Blender/C2/How-to-Change-Window-types-in-Blender/Oriya
From Script | Spoken-Tutorial
| Time | Narration |
| 00:03 | ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍ |
| 00:07 | ଏହି ଟ୍ୟୁଟୋରିଆଲ୍ Blender 2.59ରେ How to Change Window Types ଉପରେ ପର୍ଯ୍ୟବସିତ ଅଟେ |
| 00:16 | ଏହି ସ୍କ୍ରିପ୍ଟ Bhanu Prakashଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି |
| 00:26 | ଏହି ଟ୍ୟୁଟୋରିଆଲ୍ ଦେଖିସାରିଲା ପରେ, ଆପଣ Blender interfaceରେ ଯେକୌଣସି ୱିଣ୍ଡୋକୁ କିପରି ରିସାଇଜ୍ କରାଯାଏ ଶିଖିବେ |
| 00:36 | ବିଭିନ୍ନ ୱିଣ୍ଡୋଗୁଡିକ ମଧ୍ୟରେ କିପରି ଟୋଗଲ୍ କରିବେ; |
| 00:40 | କିପରି ୱିଣ୍ଡୋଗୁଡିକୁ ଷ୍ପ୍ଲିଟ୍ କରିବେ ଏବଂ ପୁନର୍ବାର ସେମାନଙ୍କୁ ମର୍ଜ୍ କରିବେ ଏବଂ |
| 00:46 | କିପରି ଯେକୌଣସି ୱିଣ୍ଡୋକୁ full screen mode କରିବା ପାଇଁ ମାକ୍ସିମାଇଜ୍ କରିବେ |
| 00:55 | ଆଶା କରୁଛି ଯେ ଆପଣ Blender interfaceର ମୌଳିକ ଉପାଦାନଗୁଡିକ ବିଷୟରେ ଜାଣିଥିବେ |
| 01:01 | ଯଦି ନୁହେଁ ତେବେ, ଦୟାକରି ନିମ୍ନଲିଖିତ ଟ୍ୟୁଟୋରିଆଲଗୁଡିକର ସାହାଯ୍ୟ ନିଅନ୍ତୁ- |
| 01:05 | Basic Description of the Blender Interface |
| 01:11 | ବ୍ଲେଣ୍ଡର୍ ଇଣ୍ଟରଫେସରେ ଉପସ୍ଥିତ ଥିବା ବିଭିନ୍ନ ପ୍ରକାରର windowsକୁ ଆପଣ ଦେଖିସାରିଥିବେ |
| 01:17 | ଏହି ୱିଣ୍ଡୋଗୁଡିକୁ ରିସାଇଜ୍ କରିପାରିବେ |
| 01:21 | Outliner ୱିଣ୍ଡୋର ବାମପଟ ଧାର ଆଡକୁ mouse କର୍ସରକୁ ଚାଳନା କରନ୍ତୁ |
| 01:28 | ଆପଣ ଗୋଟିଏ ଡବଲ୍-ହେଡେଡ୍ ଆରୋ ଦେଖିବାକୁ ପାଇବେ |
| 01:32 | ବର୍ତ୍ତମାନ ଲେଫ୍ଟ କ୍ଲିକ୍ କରି ଆପଣଙ୍କ mouseକୁ ଡ୍ରାଗ୍ କରନ୍ତୁ |
| 01:37 | mouseର ଚାଳନା ଅନୁସାରେ Outliner ୱିଣ୍ଡୋ ରିସାଇଜ୍ ହେବ |
| 01:45 | ବର୍ତ୍ତମାନ mouse cursorକୁ Outliner ୱିଣ୍ଡୋର ନିମ୍ନ ଧାରଆଡକୁ ଚାଳନା କରନ୍ତୁ |
| 01:51 | ପୁନର୍ବାର, ଆପଣ ଗୋଟିଏ ଡବଲ୍-ହେଡେଡ୍ ଆରୋ ଦେଖିବାକୁ ପାଇବେ |
| 01:55 | ଲେଫ୍ଟ କ୍ଲିକ୍ କରି ଆପଣଙ୍କ mouseକୁ ଡ୍ରାଗ୍ କରନ୍ତୁ |
| 01:59 | mouseର ଚାଳନା ଅନୁସାରେ Outliner ୱିଣ୍ଡୋ ରିସାଇଜ୍ ହେବ |
| 02:07 | ଏହିପରି ଭାବେ ଆପଣ ଯେକୌଣସି ୱିଣ୍ଡୋକୁ Blender interfaceରେ ରିସାଇଜ୍ କରିପାରିବେ |
| 02:14 | ବର୍ତ୍ତମାନ ଚାଲନ୍ତୁ Blender interfaceରେ ଥିବା ୱିଣ୍ଡୋଗୁଡିକ ମଧ୍ୟରେ କିପରି toggle କରାଯାଏ ଦେଖିବା |
| 02:22 | 3D viewର ବାମପଟ କୋଣକୁ ଯା’ନ୍ତୁ |
| 02:27 | ଏଠାରେ ଅପ୍ ଓ ଡାଉନ୍ ଆରୋ ସହିତ ଗୋଟିଏ ବଟନ୍ ଅଛି, ସାମ୍ପ୍ରତିକ editorର ପ୍ରକାରକୁ ପ୍ରଦର୍ଶନ କରୁଛି |
| 02:35 | ବଟନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 02:38 | windowର ବିଭିନ୍ନ ଅପଶନଗୁଡିକୁ ଧାରଣ କରିଥିବା ଗୋଟିଏ menu ଖୋଲିବ |
| 02:42 | ଏହା Editor type ମେନୁ ଅଟେ |
| 02:46 | ଏହି ମେନୁ ବ୍ଲେଣ୍ଡର୍ ଇଣ୍ଟରଫେସର ପ୍ରତ୍ୟେକ ୱିଣ୍ଡୋର ବାମ ପଟ କୋଣରେ ଉପସ୍ଥିତ ଥାଏ |
| 02:52 | ଏବଂ ବିଭିନ୍ନ ୱିଣ୍ଡୋଗୁଡିକ ମଧ୍ୟରେ ଟୋଗଲ୍ କରିବା ପାଇଁ ବ୍ୟବହୃତ ହୁଏ |
| 02:59 | menu ଅପଶନଗୁଡିକ ଉପରେ ଆପଣଙ୍କ ମାଉସକୁ ଚାଳନା କରନ୍ତୁ |
| 03:04 | ସର୍ଟକଟ୍ ପାଇଁ, ଆପଣ ଆପଣଙ୍କ କୀବୋର୍ଡରେ ଥିବା ଅପ୍ ଓ ଡାଉନ୍ ଆରୋ କୀଗୁଡିକୁ ବ୍ୟବହାର କରିପାରିବେ |
| 03:12 | UV/Image Editor ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 03:16 | 3D view, UV/Image editorକୁ ପରିବର୍ତ୍ତିତ ହୋଇଯିବ |
| 03:25 | ପୁନର୍ବାର Editor type ମେନୁ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ ଏବଂ 3D viewକୁ ଚୟନ କରନ୍ତୁ |
| 03:31 | ବର୍ତ୍ତମାନ ଆପଣ 3D viewକୁ ଫେରିଆସନ୍ତୁ |
| 03:36 | ଏହି ପରି ଆପଣ Editor type menu ବ୍ୟବହାର କରି ବିଭିନ୍ନ ୱିଣ୍ଡୋଗୁଡିକ ମଧ୍ୟରେ ଟୋଗଲ୍ କରିପାରିବେ |
| 03:47 | default 3D viewକୁ ଚାରି ଭାଗରେ ବିଭକ୍ତ କରାଯାଇପାରିବ |
| 03:53 | 3D viewକୁ ବିଭକ୍ତ କରିବା ପାଇଁ ଦୁଇଟି ମାର୍ଗ ଅଛି |
| 03:57 | ପ୍ରଥମଟି ହେଉଛି, 3D viewର ନିମ୍ନ ବାମପଟ କୋଣରେ, Editor type ମେନୁ ପରେ ଥିବା View ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 04:07 | ଉପରୁ ଦ୍ଵିତୀୟ ଅପଶନ୍ ଯାହା Toggle Quad view ଅଟେ, ଚୟନ କରନ୍ତୁ |
| 04:13 | ସର୍ଟକଟ୍ ପାଇଁ, Ctrl, Alt & Q ଦାବନ୍ତୁ |
| 04:20 | 3D view ନିମ୍ନଲିଖିତ ଚାରି ଭାଗରେ ବିଭକ୍ତ ହୋଇଯିବ- |
| 04:26 | Top view, Front view, Right view ଓ Camera view |
| 04:38 | ବ୍ଲେଣ୍ଡରରେ modeling ଓ animating କଲା ସମୟରେ ଏହା ଆପଣଙ୍କ ପାଇଁ ଅତି ଉପଯୋଗୀ ହେବ |
| 04:47 | Quad viewକୁ ବନ୍ଦ କରିବା ପାଇଁ Ctrl, Alt & Qକୁ ଦାବନ୍ତୁ |
| 04:55 | space barକୁ ଦାବନ୍ତୁ ଏବଂ ସର୍ଚ ସ୍ଥାନରେ Toggle ଟାଇପ୍ କରନ୍ତୁ |
| 05:05 | ତାଲିକାରୁ Toggle Quad view ଅପଶନକୁ ଚୟନ କରନ୍ତୁ |
| 05:12 | Quad viewକୁ କାର୍ଯ୍ୟକାରୀ କରିବା ପାଇଁ ଏହା ଦ୍ଵିତୀୟ ମାର୍ଗ ଅଟେ |
| 05:18 | Quad viewକୁ ବନ୍ଦ କରିବା ପାଇଁ Ctrl, Alt & Qକୁ ଦାବନ୍ତୁ |
| 05:27 | ଆପଣ ବ୍ଲେଣ୍ଡରର ଡିଫଲ୍ଟ Camera viewକୁ ଫେରିଆସନ୍ତୁ |
| 05:33 | Blender interfaceରେ ଡିଫଲ୍ଟ ଭାବେ ଉପସ୍ଥିତ ଥିବା ପଞ୍ଚୋଟି ବିଭିନ୍ନ ୱିଣ୍ଡୋ ବ୍ୟତିତ, |
| 05:39 | ଆପଣ କ୍ଷେତ୍ରକୁ ବିଭକ୍ତ କରି ବ୍ଲେଣ୍ଡର ଇଣ୍ଟରଫେସରେ ନୂତନ ୱିଣ୍ଡୋଗୁଡିକୁ ଯୋଗ କରିପାରିବେ |
| 05:46 | ପୁନର୍ବାର ଏହାକୁ କରିବା ପାଇଁ ଦୁଇଟି ମାର୍ଗ ଅଛି |
| 05:50 | ମୁଁ ଏହାକୁ Outliner windowରେ ପ୍ରଦର୍ଶନ କରିବି |
| 05:55 | ଗୋଟିଏ plus ଚିହ୍ନ ଦୃଶ୍ୟମାନ ହେଲା ପର୍ଯ୍ୟନ୍ତ, mouse cursorକୁ Outliner ୱିଣ୍ଡୋର ନିମ୍ନ ବାମ କୋଣରେ ଥିବା ତିନୋଟି ସ୍ଲାଣ୍ଟେଡ୍ ବା ହ୍ୟାଚଡ ଲାଇନ ଆଡକୁ ଚାଳନା କରନ୍ତୁ |
| 06:07 | ଲେଫ୍ଟ କ୍ଲିକକୁ ଦାବି ଧରି ମାଉସକୁ ଡାହାଣ ପଟକୁ ଡ୍ରାଗ୍ କରନ୍ତୁ |
| 06:12 | ବର୍ତ୍ତମାନ Outliner ୱିଣ୍ଡୋ ଦୁଇଟି ନୂତନ ପ୍ୟାନେଲରେ ବିଭକ୍ତ ହୋଇଯିବ |
| 06:19 | ପ୍ରତ୍ୟେକ ନୂତନ ପ୍ୟାନେଲର ନିଜର ଟୁଲ୍ ସେଟ୍ ଅଛି |
| 06:26 | ବର୍ତ୍ତମାନ ଆମେ, ଦୁଇ ନୂତନ ପ୍ୟାନେଲକୁ ପୁନର୍ବାର ମର୍ଜ୍ କରିବା ପାଇଁ ସମାନ ଉପାୟ ବ୍ୟବହାର କରିବା |
| 06:33 | ରାଇଟ୍ ପ୍ୟାନେଲ୍, ଲେଫ୍ଟ ପ୍ୟାନେଲ୍ ସହିତ ପୁନର୍ବାର ମର୍ଜ୍ ହେବା ଆବଶ୍ୟକ |
| 06:39 | ଗୋଟିଏ plus ଚିହ୍ନ ଦୃଶ୍ୟମାନ ହେଲା ପର୍ଯ୍ୟନ୍ତ, ଆପଣଙ୍କ ମାଉସ୍ କର୍ସରକୁ Outlinerର ନିମ୍ନ ବାମପଟ କୋଣରେ ଥିବା ହ୍ୟାଚଡ ଲାଇନ୍ ଆଡକୁ ଚାଳନା କରନ୍ତୁ |
| 06:50 | ଲେଫ୍ଟ କ୍ଲିକକୁ ଦାବି ଧରି ଆପଣଙ୍କ mouseକୁ left panel ଆଡକୁ ଡ୍ରାଗ୍ କରନ୍ତୁ |
| 06:56 | ପ୍ୟାନେଲଟି ସାମାନ୍ୟ ଅନ୍ଧାରୁଆ ହୋଇଯିବ ଏବଂ ଏହା ଉପରେ ଗୋଟିଏ କ୍ଲିୟର୍ ଆରୋ ଚିହ୍ନ ଦୃଶ୍ୟମାନ ହେବ |
| 07:02 | ଲେଫ୍ଟ କ୍ଲିକ୍ ଛାଡିଦିଅନ୍ତୁ |
| 07:05 | ଦୁଇଟି ୱିଣ୍ଡୋ ମର୍ଜ୍ ହୋଇଯିବେ |
| 07:10 | ବର୍ତ୍ତମାନ ଚାଲନ୍ତୁ ୱିଣ୍ଡୋ କ୍ଷେତ୍ରକୁ ବିଭକ୍ତ କରିବାର ଦ୍ଵିତୀୟ ମାର୍ଗଟିକୁ ଦେଖିବା |
| 07:15 | ପ୍ରଥମେ Outliner ୱିଣ୍ଡୋକୁ ହରିଯଣ୍ଟାଲୀ ବିଭକ୍ତ କରନ୍ତୁ |
| 07:21 | ଗୋଟିଏ ଡବଲ୍ ହେଡେଡ୍ ଆରୋ ଦୃଶ୍ୟମାନ ହେଲା ପର୍ଯ୍ୟନ୍ତ, mouse cursorକୁ Outliner windowର ବାମ ପଟ ଧାର ଆଡକୁ ଚାଳନା କରନ୍ତୁ |
| 07:29 | Right-click on the arrow ଚିହ୍ନ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 07:33 | Split Areaରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 07:37 | Outliner ୱିଣ୍ଡୋର ମଧ୍ୟ ଭାଗକୁ ମାଉସକୁ ଡ୍ରାଗ୍ କରନ୍ତୁ |
| 07:43 | ଡବଲ୍ ହେଡେଡ୍ ଆରୋ ସହିତ ଗୋଟିଏ ହରିଯଣ୍ଟାଲ୍ ଲାଇନ୍ ଦୃଶ୍ୟମାନ ହେବ |
| 07:48 | ପୋଜିଶନକୁ lock କରିବା ପାଇଁ ଲେଫ୍ଟ କ୍ଲିକ୍ କରନ୍ତୁ |
| 07:54 | ବର୍ତ୍ତମାନ Outliner ୱିଣ୍ଡୋ ଦୁଇଟି ନୂତନ ହରିଯଣ୍ଟାଲ୍ ପ୍ୟାନେଲରେ ବିଭକ୍ତ ହୋଇଯିବ |
| 08:01 | ଠିକ୍ ପୂର୍ବପରି, ପ୍ରତ୍ୟେକ ପ୍ୟାନେଲର ନିଜର ଟୁଲ୍ ସେଟ୍ ଅଛି |
| 08:07 | ବର୍ତ୍ତମାନ ଚାଲନ୍ତୁ ସମାନ ଉପାୟରେ ଦୁଇ ନୂତନ ପ୍ୟାନେଲକୁ ପୁନର୍ବାର ମର୍ଜ୍ କରିବା |
| 08:14 | ଗୋଟିଏ ଡବଲ୍ ହେଡେଡ୍ ଆରୋ ଦୃଶ୍ୟମାନ ହେବା ପର୍ଯ୍ୟନ୍ତ ମାଉସ୍ କର୍ସରକୁ ଦୁଇଟି ପ୍ୟାନେଲ ମଧ୍ୟରେ ଥିବା ହରିଯଣ୍ଟାଲ୍ ଧାର ଆଡକୁ ଚାଳନା କରନ୍ତୁ |
| 08:26 | ରାଇଟ୍ କ୍ଲିକ୍ କରି Join-area ଚୟନ କରନ୍ତୁ |
| 08:31 | ତଳ କିମ୍ବା ଉପର ଯେକୌଣସି ଗୋଟିଏ ପ୍ୟାନେଲ୍ ଉପରେ mouse ଚାଳନା କରନ୍ତୁ |
| 08:35 | ବଟମ୍ ପ୍ୟାନେଲକୁ ଚୟନ କରନ୍ତୁ |
| 08:40 | ଚୟନିତ ପ୍ୟାନେଲ୍ ସାମାନ୍ୟ ଅନ୍ଧାରୁଆ ହୋଇଯିବ ଏବଂ ଏହା ଉପରେ ଗୋଟିଏ କ୍ଲିୟର୍ ଆରୋ ଚିହ୍ନ ଦୃଶ୍ୟମାନ ହେବ |
| 08:47 | ଅନ୍ଧାରୁଆ ପ୍ୟାନେଲ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 08:50 | ଦୁଇଟି ପ୍ୟାନେଲ୍ ପୁନର୍ବାର ମର୍ଜ୍ ହୋଇଯିବେ |
| 08:54 | ବର୍ତ୍ତମାନ Outliner ୱିଣ୍ଡୋକୁ ଭର୍ଟିକାଲୀ ବିଭକ୍ତ କରିବା ଏବଂ ନୂତନ ପ୍ୟାନେଲଗୁଡିକୁ ପୁନର୍ବାର ମର୍ଜ୍ କରିବା ପାଇଁ ଚେଷ୍ଟା କରନ୍ତୁ |
| 09:03 | ଗୋଟିଏ ଡବଲ୍ ହେଡେଡ୍ ଆରୋ ଦୃଶ୍ୟମାନ ହେବା ପର୍ଯ୍ୟନ୍ତ Outliner ୱିଣ୍ଡୋର ନିମ୍ନଭାଗରେ ଥିବା ଧାର ଆଡକୁ ମାଉସ୍ କର୍ସରକୁ ଚାଳନା କରନ୍ତୁ |
| 09:12 | arrow ଚିହ୍ନ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 09:16 | Split Areaରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 09:21 | Outliner ୱିଣ୍ଡୋର ମଧ୍ୟଭାଗକୁ ମାଉସକୁ ଡ୍ରାଗ୍ କରନ୍ତୁ |
| 09:26 | ଡବଲ୍ ହେଡେଡ୍ ଆରୋ ସହିତ ଗୋଟିଏ ଭର୍ଟିକଲ୍ ଲାଇନ୍ ଦୃଶ୍ୟମାନ ହେବ |
| 09:33 | ପୋଜିଶନକୁ lock କରିବା ପାଇଁ ଲେଫ୍ଟ କ୍ଲିକ୍ କରନ୍ତୁ |
| 09:36 | Outliner ୱିଣ୍ଡୋ ବର୍ତ୍ତମାନ ଦୁଇଟି ନୂତନ ଭର୍ଟିକଲ୍ ପ୍ୟାନେଲରେ ବିଭକ୍ତ ହୋଇଯିବ |
| 09:45 | ଗୋଟିଏ ଡବଲ୍ ହେଡେଡ୍ ଆରୋ ଦୃଶ୍ୟମାନ ହେବା ପର୍ଯ୍ୟନ୍ତ ମାଉସ୍ କର୍ସରକୁ ଦୁଇଟି ପ୍ୟାନେଲ ମଧ୍ୟରେ ଥିବା ଭର୍ଟିକଲ୍ ଧାର ଆଡକୁ ଚାଳନା କରନ୍ତୁ |
| 09:55 | ରାଇଟ୍ କ୍ଲିକ୍ କରି Join Area ଚୟନ କରନ୍ତୁ |
| 10:01 | ବାମ କିମ୍ବା ଡାହାଣ ଯେକୌଣସି ଗୋଟିଏ ପ୍ୟାନେଲ୍ ଉପରେ mouse ଚାଳନା କରନ୍ତୁ |
| 10:05 | ଡାହାଣ ପଟ ପ୍ୟାନେଲକୁ ଚୟନ କରନ୍ତୁ |
| 10:10 | ଚୟନିତ ପ୍ୟାନେଲ୍ ସାମାନ୍ୟ ଅନ୍ଧାରୁଆ ହୋଇଯିବ ଏବଂ ଏହା ଉପରେ ଗୋଟିଏ କ୍ଲିୟର୍ ଆରୋ ଚିହ୍ନ ଦୃଶ୍ୟମାନ ହେବ |
| 10:16 | ଅନ୍ଧାରୁଆ ପ୍ୟାନେଲ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 10:19 | ଦୁଇଟି ପ୍ୟାନେଲ୍ ପୁନର୍ବାର ମର୍ଜ୍ ହୋଇଯିବେ |
| 10:24 | ବର୍ତ୍ତମାନ ଚାଲନ୍ତୁ, Properties window ରେ ଥିବା ବିଭିନ୍ନ ପ୍ୟାନେଲର ସ୍ଥାନକୁ କିପରି ପୁନଃ କ୍ରମରେ ସଜାଇହେବ ଦେଖିବା |
| 10:32 | ଉଦାହରଣସ୍ଵରୂପ, ଆମେ Render ପ୍ୟାନେଲ୍ ଉପରେ Layers ପ୍ୟାନେଲକୁ ରଖିବାକୁ ଚାହୁଁ |
| 10:40 | Layers panelର ଉପରିସ୍ଥ ଡାହାଣ କୋଣରେ ଥିବା ତିନୋଟି ସ୍ଲାଣ୍ଟେଡ୍ ଲାଇନ୍ ଆଡକୁ ମାଉସ୍ କର୍ସରକୁ ଚାଳନା କରନ୍ତୁ |
| 10:50 | ଲେଫ୍ଟ କ୍ଲିକ୍ କରି ଦାବିଧରନ୍ତୁ ଏବଂ ମାଉସକୁ ଉପର ଆଡକୁ ଡ୍ରାଗ୍ କରନ୍ତୁ |
| 11:00 | Layers ପ୍ୟାନେଲ୍, Render ପ୍ୟାନେଲର ଉପରକୁ ଚାଲିଯିବ |
| 11:07 | ବର୍ତ୍ତମାନ ଚାଲନ୍ତୁ, ବ୍ଲେଣ୍ଡରରେ ଗୋଟିଏ ନିର୍ଦ୍ଦିଷ୍ଟ ୱିଣ୍ଡୋକୁ କିପରି ମାକ୍ସିମାଇଜ୍ କରିବା କିମ୍ବା ଫୁଲ୍ ସ୍କ୍ରୀନ୍ ମୋଡକୁ ପରିବର୍ତ୍ତନ କରାଯାଏ ଦେଖିବା |
| 11:20 | ଯେକୌଣସି ୱିଣ୍ଡୋ ଉପରେ ଆପଣଙ୍କ ମାଉସର କର୍ସରକୁ ଚାଳନା କରନ୍ତୁ |
| 11:23 | 3D view ଚୟନ କରନ୍ତୁ |
| 11:28 | ଆପଣଙ୍କ କୀବୋର୍ଡରେ Ctrl & up arrow କୀକୁ ଦାବନ୍ତୁ |
| 11:33 | ବର୍ତ୍ତମାନ 3D view ମାକ୍ସିମାଇଜ୍ ହୋଇ ଫୁଲ୍-ସ୍କ୍ରୀନ୍ ମୋଡ୍ ହୋଇଗଲା |
| 11:41 | ଫୁଲ୍-ସ୍କ୍ରୀନ୍ ମୋଡରୁ ବାହାର ହେବା ପାଇଁ ଆପଣଙ୍କ କୀବୋର୍ଡରେ Ctrl & down arrow କୀକୁ ଦାବନ୍ତୁ |
| 11:48 | ବ୍ଲେଣ୍ଡରର default viewକୁ ଫେରି ଆସନ୍ତୁ |
| 11:51 | ଏହାକୁ ଯେକୌଣସି ୱିଣ୍ଡୋରେ କରି ହେବ |
| 11:59 | ଏହି ପରି ଆମେ ବ୍ଲେଣ୍ଡରରେ ଯେକୌଣସି ୱିଣ୍ଡୋକୁ resize କରିପାରିବା, ବିଭିନ୍ନ ୱିଣ୍ଡୋ ମଧ୍ୟରେ toggle କରିବା, ୱିଣ୍ଡୋଗୁଡିକୁ ଷ୍ପ୍ଲିଟ୍ କରିବା ଏବଂ ପୁନର୍ବାର ସେମାନଙ୍କୁ ମର୍ଜ୍ କରିପାରିବା |
| 12:11 | ବର୍ତ୍ତମାନ ଗୋଟିଏ ନୂତନ ଫାଇଲ୍ ସୃଷ୍ଟି କରନ୍ତୁ ଏବଂ 3D viewକୁ Quad view ପାଇଁ ଟୋଗଲ୍ କରନ୍ତୁ; |
| 12:19 | Outliner ୱିଣ୍ଡୋକୁ ଷ୍ପ୍ଲିଟ୍ କରନ୍ତୁ ଏବଂ ପୁନର୍ବାର ସେହି ନୂତନ ପ୍ୟାନେଲଗୁଡିକୁ ମର୍ଜ୍ କରିଦିଅନ୍ତୁ; |
| 12:27 | Properties ୱିଣ୍ଡୋରେ, Output ପ୍ୟାନେଲକୁ Render ପ୍ୟାନେଲ ଉପରକୁ ନିଅନ୍ତୁ |
| 12:35 | ଏବଂ 3D viewକୁ ମାକ୍ସିମାଇଜ୍ କରି full-screen ମୋଡରେ ପରିବର୍ତ୍ତନ କରନ୍ତୁ |
| 12:44 | ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 12:52 | ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ- |
| 12:57 | oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ |
| 13:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ: |
| 13:13 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 13:17 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି. |
| 13:21 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ସମ୍ପର୍କ କରନ୍ତୁ |
| 13:29 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. |
| 13:31 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |