Java/C2/Non-static-block/Oriya

From Script | Spoken-Tutorial
Jump to: navigation, search
Time Narration
00:02 Javaରେ Non Static Block ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:08 Non Static ବ୍ଲକ୍ ବିଷୟରେ
00:10 ଏକ Non Static ବ୍ଲକ୍ କେତେବେଳେ ନିଷ୍ପାଦିତ ହୁଏ
00:13 Non Static ବ୍ଲକ୍ ର ସରଳ ଉଦାହରଣ
00:16 ଆଉ ଆମକୁ କାହିଁକି Constructor ଦରକାର?
00:18 ଏଠାରେ ଆମେ ବ୍ୟବହାର କରୁଛୁ:

Ubuntu 11.10 Java Development Environment JDK 1.6 ଓ Eclipse IDE 3.7.0

00:26 ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର
00:29 Eclipse ବ୍ୟବହାର କରି Javaରେ କିପରି ଏକ Constructor କ୍ରିଏଟ୍ କରାଯାଏ
00:33 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org
00:38 ଏକ Non Static ବ୍ଲକ୍ କ’ଣ ଏବେ ଆମେ ଦେଖିବା
00:42 ଦୁଇଟି କର୍ଲୀ ବ୍ରାକେଟ୍ସ ମଧ୍ୟରେ ଲେଖାଯାଇଥିବା ଯେକୌଣସି କୋଡ୍ କୁ Non Static ବ୍ଲକ୍ କୁହାଯାଏ
00:46 ଆମେ ଏଠାରେ ସିଣ୍ଟାକ୍ସ ଦେଖିପାରୁଛେ.
00:51 ଏକ Non Static ବ୍ଲକ୍ କେତେବେଳେ ନିଷ୍ପାଦିତ ହୁଏ?
00:54 ଏକ Non Static ବ୍ଲକ୍, କ୍ରିଏଟ୍ ହୋଇଥିବା ପ୍ରତ୍ୟେକ ଅବଜେକ୍ଟ ପାଇଁ ନିଷ୍ପାଦିତ ହୋଇଥାଏ
00:58 Constructorର ନିଷ୍ପାଦନ ପୂର୍ବରୁ ଏହା ନିଷ୍ପାଦିତ ହୁଏ
01:04 ଏହା କ୍ଲାସ୍ ର Instance ମେମ୍ୱର୍ ଭେରିଏବଲ୍ସ ଇନିଶିଆଲାଇଜ୍ କରେ
01:08 ଗଣନା ପରି ଅନ୍ୟ କୌଣସି ନିଷ୍ପାଦନକୁ ମଧ୍ୟ ବ୍ଲକ୍ ରେ ଦେଇହେବ
01:14 ଏବେ, Eclipseକୁ ଯାଆନ୍ତୁ ଓ Non Static ବ୍ଲକ୍ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ
01:22 ମୁଁ, Eclipseରେ NonStaticTest ନାମରେ ଏକ Class ଖୋଲିସାରିଛି
01:28 ମୁଁ, A ନାମରେ ମଧ୍ୟ ଗୋଟିଏ Class କ୍ରିଏଟ୍ କରିସାରିଛି
01:33 Class A ଭିତରେ, ମୁଁ ପ୍ରଥମେ, int ଟାଇପ୍ ର ଏକ ଭେରିଏବଲ୍ କ୍ରିଏଟ୍ କରିବି
01:38 ଟାଇପ୍ କରନ୍ତୁ: int a ସେମିକୋଲନ୍ ଓ ତା’ପରେ Enter ଦାବନ୍ତୁ
01:46 କର୍ଲୀ ବ୍ରାକେଟ୍ ମଧ୍ୟରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ମଧ୍ୟରେ Non static block of an instance of Class A ସେମିକୋଲନ୍
02:12 ତା’ପରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The Value of a is ପ୍ଲସ୍ a ସେମିକଲନ୍
02:32 ଏବେ ଆମେ ଗୋଟିଏ Constructor ଘୋଷିତ କରିବା
02:35 ଟାଇପ୍ କରନ୍ତୁ: public A ଖୋଲା ଓ ବନ୍ଦ ବ୍ରାକେଟ୍ସ କର୍ଲୀ ବ୍ରାକେଟ୍ସ ଖୋଲି Enter ଦାବନ୍ତୁ
02:51 ତା’ପରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ Constructing object of type A ସେମିକୋଲନ୍
03:10 ତା’ପରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The Value of a is ପ୍ଲସ୍ a ସେମିକୋଲନ୍
03:35 ଫାଇଲ୍ କୁ ସେଭ୍ କରନ୍ତୁ
03:44 Eclipseରେ କ୍ଲାସ୍ NonStaticTest ଭିତରେ ଆମେ ଏବେ Class Aର ଏକ object କ୍ରିଏଟ୍ କରିବା
03:53 ଟାଇପ୍ କରନ୍ତୁ: A ସ୍ପେସ୍ a1 ଇକ୍ୱାଲ୍ ଟୁ new ସ୍ପେସ୍ A ଖୋଲା ଓ ବନ୍ଦ ବ୍ରାକେଟ୍ସ ସେମିକୋଲନ୍
04:08 ପରବର୍ତ୍ତୀ ଲାଇନ୍ ରେ ଆମେ Class Aର ଆଉ ଗୋଟିଏ ଅବଜେକ୍ଟ କ୍ରିଏଟ୍ କରିବା
04:12 ତେଣୁ, ଟାଇପ୍ କରନ୍ତୁ: A ସ୍ପେସ୍ a2 ଇକ୍ୱାଲ୍ ଟୁ new ସ୍ପେସ୍ A ଖୋଲା ଓ ବନ୍ଦ ବ୍ରାକେଟ୍ସ ସେମିକୋଲନ୍
04:25 ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ
04:32 ଆମେ, ନିମ୍ନ ଆଉଟପୁଟ୍ ପାଇଲେ:
04:35 ଆମେ ଦେଖିପାରୁଛେ ଯେ, ଯେତେବେଳେ ପ୍ରଥମ Object କ୍ରିଏଟ୍ ହେଲା, Non Static ବ୍ଲକ୍ ନିଷ୍ପାଦିତ ହେଲା
04:45 ଏକ Instance of Class A ଓ Instance Variable a ର Non Static ବ୍ଲକ୍, 0କୁ ଇନିଶିଆଲାଇଜ୍ ହେଲା
04:53 ତା’ପରେ ହିଁ Constructor ନିଷ୍ପାଦିତ ହେବ. ଟାଇପ୍ Aର Constructing ଅବଜେକ୍ଟ
05:02 ଆଉ ଏଠାରେ, Instance Variable ପୁଣିଥରେ 0କୁ ଇନିଶିଆଲାଜ୍ ହେଲା
05:07 ପୁଣିଥରେ, ଯେତେବେଳେ ଦ୍ୱିତୀୟ Object କ୍ରିଏଟ୍ ହେଲା, Non Static ବ୍ଲକ୍ ନିଷ୍ପାଦିତ ହେଲା
05:16 ଏହି ପ୍ରକ୍ରିୟାର ପୁନରାବୃତ୍ତି ହୁଏ
05:20 ଗୋଟିଏ Classରେ ବହୁବିଧ Non Static ବ୍ଲକ୍ସ ଥାଏ
05:25 ଏହି ମାମଲାରେ, ସେଗୁଡ଼ିକ ଏପରି ଏକ ଶୃଙ୍ଖଳାରେ ନିଷ୍ପାଦିତ ହୁଏ, ଯେଉଁଥିରେ ସେଗୁଡ଼ିକ Classରେ ଦେଖାଦେବେ
05:30 ଆମେ ଏବେ ତାକୁ ଚେଷ୍ଟା କରିବା
05:34 କ୍ଲାସ୍ Aରେ ପ୍ରଥମ ବ୍ଲକ୍ ପରେ ଆଉ ଗୋଟିଏ ବ୍ଲକ୍ ଯୋଡ଼ନ୍ତୁ
05:43 ପୁଣିଥରେ କର୍ଲୀ ବ୍ରାକେଟ୍ସ ଭିତରେ ଟାଇପ୍ କରନ୍ତୁ:
05:47 System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ମଧ୍ୟରେ Second Non static block of an instance of Class A ସେମିକୋଲନ୍
06:08 ତା’ପରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The Value of a is ପ୍ଲସ୍ a ସେମିକଲନ୍
06:30 ଏବେ Ctrl ଓ S ଦବାଇ ଫାଇଲ୍ କୁ ସେଭ୍ କରନ୍ତୁ ତଥା Ctrl ଓ F11 ଦବାଇ ପ୍ରୋଗ୍ରାମ୍ କୁ ରନ୍ କରନ୍ତୁ
06:44 ଆମେ, ନିମ୍ନ ଆଉଟପୁଟ୍ ପାଇଲେ:
06:48 ଦେଖନ୍ତୁ, ପ୍ରଥମ ବ୍ଲକ୍ ନିଷ୍ପାଦିତ ହେବାପରେ ଦ୍ୱିତୀୟ ବ୍ଲକ୍ ଟି ନିଷ୍ପାଦିତ ହେଲା
06:58 ତା’ପରେ ହିଁ Constructor ନିଷ୍ପାଦିତ ହେବ.
07:07 ଆପଣ ଏବେ ବୋଧହୁଏ ଭାବୁଥିବେ, ଆମକୁ Constructor କାହିଁକି ଦରକାର
07:10 ଉତ୍ତର ହେଉଛି ଆମକୁ Default Constructor ଦରକାର ନାହିଁ
07:15 କିନ୍ତୁ, Non Static ବ୍ଲକ୍ Parameterized ହେବ ନାହିଁ
07:18 ଆପଣ ବାହାରୁ ଭାଲ୍ୟୁଜ୍ ନେଇ Objects ରଖିପାରିବେ ନାହିଁ
07:22 Constructor ପାଇଁ Non Static ବ୍ଲକ୍ ଏକ ବିକଳ୍ପ ନୁହେଁ
07:27 ସଂକ୍ଷିପ୍ତରେ
07:29 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
07:32 Non Static ବ୍ଲକ୍ ଓ ତାକୁ କିପରି ବ୍ୟବହାର କରାଯାଏ
07:35 ସ୍ୱ-ମୂଲ୍ୟାଙ୍କନ ପାଇଁ:,B ନାମରେ ଏକ Class କ୍ରିଏଟ୍ କରନ୍ତୁ
07:39 ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶିତ ଅନୁସାରେ ଏକ Non Static ବ୍ଲକ୍ ଓ ଏକ Constructor କ୍ରିଏଟ୍ କରନ୍ତୁ
07:44 ପୂର୍ବରୁ କ୍ରିଏଟ୍ ହୋଇଥିବା କ୍ଲାସ୍ NonStaticTestରେ Class Bର ଏକ ଅବଜେକ୍ଟ କ୍ରିଏଟ୍ କରନ୍ତୁ
07:49 ଆଉଟପୁଟ୍ ଯାଞ୍ଚ କରନ୍ତୁ
07:51 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
07:53 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial.
07:56 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:00 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
08:06 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
08:08 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:12 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:18 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:22 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:28 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro
08:37 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
08:40 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep