Blender/C2/Hardware-requirement-to-install-Blender/Oriya
From Script | Spoken-Tutorial
| Time | Narration |
| 00:03 | ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍ |
| 00:06 | ଏହି ଟ୍ୟୁଟୋରିଆଲରେ, ଆମେ hardware specifications ଏବଂ Blender 2.59 ପାଇଁ ଆବଶ୍ୟକତାଗୁଡିକୁ ଦେଖିବା |
| 00:16 | ଏହି ସ୍କ୍ରିପ୍ଟ୍ Chirag Raman ଦ୍ଵାରା ପ୍ରସ୍ତୁତ କରାଯାଇଛି |
| 00:20 | ପ୍ରଥମେ ଆମେ, Blenderର ଅଫିସିଆଲ୍ ୱେବସାଇଟ୍ ଦ୍ଵାରା ପ୍ରଦତ୍ତ ହାର୍ଡୱେର୍ ଆବଶ୍ୟକତାଗୁଡିକୁ ଦେଖିବା |
| 00:28 | ଆପଣଙ୍କ ଇଣ୍ଟରନେଟ୍ ବ୍ରାଉଜର୍ ଖୋଲନ୍ତୁ |
| 00:30 | ମୁଁ Firefox 3.09 ବ୍ୟବହାର କରୁଛି |
| 00:34 | ଆଡ୍ରେସ୍ ବାରରେ ଟାଇପ୍ କରନ୍ତୁ: www.blender.org ଏବଂ Enter କୀ ଦାବନ୍ତୁ |
| 00:44 | ଏହା ଆପଣଙ୍କୁ ବ୍ଲେଣ୍ଡରର ଅଫିସିଆଲ୍ ୱେବସାଇଟକୁ ନେଇଯିବ |
| 00:47 | ପ୍ରଦର୍ଶନକୁ ସହଜ କରିବା ପାଇଁ, ମୁଁ System Requirements ପେଜକୁ ଖୋଲିସାରିଛି |
| 00:53 | Blender ଫ୍ରୀ ଏବଂ Open Source ଅଟେ |
| 00:56 | Blender 2.59 ପାଖିପାଖି ସମସ୍ତ ଅପରେଟିଙ୍ଗ୍ ସିଷ୍ଟମରେ କାମ କରେ |
| 01:02 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ Windows XP ଅପରେଟିଙ୍ଗ୍ ସିଷ୍ଟମ୍ ବ୍ୟବହାର କରୁଛି |
| 01:07 | Blenderର ବିଭିନ୍ନ ଅଂଶ, କମ୍ପ୍ୟୁଟର୍ ହାର୍ଡୱେରର ବିଭିନ୍ନ ଅଂଶ ଉପରେ ନିର୍ଭରଶୀଳ ଅଟେ |
| 01:13 | ଗୋଟିଏ ଦୃତ CPU ଏବଂ ଅଧିକ RAM, ରେଣ୍ଡରିଙ୍ଗର ବେଗ ବୃଦ୍ଧିରେ ସହାୟକ ହୋଇପାରେ ଯେତେବେଳେ,Blender interface, viewports ଓ real-time engineର ବେଗ ଗ୍ରାଫିକ୍ସ କାର୍ଡର ବେଗ ଦ୍ଵାରା ପ୍ରଭାବିତ ହୋଇଥାଏ |
| 01:26 | ବିଶାଳ ଭିଡିଓ ଫାଇଲଗୁଡିକ ସହ କାମ କଲାବେଳେ, ଦୃତ ଓ ବିଶାଳ hard drives ମଧ୍ୟ କାମକୁ ତ୍ଵରାନ୍ଵିତ କରିବାରେ ସାହାଯ୍ୟକାରି ହୋଇପାରେ |
| 01:32 | ଆପଣ ଦେଖିପାରୁଥିବେ, ବ୍ଲେଣ୍ଡର୍ ସଂସ୍ଥା, ବ୍ୟବହାର ହେଉଥିବା ତିନୋଟି ବିଭାଗର Hardware Specificationsକୁ ପ୍ରଦର୍ଶନ କରୁଅଛି: |
| 01:40 | Minimum, Good ଓ Production ସ୍ତର |
| 01:44 | Blenderକୁ ରନ୍ କରିବା ପାଇଁ Minimum ହାର୍ଡୱେର୍ ସ୍ପେସିଫିକେଶନଗୁଡିକ ହେଉଛି – |
| 01:48 | 1 GHZ Single Core CPU |
| 01:53 | 512 MB RAM |
| 01:56 | 16 bit କଲର୍ ସହିତ 1024 x 768 pixels Display |
| 02:03 | ଥ୍ରୀ Button Mouse |
| 02:05 | 64 MB RAM ସହିତ Open GL Graphics Card |
| 02:12 | Good ସ୍ପେସିଫିକେଶନ୍ ସ୍ତର ନିମ୍ନଲିଖିତ ଆବଶ୍ୟକ କରେ – |
| 02:15 | 2 GHZ Dual Core CPU |
| 02:20 | 2 GB RAM |
| 02:22 | 24 bit color ସହିତ 1920 x 1200 pixels Display |
| 02:28 | ଥ୍ରୀ Button Mouse |
| 02:30 | 256 କିମ୍ବା 512 MB RAM ସହିତ Open GL Graphics Card |
| 02:40 | Production ସ୍ତରର ହାର୍ଡୱେରର ସ୍ପେସିଫିକେଶନଗୁଡିକ ହେଉଛି – |
| 02:43 | 64 bits, Multi Core CPU |
| 02:47 | 8-16 GB RAM |
| 02:50 | 24 bit color ସହିତ ଦୁଇ ଗୁଣ 1920 x 1200 pixels Display |
| 02:56 | ଥ୍ରୀ Button Mouse + tablet |
| 02:59 | 1 GB RAM, ATI FireGL କିମ୍ବା Nvidia Quadro ସହିତ Open GL Graphics Card |
| 03:09 | କୌଣସି ଏକ ନିର୍ଦ୍ଧାରିତ ସ୍ତରକୁ ସୁନିଶ୍ଚିତ କରିବା ପାଇଁ, ଆପଣ ଆପଣଙ୍କର system configurationକୁ ଯାଞ୍ଚ୍ କରନ୍ତୁ |
| 03:16 | ଆପଣଙ୍କର browser windowକୁ ମିନିମାଇଜ୍ କରନ୍ତୁ |
| 03:19 | Control Panelକୁ ଯା’ନ୍ତୁ. ଏଠାରେ System ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 03:25 | ଏଠାରେ ଆପଣ ଆପଣଙ୍କର ମେସିନର ସାମ୍ପ୍ରତିକ ସ୍ପେସିଫିକେଶନଗୁଡିକୁ ଦେଖିପାରିବେ ଏବଂ Blender Foundation ଦ୍ଵାରା ପ୍ରଣିତ ପ୍ରସ୍ତାବ ସହିତ ତୂଳନା କରିପାରିବେ |
| 03:35 | ଅନେକ Windows Operating systemଗୁଡିକ, 32-bit କିମ୍ବା 64-bitର ଅଟନ୍ତି. ମୁଁ 32-bit Windows ବ୍ୟବହାର କରୁଛି |
| 03:44 | 32-bit ଏବଂ 64-bit ଶବ୍ଦ, CPU ସୂଚନାକୁ ନିୟନ୍ତ୍ରଣ କରୁଥିବା ଉପାୟକୁ ନିର୍ଦ୍ଦେଶିତ କରେ |
| 03:51 | Windowsର 64-bit ଭର୍ସନ୍ ବିଶାଳ ଆକାରର RAMକୁ ଗୋଟିଏ 32-bit ସିଷ୍ଟମ୍ ତୁଳନାରେ ଅଧିକ କୁଶଳତାର ସହ ନିୟନ୍ତ୍ରଣ କରେ |
| 03:59 | ଯଦି ଆପଣ ବ୍ଲେଣ୍ଡର ପାଇଁ ଗୋଟିଏ ନୂଆ କମ୍ପ୍ୟୁଟର୍ ନେବାକୁ ଚାହୁଁଛନ୍ତି ତେବେ, |
| 04:04 | www.blenderguru .com/the-ultimate-guide-to-buying-a- computer-for-blenderରେ ଥିବା ଆର୍ଟିକଲରେ ଏହା ବିଷୟରେ ଯାଞ୍ଚ୍ କରିବା ଏକ ଭଲ ଚିନ୍ତା ଅଟେ |
| 04:21 | ଏହି guide ଆପଣଙ୍କୁ ଅପରେଟିଙ୍ଗ୍ ସିଷ୍ଟମ୍ ଉପରେ ସବିଶେଷ ତଥ୍ୟ ଯୋଗାଇଦେବ, ଯେପରି |
| 04:29 | CPU, |
| 04:35 | RAM, |
| 04:41 | Graphics card, |
| 04:49 | Case, |
| 04:55 | ଓ hard drive. |
| 05:02 | ଏହା ଦ୍ଵାରା Blenderକୁ ରନ୍ କରିବା ପାଇଁ Hardware Requirements ଉପରେ ଟ୍ୟୁଟୋରିଆଲ୍ ସମ୍ପୁର୍ଣ୍ଣ ହୋଇଛି |
| 05:07 | ଏହି ପ୍ରୋଜେକ୍ଟ Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 05:15 | ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ |
| 05:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 05:37 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି. |
| 05:42 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ |
| 05:50 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି |
| 05:53 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |