CellDesigner/C3/Customizing-Diagram-Layout/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, CellDesignerରେ Customizing Diagram Layout ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ Reaction lineର color, shape ଓ widthକୁ ପରିବର୍ତ୍ତନ କରିବା ଶିଖିବା
00:19 ଗୋଟିଏ Reaction lineରେ Anchor pointଗୁଡିକୁ ସଂଯୁକ୍ତ କରିବା, Componentଗୁଡିକୁ Align କରିବା, Reaction idଗୁଡିକୁ Show/hide କରିବା
00:30 କିପରି Componentଗୁଡିକରେ ନୋଟଗୁଡିକୁ ସଂଯୁକ୍ତ କରିବା, Protein ତଥା informationକୁ ଏଡିଟ୍ କରିବା,
00:39 ଏବଂ କିପରି ରେଖାଚିତ୍ରର ଗୋଟିଏ bird’s eye view ପ୍ରାପ୍ତ କରିବା ଏହା ମଧ୍ୟ ଆମେ ଶିଖିବା
00:44 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ Ubuntu Linux OS version 14.04, CellDesigner version 4.3 ଓ Java version 1.7 ବ୍ୟବହାର କରୁଛି
01:01 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣ ନିଶ୍ଚିତରୂପେ ଅଣ୍ଡରଗ୍ରାଜୁଏଟ୍ Biochemistry ଓ CellDesignerର ଇଣ୍ଟରଫେସ୍ ସହିତ ପରିଚିତ ଥିବା ଆବଶ୍ୟକ
01:12 ଯଦି ନାହିଁ ତେବେ ସମ୍ପର୍କୀତ CellDesigner tutorials ପାଇଁ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ଯା’ନ୍ତୁ
01:20 ଚାଲନ୍ତୁ ଆରମ୍ଭ କରିବା
01:22 ପୂର୍ବ ଟ୍ୟୁଟୋରିଆଲଗୁଡିକ ମଧ୍ୟରୁ ଗୋଟିକରେ ଆସାଇନମେଣ୍ଟ ଭାବେ Methionine Biosynthesis ପାଇଁ ଗୋଟିଏ process diagram ନିର୍ମାଣ କରିବାର ଥିଲା
01:32 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ସମାନ ରେଖାଚିତ୍ରକୁ ଉଦାହରଣ ଭାବେ ବ୍ୟବହାର କରିବାକୁ ଯାଉଛି. ଏବଂ ଏହାକୁ କିପରି କଷ୍ଟମାଇଜ୍ କରାଯାଏ ମୁଁ ପ୍ରଦର୍ଶନ କରିବି
01:43 CellDesigner ଇଣ୍ଟରଫେସକୁ ଫେରିଆସନ୍ତୁ
01:47 ଏଠାରେ Methionine Biosynthesis ପାଇଁ process diagram ଥିବା ଦେଖିପାରିବେ
01:53 ଏଠାରେ ଟ୍ୟୁଟୋରିଆଲକୁ ପଜ୍ କରିବା ସହିତ ଆପଣ ସୃଷ୍ଟି କରିଥିବା Methionine Biosynthesis process diagramକୁ ଖୋଲନ୍ତୁ
02:01 ଯଦି ଆପଣଙ୍କ ପାଖରେ ସେଭ୍ ହୋଇଥିବା ଫାଇଲ୍ ନାହିଁ ତେବେ ଉପଲବ୍ଧ ଥିବା କୋଡ୍ ଫାଇଲକୁ ଖୋଲିପାରିବେ
02:08 ବର୍ତ୍ତମାନ diagramକୁ କଷ୍ଟମାଇଜ୍ କରିବା ଆରମ୍ଭ କରନ୍ତୁ
02:12 Cell designer ଇଣ୍ଟରଫେସକୁ ଫେରିଆସନ୍ତୁ
02:16 ଆରମ୍ଭ କରିବା ପାଇଁ ମୁଁ ଗୋଟିଏ Reaction lineର ପ୍ରସ୍ଥ ଓ ରଙ୍ଗକୁ ପରିବର୍ତ୍ତନ କରିବି
02:22 ଏହା କରିବା ପାଇଁ ମୁଁ Homoserine ଓ Succinyl homoserine ମଧ୍ୟରେ ଥିବା State Transitionକୁ ଚୟନ କରୁଛି
02:30 ବର୍ତ୍ତମାନ ମୁଖ୍ୟ ମେନୁ ବାରରେ ଥିବା Componentକୁ ଯା’ନ୍ତୁ
02:35 ଏବଂ ବିକଳ୍ପ Change color & shape ଉପରେ କ୍ଲିକ୍ କରନ୍ତୁ
02:39 ଅନ୍ୟ ଭାବେ ଗୋଟିଏ Reaction line ଉପରେ ରାଇଟ୍ କ୍ଲିକ୍ କରିବା ସହିତ ବିକଳ୍ପ Change color & shapeକୁ ଚୟନ କରନ୍ତୁ
02:47 ସ୍କ୍ରୀନ୍ ଉପରେ Change color & shape ନାମକ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
02:53 ଗୋଟିଏ ମୋଟା Reaction line ପାଇଁ, Line Widthକୁ 1.0ରୁ ଉଚ୍ଚତର ଭେଲ୍ୟୁକୁ ପରିବର୍ତ୍ତନ କରନ୍ତୁ
03:02 ମୁଁ ଏହାକୁ 3.0ରେ ପରିବର୍ତ୍ତନ କରିବି
03:06 Reaction lineର ରଙ୍ଗକୁ ପରିବର୍ତ୍ତନ କରିବା ପାଇଁ, Color panelକୁ ଯା’ନ୍ତୁ
03:12 ଆମେ Color panelରେ ହ୍ୟାଣ୍ଡଲ୍ ଭଳି ଗୋଟିଏ ପଏଣ୍ଟର୍ ସହିତ ଗୋଟିଏ ବର୍ଣ୍ଣ ଚକ୍ର ଥିବା ଦେଖିପାରିବା
03:19 ପଏଣ୍ଟରକୁ କ୍ଲିକ୍ କରି ଦାବି ଧରିବା ସହିତ ଆବଶ୍ୟକ ରଙ୍ଗକୁ ଚୟନ କରିବା ପାଇଁ ରୋଟେଟ୍ କରନ୍ତୁ
03:25 ମୁଁ ନୀଳ ରଙ୍ଗର ଗୋଟିଏ ସେଡକୁ ଚୟନ କରିବି
03:28 ତା’ପରେ କଲର୍ ଟ୍ରାୟେଙ୍ଗଲ୍ ମଧ୍ୟସ୍ଥ ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
03:34 ବର୍ତ୍ତମାନ ପଏଣ୍ଟରରେ ଥିବା ଛୋଟ ସର୍କଲ୍ ଉପରେ କ୍ଲିକ୍ ଓ ଡ୍ରପ୍ କରନ୍ତୁ
03:40 ତା’ପରେ ସମସ୍ତ ରୂପାନ୍ତର ସମ୍ପୂର୍ଣ୍ଣ ହେଲା ପରେ Applyରେ ଏବଂ ତା’ପରେ Okରେ କ୍ଲିକ୍ କରନ୍ତୁ
03:48 ବର୍ତ୍ତମାନ Reaction line ଅଧିକ ମୋଟା ଏବଂ ନୀଳ ରଙ୍ଗ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ
03:55 ତା’ପରେ Reaction lineରେ କିପରି Anchor pointଗୁଡିକୁ ସଂଯୁକ୍ତ କରାଯାଏ ଚାଲନ୍ତୁ ଶିଖିବା
04:01 ଏବଂ Anchor pointଗୁଡିକ କାହିଁକି ଦରକାରୀ- Reaction linesକୁ ଫେରିଆସନ୍ତୁ,
04:09 ସେଗୁଡିକୁ ସଠିକ୍ ଆକାର ପ୍ରଦାନ କରିବା ସହିତ draw areaର ସଠିକ ସ୍ଥାନରେ ରଖନ୍ତୁ
04:16 CellDesigner interfaceକୁ ଫେରିଆସନ୍ତୁ
04:20 ଯେକୌଣସି ଏକ Reaction lineକୁ ଚୟନ କରନ୍ତୁ
04:23 Homoserine ଓ Succinyl Homoserine ମଧ୍ୟରେ ମୁଁ ସମାନ State Transition reaction lineକୁ ଚୟନ କରିବି
04:31 କର୍ସରକୁ ବ୍ୟବହାର କରି ଏହି ଲାଇନ୍ ଉପରେ Anchor pointକୁ ରଖିବା ପାଇଁ ସଠିକ ଅବସ୍ଥିତିକୁ ଚୟନ କରନ୍ତୁ
04:39 ସଠିକ୍ ପଏଣ୍ଟକୁ ଚୟନ କରିବା ପରେ ରାଇଟ୍ କ୍ଲିକ୍ କରିବା ସହିତ Add Anchor Pointକୁ ଚୟନ କରନ୍ତୁ
04:47 ଆପଣ Reaction line ଉପରିସ୍ଥ ସଠିକ୍ ଅବସ୍ଥିତିରେ ନୂତନ ଭାବେ ସଂଯୁକ୍ତ ହୋଇଥିବା Anchor pointକୁ ଦେଖିପାରିବେ
04:55 ଗୋଟିଏ Reaction lineକୁ ରୂପାନ୍ତର କରିବା ପାଇଁ Anchor Pointଗୁଡିକ କିପରି ସାହାଯ୍ୟ କରିବେ, ମୁଁ ପ୍ରଦର୍ଶନ କରିବି
05:03 ଗୋଟିଏ ନୂତନ ୱିଣ୍ଡୋକୁ ଖୋଲିବା ସହିତ ଏହାକୁ Anchor ଭାବେ ନାମିତ କରନ୍ତୁ. OKରେ କ୍ଲିକ୍ କରନ୍ତୁ
05:11 ବର୍ତ୍ତମାନ GTP/GDP ପାଇଁ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:18 ଏବଂ ଅଂକନ କ୍ଷେତ୍ର ଉପରେ ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
05:22 Reaction line ଉପରେ ରାଇଟ୍ କ୍ଲିକ୍ କରିବା ସହିତ Add Anchor pointରେ କ୍ଲିକ୍ କରନ୍ତୁ
05:29 ଅଂକନ କ୍ଷେତ୍ର ଉପରିସ୍ଥ ଯେକୌଣସି ସ୍ଥାନରେ Reaction lineକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
05:37 ତା’ପରେ draw area ଉପରେ କମ୍ପୋନେଣ୍ଟଗୁଡିକୁ କିପରି align କରାଯାଏ ଦେଖିବା
05:44 Methionineର ବାୟୋସୀନ୍ଥେସିସ୍ ପ୍ରୋସେସ୍ ଡାୟେଗ୍ରାମ୍ ୱିଣ୍ଡୋକୁ ଫେରିଆସନ୍ତୁ
05:50 ହାଇଲାଇଟ୍ ହୋଇଥିବା Reaction lineକୁ ଅନଚେକ୍ କରିବା ପାଇଁ ଅଂକନ କ୍ଷେତ୍ରର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
05:56 ବର୍ତ୍ତମାନ Shiftକୁ ଦାବି ଧରିବା ସହିତ draw area ଉପରେ ଥିବା ଅନେକ Speciesରେ କ୍ଲିକ୍ କରନ୍ତୁ
06:04 Edit ମେନୁକୁ ଯିବା ସହିତ ତଳକୁ ସ୍କ୍ରୋଲ୍ କରି Alignmentକୁ ଚୟନ କରନ୍ତୁ ଏବଂ Alignment typeରେ କ୍ଲିକ୍ କରନ୍ତୁ
06:15 ଅନ୍ୟ ଭାବେ ଟୂଲବାର୍ ଉପରିସ୍ଥ Alignment ପାଇଁ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ
06:21 ଟୂଲବାର୍ ଉପରିସ୍ଥ Alignmentର ଅନ୍ୟାନ୍ୟ ବିକଳ୍ପଗୁଡିକୁ ନିଜେ ଆବିଷ୍କାର କରନ୍ତୁ
06:27 ଏଲାଇନମେଣ୍ଟକୁ ଅଣ୍ଡୁ କରିବା ସହିତ ଆଗକୁ ବଢନ୍ତୁ
06:31 Reaction ଉପରେ କାର୍ଯ୍ୟ କରିବା ସମୟରେ ଆମେ ଗୋଟିଏ process diagram ଉପରେ Reaction idଗୁଡିକୁ କିପରି show/hide କରିବା?
06:39 ଚାଲନ୍ତୁ ତାହା ଶିଖିବା
06:41 Viewକୁ ଯିବା ସହିତ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ Show Reaction Idକୁ ଅନଚେକ୍ କରନ୍ତୁ
06:48 draw area ଉପରିସ୍ଥ ରିଆକ୍ସନଗୁଡିକର ସମ୍ପର୍କିତ Reaction ids ଆଉ ଦେଖାଯିବେ ନାହିଁ
06:55 Reaction Idକୁ ଆପଣ ପ୍ରଦର୍ଶନ କରିବାକୁ ଚାହୁଁଥିବା କ୍ଷେତ୍ରରେ ନିମ୍ନଲିଖିତ କରନ୍ତୁ
07:01 Viewକୁ ଯା’ନ୍ତୁ ତଳକୁ ସ୍କ୍ରୋଲ୍ କରିବା ସହିତ Show Reaction Id ଉପରେ କ୍ଲିକ୍ କରନ୍ତୁ
07:08 reactionଗୁଡିକର ସମ୍ପର୍କୀତ Reaction ids, draw area ଉପରେ ଦୃଶ୍ୟମାନ ହେବେ
07:15 ସମସ୍ତ Componentଗୁଡିକ(Compartment, Species or Reaction)ରେ ଆମେ ନୋଟଗୁଡିକୁ ସଂଯୁକ୍ତ କରିପାରିବା
07:21 ଏହା କିପରି କରାଯାଏ ଚାଲନ୍ତୁ ଶିଖିବା
07:24 draw area ଉପରେ ଥିବା ଗୋଟିଏ Species ଉପରେ ରାଇଟ୍ କ୍ଲିକ୍ କରନ୍ତୁ
07:28 ମୁଁ CoA ଉପରେ କ୍ଲିକ୍ କରିବି
07:32 ତଳକୁ ସ୍କ୍ରୋଲ୍ କରିବା ସହିତ Species Notes ଉପରେ କ୍ଲିକ୍ କରନ୍ତୁ
07:35 ଗୋଟିଏ ପପ୍ ଅପ୍ ମେନୁ ଦୃଶ୍ୟମାନ ହେବ
07:38 Species Notes ନାମକ ଗୋଟିଏ ଡାଇଲଗ୍ ବକ୍ସ ପପ୍ ଅପ୍ ହେବ. Species ସମ୍ପର୍କୀତ ଟେକ୍ସଟ ଟାଇପ୍ କରନ୍ତୁ
07:46 ମୁଁ ନିମ୍ନଲିଖିତ ଟାଇପ୍ କରିବି
07:49 OKରେ କ୍ଲିକ୍ କରନ୍ତୁ
07:51 Notes Areaରେ ନୋଟଗୁଡିକର ସମ୍ବନ୍ଧିତ ତଥ୍ୟ ଦୃଶ୍ୟମାନ ହେବା ଲକ୍ଷ୍ୟ କରନ୍ତୁ
07:58 ଅନ୍ୟ ଭାବେ ଗୋଟିଏ Speciesରେ ନୋଟଗୁଡିକୁ ସଂଯୁକ୍ତ କରିବା ପାଇଁ draw area ଉପରେ ଥିବା ଗୋଟିଏ Species ଉପରେ କ୍ଲିକ୍ କରନ୍ତୁ
08:06 ମୁଁ Succinate ଉପରେ କ୍ଲିକ୍ କରିବି
08:09 ତା’ପରେ Edit Notes ଟାବ୍ ଉପରେ କ୍ଲିକ୍ କରନ୍ତୁ ଯାହା CellDesigner ୱିଣ୍ଡୋର ନିମ୍ନସ୍ଥ ଡାହାଣପଟ କୋଣରେ ଅବସ୍ଥିତ
08:18 ଗୋଟିଏ ପପ୍ ଅପ୍ ୱିଣ୍ଡୋ ଦୃଶ୍ୟମାନ ହେବ
08:21 Species ସମ୍ପର୍କୀତ ଟେକ୍ସଟ ଟାଇପ୍ କରନ୍ତୁ -
08:25 ଟାଇପ୍ କରିବା ସହିତ OKରେ କ୍ଲିକ୍ କରନ୍ତୁ
08:30 ସମାନ ଭାବେ ଆମେ ଗୋଟିଏ Proteinକୁ ଏଡିଟ୍ କରିପାରିବା
08:35 ଏହା କରିବା ପାଇଁ draw area ଉପରେ ଥିବା କମ୍ପୋନେଣ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
08:40 ମୁଁ Homoserine succinyl transferase ଉପରେ କ୍ଲିକ୍ କରିବି
08:46 ତଳକୁ ସ୍କ୍ରୋଲ୍ କରିବା ସହିତ Edit Protein ଉପରେ କ୍ଲିକ୍ କରନ୍ତୁ
08:51 ସ୍କ୍ରୀନ୍ ଉପରେ Protein ନାମକ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
08:55 ନେମ୍ ବକ୍ସରେ Proteinର ନାମକୁ ପ୍ରବେଶ କରନ୍ତୁ
09:00 ମୁଁ ନେମ୍ ବକ୍ସରେ O-succinyltransferase ଟାଇପ୍ କରିବି
09:06 Update ଉପରେ କ୍ଲିକ୍ କରିବା ସହିତ ଡାଇଲଗ୍ ବକ୍ସକୁ ବନ୍ଦ କରନ୍ତୁ
09:11 ଗୋଟିଏ Proteinରେ କ୍ଷେତ୍ରଗୁଡିକୁ ମଧ୍ୟ ସଂଯୁକ୍ତ କରିପାରିବା
09:15 draw area ଉପରେ ଥିବା ଗୋଟିଏ Protein ଉପରେ ରାଇଟ୍ କ୍ଲିକ୍ କରନ୍ତୁ
09:19 ମୁଁ O-succinyltransferase ଉପରେ ରାଇଟ୍ କ୍ଲିକ୍ କରିବି
09:24 ତଳକୁ ସ୍କ୍ରୋଲ୍ କରିବା ସହିତ Edit Protein ଉପରେ କ୍ଲିକ୍ କରନ୍ତୁ
09:29 ସ୍କ୍ରୀନ୍ ଉପରେ Protein ନାମକ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
09:33 residues/regions ଟାବ୍ ଅଧୀନରେ ଥିବା Add ବଟନ୍ ଉପରେ କ୍ଲିକ୍ କରନ୍ତୁ
09:40 ModificationResidue/Bindingregion, ଡାଇଲଗ୍ ବକ୍ସରେ:
09:46 ଡ୍ରପ୍ ଡାଉନ୍ ମେନୁରୁ Binding region ଭାବେ Type ଚୟନ କରନ୍ତୁ
09:52 ଆବଶ୍ୟକ ଭେଲ୍ୟୁରେ କର୍ସରକୁ ଗତିଶୀଳ କରି ଆକାର ତଥା କୋଣକୁ ପରିବର୍ତ୍ତନ କରନ୍ତୁ
09:59 ଏହି ଡେମୋ ପାଇଁ ମୁଁ Sizeକୁ 15 ଭାବେ ଏବଂ Angleକୁ 38 ଭାବେ ଚୟନ କରିବି
10:09 ତା’ପରେ Close ଉପରେ କ୍ଲିକ୍ କରନ୍ତୁ
10:12 Update ଉପରେ କ୍ଲିକ୍ କରନ୍ତୁ
10:14 ଏବଂ ବକ୍ସକୁ ବନ୍ଦ କରନ୍ତୁ
10:17 ଯେହେତୁ ମୋ’ର Methionine Biosynthesisରେ କ୍ଷେତ୍ରକୁ ସଂଯୁକ୍ତ କରିବାର ଆବଶ୍ୟକତା ନାହିଁ, ମୁଁ ପରିବର୍ତ୍ତନଗୁଡିକୁ ଅଣ୍ଡୁ କରିବି
10:25 ତା’ପରେ ତଥ୍ୟକୁ ଏଡିଟ୍ କରିବା ଶିଖିବା
10:30 draw area ଉପରେ ଥିବା componentରେ ରାଇଟ୍ କ୍ଲିକ୍ କରନ୍ତୁ
10:33 ମୁଁ Homoserineରେ କ୍ଲିକ୍ କରିବି
10:37 ତଳକୁ ସ୍କ୍ରୋଲ୍ କରିବା ସହିତ Edit Information ଉପରେ କ୍ଲିକ୍ କରନ୍ତୁ
10:41 ସ୍କ୍ରୀନ୍ ଉପରେ Edit Information ନାମକ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
10:46 ଡାଇଲଗ୍ ବକ୍ସରେ ନିମ୍ନଲିଖିତ କରନ୍ତୁ – state ଟାବ୍ ଅଧୀନରେ Open ଚୟନ କରନ୍ତୁ
10:54 prefix ଟାବ୍ ଅଧୀନରେ mt ଚୟନ କରନ୍ତୁ
10:59 label ଟାବ୍ ଅଧୀନରେ dna ଚୟନ କରନ୍ତୁ
11:04 Okରେ କ୍ଲିକ୍ କରନ୍ତୁ
11:07 ଅଂକନ କ୍ଷେତ୍ର ଉପରେ mt:dna ତଥ୍ୟ ପ୍ରଦର୍ଶିତ ହୋଇଥିବା ଆପଣ ଦେଖିପାରିବେ
11:15 Edit Information କୁ ଅଣ୍ଡୁ କରନ୍ତୁ ଯେହେତୁ ଏହି Methionine Biosynthesis ଆମର ଆବଶ୍ୟକ ନାହିଁ
11:23 କେତେକ କ୍ଷେତ୍ରରେ process diagram ଜଟିଳ ହୋଇପାରେ
11:28 ଏଭଳି କ୍ଷେତ୍ରରେ Bird's eye view ସାହାଯ୍ୟ କରିପାରେ ଯେହେତୁ ଏହାକୁ ଗୋଟିଏ ବଡ ମଡେଲ୍ ମଧ୍ୟରେ ନାଭିଗେଟ୍ କରିବା ସହଜସାଧ୍ୟ ଅଟେ
11:37 Bird's eye ଆଇକନ୍ ଉପରେ କ୍ଲିକ୍ କରନ୍ତୁ
11:41 Bird’s Eye Viewରେ ଥିବା ରେଡ୍ ସ୍କୋୟାରକୁ ଡ୍ରାଗ୍ କରନ୍ତୁ
11:46 draw area ଉପରେ ଥିବା ଭ୍ୟୁ ଅନୁରୂପ ଭାବେ ଗତିଶୀଳ ହେଉଥିବା ଲକ୍ଷ୍ୟ କରନ୍ତୁ
11:52 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
11:56 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ କିପରି ଗୋଟିଏ Reaction lineର color, shape ଓ widthକୁ ପରିବର୍ତ୍ତନ କରିବା,
12:07 ଗୋଟିଏ Reaction lineରେ Anchor pointଗୁଡିକୁ ସଂଯୁକ୍ତ କରିବା, Componentଗୁଡିକୁ ଏଲାଇନ୍ ତଥା Reaction idଗୁଡିକୁ show/hide କରିବା
12:18 ଆମେ Componentଗୁଡିକରେ ନୋଟଗୁଡିକୁ ସଂଯୁକ୍ତ କରିବା ମଧ୍ୟ ଶିଖିଲେ,
12:23 Proteinକୁ ତଥା ତଥ୍ୟକୁ ଏଡିଟ୍ କରିବା,
12:27 ଏବଂ ରେଖାଚିତ୍ରର Bird’s Eye View ପ୍ରାପ୍ତ କରିବା
12:32 ଆସାଇନମେଣ୍ଟ ପାଇଁ CellDesignerରେ ଥିବା ଟୂଲଗୁଡିକୁ ବ୍ୟବହାର କରି ଗୋଟିଏ Glycolysis Process Diagram ସୃଷ୍ଟି କରନ୍ତୁ
12:41 Reaction lineର ବିଭିନ୍ନ ଆକାରଗୁଡିକୁ ଆବିଷ୍କାର କରନ୍ତୁ
12:47 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
12:52 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଦୟାକରି ଏହାକୁ ଡାଉନଲୋଡ୍ କରିଦେଖନ୍ତୁ
12:57 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
13:06 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
13:13 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
13:29 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep