Jmol-Application/C2/Introduction-to-Jmol-Application/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Introduction to Jmol Application ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ, Jmol Application window ଏବଂ କିଛି ମୌଳିକ କାର୍ଯ୍ୟପ୍ରଣାଳି
00:11 ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯିବ
00:16 ଆମେ ଶିଖିବା:
00:18 ମେନୁ ବାର୍, ଟୂଲ୍ ବାର୍ ଓ Jmolର ପ୍ୟାନେଲ୍
00:22 Jmol ପ୍ୟାନେଲର ଆକାରକୁ କିପରି ରୂପାନ୍ତର କରିବା
00:25 ସରଳ ଜୈବିକ ପରମାଣୁଗୁଡିକର ଆକାର ସୃଷ୍ଟି କରିବା
00:28 hydrogen ସହିତ ଗୋଟିଏ Methyl ଗ୍ରୁପକୁ ପ୍ରତିସ୍ଥାପିତ କରି ପରମାଣୁଗୁଡିକ ସୃଷ୍ଟି କରିବା
00:34 ଏହା ମଧ୍ୟ ଶିଖିବା
00:36 ଗୋଟିଏ ସ୍ଥିର ଆକାର ପ୍ରାପ୍ତ କରିବା ପାଇଁ ଏନର୍ଜୀ ମିନିମାଇଜ୍ କରିବା
00:41 ଏବଂ ଇମେଜକୁ .mol ଫାଇଲରେ Save କରିବା
00:45 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣଙ୍କର ହାଇ ସ୍କୁଲ୍ କେମିଷ୍ଟ୍ରୀ ଓ
00:49 ବେସିକ୍ ଅର୍ଗାନିକ୍ କେମିଷ୍ଟ୍ରୀ ଉପରେ ଜ୍ଞାନ ଥିବା ଆବଶ୍ୟକ
00:53 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:
00:56 Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 12.04
01:00 Jmol ଭର୍ସନ୍ 12.2.2
01:03 ଏବଂ Java ଭର୍ସନ୍ 7
01:06 ଦୟାଅରି ଧ୍ୟାନଦିଅନ୍ତୁ- Jmol ଆପ୍ଲିକେଶନ୍ ଆରାମଦାୟକ ଭାବେ ରନ୍ କରିବା ପାଇଁ ସିଷ୍ଟମରେ Java ଇନଷ୍ଟଲ୍ ହୋଇଥିବା ଆବଶ୍ୟକ
01:14 Jmol ଆପ୍ଲିକେଶନ୍ ବିଷୟରେ-
01:17 ଏହା ଗୋଟିଏ ଫ୍ରୀ ଏବଂ ଓପନ୍ ସୋର୍ସ Molecular Viewer ଅଟେ
01:21 ରାସାୟନିକ ନିର୍ମାଣଗୁଡିକର ତିନି ଆୟାମବିଶିଷ୍ଟ ଆକାରଗୁଡିକର ସୃଷ୍ଟି ପାଇଁ ବ୍ୟବହୃତ ହୁଏ
01:27 ଏବଂ proteins ଓ macromoleculesଗୁଡିକର ମାଧ୍ୟମିକ ନିର୍ମାଣଗୁଡିକୁ ଦେଖିବା ପାଇଁ ମଧ୍ୟ ବ୍ୟବହାର କରାଯାଏ
01:33 ଡାଉନଲୋଡ୍ ଓ ଇନଷ୍ଟଲେଶନ୍ ବିଷୟକ ତଥ୍ୟ -
01:37 Ubuntu OS ପାଇଁ, Ubuntu Software Center ସାହାଯ୍ୟରେ Jmolକୁ ଇନଷ୍ଟେଲେଶନ୍ କରାଯାଇଥାଏ
01:45 ଦୟାକରି ଆମ ୱେବସାଇଟ୍ www.spoken-tutorial.orgରେ ଥିବା Linux ସିରିଜର ଏହି ଟ୍ୟୁଟୋରିଆଲକୁ ଅନୁସରଣ କରନ୍ତୁ
01:56 Windows, Mac OS ଓ Android devicesରେ ଇନଷ୍ଟଲ୍ କରିବା ପାଇଁ, ଦୟାକରି, www.jmol.sourceforge.netକୁ ଯା’ନ୍ତୁ
02:08 ଏବଂ ୱେବ ପେଜରେ ଇନଷ୍ଟଲ୍ ପାଇଁ ଥିବା ନିର୍ଦ୍ଦେଶାବଳୀଗୁଡିକର ଅନୁସରଣ କରନ୍ତୁ
02:13 ମୁଁ ମୋ ସିଷ୍ଟମରେ Ubuntu Software Centerକୁ ବ୍ୟବହାର କରି Jmol Applicationକୁ ଇନଷ୍ଟଲ୍ କରିସାରିଛି
02:20 Jmol Applicationକୁ ଖୋଲିବା ପାଇଁ Dash home ଉପରେ କ୍ଲିକ୍ କରନ୍ତୁ
02:24 ସର୍ଚ ବକ୍ସରେ, Jmol ଟାଇପ୍ କରନ୍ତୁ
02:27 ସ୍କ୍ରୀନ୍ ଉପରେ Jmol ଆଇକନ୍ ଦୃଶ୍ୟମାନ ହେବ
02:30 Jmol ଆପ୍ଲିକେଶନ୍ ୱିଣ୍ଡୋକୁ ଖୋଲିବା ପାଇଁ Jmol ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:35 Jmol ୱିଣ୍ଡୋରେ ଉପରି ଭାଗରେ ଗୋଟିଏ Menu bar ଅଛି
02:40 Menu ବାରର ନିମ୍ନରେ ଗୋଟିଏ Tool ବାର୍ ଅଛି
02:43 ଏଠାରେ Display area ଅଛି ଯାହା Jmol panel ଭାବେ କାର୍ଯ୍ୟ କରିଥାଏ
02:48 ମେନୁ ବାରରେ, ଅନେକ ବିକଳ୍ପ ଅଛି ଯେପରି-File, Edit, Display ପ୍ରଭୃତି
02:56 ଏଗୁଡିକ ପ୍ରତ୍ୟେକଙ୍କର ବିଭିନ୍ନ ସବ୍-ଅପଶନଗୁଡିକ ମଧ୍ୟ ଅଛନ୍ତି
03:00 Tools ମେନୁରେ ଅନ୍ୟ ବିକଳ୍ପଗୁଡିକ ବ୍ୟତିତ ଅଣୁଗୁଡିକ ମଧ୍ୟରେ ଥିବା ଦୂରତାକୁ ମାପିବା ପାଇଁ ଟୂଲଗୁଡିକ ମଧ୍ୟ ଅଛି
03:07 ଏହି ବିକଳ୍ପଗୁଡିକ ବିଷୟରେ, ଆମେ ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡିକରେ ଶିଖିବା
03:12 Help ମେନୁରେ Jmol Application ଉପରେ ଅନେକ ଦରକାରୀ ତଥ୍ୟଗୁଡିକ ଅଛି
03:18 ଏଥିରେ ଗୋଟିଏ User Guide ମଧ୍ୟ ଅଛି ଯାହା ଡକୁମେଣ୍ଟେଶନକୁ ଧାରଣ କରିଥାଏ
03:23 Tool barରେ ଅନେକ ସଂଖ୍ୟକ ମେନୁ iconଗୁଡିକ ଅଛନ୍ତି
03:27 ମେନୁ ଆଇକନଗୁଡିକ ଖୁବ ଶୀଘ୍ର ନିର୍ଦ୍ଦିଷ୍ଟ ଫଙ୍କଶନଗୁଡିକୁ ନିଷ୍ପାଦନ କରନ୍ତି; ଉଦାହରଣସ୍ଵରୂପ- Open, Save, Export, Print ପ୍ରଭୃତି
03:37 ଏଠାରେ ରୋଟେଟ୍ କରିବା, ଅଣୁଗୁଡିକର ଗୋଟିଏ ସେଟକୁ ଚୟନ କରିବା, ଦୁରତାକୁ ମାପିବା ପ୍ରଭୃତି ପାଇଁ, ଆଇକନଗୁଡିକର ଗୋଟିଏ ସେଟ୍ ଅଛି
03:47 ଆଣବିକ modelଗୁଡିକର ସୃଷ୍ଟି ଓ ସଂଶୋଧନ କରିବା ପାଇଁ modelkit ଆଇକନ୍ ବ୍ୟବହୃତ ହୁଏ
03:53 ଆବଶ୍ୟକତାନୁସାରେ Jmol panelକୁ ରିସାଇଜ୍ କରାଯାଇ ପାରିବ
03:58 ଗୋଟିଏ ଆରୋ ଇଣ୍ଡିକେଟରକୁ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ କର୍ସରକୁ ୱିଣ୍ଡୋର ଯେକୌଣସି କୋଣକୁ ନିଅନ୍ତୁ
04:04 ବର୍ତ୍ତମାନ, ତିର୍ଯ୍ୟକ ଭାବେ ଉପର କିମ୍ବା ତଳ ଆଡକୁ ଡ୍ରାଗ୍ କରି ୱିଣ୍ଡୋକୁ ରିସାଇଜ୍ କରନ୍ତୁ
04:10 Menu ବାରରେ ଥିବା Display ମେନୁକୁ ବ୍ୟବହାର କରି ମଧ୍ୟ panelର ଆକାରକୁ ପରିବର୍ତ୍ତନ କରାଯାଇପାରିବ
04:16 Display ମେନୁ ଉପରେ କ୍ଲିକ୍ କରିବା ସହ Resize ବିକଳ୍ପକୁ ଚୟନ କରନ୍ତୁ
04:20 ଗୋଟିଏ ଡାଇଲଗ୍ ବକ୍ସ ଖୋଲିଯିବ ଯେଉଁଠି ପ୍ରସ୍ଥ ଓ ଉଚ୍ଚତାର ମାପକୁ pixelsରେ ନିର୍ଦ୍ଦିଷ୍ଟ କରିପାରିବେ
04:27 ମୋର 800 by 600 pixels ଆକାରର ଗୋଟିଏ ୱିଣ୍ଡୋ ଆବଶ୍ୟକ ଅଟେ
04:32 ତେଣୁ, 800 ସ୍ପେସ୍ 600 ଟାଇପ୍ କରିବା ସହ OK ବଟନ୍ ଉପରେ କ୍ଲିକ୍ କରନ୍ତୁ
04:41 ବର୍ତ୍ତମାନ Jmol panel, 800 by 600 pixelsରେ ରିସାଇଜ୍ ହୋଇଯାଇଛି
04:47 ବର୍ତ୍ତମାନ ଆଗକୁ ବଢିବା ସହିତ କିଛି ସରଳ ଜୈବିକ ଅଣୁଗୁଡିକର ଆକାର ସୃଷ୍ଟି କରନ୍ତୁ
04:53 ଏନର୍ଜୀ ମିନିମାଇଜେଶନ୍ ସହିତ ଆକାରଗୁଡିକର ନିର୍ମାଣ ଓ ରୂପାନ୍ତର କରିବା ପାଇଁ Modelkit ଅନୁମତି ଦେଇଥାଏ
05:00 tool ବାରରେ ଥିବା modelkit ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:04 ପ୍ୟାନେଲ୍ ଉପରେ Methaneର ଗୋଟିଏ ଆକାର ଦୃଶ୍ୟମାନ ହେବ
05:07 Jmol panelର ଉପର ବାମ ପଟ କୋଣରେ ଗୋଟିଏ ମେନୁ ଦୃଶ୍ୟମାନ ହେବ
05:12 ଏହି ମେନୁର ବୈଶିଷ୍ଟ୍ୟତାଗୁଡିକ ମଧ୍ୟରେ, ସହଜ ଭାବେ ଅଣୁଗୁଡିକୁ *add, delete, drag କରିବା କ୍ଷମତା ମଧ୍ୟ ରହିବ
05:19 functional ଗୃପଗୁଡିକୁ ସଂଯୁକ୍ତ କରନ୍ତୁ
05:21 ବନ୍ଧଗୁଡିକୁ Delete, add ଓ rotate କରନ୍ତୁ
05:25 add hydrogens, minimize ଓ save files ପ୍ରଭୃତି
05:30 ମେନୁ ଉପରେ ଥିବା ଏକ ନିର୍ଦ୍ଦିଷ୍ଟ ଫିଚରକୁ ବ୍ୟବହାର କରିବା ପାଇଁ, ଉପଲବ୍ଧ ଥିବା ଚେକ୍-ବକ୍ସ ଉପରେ କ୍ଲିକ୍ କରନ୍ତୁ
05:35 Modelkit ଫଙ୍କଶନ୍, ଗୋଟିଏ hydrogen ପରମାଣୁକୁ ଏକ Methyl group ସହିତ ପ୍ରତିସ୍ଥାପନ କରିବା ପାଇଁ ଅନୁମତି ପ୍ରଦାନ କରିବ
05:41 ପ୍ରତିସ୍ଥାପିତ କରିବାକୁ ଚାହୁଁଥିବା hydrogen ପରମାଣୁ ଉପରେ କର୍ସରକୁ ରଖନ୍ତୁ
05:46 ଏହି hydrogen ପରମାଣୁ ଉପରେ ଗୋଟିଏ ରେଡ୍ ରିଙ୍ଗ ଦୃଶ୍ୟମାନ ହେବ
05:50 ଅଣୁ ଉପରେ କ୍ଲିକ୍ କରନ୍ତୁ
05:52 ଗୋଟିଏ Methyl ଗ୍ରୁପ୍ ସଂଯୁକ୍ତ ହୋଇଥିବା, ଦେଖିପାରିବେ
05:56 ବର୍ତ୍ତମାନ Methane ଅଣୁ Ethaneକୁ ରୂପାନ୍ତରିତ ହୋଇଯାଇଛି
06:00 ପୂର୍ବ ଭଳି ସମାନ ସୋପାନର ପୁନରାବୃତ୍ତି କରନ୍ତୁ
06:03 Propaneର ଗୋଟିଏ ଆକାର ପ୍ରାପ୍ତ କରିବା ପାଇଁ hydrogen ପରମାଣୁ ଉପରେ କ୍ଲିକ୍ କରନ୍ତୁ
06:07 ଏହି ଅଣୁ ଉପରେ Energy minimization, ଗୋଟିଏ ଅତି ସ୍ଥିର ଆକାର ପ୍ରଦାନ କରିବ
06:13 Energy minimization କରିବା ପାଇଁ-
06:15 Modelkit ମେନୁରେ ଥିବା ବିକଳ୍ପଗୁଡିକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ
06:19 ବିକଳ୍ପ minimize ଉପରେ କ୍ଲିକ୍ କରନ୍ତୁ
06:22 ବର୍ତ୍ତମାନ Propane ଅଣୁର ଗୋଟିଏ ଅତି ସ୍ଥିର ଆକାର ପ୍ରାପ୍ତ ହୋଇଛି
06:28 ଏହି ନିର୍ମାଣକୁ ଗୋଟିଏ .mol ଫାଇଲ୍ ଭାବେ ସେଭ୍ କରିବା ପାଇଁ, Modelkit ମେନୁକୁ ଖୋଲନ୍ତୁ
06:33 menuକୁ ସ୍କ୍ରୋଲ୍ ଡାଉନ୍ କରିବା ସହିତ save file ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
06:37 ସ୍କ୍ରୀନ୍ ଉପରେ ଗୋଟିଏ Save ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
06:41 ସେହି ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ ଯେଉଁଠି ଫାଇଲକୁ ସେଭ୍ କରିବାକୁ ଚାହାଁନ୍ତି
06:45 ଫାଇଲକୁ ସେଭ୍ କରିବା ପାଇଁ, ମୁଁ Desktopକୁ ଚୟନ କରୁଛି
06:50 ତେଣୁ, Desktopକୁ ଚୟନ କରିବା ସହ Open ବଟନ୍ ଉପରେ କ୍ଲିକ୍ କରନ୍ତୁ
06:54 File Nameକୁ ଯା’ନ୍ତୁ ଏବଂ ଟେକ୍ସଟ ବକ୍ସରେ propane ଟାଇପ୍ କରନ୍ତୁ
06:59 Files of Type ଉପରେ କ୍ଲିକ୍ କରିବା ସହ MOL ବିକଳ୍ପକୁ ଚୟନ କରନ୍ତୁ
07:03 ବର୍ତ୍ତମାନ, dialog-boxର ନିମ୍ନ ଡାହାଣ ପଟେ ଥିବା Save ବଟନ୍ ଉପରେ କ୍ଲିକ୍ କରନ୍ତୁ
07:08 Desktop ଉପରେ Propaneର 3D ଆକାର .mol ଫାଇଲ୍ ଭାବେ ସେଭ୍ ହୋଇଯିବ
07:14 Jmolରୁ ବାହାର ହେବା ପାଇଁ: File ମେନୁ ଉପରେ କ୍ଲିକ୍ କରିବା ସହ ପ୍ରୋଗ୍ରାମରୁ ବାହାର ହେବା ପାଇଁ Exit ବିକଳ୍ପକୁ ଚୟନ କରନ୍ତୁ
07:21 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :
07:25 Jmol ଆପ୍ଲିକେଶନ୍ ୱିଣ୍ଡୋ ବିଷୟରେ
07:27 Jmol ପ୍ୟାନେଲକୁ ରିସାଇଜ୍ କରିବା
07:29 ସରଳ ଜୈବିକ ଅଣୁଗୁଡିକ ଯେପରି Methane, Ethane ଓ Propaneର 3D models ସୃଷ୍ଟି କରିବା ପାଇଁ ଟୂଲ୍ ବାରରେ ଥିବା Modelkit ଫଙ୍କଶନକୁ ବ୍ୟବହାର କରିବା
07:40 hydrogenକୁ methyl ଗ୍ରୁପ୍ ସହିତ ପ୍ରତିସ୍ଥାପିତ କରିବା ସହ ଅଣୁର ନିର୍ମାଣ କରିବା
07:45 ଗୋଟିଏ ସ୍ଥିର ଆକାର ପ୍ରାପ୍ତ କରିବା ପାଇଁ ଏନର୍ଜୀ ମିନିମାଇଜେଶନ୍ କରିବା
07:48 ଏବଂ ଇମେଜକୁ .mol ଫାଇଲ୍ ଭାବେ ସେଭ୍ କରିବା
07:52 Jmol Modelkit ଫଙ୍କଶନକୁ ବ୍ୟବହାର କରି ନିମ୍ନଲିଖିତ ଅଣୁଗୁଡିକର ଆକାରଗୁଡିକୁ ନିର୍ମାଣ କରନ୍ତୁ:
07:58 2-4 Dimethyl Pentane ଓ 3-Ethyl, 5-Methyl Heptane
08:03 ଗୋଟିଏ ସ୍ଥିର ଆକାର ପ୍ରାପ୍ତ କରିବା ପାଇଁ ଏନର୍ଜୀ ମିନିମାଇଜେଶନ୍ କରନ୍ତୁ
08:07 ଇମେଜକୁ .mol ଫାଇଲ୍ ଭାବେ ସେଭ୍ କରନ୍ତୁ
08:11 ଟୂଲ୍ ବାରରେ ଥିବା rotate moleculeକୁ ବ୍ୟବହାର କରି ଆକାରକୁ ରୋଟେଟ୍ କରନ୍ତୁ
08:15 ଆପଣଙ୍କ ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦେଖାଯିବା ଆବଶ୍ୟକ
08:19 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
08:22 ଏହା Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ
08:26 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:30 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:36 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
08:40 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:47 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:52 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:59 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro
09:04 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep