Jmol-Application/C2/Modify-Display-and-View/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Jmol Applicationରେ Modify Display and View ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:08 | ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବା: |
| 00:11 | ସ୍କ୍ରୀନ୍ ଉପରେ ଆକାରକୁ ରୋଟେଟ୍, ଯୂମ୍, ମୁଭ୍ ଓ ସ୍ପିନ୍ କରିବା |
| 00:17 | viewକୁ ରୂପାନ୍ତର କରିବା |
| 00:19 | displayର ଷ୍ଟାଇଲକୁ ପରିବର୍ତ୍ତନ କରିବା |
| 00:22 | ଅଣୁ ଓ ବନ୍ଧଗୁଡିକର ଆକାର ଓ ରଙ୍ଗକୁ ପରିବର୍ତ୍ତନ କରିବା |
| 00:26 | ଆକାରଗୁଡିକୁ axes ଓ bound box ସହିତ ପ୍ରଦର୍ଶନ କରିବା |
| 00:30 | ଇମେଜକୁ ବିଭିନ୍ନ file formatରେ ସେଭ୍ କରିବା |
| 00:34 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣ, Jmol Application ୱିଣ୍ଡୋ ଏବଂ |
| 00:37 | Modelkit ଫଙ୍କଶନକୁ ବ୍ୟବହାର କରି ଆକାରଗୁଡିକର, |
| 00:40 | ସୃଷ୍ଟି ଓ ସଂଶୋଧନ ସହିତ ପରିଚିତ ଥିବା ଆବଶ୍ୟକ |
| 00:45 | ଯଦି ନୁହେଁ ତେବେ ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ |
| 00:51 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: |
| 00:53 | Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 12.04 |
| 00:58 | Jmol ଭର୍ସନ୍ 12.2.2 |
| 01:02 | ଏବଂ Java ଭର୍ସନ୍ 7 |
| 01:05 | ପ୍ୟାନେଲ୍ ଉପରେ ଗୋଟିଏ 2-chloro-1-propanolର ଆକାର ସହିତ ଏକ ନୁତନ Jmol ୱିଣ୍ଡୋକୁ ଖୋଲନ୍ତୁ |
| 01:12 | ନିର୍ମାଣର ଗୋଟିଏ ଭଲ ପାର୍ଶ୍ଵକୁ ଦେଖିବା ପାଇଁ ଆକାରକୁ ରୋଟେଟ୍ ଓ ଯୁମ୍ କରିପାରିବେ |
| 01:18 | ଆକାରକୁ ରୋଟେଟ୍ କରିବା ପାଇଁ ଟୂଲ୍ ବାରରେ ଥିବା Rotate molecule ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 01:24 | ଆକାର ଉପରେ କ୍ଲିକ୍ କରିବା ସହ କର୍ସର୍ ହ୍ୟାଣ୍ଡ ଆଇକନରେ ପରିବର୍ତ୍ତନ ହେବାକୁ ଲକ୍ଷ୍ୟ କରନ୍ତୁ |
| 01:29 | mouse buttonକୁ ଦାବି ଧରି mouseକୁ panel ଉପରେ ଡ୍ରାଗ୍ କରନ୍ତୁ |
| 01:34 | modelଟି ରୋଟେଟ୍ ହେବା ଆପଣ ଦେଖିପାରିବେ |
| 01:37 | zoom-in ଓ zoom-out କରିବା ପାଇଁ, panel ଉପରେ କର୍ସରକୁ ରଖନ୍ତୁ |
| 01:42 | zoom-out କରିବା ପାଇଁ mouse wheelକୁ ଉପରକୁ ଏବଂ zoom-in କରିବା ପାଇଁ ତଳକୁ ଚାଳନା କରନ୍ତୁ |
| 01:49 | panel ଉପରେ ଆକାରକୁ ଚାଳନା କରିବା ପାଇଁ କର୍ସରକୁ ଆକାର ଉପରେ ରଖନ୍ତୁ |
| 01:54 | କୀବୋର୍ଡ ଉପରେ Shift ବଟନକୁ ଦାବି ଧରନ୍ତୁ |
| 01:57 | ଡବଲ୍ କ୍ଲିକ୍ କରିବା ସହ mouseକୁ ଡ୍ରାଗ୍ କରନ୍ତୁ |
| 02:00 | ସମ୍ପୂର୍ଣ୍ଣ ବିବରଣୀ ପାଇଁ Pop-up-menuରେ ଉପଲବ୍ଧ ଥିବା Mouse Manualର ସାହାଯ୍ୟ ନିଅନ୍ତୁ |
| 02:06 | ପପ୍-ଅପ୍ ମେନୁକୁ ଖୋଲନ୍ତୁ ଏବଂ About ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ. ତା’ପରେ Jmol 12.2.2କୁ ଚୟନ କରିବା ସହ Mouse Manual ଉପରେ କ୍ଲିକ୍ କରନ୍ତୁ |
| 02:17 | ଯଦି ଆପଣଙ୍କର ଇଣ୍ଟର୍ନେଟ୍ ସଂଯୋଗ ଥାଏ, |
| 02:19 | ସ୍କ୍ରୀନ୍ ଉପରେ Mouse manual ସହିତ ଗୋଟିଏ ୱେବ ପେଜ୍ ଦୃଶ୍ୟମାନ ହେବ |
| 02:24 | ପପ୍-ଅପ୍ ମେନୁକୁ ବାହାର କରିବା ପାଇଁ ପ୍ୟାନେଲ୍ ଉପରେ କ୍ଲିକ୍ କରନ୍ତୁ |
| 02:28 | ପ୍ୟାନେଲ ଉପରେ ପରମାଣୁକୁ ଅଟୋମାଟିକଲୀ spin କରିବା ପାଇଁ ପପ୍-ଅପ୍ ମେନୁକୁ ଖୋଲନ୍ତୁ |
| 02:34 | Spin ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ ଏବଂ ତା’ପରେ ବିକଳ୍ପ On ଉପରେ କ୍ଲିକ୍ କରନ୍ତୁ |
| 02:40 | panel ଉପରେ ଆକାରଟି ଘୁରୁଥିବା, ଆପଣ ଦେଖିପାରିବେ |
| 02:44 | ସ୍ପିନକୁ ବନ୍ଦ କରିବା ପାଇଁ ପୁନର୍ବାର ପପ୍-ଅପ୍ ମେନୁକୁ ଖୋଲନ୍ତୁ |
| 02:49 | Spin ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରିବା ସହ Off ଉପରେ କ୍ଲିକ୍ କରନ୍ତୁ |
| 02:54 | ଗୋଟିଏ ଆସାଇନମେଣ୍ଟ ଭାବେ - |
| 02:56 | 2-chloro-3-Iodo-pentaneର ଗୋଟିଏ ଆକାର ସୃଷ୍ଟି କରନ୍ତୁ |
| 03:00 | ପପ୍-ଅପ୍ ମେନୁରେ Spin ବିକଳ୍ପକୁ ଆବିଷ୍କାର କରନ୍ତୁ |
| 03:04 | ସ୍ପିନର ଦିଗକୁ Z-axisରେ ଏବଂ ପରିମାଣକୁ 40ରେ ପରିବର୍ତ୍ତନ କରନ୍ତୁ |
| 03:10 | ଏକ ସୂଚନା ଭାବେ: ପପ୍-ଅପ୍ ମେନୁରେ Set Z Rate ବିକଳ୍ପକୁ ବ୍ୟବହାର କରନ୍ତୁ |
| 03:16 | ଆପଣଙ୍କର ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦୃଶ୍ୟମାନ ହେବା ଆବଶ୍ୟକ |
| 03:22 | ବର୍ତ୍ତମାନ ଚାଲନ୍ତୁ View ମେନୁ ବିଷୟରେ ଶିଖିବା |
| 03:25 | ଆକାରକୁ ବିଭିନ୍ନ ଦିଗରୁ ଦେଖିବା ପାଇଁ ମେନୁ ବାରରେ ଥିବା View ମେନୁରେ ବିକଳ୍ପଗୁଡିକ ଅଛି |
| 03:31 | View ମେନୁ ଉପରେ କ୍ଲିକ୍ କରନ୍ତୁ |
| 03:33 | ମେନୁକୁ ସ୍କ୍ରୋଲ୍ ଡାଉନ୍ କରିବା ସହିତ ଉପଲବ୍ଧ ଥିବା ବିଭିନ୍ନ ବିକଳ୍ପ ମଧ୍ୟରୁ ଚୟନ କରନ୍ତୁ |
| 03:38 | ଉଦାହରଣସ୍ଵରୂପ, Top ଭ୍ୟୁକୁ ଚୟନ କରନ୍ତୁ |
| 03:42 | ବିକଳ୍ପ Top ଉପରେ କ୍ଲିକ୍ କରନ୍ତୁ |
| 03:45 | ସ୍କ୍ରୀନ୍ ଉପରେ ଥିବା image, ଉପରିଭାଗରୁ ପରମାଣୁଟି କିପରି ଦେଖାଯାଏ ତାହା ପ୍ରଦର୍ଶନ କରିବ |
| 03:50 | ଏହି viewକୁ ଇମେଜ ଭାବେ ବିଭିନ୍ନ ଫାଇଲ୍ ଫର୍ମାଟରେ ସେଭ୍ କରିପାରିବେ |
| 03:55 | Save current view as an image ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 03:59 | ଗୋଟିଏ Save ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
| 04:03 | ଫାଇଲ୍ ଫର୍ମାଟକୁ ଚୟନ କରିବା ପାଇଁ Image Type ବିକଳ୍ପଗୁଡିକରେ ସ୍କ୍ରୋଲ୍ ଡାଉନ୍ କରନ୍ତୁ |
| 04:09 | JPEG ଫର୍ମାଟକୁ ଚୟନ କରନ୍ତୁ |
| 04:13 | ଆପଣ ଫାଇଲଟିକୁ ସେଭ୍ କରିବାକୁ ଚାହୁଁଥିବା ଫୋଲ୍ଡରକୁ ଖୋଲନ୍ତୁ |
| 04:17 | ମୁଁ ଏହାକୁ Desktop ଉପରେ ଚାହେଁ |
| 04:19 | Desktopକୁ ଚୟନ କରିବା ସହ Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 04:24 | File Name ଟେକ୍ସଟ ବକ୍ସ ମଧ୍ୟରେ ଟାଇପ୍ କରନ୍ତୁ, 2-chloro-1-propanol |
| 04:30 | Files of Typeକୁ ଯା’ନ୍ତୁ ଏବଂ jpg ଚୟନ କରନ୍ତୁ |
| 04:35 | Save ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 04:38 | ବର୍ତ୍ତମାନ ଇମେଜଟି Desktop ଉପରେ JPEG ଫର୍ମାଟରେ ସେଭ୍ ହୋଇଯିବ |
| 04:44 | molecular modelର ପ୍ରଦର୍ଶନ ଷ୍ଟାଇଲକୁ ବିଭିନ୍ନ ମାର୍ଗରେ ରୁପାନ୍ତର କରିପାରିବେ |
| 04:50 | ଯଦି ଆବଶ୍ୟକ ହୁଏ, ଏହି ପରମାଣୁରେ ଥିବା ଅଣୁ ଓ ବନ୍ଧଗୁଡିକର ଆକାର ଓ ରଙ୍ଗକୁ ପରିବର୍ତ୍ତନ କରାଯାଇପାରିବ |
| 04:57 | ପରମାଣୁ କିମ୍ବା ଗୋଟିଏ ଚୟନିତ ସେଟରେ ସମସ୍ତ ଅଣୁଗୁଡିକୁ ରୂପାନ୍ତର କରିବା ପାଇଁ ଗୋଟିଏ ବିକଳ୍ପ ଉପଲବ୍ଧ ଅଛି |
| 05:03 | ପ୍ୟାନେଲ୍ ଉପରେ ଆକାର ପାଇଁ ball and stick ହେଉଛି ଡିଫଲ୍ଟ ଡିସ୍ପ୍ଲେ |
| 05:09 | ପ୍ରଦର୍ଶନକୁ CPK Space fillରେ ପରିବର୍ତ୍ତନ କରିବା ପାଇଁ ପପ୍-ଅପ୍ ମେନୁକୁ ଖୋଲନ୍ତୁ |
| 05:15 | ସମଗ୍ର ପରମାଣୁକୁ ରୂପାନ୍ତର କରିବା ପାଇଁ Selectକୁ ଯା’ନ୍ତୁ ଏବଂ All ଉପରେ କ୍ଲିକ୍ କରନ୍ତୁ |
| 05:22 | ପୁନର୍ବାର ପପ୍-ଅପ୍ ମେନୁକୁ ଖୋଲନ୍ତୁ |
| 05:25 | Style ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ, ସବ୍-ମେନୁରୁ Schemeକୁ ଚୟନ କରନ୍ତୁ |
| 05:30 | ଏବଂ ବିକଳ୍ପ CPK Spacefill ଉପରେ କ୍ଲିକ୍ କରନ୍ତୁ |
| 05:35 | ସ୍କ୍ରୀନ୍ ଉପରେ ଥିବା ଆକାର CPK Spacefill ଆକାରକୁ ରୂପାନ୍ତର ହୋଇଯାଇଛି |
| 05:40 | ବର୍ତ୍ତମାନ ଏହାକୁ ପୁନର୍ବାର ball and stick ଆକାରକୁ ଫେରାଇ ଆଣନ୍ତୁ |
| 05:44 | ପୂର୍ବ ଭଳି ସମାନ ସୋପାନକୁ ଅନୁସରଣ କରନ୍ତୁ |
| 05:48 | ପପ୍-ଅପ୍ ମେନୁକୁ ଖୋଲନ୍ତୁ |
| 05:50 | Style ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ, Schemeକୁ ଚୟନ କରିବା ସହ Ball and Stick ବିକଳ୍ପ ଉପରେ କ୍ଲିକ୍ କରନ୍ତୁ |
| 05:56 | ବର୍ତ୍ତମାନ ଆକାରଟି ball and stick ଷ୍ଟାଇଲ୍ ଡିସ୍ପ୍ଲେକୁ ରୂପାନ୍ତର ହୋଇଯାଇଛି |
| 06:01 | ବନ୍ଧଗୁଡିକର ଆକାରକୁ, ପପ୍-ଅପ୍ ମେନୁ ସମେତ ମେନୁ ବାରରେ ଥିବା Display ମେନୁକୁ ବ୍ୟବହାର କରି ପରିବର୍ତ୍ତନ କରାଯାଇ ପାରିବ |
| 06:08 | Display ମେନୁ ଉପରେ କ୍ଲିକ୍ କରିବା ସହ Bond ଚୟନ କରନ୍ତୁ |
| 06:12 | ସବ୍-ମେନୁରେ ବିଭିନ୍ନ ଆକାର ବିଶିଷ୍ଟ ବ୍ୟାସାର୍ଦ୍ଧର ବିକଳ୍ପ, angstrom unitsରେ ଅଛି |
| 06:19 | ଉଦାହରଣସ୍ଵରୂପ, 0.1 Angstromsକୁ ଚୟନ କରିବା ସହ ଏହା ଉପରେ କ୍ଲିକ୍ କରନ୍ତୁ |
| 06:26 | ବନ୍ଧଗୁଡିକର ମୋଟେଇରେ ହେଉ ଥିବା ପରିବର୍ତ୍ତନଗୁଡିକୁ ଲକ୍ଷ୍ୟ କରନ୍ତୁ |
| 06:30 | ଅଣୁ ଓ ବନ୍ଧଗୁଡିକର ରଙ୍ଗକୁ ମଧ୍ୟ ପରିବର୍ତ୍ତନ କରିପାରିବେ |
| 06:34 | ମୁଁ ଆକାରରେ ଥିବା ସମସ୍ତ Carbon ଅଣୁଗୁଡିକର ରଙ୍ଗକୁ ହଳଦିଆରେ ପରିବର୍ତ୍ତନ କରିବାକୁ ଚାହୁଁଛି |
| 06:39 | ଏହା କରିବା ପାଇଁ, ପପ୍-ଅପ୍ ମେନୁକୁ ଖୋଲିବା ସହ Selectକୁ ଯା’ନ୍ତୁ |
| 06:44 | Element ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରିବା ସହ Carbon ଉପରେ କ୍ଲିକ୍ କରନ୍ତୁ |
| 06:48 | ପୁନର୍ବାର ପପ୍-ଅପ୍ ମେନୁକୁ ଖୋଲିବା ସହ Color ଚୟନ କରନ୍ତୁ |
| 06:52 | ତା’ପରେ Atomsକୁ ଚୟନ କରନ୍ତୁ ଏବଂ ବିକଳ୍ପ Yellow ଉପରେ କ୍ଲିକ୍ କରନ୍ତୁ |
| 06:57 | ଆକାରରେ ଥିବା ସମସ୍ତ Carbons ବର୍ତ୍ତମାନ ହଳଦିଆ ରଙ୍ଗରେ ଦୃଶ୍ୟମାନ ହେବ |
| 07:02 | ବନ୍ଧଗୁଡିକର ରଙ୍ଗକୁ କିପରି ପରିବର୍ତ୍ତନ କରାଯାଏ, ଚାଲନ୍ତୁ ଦେଖିବା |
| 07:06 | ପପ୍-ଅପ୍ ମେନୁକୁ ଖୋଲିବା ସହ All ଚୟନ କରନ୍ତୁ |
| 07:10 | ପୁନର୍ବାର ପପ୍-ଅପ୍ ମେନୁକୁ ଖୋଲନ୍ତୁ |
| 07:12 | Color ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ, ସବ୍-ମେନୁରୁ Bonds ଚୟନ କରନ୍ତୁ |
| 07:16 | ସ୍କ୍ରୋଲ୍ ଡାଉନ୍ କରିବା ସହିତ ବିକଳ୍ପ Blue ଉପରେ କ୍ଲିକ୍ କରନ୍ତୁ |
| 07:20 | ବର୍ତ୍ତମାନ ସମସ୍ତ ବନ୍ଧଗୁଡିକ ନୀଳ ରଙ୍ଗ ହୋଇଯିବେ |
| 07:23 | ସ୍କ୍ରୀନ୍ ଉପରେ ଥିବା ଏହି ଆକାରକୁ X, Y ଓ Z axes ସହିତ ଏବଂ ଗୋଟିଏ ବାଉଣ୍ଡିଙ୍ଗ ବକ୍ସ ମଧ୍ୟରେ ପ୍ରଦର୍ଶନ କରିପାରିବେ |
| 07:31 | ପପ୍-ଅପ୍ ମେନୁକୁ ଖୋଲିବା ସହିତ Styleକୁ ଚୟନ କରନ୍ତୁ |
| 07:34 | ଏବଂ ବିକଳ୍ପ Axes ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ |
| 07:37 | ସବ୍-ମେନୁରୁ Pixel Widthକୁ ଚୟନ କରନ୍ତୁ |
| 07:40 | pixel width ଭାବେ 3 pxକୁ ଚୟନ କରନ୍ତୁ |
| 07:44 | ବର୍ତ୍ତମାନ ସମସ୍ତ ଆକ୍ସେସ୍ ସହିତ ଆକାରଟି ସ୍କ୍ରୀନ୍ ଉପରେ ପ୍ରାପ୍ତ ହୋଇଛି |
| 07:49 | ଇମେଜର ଚାରିପଟେ ଗୋଟିଏ bound boxକୁ ଅଂକନ କରିବା ପାଇଁ ପପ୍-ଅପ୍ ମେନୁକୁ ଖୋଲନ୍ତୁ |
| 07:54 | Style ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ ଏବଂ ବିକଳ୍ପଗୁଡିକରୁ Boundboxକୁ ଚୟନ କରନ୍ତୁ |
| 07:59 | Pixel widthକୁ ଚୟନ କରିବା ସହ pixel width, 3 px ଉପରେ କ୍ଲିକ୍ କରନ୍ତୁ |
| 08:05 | ସ୍କ୍ରୀନ୍ ଉପରେ, ଆକ୍ସେସ୍ ସହିତ Boundbox ମଧ୍ୟରେ 2-chloro-1-propanolର ଆକାରଟି ଅଛି |
| 08:12 | Boundboxକୁ ପାଞ୍ଜଳ ଭାବେ ଦେଖିବା ପାଇଁ, zoom-in କିମ୍ବା zoom outକୁ ବ୍ୟବହାର କରିପାରିବେ |
| 08:17 | imageକୁ Save କରିବା ସହିତ ପ୍ରୋଗ୍ରାମକୁ ବାହାର କରନ୍ତୁ |
| 08:21 | ଯାହା ଶିଖିଲେ, ତାହାକୁ ସାରାଂଶିତ କରନ୍ତୁ |
| 08:23 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
| 08:26 | ସ୍କ୍ରୀନ୍ ଉପରେ ଆକାରକୁ ରୋଟେଟ୍, ଯୁମ୍, ମୁଭ୍ ଓ ସ୍ପିନ୍ କରିବା |
| 08:31 | ବିଭିନ୍ନ କୋଣରୁ ଆକାରକୁ ଦେଖିବା |
| 08:34 | ପ୍ରଦର୍ଶନର ଷ୍ଟାଇଲକୁ ପରିବର୍ତ୍ତନ କରିବା |
| 08:36 | ଅଣୁ ଓ ବନ୍ଧଗୁଡିକର ରଙ୍ଗକୁ ପରିବର୍ତ୍ତନ କରିବା |
| 08:39 | ଏହା ମଧ୍ୟ ଶିଖିଲେ ଯେ: |
| 08:41 | ଇମେଜକୁ ଆକ୍ସେସ୍ ଓ ବାଉଣ୍ଡବକ୍ସ ସହିତ ପ୍ରଦର୍ଶନ କରିବା ଏବଂ |
| 08:44 | ଇମେଜକୁ ବିଭିନ୍ନ ଫାଇଲ୍ ଫର୍ମାଟରେ ସେଭ୍ କରିବା |
| 08:48 | ଆସାଇନମେଣ୍ଟ ପାଇଁ- |
| 08:50 | 3-amino-1-propanolର ଗୋଟିଏ ଆକାରକୁ ସୃଷ୍ଟି କରନ୍ତୁ |
| 08:53 | ପ୍ରଦର୍ଶନକୁ Sticksରେ ପରିବର୍ତ୍ତନ କରନ୍ତୁ |
| 08:56 | ଆକାରରେ ଥିବା ହାଇଡ୍ରୋଜେନଗୁଡିକର ରଙ୍ଗକୁ ସବୁଜରେ ପରିବର୍ତ୍ତନ କରନ୍ତୁ |
| 09:00 | ସମଗ୍ର ବନ୍ଧଗୁଡିକର ରଙ୍ଗକୁ ହଳଦିଆରେ ପରିବର୍ତ୍ତନ କରନ୍ତୁ |
| 09:04 | ଆପଣଙ୍କ ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦେଖାଯିବା ଆବଶ୍ୟକ |
| 09:12 | ଏହି ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial |
| 09:15 | ଏହା Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:19 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 09:24 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, |
| 09:26 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 09:29 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 09:34 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 09:41 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 09:44 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 09:51 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro |
| 09:57 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |