GChemPaint/C3/Charts-in-GChemTable/Oriya

From Script | Spoken-Tutorial
Jump to: navigation, search
Time Narration
00:01 ନମସ୍କାର ବନ୍ଧୁଗଣ . 'Charts in GChemTable' ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା
00:09 ଏଲିମେଣ୍ଟଲ ଚାର୍ଟ୍ସ ଏବଂ
00:11 କଷ୍ଟମ୍ ଚାର୍ଟ୍ସ କିପରି ତିଆରି କରିବା
00:15 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
00:18 ଉବୁଣ୍ଟୁ ଲିନକ୍ସ os ଭର୍ସନ୍ 12.04
00:21 'GChemPaint' ଭର୍ସନ୍ 0.12.10
00:25 GChemTable ଭର୍ସନ୍ 0.12.10
00:31 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାପାଇଁ ଆପଣଙ୍କୁ ଏଲିମେଣ୍ଟସ୍ ର ପେରିଓଡିକ୍ ଟେବଲ୍ ଓ GchemPaint ସହିତ ପରିଚିତ ହେବାକୁ ପଡିବ .
00:40 GchemPaint ସମ୍ବନ୍ଧିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:44 ଏବେ ଗୋଟିଏ ନୂଆ GchemTable ୱିଣ୍ଡୋ ଖୋଲନ୍ତୁ
00:49 'Dash Home'ରେ କ୍ଲିକ୍ କରି,
00:51 ପ୍ରଦର୍ଶିତ ସର୍ଚ ବାର୍ ରେ gchemtable ଟାଇପ୍ କରନ୍ତୁ
00:55 Periodic table of the elements ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:00 View ମେନ୍ୟୁ ଉପରେ କ୍ଲିକ୍ କରି, Elements Charts ସିଲେକ୍ଟ କରନ୍ତୁ
01:05 ପ୍ରଦର୍ଶିତ ବିକଳ୍ପ ଗୁଡିକର ତାଲିକା ସହିତ ଏକ ସବମେନ୍ୟୁ ଖୋଲିଥାଏ
01:10 Electro-negativity ଉପରେ କ୍ଲିକ୍ କରନ୍ତୁ
01:13 Pauling Electro-negativity ବନାମ Atomic number(Z) ର ଚାର୍ଟ ପ୍ରଦର୍ଶିତ ହୋଇଥାଏ
01:18 ଚାର୍ଟ ରେ ଉଚ୍ଚତମ Electro-negativity ଭ୍ୟାଲ୍ୟୁ 4 ଅଟେ
01:23 ମୁଁ Electro-negativity ଚାର୍ଟ କୁ ବନ୍ଦ କରିବି
01:26 ଏହିପରି, ଭ୍ୟୁ ମେନ୍ୟୁ ରେ ବିଭିନ୍ନ ଚାର୍ଟ ଉପଲବ୍ଧ ଅଛି
01:29 Element Charts
01:32 ମୁଁ Melting Temperature ଚାର୍ଟ ସିଲେକ୍ଟ କରିବି
01:35 Melting point ବନାମ Atomic number(Z) ର ଚାର୍ଟ ପ୍ରଦର୍ଶିତ ହେଲା
01:41 ଏହି ଚାର୍ଟ ରେ, କାର୍ବନ୍ ର ମେଲଟିଙ୍ଗ୍ ପଏଣ୍ଟ ଉଚ୍ଚତମ ଅଛି
01:46 ମୁଁ Melting Point ଚାର୍ଟ କୁ ବନ୍ଦ କରିବି
01:50 ଏବେ, କଷ୍ଟମ୍ ଚାର୍ଟ କିପରି ତିଆରି କରାଯାଏ ଶିଖିବା
01:54 View କୁ ଯାଇ, Element Chart ସିଲେକ୍ଟ କରି Custom ଉପରେ କ୍ଲିକ୍ କରନ୍ତୁ
02:01 Customize Chart ୱିଣ୍ଡୋ ଏବଂ GChemTable Graph ୱିଣ୍ଡୋ ସ୍କ୍ରିନ୍ ଉପରେ ଦେଖାଯାଉଛି
02:07 'Customize Chart ୱିଣ୍ଡୋ, ବାମପଟେ Graph hierarchy tree ଏବଂ
02:11 ଡାହାଣ ପଟେ Graph preview ଅଛି
02:13 Graph hierarchy tree ବର୍ତ୍ତମାନ ଗ୍ରାଫ କମ୍ପୋନେଟ୍ସ୍ ଓ ତାହାର ହାଇରାର୍କୀ ପ୍ରଦର୍ଶିତ କରୁଛି
02:20 ପ୍ୟାନେଲ୍ ରେ ଦିଆଯାଇଥିବା ବଟନ୍ସ କୁ ଉପଯୋଗ କରି ହାଇରାର୍କୀ କୁ ସଶୋଂଧିତ କରାଯାଇପାରେ
02:25 Graph preview,ଗ୍ରାଫ୍ ରେ ସ୍କେଲ୍ କରାଯାଇଥିବା ସଶୋଂଧନର ଭର୍ସନ୍ ଦେଖାଇଥାଏ
02:31 Graph hierarchy tree ରେ,ଆପଣ ଗ୍ରାଫ୍ ଓ ଚାର୍ଟ 1 ଦେଖିପାରିବେ
02:36 ଡିଫଲ୍ଟ ଭାବରେ ଗ୍ରାଫ୍ ସିଲେକ୍ଟ ହୋଇଥାଏ
02:39 ଏବେ, ନିମ୍ନ ପ୍ୟାନେଲ୍ କୁ ଯିବା
02:42 ଏଠାରେ, ସ୍ଟାଇଲ୍ ଓ ଥୀମ୍ ନାମକ ଦୁଇଟି ଟ୍ୟାବ୍ସ୍ ଅଛି
02:46 ଡିଫଲ୍ଟ ଭାବରେ, ସ୍ଟାଇଲ୍ ଟ୍ୟାବ୍ ସିଲେକ୍ଟ ହୋଇଥାଏ
02:51 ଏଠାରେ ଦୁଇଟି ଶୀର୍ଷକ ଅଛି: Outline ଓ Fill
02:55 ଆଉଟଲାଇନ୍ ଶୀର୍ଷକରେ Style, Color ଓ Size ନାମକ 3 ଡ୍ରପ୍ ଡାଉନ୍ସ୍ ଅଛି.
03:04 ଏହି ଡ୍ରପ୍ ଡାଉନ୍ସ୍, ଗ୍ରାଫର ଆଉଟଲାଇନ୍ ପ୍ରପର୍ଟୀଜ୍ ବଦଳାଇବାରେ ସାହାଯ୍ୟ କରିଥାନ୍ତି.
03:09 Style ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରି, ପ୍ରଦର୍ଶିତ ଯେକୌଣସି ଲାଇନ୍ ସ୍ଟାଇଲ୍ସ୍ ସିଲେକ୍ଟ କରନ୍ତୁ.
03:15 ଉଦାହରଣ ସ୍ୱରୂପ ମୁଁ ଲଙ୍ଗ୍ ଡ୍ୟାଶ୍ (long dash) ସିଲେକ୍ଟ କରିବି
03:20 ଉପଲବ୍ଧ ସମସ୍ତ କଲର୍ସ ଦେଖିବା ପାଇଁ color ଡ୍ରପ୍ ଡାଉନ୍ ଏରୋ ଉପରେ କ୍ଲିକ୍ କରନ୍ତୁ.
03:25 ମୁଁ ଗ୍ରୀନ୍ କଲର୍ ସିଲେକ୍ଟ କରିବି.
03:28 Size ସ୍କୋଲର ଏରୋ ଉପରେ କ୍ଲିକ୍ କରି, ସାଇଜ୍ 3.0 pts (points) ପର୍ଯ୍ୟନ୍ତ ବଢାନ୍ତୁ.
03:34 ସମସ୍ତ ପରିବର୍ତ୍ତନକୁ Graph preview area ରେ ଦେଖାଯାଇପାରେ
03:38 ଏବେ ଚାଲନ୍ତୁ, Fill କୁ ଦେଖିବା
03:41 Fill ରେ, ଆମେ ଟାଇପ୍ ଡ୍ରପ୍ – ଡାଉନ୍ ବଟନ୍ କୁ ଦେଖିପାରୁଛେ
03:45 ଟାଇପ୍ ଡ୍ରପ୍ – ଡାଉନ୍ ବଟନ୍ ଉପରେ କ୍ଲିକ୍ କରି, Pattern ସିଲେକ୍ଟ କରନ୍ତୁ
03:50 Pattern ର ବିଶେଷତା ନିମ୍ନରେ ପ୍ରଦର୍ଶିତ ହୋଇଛି
03:52 ଏଥିରେ Pattern, Foreground ଓ Background ରହିଛି.
03:58 ପ୍ରତ୍ୟେକ ବିଶେଷତାରେ ଥିବା ଗୋଟିଏ ଡ୍ରପ୍ ଡାଉନ୍ ବିକଳ୍ପକୁ ଦର୍ଶାଇଥାଏ, ଯେଉଁଥିରୁ ଆପଣ ଗୋଟିଏ ସିଲେକ୍ଟ କରିପାରିବେ
04:03 ନିଜ ପସନ୍ଦର ପ୍ୟାଟର୍ନ ସିଲେକ୍ଟ କରିବା ପାଇଁ
04:05 Pattern ଡ୍ରପ୍ – ଡାଉନ୍ ଉପରେ କ୍ଲିକ୍ କରନ୍ତୁ
04:08 ଅରେଞ୍ଜ୍ କଲର୍ ସିଲେକ୍ଟ କରିବା ପାଇଁ, Foreground ଡ୍ରପ୍ – ଡାଉନ୍ ଉପରେ କ୍ଲିକ୍ କରନ୍ତୁ.
04:13 ବ୍ଲାକ୍ କଲର୍ ସିଲେକ୍ଟ କରିବା ପାଇଁ, Background ଡ୍ରପ୍ – ଡାଉନ୍ ଉପରେ କ୍ଲିକ୍ କରନ୍ତୁ
04:18 Graph preview area ରେ ଏ ସମସ୍ତ ପରିବର୍ତ୍ତନକୁ ଦେଖନ୍ତୁ
04:22 ଆପଣ ନିଜକୁ ନିଜେ Theme ଟ୍ୟାବ୍ ବିକଳ୍ପକୁ ପରଖିପାରନ୍ତି
04:27 ଏବେ Graph hierarchy tree ରେ ଚାର୍ଟ 1 ସିଲେକ୍ଟ କରନ୍ତୁ
04:31 Add ବଟନ୍ ଉପରେ କ୍ଲିକ୍ କରନ୍ତୁ
04:34 ବିକଳ୍ପ ସୂଚୀରୁ Title to Chart1 ସିଲେକ୍ଟ କରନ୍ତୁ
04:39 ତଳେ ଟ୍ୟବ୍ସର ଏକ ନୂଆ ସେଟ୍ ଖୋଲିଥାଏ.
04:42 ଡିଫଲ୍ଟ ରୂପରେ, ଡେଟା ଟ୍ୟାବ୍ ସିଲେକ୍ଟ କରାଯାଇଛି
04:46 ଟେସ୍କଟ୍ ଫିଲ୍ଡ, ଚାର୍ଟ ର ଟାଇଟଲ୍ ଟାଇପ୍ କରନ୍ତୁ
04:49 ମୁଁ Atomic mass – Fusion Temperature ଟାଇପ୍ କରିବି
04:55 Font ଉପରେ କ୍ଲିକ୍ କରନ୍ତୁ
04:58 ଏଠାରେ ଆପଣ ଫଣ୍ଟ୍ ଟାଇଫ୍, ସ୍ଟାଇଲ୍, ସାଇଜ୍ ଓ କଲର୍ ବଦଳାଇପାରିବେ
05:05 ମୁଁ ଫଣ୍ଟ୍ ସାଇଜ୍ 14 କୁ ବୃଦ୍ଧି କରିବି ଓ ରଙ୍ଗ ମେରୂନ୍ କୁ ବଦଳାଇବି
05:13 ଏବେ, ଟେକ୍ସଟ୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
05:15 ଏଠାରେ ଆପଣ ଟେକ୍ସଟ୍ ର ଓରିଏଣ୍ଟେଶନ୍ ବଦଳାଇ ପାରବେ
05:19 ଏହା ଦୁଇ ପ୍ରକାରରେ କରାଯାଇପାରେ
05:21 1. ପ୍ରଥମତଃ ସିଧାସଳଖ ପ୍ରୀଭ୍ୟୂ ଏରିଆରେ କ୍ଲିକ୍ କରି......
05:24 2. ଦ୍ୱିତୀୟତଃ ସ୍କ୍ରୋଲର୍ ବ୍ୟବହାର କରି ଏଙ୍ଗଲ୍ ଫିଲ୍ଡକୁ ବଦଳାଇ
05:31 Position ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
05:34 ମୁଁ ଡିଫଲ୍ଟ ଭାଲ୍ୟୁଗୁଡିକୁ ଅପରିବର୍ତ୍ତିତ ରଖିବି
05:38 'Graph hierarchy tree କୁ ଫେରି,
05:41 ଚାର୍ଟ 1 ରେ କ୍ଲିକ୍ କରନ୍ତୁ
05:43 ନିମ୍ନ ପ୍ୟାନେଲ୍ ରେ, ତିନୋଟି ଟ୍ୟାବ୍ସ,
05:46 Style, Position ଓ Plot Area ଦେଖାଯାଏ
05:50 ଡିଫଲ୍ଟ ଭାବରେ,ସ୍ଟାଇଲ୍ ଟ୍ୟାବ୍ ସିଲେକ୍ଟ କରାଯାଇଛି
05:54 ଏବେ Fill କୁ ଯିବା
05:56 Type ଡ୍ରପ୍ – ଡାଉନ୍ ରେ, Unicolor gradient ସିଲେକ୍ଟ କରନ୍ତୁ
06:01 Direction ଡ୍ରପ୍ – ଡାଉନ୍ ସିଲେକ୍ଟ କରି,
06:04 ନିଜ ପସନ୍ଦର ଡାଇରେକ୍ଶନ୍ ସିଲେକ୍ଟ କରନ୍ତୁ
06:08 end ଡ୍ରପ୍ – ଡାଉନ୍ ସିଲେକ୍ଟ କରି, ନିଜ ପସନ୍ଦର କଲର୍ ସିଲେକ୍ଟ କରନ୍ତୁ
06:14 ଗ୍ରେଡିଏଣ୍ଟ୍ ର ବ୍ରାଇଟନେସ୍ ବଢାଇବା ନିମନ୍ତେ Brightness ସ୍ଲାଇଡର୍ କୁ ଟାଣନ୍ତୁ
06:19 Position ଓ Plot Area ଟ୍ୟାବ୍ସ୍ ରେ ବିକଳ୍ପଗୁଡିକୁ ନିଜକୁ ନିଜେ ପରଖନ୍ତୁ
06:25 ଏବେ Add ବଟନ୍ ରେ କ୍ଲିକ୍ କରନ୍ତୁ
06:28 Plot to Chart1 ସିଲେକ୍ଟ କରନ୍ତୁ
06:31 XY, Bubble, ColoredXY ଓ DropBar ନାମକ ଅନେକପ୍ରକାରର ଚାର୍ଟ ସହିତ ଏକ ସବମେନ୍ୟୁ ଖୋଲିଥାଏ
06:40 ପ୍ରତ୍ୟେକ ପ୍ରକାରର ଚାର୍ଟରେ ଅନେକ ସବ୍-ଚାର୍ଟ ବିକଳ୍ପ ଥାଏ
06:45 ଏବେ XY ଓ XY ଲାଇନ୍ସ୍ ଚାର୍ଟ ବିକଳ୍ପ ଚୟନ କରନ୍ତୁ
06:51 ନିମ୍ନରେ ଟ୍ୟାବ୍ସ୍ ର ଏକ ନୂଆ ସେଟ୍ ଖୋଲିଥାଏ . ଡିଫଲ୍ଟ ଭାବରେ, ସ୍ଟାଇଲ୍ ଟ୍ୟାବ୍ ସିଲେକ୍ଟ ହୋଇଥାଏ
06:58 Interpolation କୁ ଯାଆନ୍ତୁ
07:00 Type ସ୍କ୍ରୋଲର୍ ରେ କ୍ଲିକ୍ କରି, Bezier cubic spline ସିଲେକ୍ଟ କରନ୍ତୁ
07:06 Fill କୁ ଯାଆନ୍ତୁ,ଟାଇପ୍ ସ୍କ୍ରୋଲରରେ Bicolor gradient ସିଲେକ୍ଟ କରନ୍ତୁ
07:12 Data ଟ୍ୟାବ୍ ରେ କ୍ଲିକ୍ କରନ୍ତୁ,ଚାର୍ଟ ର ନାମ
07:15 Atomic-mass Vs Fusion temperature ଟାଇପ୍ କରନ୍ତୁ
07:20 X:ମୁଁ x-axis ରେ Atomic mass ସିଲେକ୍ଟ କରିବି
07:25 Y: ମୁଁ y-axis ରେ 'Fusion Temprature ସିଲେକ୍ଟ କରିବି
07:30 Markers ଟ୍ୟାବ୍ ରେ କ୍ଲିକ୍ କରନ୍ତୁ
07:33 ଚାର୍ଟ ରେ ପଏଣ୍ଟସ୍ ଚିହ୍ନିତ କରିବା ପାଇଁ ମାର୍କର୍ସ ବ୍ୟବହାର କରାଯାଏ
07:37 Markers ଶୀର୍ଷକ ଅର୍ନ୍ତଗତ
07:40 Shape, Fill, Outline ଓ Size ଅଛି।
07:44 ଏବେ Shape ଭାବେ Circle ସିଲେକ୍ଟ କରନ୍ତୁ।
07:48 Fill କଲର୍ ରେ ବ୍ରାଉନ୍ ସିଲେକ୍ଟ କରନ୍ତୁ ଏବଂ
07:51 ଅନ୍ୟଗୁଡିକୁ ଡିଫଲ୍ଟ ହିଁ ରଖିବାକୁ ଦିଅନ୍ତୁ
07:54 ଏବେ Apply ବଟନ୍ ଉପରେ କ୍ଲିକ୍ କରନ୍ତୁ
07:57 ଆବଶ୍ୟକ ଚାର୍ଟ GChemTable Graph ୱିଣ୍ଡୋରେ
08:00 ପ୍ରଦର୍ଶିତ ହୋଇଥାଏ
08:03 ଏହି ଚାର୍ଟକୁ ଇମେଜ ଭାବରେ ସେଭ୍ କରିବା
08:06 ପ୍ରଥମେ GChemTable Graph ୱିଣ୍ଡୋରେ କ୍ଲିକ୍ କରନ୍ତୁ
08:10 File ସିଲେକ୍ଟ କରନ୍ତୁ ଏବଂ,Save As Image ବିକଳ୍ପରେ କ୍ଲିକ୍ କରନ୍ତୁ
08:14 Save As Image ଡାଏଲଗ୍ ବକ୍ସ୍ ଖୋଲିଥାଏ
08:18 File Type ରେ PS document ସିଲେକ୍ଟ କରନ୍ତୁ
08:22 ଫାଇଲ୍ ର ନାମ ନିଜ ପସନ୍ଦର ଟାଇପ୍ କରନ୍ତୁ
08:24 ମୁଁ my-custom-chart ଟାଇପ୍ କରିବି
08:27 ମୁଁ ମୋ ଫାଇଲ୍ ସେଭ୍ କରିବା ପାଇଁ ଲୋକେଶନ୍ ରେ ଡେକ୍ସଟପ୍ ସିଲେକ୍ଟ କରିବି
08:32 ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ
08:35 ଏଠାରେ ମୋର ସେଭ୍ କରାଯାଇଥିବା ଡକୁମେଣ୍ଟ ଅଛି
08:38 ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରି,
08:40 Open with Document Viewer ବିକଳ୍ପ ବାଛନ୍ତୁ
08:44 ଏହାହେଉଛି ମୋର ଗ୍ରାଫ୍
08:47 ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍ ରେ, ଆମେ ଶିଖିଲେ-
08:51 1. Electronegativity
08:53 2. Melting Point ରଏଲିମେଣ୍ଟାଲ୍ ଚାର୍ଟସ୍ ଓ
08:55 କଷ୍ଟମ୍ ଚାର୍ଟସ୍ କିପରି ତିଆରି କରିବା
08:58 ଏକ ଆସାଇନମେଣ୍ଟ୍ ଭାବେ
09:00 1. ବିଭିନ୍ନ ଏଲିମେଣ୍ଟ୍ ଚାର୍ଟସ୍
09:02 2. ଅନ୍ୟ XY ଚାର୍ଟ ଟାଇପ୍ସ
09:05 3. Bubble, ColoredXY ଓ DropBar ଚାର୍ଟ ଟାଇପ୍ସ ପରଖନ୍ତୁ
09:10 4. ଓ ଚାର୍ଟଗୁଡିକୁ SVG ଓ PDF ଫାଇଲ୍ ଫର୍ମାଟ୍ ରେ ସେଭ୍ କରନ୍ତୁ
09:16 ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
09:20 ଏହି ଭିଡିଓ ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:23 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
09:28 ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟିମ୍: ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:33 ଅନଲାଇନ୍ ଟେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:36 ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org)
09:44 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ. ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:48 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:55 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
10:01 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
10:04 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep