Java/C2/Using-this-keyword/Oriya

From Script | Spoken-Tutorial
Jump to: navigation, search
Time Narration
00:02 Javaରେ This Keyword ବ୍ୟବହାର ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:09 This କୀୱର୍ଡର ବ୍ୟବହାର ବିଷୟରେ
00:11 Fields ସହିତ This କୀୱର୍ଡର ବ୍ୟବହାର ବିଷୟରେ
00:14 Constructorsର ଶୃଙ୍ଖଳନ ପାଇଁ This କୀୱର୍ଡର ବ୍ୟବହାର ବିଷୟରେ
00:17 ଏଠାରେ ଆମେ ବ୍ୟବହାର କରୁଛୁ:

Ubuntu 11.10 JDK 1.6 ଓ Eclipse 3.7.0

00:28 ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର
00:30 Eclipse ବ୍ୟବହାର କରି Javaରେ କିପରି ଏକ Constructor କ୍ରିଏଟ୍ କରାଯାଏ
00:34 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org
00:40 ଏବେ ଆମେ, This କୀୱର୍ଡର ବ୍ୟବହାର ଦେଖିବା
00:44 ଗୋଟିଏ Constructor ଭିତରେ, ସାମ୍ପ୍ରତିକ ଅବଜେକ୍ଟ ପାଇଁ This ହେଉଛି ଏକ ରେଫରେନ୍ସ
00:48 This ବ୍ୟବହାର କରି, ଗୋଟିଏ Constructor ଭିତରେ ଆମେ, ସାମ୍ପ୍ରତିକ ଅବଜେକ୍ଟର ଯେକୌଣସି ମେମ୍ୱର୍ ରେଫର୍ କରିପାରିବା
00:55 ଏବେ ଆମେ, Fields ସହିତ This କୀୱର୍ଡର ବ୍ୟବହାର ଦେଖିବା
01:00 ନାମ ଦ୍ୱନ୍ଦ୍ୱ ଏଡ଼ାଇବା ପାଇଁ This କୀୱର୍ଡ ଆମକୁ ସାହାଯ୍ୟ କରିଥାଏ
01:07 ଆମେ ଏଠାରେ ସେହିପରି ଏକ ଉଦାହରଣ ଦେଖିପାରିବା
01:10 ସେଥିପାଇଁ Eclipse ଖୋଲନ୍ତୁ
01:17 ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ କ୍ରିଏଟ୍ କରିଥିବା Student Classକୁ ଖୋଲନ୍ତୁ
01:23 Default Constructorକୁ କମେଣ୍ଟ କରନ୍ତୁ, 1 ପାରାମିଟର୍ ସହିତ Constructorକୁ କମେଣ୍ଟ କରନ୍ତୁ
01:40 ପ୍ରଥମ ଦୁଇଟି ଅବଜେକ୍ଟ କ୍ରିଏଟ୍ କରିବା ପାଇଁ କୋଡ୍ କୁ ମଧ୍ୟ କମେଣ୍ଟ କରନ୍ତୁ
02:03 ଏବେ, Parameterized Constructorକୁ ଦେଖନ୍ତୁ
02:11 the_roll_number ଓ the_name ହେଉଛି Constructorକୁ ପାସ୍ କରାଯାଇଥିବା ଆର୍ଗୁମେଣ୍ଟସ୍
02:20 roll_number ଓ name ହେଉଛି Instance ଭେରିଏବଲ୍ସ
02:26 ଏବେ, ମୁଁ ଆର୍ଗୁମେଣ୍ଟସ୍ କୁ roll_number ଓ name କୁ ହିଁ ବଦଳାଇବି
02:39 ତେଣୁ, Constructor ଭିତରେ ଟାଇପ୍ କରନ୍ତୁ:
02:42 roll_number ଇକ୍ୱାଲ୍ ଟୁ roll_number ଓ name ଇକ୍ୱାଲ୍ ଟୁ name
02:55 ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ
03:04 ଆମେ, ନିମ୍ନ ଆଉଟପୁଟ୍ ପାଇଲେ:
03:07 I am a Parameterized Constructor 0 null
03:12 ଏବେ, କୋଡ୍ କୁ ଫେରିଆସନ୍ତୁ
03:17 ଆମେ, କୋଡ୍ ରେ 2ଟି ୱାର୍ନିଙ୍ଗ୍ ଦେଖୁଛେ
03:20 ୱାର୍ନିଙ୍ଗ୍ ଚିହ୍ନ ଉପରେ ମାଉସ୍ ଚଲାନ୍ତୁ
03:23 ଆମେ ଦେଖିପାରୁଛେ, The assignment to the variable roll_number has no effect.
03:29 ଆଉ, The assignment to the variable name has no effect.
03:33 ଏହାର କାରଣ ହେଉଛି, Constructorରେ, roll_number ଓ name ହେଉଛନ୍ତି ଲୋକଲ୍ ଭେରିଏବଲ୍ସ
03:40 ଲୋକଲ୍ ଭେରିଏବଲ୍ସ ହେଉଛି ସେହି ଭେରିଏବଲ୍ସ, ଯାହାକୁ ମେଥଡ୍ କିମ୍ୱା ବ୍ଲକ୍ ମଧ୍ୟରେ ଆକ୍ସେସ୍ କରିହୁଏ
03:47 ଏଠାରେ, roll_number ଓ name, 11 ଓ Rajuକୁ ଇନିଶିଆଲାଇଜ୍ କରାଯିବ
03:54 କାରଣ, ଆମେ ଭାଲ୍ୟୁ 11 ଓ Rajuକୁ Constructor ଭିତରକୁ ପାସ୍ କରିଛେ
04:01 କିନ୍ତୁ, ଥରେ ସେଗୁଡ଼ିକ Constructor ବାହାରକୁ ଚାଲିଆସିଲେ, ତାହାକୁ ଆକ୍ସେସ୍ କରିହେବ ନାହିଁ
04:06 ତା’ପରେ କେବଳ roll_number ଓ name, ଆମେ ଜାଣିଛେ, ହେଉଛି Instance ଭେରିବଲ୍ସ
04:13 ଥରେ ଅବଜେକ୍ଟ କ୍ରିଏଟ୍ ହୋଇସାରିବା ପରେ ସେଗୁଡ଼ିକ, 0 ଓ Nullକୁ ଇନିଶିଆଲାଇଜ୍ କରାଯାଇସାରିଛି
04:18 ତେଣୁ, ଆଉଟପୁଟ୍ ଭାବେ ଆମେ 0 ଓ null ପାଇଲେ
04:21 ଏବେ ଆମେ, Constructor ଭିତରେ ଏକ ଛୋଟ ପରିବର୍ତ୍ତନ କରିବା
04:29 ଟାଇପ୍ କରନ୍ତୁ: this ଡଟ୍ roll_number ଇକ୍ୱାଲ୍ ଟୁ roll_number
04:37 ଓ this ଡଟ୍ name ଇକ୍ୱାଲ୍ ଟୁ name
04:44 ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ
04:51 ଆମେ, ନିମ୍ନ ଆଉଟପୁଟ୍ ପାଇଲେ:
04:53 I am a Parameterized Constructor 11 ଓ Raju
04:58 ଏହାର କାରଣ ହେଉଛି this ଡଟ୍ roll_number ଓ this ଡଟ୍ name, Instance ଭେରିଏବଲ୍ସ roll_number ଓ nameକୁ ରେଫର୍ କରିଥାଏ
05:12 ଆଉ ଏଠାରେ roll_number ଓ name ହେଉଛି ମେଥଡ୍ ରେ ପାସ୍ କରିଥିବା ଆର୍ଗୁମେଣ୍ଟସ୍
05:19 Local ଓ Instance ଭେରିଏବଲ୍ସ ମଧ୍ୟରେ ଦ୍ୱନ୍ଦ୍ୱ ଏଡ଼ାଇବା ପାଇଁ ଆମେ, this କୀୱର୍ଡ ବ୍ୟବହାର କରିଥାଏ
05:29 ଏବେ ଆମେ, Constructorର ଶୃଙ୍ଖଳନ ସହିତ This କୀୱର୍ଡର ବ୍ୟବହାର ଦେଖିବା
05:34 ଅନ୍ୟ ଏକ Constructor କଲ୍ କରିବା ପାଇଁ ଆମେ ଗୋଟିଏ Constructor ଭିତରେ This କୀୱର୍ଡର ବ୍ୟବହାର କରିପାରିବା
05:39 Constructor ନିଶ୍ଚିତ ଭାବେ ସମାନ କ୍ଲାସ୍ ରେ ରହିଥିବା ଦରକାର
05:43 ଏହାକୁ explicit constructor invocation କୁହାଯାଏ
05:46 ତେଣୁ, ଆମେ କ୍ରିଏଟ୍ କରିଥିବା Student Classକୁ ଫେରିଆସନ୍ତୁ
05:53 କମେଣ୍ଟଗୁଡ଼ିକୁ କାଢ଼ିଦିଅନ୍ତୁ
06:28 ଏବେ, ପ୍ରଥମ ଦୁଇଟି Constructorsରେ ସେଗୁଡ଼ିକର ଭାଲ୍ୟୁ ସହିତ Instance ଭେରିଏବଲ୍ସ ଆସାଇନ୍ କରିବା ପାଇଁ ସେହି ଭାଗକୁ କମେଣ୍ଟ କରନ୍ତୁ
06:52 ତା’ପରେ Commentର ସେହି ଭାଗ, ଯାହା ଦ୍ୱିତୀୟ ଓ ତୃତୀୟ ଅବଜେକ୍ଟସ୍ କ୍ରିଏଟ୍ କରେ
07:08 ଏବେ, ପ୍ରଥମେ କୌଣସି ପାରାମିଟର୍ ବିନା Constructorକୁ ଆସନ୍ତୁ
07:16 କର୍ଲୀ ବ୍ରାକେଟ୍ ପରେ ଟାଇପ୍ କରନ୍ତୁ: this ବ୍ରାକେଟ୍ସ ମଧ୍ୟରେ 11 ଓ ସେମିକୋଲନ୍
07:28 ଦ୍ୱିତୀୟ Constructor ଭିତରେ ଟାଇପ୍ କରନ୍ତୁ: this ବ୍ରାକେଟ୍ସ ମଧ୍ୟରେ 11 କମା ଡବଲ୍ କ୍ୱୋଟ୍ସ ମଧ୍ୟରେ Raju ସେମିକୋଲନ୍
07:42 ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ
07:49 ଆମେ, ନିମ୍ନ ଆଉଟପୁଟ୍ ପାଇଲେ:
07:51 I am a Parameterized Constructor
07:54 I am a constructor with a single parameter
07:57 I am a Default Constructor 11 ଓ Raju
08:02 ମୁଁ ଏବେ ଆଉଟପୁଟ୍ ବୁଝାଇବି
08:08 ଯେତେବେଳେ ଅବଜେକ୍ଟ କ୍ରିଏଟ୍ ହେଲା, ସମ୍ୱନ୍ଧିତ Constructorକୁ କଲ୍ କରାଗଲା
08:13 ଏଠାରେ Constructor ହେଉଛି No Argument Constructor
08:20 Constructorରେ ନିୟନ୍ତ୍ରଣ ପ୍ରଥମ ଲାଇନ୍ କୁ ଆସେ
08:24 ଏହାର ସାମ୍ନା this ବ୍ରାକେଟ୍ ମଧ୍ୟରେ 11 ଷ୍ଟେଟମେଣ୍ଟ ସହିତ ହୁଏ
08:26 ଏହା Constructorକୁ କଲ୍ କରେ, ଯାହା ସିଙ୍ଗଲ୍ ଇଣ୍ଟିଜର୍ ଆର୍ଗୁମେଣ୍ଟ ଗ୍ରହଣ କରେ
08:36 ଏହାପରେ ନିୟନ୍ତ୍ରଣ, this ବ୍ରାକେଟ୍ସ ମଧ୍ୟରେ 11 କମା Rajuକୁ ଆସେ
08:44 ଏହା Constructorକୁ କଲ୍ କରେ, ଯାହା 1 ଇଣ୍ଟିଜର୍ ଓ 1 String ଆର୍ଗୁମେଣ୍ଟ ଗ୍ରହଣ କରେ
08:53 ତେବେ, ଏହି Constructor ନିଷ୍ପାଦିତ ହୁଏ ଓ ଆମେ, I am a Parameterized Constructor ଭାବେ ଆଉଟପୁଟ୍ ପାଉ
09:02 ଆମେ ପାସ୍ କରିଥିବା ହେତୁ, ଏବେ Instance ଭେରିଏବଲ୍ 11 ଓ Rajuକୁ ଇନିଶିଆଲାଇଜ୍ ହେବ
09:11 ତା’ପରେ ନିୟନ୍ତ୍ରଣ, କଲିଙ୍ଗ୍ Construction କୁ ଫେରିଯାଏ
09:16 ଦ୍ୱିତୀୟ Constructorଟି ନିଷ୍ପାଦିତ ହୁଏ
09:19 ଆମେ ଆଉଟପୁଟ୍ ଭାବେ I am constructor with a single parameter ପାଇଲେ
09:25 ତା’ପରେ, ନିୟନ୍ତ୍ରଣ ପ୍ରଥମ Constructorକୁ ଯାଇ ତାକୁ ନିଷ୍ପାଦିତ କରେ
09:30 ଆଉ ଆମେ I am a default constructor ଭାବେ ଆଉଟପୁଟ୍ ପାଉ
09:36 ତା’ପରେ studentDetail ମେଥଡ୍ ନିଷ୍ପାଦିତ ହୁଏ
09:42 ଆମେ 11 ଓ Raju ପାଉ
09:45 ଏବେ ଚାଲନ୍ତୁ, ଏକ ଛୋଟ ପରିବର୍ତ୍ତନ କରିବା
09:47 This ଷ୍ଟେଟମେଣ୍ଟକୁ,Constructorରେ ଶେଷ ଷ୍ଟେଟମେଣ୍ଟ କରନ୍ତୁ
10:00 ଏଠାରେ ଆମେ ଏକ Compiler Error ପାଉ
10:03 ଏରର୍ ଚିହ୍ନ ଉପରେ ମାଉସ୍ ଚଲାନ୍ତୁ
10:06 ଆମେ, ନିମ୍ନ ଏରର୍ ପାଇଲେ:,Constructor call must be the first statement in a constructor
10:12 ଆମେ ଏହାକୁ ନିଶ୍ଚିତ Constructorର ପ୍ରଥମ ଲାଇନ୍ କରିବା ଉଚିତ
10:16 ତେଣୁ, ଏହାକୁ Constructorର ପ୍ରଥମ ଲାଇନ୍ କରନ୍ତୁ
10:27 ଏବେ, ଆମେ ଦେଖିପାରୁଛେ ଯେ, ଏରର୍ ଚାଲିଯାଇଛି
10:31 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
10:35 Fields ସହିତ This କୀୱର୍ଡର ବ୍ୟବହାର
10:38 Constructorsର ଶୃଙ୍ଖଳନ ପାଇଁ This କୀୱର୍ଡର ବ୍ୟବହାର
10:41 ଗୋଟିଏ Constructor ମଧ୍ୟରେ this କୀୱର୍ଡକୁ କିପରି ବ୍ୟବହାର କରାଯିବା ଉଚିତ
10:45 ସ୍ୱ-ମୂଲ୍ୟାଙ୍କନ ପାଇଁ, ପୂର୍ବରୁ କ୍ରିଏଟ୍ କରାଯାଇଥିବା Employee Classରେ:
10:49 ଦୁଇଟି ପାରାମିଟର୍ ସହିତ ଗୋଟିଏ Constructor କ୍ରିଏଟ୍ କରନ୍ତୁ
10:52 Instance Variable ଇନିଶିଆଲାଇଜ୍ କରିବା ପାଇଁ this କୀୱର୍ଡ ବ୍ୟବହାର କରନ୍ତୁ
10:57 1 କିମ୍ୱା କୌଣସି ପାରାମିଟର୍ ବିନା ମଧ୍ୟ ଏକ Constructor କ୍ରିଏଟ୍ କରନ୍ତୁ
11:01 ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତାନୁସାରେ this ବ୍ୟବହାର କରି Constructor ଶୃଙ୍ଖଳନ ପାଇଁ ଚେଷ୍ଟା କରନ୍ତୁ
11:07 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
11:09 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial
11:12 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:16 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:19 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
11:23 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
11:26 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
11:30 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:36 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:40 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:46 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro.
11:55 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
11:58 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep