GChemPaint/C2/Formation-of-molecules/Oriya

From Script | Spoken-Tutorial
Jump to: navigation, search
Time Narration
00:01 ନମସ୍କାର ବନ୍ଧୁଗଣ,GChemPaintରେ Formation of molecules ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:11 ଯୌଗିକର ଷ୍ଟ୍ରକଚର୍ ଯୋଡ଼ିବା ଓ ରୂପାନ୍ତରିତ କରିବା
00:14 ସାମ୍ପ୍ରତିକ ଏଲେମେଣ୍ଟ ପରିବର୍ତ୍ତନ
00:16 ଆଲ୍କାଇଲ୍ ଗ୍ରୁପ୍ସ ଯୋଡ଼ିବା
00:18 କାର୍ବନ୍ ଚେନ୍ ଯୋଡ଼ିବା
00:21 ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ GChemPaint ଭର୍ସନ୍ 0.12.10
00:33 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ
00:38 GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
00:41 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:47 Propane, Butane ଓ Heptaneର ଷ୍ଟ୍ରକଚର୍ସ ପାଇଁ ଏହା ହେଉଛି ସ୍ଲାଇଡ୍
00:54 ମୁଁ, ସ୍ଲାଇଡ୍ ରେ ପ୍ରଦର୍ଶିତ ହୋଇଥିବା ପରି Propane ଓ Butane ଷ୍ଟ୍ରକଚର୍ ସହିତ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି
01:03 ଏବେ, ବ୍ୟୁଟେନ୍ ରେ ଟର୍ମିନାଲ୍ Carbon ଆଟମ୍ସକୁ Chorine ଆଟମ୍ସରେ ବଦଳାଇବା
01:10 ଏଥିପାଇଁ ମୁଁ Periodic Table Combo ବଟନ୍ ବ୍ୟବହାର କରିବି
01:15 Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
01:19 ଏହି ବଟନ୍ କୁ Periodic Table Combo ବଟନ୍ କୁହାଯାଏ
01:23 ବିଲ୍ଟ ଇନ୍ Modern Periodic Tableକୁ ଦେଖନ୍ତୁ
01:27 ଟେବଲ୍ ରୁ Cl ଉପରେ କ୍ଲିକ୍ କରନ୍ତୁ
01:30 ଟୁଲ୍ ବକ୍ସରେ Clକୁ ଦେଖନ୍ତୁ
01:33 Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:37 Chlorine (Cl) ଆଟମ୍ସ ସହିତ ସେଗୁଡ଼ିକୁ ବଦଳାଇବା ପାଇଁ ଟର୍ମିନାଲ୍ ଆଟମ୍ସ ଉପରେ କ୍ଲିକ୍ କରନ୍ତୁ
01:43 ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି 1,2-Dichloroethane
01:48 ଷ୍ଟ୍ରକଚର୍ ତଳକୁ ତାହାର ନାମ ଲେଖନ୍ତୁ
01:52 Add or Modify A Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:56 ଟେକ୍ସଟ୍ ଟୁଲ୍ ର ପ୍ରୋପର୍ଟୀ ପେଜ୍ ଖୋଲିଲା
01:59 ଷ୍ଟ୍ରକଚର୍ ତଳକୁ ଥିବା Display Area ଉପରେ କ୍ଲିକ୍ କରନ୍ତୁ
02:03 ସବୁଜ ବକ୍ସ ଭିତରେ ଧପଧପ କରୁଥିବା କର୍ସର୍ କୁ ଆପଣ ଦେଖିପାରିବେ
02:08 ବକ୍ସରେ ଟାଇପ୍ କରନ୍ତୁ 1,2-Dichloroethane
02:14 ଟେକ୍ସଟ୍ ଟୁଲ୍ ର ପ୍ରୋପର୍ଟୀ ପେଜ୍ ବନ୍ଦ କରିବାକୁ Select One or More Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
02:21 ଏବେ ଚାଲନ୍ତୁ, Propane ଷ୍ଟ୍ରକଚର୍ ରେ ସେଣ୍ଟ୍ରାଲ୍ Carbon ଆଟମ୍ କୁ Oxygen ଆଟମ୍ ରେ ବଦଳାଇବା
02:28 Propane ଷ୍ଟ୍ରକଚର୍ ର ସେଣ୍ଟ୍ରାଲ୍ ଆଟମ୍ ପାଖରେ କର୍ସର୍ କୁ ରଖନ୍ତୁ
02:33 କ୍ୟାପିଟାଲ୍ O ଦାବନ୍ତୁ
02:35 O ଓ Os ସହିତ ଏକ ସବ୍-ମେନୁ ଖୋଲିଲା
02:39 O ସିଲେକ୍ଟ କରନ୍ତୁ,Carbon ଓ Hydrogen ଆଟମ୍ସ, Oxygen ଆଟମ୍ ଦ୍ୱାରା ବଦଳିବେ
02:46 ପ୍ରାପ୍ତ ନୂଆ ଷ୍ଟ୍ରକଚର୍ ହେଉଛି Dimethylether
02:51 ଷ୍ଟ୍ରକଚର୍ ତଳକୁ ତାହାର ନାମ ଲେଖନ୍ତୁ
02:54 Add or Modify A Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ
02:58 ଷ୍ଟ୍ରକଚର୍ ତଳକୁ ଥିବା Display Area ଉପରେ କ୍ଲିକ୍ କରନ୍ତୁ
03:01 ବକ୍ସରେ ଟାଇପ୍ କରନ୍ତୁ Dimethylether
03:06 ଏବେ ଫାଇଲକୁ ସେଭ୍ କରନ୍ତୁ
03:08 ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
03:12 Save As ଡାୟଲଗ୍ ବକ୍ସ ଖୋଲିଲା
03:15 Chloroethane - Ether ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ
03:20 Save କ୍ଲିକ୍ କରନ୍ତୁ
03:23 ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
03:27 ଏକ ଆସାଇନମେଣ୍ଟ ଭାବେ
03:29 Ethane ୋ Pentane ଷ୍ଟ୍ରକଚର୍ ଆଙ୍କନ୍ତୁ
03:32 Ethaneର ଗୋଟିଏ Carbon ଆଟମ୍ କୁ Brରେ ବଦଳାନ୍ତୁ
03:36 Pentaneର ଟର୍ମିନାଲ୍ Carbon ଆଟମ୍ସକୁ Iରେ ବଦଳାନ୍ତୁ
03:41 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
03:45 ମୁଁ ଏବେ Alkyl Groups ବିଷୟରେ ବୁଝାଇବି
03:49 Alkyl Group ହେଉଛି Alkaneର ଏକ ଭାଗ
03:53 ଉଦାହରଣସ୍ୱରୂପ, Methyl CH3 ହେଉଛି Methane CH4ର ଏକ ଭାଗ
04:00 Alkyl Groupର କ୍ରମାଗତ ସଦସ୍ୟ CH2 Groupଠାରୁ ଭିନ୍ନ ହୋଇଥା’ନ୍ତି
04:06 Alkyle Groupର ହୋମୋଲୋଗ୍ସରେ ଅନ୍ତର୍ଭୁକ୍ତ ଅଛି,
04:10 Methyl CH3
04:15 Ethyl C2H5
04:20 Propyl C3H7
04:23 Butyl C4H9 ଆଉ ଏହିପରି
04:29 Heptane ଷ୍ଟ୍ରକଚର୍ ସହିତ ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିଛି
04:35 ଏବେ ମୁଁ, କାର୍ବନ୍ Chain ପୋଜିଶନ୍ କୁ କିପରି ନମ୍ୱର୍ କରାଯିବ, ତାହା ପ୍ରଦର୍ଶନ କରିବି
04:40 ନମ୍ୱରିଙ୍ଗ୍, ଚେନ୍ ପୋଜିଶନ୍ସକୁ ଚିହ୍ନିବାରେ ସାହାଯ୍ୟ କରିଥାଏ
04:44 Add or Modify A Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:48 ପ୍ରଥମ ଚେନ୍ ପୋଜିଶନ୍ ପାଖରେ ଥିବା Display Area ଉପରେ କ୍ଲିକ୍ କରନ୍ତୁ
04:52 ସବୁଜ ବକ୍ସରେ 1 ଏଣ୍ଟର୍ କରନ୍ତୁ
04:55 ତା’ପରେ ଦ୍ୱିତୀୟ ଚେନ୍ ପୋଜିଶନ୍ ପାଖରେ କ୍ଲିକ୍ କରନ୍ତୁ
04:59 ବକ୍ସରେ 2 ଏଣ୍ଟର୍ କରନ୍ତୁ
05:02 ସେହିପରି ଭାବେ, ମୁଁ ଅନ୍ୟ ଚେନ୍ ପୋଜିଶନ୍ ଗୁଡି଼କୁ 3, 4, 5, 6 ଓ 7 ନମ୍ୱର୍ ଦେବି
05:13 ଏବେ, ବିଭିନ୍ନ ପୋଜିଶନ୍ ରେ Alkyl Groups ବ୍ୟବହାର କରି Heptaneର ଶାଖା ତିଆରି କରନ୍ତୁ
05:19 ତୃତୀୟ ପୋଜିଶନ୍ ରେ ଏକ Methyl Group ଆଡ୍ କରନ୍ତୁ
05:24 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:30 ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
05:32 ଆଟମ୍ସରେ ପରିବର୍ତ୍ତନକୁ ଦେଖନ୍ତୁ
05:36 ପଞ୍ଚମ ପୋଜିଶନ୍ ରେ ଏକ Ethyl Group ଆଡ୍ କରନ୍ତୁ
05:40 Add A Chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:43 ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
05:46 ଏହାପରେ ମୁଁ ସମସ୍ତ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶନ କରିବି
05:51 ପୋଜିଶନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
05:53 ଏକ୍ଜ ସବ୍-ମେନୁ ଖୋଲିଲା
05:55 Atom ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ
05:59 ସେହିପରି ଭାବେ ମୁଁ ଅନ୍ୟ ପୋଜିଶନ୍ ଗୁଡ଼ିକରେ ଆଟମ୍ସ ପ୍ରଦର୍ଶନ କରିବି
06:06 ଗୋଟିଏ ଜାଗାରେ ଆମେ କେତେଥର ଶାଖା କରିପାରିବା, ଚାଲନ୍ତୁ ଦେଖିବା
06:12 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:18 ଚତୁର୍ଥ ର୍ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
06:21 ପୁଣିଥରେ କ୍ଲିକ୍ କରନ୍ତୁ
06:23 Carbon ଚେନ୍ ରେ ଶାଖା ତିଆରି ଦେଖନ୍ତୁ
06:27 ତୃତୀୟ ଥର କ୍ଲିକ୍ କରିବାକୁ ଚେଷ୍ଟା କରନ୍ତୁ
06:30 ଆମେ ଶାଖା ତିଆରି ହେବାର ଦେଖୁନାହେଁ
06:33 ଧ୍ୟାନଦିଅନ୍ତୁ ଯେ, ପ୍ରତ୍ୟେକ ପୋଜିଶନ୍ ରେ କେବଳ ଦୁଇଥର ହିଁ ଶାଖା ତିଆରି ସମ୍ଭବ
06:39 ଏହାର କାରଣ ହେଉଛି, ଏହା Carbon's Tetra Valencyକୁ ପୂରଣ କରେ
06:43 ଫାଇଲ୍ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ
06:47 Save As ଡାୟଲଗ୍ ବକ୍ସ ଖୋଲିଲା
06:50 Alkyl Groups ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ
06:53 Save କ୍ଲିକ୍ କରନ୍ତୁ
06:57 ସଂକ୍ଷିପ୍ତରେ
07:00 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
07:03 ଯୌଗିକର ଷ୍ଟ୍ରକଚର୍ ଯୋଡ଼ିବା ଓ ରୂପାନ୍ତରିତ କରିବା
07:07 ସାମ୍ପ୍ରତିକ ଏଲେମେଣ୍ଟ ପରିବର୍ତ୍ତନ
07:09 ଆଲ୍କାଇଲ୍ ଗ୍ରୁପ୍ସ ଯୋଡ଼ିବା
07:12 କାର୍ବନ୍ ଚେନ୍ ଯୋଡ଼ିବା
07:15 ଏକ ଆସାନମେଣ୍ଟ ଭାବେ,Octane ଷ୍ଟ୍ରକଚର୍ ଆଙ୍କନ୍ତୁ
07:18 ଚେନ୍ ର ଚତୁର୍ଥ ଓ ପଞ୍ଚମ ପୋଜିଶନ୍ ରେ Propyl ଓ Butyl Groups ଆଡ୍ କରନ୍ତୁ
07:25 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତା
07:29 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial.
07:33 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:38 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:42 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:47 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
07:51 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:57 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:02 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:09 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
08:15 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:19 ଆଇଆଇଟି ବମ୍ୱେ ତରଫରୁ
08:22 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep