:13 search box ରେ, human insulin ଭାବେ ପ୍ରୋଟିନର ନାମକୁ ଟାଇପ୍ କରନ୍ତୁ. କୀବୋର୍ଡ ଉପରେ Enter କୀକୁ ଦାବନ୍ତୁ
02:24 ବର୍ତ୍ତମାନ, ୱେବ-ପେଜରେ ତାହା ଦୃଶ୍ୟମାନ ହୋଇଛି, ତଳକୁ ସ୍କ୍ରୋଲ୍ କରନ୍ତୁ
02:28 ଉପଲବ୍ଧ ଥିବା Human Insulin ଷ୍ଟ୍ରକଚରଗୁଡିକ ସହିତ PDB codeଗୁଡିକର ଗୋଟିଏ ତାଲିକା ସ୍କ୍ରୀନ୍ ଉପରେ ଦୃଶ୍ୟମାନ ହେବ
02:36 ଗୋଟିଏ ଉଦାହରଣ ଭାବେ, କୋଡ୍ 4EX1 ଥିବା Human Insulinକୁ ଚୟନ କରନ୍ତୁ
02:44 ପ୍ରୋଟିନର ନାମ ଉପରେ କ୍ଲିକ୍ କରନ୍ତୁ
02:47 ଷ୍ଟ୍ରକଚରର ସମସ୍ତ ବିବରଣୀ ଥିବା ଗୋଟିଏ window ଖୋଲିବ
02:52 ତଥ୍ୟ ଯେପରି-
02:54 Primary Citation
02:56 Molecular Description ଓ
02:58 Structure Validation ଏହି ପେଜରେ ଉପଲବ୍ଧ ହେବ
03:02 ପ୍ରୋଟିନର ଷ୍ଟ୍ରକଚରଗୁଡିକୁ .pdb ଫାଇଲ୍ ଭାବେ save କରିପାରିବେ ଏବଂ Jmolରେ ସେଗୁଡିକୁ 3D modeରେ ଦେଖିପାରିବେ
03:12 pageର ଉପର ଡାହାଣ ପଟ କୋଣରେ ଥିବା ଲିଙ୍କ Download Files ଉପରେ କ୍ଲିକ୍ କରନ୍ତୁ
03:20 ଡ୍ରପ୍-ଡାଉନ୍ ମେନୁରେ ଥିବା ବିକଳ୍ପ PDB file (gz)କୁ ଚୟନ କରନ୍ତୁ
03:28 ସ୍କ୍ରୀନ୍ ଉପରେ ଗୋଟିଏ ଡାଇଲଗ୍ ବକ୍ସ ଖୋଲିବ
03:32 ବିକଳ୍ପ Save fileକୁ ଚୟନ କରନ୍ତୁ
03:35 OK ବଟନ୍ ଉପରେ କ୍ଲିକ୍ କରନ୍ତୁ
03:39 Downloads ଫୋଲ୍ଡର୍ ମଧ୍ୟରେ proteinର ଷ୍ଟ୍ରକଚର୍ 4EX1.pdb.gz ଭାବେ ସେଭ୍ ହୋଇଯିବ
03:51 ସେହିପରି, ବିଭିନ୍ନ ପ୍ରୋଟିନଗୁଡିକର ଆବଶ୍ୟକ .pdb ଫାଇଲଗୁଡିକୁ ଡାଉନଲୋଡ୍ କରିବା ସହ ସେଗୁଡିକୁ ଅଲଗା ଫାଇଲଭାବେ save କରିପାରିବେ
04:02 ବର୍ତ୍ତମାନ, Insulinର 3D ଷ୍ଟ୍ରକଚରକୁ ଦେଖିବା ପାଇଁ Jmol ୱିଣ୍ଡୋକୁ ଫେରିଆସନ୍ତୁ
04:09 ଯଦି ଇଣ୍ଟର୍ନେଟ୍ ସହିତ ସଂଜୁକ୍ତ ଥିବେ ତେବେ Jmol panel ଉପରେ ପ୍ରୋଟିନ୍ ଷ୍ଟ୍ରକଚରକୁ ସିଧାସଳଖ ଡାଉନଲୋଡ୍ କରିପାରିବେ
04:15 ଟେକ୍ସଟ-ବକ୍ସ ଉପରେ ଚାରିଅକ୍ଷର ବିଶିଷ୍ଟ PDB କୋଡ୍ 4EX1କୁ ଟାଇପ୍ କରିବା ସହ OK ବଟନ୍ ଉପରେ କ୍ଲିକ୍ କରନ୍ତୁ
04:25 ଯଦି ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ନାହାଁନ୍ତି ତେବେ ଟୂଲ୍-ବାର୍ ଉପରେ ଥିବା Open a File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
04:34 ପ୍ୟାନେଲ୍ ଉପରେ ଗୋଟିଏ ଡାଇଲଗ୍ ବକ୍ସ ଖୋଲିଯିବ
04:38 4EX1.pdb.gz ଫାଇଲ୍ ଥିବା ସ୍ଥାନକୁ ନାଭିଗେଟ୍ କରନ୍ତୁ ଯାହା Downloads ଫୋଲ୍ଡର୍ ଅଟେ
04:47 Downloads ଫୋଲ୍ଡରକୁ ଚୟନ କରିବା ସହ Open ବଟନ୍ ଉପରେ କ୍ଲିକ୍ କରନ୍ତୁ
04:52 ଫାଇଲ୍ 4EX1.pdb.gz ଉପରେ କ୍ଲିକ୍ କରିବା ସହ Open ବଟନ୍ ଉପରେ କ୍ଲିକ୍ କରନ୍ତୁ
05:00 ସ୍କ୍ରୀନ୍ ଉପରେ ଇନସୁଲିନର 3D ଷ୍ଟ୍ରକଚର୍ ଖୋଲିଯିବ
05:05 ପ୍ୟାନେଲ୍ ଉପରେ ପ୍ରୋଟିନର ଡିଫଲ୍ଟ ଡିସ୍ପ୍ଲେ ହେଉଛି, ball and stick
05:12 ପ୍ୟାନେଲ୍ ଉପରେ ପ୍ରୋଟିନର ଆକାର ବିନା ହାଇଡ୍ରୋଜେନ୍ ଅଣୁରେ ପ୍ରଦର୍ଶିତ ହୋଇଛି
05:17 ହାଇଡ୍ରୋଜେନ୍ ଅଣୁ ସହିତ ଆକାରକୁ ପ୍ରଦର୍ଶନ କରିବା ପାଇଁ modelkit ମେନୁକୁ ଖୋଲନ୍ତୁ
05:23 ବିକଳ୍ପ add hydrogens ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହ ଏହା ଉପରେ କ୍ଲିକ୍ କରନ୍ତୁ
05:28 ପ୍ୟାନେଲ୍ ଉପରେ ବର୍ତ୍ତମାନ ଆକାରଟି ହାଇଡ୍ରୋଜେନ୍ ଅଣୁଗୁଡିକ ସହିତ ପ୍ରଦର୍ଶିତ ହୋଇଛି
05:33 protein ଷ୍ଟ୍ରକଚର୍ ୱାଟର୍ ମଲିକ୍ୟୁଲଗୁଡିକ ସହିତ ମଧ୍ୟ ପ୍ରଦର୍ଶିତ ହୋଇଛି
05:38 ୱାଟର୍ ମଲିକ୍ୟୁଲଗୁଡିକୁ ଲୁଚାଇବା ପାଇଁ, ଦର୍ଶାଯାଇଥିବା ସୋପାନଗୁଡିକର ଅନୁସରଣ କରନ୍ତୁ
05:43 ପ୍ରଥମେ, ପପ୍-ଅପ୍ ମେନୁକୁ ଖୋଲିବା ସହ Selectକୁ ଯା’ନ୍ତୁ
05:48 ସବ୍-ମେନୁରୁ Heteroକୁ ଚୟନ କରିବା ସହ ବିକଳ୍ପ All Water ଉପରେ କ୍ଲିକ୍ କରନ୍ତୁ
05:55 ପୁନର୍ବାର ପପ୍-ଅପ୍ ମେନୁକୁ ଖୋଲନ୍ତୁ, Style >> Schemeକୁ ଯା’ନ୍ତୁ ଏବଂ ବିକଳ୍ପ CPK spacefill ଉପରେ କ୍ଲିକ୍ କରନ୍ତୁ
06:05 ଏହା ସମସ୍ତ ୱାଟର୍ ମଲିକ୍ୟୁଲକୁ CPK Spacefill ଡିସ୍ପ୍ଲେରେ ରୂପାନ୍ତର କରିଦେବ
06:11 ପୁନର୍ବାର ପପ୍-ଅପ୍ ମେନୁକୁ ଖୋଲନ୍ତୁ ଏବଂ Styleକୁ ଯା’ନ୍ତୁ, Atoms ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହ ବିକଳ୍ପ Off ଉପରେ କ୍ଲିକ୍ କରନ୍ତୁ
06:22 ବର୍ତ୍ତମାନ ପ୍ୟାନେଲ୍ ଉପରେ ବିନା ୱାଟର୍ ମଲିକ୍ୟୁଲରେ Insulinର ଷ୍ଟ୍ରକଚର୍ ଅଛି
06:27 ତା’ପରେ, ଚାଲନ୍ତୁ proteinର ସେକେଣ୍ଡାରୀ ଷ୍ଟ୍ରକଚରକୁ ବିଭିନ୍ନ ଫର୍ମାଟରେ ପ୍ରଦର୍ଶନକୁ ଶିଖିବା
06:35 pop-up menuକୁ ଖୋଲନ୍ତୁ
06:37 ବିକଳ୍ପ Selectକୁ ଯା’ନ୍ତୁ
06:39 Protein ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହ ବିକଳ୍ପ All ଉପରେ କ୍ଲିକ୍ କରନ୍ତୁ
06:44 ପପ୍-ଅପ୍ ମେନୁକୁ ଖୋଲିବା ସହ Style, ତା’ପରେ Scheme ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ
06:50 CPK Spacefill, Ball and Stick, Sticks, Wireframe, cartoon, trace ପ୍ରଭୃତି ବିକଳ୍ପଗୁଡିକ ସହିତ ଗୋଟିଏ ସବ୍-ମେନୁ ଖୋଲିବ
07:02 ସବ୍-ମେନୁରେ ଥିବା ବିକଳ୍ପ Cartoon ଉପରେ କ୍ଲିକ୍ କରନ୍ତୁ
07:07 ଏହି ଡିସ୍ପ୍ଲେ ପ୍ରୋଟିନର ସେକେଣ୍ଡାରୀ ଷ୍ଟ୍ରକଚରକୁ helices, random coils, strands, sheets ପ୍ରଭୃତି ଭାବେ ପ୍ରଦର୍ଶିତ କରିବ
07:17 ପ୍ରଦର୍ଶନର ଅଧିକ ବିକଳ୍ପଗୁଡିକ ପାଇଁ-
07:19 ପପ୍-ଅପ୍ ମେନୁକୁ ଖୋଲିବା ସହ Style ଓ ତା’ପରେ Structures ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ
07:25 ପ୍ରୋଟିନର ସେକେଣ୍ଡାରୀ ଷ୍ଟ୍ରକଚରକୁ ପ୍ରଦର୍ଶନ ସକାଷେ ଅନେକ ବିକଳ୍ପଗୁଡିକ ଏଠାରେ ଥିବା ଦେଖିପାରିବେ
07:31 ଉଦାହରଣସ୍ଵରୂପ, ବିକଳ୍ପ Strands ଉପରେ କ୍ଲିକ୍ କରନ୍ତୁ
07:35 ପ୍ୟାନେଲ୍ ଉପରେ ବର୍ତ୍ତମାନ ପ୍ରୋଟିନ୍ Strands ଭାବେ ପ୍ରଦର୍ଶିତ ହୋଇଛି
07:40 ପ୍ରଦର୍ଶନର କଲରକୁ ପରିବର୍ତ୍ତନ କରିବା ପାଇଁ: ପପ୍-ଅପ୍ ମେନୁକୁ ଖୋଲନ୍ତୁ. Color ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହ Atomsକୁ ଚୟନ କରନ୍ତୁ ଏବଂ ବିକଳ୍ପ Blue ଉପରେ କ୍ଲିକ୍ କରନ୍ତୁ
07:52 ପ୍ୟାନେଲ୍ ଉପରେ ହେଉଥିବା କଲର୍ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
07:56 ପ୍ରଦର୍ଶନ Ball-and-stickକୁ ଫେରାଇଆଣିବା ପାଇଁ:
07:59 ପପ୍-ଅପ୍ ମେନୁକୁ ଖୋଲିବା ସହ Styleକୁ ଚୟନ କରନ୍ତୁ ତା’ପରେ Scheme ଏବଂ ବିକଳ୍ପ Ball and stick ଉପରେ କ୍ଲିକ୍ କରନ୍ତୁ
08:08 protein modelରେ ଥିବା di-sulpfide bonds ଏବଂ hydrogen bondsକୁ ମଧ୍ୟ ହାଇଲାଇଟ୍ କରିପାରିବେ
08:14 hydrogen bondsକୁ ପ୍ରଦର୍ଶନ କରିବା ପାଇଁ: ପପ୍-ଅପ୍ ମେନୁକୁ ଖୋଲିବା ସହ Style ଏବଂ ତା’ପରେ ବିକଳ୍ପ Hydrogen Bonds ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ
08:25 ପପ୍-ଅପ୍ ମେନୁରେ ଥିବା ବିକଳ୍ପ The Hydrogen Bondsର ନିମ୍ନଲିଖିତ ଫିଚରଗୁଡିକ ଅଛି ଯେପରି:
08:30 Calculate, Set Hydrogen Bonds Side Chain,
08:35 Set Hydrogen Bonds in the Backbone ଏବଂ ବନ୍ଧଗୁଡିକର ମୋଟେଇକୁ ପରିବର୍ତ୍ତନ କରିବା ପାଇଁ ବିକଳ୍ପଗୁଡିକ ମଧ୍ୟ ଅଛି
08:42 ଆକାରରେ hydrogen bondsକୁ ପ୍ରଦର୍ଶନ କରିବା ପାଇଁ ବିକଳ୍ପ Calculate ଉପରେ କ୍ଲିକ୍ କରନ୍ତୁ
08:47 hydrogen bondଗୁଡିକ ହ୍ଵାଇଟ୍ ଓ ଲମ୍ବା ରେଡ୍ ଡାଶରେ ପ୍ରଦର୍ଶିତ ହୋଇଛି
08:53 hydrogen bondଗୁଡିକର ମୋଟେଇକୁ ପରିବର୍ତ୍ତନ କରିବା ପାଇଁ pop-up-menuରେ ଥିବା ବିକଳ୍ପ 0.10 A ଉପରେ କ୍ଲିକ୍ କରନ୍ତୁ
09:02 ବର୍ତ୍ତମାନ, ପ୍ୟାନେଲ୍ ଉପରେ, ମୋଟା hydrogen bondଗୁଡିକୁ ଦେଖିପାରିବେ
09:06 ହାଇଡ୍ରୋଜେନ୍ ବନ୍ଧଗୁଡିକର କଲରକୁ ମଧ୍ୟ ପରିବର୍ତ୍ତନ କରିପାରିବା
09:11 ପପ୍-ଅପ୍ ମେନୁରେ, Color ତା’ପରେ Hydrogen Bonds ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହ ବିକଳ୍ପ orange ଉପରେ କ୍ଲିକ୍ କରନ୍ତୁ
09:20 ପ୍ୟାନେଲ୍ ଉପରେ, ସମସ୍ତ hydrogen bondଗୁଡିକ ଅରେଞ୍ଜ କଲରରେ ପ୍ରାପ୍ତ ହେବ
09:25 ଆକାରରେ ପ୍ରଦର୍ଶିତ ହୋଇଥିବା Disulfide bonds ଓ sulphur ଅଣୁଗୁଡିକ ହଳଦିଆ ରଙ୍ଗରେ ଦେଖାଯିବେ
09:31 disulfide ବନ୍ଧଗୁଡିକୁ ରୂପାନ୍ତର କରିବା ପାଇଁ, ପପ୍-ଅପ୍ ମେନୁରେ ଥିବା ବିକଳ୍ପ disulfide bondsକୁ ଖୋଲନ୍ତୁ
09:38 ପରିବର୍ତ୍ତନ କରିବାକୁ ଚାହୁଁଥିବା ଫିଚରଗୁଡିକ ଉପରେ କ୍ଲିକ୍ କରନ୍ତୁ ଯେପରି, size, color ପ୍ରଭୃତି
09:44 ସେହିପରି, ବିଭିନ୍ନ enzymesର .pdb ଫାଇଲଗୁଡିକୁ ଖୋଲିବା ପାଇଁ ଚେଷ୍ଟା କରିବା ସହ ସେମାନଙ୍କ 3D ଷ୍ଟ୍ରକଚରଗୁଡିକୁ ଦେଖନ୍ତୁ
09:51 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
09:57 Protein Data Bankରୁ ପ୍ରୋଟିନ୍ ଷ୍ଟ୍ରକଚରଗୁଡିକୁ Load କରିବା
10:00 ଡେଟାବେସରୁ .pdb ଫାଇଲଗୁଡିକୁ ଡାଉନଲୋଡ୍ କରିବା
10:05 PDB codeକୁ ବ୍ୟବହାର କରି ଇନସୁଲିନର 3D structureକୁ ଦେଖିବା
10:10 ବିନା ୱାଟର୍ ମଲିକ୍ୟୁଲରେ Protein ଷ୍ଟ୍ରକଚରଗୁଡିକୁ ଦେଖିବା
10:14 ସେକେଣ୍ଡାରୀ ଷ୍ଟ୍ରକଚରକୁ ବିଭିନ୍ନ ଫର୍ମାଟଗୁଡିକରେ ପ୍ରଦର୍ଶନ କରିବା
10:17 hydrogen bonds ଓ disulfide bondଗୁଡିକୁ ହାଇଲାଇଟ୍ କରିବା
10:22 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି-
10:24 PDB ଡେଟାବେସରୁ Human Hemoglobinର .pdb ଫାଇଲକୁ ଡାଉନଲୋଡ୍ କରନ୍ତୁ
10:31 cartoon ଡିସ୍ପ୍ଲେରେ ସେକେଣ୍ଡାରୀ ଷ୍ଟ୍ରକଚରକୁ ପ୍ରଦର୍ଶନ କରନ୍ତୁ
10:35 ପ୍ରୋଟିନର porphyrin ୟୁନିଟଗୁଡିକୁ ହାଇଲାଇଟ୍ କରନ୍ତୁ
10:39 PDB code ପାଇଁ ନିମ୍ନ ଲିଙ୍କକୁ ଯା’ନ୍ତୁ
10:42 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
10:46 ଏହା Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ
10:50 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:55 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
10:57 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:01 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
11:06 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:13 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:18 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:25 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro
11:31 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep