FrontAccounting-2.4.7/C2/Taxes-and-Bank-Account-in-FrontAccounting/Oriya

From Script | Spoken-Tutorial
Jump to: navigation, search
Time Narration
00:01 FrontAccountingରେ Taxes and Bank Accounts ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା,

କିପରି ଗୋଟିଏ ନୂଆ Taxକୁ ଯୋଡ଼ିବା

00:12 Bank Accounts ସେଟ୍-ଅପ୍ କରିବା

Depositsକୁ ମିଶାଇବା

00:16 Bank Accountକୁ ଧନରାଶି ଟ୍ରାନ୍ସଫର୍ କରିବା ଏବଂ

Bank Accountକୁ Reconcile କରିବା

00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,

Ubuntu Linux OS ଭର୍ସନ୍ 16.04

00:30 FrontAccounting ଭର୍ସନ୍ 2.4.7
00:35 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ,
00:42 ପ୍ରିନସିପଲ୍ସ ଅଫ୍ ବୁକ୍ କିପିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ
00:45 ଏବଂ ପୂର୍ବରୁ ଆପଣ FrontAccountingରେ ଗୋଟିଏ ସଂସ୍ଥା କିମ୍ବା Company ସେଟ୍-ଅପ୍ କରିଥିବା ଆବଶ୍ୟକ
00:51 ଯଦି ନାହିଁ, ତେବେ ପ୍ରାସଂଗିକ FrontAccounting ଟ୍ୟୁଟୋରିଆଲ୍ ପାଇଁ ଏହି ୱେବସାଇଟ୍‌କୁ ଯାଆନ୍ତୁ
00:57 FrontAccounting ଇଣ୍ଟରଫେସ୍‌ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ
01:03 FrontAccounting ଇଣ୍ଟରଫେସ୍‌କୁ ଖୋଲନ୍ତୁ
01:07 ଗୋଟିଏ ୱେବ୍ browser ଖୋଲନ୍ତୁ.

localhost/account ଟାଇପ୍ କରିବା ପରେ Enter ଦାବନ୍ତୁ

01:16 login ପେଜ୍ ଦୃଶ୍ୟମାନ ହେବ
01:19 ୟୁଜର୍ ନେମ୍ ପାଇଁ admin ଏବଂ password ଟାଇପ୍ କରନ୍ତୁ.

ତା’ପରେ Login ବଟନ୍‌ରେ କ୍ଲିକ୍ କରନ୍ତୁ

01:26 FrontAccounting ଇଣ୍ଟରଫେସ୍ ଖୋଲିଯିବ

Setup ଟାବ୍‌ରେ କ୍ଲିକ୍ କରନ୍ତୁ

01:33 Company Setup ପ୍ୟାନେଲ୍‌ରେ ଥିବା Taxes ଲିଙ୍କରେ କ୍ଲିକ୍ କରନ୍ତୁ.

ଆମେ Tax ଭାବରେ ଗୋଟିଏ ଡିଫଲ୍ଟ entryକୁ ଦେଖିବାକୁ ପାଇବା

01:42 Percentage, Sales GL Account ଓ Purchasing GL Accountକୁ ଏଠାରେ ପ୍ରଦର୍ଶିତ ହେବା ଭଳି ନିର୍ଦ୍ଦିଷ୍ଟ କରାଯାଇଛି
01:51 ଆପଣଙ୍କ ବ୍ୟବସାୟରେ ବ୍ୟବହାର ହେଉଥିବା ପ୍ରତ୍ୟକ tax ପାଇଁ GL accounts ଆସାଇନ୍ କରନ୍ତୁ
01:57 ୱିଣ୍ଡୋର ଉପର ଭାଗରେ ଗୋଟିଏ ମେସେଜ୍ ଦେଖିବାକୁ ମିଳିବ
02:00 ପ୍ରତ୍ୟେକ tax ପାଇଁ ଗୋଟିଏ ଅଲଗା Sale and purchase GL account ଆସାଇନ୍ କରିବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଉଛି
02:09 ଗୋଟିଏ company ପାଇଁ କିପରି GST ଓ Service tax ଯୋଡ଼ାଯାଏ ଚାଲନ୍ତୁ ଦେଖିବା
02:15 ଡିଫଲ୍ଟ entry Tax ଧାଡ଼ିରେ ଥିବା Edit ଆଇକନ୍‌ରେ କ୍ଲିକ୍ କରନ୍ତୁ
02:20 ଆମ companyରେ ଡିଫଲ୍ଟ entry Tax ବ୍ୟବହାର ହେଉନଥିବା କାରଣରୁ Taxକୁ ଏଡିଟ୍ କରି GST କରାଯିବ
02:28 ବର୍ଣ୍ଣନାକୁ GST ଏବଂ ପର୍ସେଣ୍ଟେଜ୍‌କୁ 12ରେ ପରିବର୍ତ୍ତନ କରନ୍ତୁ
02:35 Sales GL account ଓ Purchase GL Accountକୁ Sales tax ଭାବେ ରଖନ୍ତୁ
02:42 ୱିଣ୍ଡୋର ନିମ୍ନ ଭାଗରେ ଥିବା Update ବଟନ୍‌ରେ କ୍ଲିକ୍ କରନ୍ତୁ
02:46 ଆମେ ସଫଳତାର ସହ ଡିଫଲ୍ଟ ଏଣ୍ଟ୍ରୀ Taxକୁ GSTରେ ବଦଳାଇଦେଲେ
02:52 ବର୍ତ୍ତମାନ Service taxକୁ ଯୋଡ଼ନ୍ତୁ.

ଏହା ପୂର୍ବରୁ Service tax ପାଇଁ ଗୋଟିଏ GL Account ତିଆରି କରନ୍ତୁ

03:00 Banking and General Ledger ଟାବ୍‌ରେ କ୍ଲିକ୍ କରନ୍ତୁ
03:04 Maintenance ପ୍ୟାନେଲ୍‌ରେ ଥିବା GL Accounts ଲିଙ୍କରେ କ୍ଲିକ୍ କରନ୍ତୁ
03:09 ପ୍ରଦର୍ଶିତ ହେବା ଭଳି ଭେଲ୍ୟୁଗୁଡ଼ିକୁ ଟାଇପ୍ କରନ୍ତୁ:

ତା’ପରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Add Account ବଟନ୍‌ରେ କ୍ଲିକ୍ କରନ୍ତୁ

03:17 ବର୍ତ୍ତମାନ Setup ଟାବ୍ ଏବଂ ତା’ପରେ Taxes ଲିଙ୍କରେ କ୍ଲିକ୍ କରନ୍ତୁ
03:22 Tax Types ଅଧୀନରେ Service taxକୁ ଯୋଡ଼ନ୍ତୁ
03:27 ପ୍ରଦର୍ଶିତ ହେବା ଭଳି ଭେଲ୍ୟୁଗୁଡ଼ିକୁ ଟାଇପ୍ କରନ୍ତୁ
03:30 Sales GL Account ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ
03:35 Current Liabilities ଅଧିନରେ ଥିବା Service Taxକୁ ଚୟନ କରନ୍ତୁ
03:39 ସେହିପରି Purchase GL Account ପାଇଁ Service Tax ଚୟନ କରନ୍ତୁ
03:46 ୱିଣ୍ଡୋର ନିମ୍ନ ଭାଗରେ ଥିବା Add new ବଟନ୍‌ରେ କ୍ଲିକ୍ କରନ୍ତୁ
03:50 ବର୍ତ୍ତମାନ ଦୁଇଟି taxes ଯୋଡ଼ି ହୋଇଥିବା ଆମେ ଦେଖିପାରିବା
03:55 FrontAccountingର Sales ମଡ୍ୟୁଲ୍‌ରେ ଏହି taxesକୁ କିପରି ହିସାବ କରାଯାଏ, ଚାଲନ୍ତୁ ଦେଖିବା
04:03 ପ୍ରଥମେ company ପାଇଁ ଗୋଟିଏ Bank Account ସେଟ୍-ଅପ୍ କରନ୍ତୁ
04:07 Banking and General ledger ଟାବ୍‌ରେ କ୍ଲିକ୍ କରନ୍ତୁ
04:11 Maintenance ପ୍ୟାନେଲ ରେ ଥିବା Bank Accounts ଲିଙ୍କରେ କ୍ଲିକ୍ କରନ୍ତୁ
04:16 Bank ଓ cash accountsକୁ କନଫିଗର୍ ଓ setup କରିବା ପାଇଁ ଏହି ବିକଳ୍ପକୁ ବ୍ୟବହାର କରାଯାଏ
04:22 ଡିଫଲ୍ଟ ଭାବେ ଆପଣ Current account ଓ Petty Cash accountର ବିବରଣୀ ଦେଖିବାକୁ ପାଇବେ
04:29 Currency କଲମ୍‌ରେ ଡିଫଲ୍ଟ ଭାବେ US Dollar ଅଛି.

ଏହାକୁ Indian currencyରେ ବଦଳାନ୍ତୁ

04:38 Current account ଧାଡ଼ିରେ ଥିବା Edit ଆଇକନ୍‌ରେ କ୍ଲିକ୍ କରନ୍ତୁ
04:43 Account typeକୁ Chequing Accountରେ ବଦଳାନ୍ତୁ
04:48 Bank account currencyକୁ Indian Rupeesରେ ବଦଳାନ୍ତୁ
04:53 ତା’ପରେ ନିମ୍ନ ଭାଗରେ ଥିବା Update ବଟନ୍‌ରେ କ୍ଲିକ୍ କରି ପରିବର୍ତ୍ତନଗୁଡ଼ିକୁ ଅପଡେଟ୍ କରନ୍ତୁ
04:59 ସେହିପରି Petty Cash accountକୁ ମଧ୍ୟ Indian Rupeesରେ ବଦଳାନ୍ତୁ.

ଏବଂ ପରିବର୍ତ୍ତନକୁ ଅପଡେଟ୍ କରନ୍ତୁ

05:11 ତା’ପରେ ST Company Pvt. Ltd. bank accountରେ କିଛି ଧନରାଶି ରଖନ୍ତୁ
05:17 Banking and General ledger ଟାବ୍‌କୁ ଯାଆନ୍ତୁ

Transactions ପ୍ୟାନେଲ୍‌ରେ ଥିବା Deposits ଲିଙ୍କରେ କ୍ଲିକ୍ କରନ୍ତୁ

05:25 ଗ୍ରାହକମାନଙ୍କର ଜମା, ମିସଲେନିଅସ୍ ସେଲ୍ସ ଇତ୍ୟାଦିକୁ ଏଠାରେ ଲେଖାଯିବ
05:31 From ଫିଲ୍ଡକୁ Miscellaneous ରଖନ୍ତୁ.

ପ୍ରଦର୍ଶିତ ହେଲା ଭଳି ଜମା କରିଥିବା ବ୍ୟକ୍ତିଙ୍କର ନାମକୁ ଲେଖାଯିବ

05:41 Account description ଫିଲ୍ଡରେ Cash ଚୟନ କରନ୍ତୁ
05:45 Amount ଫିଲ୍ଡରେ 3 lakhs ଟାଇପ୍ କରନ୍ତୁ
05:49 Memo ଫିଲ୍ଡରେ ଜମା କରିବା ଉଦ୍ଦେଶ୍ୟକୁ ଟାଇପ୍ କରନ୍ତୁ
05:54 ତା’ପରେ ଧାଡ଼ିର ଡାହାଣ କଡ଼ରେ ଥିବା Add item ବଟନ୍‌ରେ କ୍ଲିକ୍ କରନ୍ତୁ
05:59 ୱିଣ୍ଡୋର ନିମ୍ନ ଭାଗରେ ଥିବା Process Deposit ବଟନ୍‌ରେ କ୍ଲିକ୍ କରନ୍ତୁ
06:04 ନୂଆ ୱିଣ୍ଡୋରେ deposit ଏଣ୍ଟର୍ ହୋଇଛି ବୋଲି ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ
06:10 ପରବର୍ତ୍ତୀ ଲିଙ୍କ ହେଉଛି View the GL postings for this Deposit. ଏଥିରେ କ୍ଲିକ୍ କରନ୍ତୁ
06:17 deposit ହୋଇଥିବା ରାଶିର ସମ୍ପୂର୍ଣ୍ଣ ଟ୍ରାଞ୍ଜାକ୍ସନ୍ ବିବରଣୀ ସହିତ ଗୋଟିଏ ପପ୍-ଅପ୍ ୱିଣ୍ଡୋ ଦୃଶ୍ୟମାନ ହେବ
06:24 ୱିଣ୍ଡୋର ନିମ୍ନ ଭାଗରେ ଥିବା Close ଲିଙ୍କରେ କ୍ଲିକ୍ କରନ୍ତୁ
06:28 ଯଦି ଆପଣ ଅନ୍ୟ ଗୋଟିଏ deposit ଏଣ୍ଟର୍ କରିବାକୁ ଚାହାନ୍ତି, ତେବେ ଏହା ପରେ Enter Another Deposit ଲିଙ୍କରେ କ୍ଲିକ୍ କରନ୍ତୁ
06:34 FrontAccounting ଇଣ୍ଟରଫେସ୍‌କୁ ଫେରିଯିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ
06:41 ତା’ପରେ bank accountରୁ cash କିମ୍ବା ଅନ୍ୟ accountକୁ କିପରି ଟ୍ରାନ୍ସଫର୍ କରାଯାଏ, ଚାଲନ୍ତୁ ଦେଖିବା
06:49 Transactions ପ୍ୟାନେଲ୍‌ରେ ଥିବା Bank Account Transfers ଲିଙ୍କରେ କ୍ଲିକ୍ କରନ୍ତୁ
06:55 ଏଠାରେ Bank Balance ତିନି ଲକ୍ଷ ଟଙ୍କା ପ୍ରଦର୍ଶିତ ହେଉଥିବା ଲକ୍ଷ୍ୟ କରନ୍ତୁ.

ପୂର୍ବେ ଏହି ଧନରାଶିକୁ deposite କରାଯାଇଥିବା ମନେପକାନ୍ତୁ

07:05 To Account ଫିଲ୍ଡରେ Petty Cash account ଚୟନ କରନ୍ତୁ.
07:10 Amount ଫିଲ୍ଡରେ 20,000 ଲେଖନ୍ତୁ.
07:14 ପ୍ରଦର୍ଶିତ ହେବା ଭଳି Memo ଫିଲ୍ଡରେ ଟାଇପ୍ କରନ୍ତୁ.
07:17 ୱିଣ୍ଡୋର ନିମ୍ନ ଭାଗରେ ଥିବା Enter Transfer ବଟନ୍‌ରେ କ୍ଲିକ୍ କରନ୍ତୁ
07:22 ନୂଆ ୱିଣ୍ଡୋରେ Transfer has been entered ଭାବେ ଗୋଟିଏ ମେସେଜ୍‌କୁ ଆପଣ ଦେଖିପାରିବେ
07:27 ପରବର୍ତ୍ତୀ ଲିଙ୍କ ହେଉଛି View The GL Journal Entries for this Transfer.

entriesକୁ ଦେଖିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ

07:35 ଟ୍ରାନ୍ସଫର୍ ହୋଇଥିବା ରାଶିର transaction ବିବରଣୀ ଥିବା ଗୋଟିଏ ପପ୍-ଅପ୍ ୱିଣ୍ଡୋ ଦୃଶ୍ୟମାନ ହେବ
07:42 ୱିଣ୍ଡୋର ନିମ୍ନ ଭାଗରେ ଥିବା Close ଲିଙ୍କରେ କ୍ଲିକ୍ କରନ୍ତୁ
07:46 FrontAccounting ଇଣ୍ଟରଫେସ୍‌କୁ ଫେରିଯିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ
07:53 ତା’ପରେ Bank Statementsକୁ ଯାଞ୍ଚ କରନ୍ତୁ
07:57 Transactions ପ୍ୟାନେଲର ଡାହାଣ କଡ଼ରେ ଥିବା Reconcile Bank Account ଲିଙ୍କରେ କ୍ଲିକ୍ କରନ୍ତୁ
08:04 ଏହା company accountsରେ ଥିବା depositsକୁ Bank statement ସହିତ ମେଳ କରିବ
08:10 ଆପଣ Account total, Bank Deposits ଓ Fund transfer ବିବରଣୀକୁ ଦେଖିବାକୁ ପାଇବେ
08:17 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
08:22 ଏହି ଟ୍ୟୁଟୋରିଆଲରେ ଆମେ

ଗୋଟିଏ ନୂଆ Tax ଯୋଡ଼ିବା

08:27 Bank Accounts ସେଟ୍-ଅପ୍ କରିବା
08:30 Deposits ମିଶାଇବା
08:32 Bank Accountକୁ ଧନରାଶି ଟ୍ରାନ୍ସଫର୍ କରିବା ଏବଂ
08:35 Bank Accountକୁ Reconcile କରିବା ଶିଖିଲେ
08:39 ଗୋଟିଏ ଆସାଇନମେଣ୍ଟ ଭାବେ

Deposits ବିକଳ୍ପ ବ୍ୟବହାର କରନ୍ତୁ ଏବଂ Petty Cash accountରେ Rs.10,000 deposit କରନ୍ତୁ

08:48 From ଫିଲ୍ଡରେ Miscellaneous ଚୟନ କରନ୍ତୁ.

Name ପାଇଁ Mr. Rahul ଲେଖନ୍ତୁ

08:54 Petty Cash account ପାଇଁ Reconcile Bank Accountକୁ ଯାଞ୍ଚ କରନ୍ତୁ
08:59 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
09:07 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:18 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
09:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ
09:28 IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep