Jmol-Application/C2/Measurements-and-Labeling/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Jmol Applicationରେ Measurements and Labeling ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବା:
00:09 carboxylic acid ଓ nitroalkaneର ଆକାରଗୁଡିକୁ ସୃଷ୍ଟି କରିବା
00:14 ଚିହ୍ନ ଓ ସଂଖ୍ୟା ସହିତ ଗୋଟିଏ model ମଧ୍ୟରେ ଅଣୁଗୁଡିକୁ ଲେବଲ୍ କରିବା
00:19 bond lengths, bond angles ଓ dihedral anglesକୁ ମାପ କରିବା
00:24 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ, Jmol Applicationରେ ପାରମାଣବିକ ଆକାରଗୁଡିକୁ
00:27 କିପରି ସୃଷ୍ଟି ଓ ସଂଶୋଧନ କରାଯାଏ ଜାଣିଥିବା ଆବଶ୍ୟକ
00:32 ଯଦି ନୁହେଁ ତେବେ ଆମ ୱେବସାଇଟରେ ଉପଲବ୍ଧ ଥିବା ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ
00:37 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:
00:39 Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 12.04
00:44 Jmol ଭର୍ସନ୍ 12.2.2
00:47 ଏବଂ Java ଭର୍ସନ୍ 7
00:50 animation ବ୍ୟବହାର କରି ଗୋଟିଏ carboxyl ଗ୍ରୁପର ନିର୍ମାଣ ପାଇଁ ଥିବା ସୋପାନଗୁଡିକୁ ଚାଲନ୍ତୁ ଆଲୋଚନା କରିବା
00:56 ଗୋଟିଏ ଉଦାହରଣ ଭାବେ, ଗୋଟିଏ Ethanoic acidର ଆକାରକୁ ସୃଷ୍ଟି କରିବା ଯାହା Acetic acid ଭାବେ ଜଣାଶୁଣା ଅଟେ
01:03 Ethaneର ଗୋଟିଏ ଆକାରରୁ ଆରମ୍ଭ କରିବା
01:06 methyl ଗ୍ରୁପର ଯେକୌଣସିକୁ ଗୋଟିଏକୁ ଏକ carboxyl ଗ୍ରୁପରେ ରୂପାନ୍ତର କରିବାକୁ ହେବ
01:11 hydroxy ଗ୍ରୁପରେ ଥିବା ସମାନ carbonରେ ସଂଲଗ୍ନ ଦୁଇଟି hydrogenକୁ ପ୍ରତିସ୍ଥାପିତ କରନ୍ତୁ
01:18 oxygen ଓ Carbon ମଧ୍ୟରୁ ଗୋଟିକରେ ସଂଲଗ୍ନ ଥିବା hydrogenକୁ ଡିଲିଟ୍ କରନ୍ତୁ
01:23 Carbon-Oxygen ମଧ୍ୟରେ ଥିବା ବଣ୍ଡକୁ ଗୋଟିଏ ଡବଲ୍-ବଣ୍ଡରେ ରୂପାନ୍ତର କରନ୍ତୁ
01:26 Methyl ଗ୍ରୁପ୍ ଗୋଟିଏ Carboxyl ଗ୍ରୁପରେ ରୂପାନ୍ତର ହୋଇଯାଇଛି
01:31 Ethane, Ethanoic acidକୁ ରୂପାନ୍ତର ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ
01:35 ଉପରୋକ୍ତ ସୋପାନଗୁଡିକୁ ଅନୁସରଣ କରିବା ସହିତ Jmol applicationରେ Ethanoic acidର ଆକାର ସୃଷ୍ଟି କରନ୍ତୁ
01:42 Jmol panel ଉପରେ ଏହା ଗୋଟିଏ Ethaneର ଆକାର ଅଟେ
01:46 ଗୋଟିଏ methyl ଗ୍ରୁପକୁ ଏକ carboxyl ଗ୍ରୁପରେ ରୂପାନ୍ତର କରନ୍ତୁ
01:50 Modelkit ମେନୁରୁ oxygenକୁ ଚୟନ କରନ୍ତୁ
01:54 ଗୋଟିଏ carbon ସହିତ ସଂଲଗ୍ନ ହୋଇଥିବା hydrogenଗୁଡିକ ଉପରେ କ୍ଲିକ୍ କରନ୍ତୁ
01:58 ବର୍ତ୍ତମାନ, modelkit ମେନୁରେ ଥିବା Delete atom ବିକଳ୍ପ ବିପକ୍ଷରେ ଚେକ୍ କରନ୍ତୁ
02:02 oxygenରେ ସଂଲଗ୍ନ ଥିବା hydrogenକୁ ଡିଲିଟ୍ କରନ୍ତୁ
02:07 ଏବଂ carbonରେ ସଂଲଗ୍ନ ଥିବା hydrogenକୁ ମଧ୍ୟ ଡିଲିଟ୍ କରନ୍ତୁ
02:11 ତା’ପରେ, carbon ଓ oxygen ମଧ୍ୟରେ ଗୋଟିଏ ଡବଲ୍ ବଣ୍ଡକୁ ପ୍ରବେଶ କରନ୍ତୁ
02:16 ତେଣୁ, modelkit ମେନୁରେ ଥିବା ବିକଳ୍ପ doubleକୁ ଚେକ୍ କରନ୍ତୁ
02:20 ଏବଂ carbon ଓ oxygenକୁ ସଂଯୋଗ କରୁଥିବା bond ଉପରେ କ୍ଲିକ୍ କରନ୍ତୁ
02:25 ସ୍କ୍ରୀନ୍ ଉପରେ Acetic acidର ଗୋଟିଏ ଆକାର ଅଛି
02:28 ନିର୍ମାଣକୁ ଅନୁକୂଳତମ କରିବା ପାଇଁ energy minimization କରନ୍ତୁ
02:32 ଗୋଟିଏ nitro ଗ୍ରୁପ୍ ସୃଷ୍ଟି କରିବା ପାଇଁ ଏକ ସମାନ କୌଶଳର ଅନୁସରଣ କରନ୍ତୁ
02:37 ଏଠାରେ Jmol ପ୍ୟାନେଲ୍ ସହିତ ଗୋଟିଏ ethaneର ଆକାର ଅଛି
02:40 ବର୍ତ୍ତମାନ, ଏହି ପରମାଣୁକୁ nitro-ethaneରେ ରୂପାନ୍ତର କରନ୍ତୁ
02:45 modelkit ମେନୁ ଉପରେ କ୍ଲିକ୍ କରିବା ସହ Nitrogenକୁ ଚେକ୍ କରନ୍ତୁ
02:50 ଇଥେନ୍ ପରମାଣୁର ହାଇଡ୍ରୋଜେନ୍ ଅଣୁ ଉପରେ କ୍ଲିକ୍ କରନ୍ତୁ
02:54 Nitrogen ଅଣୁ ନୀଳ ରଙ୍ଗର ସ୍ଫିଅର୍ ଭାବେ ଉପସ୍ଥିତ ଅଛି
02:58 ତା’ପରେ, nitrogen ସହିତ ସଂଲଗ୍ନ ଥିବା ଦୁଇଟି hydrogenକୁ ଗୋଟିଏ hydroxy ଗ୍ରୁପ୍ ସହିତ ପ୍ରତିସ୍ଥାପିତ କରନ୍ତୁ
03:04 modelkit ମେନୁ ଉପରେ କ୍ଲିକ୍ କରିବା ସହ Oxygen (O)କୁ ଚେକ୍ କରନ୍ତୁ
03:10 ତା’ପରେ nitrogen ସହିତ ସଂଲଗ୍ନ ଥିବା hydrogenଗୁଡିକ ଉପରେ କ୍ଲିକ୍ କରନ୍ତୁ
03:14 oxygen ଅଣୁଗୁଡିକ ସହିତ ସଂଲଗ୍ନ ଥିବା hydrogenଗୁଡିକୁ ଡିଲିଟ୍ କରନ୍ତୁ
03:18 modelkit ମେନୁକୁ ଖୋଲିବା ସହିତ delete atomକୁ ଚେକ୍ କରନ୍ତୁ
03:23 oxygen ଅଣୁଗୁଡିକ ସହ ସଂଲଗ୍ନ ଥିବା hydrogen ଉପରେ କ୍ଲିକ୍ କରନ୍ତୁ
03:26 ବର୍ତ୍ତମାନ, nitrogen ଓ oxygen ଅଣୁଗୁଡିକ ମଧ୍ୟରେ ଗୋଟିଏ double-bondକୁ ପ୍ରବେଶ କରନ୍ତୁ
03:32 modelkit ମେନୁରେ ଥିବା ବିକଳ୍ପ doubleକୁ ଚେକ୍ କରନ୍ତୁ
03:36 nitrogen ଓ oxygen ଅଣୁଗୁଡିକୁ ସଂଯୁକ୍ତ କରୁଥିବା ବନ୍ଧ ଉପରେ କ୍ଲିକ୍ କରନ୍ତୁ
03:40 ପ୍ୟାନେଲ୍ ଉପରେ ଥିବା ଏହା ଗୋଟିଏ nitroethaneର ଆକାର ଅଟେ
03:44 ଗୋଟିଏ ଆସାଇନମେଣ୍ଟ ଭାବେ- 1-butanoic acid ଓ ethylacetateର ଆକାରଗୁଡିକୁ ସୃଷ୍ଟି କରନ୍ତୁ
03:50 ଏନର୍ଜୀ ମିନିମାଇଯେଶନ୍ ଦ୍ଵାରା ନିର୍ମାଣକୁ ଉନ୍ନତ କରନ୍ତୁ ଏବଂ
03:53 ଇମେଜକୁ Save କରନ୍ତୁ
03:56 ଆପଣଙ୍କର ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ନିମ୍ନ ଭଳି ଦେଖାଯିବା ଉଚିତ୍
04:02 Jmol panelକୁ ଫେରିଆସନ୍ତୁ
04:04 ଏହା ସ୍କ୍ରୀନ୍ ଉପରେ ଥିବା 1-butanoic acidର ଆକାର ଅଟେ
04:08 ଚାଲନ୍ତୁ ଆକାରରେ ଥିବା ଅଣୁଗୁଡିକୁ ଲେବଲ୍ କରି ଶିଖିବା
04:12 ଏହାକୁ element ଓ ସଂଖ୍ୟାର ଅନୁରୂପ ଚିହ୍ନଗୁଡିକ ସହିତ କରନ୍ତୁ
04:17 Display ମେନୁକୁ ଖୋଲିବା ସହିତ ସ୍କ୍ରୋଲ୍ ଡାଉନ୍ ମେନୁ ମଧ୍ୟରୁ Labelକୁ ଚୟନ କରନ୍ତୁ
04:22 ଏଲିମେଣ୍ଟର ଅନୁରୂପ ଚିହ୍ନ ସହିତ ସମସ୍ତ ଅଣୁଗୁଡିକୁ ଲେବଲ୍ କରିବା ପାଇଁ ବିକଳ୍ପ Symbolକୁ ଚୟନ କରନ୍ତୁ
04:29 ବିକଳ୍ପ Name, ଉଭୟ ଚିହ୍ନ ଓ ସଂଖ୍ୟା ପ୍ରଦାନ କରିବ
04:34 ବିକଳ୍ପ Number, ଅଣୁଗୁଡିକର କ୍ରମ ପ୍ରଦାନ କରିବ
04:37 ବିକଳ୍ପ Noneକୁ ବ୍ୟବହାର କରି ଜଣେ ଆକାରରୁ ଲେବଲଗୁଡିକୁ ବାହାର କରିଦେଇପାରିବ
04:43 ଉପରୋକ୍ତ ସମସ୍ତ ରୂପାନ୍ତରଣଗୁଡିକୁ କରିବା ପାଇଁ ପପ୍-ଅପ୍ ମେନୁକୁ ମଧ୍ୟ ବ୍ୟବହାର କରାଯାଇପାରିବ
04:48 ପପ୍-ଅପ୍ ମେନୁକୁ ଖୋଲିବା ପାଇଁ panel ଉପରେ ରାଇଟ୍ କ୍ଲିକ୍ କରିବା ସହ ବିଭିନ୍ନ ବିକଳ୍ପଗୁଡିକୁ ଚେକ୍ କରନ୍ତୁ
04:55 ଗୋଟିଏ ପରମାଣୁ ମଧ୍ୟରେ ଥିବା ଯେକୌଣସି ଦୁଇଟି ଅଣୁ ମଧ୍ୟରେ ଥିବା ଦୂରତାକୁ Tools ମେନୁ ବ୍ୟବହାର କରି ମାପ କରାଯାଇପାରିବ
05:01 ମାପିବା ପୂର୍ବରୁ, modelkit ମେନୁକୁ ଖୋଲିବା ସହ minimize ଉପରେ କ୍ଲିକ୍ କରନ୍ତୁ
05:07 ବର୍ତ୍ତମାନ ଏନର୍ଜୀ ମିନିମାଇଜେଶନ୍ କରାଯାଇଛି ଏବଂ ଆକାରଟି ଅତି ସ୍ଥିର ଆକାରରେ ଅଛି
05:14 ବର୍ତ୍ତମାନ Tools ମେନୁ ଉପରେ କ୍ଲିକ୍ କରିବା ସହ Distance Unitsକୁ ଚୟନ କରନ୍ତୁ
05:20 ଆବଶ୍ୟକତା ଅନୁସାରେ ସବ୍-ମେନୁରୁ ବିକଳ୍ପଗୁଡିକୁ ଚୟନ କରନ୍ତୁ
05:25 ଉଦାହରଣସ୍ଵରୂପ, Angstromକୁ ଚୟନ କରନ୍ତୁ
05:28 ତେଣୁ, ବନ୍ଧ ଦୈର୍ଘ୍ୟର ମାପ Angstrom ଏକକରେ ପ୍ରାପ୍ତ ହେବ
05:34 Rotate molecule ଆଇକନ୍ ଉପରେ କ୍ଲିକ୍ କରିବା ସହ କର୍ସରକୁ panel ଉପରେ ରଖନ୍ତୁ
05:42 ଅଣୁ 9 ଓ 4 ମଧ୍ୟରେ ଥିବା ଦୂରତାକୁ ମାପ କରନ୍ତୁ
05:46 ପ୍ରଥମେ, ଆରମ୍ଭ ଅଣୁ ଯାହାର ଅଣୁ ସଂଖ୍ୟା 9 ଅଟେ, ଉପରେ କ୍ଲିକ୍ କରନ୍ତୁ
05:52 ମାପକୁ ସୁନିଶ୍ଚିତ କରିବା ପାଇଁ ଶେଷ ଅଣୁ ଯାହାର ଅଣୁ ସଂଖ୍ୟା 4 ଅଟେ ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
05:58 ବର୍ତ୍ତମାନ screen ଉପରେ ବନ୍ଧର ଦୂରତା ପ୍ରଦର୍ଶିତ ହୋଇଛି
06:02 bond lengthsର କିଛି ଅଧିକ ମାପ କରନ୍ତୁ
06:05 carbon ଓ oxygen ମଧ୍ୟରେ ଥିବା ଡବଲ୍-ବଣ୍ଡର bond-lengthକୁ ମାପ କରନ୍ତୁ
06:10 ତେଣୁ, ଅଣୁ ସଂଖ୍ୟା 5 ଉପରେ ଡବଲ୍-କ୍ଲିକ୍ କରିବା ସହ କର୍ସରକୁ ଅଣୁ ସଂଖ୍ୟା 7 ଉପରକୁ ଆଣନ୍ତୁ ଏବଂ ଏହା ଉପରେ ଡବଲ୍-କ୍ଲିକ୍ କରନ୍ତୁ
06:19 ସେହିପରି, carbon ଓ oxygen ମଧ୍ୟରେ ଥିବା ସିଙ୍ଗଲ୍ ବଣ୍ଡ ଦୂରତାକୁ ମାପ କରନ୍ତୁ
06:25 ତେଣୁ, ଅଣୁ ସଂଖ୍ୟା 5 ଉପରେ ଡବଲ୍-କ୍ଲିକ୍ କରିବା ସହ କର୍ସରକୁ ଅଣୁ ସଂଖ୍ୟା 6 ଉପରକୁ ଆଣନ୍ତୁ ଏବଂ ଏହା ଉପରେ ଡବଲ୍-କ୍ଲିକ୍ କରନ୍ତୁ
06:34 ପ୍ୟାନେଲ୍ ଉପରେ ସମସ୍ତ ବନ୍ଧଗୁଡିକର ଦୈର୍ଘ୍ୟ ପ୍ରଦର୍ଶିତ ହେବା, ଦେଖିପାରିବେ
06:39 ଗୋଟିଏ ଆକାରରେ ଥିବା bond-angles ଓ dihedral anglesକୁ ମଧ୍ୟ ମାପ କରିପାରିବେ
06:44 ଉଦାହରଣସ୍ଵରୂପ- 9, 4 ଓ 1 ଅଣୁଗୁଡିକ ମଧ୍ୟରେ ଥିବା bond angleକୁ ମଧ୍ୟ ମାପ କରିପାରିବେ
06:51 ଅଣୁ ସଂଖ୍ୟା 9 ଉପରେ ଡବଲ୍-କ୍ଲିକ୍ କରନ୍ତୁ ଏବଂ ତା’ପରେ ଅଣୁ 4 ଉପରେ କ୍ଲିକ୍ କରନ୍ତୁ
06:56 କୋଣ ମାପକୁ ସୁନିଶ୍ଚିତ କରିବା ପାଇଁ ଅଣୁ ସଂଖ୍ୟା 1 ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:01 ସ୍କ୍ରୀନ୍ ଉପରେ bond-angle ପ୍ରଦର୍ଶନ ହେଉଥିବା ଆପଣ ଦେଖିପାରିବେ
07:05 ଅନ୍ୟ bond-angleକୁ ମାପ କରନ୍ତୁ, ମନେକର ଅଣୁ 1, 5 ଓ 6 ମଧ୍ୟରେ
07:12 ଅଣୁ ସଂଖ୍ୟା 1 ଉପରେ ଡବଲ୍ କ୍ଲିକ୍ କରିବା ସହ ଅଣୁ ସଂଖ୍ୟା 5 ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ ଅଣୁ ସଂଖ୍ୟା 6 ଉପରେ ଡବଲ୍-କ୍ଲିକ୍ କରନ୍ତୁ
07:23 ଚାରୋଟି ଅଣୁ ସମ୍ପୃକ୍ତ ଥିବା torsional କିମ୍ବା dihedral angleକୁ ମାପ କରନ୍ତୁ
07:29 ତେଣୁ, 8, 4, 1 ଓ 2 ଅଣୁଗୁଡିକୁ ଚୟନ କରନ୍ତୁ
07:34 dihedral angleର ମାପ ପାଇଁ, ପ୍ରଥମେ ଅଣୁ ସଂଖ୍ୟା 8 ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:39 ଅଣୁ ସଂଖ୍ୟା 4 ଓ ତା’ପରେ ଅଣୁ ସଂଖ୍ୟା 1 ଉପରେ କ୍ଲିକ୍ କରନ୍ତୁ
07:43 ଏବଂ ଶେଷରେ, dihedral angleର ମାପକୁ ସୁନିଶ୍ଚିତ କରିବା ପାଇଁ ଅଣୁ ସଂଖ୍ୟା 2 ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:50 dihedral angleର ମାପ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଦେଖିପାରିବେ
07:55 କରାଯାଇଥିବା ଭେଲ୍ୟୁର ମାପଗୁଡିକୁ ଗୋଟିଏ ଟାବୁଲାର୍ ଫର୍ମରେ ଦେଖାଯାଇପାରିବ
08:00 ଟୂଲ୍ ବାରରେ ଥିବା Click atom to measure distances ଆଇକନ୍ ଉପରେ କ୍ଲିକ୍ କରନ୍ତୁ
08:06 panel ଉପରେ Measurements ଡାଇଲଗ୍ ବକ୍ସ ଖୋଲିବ
08:10 ଏବେ ପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ମାପର ଗୋଟିଏ ତାଲିକା ଏହା ମଧ୍ୟରେ ଅଛି
08:14 ବର୍ତ୍ତମାନ ଇମେଜକୁ save କରିବା ସହ applicationକୁ ବନ୍ଦ କରନ୍ତୁ
08:17 ସଂକ୍ଷିପ୍ତରେ:
08:19 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ-
08:22 carboxylic acid ଓ nitroalkaneର ଆକାରଗୁଡିକୁ ସୃଷ୍ଟି କରିବା
08:26 ଗୋଟିଏ ଆକାରରେ ଏଲିମେଣ୍ଟ ଓ ସଂଖ୍ୟାର ଚିହ୍ନ ସହିତ ଅଣୁଗୁଡିକୁ ଲେବଲ୍ କରିବା
08:31 bond lengths, bond angles ଓ dihedral anglesକୁ ମାପ କରିବା
08:36 ଆସାଇନମେଣ୍ଟ ଭାବେ-
08:38 ସିଙ୍ଗଲ୍, ଡବଲ୍ ଓ ଟ୍ରିପଲ୍ ବନ୍ଧ ଥିବା ପରମାଣୁଗୁଡିକର ଆକାରକୁ ସୃଷ୍ଟି କରନ୍ତୁ
08:43 carbon ଅଣୁଗୁଡିକ ମଧ୍ୟରେ ଥିବା ବନ୍ଧର ଦୈର୍ଘ୍ୟକୁ ମାପ କରନ୍ତୁ
08:45 ଏବଂ ସେଗୁଡିକୁ ତୂଳନା କରନ୍ତୁ
08:48 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ : http://spoken-tutorial.org/What_is_a_Spoken_Tutorial
08:51 ଏହା Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ
08:54 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
09:01 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:04 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
09:08 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:15 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:19 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:26 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro
09:31 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep