Blender/C2/Types-of-Windows-Properties-Part-4/Oriya
From Script | Spoken-Tutorial
| Time | Narration |
| 00:04 | ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍ |
| 00:07 | ଏହି ଟ୍ୟୁଟୋରିଆଲ୍ Blender 2.59ରେ properties window ଉପରେ ପର୍ଯ୍ୟବସିତ ଅଟେ |
| 00:15 | ଏହି ସ୍କ୍ରିପ୍ଟ Sneha Deorukhkar ଓ Bhanu Prakash ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି |
| 00:28 | ଏହି ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ, Properties ୱିଣ୍ଡୋ କ’ଣ; |
| 00:33 | Properties ୱିଣ୍ଡୋରେ ଥିବା Material panel କ’ଣ; |
| 00:37 | Properties ୱିଣ୍ଡୋରେ ଥିବା Material panelର ବିଭିନ୍ନ ସେଟିଙ୍ଗସ ସବୁ କ’ଣ ଅଟେ ଆମେ ଶିଖିବା |
| 00:44 | Blender interfaceର ମୌଳିକ ଉପା୍ଦାନଗୁଡିକୁ ଆପଣ ଶିଖିଥିବେ ବୋଲି ମୁଁ ଆଶା କରୁଛି |
| 00:49 | ଯଦି ନୁହେଁ ତେବେ, ଦୟାକରି ଆମର Basic Description of the Blender Interface ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
| 00:57 | ସ୍କ୍ରୀନର ଡାହାଣ ପଟେ Properties ୱିଣ୍ଡୋ ଅବସ୍ଥାନ କରେ |
| 01:03 | ପୂର୍ବ ଟ୍ୟୁଟୋରିଆଲରେ Properties windowର ପ୍ରଥମ panel ଏବଂ ସେମାନଙ୍କ ସେଟିଙ୍ଗସକୁ ଦେଖିସାରିଛେ |
| 01:10 | ଚାଲନ୍ତୁ Properties windowର ପରବର୍ତ୍ତି ପ୍ୟାନେଲକୁ ଦେଖିବା |
| 01:14 | ପ୍ରଥମେ, ଆମେ Properties ୱିଣ୍ଡୋକୁ ଭଲ ଭାବେ ଦେଖିବା ଓ ବୁଝିବା ପାଇଁ ରିସାଇଜ୍ କରିବା ଜରୁରୀ ଅଟେ |
| 01:20 | Properties ୱିଣ୍ଡୋର ବାମ ଧାର ଉପରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ ଏବଂ ବାମ ପଟକୁ ଡ୍ରାଗ୍ କରନ୍ତୁ |
| 01:28 | ବର୍ତ୍ତମାନ ଆପଣ Properties ୱିଣ୍ଡୋରେ ଥିବା ଅପଶନଗୁଡିକୁ ଅତି ପ୍ରାଞ୍ଜଳ ଭାବେ ଦେଖିପାରିବେ |
| 01:33 | Blender windowsକୁ କିପରି ରିସାଇଜ୍ କରାଯାଏ ଶିଖିବା ପାଇଁ, How to Change Window Types in Blender ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
| 01:43 | Properties ୱିଣ୍ଡୋର ଉପରିସ୍ଥ ରୋକୁ ଯା’ନ୍ତୁ |
| 01:51 | Properties window ଉପରିସ୍ଥ ରୋରେ ଥିବା Sphere ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 01:58 | ଏହା Material ପ୍ୟାନେଲ୍ ଅଟେ. ଏଠାରେ ଆକ୍ଟିଭ୍ ଅବଜେକ୍ଟରେ ଗୋଟିଏ ନୂତନ ମ୍ୟାଟେରିଆଲକୁ ଯୋଗ କରିପାରିବେ |
| 02:05 | କ୍ୟୁବରେ ଡିଫଲ୍ଟ ଭାବେ ଗୋଟିଏ ଷ୍ଟାଣ୍ଡାର୍ଡ ମ୍ୟାଟେରିଆଲ୍ ଯୋଗ ହୋଇଛି |
| 02:10 | blueରେ ହାଇଲାଇଟ୍ ହୋଇଥିବା ଏହି ମ୍ୟାଟେରିଆଲ୍, Material slotର ଏକ ଅଂଶ ଅଟେ |
| 02:15 | ଗୋଟିଏ ନୂତନ Material slotକୁ ଯୋଗ କରିବା ପାଇଁ, Material Panelର ଉପରିସ୍ଥ ବାମ କୋଣରେ ଥିବା plus ଚିହ୍ନରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 02:24 | ଗୋଟିଏ ନୂତନ ମ୍ୟାଟେରିଆଲକୁ ଯୋଗ କରିବା ପାଇଁ New ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. ସମଗ୍ର ନୂତନ ମ୍ୟାଟେରିଆଲ୍ ଡିଫଲ୍ଟ ଭାବେ ମୌଳିକ ସେଟିଙ୍ଗସ ସହିତ ଯୋଗ ହେବେ |
| 02:34 | ନୂତନ ମ୍ୟାଟେରିଆଲ୍ ସ୍ଲଟକୁ ଡିଲିଟ୍ କରିବା ପାଇଁ ପ୍ଲସ୍ ଚିହ୍ନ ଅଧିନରେ ଥିବା minus ଚିହ୍ନରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 02:41 | ଆପଣ ଆପଣଙ୍କର ମୂଳ ମ୍ୟାଟେରିଆଲକୁ ଫେରିଆସିବେ. ଏହାକୁ White ଭାବେ ନାମିତ କରନ୍ତୁ |
| 02:46 | Material ସ୍ଲଟ୍ ବକ୍ସ ଓ Preview ୱିଣ୍ଡୋ ମଧ୍ୟରେ ଥିବା ID ନେମ୍ ବାରର Material ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 02:55 | କୀବୋର୍ଡରେ White ଟାଇପ୍ କରନ୍ତୁ ଏବଂ Enter କୀ ଦାବନ୍ତୁ |
| 03:01 | ଉଭୟ Material ଓ Material-slot ନେମ୍ whiteକୁ ପରିବର୍ତ୍ତନ ହୋଇଯାଇଛି |
| 03:06 | ଗୋଟିଏ ନୂତନ ମ୍ୟାଟେରିଆଲ୍ ସ୍ଲଟ୍ ଯୋଗ ନ’କରି ମଧ୍ୟ, ଗୋଟିଏ ନୂତନ ମ୍ୟାଟେରିଆଲକୁ ଯୋଗ କରିପାରିବେ |
| 03:12 | Material ID name ବାରର ଡାହାଣପଟେ ଥିବା plus ଚିହ୍ନ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 03:18 | ମ୍ୟାଟେରିଆଲ ସ୍ଲଟରେ ଗୋଟିଏ ନୂତନ ମ୍ୟାଟେରିଆଲ୍ ଯୋଗ ହୋଇଛି. ଏହାକୁ red ଭାବେ ନାମିତ କରନ୍ତୁ. ଏହା ଆପଣ ଅନୁମାନ କରିଥିଲେ |
| 03:27 | ମ୍ୟାଟେରିଆଲର କଲରକୁ White ରୁ Redକୁ ପରିବର୍ତ୍ତନ କରନ୍ତୁ |
| 03:31 | କିନ୍ତୁ ପ୍ରଥମେ, Material ID name ବାରର ନିମ୍ନରେ ଥିବା ବଟନଗୁଡିକର ରୋ ଉପରେ ଟିକେ ନଜର ପକାଇଦିଅନ୍ତୁ |
| 03:37 | Surface, ଆକ୍ଟିଭ୍ ଅବଜେକ୍ଟର ମ୍ୟାଟେରିଆଲକୁ ଏହାର ସର୍ଫେସ୍ ଭାବେ ରେଣ୍ଡର୍ କରିଥାଏ |
| 03:44 | ବ୍ଲେଣ୍ଡରରେ ଏହା default render material ଅଟେ |
| 03:48 | ବହୁଭୁଜ ବିଶିଷ୍ଟ ଅବଜେକ୍ଟର କେବଳ ଧାରଗୁଡିକ ପ୍ରଦର୍ଶନ ସହିତ, Wire ମ୍ୟାଟେରିଆଲକୁ ଗୋଟିଏ wired ମେଶ୍ ଭାବେ ରେଣ୍ଡର୍ କରିଥାଏ |
| 03:55 | ଏହା ଗୋଟିଏ ଉପଯୋଗୀ ଟୂଲ୍ ଅଟେ ଯାହା modeling ଓ rendering ସମୟକୁ ସେଭ୍ କରେ |
| 04:00 | ଆମେ ବ୍ଲେଣ୍ଡରରେ ମଡେଲିଙ୍ଗ ଉପରେ ଥିବା ଅତି ଆଧୁନିକ ଟ୍ୟୁଟୋରିଆଲଗୁଡିକରେ wired mesh, edges ଓ polygons ବିଷୟରେ ଶିଖିବା |
| 04:09 | Volume, ମ୍ୟାଟେରିଆଲକୁ, ଆକ୍ଟିଭ୍ ଅବଜେକ୍ଟର ସମ୍ପୂର୍ଣ୍ଣ ଭଲ୍ୟୁମ୍ ଭାବେ ରେଣ୍ଡର୍ କରିଥାଏ |
| 04:15 | Surface ଓ Wire ପାଇଁ ମ୍ୟାଟେରିଆଲ୍ ସେଟିଙ୍ଗସ ଅନ୍ୟମାନଙ୍କ ଠାରୁ ଭିନ୍ନ ଆଟେ |
| 04:20 | ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ Volume Materialକୁ ବ୍ୟବହାର କଲା ସମୟରେ, ସେହି ସେଟିଙ୍ଗସଗୁଡିକୁ ସମ୍ପୂର୍ଣ୍ଣ ଭାବେ ଦେଖିବା |
| 04:26 | Halo, ମ୍ୟାଟେରିଆଲକୁ, ଆକ୍ଟିଭ୍ ଅବଜେକ୍ଟର ଚାରିପଟେ ଥିବା ହେଲୋ ପାର୍ଟିକଲ୍ ଭାବେ ରେଣ୍ଡର୍ କରିଥାଏ |
| 04.32 | ପୁନର୍ବାର ମ୍ୟାଟେରିଆଲ୍ ସେଟିଙ୍ଗସ ପରିବର୍ତ୍ତନ ହୋଇଯାଇଛି |
| 04:36 | ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ Halo Materialକୁ ବ୍ୟବହାର କଲା ସମୟରେ, ସେହି ସେଟିଙ୍ଗସଗୁଡିକୁ ସମ୍ପୂର୍ଣ୍ଣ ଭାବେ ଦେଖିବା |
| 04:42 | ଧ୍ୟାନ ଦିଅନ୍ତୁ ଯେ 3D viewରେ ଏହି ସମସ୍ତ ଅପଶନଗୁଡିକ ମଧ୍ୟରୁ କୌଣସିଟି ଦୃଶ୍ୟମାନ ହେବ ନାହିଁ |
| 04:47 | ଏହାର କାରଣ ଏଗୁଡିକୁ କେବଳ Render Displayରେ ଦେଖାଯାଇପାରିବ |
| 04:52 | ରେଣ୍ଡର୍ ଡିଷ୍ପ୍ଲେ ବିଷୟରେ ଶିଖିବା ପାଇଁ, Types of windows Properties part 1ରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
| 05:02 | Surfaceକୁ ଫେରିଆସନ୍ତୁ. Surface material ପାଇଁ ଥିବା ସେଟିଙ୍ଗସକୁ ଦେଖିପାରିବେ |
| 05:05 | Preview window ନିମ୍ନରେ ଅଛି ଯାହା ରେଣ୍ଡର୍ ହୋଇଥିବା ମ୍ୟାଟେରିଆଲର ଗୋଟିଏ ପ୍ରିଭ୍ୟୁକୁ ପ୍ରଦର୍ଶନ କରେ |
| 05:17 | ଡାହାଣ ପଟେ ଥିବା ଗୋଟିଏ columnରେ, ବିଭିନ୍ନ ପ୍ରିଭ୍ୟୁ ଅପଶନଗୁଡିକ ପାଇଁ button ଗୁଡିକ ଅଛି- |
| 05:22 | Plane, |
| 05:24 | Sphere, |
| 05:26 | Cube, |
| 05:29 | Monkey, |
| 05:32 | Hair, |
| 05:34 | ଓ Sky. ବର୍ତ୍ତମାନ ଚାଲନ୍ତୁ ମ୍ୟାଟେରିଆଲର କଲରକୁ white ରୁ redକୁ ପରିବର୍ତ୍ତନ କରିବା |
| 05:42 | Diffuseକୁ ଯା’ନ୍ତୁ. Diffuse ଅଧିନରେ ଥିବା white bar ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 05:49 | ଗୋଟିଏ କଲର୍ ମେନୁ ଦୃଶ୍ୟମାନ ହେବ. ଏହି ମେନୁରୁ ଯେକୌଣସି କଲରକୁ ଚୟନ କରିପାରିବେ. ରେଡ୍ ଚୟନ କରନ୍ତୁ. |
| 05:59 | କଲର୍ ସର୍କଲର କେନ୍ଦ୍ରରେ ଥିବା white-dot ଉପରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ |
| 06:05 | circleର ରେଡ୍ କ୍ଷେତ୍ରଆଡକୁ mouseକୁ ଡ୍ରାଗ୍ କରନ୍ତୁ |
| 06:11 | 3D-viewରେ cubeର କଲର୍ white ରୁ redକୁ ଏବଂ Material panelରେ ଥିବା preview window ପରିବର୍ତ୍ତନ ହୋଇଯିବ |
| 06:22 | ଅନ୍ୟ ମାର୍ଗ ହେଉଛି, Diffuse ଅଧିନରେ ଥିବା red bar ଉପରେ ପୁନର୍ବାର ଲେଫ୍ଟ କ୍ଲିକ୍ କରନ୍ତୁ |
| 06:28 | କଲର୍ ସର୍କଲର ନିମ୍ନରେ ଥିବା R, G, B ନାମକ ତିନୋଟି ବାରକୁ ଦେଖିପାରୁଛନ୍ତି? |
| 06:35 | Rରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ 1 (one) ଟାଇପ୍ କରନ୍ତୁ ଏବଂ Enter କୀକୁ ଦାବନ୍ତୁ |
| 06:43 | G ରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ 0 (zero) ଟାଇପ୍ କରନ୍ତୁ ଏବଂ Enter କୀକୁ ଦାବନ୍ତୁ |
| 06:52 | B ରେ ଲେଫ୍ଟ କ୍ଲିକ୍ କରନ୍ତୁ . କୀବୋର୍ଡରେ 0 (zero) ଟାଇପ୍ କରନ୍ତୁ ଏବଂ Enter କୀକୁ ଦାବନ୍ତୁ. ବର୍ତ୍ତମାନ cubeର କଲର୍ ପୂର୍ଣ୍ଣ ରେଡ୍ ହୋଇଛି |
| 07:05 | ସେହିପରି, Specular ଅଧିନରେ ଥିବା white bar ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. colour menuରୁ ଯେକୌଣସି କଲରକୁ ଚୟନ କରନ୍ତୁ |
| 07:14 | ଗ୍ରୀନ୍ ଚୟନ କରନ୍ତୁ |
| 07:17 | ଦେଖନ୍ତୁ, କ୍ୟୁବର ଚମକ whiteରୁ ହାଲୁକା ଗ୍ରୀନକୁ ପରିବର୍ତ୍ତନ ହୋଇଯାଇଛି |
| 07:22 | ବର୍ତ୍ତମାନ ପୁନର୍ବାର ଯଦି white ମ୍ୟାଟେରିଆଲକୁ ବ୍ୟବହାର କରିବାକୁ ଚାହାଁନ୍ତି, କ’ଣ କରିବେ? କିପରି ଏହାକୁ ଫେରିପାଇବେ? |
| 07:29 | Material ID name barକୁ ଯା’ନ୍ତୁ. ଏଠାରେ ନେମ୍ ବାରର ବାମ ପଟକୁ ଅନ୍ୟ ଏକ sphere ଆଇକନ୍ ଅଛି |
| 07:37 | sphere iconରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା Material menu ଅଟେ |
| 07:43 | sceneରେ ବ୍ୟବହାର ହୋଇଥିବା ସମସ୍ତ ମ୍ୟାଟେରିଆଲ୍ ଏଠାରେ ତାଲିକାଭୁକ୍ତ ହୋଇଛି. ବର୍ତ୍ତମାନ ଏଠାରେ, କେବଳ ଦୁଇଟି ମ୍ୟାଟେରିଆଲ୍ –Red ଓ Whiteର ପ୍ରଦର୍ଶନ ହୋଇଛି |
| 07:53 | Whiteରେ ଲେଫ୍ଟ କ୍ଲିକ୍ କରନ୍ତୁ. ପୁଣି ଥରେ, କ୍ୟୂବ୍ redରୁ whiteକୁ ପରିବର୍ତ୍ତନ ହୋଇଯିବ |
| 08:00 | Diffuse ଓ specular ଉଭୟର ନିମ୍ନରେ, Intensity ବାରଗୁଡିକ ଅଛନ୍ତି |
| 08:05 | ଡିଫଲ୍ଟ ଭାବେ, Diffuse ପାଇଁ Intensity, 0.8 ଏବଂ Specular ପାଇଁ 0.5 ଅଟେ |
| 08:15 | ଆବଶ୍ୟକ ହେଉଥିବା material finishର ପ୍ରକାର ଅନୁସାରେ, ଏଗୁଡିକୁ ପରିବର୍ତ୍ତନ କରାଯାଇପାରେ |
| 08:21 | Matt finish ଅର୍ଥ, ଉଭୟ Diffuse ଓ Specularରେ କମ୍ ଇଣ୍ଟେନସିଟୀ |
| 08:27 | ଉଦାହରଣସ୍ଵରୂପ, ଗୋଟିଏ ପ୍ରାକୃତିକ wood ମ୍ୟାଟେରିଆଲର ଏକ Matt finish ରହିବ |
| 08:33 | ଗୋଟିଏ Glossy finish ଅର୍ଥ, Diffuse ଓ Specularରେ ଅଧିକ ଇଣ୍ଟେନସିଟୀ |
| 08:39 | ଉଦାହରଣସ୍ଵରୂପ, ଗୋଟିଏ car paint ମ୍ୟାଟେରିଆଲର ଏକ Glossy finish ରହିବ |
| 08:46 | ବ୍ଲେଣ୍ଡରରେ Diffuse ପାଇଁ Lambert ହେଉଛି ଡିଫଲ୍ଟ shader |
| 08:52 | Lambertରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା Diffuse shader menu ଅଟେ |
| 08:57 | ଏଠାରେ, ନିଜର ଆବଶ୍ୟକ shaderକୁ ଚୟନ କରିପାରିବେ ଯେପରି Fresnel, Minnaert, Toon, Oren-Nayar ଓ Lambert |
| 09:08 | Intensity ଭଳି, ବିଭିନ୍ନ ପ୍ରକାରର ମ୍ୟାଟେରିଆଲ୍ ପାଇଁ, shaderଗୁଡିକ ମଧ୍ୟ ଭିନ୍ନ ଅଟେ. ଉଦାହରଣସ୍ଵରୂପ, ଗୋଟିଏ ଗ୍ଲାସ୍ ମ୍ୟାଟେରିଆଲ୍, Fresnel shaderକୁ ବ୍ୟବହାର କରିବ |
| 09:19 | ସେହିପରି, ବ୍ଲେଣ୍ଡରରେ specular ପାଇଁ CookTorr ହେଉଛି ଡିଫଲ୍ଟ shader |
| 09:25 | CookTorrରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା Specular Shader menu ଅଟେ |
| 09:32 | Blinn ଓ Phong ଅତି ସାଧାରଣ specular shaders ଅଟନ୍ତି, ଯାହା 90% ମ୍ୟାଟେରିଆଲଗୁଡିକ ପାଇଁ ବ୍ୟବହୃତ ହୁଏ |
| 09:40 | Hardness, ଅବଜେକ୍ଟର specularity କିମ୍ବା shininessର ବିସ୍ତାରକୁ ନିର୍ଦ୍ଧାରଣ କରେ |
| 09:48 | Hardness 50ରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ, 100 ଟାଇପ୍ କରି Enter କୀ ଦାବନ୍ତୁ |
| 09:57 | preview sphere ଉପରେ ସ୍ପେକୁଲାର୍ ଏରିଆ କ୍ଷୁଦ୍ର ହୋଇ ଗୋଟିଏ ଛୋଟ ସର୍କଲରେ ପରିଣତ ହୋଇଛି |
| 10:04 | Hardness 100ରେ ପୁନର୍ବାର ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ, 10 ଟାଇପ୍ କରି Enter କୀ ଦାବନ୍ତୁ |
| 10:13 | ବର୍ତ୍ତମାନ, ସ୍ପେକୁଲାର୍ ଏରିଆ ବୃହତ୍ ହୋଇଛି ଏବଂ preview sphere ଉପରେ ବିସ୍ତାରିତ ହୋଇଛି |
| 10:20 | ଏଗୁଡିକ Material panelର ମୌଳିକ ସେଟିଙ୍ଗସ ଅଟନ୍ତି |
| 10:25 | ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଅନ୍ୟ ସେଟିଙ୍ଗସଗୁଡିକ ଆଲୋଚିତ ହେବ |
| 10:29 | ବର୍ତ୍ତମାନ ଆଗକୁ ବଢିବା ସହିତ ଗୋଟିଏ ନୂତନ ଫାଇଲ୍ ସୃଷ୍ଟି କରନ୍ତୁ; |
| 10:33 | cubeରେ ଗୋଟିଏ ନୂତନ material ଯୋଗ କରନ୍ତୁ ଏବଂ ଏହାର କଲରକୁ Blueରେ ପରିବର୍ତ୍ତନ କରନ୍ତୁ |
| 10:39 | ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:48 | ଏହା ଉପରେ ଅଧିକ ବିବରଣୀ oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ |
| 11:08 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ |
| 11:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 11:14 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
| 11:19 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ଲେଖନ୍ତୁ |
| 11:25 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି |
| 11:27 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |