GChemPaint/C3/Charts-in-GChemTable/Oriya
From Script | Spoken-Tutorial
Time | Narration |
00:01 | ନମସ୍କାର ବନ୍ଧୁଗଣ . 'Charts in GChemTable' ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା |
00:09 | ଏଲିମେଣ୍ଟଲ ଚାର୍ଟ୍ସ ଏବଂ |
00:11 | କଷ୍ଟମ୍ ଚାର୍ଟ୍ସ କିପରି ତିଆରି କରିବା |
00:15 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି: |
00:18 | ଉବୁଣ୍ଟୁ ଲିନକ୍ସ os ଭର୍ସନ୍ 12.04 |
00:21 | 'GChemPaint' ଭର୍ସନ୍ 0.12.10 |
00:25 | GChemTable ଭର୍ସନ୍ 0.12.10 |
00:31 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାପାଇଁ ଆପଣଙ୍କୁ ଏଲିମେଣ୍ଟସ୍ ର ପେରିଓଡିକ୍ ଟେବଲ୍ ଓ GchemPaint ସହିତ ପରିଚିତ ହେବାକୁ ପଡିବ . |
00:40 | GchemPaint ସମ୍ବନ୍ଧିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:44 | ଏବେ ଗୋଟିଏ ନୂଆ GchemTable ୱିଣ୍ଡୋ ଖୋଲନ୍ତୁ |
00:49 | 'Dash Home'ରେ କ୍ଲିକ୍ କରି, |
00:51 | ପ୍ରଦର୍ଶିତ ସର୍ଚ ବାର୍ ରେ gchemtable ଟାଇପ୍ କରନ୍ତୁ |
00:55 | Periodic table of the elements ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
01:00 | View ମେନ୍ୟୁ ଉପରେ କ୍ଲିକ୍ କରି, Elements Charts ସିଲେକ୍ଟ କରନ୍ତୁ |
01:05 | ପ୍ରଦର୍ଶିତ ବିକଳ୍ପ ଗୁଡିକର ତାଲିକା ସହିତ ଏକ ସବମେନ୍ୟୁ ଖୋଲିଥାଏ |
01:10 | Electro-negativity ଉପରେ କ୍ଲିକ୍ କରନ୍ତୁ |
01:13 | Pauling Electro-negativity ବନାମ Atomic number(Z) ର ଚାର୍ଟ ପ୍ରଦର୍ଶିତ ହୋଇଥାଏ |
01:18 | ଚାର୍ଟ ରେ ଉଚ୍ଚତମ Electro-negativity ଭ୍ୟାଲ୍ୟୁ 4 ଅଟେ |
01:23 | ମୁଁ Electro-negativity ଚାର୍ଟ କୁ ବନ୍ଦ କରିବି |
01:26 | ଏହିପରି, ଭ୍ୟୁ ମେନ୍ୟୁ ରେ ବିଭିନ୍ନ ଚାର୍ଟ ଉପଲବ୍ଧ ଅଛି |
01:29 | Element Charts |
01:32 | ମୁଁ Melting Temperature ଚାର୍ଟ ସିଲେକ୍ଟ କରିବି |
01:35 | Melting point ବନାମ Atomic number(Z) ର ଚାର୍ଟ ପ୍ରଦର୍ଶିତ ହେଲା |
01:41 | ଏହି ଚାର୍ଟ ରେ, କାର୍ବନ୍ ର ମେଲଟିଙ୍ଗ୍ ପଏଣ୍ଟ ଉଚ୍ଚତମ ଅଛି |
01:46 | ମୁଁ Melting Point ଚାର୍ଟ କୁ ବନ୍ଦ କରିବି |
01:50 | ଏବେ, କଷ୍ଟମ୍ ଚାର୍ଟ କିପରି ତିଆରି କରାଯାଏ ଶିଖିବା |
01:54 | View କୁ ଯାଇ, Element Chart ସିଲେକ୍ଟ କରି Custom ଉପରେ କ୍ଲିକ୍ କରନ୍ତୁ |
02:01 | Customize Chart ୱିଣ୍ଡୋ ଏବଂ GChemTable Graph ୱିଣ୍ଡୋ ସ୍କ୍ରିନ୍ ଉପରେ ଦେଖାଯାଉଛି |
02:07 | 'Customize Chart ୱିଣ୍ଡୋ, ବାମପଟେ Graph hierarchy tree ଏବଂ |
02:11 | ଡାହାଣ ପଟେ Graph preview ଅଛି |
02:13 | Graph hierarchy tree ବର୍ତ୍ତମାନ ଗ୍ରାଫ କମ୍ପୋନେଟ୍ସ୍ ଓ ତାହାର ହାଇରାର୍କୀ ପ୍ରଦର୍ଶିତ କରୁଛି |
02:20 | ପ୍ୟାନେଲ୍ ରେ ଦିଆଯାଇଥିବା ବଟନ୍ସ କୁ ଉପଯୋଗ କରି ହାଇରାର୍କୀ କୁ ସଶୋଂଧିତ କରାଯାଇପାରେ |
02:25 | Graph preview,ଗ୍ରାଫ୍ ରେ ସ୍କେଲ୍ କରାଯାଇଥିବା ସଶୋଂଧନର ଭର୍ସନ୍ ଦେଖାଇଥାଏ |
02:31 | Graph hierarchy tree ରେ,ଆପଣ ଗ୍ରାଫ୍ ଓ ଚାର୍ଟ 1 ଦେଖିପାରିବେ |
02:36 | ଡିଫଲ୍ଟ ଭାବରେ ଗ୍ରାଫ୍ ସିଲେକ୍ଟ ହୋଇଥାଏ |
02:39 | ଏବେ, ନିମ୍ନ ପ୍ୟାନେଲ୍ କୁ ଯିବା |
02:42 | ଏଠାରେ, ସ୍ଟାଇଲ୍ ଓ ଥୀମ୍ ନାମକ ଦୁଇଟି ଟ୍ୟାବ୍ସ୍ ଅଛି |
02:46 | ଡିଫଲ୍ଟ ଭାବରେ, ସ୍ଟାଇଲ୍ ଟ୍ୟାବ୍ ସିଲେକ୍ଟ ହୋଇଥାଏ |
02:51 | ଏଠାରେ ଦୁଇଟି ଶୀର୍ଷକ ଅଛି: Outline ଓ Fill |
02:55 | ଆଉଟଲାଇନ୍ ଶୀର୍ଷକରେ Style, Color ଓ Size ନାମକ 3 ଡ୍ରପ୍ ଡାଉନ୍ସ୍ ଅଛି. |
03:04 | ଏହି ଡ୍ରପ୍ ଡାଉନ୍ସ୍, ଗ୍ରାଫର ଆଉଟଲାଇନ୍ ପ୍ରପର୍ଟୀଜ୍ ବଦଳାଇବାରେ ସାହାଯ୍ୟ କରିଥାନ୍ତି. |
03:09 | Style ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରି, ପ୍ରଦର୍ଶିତ ଯେକୌଣସି ଲାଇନ୍ ସ୍ଟାଇଲ୍ସ୍ ସିଲେକ୍ଟ କରନ୍ତୁ. |
03:15 | ଉଦାହରଣ ସ୍ୱରୂପ ମୁଁ ଲଙ୍ଗ୍ ଡ୍ୟାଶ୍ (long dash) ସିଲେକ୍ଟ କରିବି |
03:20 | ଉପଲବ୍ଧ ସମସ୍ତ କଲର୍ସ ଦେଖିବା ପାଇଁ color ଡ୍ରପ୍ ଡାଉନ୍ ଏରୋ ଉପରେ କ୍ଲିକ୍ କରନ୍ତୁ. |
03:25 | ମୁଁ ଗ୍ରୀନ୍ କଲର୍ ସିଲେକ୍ଟ କରିବି. |
03:28 | Size ସ୍କୋଲର ଏରୋ ଉପରେ କ୍ଲିକ୍ କରି, ସାଇଜ୍ 3.0 pts (points) ପର୍ଯ୍ୟନ୍ତ ବଢାନ୍ତୁ. |
03:34 | ସମସ୍ତ ପରିବର୍ତ୍ତନକୁ Graph preview area ରେ ଦେଖାଯାଇପାରେ |
03:38 | ଏବେ ଚାଲନ୍ତୁ, Fill କୁ ଦେଖିବା |
03:41 | Fill ରେ, ଆମେ ଟାଇପ୍ ଡ୍ରପ୍ – ଡାଉନ୍ ବଟନ୍ କୁ ଦେଖିପାରୁଛେ |
03:45 | ଟାଇପ୍ ଡ୍ରପ୍ – ଡାଉନ୍ ବଟନ୍ ଉପରେ କ୍ଲିକ୍ କରି, Pattern ସିଲେକ୍ଟ କରନ୍ତୁ |
03:50 | Pattern ର ବିଶେଷତା ନିମ୍ନରେ ପ୍ରଦର୍ଶିତ ହୋଇଛି |
03:52 | ଏଥିରେ Pattern, Foreground ଓ Background ରହିଛି. |
03:58 | ପ୍ରତ୍ୟେକ ବିଶେଷତାରେ ଥିବା ଗୋଟିଏ ଡ୍ରପ୍ ଡାଉନ୍ ବିକଳ୍ପକୁ ଦର୍ଶାଇଥାଏ, ଯେଉଁଥିରୁ ଆପଣ ଗୋଟିଏ ସିଲେକ୍ଟ କରିପାରିବେ |
04:03 | ନିଜ ପସନ୍ଦର ପ୍ୟାଟର୍ନ ସିଲେକ୍ଟ କରିବା ପାଇଁ |
04:05 | Pattern ଡ୍ରପ୍ – ଡାଉନ୍ ଉପରେ କ୍ଲିକ୍ କରନ୍ତୁ |
04:08 | ଅରେଞ୍ଜ୍ କଲର୍ ସିଲେକ୍ଟ କରିବା ପାଇଁ, Foreground ଡ୍ରପ୍ – ଡାଉନ୍ ଉପରେ କ୍ଲିକ୍ କରନ୍ତୁ. |
04:13 | ବ୍ଲାକ୍ କଲର୍ ସିଲେକ୍ଟ କରିବା ପାଇଁ, Background ଡ୍ରପ୍ – ଡାଉନ୍ ଉପରେ କ୍ଲିକ୍ କରନ୍ତୁ |
04:18 | Graph preview area ରେ ଏ ସମସ୍ତ ପରିବର୍ତ୍ତନକୁ ଦେଖନ୍ତୁ |
04:22 | ଆପଣ ନିଜକୁ ନିଜେ Theme ଟ୍ୟାବ୍ ବିକଳ୍ପକୁ ପରଖିପାରନ୍ତି |
04:27 | ଏବେ Graph hierarchy tree ରେ ଚାର୍ଟ 1 ସିଲେକ୍ଟ କରନ୍ତୁ |
04:31 | Add ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:34 | ବିକଳ୍ପ ସୂଚୀରୁ Title to Chart1 ସିଲେକ୍ଟ କରନ୍ତୁ |
04:39 | ତଳେ ଟ୍ୟବ୍ସର ଏକ ନୂଆ ସେଟ୍ ଖୋଲିଥାଏ. |
04:42 | ଡିଫଲ୍ଟ ରୂପରେ, ଡେଟା ଟ୍ୟାବ୍ ସିଲେକ୍ଟ କରାଯାଇଛି |
04:46 | ଟେସ୍କଟ୍ ଫିଲ୍ଡ, ଚାର୍ଟ ର ଟାଇଟଲ୍ ଟାଇପ୍ କରନ୍ତୁ |
04:49 | ମୁଁ Atomic mass – Fusion Temperature ଟାଇପ୍ କରିବି |
04:55 | Font ଉପରେ କ୍ଲିକ୍ କରନ୍ତୁ |
04:58 | ଏଠାରେ ଆପଣ ଫଣ୍ଟ୍ ଟାଇଫ୍, ସ୍ଟାଇଲ୍, ସାଇଜ୍ ଓ କଲର୍ ବଦଳାଇପାରିବେ |
05:05 | ମୁଁ ଫଣ୍ଟ୍ ସାଇଜ୍ 14 କୁ ବୃଦ୍ଧି କରିବି ଓ ରଙ୍ଗ ମେରୂନ୍ କୁ ବଦଳାଇବି |
05:13 | ଏବେ, ଟେକ୍ସଟ୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ |
05:15 | ଏଠାରେ ଆପଣ ଟେକ୍ସଟ୍ ର ଓରିଏଣ୍ଟେଶନ୍ ବଦଳାଇ ପାରବେ |
05:19 | ଏହା ଦୁଇ ପ୍ରକାରରେ କରାଯାଇପାରେ |
05:21 | 1. ପ୍ରଥମତଃ ସିଧାସଳଖ ପ୍ରୀଭ୍ୟୂ ଏରିଆରେ କ୍ଲିକ୍ କରି...... |
05:24 | 2. ଦ୍ୱିତୀୟତଃ ସ୍କ୍ରୋଲର୍ ବ୍ୟବହାର କରି ଏଙ୍ଗଲ୍ ଫିଲ୍ଡକୁ ବଦଳାଇ |
05:31 | Position ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ |
05:34 | ମୁଁ ଡିଫଲ୍ଟ ଭାଲ୍ୟୁଗୁଡିକୁ ଅପରିବର୍ତ୍ତିତ ରଖିବି |
05:38 | 'Graph hierarchy tree କୁ ଫେରି, |
05:41 | ଚାର୍ଟ 1 ରେ କ୍ଲିକ୍ କରନ୍ତୁ |
05:43 | ନିମ୍ନ ପ୍ୟାନେଲ୍ ରେ, ତିନୋଟି ଟ୍ୟାବ୍ସ, |
05:46 | Style, Position ଓ Plot Area ଦେଖାଯାଏ |
05:50 | ଡିଫଲ୍ଟ ଭାବରେ,ସ୍ଟାଇଲ୍ ଟ୍ୟାବ୍ ସିଲେକ୍ଟ କରାଯାଇଛି |
05:54 | ଏବେ Fill କୁ ଯିବା |
05:56 | Type ଡ୍ରପ୍ – ଡାଉନ୍ ରେ, Unicolor gradient ସିଲେକ୍ଟ କରନ୍ତୁ |
06:01 | Direction ଡ୍ରପ୍ – ଡାଉନ୍ ସିଲେକ୍ଟ କରି, |
06:04 | ନିଜ ପସନ୍ଦର ଡାଇରେକ୍ଶନ୍ ସିଲେକ୍ଟ କରନ୍ତୁ |
06:08 | end ଡ୍ରପ୍ – ଡାଉନ୍ ସିଲେକ୍ଟ କରି, ନିଜ ପସନ୍ଦର କଲର୍ ସିଲେକ୍ଟ କରନ୍ତୁ |
06:14 | ଗ୍ରେଡିଏଣ୍ଟ୍ ର ବ୍ରାଇଟନେସ୍ ବଢାଇବା ନିମନ୍ତେ Brightness ସ୍ଲାଇଡର୍ କୁ ଟାଣନ୍ତୁ |
06:19 | Position ଓ Plot Area ଟ୍ୟାବ୍ସ୍ ରେ ବିକଳ୍ପଗୁଡିକୁ ନିଜକୁ ନିଜେ ପରଖନ୍ତୁ |
06:25 | ଏବେ Add ବଟନ୍ ରେ କ୍ଲିକ୍ କରନ୍ତୁ |
06:28 | Plot to Chart1 ସିଲେକ୍ଟ କରନ୍ତୁ |
06:31 | XY, Bubble, ColoredXY ଓ DropBar ନାମକ ଅନେକପ୍ରକାରର ଚାର୍ଟ ସହିତ ଏକ ସବମେନ୍ୟୁ ଖୋଲିଥାଏ |
06:40 | ପ୍ରତ୍ୟେକ ପ୍ରକାରର ଚାର୍ଟରେ ଅନେକ ସବ୍-ଚାର୍ଟ ବିକଳ୍ପ ଥାଏ |
06:45 | ଏବେ XY ଓ XY ଲାଇନ୍ସ୍ ଚାର୍ଟ ବିକଳ୍ପ ଚୟନ କରନ୍ତୁ |
06:51 | ନିମ୍ନରେ ଟ୍ୟାବ୍ସ୍ ର ଏକ ନୂଆ ସେଟ୍ ଖୋଲିଥାଏ . ଡିଫଲ୍ଟ ଭାବରେ, ସ୍ଟାଇଲ୍ ଟ୍ୟାବ୍ ସିଲେକ୍ଟ ହୋଇଥାଏ |
06:58 | Interpolation କୁ ଯାଆନ୍ତୁ |
07:00 | Type ସ୍କ୍ରୋଲର୍ ରେ କ୍ଲିକ୍ କରି, Bezier cubic spline ସିଲେକ୍ଟ କରନ୍ତୁ |
07:06 | Fill କୁ ଯାଆନ୍ତୁ,ଟାଇପ୍ ସ୍କ୍ରୋଲରରେ Bicolor gradient ସିଲେକ୍ଟ କରନ୍ତୁ |
07:12 | Data ଟ୍ୟାବ୍ ରେ କ୍ଲିକ୍ କରନ୍ତୁ,ଚାର୍ଟ ର ନାମ |
07:15 | Atomic-mass Vs Fusion temperature ଟାଇପ୍ କରନ୍ତୁ |
07:20 | X:ମୁଁ x-axis ରେ Atomic mass ସିଲେକ୍ଟ କରିବି |
07:25 | Y: ମୁଁ y-axis ରେ 'Fusion Temprature ସିଲେକ୍ଟ କରିବି |
07:30 | Markers ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
07:33 | ଚାର୍ଟ ରେ ପଏଣ୍ଟସ୍ ଚିହ୍ନିତ କରିବା ପାଇଁ ମାର୍କର୍ସ ବ୍ୟବହାର କରାଯାଏ |
07:37 | Markers ଶୀର୍ଷକ ଅର୍ନ୍ତଗତ |
07:40 | Shape, Fill, Outline ଓ Size ଅଛି। |
07:44 | ଏବେ Shape ଭାବେ Circle ସିଲେକ୍ଟ କରନ୍ତୁ। |
07:48 | Fill କଲର୍ ରେ ବ୍ରାଉନ୍ ସିଲେକ୍ଟ କରନ୍ତୁ ଏବଂ |
07:51 | ଅନ୍ୟଗୁଡିକୁ ଡିଫଲ୍ଟ ହିଁ ରଖିବାକୁ ଦିଅନ୍ତୁ |
07:54 | ଏବେ Apply ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:57 | ଆବଶ୍ୟକ ଚାର୍ଟ GChemTable Graph ୱିଣ୍ଡୋରେ |
08:00 | ପ୍ରଦର୍ଶିତ ହୋଇଥାଏ |
08:03 | ଏହି ଚାର୍ଟକୁ ଇମେଜ ଭାବରେ ସେଭ୍ କରିବା |
08:06 | ପ୍ରଥମେ GChemTable Graph ୱିଣ୍ଡୋରେ କ୍ଲିକ୍ କରନ୍ତୁ |
08:10 | File ସିଲେକ୍ଟ କରନ୍ତୁ ଏବଂ,Save As Image ବିକଳ୍ପରେ କ୍ଲିକ୍ କରନ୍ତୁ |
08:14 | Save As Image ଡାଏଲଗ୍ ବକ୍ସ୍ ଖୋଲିଥାଏ |
08:18 | File Type ରେ PS document ସିଲେକ୍ଟ କରନ୍ତୁ |
08:22 | ଫାଇଲ୍ ର ନାମ ନିଜ ପସନ୍ଦର ଟାଇପ୍ କରନ୍ତୁ |
08:24 | ମୁଁ my-custom-chart ଟାଇପ୍ କରିବି |
08:27 | ମୁଁ ମୋ ଫାଇଲ୍ ସେଭ୍ କରିବା ପାଇଁ ଲୋକେଶନ୍ ରେ ଡେକ୍ସଟପ୍ ସିଲେକ୍ଟ କରିବି |
08:32 | ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ |
08:35 | ଏଠାରେ ମୋର ସେଭ୍ କରାଯାଇଥିବା ଡକୁମେଣ୍ଟ ଅଛି |
08:38 | ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରି, |
08:40 | Open with Document Viewer ବିକଳ୍ପ ବାଛନ୍ତୁ |
08:44 | ଏହାହେଉଛି ମୋର ଗ୍ରାଫ୍ |
08:47 | ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍ ରେ, ଆମେ ଶିଖିଲେ- |
08:51 | 1. Electronegativity |
08:53 | 2. Melting Point ରଏଲିମେଣ୍ଟାଲ୍ ଚାର୍ଟସ୍ ଓ |
08:55 | କଷ୍ଟମ୍ ଚାର୍ଟସ୍ କିପରି ତିଆରି କରିବା |
08:58 | ଏକ ଆସାଇନମେଣ୍ଟ୍ ଭାବେ |
09:00 | 1. ବିଭିନ୍ନ ଏଲିମେଣ୍ଟ୍ ଚାର୍ଟସ୍ |
09:02 | 2. ଅନ୍ୟ XY ଚାର୍ଟ ଟାଇପ୍ସ |
09:05 | 3. Bubble, ColoredXY ଓ DropBar ଚାର୍ଟ ଟାଇପ୍ସ ପରଖନ୍ତୁ |
09:10 | 4. ଓ ଚାର୍ଟଗୁଡିକୁ SVG ଓ PDF ଫାଇଲ୍ ଫର୍ମାଟ୍ ରେ ସେଭ୍ କରନ୍ତୁ |
09:16 | ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
09:20 | ଏହି ଭିଡିଓ ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:23 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
09:28 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟିମ୍: ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:33 | ଅନଲାଇନ୍ ଟେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:36 | ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org) |
09:44 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ. ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:48 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:55 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) |
10:01 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
10:04 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |