GChemPaint/C2/Formation-of-molecules/Oriya
From Script | Spoken-Tutorial
Time | Narration |
00:01 | ନମସ୍କାର ବନ୍ଧୁଗଣ,GChemPaintରେ Formation of molecules ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:11 | ଯୌଗିକର ଷ୍ଟ୍ରକଚର୍ ଯୋଡ଼ିବା ଓ ରୂପାନ୍ତରିତ କରିବା |
00:14 | ସାମ୍ପ୍ରତିକ ଏଲେମେଣ୍ଟ ପରିବର୍ତ୍ତନ |
00:16 | ଆଲ୍କାଇଲ୍ ଗ୍ରୁପ୍ସ ଯୋଡ଼ିବା |
00:18 | କାର୍ବନ୍ ଚେନ୍ ଯୋଡ଼ିବା |
00:21 | ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ GChemPaint ଭର୍ସନ୍ 0.12.10 |
00:33 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ |
00:38 | GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ |
00:41 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:47 | Propane, Butane ଓ Heptaneର ଷ୍ଟ୍ରକଚର୍ସ ପାଇଁ ଏହା ହେଉଛି ସ୍ଲାଇଡ୍ |
00:54 | ମୁଁ, ସ୍ଲାଇଡ୍ ରେ ପ୍ରଦର୍ଶିତ ହୋଇଥିବା ପରି Propane ଓ Butane ଷ୍ଟ୍ରକଚର୍ ସହିତ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି |
01:03 | ଏବେ, ବ୍ୟୁଟେନ୍ ରେ ଟର୍ମିନାଲ୍ Carbon ଆଟମ୍ସକୁ Chorine ଆଟମ୍ସରେ ବଦଳାଇବା |
01:10 | ଏଥିପାଇଁ ମୁଁ Periodic Table Combo ବଟନ୍ ବ୍ୟବହାର କରିବି |
01:15 | Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:19 | ଏହି ବଟନ୍ କୁ Periodic Table Combo ବଟନ୍ କୁହାଯାଏ |
01:23 | ବିଲ୍ଟ ଇନ୍ Modern Periodic Tableକୁ ଦେଖନ୍ତୁ |
01:27 | ଟେବଲ୍ ରୁ Cl ଉପରେ କ୍ଲିକ୍ କରନ୍ତୁ |
01:30 | ଟୁଲ୍ ବକ୍ସରେ Clକୁ ଦେଖନ୍ତୁ |
01:33 | Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
01:37 | Chlorine (Cl) ଆଟମ୍ସ ସହିତ ସେଗୁଡ଼ିକୁ ବଦଳାଇବା ପାଇଁ ଟର୍ମିନାଲ୍ ଆଟମ୍ସ ଉପରେ କ୍ଲିକ୍ କରନ୍ତୁ |
01:43 | ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି 1,2-Dichloroethane |
01:48 | ଷ୍ଟ୍ରକଚର୍ ତଳକୁ ତାହାର ନାମ ଲେଖନ୍ତୁ |
01:52 | Add or Modify A Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
01:56 | ଟେକ୍ସଟ୍ ଟୁଲ୍ ର ପ୍ରୋପର୍ଟୀ ପେଜ୍ ଖୋଲିଲା |
01:59 | ଷ୍ଟ୍ରକଚର୍ ତଳକୁ ଥିବା Display Area ଉପରେ କ୍ଲିକ୍ କରନ୍ତୁ |
02:03 | ସବୁଜ ବକ୍ସ ଭିତରେ ଧପଧପ କରୁଥିବା କର୍ସର୍ କୁ ଆପଣ ଦେଖିପାରିବେ |
02:08 | ବକ୍ସରେ ଟାଇପ୍ କରନ୍ତୁ 1,2-Dichloroethane |
02:14 | ଟେକ୍ସଟ୍ ଟୁଲ୍ ର ପ୍ରୋପର୍ଟୀ ପେଜ୍ ବନ୍ଦ କରିବାକୁ Select One or More Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
02:21 | ଏବେ ଚାଲନ୍ତୁ, Propane ଷ୍ଟ୍ରକଚର୍ ରେ ସେଣ୍ଟ୍ରାଲ୍ Carbon ଆଟମ୍ କୁ Oxygen ଆଟମ୍ ରେ ବଦଳାଇବା |
02:28 | Propane ଷ୍ଟ୍ରକଚର୍ ର ସେଣ୍ଟ୍ରାଲ୍ ଆଟମ୍ ପାଖରେ କର୍ସର୍ କୁ ରଖନ୍ତୁ |
02:33 | କ୍ୟାପିଟାଲ୍ O ଦାବନ୍ତୁ |
02:35 | O ଓ Os ସହିତ ଏକ ସବ୍-ମେନୁ ଖୋଲିଲା |
02:39 | O ସିଲେକ୍ଟ କରନ୍ତୁ,Carbon ଓ Hydrogen ଆଟମ୍ସ, Oxygen ଆଟମ୍ ଦ୍ୱାରା ବଦଳିବେ |
02:46 | ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Dimethylether |
02:51 | ଷ୍ଟ୍ରକଚର୍ ତଳକୁ ତାହାର ନାମ ଲେଖନ୍ତୁ |
02:54 | Add or Modify A Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
02:58 | ଷ୍ଟ୍ରକଚର୍ ତଳକୁ ଥିବା Display Area ଉପରେ କ୍ଲିକ୍ କରନ୍ତୁ |
03:01 | ବକ୍ସରେ ଟାଇପ୍ କରନ୍ତୁ Dimethylether |
03:06 | ଏବେ ଫାଇଲକୁ ସେଭ୍ କରନ୍ତୁ |
03:08 | ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
03:12 | Save As ଡାୟଲଗ୍ ବକ୍ସ ଖୋଲିଲା |
03:15 | Chloroethane - Ether ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ |
03:20 | Save କ୍ଲିକ୍ କରନ୍ତୁ |
03:23 | ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:27 | ଏକ ଆସାଇନମେଣ୍ଟ ଭାବେ |
03:29 | Ethane ୋ Pentane ଷ୍ଟ୍ରକଚର୍ ଆଙ୍କନ୍ତୁ |
03:32 | Ethaneର ଗୋଟିଏ Carbon ଆଟମ୍ କୁ Brରେ ବଦଳାନ୍ତୁ |
03:36 | Pentaneର ଟର୍ମିନାଲ୍ Carbon ଆଟମ୍ସକୁ Iରେ ବଦଳାନ୍ତୁ |
03:41 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
03:45 | ମୁଁ ଏବେ Alkyl Groups ବିଷୟରେ ବୁଝାଇବି |
03:49 | Alkyl Group ହେଉଛି Alkaneର ଏକ ଭାଗ |
03:53 | ଉଦାହରଣସ୍ୱରୂପ, Methyl CH3 ହେଉଛି Methane CH4ର ଏକ ଭାଗ |
04:00 | Alkyl Groupର କ୍ରମାଗତ ସଦସ୍ୟ CH2 Groupଠାରୁ ଭିନ୍ନ ହୋଇଥା’ନ୍ତି |
04:06 | Alkyle Groupର ହୋମୋଲୋଗ୍ସରେ ଅନ୍ତର୍ଭୁକ୍ତ ଅଛି, |
04:10 | Methyl CH3 |
04:15 | Ethyl C2H5 |
04:20 | Propyl C3H7 |
04:23 | Butyl C4H9 ଆଉ ଏହିପରି |
04:29 | Heptane ଷ୍ଟ୍ରକଚର୍ ସହିତ ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିଛି |
04:35 | ଏବେ ମୁଁ, କାର୍ବନ୍ Chain ପୋଜିଶନ୍ କୁ କିପରି ନମ୍ୱର୍ କରାଯିବ, ତାହା ପ୍ରଦର୍ଶନ କରିବି |
04:40 | ନମ୍ୱରିଙ୍ଗ୍, ଚେନ୍ ପୋଜିଶନ୍ସକୁ ଚିହ୍ନିବାରେ ସାହାଯ୍ୟ କରିଥାଏ |
04:44 | Add or Modify A Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
04:48 | ପ୍ରଥମ ଚେନ୍ ପୋଜିଶନ୍ ପାଖରେ ଥିବା Display Area ଉପରେ କ୍ଲିକ୍ କରନ୍ତୁ |
04:52 | ସବୁଜ ବକ୍ସରେ 1 ଏଣ୍ଟର୍ କରନ୍ତୁ |
04:55 | ତା’ପରେ ଦ୍ୱିତୀୟ ଚେନ୍ ପୋଜିଶନ୍ ପାଖରେ କ୍ଲିକ୍ କରନ୍ତୁ |
04:59 | ବକ୍ସରେ 2 ଏଣ୍ଟର୍ କରନ୍ତୁ |
05:02 | ସେହିପରି ଭାବେ, ମୁଁ ଅନ୍ୟ ଚେନ୍ ପୋଜିଶନ୍ ଗୁଡି଼କୁ 3, 4, 5, 6 ଓ 7 ନମ୍ୱର୍ ଦେବି |
05:13 | ଏବେ, ବିଭିନ୍ନ ପୋଜିଶନ୍ ରେ Alkyl Groups ବ୍ୟବହାର କରି Heptaneର ଶାଖା ତିଆରି କରନ୍ତୁ |
05:19 | ତୃତୀୟ ପୋଜିଶନ୍ ରେ ଏକ Methyl Group ଆଡ୍ କରନ୍ତୁ |
05:24 | Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
05:30 | ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ |
05:32 | ଆଟମ୍ସରେ ପରିବର୍ତ୍ତନକୁ ଦେଖନ୍ତୁ |
05:36 | ପଞ୍ଚମ ପୋଜିଶନ୍ ରେ ଏକ Ethyl Group ଆଡ୍ କରନ୍ତୁ |
05:40 | Add A Chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
05:43 | ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ |
05:46 | ଏହାପରେ ମୁଁ ସମସ୍ତ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶନ କରିବି |
05:51 | ପୋଜିଶନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
05:53 | ଏକ୍ଜ ସବ୍-ମେନୁ ଖୋଲିଲା |
05:55 | Atom ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ |
05:59 | ସେହିପରି ଭାବେ ମୁଁ ଅନ୍ୟ ପୋଜିଶନ୍ ଗୁଡ଼ିକରେ ଆଟମ୍ସ ପ୍ରଦର୍ଶନ କରିବି |
06:06 | ଗୋଟିଏ ଜାଗାରେ ଆମେ କେତେଥର ଶାଖା କରିପାରିବା, ଚାଲନ୍ତୁ ଦେଖିବା |
06:12 | Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
06:18 | ଚତୁର୍ଥ ର୍ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ |
06:21 | ପୁଣିଥରେ କ୍ଲିକ୍ କରନ୍ତୁ |
06:23 | Carbon ଚେନ୍ ରେ ଶାଖା ତିଆରି ଦେଖନ୍ତୁ |
06:27 | ତୃତୀୟ ଥର କ୍ଲିକ୍ କରିବାକୁ ଚେଷ୍ଟା କରନ୍ତୁ |
06:30 | ଆମେ ଶାଖା ତିଆରି ହେବାର ଦେଖୁନାହେଁ |
06:33 | ଧ୍ୟାନଦିଅନ୍ତୁ ଯେ, ପ୍ରତ୍ୟେକ ପୋଜିଶନ୍ ରେ କେବଳ ଦୁଇଥର ହିଁ ଶାଖା ତିଆରି ସମ୍ଭବ |
06:39 | ଏହାର କାରଣ ହେଉଛି, ଏହା Carbon's Tetra Valencyକୁ ପୂରଣ କରେ |
06:43 | ଫାଇଲ୍ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ |
06:47 | Save As ଡାୟଲଗ୍ ବକ୍ସ ଖୋଲିଲା |
06:50 | Alkyl Groups ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ |
06:53 | Save କ୍ଲିକ୍ କରନ୍ତୁ |
06:57 | ସଂକ୍ଷିପ୍ତରେ |
07:00 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
07:03 | ଯୌଗିକର ଷ୍ଟ୍ରକଚର୍ ଯୋଡ଼ିବା ଓ ରୂପାନ୍ତରିତ କରିବା |
07:07 | ସାମ୍ପ୍ରତିକ ଏଲେମେଣ୍ଟ ପରିବର୍ତ୍ତନ |
07:09 | ଆଲ୍କାଇଲ୍ ଗ୍ରୁପ୍ସ ଯୋଡ଼ିବା |
07:12 | କାର୍ବନ୍ ଚେନ୍ ଯୋଡ଼ିବା |
07:15 | ଏକ ଆସାନମେଣ୍ଟ ଭାବେ,Octane ଷ୍ଟ୍ରକଚର୍ ଆଙ୍କନ୍ତୁ |
07:18 | ଚେନ୍ ର ଚତୁର୍ଥ ଓ ପଞ୍ଚମ ପୋଜିଶନ୍ ରେ Propyl ଓ Butyl Groups ଆଡ୍ କରନ୍ତୁ |
07:25 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତା |
07:29 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial. |
07:33 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:38 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:42 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:47 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
07:51 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:57 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:02 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:09 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
08:15 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
08:19 | ଆଇଆଇଟି ବମ୍ୱେ ତରଫରୁ |
08:22 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |